João 6
ସତିଅର୍ ବାଟ୍ (DSO) vs ARA
1 ତାର୍ ପଚେ ଜିସୁ ଗାଲିଲି ଗାଡ୍ ସେପାଟେ ସେ ଗାଡ୍କେ ତିବିରିଆ ଗାଡ୍ ବଲି ମିସା କଇବାଇ, ସେ ଜାଗାଇ ଗାଲା ।
1 Depois destas coisas, atravessou Jesus o mar da Galileia, que é o de Tiberíades.
2 ଆରି ବେସି ଲକ୍ମନ୍ ତାର୍ ପଚେ ପଚେ ଗାଲାଇ । କାଇକେ ବଇଲେ ସେ ରଗି ଲକ୍ମନ୍କେ ତାର୍ କାବାଅଇଜିବା ବପୁ ସଙ୍ଗ୍ ନିମାନ୍ କର୍ବାଟା ସେମନ୍ ଦେକି ରଇଲାଇ ।
2 Seguia-o numerosa multidão, porque tinham visto os sinais que ele fazia na cura dos enfermos.
3 ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ଗଟେକ୍ ଡଙ୍ଗର୍ ଉପ୍ରେ ଜାଇ ବସ୍ଲା ।
3 Então, subiu Jesus ao monte e assentou-se ali com os seus discípulos.
4 ସେବେଲେ ଜିଉଦି ମନର୍ ନିସ୍ତାର୍ ପରବ୍ କେଟି ଆଇତେରଇଲା ।
4 Ora, a Páscoa, festa dos judeus, estava próxima.
5 ତାର୍ ଲଗେ ବେସି ଲକ୍ମନ୍ ଆଇବାଟା ଦେକିକରି ଜିସୁ ପିଲିପ୍କେ ପାଚାର୍ଲା, “ଏତେକ୍ମାଣ୍ଡ୍ ଲକ୍ମନର୍ ପାଇ କନ୍ତିଅନି ଜାଇ କାଦି ଗେନିଆନି ଅଇସି ?”
5 Então, Jesus, erguendo os olhos e vendo que grande multidão vinha ter com ele, disse a Filipe: Onde compraremos pães para lhes dar a comer?
6 ମାତର୍ ପିଲିପ୍କେ ପରିକା କର୍ବାକେ ଜିସୁ ଏନ୍ତାରି ପାଚାରି ରଇଲା । କାଇକେ ବଇଲେ ଜିସୁ କାଇଟା କର୍ବାକେ ଗାଲାନି ବଲି ସେ ନିଜେ ଜାନିରଇଲା ।
6 Mas dizia isto para o experimentar; porque ele bem sabia o que estava para fazer.
7 ପିଲିପ୍ ଜିସୁକେ କଇଲା, “ଇତି ରଇଲା ସବୁ ଲକ୍ମନ୍କେ ଦୁଇସ ତେଇ ଅନି ଅଦିକ୍ ରୁପାଟାଙ୍ଗାର୍ ରୁଟି ଗେନ୍ବାକେ ପଡ୍ସି ।”
7 Respondeu-lhe Filipe: Não lhes bastariam duzentos denários de pão, para receber cada um o seu pedaço.
8 ତେଇ ଆନ୍ଦ୍ରିୟ ନାଉଁର୍ ଗଟେକ୍ ସିସ୍ ରଇଲା, ସେ ସିମନ୍ ପିତରର୍ ବାଇ । ସେ କଇଲା, “ଇତି ଗଟେକ୍ ପିଲାର୍ ଟାନେ ପାଁଚ୍ଟା ରୁଟି ଆରି ଦୁଇଟା ବାଜ୍ଲା ସାନ୍ ମାଚ୍ ଆଚେ ।
8 Um de seus discípulos, chamado André, irmão de Simão Pedro, informou a Jesus:
9 ମାତର୍ ଏତ୍କି ଲକର୍ପାଇ ସେଟା ନ ଅଏ ।”
9 Está aí um rapaz que tem cinco pães de cevada e dois peixinhos; mas isto que é para tanta gente?
10 ଜିସୁ ତାର୍ ସିସ୍ମନ୍କେ କଇଲା, “ଲକ୍ମନ୍କେ ଗାଁସ୍ ଉପ୍ରେ ବସାଆ ।” ସେ ପଡିଆଇ ବେସି ଗାଁସ୍ ରଇଲା । ଗାଁସ୍ ଉପ୍ରେ ସବୁଲକ୍ ବସ୍ଲାଇ । ଆରି ତେଇ ଅବ୍କା ମୁନୁସ୍ ପିଲାସେ ପାଁଚ୍ ଅଜାର୍ ଲକ୍ ରଇଲାଇ ।
10 Disse Jesus: Fazei o povo assentar-se; pois havia naquele lugar muita relva. Assentaram-se, pois, os homens em número de quase cinco mil.
11 ଜିସୁ ରୁଟି ଦାରି ପର୍ମେସର୍କେ ଦନିଅବାଦ୍ ଦେଲା ଆରି ତେଇ ବସିରଇବା ଲକ୍ମନ୍କେ ବାଟାକରି ଦେଲା । ସେନ୍ତିସେ ମାଚ୍ ମିସା ବାଟାକରି ଦେଲା । ତେଇ ସେମନ୍କେ ପେଟ୍ ପୁର୍ତେ କାଇବାକେ ମିଲ୍ଲା ।
11 Então, Jesus tomou os pães e, tendo dado graças, distribuiu-os entre eles; e também igualmente os peixes, quanto queriam.
12 ସବୁ ଲକ୍ମନ୍ ପେଟ୍ ପୁର୍ତେ କାଇଲା ପଚେ, ଜିସୁ ତାର୍ ସିସ୍ମନ୍କେ କଇଲା, “ଅଗଲ୍ଲା ମାଚ୍ ଆରି ରୁଟି ଗଟେକ୍ଟାନେ ଟୁଲିଆଉ, ତେବେ କଣ୍ଡେକ୍ ମିସା ନସ୍ଟ ନ ଅଏ ।”
12 E, quando já estavam fartos, disse Jesus aos seus discípulos: Recolhei os pedaços que sobraram, para que nada se perca.
13 ଲକ୍ମନ୍ କାଇସାରାଇଲା ପଚେ, ସେ ପାଁଚ୍ଟା ରୁଟିଅନି ଜେତ୍କି ଅଗଲ୍ଲା, ସିସ୍ମନ୍ ସେଟା ଟୁଲିଆଇ କରି ବାର୍ଟା ଡାଲାଇ ବର୍ତି କଲାଇ ।
13 Assim, pois, o fizeram e encheram doze cestos de pedaços dos cinco pães de cevada, que sobraram aos que haviam comido.
14 ଜିସୁ କଲା ଏ କାବାଅଇଜିବା କାମ୍ ଦେକିକରି ତେଇ ରଇଲା ଲକ୍ମନ୍ କଇଲାଇ “ଏ ଦୁନିଆଇ ପର୍ମେସରର୍ ଜନ୍ ବବିସତ୍ବକ୍ତା ଆଇବାର୍ ରଇଲା, ସତଇସେ ଏ ଆକା ।”
14 Vendo, pois, os homens o sinal que Jesus fizera, disseram: Este é, verdadeiramente, o profeta que devia vir ao mundo.
15 ସେଦାପ୍ରେସେ ଲକ୍ମନ୍ ଜିସୁକେ ରାଜା କରାଇବାକେ ତିଆର୍ ଅଇବାଟା ଜାନି, ତେଇଅନି ସେ ଗଟେକ୍ ଲକ୍ ଡଙ୍ଗର୍ ଉପ୍ରେ ଉଟିଗାଲା ।
15 Sabendo, pois, Jesus que estavam para vir com o intuito de arrebatá-lo para o proclamarem rei, retirou-se novamente, sozinho, para o monte.
16 ସେ ଦିନେ ସଞ୍ଜ୍ ଅଇଗାଲାକେ ଜିସୁର୍ ସିସ୍ମନ୍ ତେଇଅନି ଉତ୍ରିକରି ଗାଡେ ଗାଲାଇ ।
16 Ao descambar o dia, os seus discípulos desceram para o mar.
17 ସିସ୍ମନ୍ ଡଙ୍ଗାଇ ବସି ଗାଡ୍ ସେପାଟେ ରଇଲା କପର୍ନାଉମ୍ ଜାଗାଇ ବାଉଡ୍ବାର୍ ଦାର୍ଲାଇ । ସେଡ୍କିବେଲେ ଆନ୍ଦାର୍ ଅଇ ଆଇତେ ରଇଲା । ମାତର୍ ସେ ବେଲା ଜାକ ଜିସୁ ତାକର୍ ଲଗେ ଆସି ନ ରଇଲା ।
17 E, tomando um barco, passaram para o outro lado, rumo a Cafarnaum. Já se fazia escuro, e Jesus ainda não viera ter com eles.
18 ଆରି ତେଇ ବେସି ବାଉ ପବନ୍ ଅଇବାର୍ ଦାର୍ଲାଜେ ଗାଡେ ବେସି ବଡ୍ ବଡ୍ ଲଅଡି ଅଇତେ ରଇଲା ।
18 E o mar começava a empolar-se, agitado por vento rijo que soprava.
19 ସେମନ୍ ଚଟୁ ଗାଟି ଗାଟି ପାଁଚ୍ କି ଚଅ କିଲମିଟର୍ ଗାଲା ପଚେ, ଜିସୁ ପାନି ଉପ୍ରେ ଇଣ୍ଡି ଇଣ୍ଡି ଡଙ୍ଗା ଲଗେ ଆଇବାଟା ଦେକିକରି ସେମନ୍ ବେସି ଡରିଗାଲାଇ ।
19 Tendo navegado uns vinte e cinco a trinta estádios, eis que viram Jesus andando por sobre o mar, aproximando-se do barco; e ficaram possuídos de temor.
20 ମାତର୍ ଜିସୁ ସେମନ୍କେ କଇଲା, “ଡରାନାଇ, ଏଟା ମୁଇସେ ।”
20 Mas Jesus lhes disse: Sou eu. Não temais!
21 ଜିସୁ ଏ କାତା କଇଲା ପଚେ, ସିସ୍ମନ୍ ତାକେ ବେସି ସାର୍ଦା ସଙ୍ଗ୍ ଡଙ୍ଗାଇ ଚଗାଇଲାଇ । ଆରି ସେମନ୍ ଜନ୍ ଜାଗାଇ ଜାଇତେରଇଲାଇ, ସେ ଜାଗାଇ ଦାପ୍ରେ ଜାଇ କେଟ୍ଲାଇ ।
21 Então, eles, de bom grado, o receberam, e logo o barco chegou ao seu destino.
22 ତାର୍ ଆର୍କର୍ ଦିନର୍ ସାକାଲେ, ଗାଡ୍ ସେପାଟେ ରଇଲା ଲକ୍ମନ୍ ଜାନିପାର୍ଲାଇ ଜେ, ତେଇ ଗଟେକ୍ସେ ଡଙ୍ଗା ରଇଲା । ଆରି ସିସ୍ମନ୍ ଜିସୁକେ ମିସ୍ତେ ଡାକି ନ ନେଇ, ଡଙ୍ଗାଇ ବସି ମଜାଗାଡେ ଉଟିଗାଲାଇ ଆଚତ୍ ବଲି । ସେମନ୍ ତାକେ ଚାଡିକରି ଜାଇରଇଲାଇ ।
22 No dia seguinte, a multidão que ficara do outro lado do mar notou que ali não havia senão um pequeno barco e que Jesus não embarcara nele com seus discípulos, tendo estes partido sós.
23 ଜନ୍ ଜାଗାଇ ମାପ୍ରୁ ଜିସୁ ପାର୍ତନା କରି ଲକ୍ମନ୍କେ ରୁଟି କାଇବାକେ ଦେଇରଇଲା, ସେ ଜାଗା ଲଗେ ତିବିରିଆ ଗାଡେଅନି ଆରି କେତେଟା ଡଙ୍ଗା ଆସି କେଟ୍ଲା ।
23 Entretanto, outros barquinhos chegaram de Tiberíades, perto do lugar onde comeram o pão, tendo o Senhor dado graças.
24 ସେ ଜାଗାଇ ଲକ୍ମନ୍ ଜିସୁକେ ଆରି ତାର୍ ସିସ୍ମନ୍କେ ବେଟ୍ ନ ଅଇଲାକେ, ଡଙ୍ଗାମନ୍କେ ଚଗି ତାକେ କଜି କଜି କପର୍ନାଉମ୍ ଜାଗାବାଟେ ଜିବାକେ ବାରଇଲାଇ ।
24 Quando, pois, viu a multidão que Jesus não estava ali nem os seus discípulos, tomaram os barcos e partiram para Cafarnaum à sua procura.
25 ଲକ୍ମନ୍ ଜିସୁକେ ଗାଡ୍ ସେପାଟେ ବେଟ୍ଅଇକରି ପାଚାର୍ଲାଇ, “ଏ ଗୁରୁ ତମେ ଇତି କେଡେବଲ୍ ଆସି କେଟ୍ଲାସ୍ ?”
25 E, tendo-o encontrado no outro lado do mar, lhe perguntaram: Mestre, quando chegaste aqui?
26 ଜିସୁ ସେମନ୍କେ କଇଲା, ମୁଇ ତମ୍କେ ସତ୍ କଇଲିନି, ମୁଇ କରିରଇବା କାବାଅଇଜିବା କାମ୍ ବୁଜିକରି ମକେ କଜାସ୍ ନାଇ । ମାତର୍ ତମେ ପେଟ୍ ପୁର୍ତେ ରୁଟି କାଇରଇଲାସ୍ ବଲି ଆସିଆଚାସ୍ ।
26 Respondeu-lhes Jesus: Em verdade, em verdade vos digo: vós me procurais, não porque vistes sinais, mas porque comestes dos pães e vos fartastes.
27 ଜନ୍ କାଦି ନସିଜାଇସି, ସେ କାଦିର୍ ପାଇ ଏତେକ୍ କସ୍ଟ କରାନାଇ, ମାତର୍ ଜନ୍ଟା ନ ନସେ, ସେଟା ନ ସାର୍ବା ଜିବନ୍ ଦେଇସି, ସେଟାର୍ ପାଇ କସ୍ଟ କରା । ଏ କାଦି ନର୍ପିଲା ମୁଇ ଦେବି । କାଇକେ ବଇଲେ, ସେଟାର୍ପାଇ ବାବା ପର୍ମେସର୍ ମକେ ଅଦିକାର୍ ଦେଲାଆଚେ ।
27 Trabalhai, não pela comida que perece, mas pela que subsiste para a vida eterna, a qual o Filho do Homem vos dará; porque Deus, o Pai, o confirmou com o seu selo.
28 ସେବେଲେ ଲକ୍ମନ୍ ଜିସୁକେ ପାଚାର୍ଲାଇ, “ଜନ୍ଟା ପର୍ମେସର୍ ମନ୍ କଲାନି, ସେଟା ଆମେ କର୍ବାର୍ ଆଲେ କାଇଟା କର୍ବାର୍ ଆଚେ ?”
28 Dirigiram-se, pois, a ele, perguntando: Que faremos para realizar as obras de Deus?
29 ଜିସୁ ସେମନ୍କେ କଇଲା, “ଜାକେ ପର୍ମେସର୍ ପାଟାଇଲା ଆଚେ, ତାକେ ତମେ ବିସ୍ବାସ୍ କଲେ ସେଟା କରିପାରାସ୍ ।”
29 Respondeu-lhes Jesus: A obra de Deus é esta: que creiais naquele que por ele foi enviado.
30 ସେବେଲା ସେମନ୍ ଜିସୁକେ ପାଚାର୍ଲାଇ, “ଏନ୍ତି ବଇଲେ ଆମେ ଜେନ୍ତି ବିସ୍ବାସ୍ କର୍ବୁ, ସେଟାର୍ ପାଇ ଆମ୍କେ କାଇଆଲେ କାବାଅଇଜିବା କାମ୍ କରି ଦେକାଇପାରୁସ୍ କି ? କ କାଇଟା କରିପାରୁସ୍ ?”
30 Então, lhe disseram eles: Que sinal fazes para que o vejamos e creiamos em ti? Quais são os teus feitos?
31 ଆରି ସେମନ୍ କଇଲାଇ, “ଆମର୍ ଆନିଦାଦିମନ୍ ମରୁବାଲି ବୁଏଁ ମାନା କାଦି କାଇରଇଲାଇ, ସେଟା ଆମର୍ ଦରମ୍ ସାସ୍ତର୍ ଇସାବେ ପର୍ମେସର୍ ସେମନ୍କେ ସର୍ଗେ ଅନି ଦେଇରଇଲା ।”
31 Nossos pais comeram o maná no deserto, como está escrito: Deu-lhes a comer pão do céu.
32 ଜିସୁ ସେମନ୍କେ କଇଲା, “ମୁଇ ତମ୍କେ ସତ୍ କଇଲିନି, ଜନ୍ଟା ମସା ତମ୍କେ ଦେଇରଇଲା, ସେଟା ସର୍ଗେଅନି ଆସିରଇଲା କାଦି ନଏଁ । ମାତର୍ ମର୍ ବାବା ତମ୍କେ ସର୍ଗେଅନି ସତ୍ କାଦି ଦେଇସି ।
32 Replicou-lhes Jesus: Em verdade, em verdade vos digo: não foi Moisés quem vos deu o pão do céu; o verdadeiro pão do céu é meu Pai quem vos dá.
33 ପର୍ମେସରର୍ କାଦି ଅଇଲାନି ଗଟେକ୍ ଲକ୍ ଜେ କି ନ ସାର୍ବା ଜିବନ୍ ଦେବାକେ ସର୍ଗେଅନି ଦୁନିଆଇ ଆସିରଇଲା” ବଲି କଇଲା ।
33 Porque o pão de Deus é o que desce do céu e dá vida ao mundo.
34 ଲକ୍ମନ୍ ଜିସୁକେ କଇଲାଇ, “ଆଗିଆଁ ସବୁବେଲେ ଆମ୍କେ ଏ କାଦି ଦିଆ ।”
34 Então, lhe disseram: Senhor, dá-nos sempre desse pão.
35 ତାର୍ ପଚେ ଜିସୁ ସେମନ୍କେ କଇଲା, “ମୁଇ ସେ ଜିବନର୍ କାଦି । ଜନ୍ ଲକ୍ ମର୍ ଲଗେ ଆଇସି, ସେ କେବେ ମିସା ବୁକେ ନ ରଏ । ଆରି କେ ମକେ ବିସ୍ବାସ୍ କର୍ସି ତାକେ କେବେ ମିସା ସସ୍ ନ ଲାଗେ ।
35 Declarou-lhes, pois, Jesus: Eu sou o pão da vida; o que vem a mim jamais terá fome; e o que crê em mim jamais terá sede.
36 ମୁଇ ତମ୍କେ କଇଲିନି, ତମେ ମକେ ଦେକିକରି ମିସା ବିସ୍ବାସ୍ କରାସ୍ନାଇ ।
36 Porém eu já vos disse que, embora me tenhais visto, não credes.
37 ମର୍ ବାବା ପର୍ମେସର୍ ଜନ୍ ଲକ୍ମନ୍କେ ମକେ ଦେଲା ଆଚେ, ସେ ଲକ୍ମନ୍ ମର୍ ଲଗେ ଆଇବାଇ । ଆରି ମର୍ ଲଗେ ଆଇବା ଲକ୍ମନ୍କେ କେବେ ମିସା ନ ବାଉଡାଇ ।
37 Todo aquele que o Pai me dá, esse virá a mim; e o que vem a mim, de modo nenhum o lançarei fora.
38 କାଇକେବଇଲେ ମୁଇ ନିଜେ ମନ୍ କଲାଟା ପୁରାପୁରୁନ୍ କର୍ବାକେ ଆସି ନାଇ, ମାତର୍ ମକେ ପାଟାଇରଇବା ପର୍ମେସରର୍ ମନ୍କଲାଟା ପୁରାପୁରୁନ୍ କର୍ବାକେ ସର୍ଗେଅନି ଆସିଆଚି ।
38 Porque eu desci do céu, não para fazer a minha própria vontade, e sim a vontade daquele que me enviou.
39 ଜନ୍ ଲକ୍ମନ୍କେ ସେ ମକେ ଦେଲାଆଚେ, ସେମନର୍ ବିତ୍ରେଅନି ମୁଇ ଗଟେକ୍ ଲକ୍କେ ମିସା ନ ଆଜାଇ । ସାରାସାରି ଦିନେ ସେ ସବୁ ଲକ୍କେ ଆରିତରେକ୍ ଜିବନ୍ କରି ଉଟାଇବି । ଏଟା ଆକା ସେ ମନ୍ କର୍ବାଟା ।
39 E a vontade de quem me enviou é esta: que nenhum eu perca de todos os que me deu; pelo contrário, eu o ressuscitarei no último dia.
40 ପର୍ମେସରର୍ ପିଲା ମୁଇ କେ କେ ମକେ ଦେକ୍ବାଇ ଆରି ବିସ୍ବାସ୍ କର୍ବାଇ, ସେମନ୍ ନ ସାର୍ବା ଜିବନ୍ ପାଇବାର୍ ଆଚେ ବଲି ପର୍ମେସର୍ ମନ୍ କଲାନି । ଆରି ମୁଇ ସେମନ୍କେ ସାରାସାରି ଦିନେ ମଲାଟାନେଅନି ଜିବନ୍ ଅଇକରି ଉଟାଇ ଦେବାର୍ ଆଚେ ବଲି ମିସା ପର୍ମେସର୍ ମନ୍ କଲାନି” ବଲି କଇଲା ।
40 De fato, a vontade de meu Pai é que todo homem que vir o Filho e nele crer tenha a vida eterna; e eu o ressuscitarei no último dia.
41 ଏଟା ସୁନିକରି ଜିଉଦି ନେତାମନ୍ ଜିସୁର୍ ବିରଦେ ସେମନର୍ ବିତ୍ରେ ଦଦାପେଲା ଅଇଲାଇ । କାଇକେ ବଇଲେ, ଜିସୁ ମୁଇ ସର୍ଗେ ଅନି ଆସିରଇବା କାଦି ବଲି କଇଲାର୍ ପାଇ ସେମନ୍ ଏନ୍ତି ଅଇଲାଇ ।
41 Murmuravam, pois, dele os judeus, porque dissera: Eu sou o pão que desceu do céu.
42 ସେମନ୍ କଇଲାଇ “ଏଟା ଜସେପର୍ ପିଲା ଜିସୁ ନଏଁ କି ? ଆମେ ତାର୍ ଆୟା ବାବାକେ ଜାନି ଆଚୁ । ସେ କେନ୍ତି ‘ମୁଇ ସର୍ଗେଅନି ଆସିଆଚି’ ବଲି କଇଲାନି ?”
42 E diziam: Não é este Jesus, o filho de José? Acaso, não lhe conhecemos o pai e a mãe? Como, pois, agora diz: Desci do céu?
43 ଜିସୁ ସେମନ୍କେ କଇଲା, ତମେ ଦଦାପେଲା ଉଆନାଇ, ଚିମ୍ରାଇଅଇ ରୁଆ ।
43 Respondeu-lhes Jesus: Não murmureis entre vós.
44 ମକେ ପାଟାଇରଇବା ପର୍ମେସର୍ ମର୍ ଲଗେ ଡାକି ନ ଆନ୍ଲେ, କେ ମିସା ମର୍ ଲଗେ ଆସିନାପାରତ୍ । ଆରି ଜେ ଜେ ଆଇବାଇ, ସେମନ୍କେ ମୁଇ ସାରାସାରି ଦିନେ ମଲାଟାନେଅନି ଜିବନ୍ କରି ଉଟାଇବି ।
44 Ninguém pode vir a mim se o Pai, que me enviou, não o trouxer; e eu o ressuscitarei no último dia.
45 ବବିସତ୍ବକ୍ତାମନ୍ ଦରମ୍ ସାସ୍ତରେ ଲେକିଆଚତ୍, ପର୍ମେସର୍ଟାନେଅନିସେ ସବୁଲକ୍ ସିକ୍ବାଇ । କେ ମିସା ବାବାର୍ କାତା ସୁନି ତାର୍ ସିକିଆ ପାଇସି, ସେ ମର୍ଲଗେ ଆଇସି ।
45 Está escrito nos profetas:
46 କେ ମିସା ବାବାକେ ଦେକତ୍ନାଇ । ମୁଇ ପର୍ମେସରର୍ ତେଇଅନି ଆସିଆଚେ, ମୁଇସେ ବାବାକେ ଦେକିଆଚି ।
46 Não que alguém tenha visto o Pai, salvo aquele que vem de Deus; este o tem visto.
47 ମୁଇ ତମ୍କେ ସତ୍ କଇଲିନି, ଜନ୍ ଲକ୍ ମକେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି ।
47 Em verdade, em verdade vos digo: quem crê em mim tem a vida eterna.
48 ଉଁ, ମୁଇସେ ଜିବନ୍ ଦେବା କାଦି ।
48 Eu sou o pão da vida.
49 ତମର୍ ଆନିଦାଦିମନ୍ ମରୁବାଲିବୁଏଁ ମାନା କାଦି କାଇରଇଲାଇ, ଏଲେମିସା ସେମନ୍ ମଲାଇ ।
49 Vossos pais comeram o maná no deserto e morreram.
50 ମାତର୍ ଜନ୍ କାଦି ସର୍ଗେଅନି ଆଇସି, ସେଟା ଜେ କାଇଲେ ମିସା, ନ ମରତ୍ ।
50 Este é o pão que desce do céu, para que todo o que dele comer não pereça.
51 ମୁଇସେ ସର୍ଗେଅନି ଆଇଲା ଜିବନ୍ ଦେବା କାଦି । ଏ କାଦି କାଇଲା ଲକ୍ମନ୍ ସବୁ ଦିନର୍ ପାଇ ବଁଚି ରଇବାଇ । ଏ କାଦି ଅଇଲାନି ମର୍ ଗାଗଡ୍ । ଏ ଦୁନିଆର୍ ଲକ୍ମନ୍ କାଲ୍କାଲ୍ ଜୁଗ୍ଜୁଗ୍ ବଁଚି ରଇବାକେ ମର୍ଗାଗଡ୍ ଦେବି ବଲି କଇଲା ।
51 Eu sou o pão vivo que desceu do céu; se alguém dele comer, viverá eternamente; e o pão que eu darei pela vida do mundo é a minha carne.
52 ଜିସୁ କଇଲା କାତା ସୁନି ଜିଉଦି ନେତାମନ୍ ରିସାଅଇ ଆଉଲିଅଇକରି “ଏ ଲକ୍ କେନ୍ତି ନିଜର୍ ଗାଗଡ୍ ଆମ୍କେ କାଇବାକେ ଦେଇ ପାରେ ?” ବଲି ଦଦାପେଲା ଅଇ କଇଲାଇ ।
52 Disputavam, pois, os judeus entre si, dizendo: Como pode este dar-nos a comer a sua própria carne?
53 ଜିସୁ ସେମନ୍କେ କଇଲା, “ମୁଇ ସତ୍କାତା କଇଲିନି, ପର୍ମେସର୍ ପାଟାଇ ରଇବା ନର୍ପିଲା ମୁଇ, ମର୍ ଗାଗଡ୍ ଆରି ବନି ନ କାଇଲେ, ଜିବନ୍ ମିଲାଇ ନାପାରାସ୍ ।
53 Respondeu-lhes Jesus: Em verdade, em verdade vos digo: se não comerdes a carne do Filho do Homem e não beberdes o seu sangue, não tendes vida em vós mesmos.
54 ମାତର୍ ଜନ୍ ଲକ୍ ମର୍ ଗାଗଡ୍ ଆରି ବନି କାଇସି ସେ ନ ସାର୍ବା ଜିବନ୍ ପାଇସି । ମୁଇ ସେ ଲକ୍କେ ସାରାସାରି ଦିନେ ମଲାଟାନେଅନି ଉଟାଇବି ।
54 Quem comer a minha carne e beber o meu sangue tem a vida eterna, e eu o ressuscitarei no último dia.
55 କାଇକେବଇଲେ, ମର୍ ଗାଗଡ୍ ଅଇଲାନି ସତ୍ କାଦି ଆରି ମର୍ ବନି ଅଇଲାନି ସତ୍ ପାନି ।
55 Pois a minha carne é verdadeira comida, e o meu sangue é verdadeira bebida.
56 ଜନ୍ ଲକ୍ ମର୍ ଗାଗଡ୍ ଆରି ବନି କାଇସି, ସେ ମର୍ଟାନେ ରଇସି ଆରି ମୁଇ ତାର୍ଟାନେ ରଇବି ।
56 Quem comer a minha carne e beber o meu sangue permanece em mim, e eu, nele.
57 ଜିବନ୍ ରଇବା ବାବା ମକେ ପାଟାଇଆଚେ, ଆରି ତାର୍ଲାଗି ମୁଇ ବଁଚିଆଚି । ସେନ୍ତାରିସେ ଜେ ମକେ କାଇସି, ମର୍ଲାଗି ବଁଚିରଇସି ।
57 Assim como o Pai, que vive, me enviou, e igualmente eu vivo pelo Pai, também quem de mim se alimenta por mim viverá.
58 ଏଟାସେ ସର୍ଗେଅନି ଆସିରଇବା କାଦି । ଜନ୍ କାଦି ତମର୍ ଆନିଦାଦିମନ୍ କାଇକରି ପଚେ ମଲାଇ, ଏଟା ସେନ୍ତାରି କାଦି ନଏଁ । ଏ କାଦି ଜେ କାଇସି ସେ କାଲ୍କାଲ୍ ଜୁଗ୍ଜୁଗ୍ ବଁଚିରଇସି ।”
58 Este é o pão que desceu do céu, em nada semelhante àquele que os vossos pais comeram e, contudo, morreram; quem comer este pão viverá eternamente.
59 ଜିସୁ କପର୍ନାଉମେ ଜିଉଦିମନର୍ ପାର୍ତନା ଗରେ ସିକିଆ ଦେବାବେଲେ ଏ ସବୁ କାତା କଇରଇଲା ।
59 Estas coisas disse Jesus, quando ensinava na sinagoga de Cafarnaum.
60 ଜିସୁର୍ ସିସ୍ମନର୍ ବିତ୍ରେ ଅନି କେତେକ୍ ଲକ୍ ଏ କାତା ସୁନିକରି କଇଲା, “ଏ ସିକିଆ ମୁଲ୍କେ ବୁଜି ନଇଲାନି । ସେଟାର୍ପାଇ କେ ଏଟା ନାମ୍ସି ?”
60 Muitos dos seus discípulos, tendo ouvido tais palavras, disseram: Duro é este discurso; quem o pode ouvir?
61 ଜିସୁକେ ଏ ବିସଇ ନେଇକରି କେ କାଇବଲି ନ କଇରଇଲେ ମିସା, ସିସ୍ମନ୍ କୁଆବଲା ଅଇଲାଇନି ବଲି ଜାନିକରି, ସେ ସେମନ୍କେ କଇଲା, “ତମେ ଏ କାତା ସୁନି ମନ୍ଦୁକ୍ କଲାସ୍ନି କି ?
61 Mas Jesus, sabendo por si mesmo que eles murmuravam a respeito de suas palavras, interpelou-os: Isto vos escandaliza?
62 ଏନ୍ତି ବଇଲେ, ନର୍ପିଲା ମୁଇ ଜନ୍ ଜାଗାଇଅନି ଆସିରଇଲି, ସେ ଜାଗାଇ ଆରି ତରେକ୍ ବାଉଡି ଜିବାଟା ଦେକ୍ଲେ ତମେ କାଇଟା ବଲି କଇସା ?
62 Que será, pois, se virdes o Filho do Homem subir para o lugar onde primeiro estava?
63 ପର୍ମେସରର୍ ଆତ୍ମାସେ ଜିବନ୍ ଦେଇପାରେ । ମୁନୁସର୍ ବପୁ କାଇଟା କରିନାପାରେ । ପର୍ମେସରର୍ ଜିବନ୍ ଦେବା ଆତ୍ମା ତମେ ଜେନ୍ତାରିକି ଜାନି ପାର୍ସା ? ସେଟାର୍ପାଇ ମୁଇ ଏ କାତା କଇଲିଆଚି ।
63 O espírito é o que vivifica; a carne para nada aproveita; as palavras que eu vos tenho dito são espírito e são vida.
64 ମାତର୍ ତମର୍ ବିତ୍ରେଅନି କେତେକ୍ ଲକ୍ମନ୍ ମକେ ବିସ୍ବାସ୍ କରାସ୍ ନାଇ ।” କାଇକେବଇଲେ ବିସ୍ବାସ୍ ନ କର୍ବା ଲକ୍ମନ୍କେ ଜିସୁ ଆଗେଅନି ଜାନିରଇଲା । ଆରି ପଚେ ଜନ୍ ଲକ୍ ତାକେ ସତ୍ରୁକେ ସର୍ପି ଦେଇସି, ତାକେ ମିସା ଜାନି ରଇଲା ।
64 Contudo, há descrentes entre vós. Pois Jesus sabia, desde o princípio, quais eram os que não criam e quem o havia de trair.
65 ଆରି ଜିସୁ କଇଲା, “ସେଟାର୍ ପାଇସେ ମୁଇ ତମ୍କେ କଇଲିନି, ଜଦି ବାବା ନ ପାଟାଇଲେ, କେ ମିସା ମର୍ ଲଗେ ଆସିନାପାରେ ।”
65 E prosseguiu: Por causa disto, é que vos tenho dito: ninguém poderá vir a mim, se, pelo Pai, não lhe for concedido.
66 ଜିସୁ ଏ କାତା କଇଲାକେ ତାର୍ ସଙ୍ଗ୍ ଜାଇତେରଇବା ଲକ୍ମନର୍ତେଇଅନି ବେସିଲକ୍ ତାର୍ ସଙ୍ଗ୍ ଜିବାକେ ମନ୍ ନ କରି ଚାଡି ଉଟିଗାଲାଇ ।
66 À vista disso, muitos dos seus discípulos o abandonaram e já não andavam com ele.
67 ସେବେଲେ ଜିସୁ ତାର୍ ବାର୍ଟା ସିସ୍ମନ୍କେ ପାଚାର୍ଲା, “ତମେ ମିସା ମକେ ଚାଡିକରି ଉଟିଜିବାକେ ମନ୍ କଲାସ୍ନି କି ?”
67 Então, perguntou Jesus aos doze: Porventura, quereis também vós outros retirar-vos?
68 ସିମନ୍ ପିତର୍ ତାକେ କଇଲା, “ମାପ୍ରୁ ତମ୍କେ ଚାଡି ଆମେ କାର୍ଲଗେ ଜିବୁ ? ତମର୍ଟାନେତା ନ ସାର୍ବା ଜିବନର୍ ବାକିଅ ଆଚେ ।
68 Respondeu-lhe Simão Pedro: Senhor, para quem iremos? Tu tens as palavras da vida eterna;
69 ତମେତା ପର୍ମେସରର୍ ଟାନେଅନି ଆଇଲା ସୁକଲ୍ ଲକ୍ ବଲି, ଏବେ ଆମେ ବିସ୍ବାସ୍ କରି ଜାନ୍ଲୁ ।”
69 e nós temos crido e conhecido que tu és o Santo de Deus.
70 ଜିସୁ ସେମନ୍କେ କଇଲା, “ମୁଇ କାଇ ତମ୍କେ ବାର ଲକ୍କେ ବାଚି ନାଇ କି ? ଏଲେମିସା ତମର୍ ବିତ୍ରେଅନି ଗଟେକ୍ ଲକ୍ ସଇତାନର୍ ।”
70 Replicou-lhes Jesus: Não vos escolhi eu em número de doze? Contudo, um de vós é diabo.
71 ଇସ୍କାରିୟତର୍ ପିଲା ଜିଉଦାକେ ଦେକାଇକରି ସେ ଏନ୍ତି କଇରଇଲା । କାଇକେ ବଇଲେ ବାର୍ଟା ସିସ୍ମନର୍ ବିତ୍ରେ ଅନି ଜିଉଦା ଗଟେକ୍ ଲକ୍ ଅଇମିସା, ଜିସୁକେ ବିସ୍ବାସେ ବିସ୍ ଦେଲାପାରା ସତ୍ରୁମନ୍କେ ସର୍ପି ଦେବାକେ ମନ୍ କର୍ତେ ରଇଲା ।
71 Referia-se ele a Judas, filho de Simão Iscariotes; porque era quem estava para traí-lo, sendo um dos doze.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar João 6, comparar traduções ou montar um estudo — tudo direto pelo WhatsApp.