João 4
ସତିଅର୍ ବାଟ୍ (DSO) vs AAI
1 ଜଅନର୍ତେଇଅନି ଜିସୁକେ ଅଦିକ୍ ସିସ୍ ଅଇବାଟା ଆରି ଡୁବନ୍ ଦେବା କାତା ପାରୁସିମନ୍ ସୁନ୍ଲାଇ ।
1 Pharisee hinowar Jesu i bigegesairih naatu John natabir ana bai’ufununayah moumurih na’in bapataito ebitih,
2 ଜିସୁ ସତଇସେ ନିଜେ କାକେ ମିସା ଡୁବନ୍ ନ ଦେଇତେ ରଇଲା, ମାତର୍ ତାର୍ ସିସ୍ମନ୍ ଡୁବନ୍ ଦେଇତେ ରଇଲାଇ ।
2 turobe iti i men Jesu bapataito ebitih, baise i ana bai’ufununayah.
3 ତାର୍ ବିସଇ ନେଇ ଲକ୍ମନ୍ ଏନ୍ତାରି କାତା ଅଇବାଟା ସୁନି, ଜିସୁ ଜିଉଦା ରାଇଜ୍ ଚାଡିକରି ଆରି ତରେକ୍ ଗାଲିଲି ଦେସେ ଉଟିଗାଲା ।
3 Anamaramaim Jesu, i Judea ihamiy naatu matabir maiye in Galilee.
4 ମାତର୍ ତାକେ ସମିରଣ୍ ଗଡ୍ ବାଟେ ଜିବାକେ ପଡ୍ଲା ।
4 Boun ana remoramaim i boro Samaria wanawanan narun nan.
5 ଆରି ଜାକୁବ୍ ତାର୍ ନିଜର୍ ପିଲା ଜସେପ୍କେ ଜନ୍ ଜାଗା ଦାନ୍ ଦେଇରଇଲା, ସେ ଲଗେ ସମିରଣ୍ ଗଡର୍ ଗଟେକ୍ ସୁକାର୍ ନାଉଁର୍ ଜାଗାଇ ଜିସୁ ଆସି କେଟ୍ଲା ।
5 Imih i Samaria bar merar wabin Sychar tit, Jacob ana me kamar i natun Joseph bitin i sisibinamaim.
6 ସେ ଜାଗାଇ ଜାକୁବର୍ ଗଟେକ୍ କୁଇସାଲ୍ ରଇଲା । ଜିସୁ ଇଣ୍ଡି ଇଣ୍ଡି ତାକି ଜାଇକରି କୁଇସାଲ୍ ଲଗେ ବସି ରଇଲା । ସେବେଲା ଟିଆମୁଇଦାନ୍ ଅଇରଇଲା ।
6 Jacob ana harew karakar i nati’imaim, naatu Jesu ef nan hahar, karakar sisibin mara’at ma. Nati i ouyit.
7 ଗଟେକ୍ ସମିରଣିୟ ମାଇଜି କୁଇସାଲେ ପାନି ନେବାକେ ଆଇଲା । ଆରି ଜିସୁ ସେ ମାଇଜିକେ କଇଲା, “ଏ ମା ମକେ ଗୁଡିକ୍ ପାନି କାଇବାକେ ଦେ ।”
7 Samaria babin harew huninamih nan anamaramaim, Jesu babin isan eo, “Karam harew ititu atatom?Jesus Samaritan babin hairi tibidudur|alt="Jesus talking to Samaritan woman" src="CN01674B.TIF" size="col" loc="Jhn 4.7" copy="©1978 David C. Cook Publishing Co." ref="4.7"
8 ସେଡ୍କିବେଲେ ତାର୍ ସିସ୍ମନ୍ କାଦି ଗେନ୍ବାକେ ଗଡ୍ ବିତ୍ରେ ଜାଇରଇଲାଇ ଆରି ଜିସୁ ଗଟେକ୍ ଲକ୍ ସେ ରଇଲା ।
8 I ana bai’ufununayah hin bar merar bay tobonamih.
9 ତେଇ ସମିରଣିୟ ମାଇଜି କାବାଅଇ ଜିସୁକେ କଇଲା, “ତୁଇ ଗଟେକ୍ ଜିଉଦି ଲକ୍ ଆରି ମୁଇ ଗଟେକ୍ ସମିରଣିୟ, ତୁଇ କେନ୍ତି ମର୍ ଆତର୍ ପାନି କାଇବାକେ ମାଙ୍ଗ୍ଲୁସ୍ନି ?” କାଇକେ ବଇଲେ, ଜିଉଦି ଲକ୍ମନ୍ ସମିରଣିୟ ଲକ୍ମନର୍ କାଇବାତେଇ ନ କାଇତେ ରଇଲାଇ ।
9 Samaria babin Jesu isan eo, “O i Jew naatu ayu i Samaria babin. Mi’itube ayu isou harewamih kufefefeyan?” (Jew hai naukwat, o hai kerowas boro men Samaria bairi hinafaram hinaa hinatom.)
10 ଜିସୁ ତାକେ କଇଲା, “ପର୍ମେସର୍ ଦେବା ଦାନର୍ ବିସଇ, ତୁଇ ଅଲପ୍ ଆଲେ ଜାନି ରଇଲେ ଆରି ମୁଇ କେ ବଲି ଜାନ୍ତୁସ୍ ବଇଲେ ମକେ ମାଙ୍ଗ୍ତୁସ୍ । ଆରି ମୁଇ ତକେ ଜିବନ୍ ଦେବା ପାନି ଦେଇତି ।”
10 Jesu, babin isan iya’afut eo, “O God ana siwar itasoso’ob na’at yait o isa harew tomamih efefeyan, o boro itibatiy i boro yawas ana harew tit itatom”.
11 ମାଇଜି କଇଲା, “ଆଗିଆଁ, ତମର୍ ଲଗେତା ପାନି ଜିକ୍ବାକେ ବାଲ୍ଟିନାଇ, ଆରି ଏ କୁଇସାଲ୍ ବେସି ଡେଙ୍ଗ୍ ଆଚେ । କନ୍ତିଅନି ତମେ ଜିବନ୍ ଦେବା ପାନି ମିଲାଇସୁ ?
11 Babin eo, “Aro, o taratarfuruwen men ibai ina naatu karakar ana sou i manin na’in ra’iy in. Karakar menatanamaim boro iti yawas ana harew inab?
12 ତୁଇ କାଇ ଆମର୍ ଆନିଦାଦି ଜାକୁବର୍ତେଇ ଅନି ବଡ୍ କି ? ଜାକୁବ୍ ଆମ୍କେ ଏ କୁଇସାଲ୍ ଦେଇରଇଲା । ସେ ନିଜେ ମିସା ଏ କୁଇସାଲର୍ ପାନି କାଇତେରଇଲା । ତାର୍ ଗରର୍ ଲକ୍ମନ୍ ଆରି ସେ ପସିରଇଲା ଗରୁଗାଇମନ୍ ଇତିର୍ ପାନି କାଇଲାଇ” ବଲି କଇଲା ।
12 Iti karakar i aki agir Jacob kair imaim ma tomatom, naatu ana haru ana for ouman. Iti karakar aki iti. O taiyuw ku’o’o, o Jacob inatabir?
13 ଜିସୁ ତାକେ କଇଲା, “ଏ କୁଇସାଲର୍ ପାନି କାଇବା ସବୁ ଲକ୍ମନ୍କେ ଆରିସେ ସସ୍ ଲାଗ୍ସି ।
13 Jesu iya’afut eo, “Orot babin etei iti harew natomatom boro sikan namamah maiye,
14 ମାତର୍ ମୁଇ ଜନ୍ ପାନି ଦେବି, ସେ ପାନି ଜେ କାଇସି ବଇଲେ, ତାକେ କେବେ ମିସା ସସ୍ ନ ଲାଗେ । ମୁଇ ଜନ୍ ପାନି ଦେବି, ସେଟା ଜିବନ୍ ଦେବା ପାନି ପାରା ଉଚ୍ଲି ଜାଇତେରଇସି । ତେଇ ଅନି ଜେ କାଇଲେ, ସେ ନ ସାର୍ବା ଜିବନ୍ ପାଇସି ।”
14 baise yait ayu harew anitin natomatom boro men sikan namamah. Naatu harew nati ayu anabitin boro wanawananamaim harew buruburur namatar. Naatu yawas’anaharew imaim na’in nitin, naatu yawas wanatowan nab.
15 ସେ ମାଇଜି ଜିସୁକେ କଇଲା, “ଏ ଆଗିଆଁ ମକେ ସେ ପାନି ଦେ, ଜେନ୍ତିକି କେବେ ମିସା ମକେ ସସ୍ ନ ଲାଗ ଆରି ମୁଇ ଏତେକ୍ ଦୁର୍ ପାନି ନେବାକେ ନ ଆସି ।”
15 Babin Jesu isan eo,” Aro, harew nati ayu kwiti saise ayu men sikou namamaa nan naatu men mar etei iti’imaim harew huninamih anan.”
16 ଜିସୁ ସେ ତାକେ କଇଲା, “ତୁଇ ଜାଇକରି ତର୍ ମୁନୁସ୍କେ ଇତି ଡାକିଆନ୍ ।”
16 Jesu babin iu, “Kwen ku’af aaw isan naatu kumatabir kuna.”
17 ସେ ମାଇଜି “ମକେ ମୁନୁସ୍ ନାଇ” ବଲି କଇଲା । ଜିସୁ ତାକେ କଇଲା, “ମକେ ମୁନୁସ୍ ନାଇ ବଲି ସତ୍ କାତା କଇଆଚୁସ୍ ।
17 Babin iya’afut eo, “Ayu aawu en.” Jesu eo,” O aaw en ku’o’o i turobe.”
18 କାଇକେ ବଇଲେ ତର୍ ପାଁଚ୍ଟା ମୁନୁସ୍ ରଇଲାଇ ଆରି ଏବେ ତୁଇ ଜନ୍ ଲକର୍ ସଙ୍ଗ୍ ଆଚୁସ୍, ସେ ମିସା ତର୍ ମୁନୁସ୍ ନଏଁ । ଏଟା ସତ୍ କଇଆଚୁସ୍ ।”
18 Anababatun, o oro’orot etei five, i aa’awanen naatu orot iti boun airi kwama’am i men o aawamih. Abistan iti boun i’o’o i turobe.”
19 ସେ ମାଇଜି କଇଲା, “ଏ ଆଗିଆଁ ତୁଇ ଗଟେକ୍ ବବିସତର୍ କାତା କଇବା ଲକ୍ ବଲି, ଏବେ ମୁଇ ଜାନିପାର୍ଲିନି ।
19 Babin eo, “Aro, ayu ai’iti, o i dinab orot.”
20 ଆମର୍ ସମିରଣିୟ ଆନିଦାଦିମନ୍ ପର୍ମେସର୍କେ ଏ ଡଙ୍ଗ୍ରେ ଉପାସନା କର୍ତେ ରଇଲାଇ । ମାତର୍ ତମେ ଜିଉଦି ଲକ୍ମନ୍ କଇଲାଇନି ଜିରୁସାଲମ୍ସେ ପର୍ମେସର୍କେ ଉପାସନା କର୍ବା ଟିକ୍ ଜାଗା ।”
20 “Aki ai a’agir iti oyawemaim hikwakwafir, baise kwa Jew kwa’o’o kwafiren efan i Jerusalemamaim tanakwafir.”
21 ଜିସୁ ତାକେ କଇଲା, “ଏ ମାଆ ମର୍କାତା ବିସ୍ବାସ୍ କର୍ । ଏନ୍ତାରି ବେଲା ଆଇଲାନି ତମେ ପର୍ମେସର୍କେ ଏ ଡଙ୍ଗ୍ରେ କି ଜିରୁସାଲାମେ ମିସା ଉପାସନା ନ କରାସ୍ ।
21 Jesu eorereb eo, “Babin ayu initutumu, veya i enan anamaramaim kwa boro men Tamat no oyawemaim o Jerusalemamaim kwanakwafir.
22 ତମେ ସମିରଣ୍ ଲକ୍ମନ୍ ଜାକେ ଉପାସନା କଲାସ୍ନି ତାକେ ସତଇସେ ନାଜାନାସ୍ । ମାତର୍ ଆମେ ଜିଉଦି ଲକ୍ମନ୍ ତାକେ ଜାନିକରି ଉପାସନା କଲୁନି । କାଇକେ ବଇଲେ ମୁକ୍ତି ଜିଉଦି ଲକ୍ମନର୍ ତେଇଅନି ଆଇସି ।
22 Kwa Samaria men kwaso’ob abistan kwakwakwafir, aki aso’ob abistan a kwakwafir, anayabin yawas i Jew sabuw biyahine na.
23 ବେଲା ଆଇଲାନି ଆରି ସେ ବେଲା କେଟ୍ଲାବେ, ଜେଡେବେଲା କି ସୁକଲ୍ଆତ୍ମାର୍ ବପୁସଙ୍ଗ୍ ଲକ୍ମନ୍, ବାବା ପର୍ମେସର୍କେ ନିକସଙ୍ଗ୍ ଚିନ୍ବାଇ । ସେବେଲେ ସେମନ୍ ତାକର୍ ମନେ ସତ୍ସଙ୍ଗ୍ ଉପାସନା କର୍ବାଇ । ସେନ୍ତି ଉପାସନା କର୍ବା ଲକ୍ମନ୍କେ ବାବା ମନ୍ କଲାନି ।
23 Veya i enan naatu natitaka anamaramaim anababatun kwafirenayah boro Regah turobe naatu Anuninamaim hinakwafir, naatu kwafirinayah iti na’atube i boun Regah enunuwet.
24 ପର୍ମେସର୍ ଅଇଲାନି ଆତ୍ମା । ଆରି ଜନ୍ଲକ୍ମନ୍ ତାକେ ଉପାସନା କଲାଇନି, ସେମନ୍ ସତ୍ସଙ୍ଗ୍ ଆତ୍ମାଇ ଉପାସନା କର୍ବାର୍ଆଚେ ।”
24 God i Anunin, naatu i ana kwafirenayah i turobe naatu Anuninamaim hinakwafir.”
25 ସେ ମାଇଜି କଇଲା, “ମୁଇ ଜାନି, ମସିଅ ଜାକେ କି କିରିସ୍ଟ ବଲ୍ବାଇ । ସେବେଲାଇ ଆସି ଆମ୍କେ ସବୁ ବିସଇ ବୁଜାଇ ଦେଇସି ।”
25 Babin eo, “Ayu nati Roubininenayan i aso’ob (Keriso terarouw) i enan. I nanan ana veya i boro sawar etei it isat nakubuna.”
26 ଜିସୁ ତାକେ କଇଲା, “ଏବେ ତର୍ ସଙ୍ଗ୍ ଜେ କାତା ଅଇଲାନି, ମୁଇ ସେ ।”
26 Imaibo Jesu eorereb eo, “Ayu i yait? Ayu yait airit ta’o’o.”
27 ସେବେଲା ଜିସୁର୍ ସିସ୍ମନ୍ ଗଡେଅନି ବାଉଡି ଆଇଲାଇ । ଜିସୁ ଗଟେକ୍ ମାଇଜିସଙ୍ଗ୍ କାତା ଅଇବାଟା ଦେକି କାବାଅଇଗାଲାଇ । ମାତର୍ ତାକେ କେ ମିସା ତୁଇ କାଇକେ ତାର୍ ସଙ୍ଗ୍ କାତା ଅଇଲୁସ୍ନି, କି କାଇ ବିସଇ ତମେ କାତା ଅଇତେ ରଇଲାସ୍ ? ବଲି ପାଚାର୍ବାକେ ସାଆସ୍ କରତ୍ନାଇ ।
27 Jesu eo oumatan, ana bai’ufununayah himatabir hina hitit naatu Jesu babin hairi hibidudur hi’itih hi’ororsa’ir. Baise men yait ta kok babin tibatiy, o Jesu hitibatiy, “Anayabin aisimamih babin airi kwabidudur?”
28 ତାର୍ ପଚେ ସେ ମାଇଜି ତାର୍ ଆଣ୍ଡିର୍ ପାନି, ତେଇ ଚାଡିକରି ସଅର୍ ବିତ୍ରେ ଉଟିଗାଲା ଆରି ଜାଇକରି ସବୁ ଲକ୍ମନ୍କେ କଇଲା,
28 Naatu babin ana harew hunihun ihamiy, i matabir in bar merar tit naatu sabuw nati’imaim hima’am hai tur eo’wen,
29 “ଆସା ଗଟେକ୍ ଲକ୍କେ ଦେକ୍ସା । ଆଗେ ମୁଇ ଜାଇଜାଇଟା କରିରଇଲି, ସେ ସବୁ କାତା ସେ ମକେ କଇଦେଲା । ସେ ପର୍ମେସର୍ ବାଚି ପାଟାଇଲା ରାଜା ମସିଅ ଅଇଲେ ଅଇରଇସି କାଇକି ।”
29 Kwana tan orot kwa’itin, sawar abistanawat asisinaf etei’imak au tur eowen. Ta’itin i Roubinineyan wariten?”
30 ସେଟାର୍ପାଇ ଲକ୍ମନ୍ ସଅରେ ଅନି ବାରଇକରି ଜିସୁକେ ଦେକ୍ବାକେ ଗାଲାଇ ।
30 Naatu bar merar hihamiy naatu sabuw etei ef hinuwet hin Jesu biyan hitit.
31 ଏତ୍କି ବିତ୍ରେ ସିସ୍ମନ୍ ଜିସୁକେ “ଏ ଗୁରୁ କାଇଟା ଆଲେ ଅଲପ୍ କାଆ ।” ବଲି ବାବୁଜିଆ କଲାଇ ।
31 Nati ana veya’amaim ana bai’ufununayah hi’o, “Bai’obaiyenayan bay ta ku’aan ya kurutan!”
32 ମାତର୍ ଜିସୁ ସେମନ୍କେ କଇଲା, “ମର୍ ଲଗେ ଜନ୍ କାଦି ଆଚେ, ସେ କାଦିର୍ ବିସଇ ତମେ ନାଜାନାସ୍ ।”
32 Baise i isah eo, “Ayu au bay menamaim ana’ani’aan kwa men kafa’imo kwaso’ob.”
33 ସେଟାର୍ ପାଇ ସିସ୍ମନ୍ ନିଜର୍ ନିଜର୍ ବିତ୍ରେ କୁଆବଲା ଅଇଲାଇ, “ତାର୍ପାଇ କେ କାଦି ଆନିଦେଲାଇ ଆଚତ୍ କି ?”
33 Imih bai’ufununayah taiyuwih hima hi’o, “Ta’itin sabuw afa bay hibow hina hitin eaa wariten?”
34 ଜିସୁ ସେମନ୍କେ କଇଲା, “ମକେ ପାଟାଇରଇବା ପର୍ମେସର୍ ମନ୍କଲାଟା ମାନିକରି ଆରି ସେ ଦେଇରଇବା କାମ୍ ପୁରାପୁରୁନ୍ କର୍ବାଟାସେ ମର୍ କାଦି ।
34 Jesu eo, “Ayu au bay, i yait ayu biyafaru i anakok anabosiyasiyar anasinaf naatu bowabow ayu bitu i anabow anisawar.
35 ଚାରି ମାସ୍ ଗାଲେ କାଟାବେଟା ଦିନ୍ ଆଇସି ବଲି ତମେ କଇତେରଇସା । ମାତର୍ ମୁଇ ତମ୍କେ କଇଲିନି କେତ୍ମନ୍କେ ନିକ କରି ଦେକିଦେକା । ଏବେ ତେଇର୍ ତାସ୍ ପାଚିଗାଲା ଆଚେ ଆରି କାଟ୍ବା ବେଲା ସମାନ୍ ଅଇଲା ଆଚେ ।
35 Kwa iti na’atube kwa’o’o, ’Sumar kwafe’en o tafanamaim aki boro anafour’. Baise a tur ao’owen, Kwa matatoniwa’an me kwana’itin gewas naatu bay iyamur sawar fourin isan ana veya tit.
36 ଏବେ ମିସା ଜନ୍ ଲକ୍ ତାସ୍ କାଟ୍ଲାନି ତାକେ ବୁତି ଦିଆ ଅଇଲାନି, ସେ ନ ସାର୍ବା ଜିବନର୍ ପାଇ ତାସ୍ ଟୁଲିଆଇଲାନି । ସେଟାର୍ ପାଇ ବୁନ୍ଲା ଲକ୍ ଆରି କାଟ୍ବା ଦୁଇ ଲକ୍ଜାକ ମିସି ସାର୍ଦା କର୍ବାଇ ।
36 Boun auman fourayan boro hibaiyan ana kabay nab, naatu bay four eya’ay ma’ama wanatowan isan, imih ta’itin tanumayan naatu fourayan i hairi auta’imon hiniyasisir.
37 କାଇକେବଇଲେ ଗଟେକ୍ ଲକ୍ ବିଅନ୍ ବୁନ୍ଲେ ସେଟା ବିନ୍ ଲକ୍ କାଟ୍ସି । ଏ କାତା ପୁରାପୁରୁନ୍ ସତ୍ ।
37 Abistan hi’o’o i turobe, “Orot ta’imon etatanum naatu orot ta’imon efafour”.
38 ତମେ ଜନ୍ତି ବୁନି ନ ରଇଲାସ୍ ତେଇ କାଟ୍ବାକେ ପାଟାଇଆଚି । ବିନ୍ ଲକ୍ମନ୍ କାମ୍କଲାଇ ଆରି ତମେ ସେମନ୍ କଲା କାମେଅନି ଲାବ୍ ପାଇଲାସ୍ନି ।”
38 “Efan men imaim ima ibowabow, ayu aiyafari kwenan inafouramih naatu i hai fairamaim hibowabow o nonowatin inafour inaa’amih”.
39 ସେ ସଅରର୍ କେତେକ୍ କେତେକ୍ ସମିରଣିୟମନ୍ ଜିସୁକେ ବିସ୍ବାସ୍ କଲାଇ । କାଇକେବଇଲେ, ସେ ମାଇଜି ସେମନ୍କେ କଇରଇଲା । ଆଗେ ମୁଇ ଜାଇଜାଇଟା କରିରଇଲି, ସେ ସବୁ କାତା ସେ ମକେ କଇଦେଲା ।
39 Samaria moumurih maiyow nati bar merar Jesu hitumitum anayabin babin ana turamaim, “I ayu au sinaf etei eo anowar”.
40 ଆରି ସମିରଣିୟ ଲକ୍ମନ୍ ଜିସୁର୍ ଲଗେ ଆସି ତାର୍ ସଙ୍ଗ୍ କେତେ ଦିନ୍ ରଇବାକେ ଗୁଆରି କଲାଇ, ସେଟାର୍ପାଇ ସେ ତେଇ ଦୁଇ ଦିନ୍ ରଇଲା ।
40 Imih anamaramaim Samaria sabuw hina Jesu biyan hititit, hifefeyan bairi ma isan, imih veya rou’ab bairi hima.
41 ଜିସୁର୍ କାତା ସୁନି ତାକେ ବେସି ଲକ୍ମନ୍ ବିସ୍ବାସ୍ କଲାଇ ।
41 Sabuw moumurin maiyow hitumatum anayabin i ana turamaim,
42 ଲକ୍ମନ୍ ସେ ମାଇଜିକେ କଇଲାଇ, “ତୁଇ କଇଲାକେ ଆମେ ବିସ୍ବାସ୍ କରୁନାଇ, ଆମେ ନିଜେ ତାର୍ କାତା ସୁନି କରି ଏ ଆକା ଦୁନିଆର୍ ରକିଆକରୁ ବଲି ବିସ୍ବାସ୍ କଲୁ ।”
42 naatu babin isan hi’o, “Aki bounabo abitumatum, men babin i’o isan, baise abistan tur eo’o aki taiyuwika taini anowar”.
43 ଜିସୁ ତେଇ ଦୁଇ ଦିନ୍ ରଇଲା ପଚେ ଗାଲିଲି ରାଇଜେ ଗାଲା ।
43 Veya rou’ab sasawar ufunamaim Jesu efan nati ihamiy, naatu au Galilee na’at misir in.
44 ଆରି ଗଟେକ୍ ବବିସତ୍ବକ୍ତା ନିଜର୍ ଦେସେ ସନ୍ମାନ୍ ନ ପାଏ ବଲି ଜିସୁ ଆଗ୍ତୁସେ ତାର୍ ସିସ୍ମନ୍କେ କଇରଇଲା ।
44 Anayabin i taiyuwin isan eorereb eo, “Dinab orot taiyuwin ana tafaram sabuw isan men tekakakaf”.
45 ସେଟାର୍ପାଇ ସେ ଜେଡେବେଲା ଗାଲିଲି ଦେସେ କେଟ୍ଲା, ସେବେଲା ଲକ୍ମନ୍ ଆଲାଦ୍ ସଙ୍ଗ୍ ଡାକିନେଲାଇ । କାଇକେବଇଲେ ଆଗେ ଜିରୁସାଲାମେ ନିସ୍ତାର୍ ପରବ୍ଟାନେ ସେମନ୍ ସେ କରିରଇବା କାମ୍ ସବୁ ଦେକିରଇଲାଇ ।
45 Imih anamaramaim na Galilee titit, sabuw ana merar hiyi hibai. Anayabin hin Jerusalem Tar Nowaten Hiyuw aa isan hiruru’ay, nati’imaim sawar abistanawat sinaf hi’i’itin isan.
46 ଜିସୁ ଗାଲିଲିର୍ କାନା ନାଉଁର୍ ଗଡେ ଆରି ତରେକ୍ ଗାଲା । ସେ ଗଡେସେ ପାନି ଅଙ୍ଗୁର୍ ରସ୍ କରିରଇଲା । ତେଇ ରମିଅ ସାସନ୍କାରିଆର୍ ଗଟେକ୍ ମୁକିଅ ଲକର୍ ପଅ କପର୍ନାଉମେ ଜର୍ ଅଇରଇଲା ।
46 Naatu matabir maiye in Canna tit, nati Canna i Galilee wanawanan, imaim harew botabir wine mamatar. Naatu nati’imaim gawan ana orot ukwarin natun sawow Capernaumamaim inu’in.
47 ଜିସୁ ଜିଉଦାଇ ଅନି ଗାଲିଲି ଆଇଲା ଆଚେ ବଲି ସୁନିକରି ଜର୍ ଅଇଲା ପିଲାର୍ ବାବା ତାର୍ ଲଗେ ଗାଲା । ମର୍ବା ସମାନ୍ ଅଇରଇବା ପିଲାକେ ନିମାନ୍ କର୍ବାକେ କପର୍ନାଉମେ ଜୁ ବଲି ଜିସୁକେ ଜୁଆର୍ ବିଆର୍ କଲା ।
47 Jesu Judea’ane na Galilee tit ma’am ana tur na nowar. Misir in biyan tit ana tur eowen naatu ifefeyan i tare tan natun sawow inu’in tiyawas i kafa’imo namorob.
48 ଜିସୁ ତାକେ କଇଲା, “ତମେ କାବା ଅଇଜିବାଟା ଆରି କେବେ ନ ଅଇଲା ପାରା କାମର୍ ଚିନ୍ମନ୍ ନ ଦେକ୍ଲେ କେବେ ମିସା ମକେ ବିସ୍ବାସ୍ ନ କରାସ୍ ।”
48 Jesu sabuw iuwih, “Kwa sabuw ina’inan naatu baifofofor kwana’itah, baise boro men kwanitumatum.”
49 ସେ ଲକ୍ ତାକେ କଇଲା, “ଏ ଗୁରୁ, ମର୍ ପିଲା ନ ମର୍ବା ଆଗ୍ତୁ ତମେ ମର୍ ସଙ୍ଗ୍ ଆସା ।”
49 Gawan ana orot ukwarin Jesu isan eo, “Aro, inare tananabo au kek namorob.”
50 ଜିସୁ ତାକେ କଇଲା, “ଏବେ ତୁଇ ତର୍ ଗରେ ଜା, ତର୍ ପିଲା ଜିବନ୍ ଅଇଗାଲାବେ ।” ସେ ଲକ୍ ଜିସୁ କଇରଇବା କାତା ବିସ୍ବାସ୍ କରି ବାଉଡିଗାଲା ।
50 Jesu orot isan eo, “Kwen! O a kek yawas ema’am!” Orot itumatum abistan Jesu tur isan eo naatu ana ef rura’ah in.
51 ସେ ଗରେ ଗାଲାବେଲେ ତାର୍ କେତେଟା ଗତି ଦାଙ୍ଗ୍ଡାମନ୍ ତାକେ ବେଟ୍ପାଇକରି, “ତର୍ ପିଲା ନିମାନ୍ ଅଇଲାବେ” ବଲି କଇଲାଇ ।
51 I ra’iy inan efamaim ana akir orot bairi hitar naatu ana tur hi’owen, “O a kek i yawas ema’am
52 ସେ ଲକ୍ ତାର୍ ଗତିଦାଙ୍ଗ୍ଡାମନ୍କେ ପାଚାର୍ଲା, “ପିଲା କେଡେବେଲେ ନିମାନ୍ ଅଇଲା ?” ଗତିଦାଙ୍ଗ୍ଡାମନ୍, “କାଲି ଗଁଟେ ବେଲେ ନିମାନ୍ ଅଇଲା” ବଲି କଇଲାଇ ।
52 Naatu ibatiyih, Veya abistanamaim au kek yawas?” Naatu i hiya’afut hi’o, “Fai ouyit one korok na’atube imaim sawow ihamiy”.
53 ଜିସୁ ଟିକ୍ ସେବେଲାସେ ତର୍ ପିଲା ନିମାନ୍ ଅଇଲାବେ ବଲି କଇରଇଲାଟା ସେ ମୁକିଅ ଲକ୍ ମନେପାକାଇଲା । ସେଟାର୍ପାଇ ସେ ଲକ୍ ଆରି ତାର୍ ଗରର୍ ସବୁ ଲକ୍ ଜିସୁକେ ବିସ୍ବାସ୍ କଲାଇ ।
53 Naatu imaibo tamah not nati ana veya Jesu eo, “O a kek i boro nayawas.” Imih nati ana baremaim hima’am etei hitumatum.
54 ଜିସୁ ଜିଉଦାଇ ଅନି ଗାଲିଲି ଦେସେ ଆଇଲା ପଚେ ଏଟାସଙ୍ଗ୍ ଦୁଇପାଲି କାବାଅଇଜିବା କାମ୍ କରି ରଇଲାଟା ।
54 Iti ina’inan bairu’abin men tesinaf emamatar Jesu sinaf matar, no Judea’ane na au Galilee inan ufunamaim.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar João 4, comparar traduções ou montar um estudo — tudo direto pelo WhatsApp.