João 7
ସତିଅର୍ ବାଟ୍ (DSO) vs ARC
1 ତାର୍ ପଚେ ଜିସୁ ଗାଲିଲି ବାଟେ ବୁଲ୍ବାର୍ ଗାଲା । ସେ ଜିଉଦା ଦେସେ ଜିବାକେ ମନ୍ କରେନାଇ । କାଇକେ ବଇଲେ ଜିଉଦି ନେତାମନ୍ ତାକେ ମରାଇବାକେ ଚେସ୍ଟା କର୍ତେ ରଇଲାଟା, ସେ ଜାନି ରଇଲା ।
1 E, depois disso, Jesus andava pela Galileia e já não queria andar pela Judeia, pois os judeus procuravam matá-lo.
2 ସେ ବେଲେ ଜିଉଦିମନର୍ ଗଟେକ୍ କୁଡିଆ ପରବ୍ ଲଗେ କେଟି ରଇଲା ।
2 E estava próxima a festa dos judeus chamada de Festa dos Tabernáculos.
3 ସେଟାର୍ପାଇ ଜିସୁର୍ ବାଇମନ୍ ତାକେ କଇଲାଇ, “ତୁଇ ଏ ଜାଗା ଚାଡିକରି ଜିଉଦା ଦେସେ ପରବ୍ କାଇବାର୍ ଜା, ତେବେ ତୁଇ କର୍ବା କାବାଅଇଜିବା କାମ୍ମନ୍ ତର୍ ସିସ୍ମନ୍ ଦେକି ପାରତ୍ ।”
3 Disseram-lhe, pois, seus irmãos: Sai daqui e vai para a Judeia, para que também os teus discípulos vejam as obras que fazes.
4 ଜେ ଡାକ୍ପୁଟା ବଲି ଜାନାଇ ଅଇବାକେ ମନ୍କଲାନି, ସେ ନିଜର୍ କାମ୍ ଲୁଚାଇକରି ନ ସଙ୍ଗଇ ରଏ । ଜେଡେବେଲା ତମେ ଏସବୁ କରିପାର୍ଲାସ୍ନି ବଇଲେ, ଦୁନିଆର୍ ସବୁଲକ୍ ତମ୍କେ ଜାନ୍ବାଇ ।
4 Porque não há ninguém que procure ser conhecido que faça coisa alguma em oculto. Se fazes essas coisas, manifesta-te ao mundo.
5 କାଇକେ ବଇଲେ ଜିସୁର୍ ନିଜର୍ ବାଇମନ୍ ମିସା ତାକେ ବିସ୍ବାସ୍ ନ କର୍ତେ ରଇଲାଇ ।
5 Porque nem mesmo seus irmãos criam nele.
6 ଜିସୁ ତାର୍ ବାଇମନ୍କେ କଇଲା, “ଏବେ ଜାକ ମର୍ ସମାନ୍ ବେଲା ଆସେ ନାଇତା । ମାତର୍ ତମର୍ପାଇ ସବୁ ବେଲା ସମାନ୍ସେ ।
6 Disse-lhes, pois, Jesus: Ainda não é chegado o meu tempo, mas o vosso tempo sempre está pronto.
7 ଏ ଦୁନିଆର୍ ଲକ୍ମନ୍ ତମ୍କେ ଗିନ୍ ନ କରତ୍, ମାତର୍ ମକେ ଗିନ୍ କର୍ବାଇ । କାଇକେ ବଇଲେ ସେମନ୍ କର୍ବା କାମ୍ମନ୍ କାରାପ୍ ବଲି ମୁଇ ଜାନାଇଲିନି ।
7 O mundo não vos pode odiar, mas ele me odeia a mim, porquanto dele testifico que as suas obras são más.
8 ତମେ ପରବ୍ କର୍ବାକେ ଜାଆ, ମୁଇ ଜାଇ ନାପାରି । କାଇକେ ବଇଲେ ଏବେ ଜାକ ମର୍ ସମାନ୍ ବେଲା ଆସେ ନାଇତା ।”
8 Subi vós a esta festa; eu não subo ainda a esta festa, porque ainda o meu tempo não está cumprido.
9 ଜିସୁ ସେମନ୍କେ ଏ ସବୁ କାତା କଇକରି ଗାଲିଲିତେଇସେ ରଇଗାଲା ।
9 E, havendo-lhes dito isso, ficou na Galileia.
10 ତାର୍ ବାଇମନ୍ ପରବ୍ ଟାନେ ଗାଲାପଚେ, ଜିସୁ ମିସା ତେଇ ଗାଲା । ସେ ସବୁଲକ୍ ଦେକ୍ଲାପାରା ନ ଜାଇକରି ଲୁଚ୍ତେ ଗାଲା ।
10 Mas, quando seus irmãos já tinham subido à festa, então, subiu ele também não manifestamente, mas como em oculto.
11 ତେବେ ପରବ୍ତେଇ ଜିଉଦି ନେତାମନ୍, “ଜିସୁ କନ୍ତି ଆଚେ ?” ବଲି ପାଚାରି ପାଚାରି କଜ୍ଲାଇ ।
11 Ora, os judeus procuravam-no na festa e diziam: Onde está ele?
12 ତେଇ ରଇଲା ବେସି ଲକ୍ମନ୍ ନିଜର୍ ନିଜର୍ ବିତ୍ରେ ଜିସୁର୍ ବିସଇ କାତା ଅଇତେ ରଇଲାଇ । କେତେ ଲକ୍ ଜିସୁ ବେସି ନିକ ଲକ୍, ବଲି କଇତେ ରଇଲାଇ ମାତର୍ ଆରି ଅଦେକ୍ ଲକ୍ମନ୍ ତାକେ ନାଇ, ସେ ଲକ୍ମନ୍କେ ବୁଲ୍ ସିକିଆ ଦେଲାନି, ବଲି କଇତେ ରଇଲାଇ ।
12 E havia grande murmuração entre a multidão a respeito dele. Diziam alguns: Ele é bom. E outros diziam: Não; antes, engana o povo.
13 ମାତର୍ ଜିଉଦି ନେତାମନ୍କେ ଡରିକରି କେ ମିସା ଜିସୁର୍ ବିସଇ ସବୁଲକ୍ ଜାନ୍ତେ ସବୁର୍ ମୁଆଁଟେ କଅତ୍ ନାଇ ।
13 Todavia, ninguém falava dele abertamente, por medo dos judeus.
14 ଆରି ପରବ୍ ଅଦାଅଦି ସାରିଗାଲା ପଚେ, ଜିସୁ ମନ୍ଦିର୍ ବିତ୍ରେ ଜାଇକରି ଲକ୍ମନ୍କେ ସିକିଆ ଦେବାର୍ ଦାର୍ଲା ।
14 Mas, no meio da festa, subiu Jesus ao templo e ensinava.
15 ତେଇ ଜିଉଦି ନେତାମନ୍ କାବାଅଇଜାଇ କରି କଇଲାଇ, “ଏ ଲକ୍ ପାଟ୍ ନ ପଡି ମିସା କେନ୍ତି ଏତ୍କି ବିସଇ ଜାନିଆଚେ ?”
15 E os judeus maravilhavam-se, dizendo: Como sabe este letras, não as tendo aprendido?
16 ଜିସୁ ସେମନ୍କେ କଇଲା, “ମୁଇ ସିକାଇଦେବା ଏ ସିକିଆ ମର୍ ନିଜର୍ଟାନେ ଅନି ନଏଁ, ମାତର୍ ମକେ ପାଟାଇରଇବା ପର୍ମେସରର୍ ତେଇଅନି ଆସିଆଚେ ।
16 Jesus respondeu e disse-lhes: A minha doutrina não é minha, mas daquele que me enviou.
17 ଜେ ଜଦି ପର୍ମେସର୍ ମନ୍କଲାଟା ପୁରୁନ୍ କର୍ବାକେ ମନ୍ କର୍ସି ବଇଲେ ସେ ଜାନିପାର୍ସି, ମୁଇ ଦେଇତେରଇବା ସିକିଆ ପର୍ମେସରର୍ ଟାନେ ଅନି ଆଇଲାନି କି ସେଟା ମର୍ ନିଜର୍ ବପୁର୍ ସଙ୍ଗ୍ କଲିନି ବଲି ।
17 Se alguém quiser fazer a vontade dele, pela mesma doutrina, conhecerá se ela é de Deus ou
18 ଜନ୍ ଲକ୍ ନିଜର୍ ଅଦିକାରେଅନି କାତା କଇସି ସେ ନିଜେ ମଇମା ପାଇ ଅଇବାକେ କଇସି । ମାତର୍ ଜନ୍ଲକ୍ ମକେ ପାଟାଇଲା ଲକ୍ ସନ୍ମାନ୍ ପାଅ ବଲି ମନ୍ କର୍ସି ବଇଲେ, ସେ ମିଚ୍ ନ କଇ ସତ୍ କାତା କଇସି । ଆରି ତାର୍ଟାନେ କାଇ ବୁଲ୍ ବିସଇ ନ ରଏ ।
18 Quem fala de si mesmo busca a sua própria glória, mas o que busca a glória daquele que o enviou, esse é verdadeiro, e não há nele injustiça.
19 ମସା ତମ୍କେ ନିୟମ୍ ଦେଲା ଆଚେ, ଏଟା ସତ୍ । ମାତର୍ ତମର୍ ବିତ୍ରେ କେ ମିସା ଏ ନିୟମ୍ ମାନାସ୍ ନାଇ । ତମେ କାଇକେ ମକେ ମରାଇବାକେ ଚେସ୍ଟା କଲାସ୍ନି ?”
19 Não vos deu Moisés a lei? E nenhum de vós observa a lei. Por que procurais matar-me?
20 ଲକ୍ମନ୍ ତାକେ କଇଲାଇ, “ତକେ ଡୁମା ଦାର୍ଲା ଆଚେ । କେ ତକେ ମରାଇବାକେ ଚେସ୍ଟା କଲାନି ?”
20 A multidão respondeu e disse: Tens demônio; quem procura matar-te?
21 ଜିସୁ ସେମନ୍କେ କଇଲା, “ମୁଇ ଗଟେକ୍ ଚକିତ୍ ଅଇଜିବା କାମ୍ କଲି, ସେଟା ଦେକି ତମେ କାବା ଅଇଗାଲାସ୍ ।
21 Respondeu Jesus e disse-lhes: Fiz uma obra, e todos vos maravilhais.
22 ‘ତମର୍ ପିଲାଜିଲାମନ୍କେ ସୁନତ୍ କରାଆ’ ବଲି ମସା ଆଦେସ୍ ଦେଇରଇଲା । ଅଇଲେମିସା ମସା ଏ ନିୟମ୍ ଆରାମ୍ କରି ନ ରଇଲା । ତମର୍ ଆନିଦାଦିମନର୍ ବେଲେଅନି ଏଟା ଚଲିଆଇତେରଇଲା ଆରି ତମର୍ ପିଲାମନ୍କେ ବିସ୍ରାମ୍ବାରେ ସୁନତ୍ କରାଇଲାସ୍ନି ।
22 Pelo motivo de que Moisés vos deu a circuncisão (não que fosse de Moisés, mas dos pais), no sábado circuncidais um homem.
23 ଜଦି ବିସ୍ରାମ୍ବାରେ ଗଟେକ୍ ପିଲାକେ ସୁନତ୍ କରାଇବାକେ ମସାର୍ ନିୟମ୍ ମାନାସ୍ ନାଇ, ମୁଇ ଜଦି ବିସ୍ରାମ୍ବାରେ ଗଟେକ୍ ଲକ୍କେ ପୁରାପୁରୁନ୍ ନିକ କଲେ, କାଇକେ ରିସା ଅଇଗାଲାସ୍ନି ?
23 Se o homem recebe a circuncisão no sábado, para que a lei de Moisés não seja quebrantada, indignais-vos contra mim, porque, no sábado, curei de todo um homem?
24 ବାଇରର୍ ବିସଇ ଦେକିକରି କାଇ ବିଚାର୍ କରାନାଇ । ଜନ୍ଟା ଟିକ୍, ସେ ଇସାବେ ବିଚାର୍ କରା ।”
24 Não julgueis segundo a aparência, mas julgai segundo a reta justiça.
25 ଜିରୁସାଲାମର୍ କେତେକ୍ ଲକ୍ କଇଲାଇ, “ସେ ଜିଉଦି ନେତାମନ୍ ଜନ୍ ଲକ୍କେ ମରାଇବାକେ ଚେସ୍ଟା କଲାଇନି, ଏ କାଇ ସେ ଲକ୍ ନଏଁଁ କି ?
25 Então, alguns dos de Jerusalém diziam: Não é este o que procuram matar?
26 ଦେକା, ସବୁଲକର୍ଟାନେ ଏତ୍କି ସବୁ କଇପାକାଇଲାନି, ମାତର୍ ତାକେ ର ବଲିକରି କେ ମିସା ପଦେକ୍ କଅତ୍ନାଇ । ସତଇସେ ଏ ପର୍ମେସର୍ ପାଟାଇଲା ମସିଅ ବଲି ନେତାମନ୍ ଜାନିଆଚତ୍ କି ?
26 E ei-lo aí está falando abertamente, e nada lhe dizem. Porventura, sabem, verdadeiramente, os príncipes, que este é o Cristo?
27 ଜେଡେବେଲେ ପର୍ମେସର୍ ପାଟାଇଲା ମସିଅ ଆଇସି, ସେଡ୍କିବେଲେ ସେ କନ୍ତି ଅନି ଆସିଆଚେ ବଲି କେ ମିସା ନାଜାନତ୍ । ମାତର୍ ଏ ଲକ୍ କନ୍ତିଅନି ଆସିଆଚେ, ସେଟା ଆମେ ସବୁ ଜାନୁ ।”
27 Todavia, bem sabemos de onde este é; mas, quando vier o Cristo, ninguém saberá de onde ele é.
28 ଜିସୁ ମନ୍ଦିରେ ସିକିଆ ଦେବାବେଲେ ବେସି ଆଉଲିଅଇ କଇଲା, “ଉଁ ତମେ ମକେ ନିକ ସଙ୍ଗ୍ ଜାନିଆଚାସ୍ । ସତଇସେ ମୁଇ କେ ଆରି କନ୍ତିଅନି ଆସିଆଚି ଜାନିଆଚାସ୍ କି ? ମାତର୍ ମୁଇ ମର୍ ନିଜର୍ ଅଦିକାରେ ଆସିନାଇ, ମକେ ଜେ ପାଟାଇ ଆଚେ ସେ ସତ୍ । ତମେ ତାକେ ନାଜାନାସ୍ ।
28 Clamava, pois, Jesus no templo, ensinando e dizendo: Vós me conheceis e sabeis de onde sou; e eu não vim de mim mesmo, mas aquele que me enviou é verdadeiro, o qual vós não conheceis.
29 ମାତର୍ ମୁଇ ତାକେ ଜାନି ଆଚି । କାଇକେ ବଇଲେ ମୁଇ ତାର୍ତେଇଅନି ଆଇଲି ଆଚି ଆରି ସେ ମକେ ପାଟାଇଲା ଆଚେ ।”
29 Mas eu conheço-o, porque dele sou, e ele me enviou.
30 ଜିସୁ ଏ କାତା କଇବାବେଲେ, ସେମନ୍ ସୁନିକରି ତାକେ ଦାର୍ବାକେ ଚେସ୍ଟା କଲାଇ । ମାତର୍ କେ ମିସା ଚିଇ ନାପାର୍ଲାଇ । କାଇକେ ବଇଲେ ସେଡ୍କି ବେଲା ଜାକ ତାର୍ ବେଲା କେଟି ନ ରଇଲା ।
30 Procuravam, pois, prendê-lo, mas ninguém lançou mão dele, porque ainda não era chegada a sua hora.
31 ମାତର୍ ତେଇ ରଇଲା ଲକ୍ମନର୍ ବିତ୍ରେଅନି କେତେକ୍ ଲକ୍ ଜିସୁକେ ବିସ୍ବାସ୍ କରି କଇଲାଇ, “ମସିଅ ଆଇଲେ ଆର୍ଟାନେଅନି ସେ କାଇ ଅଦିକ୍ କାବା ଅଇଜିବା କାମ୍ କର୍ସି କି ? ନାଇ ନ କରେ ।”
31 E muitos da multidão creram nele e diziam: Quando o Cristo vier, fará ainda mais sinais do que os que este tem feito?
32 ଲକ୍ମନ୍ ଜିସୁର୍ ବିସଇ ତାକର୍ ବିତ୍ରେ ଏନ୍ତାରି କାତା ଅଇତେ ରଇଲାଟା ପାରୁସି ଦଲର୍ କେତେକ୍ ଲକ୍ମନ୍ ସୁନ୍ଲାଇ । ତେବେ ମୁକିଅ ପୁଜାରିମନ୍ ଆରି ପାରୁସି ଲକ୍ମନ୍ ଜିସୁକେ ବନ୍ଦି କର୍ବାକେ କେତେଟା ମନ୍ଦିର୍ ଜାଗୁଆଲ୍ମନ୍କେ ପାଟାଇଲାଇ ।
32 Os fariseus ouviram que a multidão murmurava dele essas coisas; e os fariseus e os principais dos sacerdotes mandaram servidores para o prenderem.
33 ପଚେ ଜିସୁ କଇଲା, “ମୁଇ ଚନେକ୍ସେ ତମର୍ ସଙ୍ଗ୍ ରଇବି । ତାର୍ ପଚେ ମକେ ଜେ ପାଟାଇଲା ଆଚେ, ତାର୍ ଲଗେ ବାଉଡି ଜିବି ।
33 Disse-lhes, pois, Jesus: Ainda um pouco de tempo estou convosco e, depois, vou para aquele que me enviou.
34 ତମେ ମକେ କଜ୍ସା, ମାତର୍ ବେଟ୍ ନ ଉଆସ୍ । ଆରି ମୁଇ ଜନ୍ ଜାଗାଇ ରଇବି, ସେ ଜାଗାଇ ତମେ ଆସି ନାପାରାସ୍ ।”
34 Vós me buscareis e não
35 ଜିଉଦି ନେତାମନ୍ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ “ଏନ୍ତି ବଇଲେ ଏ ଲକ୍ କନ୍ତି ଜାଇସିଜେ ଆମେ ତାକେ କଜି ନାପାରୁ । ସେ କାଇ ଗିରିକ୍ ନଅରେ ଜାଇକରି ଏନେ ତେନେ ଅଇରଇବା ଆମର୍ ଲକ୍ମନ୍କେ ସିକିଆ ଦେଇସି କି ?
35 Disseram, pois, os judeus uns para os outros: Para onde irá este, que o não acharemos? Irá, porventura, para os dispersos entre os gregos e ensinará os gregos?
36 ସେ କଇଲାନି, ତମେ ମକେ କଜ୍ସା ମାତର୍ ବେଟ୍ ଅଇ ନାପାର୍ସା ବଲି । ଆରି ଏନ୍ତି ମିସା କଇଲାନି, ‘ମୁଇ ଜନ୍ ଜାଗାଇ ଜିବି, ତେଇ ତମେ ଆସିନାପାରାସ୍’ ବଲି । ଏନ୍ତି ବଇଲେ ସେ କଇବା କାତାର୍ ଅରତ୍ କାଇଟା ?”
36 Que palavra é esta que disse: Buscar-me-eis e não me achareis; e: Aonde eu estou, vós não podeis ir?
37 ପରବର୍ ସାରାସାରି ଦିନେ, ଜନ୍ଟାକି ମୁକିଅ ଦିନେ, ଜିସୁ ଟିଆଅଇ ଆକ୍ମାରି କଇଲା, “ଜଦି କାକେ ସସ୍ କଲାନି, ସେ ମର୍ ଲଗେ ଆସ ।
37 E, no último dia, o grande dia da festa, Jesus pôs-se em pé e clamou, dizendo: Se alguém tem sede, que venha a mim e beba.
38 ଜେ ମକେ ବିସ୍ବାସ୍ କର୍ସି, ସେ ଆସି କାଅ । କାଇକେବଇଲେ ପର୍ମେସରର୍ ସାସ୍ତରେ ଏନ୍ତି ଲେକା ଆଚେ, ଜେ ମର୍ଟାନେ ବିସ୍ବାସ୍ କର୍ସି ତାର୍ ମନ୍ ବିତ୍ରେଅନି ନ ସାର୍ବା ଜିବନ୍ ଦେବା ପାନି ଉଚ୍ଲି କରି ବାରଇସି ।”
38 Quem crê em mim, como diz a Escritura, rios de água viva correrão do seu ventre.
39 ଜିସୁ ଜିବନ୍ ଦେବା ପାନି ବଲି ସୁକଲ୍ ଆତ୍ମାର୍ ବିସଇ କଇତେ ରଇଲା । ତାକେ ବିସ୍ବାସ୍ କର୍ବା ଲକ୍ମନ୍କେ ପଚେ ପର୍ମେସର୍ ଏ ସୁକଲ୍ ଆତ୍ମା ଦେଇସି । ମାତର୍ ଏବେ ଜାକ, କାକେ ଦେଇ ନ ରଇଲାଇ । କାଇକେବଇଲେ ଜିସୁ ସେବେଲା ଜାକ ମଇମାଇ ପୁରାପୁରୁନ୍ ନ ଅଇରଇଲା ।
39 E isso disse ele do Espírito, que haviam de receber os que nele cressem; porque o Espírito Santo ainda não fora dado, por ainda Jesus não ter sido glorificado.
40 ଜିସୁର୍ ଏ କାତା ସୁନିକରି କେତେକ୍ ଲକ୍ କଇଲାଇ, “ ସତ୍କାତା, ଏ ଲକ୍ ଗଟେକ୍ ପର୍ମେସର୍ ଟାନେଅନି ଆସିରଇବା ବବିସତ୍ବକ୍ତା !”
40 Então, muitos da multidão, ouvindo essa palavra, diziam: Verdadeiramente, este é o Profeta.
41 ଆରି ଅଦେକ୍ ଲକ୍ କଇଲାଇ, “ସେ ପର୍ମେସର୍ ବାଚି ପାଟାଇଲା ମସିଅ” ବଲି । ଆରି ଅଦେକ୍ ଲକ୍ମନ୍ ପାଚାର୍ଲାଇ, “ପର୍ମେସର୍ ବାଚି ପାଟାଇଲା ରାଜା ମସିଅ କାଇ ଗାଲିଲି ଦେସେଅନି ନ ଆସେ କି ?
41 Outros diziam: Este é o Cristo; mas diziam outros: Vem, pois, o Cristo da Galileia?
42 ସାସ୍ତରେ ଏନ୍ତି ଲେକା ଅଇଲା ଆଚେ, ପର୍ମେସର୍ ବାଚି ପାଟାଇଲା ରାଜା ମସିଅ, ଦାଉଦ୍ ରାଜାର୍ ଜାଗାଇ, ତାର୍ କୁଟୁମେ ବେତ୍ଲିଇମ୍ ଗଡେ ଜନମ୍ ଅଇ ଆଇସି । ” ବଲି କଇଲାଇ ।
42 Não diz a Escritura que o Cristo vem da descendência de Davi e de Belém, da aldeia de onde era Davi?
43 ଏନ୍ତି ସେମନର୍ ବିତ୍ରେ ଜିସୁର୍ ବିସଇନେଇ ବାଗ୍ ବାଗ୍ ଅଇଲାଇ ।
43 Assim, entre o povo havia dissensão por causa dele.
44 ଆରି ଲକ୍ମନର୍ ବିତ୍ରେଅନି କେତେ ଲକ୍ ଜିସୁକେ ବାନ୍ଦାଇ ଅ ବଲି ମନ୍ କର୍ତେରଇଲାଇ । ମାତର୍ କେ ମିସା ତାକେ ଦାରି ନାପାର୍ଲାଇ ।
44 E alguns deles queriam prendê-lo, mas ninguém lançou mão dele.
45 ଜିସୁକେ ବନ୍ଦି କର୍ବାକେ ଜାଇରଇବା ଜାଗୁଆଲ୍ମନ୍, ବାଉଡିଆଇଲାଇକେ ମୁକିଅ ପୁଜାରି ଆରି ପାରୁସିମନ୍ ସେମନ୍କେ ପାଚାର୍ଲାଇ, “ତମେ କାଇକେ ଜିସୁକେ ବାନ୍ଦି କରି ଆନାସ୍ ନାଇ ?”
45 E os servidores foram ter com os principais dos sacerdotes e fariseus; e eles lhes perguntaram: Por que o não trouxestes?
46 ଜାଗୁଆଲ୍ମନ୍ କଇଲାଇ, “ଏ ଲକ୍ କଇଲା ପାରା କାତା ଆଜିକେଜାକ କେ ମିସା କଅତ୍ ନାଇ ।”
46 Responderam os servidores: Nunca homem algum falou assim como este homem.
47 ପାରୁସିମନ୍ ସେମନ୍କେ କଇଲାଇ, “ଏନ୍ତି ବଇଲେ ତମ୍କେ ମିସା ସେ ବକୁଆ କରିଦେଲା କି ?”
47 Responderam-lhes, pois, os fariseus: Também vós fostes enganados?
48 ଆରି ପାଚାର୍ଲାଇ, “ଗଟେକ୍ ନେତା ନଅଇଲେ ଗଟେକ୍ ପାରୁସି ତାକେ ବିସ୍ବାସ୍ କରିଆଚତ୍ ବଲି ତମେ ସୁନିଆଚାସ୍ କି ?
48 Creu nele, porventura, algum dos principais ou dos fariseus?
49 ମାତର୍ ଏ ଲକ୍ମନ୍, ମସାର୍ ନିୟମ୍ ନାଜାନତ୍ । ତେବର୍ ପାଇ ଏମନ୍ ସବୁ ଅବିସାପ୍ ପାଇରଇବା ଲକ୍ ।”
49 Mas esta multidão, que não sabe a lei, é maldita.
50 ତେଇ ସେ ଦଲେଅନି ନିକଦିମ ନାଉଁର୍ ଗଟେକ୍ ନେତା ରଇଲା । ସେ ତରେକ୍ ଜିସୁକେ ଦେକ୍ବାର୍ ଜାଇରଇଲା । ସେ କଇଲା,
50 Nicodemos, que era um deles (o que de noite fora ter com Jesus ), disse-lhes:
51 “ଆମର୍ ନିୟମ୍ ଇସାବେ ଗଟେକ୍ ଲକ୍କେ ଦସି କର୍ବା ଆଗ୍ତୁ ତାର୍ କାତା ସୁନ୍ବାକେ ପଡ୍ସି ଆରି କାଇଟା କଲାଆଚେ କଜ୍ବାକେ ପଡ୍ସି ।”
51 Porventura, condena a nossa lei um homem sem primeiro o ouvir e ter conhecimento do que faz?
52 ବିନ୍ଲକ୍ମନ୍ କଇଲାଇ, “ଏନ୍ତି ବଇଲେ ତୁଇ ମିସା କାଇ ଗଟେକ୍ ଗାଲିଲିର୍ ଲକ୍ କି ? କେ ମିସା ପର୍ମେସରର୍ ତେଇଅନି ବବିସତ୍କାତା କଇବା ଲକ୍ ଗାଲିଲିଅନି ଆସତ୍ ନାଇ ।”
52 Responderam eles e disseram-lhe: És tu também da Galileia? Examina e verás que da Galileia nenhum profeta surgiu.
53 ତାର୍ ପଚେ ତେଇ ରଇଲା ଲକ୍ମନ୍ ସେ ଜାଗା ଚାଡିକରି ନିଜର୍ ନିଜର୍ ଗରେ ବାଉଡି ଗାଲାଇ ।
53 E cada um foi para sua casa.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar João 7, comparar traduções ou montar um estudo — tudo direto pelo WhatsApp.