João 3
ସତିଅର୍ ବାଟ୍ (DSO) vs VC
1 ପାରୁସିମନର୍ ବିତ୍ରେଅନି ନିକଦିମ ନାଉଁର୍ ଗଟେକ୍ ଲକ୍ ରଇଲା । ସେ ଜିଉଦି ମନର୍ ଗଟେକ୍ ନେତା ।
1 Havia um homem entre os fariseus, chamado Nicodemos, príncipe dos judeus.
2 ସେ ଦିନେକ୍ ରାତିଆ ଜିସୁର୍ ଲଗେ ଆସି କଇଲା, “ଏ ଗୁରୁ ଆମେ ଜାନୁ, ତମେ ପର୍ମେସର୍ ପାଟାଇରଇବା ଗଟେକ୍ ଗୁରୁ । କାଇକେ ବଇଲେ ଜଦି ଗଟେକ୍ ଲକର୍ ସଙ୍ଗ୍ ପର୍ମେସର୍ ନ ରଇଲେ, ତମେ ଜନ୍ ସବୁ କାବାଅଇଜିବା କାମ୍ମନ୍ କଲାସ୍ନି, ସେତ୍କି କାମ୍ମନ୍ କେ ମିସା କରିନାପାରତ୍ ।”
2 Este foi ter com Jesus, de noite, e disse-lhe: Rabi, sabemos que és um Mestre vindo de Deus. Ninguém pode fazer esses milagres que fazes, se Deus não estiver com ele.
3 ଜିସୁ ତାକେ କଇଲା, “ମୁଇ ତକେ ସତ୍ କାତା କଇଲିନି, ଆରିତରେକ୍ ଜନମ୍ ନ ଅଇଲେ କେ ମିସା ପର୍ମେସରର୍ ରାଇଜ୍ ଦେକି ନାପାରତ୍ ।”
3 Jesus replicou-lhe: Em verdade, em verdade te digo: quem não nascer de novo não poderá ver o Reino de Deus.
4 ନିକଦିମ ତାକେ ପାଚାର୍ଲା, “ଡକ୍ରା ଅଇଲା ଲକ୍ କେନ୍ତି ଆରି ତରେକ୍ ଜନମ୍ ଅଇସି ? ସେ ଆରି ତରେକ୍ ମାଆର୍ ପେଟ୍ ବିତ୍ରେ ଜାଇକରି ଜନମ୍ ଅଇସି କି ? ନାଇ ଅଇ ନଏଁ ।”
4 Nicodemos perguntou-lhe: Como pode um homem renascer, sendo velho? Porventura pode tornar a entrar no seio de sua mãe e nascer pela segunda vez?
5 ଜିସୁ ତାକେ କଇଲା, “ମୁଇ ତକେ ସତ୍କାତା କଇଲିନି, ଗଟେକ୍ ଲକ୍ ପାନି ଆରି ଆତ୍ମାଇଅନି ଜନମ୍ ନ ଅଇଲେ, ପର୍ମେସରର୍ ରାଇଜେ ଜାଇ ନାପାରେ ।
5 Respondeu Jesus: Em verdade, em verdade te digo: quem não renascer da água e do Espírito não poderá entrar no Reino de Deus.
6 ଗଟେକ୍ ନର୍ ଲକ୍ ତାର୍ ନର୍ ମାଆ ବାବାର୍ତେଇଅନି ଜନମ୍ ଅଇସି । ମାତର୍ ସୁକଲ୍ ଆତ୍ମା ତାର୍ ଆତ୍ମାଇ ନୁଆ ଜିବନ୍ ଦେଇସି ।
6 O que nasceu da carne é carne, e o que nasceu do Espírito é espírito.
7 ସେଟାର୍ପାଇ ମୁଇ ତକେ ଆରିତରେକ୍ ଜନମ୍ ଅଇବାକେ ଅଇସି ବଲି କଇବା ବିସଇ ସୁନି କାବାଅଇଜାଆ ନାଇ ।
7 Não te maravilhes de que eu te tenha dito: Necessário vos é nascer de novo.
8 ପବନ୍ ଜନ୍ ବାଟେ ଜିବାକେ ମନ୍ କର୍ସି ସେ ବାଟେସେ ଜାଇସି, ଆରି ତମେ ତାର୍ ସବଦ୍ ସୁନ୍ସା । ମାତର୍ ସେଟା କନ୍ତିଅନି ଆଇସି ଆରି କନ୍ ବାଟେ ଜାଇସି ସେଟା ନାଜାନାସ୍ । ଆତ୍ମାଇ ଜନମ୍ ଅଇଲା ସବୁ ଲକ୍ମନ୍ ମିସା ସେନ୍ତାରିସେ ।”
8 O vento sopra onde quer; ouves-lhe o ruído, mas não sabes de onde vem, nem para onde vai. Assim acontece com aquele que nasceu do Espírito.
9 ନିକଦିମ ଜିସୁକେ ପାଚାର୍ଲା, “ଏବେ ତୁଇ କଇବା କାତା କେନ୍ତି ଅଇପାର୍ସି ?”
9 Replicou Nicodemos: Como se pode fazer isso?
10 ଜିସୁ ତାକେ କଇଲା, “ତୁଇ ଇସ୍ରାଏଲର୍ ଗଟେକ୍ ବଡ୍ ଗୁରୁ ଅଇକରି ମିସା କେନ୍ତି ଏ ସବୁ କାତା ବୁଜି ନାପାର୍ଲୁସ୍ନି ?
10 Disse Jesus: És doutor em Israel e ignoras estas coisas!...
11 ମୁଇ ତକେ ସତ୍କାତା କଇଲିନି, ଆମେ ଜନ୍ଟା ଜାନୁ ସେଟା କଇଦେବୁ, ଜନ୍ଟା ଦେକିରଇବୁ ସେଟା ସାକି ଦେବୁ, ଅଇଲେ ମିସା ତୁଇ କାଇକେ ବିସ୍ବାସ୍ କରୁସ୍ନାଇ ?
11 Em verdade, em verdade te digo: dizemos o que sabemos e damos testemunho do que vimos, mas não recebeis o nosso testemunho.
12 ମୁଇ ତକେ ଏ ଦୁନିଆର୍ ବିସଇ କଇବାବେଲେ ବିସ୍ବାସ୍ କରୁସ୍ ନାଇ । ଆରି ସରଗର୍ ବିସଇ କଇବି ବଇଲେ କେନ୍ତି ମକେ ବିସ୍ବାସ୍ କର୍ସୁ ?
12 Se vos tenho falado das coisas terrenas e não me credes, como crereis se vos falar das celestiais?
13 ସର୍ଗେଅନି ଉତ୍ରି ଆଇଲା ନର୍ପିଲା ମୁଇ, ମକେ ଚାଡିକରି ଆରି କେ ମିସା ସର୍ଗେ ଜାଅତ୍ ନାଇତା ।”
13 Ninguém subiu ao céu senão aquele que desceu do céu, o Filho do Homem que está no céu.
14 “ଆରି ମସା କେନ୍ତି ମରୁବାଲି ବୁଏଁ ପିତଲ୍ ସାଁପ୍କେ ଡେଲି ଉପ୍ରେ ଟେକି ରଇଲା, ସମାନ୍ ସେନ୍ତାରିସେ ପର୍ମେସର୍ ତେଇଅନି ଆଇଲା ନର୍ପିଲା ମକେ ମିସା, ଗଟେକ୍ ଦିନେ ଉପ୍ରେ ଟେକ୍ବାଇ ।
14 Como Moisés levantou a serpente no deserto, assim deve ser levantado o Filho do Homem,
15 ତେବେ, ତାକେ ବିସ୍ବାସ୍ କର୍ବା ସବୁ ଲକ୍ମନ୍ ନ ସାର୍ବା ଜିବନ୍ ପାଇବାଇ ।
15 para que todo homem que nele crer tenha a vida eterna.
16 ପର୍ମେସର୍ ଏ ଦୁନିଆର୍ ଲକ୍ମନ୍କେ ଏତେକ୍ ଆଲାଦ୍ କଲାଜେ, ତାର୍ ଗଟେକ୍ ବଲି ପିଲାକେ ସର୍ପିଦେଲା । ଜେ ମିସା ତାକେ ବିସ୍ବାସ୍ କର୍ବାଇ ବଇଲେ, ସେମନ୍ ନସ୍ଟ ନ ଅଇକରି, ନ ସାର୍ବା ଜିବନ୍ ମିଲାଇବାଇ ।
16 Com efeito, de tal modo Deus amou o mundo, que lhe deu seu Filho único, para que todo o que nele crer não pereça, mas tenha a vida eterna.
17 ପର୍ମେସର୍ ତାର୍ ପିଲାକେ ଏ ଦୁନିଆଇ ବିଚାର୍ କର୍ବାକେ ପାଟାଏନାଇ, ମାତର୍ ତାର୍ ଲାଗି ଦୁନିଆ ରକିଆ ପାଅ ବଲି ପାଟାଇ ଆଚେ ।
17 Pois Deus não enviou o Filho ao mundo para condená-lo, mas para que o mundo seja salvo por ele.
18 କେ ପର୍ମେସରର୍ ପିଲାକେ ବିସ୍ବାସ୍ କଲାନି ତାର୍ ବିଚାର୍ନା ନଏଁଁ । ମାତର୍ ଜେ ପର୍ମେସରର୍ ପିଲାକେ ବିସ୍ବାସ୍ କରେନାଇ ତାର୍ ବିଚାର୍ନା ଅଇସାର୍ଲାବେ । କାଇକେବଇଲେ ସେ ଗଟେକ୍ ବଲି ପିଲାକେ ବିସ୍ବାସ୍ କରେନାଇ ।
18 Quem nele crê não é condenado, mas quem não crê já está condenado; por que não crê no nome do Filho único de Deus.
19 ଆରି ସେ ବିଚାର୍ନା ଏନ୍ତି ଅଇସି, ସର୍ଗେ ଅନି ଉଜଲ୍ ଏ ଦୁନିଆଇ ଆସିରଇଲା । ମାତର୍ ଏ ଦୁନିଆର୍ ଲକ୍ମନ୍ ସେ ଉଜଲେଅନି ଆନ୍ଦାର୍କେ ବେସି ମନ୍ କଲାଇ । କାଇକେବଇଲେ ସେମନ୍ କର୍ବା କାମ୍ ସବୁ ବେସି କାରାପ୍ ।
19 Ora, este é o julgamento: a luz veio ao mundo, mas os homens amaram mais as trevas do que a luz, pois as suas obras eram más.
20 ଜନ୍ଲକ୍ମନ୍ କାରାପ୍ କାମ୍ କଲାଇନି ସେମନ୍ ଉଜଲ୍କେ ଗିନ୍ କଲାଇନି । ଆରି ସେ ଉଜଲେ ନ ଆସତ୍ । କାଇକେବଇଲେ ସେମନର୍ ସବୁ କାରାପ୍ କାମ୍ ସେ ଉଜଲେ ଡିସ୍ସି ।
20 Porquanto todo aquele que faz o mal odeia a luz e não vem para a luz, para que as suas obras não sejam reprovadas.
21 ମାତର୍ ଜନ୍ଲକ୍ ସତ୍ ଆରି ଟିକ୍ ଇସାବେ କାମ୍ କରି ଚଲାଚଲ୍ତି କଲାନି, ସେ ଉଜଲ୍ ଲଗେ ଆଇସି । ତେବେ, ସେ କର୍ବା କାମ୍ ପର୍ମେସରର୍ ମନ୍ କର୍ବା ଇସାବେ ଅଇଲାନି ।”
21 Mas aquele que pratica a verdade, vem para a luz. Torna-se assim claro que as suas obras são feitas em Deus.
22 ତାର୍ ପଚେ ଜିସୁ ଆରି ତାର୍ ସିସ୍ମନ୍ ଜିଉଦା ଦେସେ ଗାଲାଇ ଆରି ସେ ଜାଗାଇ ରଇକରି ଲକ୍ମନ୍କେ ଡୁବନ୍ ଦେଲାଇ ।
22 Em seguida, foi Jesus com os seus discípulos para os campos da Judéia, e ali se deteve com eles, e batizava.
23 ସେ ବେଲାଇ ଜଅନ୍ ମିସା ସାଲମ୍ ଗଡ୍ଲଗେ ଏନନ୍ ନାଉଁର୍ ଗଟେକ୍ ଗାଏଁ ଡୁବନ୍ ଦେଇତେ ରଇଲା । କାଇକେ ବଇଲେ ସେ ଜାଗାଇ ବେସି ପାନି ରଇଲା । ଆରି ଲକ୍ମନ୍ ଆସିକରି ଡୁବନ୍ ନେଇତେ ରଇଲାଇ ।
23 Também João batizava em Enon, perto de Salim, porque havia ali muita água, e muitos vinham e eram batizados.
24 ସେତ୍କି ଦିନ୍ ଜାକ ଜଅନ୍ ବନ୍ଦି ନ ଅଇରଇଲା ।
24 Pois João ainda não tinha sido lançado no cárcere.
25 ସେବେଲା ଗଟେକ୍ ଜିଉଦି ଲକ୍ ଆରି ଜଅନର୍ ସିସ୍ମନ୍ ଅସୁକଲ୍ଅନି ରିତିନିତି ଇସାବେ ସୁକଲ୍ ଅଇବା ବିସଇ ନେଇ ତାକର୍ ବିତ୍ରେ ଦଦାପେଲା ଅଇତେ ରଇଲାଇ ।
25 Ora, surgiu uma discussão entre os discípulos de João e um judeu, a respeito da purificação.
26 ଆରି ଜଅନର୍ ସିସ୍ମନ୍ ତାର୍ ଲଗେ ଆସି କଇଲାଇ, “ଏ ଗୁରୁ, ତମେ ଜର୍ଦନ୍ ଗାଡ୍ ସେପାଟେ କାର୍ସଙ୍ଗ୍ ବେଟ୍ ଅଇରଇଲାସ୍ ଆରି ତାର୍ ବିସଇ ତମେ ସାକି ଦେଇତେରଇଲାସ୍, ସେ ଲକ୍ ଏବେ ଲକ୍ମନ୍କେ ଡୁବନ୍ ଦେଲାନି ଆରି ସବୁ ଲକ୍ମନ୍ ତାର୍ ଲଗେ ଗାଲାଇନି ।”
26 Foram e disseram-lhe: Mestre, aquele que estava contigo além do Jordão, de quem tu deste testemunho, ei-lo que está batizando e todos vão ter com ele...
27 ଜଅନ୍ କଇଲା, “ପର୍ମେସର୍ ନ ଦେଲେ, କେ ମିସା କାଇଟା ନ ପାଅତ୍ ।
27 João replicou: Ninguém pode atribuir-se a si mesmo senão o que lhe foi dado do céu.
28 ମୁଇ କଇରଇଲି ପର୍ମେସର୍ ପାଟାଇଲା ମସିଅ ମୁଇ ନଇ ବଲି । ମୁଇ ଅବ୍କା ପାଟାଇରଇବା ଗଟେକ୍ ଦୁତ୍ ପାରା ଅଇ ଆସିଆଚି ।
28 Vós mesmos me sois testemunhas de que disse: Eu não sou o Cristo, mas fui enviado diante dele.
29 ଜେ ବିବା ଅଇସି, ସେ ବର୍ ଦାଙ୍ଗ୍ଡା । ମାତର୍ ବର୍ ଦାଙ୍ଗ୍ଡାର୍ ଲଗେ ବରର୍ ସଙ୍ଗାରି ଟିଆଅଇ ତାର୍ କାତା ସୁନ୍ସି । ସେ ବର୍ ଦାଙ୍ଗ୍ଡାର୍ କାତା ସୁନି, ବେସି ସାର୍ଦା ଅଇସି । ସେନ୍ତାରିସେ ମର୍ ସାର୍ଦା ମିସା ପୁରାପୁରୁନ୍ ଅଇଲାଆଚେ ।
29 Aquele que tem a esposa é o esposo. O amigo do esposo, porém, que está presente e o ouve, regozija-se sobremodo com a voz do esposo. Nisso consiste a minha alegria, que agora se completa.
30 ସେ ମଆନ୍ ଅଇତେ ଜାଅ ଆରି ମୁଇ ସାନ୍ ଅଇତେ ଜିବି ।”
30 Importa que ele cresça e que eu diminua.
31 “ଜେ ସର୍ଗେଅନି ଆଇଲା ଆଚେ, ସେ ସବୁ ଲକ୍ମନର୍ତେଇଅନି ମଆନ୍ । ଜେ ଜଗତେ ଅନି ଜନମ୍ ଅଇଆଚେ, ସେ ଜଗତର୍ କାତାସେ କଇସି । ମାତର୍ ଜେ ସର୍ଗେଅନି ଆସିଆଚେ, ସେ ସବୁକଲର୍ତେଇ ଅନି ମଆନ୍ ।
31 Aquele que vem de cima é superior a todos. Aquele que vem da terra é terreno e fala de coisas terrenas. Aquele que vem do céu é superior a todos.
32 ସେ ଜନ୍ଟା ଦେକ୍ଲା ଆଚେ ଆରି ସୁନ୍ଲା ଆଚେ ସେ ବିସଇ ସେ ଜାନାଇଲାନି । ମାତର୍ ସେ କଇରଇବା କାତା କେ ମିସା ନାମତ୍ ନାଇ ।
32 Ele testemunha as coisas que viu e ouviu, mas ninguém recebe o seu testemunho.
33 ଜେ ତାର୍ କଇରଇବା କାତା ନାମ୍ସି, ସେ ପର୍ମେସର୍ ସତ୍ଟା ବଲି ନାମ୍ସି ।
33 Aquele que recebe o seu testemunho confirma que Deus é verdadeiro.
34 ଜାକେ ପର୍ମେସର୍ ପାଟାଇଲା ଆଚେ, ସେ ପର୍ମେସରର୍ ବାକିଅ କଇସି । କାଇକେ ବଇଲେ ତାକେ ପର୍ମେସରର୍ ଆତ୍ମା ପୁରାପୁରୁନ୍ ଦିଆଅଇଲାଆଚେ ।
34 Com efeito, aquele que Deus enviou fala a linguagem de Deus, porque ele concede o Espírito sem medidas.
35 ବାବା ପିଲାକେ ଆଲାଦ୍ କରି ସବୁ ବିସଇ ତାର୍ ଆତେ ସର୍ପି ଦେଲାଆଚେ ।
35 O Pai ama o Filho e confiou-lhe todas as coisas.
36 ଆରି କେ ପର୍ମେସରର୍ ପିଲାକେ ବିସ୍ବାସ୍ କର୍ସି, ସେ ନ ସାର୍ବା ଜିବନ୍ ପାଇସି । ମାତର୍ ଜେ ପର୍ମେସରର୍ ପିଲାକେ ନାମେ ନାଇ, ସେ ନ ସାର୍ବା ଜିବନ୍ ନ ପାଏ । ଆରି ପର୍ମେସରର୍ ଡଣ୍ଡ୍ ପାଇବାକେ ସେ ରଇସି । ”
36 Aquele que crê no Filho tem a vida eterna; quem não crê no Filho não verá a vida, mas sobre ele pesa a ira de Deus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar João 3, comparar traduções ou montar um estudo — tudo direto pelo WhatsApp.