João 18
ସତିଅର୍ ବାଟ୍ (DSO) vs VC
1 ଜିସୁ ଏ ପାର୍ତନା ସାରାଇକରି ନିଜର୍ ସିସ୍ମନର୍ ସଙ୍ଗ୍ କିଦ୍ରଣ୍ ନାଉଁର୍ ଜଲା ସେପାଟର୍ ଜାଗାଇ ଗାଲା । ତେଇ ଗଟେକ୍ ବାଡ୍ ରଇଲା, ଜିସୁ ଆରି ତାର୍ ସିସ୍ମନ୍ ସେ ବାଡେ ପୁର୍ଲାଇ ।
1 Depois dessas palavras, Jesus saiu com os seus discípulos para além da torrente de Cedron, onde havia um jardim, no qual entrou com os seus discípulos.
2 ଜନ୍ ଜିଉଦା କି ଜିସୁକେ ସତ୍ରୁମନ୍କେ ସର୍ପିଦେଲା, ସେ ମିସା ସେ ଜାଗା ଜାନି ରଇଲା । କାଇକେବଇଲେ ଜିସୁ ତାର୍ ସିସ୍ମନର୍ ସଙ୍ଗ୍ ସେ ବାଡେ କେତେ ତର୍ ଜାଇରଇଲା ।
2 Judas, o traidor, conhecia também aquele lugar, porque Jesus ia freqüentemente para lá com os seus discípulos.
3 ସେଟାର୍ ପାଇ ଜିଉଦା ରମିୟ ସନିଅମନର୍ ଗଟେକ୍ ଦଲ୍, ମୁକିଅ ପୁଜାରିମନ୍ ଆରି ପାରୁସିମନ୍ ପାଟାଇ ରଇବା ମନ୍ଦିର୍ ଜାଗୁଆଲ୍ମନ୍କେ ଦାରି, ସେ ବାଡେ କେଟ୍ଲା । ସେମନ୍ ଆତ୍ଆତିଆର୍, ଲାଁତର୍ ଆରି ଜଇଉମ୍ଲା ଦାରିକରି ତେଇ ଆଇଲାଇ ।
3 Tomou então Judas a coorte e os guardas de serviço dos pontífices e dos fariseus, e chegaram ali com lanternas, tochas e armas.
4 ସେବେଲା କାଇ କାଇ ଗଟ୍ନାମନ୍ ଗଟ୍ସି, ସେଟା ସବୁ ଜିସୁ ଜାନିକରି ଆଗ୍ତୁ ଗାଲା ଆରି ସେମନ୍କେ “ତମେ କାକେ କଜ୍ଲାସ୍ନି ?” ବଲି ପାଚାର୍ଲା ।
4 Como Jesus soubesse tudo o que havia de lhe acontecer, adiantou-se e perguntou-lhes: A quem buscais?
5 “ନାଜରିତିୟ ଜିସୁକେ କଜ୍ଲୁନି ।” ସେମନ୍ କଇଲାଇ ।
5 Responderam: A Jesus de Nazaré. Sou eu, disse-lhes. {Também Judas, o traidor, estava com eles.}
6 ଜିସୁ ଜେଡେବେଲା “ମୁଇ ଆକା ସେ ଲକ୍ ।” ବଲି ସେମନ୍କେ କଇଲା, ସେ ଲକ୍ମନ୍ ପଚେ ଗୁଚିଜାଇ ତଲେ ଅଦର୍ଲାଇ ।
6 Quando lhes disse Sou eu, recuaram e caíram por terra.
7 ଜିସୁ ସେମନ୍କେ ଆରିତରେକ୍ ପାଚାର୍ଲା, “ତମେ କାକେ କଜ୍ଲାସ୍ନି ?” ସେମନ୍ କଇଲାଇ, “ଆମେ ନାଜରିତିୟ ଜିସୁକେ କଜ୍ଲୁନି ।”
7 Perguntou-lhes ele, pela segunda vez: A quem buscais? Disseram: A Jesus de Nazaré.
8 ଜିସୁ କଇଲା, “ମୁଇ ଆକା ସେ ଲକ୍ ବଲି ତମ୍କେ କଇଲି । ତମେ ଜଦି ମକେ କଜ୍ଲାସ୍ନି ବଇଲେ ଏ ଲକ୍ମନ୍କେ ଚାଡିଦିଆସ୍ ।”
8 Replicou Jesus: Já vos disse que sou eu. Se é, pois, a mim que buscais, deixai ir estes.
9 ଜେନ୍ତିକି ସେ ଆଗ୍ତୁ କଇରଇଲା ବାକିଅ ସିଦ୍ ଅଇସି, ବାବା ତମେ ମକେ ଜନ୍ ଲକ୍ମନ୍କେ ଦେଇଆଚାସ୍, ସେମନର୍ ବିତ୍ରେଅନି ଗଟେକ୍ ଲକ୍କେ ମିସା ଆଜାଇ ନାଇ ।
9 Assim se cumpriu a palavra que disse: Dos que me deste não perdi nenhum {Jo 17,12}.
10 ସିମନ୍ ପିତରର୍ ଆତେ ଗଟେକ୍ କାଣ୍ଡା ରଇଲା । ସେ କାଣ୍ଡା ବାର୍କରାଇ ବଡ୍ ପୁଜାରିର୍ ଗତିଦାଙ୍ଗ୍ଡାର୍ ଉଜା କାନ୍ ଚିଡ୍ତେ ମାର୍ଲା । ସେ ଗତିଦାଙ୍ଗ୍ଡାର୍ ନାଉଁ ମାଲକ୍ ।
10 Simão Pedro, que tinha uma espada, puxou dela e feriu o servo do sumo sacerdote, decepando-lhe a orelha direita. {O servo chamava-se Malco.}
11 ମାତର୍ ଜିସୁ ପିତର୍କେ କଇଲା, “ତର୍ କାଣ୍ଡା ଜାଗ୍ରତ୍ କରି କଲ୍ ବିତ୍ରେ ପୁରାଇ ସଙ୍ଗଇ ଦେସ୍ । ମର୍ ବାବା ପର୍ମେସର୍ ମକେ ଜନ୍ ଦୁକ୍କସ୍ଟ ପାଇବାକେ ପାଟାଇ ଆଚେ, ସେଟା ମୁଇ ନ ପାଇ କି ?”
11 Mas Jesus disse a Pedro: Enfia a tua espada na bainha! Não hei de beber eu o cálice que o Pai me deu?
12 ତାର୍ ପଚେ ରମିୟ ସନିଅମନ୍, ସନିଅ ମନର୍ ମୁକିଅ ନେତାମନ୍ ଆରି ମନ୍ଦିର୍ ଜାଗୁଆଲ୍ମନ୍ ଜିସୁକେ ଦାରି ବାନ୍ଦ୍ଲାଇ ।
12 Então a coorte, o tribuno e os guardas dos judeus prenderam Jesus e o ataram.
13 ଆରି ତାକେ ବାନ୍ଦିକରି ପର୍ତୁମ୍ କାୟାପାର୍ ସାତ୍ରା ଆନାର୍ ଲଗେ ନେଲାଇ । କାଇକେ ବଇଲେ ଆନା ସେ ବରସର୍ ବଡ୍ ପୁଜାରି ରଇଲା ।
13 Conduziram-no primeiro a Anás, por ser sogro de Caifás, que era o sumo sacerdote daquele ano.
14 ଏ କାୟାପାସେ ଆଗ୍ତୁ ଜିଉଦି ନେତାମନ୍କେ, ସବୁ ଲକର୍ ପାଇ ଗଟେକ୍ ଲକ୍ ମର୍ବାଟା ଗଟେକ୍ ମଙ୍ଗଲର୍ ବିସଇ ବଲି କଇରଇଲା ।
14 Caifás fora quem dera aos judeus o conselho: Convém que um só homem morra em lugar do povo.
15 ସିମନ୍ ପିତର୍ ଆରି ଗଟେକ୍ ବିନ୍ ସିସ୍ ଜିସୁର୍ ପଚେ ପଚେ ଜାଇତେ ରଇଲାଇ । ବିନ୍ ସିସ୍ ବଡ୍ ପୁଜାରିକେ ଜାନି ରଇଲା । ସେଟାର୍ପାଇ ଜିସୁର୍ ସଙ୍ଗ୍ ବଡ୍ ପୁଜାରିର୍ ଡାଣ୍ଡେ ପୁର୍ଲା ।
15 Simão Pedro seguia Jesus, e mais outro discípulo. Este discípulo era conhecido do sumo sacerdote e entrou com Jesus no pátio da casa do sumo sacerdote,
16 ମାତର୍ ପିତର୍ ବାଇରର୍ ଡିଆଗଡିଲଗେ ଟିଆଅଇ ରଇଲା । ବଡ୍ ପୁଜାରିକେ ଜାନିରଇଲା ସିସ୍ ଡାଣ୍ଡେ ବାଉଡି ଆସି ଡାଣ୍ଡର୍ ଡିଆଗଡି ଲଗେ ଜାଗିରଇଲା । ଗତିଦାଙ୍ଗ୍ଡିକେ କଇକରି ପିତର୍କେ ବିତ୍ରେ ଡାକିନେଲା ।
16 porém Pedro ficou de fora, à porta. Mas o outro discípulo {que era conhecido do sumo sacerdote} saiu e falou à porteira, e esta deixou Pedro entrar.
17 ସେ ଡିଆଗଡି ଜାଗି ରଇଲା ଗତିଦାଙ୍ଗ୍ଡି ସେବେଲା ପିତର୍କେ ପାଚାର୍ଲା, “ତୁଇ ମିସା ଏ ଲକ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ନଉଁସ୍ କି ?”
17 A porteira perguntou a Pedro: Não és acaso também tu dos discípulos desse homem? Não o sou, respondeu ele.
18 ସିତ୍ କଲାଜେ ଗତିଦାଙ୍ଗ୍ଡାମନ୍ ଆରି ଜାଗୁଆଲ୍ମନ୍ ଜଇଲାଗାଇକରି ଚାରିବେଡ୍ତି ଟିଆଅଇ ଜଇ ଚେକ୍ତେ ରଇଲାଇ । ପିତର୍ ମିସା ସେମନର୍ ସଙ୍ଗ୍ ଟିଆଅଇକରି ଜଇଚେକ୍ତେ ରଇଲା ।
18 Os servos e os guardas acenderam um fogo, porque fazia frio, e se aqueciam. Com eles estava também Pedro, de pé, aquecendo-se.
19 ଏତ୍କି ବିତ୍ରେ ବଡ୍ ପୁଜାରି ଜିସୁର୍ ସିସ୍ମନର୍ ବିସଇ ଆରି ଜିସୁ ସିକାଇଦେଲା ବିସଇ ସେମନ୍କେ ପାଚାର୍ବାର୍ଦାର୍ଲା ।
19 O sumo sacerdote indagou de Jesus acerca dos seus discípulos e da sua doutrina.
20 ଜିସୁ ସେମନ୍କେ କଇଲା, “ମୁଇ ସବୁବେଲେ ଲକ୍ମନର୍ ଜାନ୍ତେ ସିକାଇତେ ରଇଲି । ଆରି ଜିଉଦି ଲକ୍ମନର୍ ଉପାସନା ଗରେ ଆରି ମନ୍ଦିର୍ତେଇ ସବୁ ଜିଉଦି ଲକ୍ମନ୍ ରୁଣ୍ଡିରଇଲା ବେଲେ ସେମନ୍କେ ସିକାଇଲିଆଚି । କାଇଟାମିସା ଲୁଚ୍ତେ କଇନାଇ ।
20 Jesus respondeu-lhe: Falei publicamente ao mundo. Ensinei na sinagoga e no templo, onde se reúnem os judeus, e nada falei às ocultas.
21 ଏନ୍ତି ବଇଲେ କାଇକେ ମକେ ପାଚାର୍ଲୁସ୍ନି ? ଜନ୍ ଲକ୍ମନ୍ ମୁଇ କଇଲା କାତା ସୁନିଆଚତ୍, ସେ ଲକ୍ମନ୍କେ ପାଚାର୍ । ମୁଇ ଜାଇଜାଇଟା କଇଲିଆଚି, ସେଟା ସେମନ୍ ଜାନିଆଚତ୍ ।”
21 Por que me perguntas? Pergunta àqueles que ouviram o que lhes disse. Estes sabem o que ensinei.
22 ଜିସୁ ଏ କାତା କଇବା ବେଲେ ଜିସୁର୍ ଲଗେ ଟିଆଅଇରଇଲା ଜାଗୁଆଲ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ଜିସୁକେ ଗଟେକ୍ ଚାପ୍ଡା ମାରି କଇଲା, “ତୁଇ ବଡ୍ ପୁଜାରିକେ ଏନ୍ତାରି କାତା ଅଇଲୁସ୍ନି ?”
22 A estas palavras, um dos guardas presentes deu uma bofetada em Jesus, dizendo: É assim que respondes ao sumo sacerdote?
23 ଜିସୁ ତାକେ କଇଲା “ମୁଇ ଜଦି ବୁଲ୍ କାତା କଇରଇଲେ, ସବୁର୍ ମୁଆଟେ ମର୍ ବୁଲ୍ ଦେକାଆ, ମୁଇ ସତ୍କାତା କଇଲିନି ବଇଲେ, ମକେ କାଇକେ ମାର୍ଲୁସ୍ନି ?”
23 Replicou-lhe Jesus: Se falei mal, prova-o, mas se falei bem, por que me bates?
24 ତାର୍ପଚେ ଆନାନ୍ ଜିସୁକେ ବାନ୍ଦ୍ନେସେ ବଡ୍ ପୁଜାରି କାୟାପାର୍ ଲଗେ ପାଟାଇଦେଲା ।
24 {Anás enviou-o preso ao sumo sacerdote Caifás.}
25 ସିମନ୍ ପିତର୍ ଟିଆଅଇ ଜଇଚେକ୍ବା ବେଲେ ବିନ୍ ଲକ୍ମନ୍ ତାକେ ପାଚାର୍ଲାଇ, “ତୁଇ ମିସା ଏ ଲକର୍ ସିସ୍ମନର୍ ବିତ୍ରେଅନି ଗଟେକ୍ ଲକ୍ ନଉଁସ୍ କି ?” ମାତର୍ ପିତର୍ କଇଲା,
25 Simão Pedro estava lá se aquecendo. Perguntaram-lhe: Não és porventura, também tu, dos seus discípulos? Negou-o, dizendo: Não!
26 ବଡ୍ ପୁଜାରିର୍ ଗତିଦାଙ୍ଗ୍ଡାମନର୍ ବିତ୍ରେଅନି ଗଟେକ୍ ଲକ୍ ଜାକେ କି ପିତର୍ କାନ୍ କାଟିପାକାଇରଇଲା, ସେ ଡାଟ୍ ସଙ୍ଗ୍ କଇଲା, “ସେ ବାଡେ ମୁଇ ତକେ ତାର୍ ସଙ୍ଗ୍ ରଇଲାଟା ଦେକି ରଇଲି । ”
26 Disse-lhe um dos servos do sumo sacerdote, parente daquele a quem Pedro cortara a orelha: Não te vi eu com ele no horto?
27 ପିତର୍ ଆରି ତରେକ୍ କଇଲା “ନାଇ ମୁଇ ତାକେ ମୁଲ୍କେ ନାଜାନି ।” ସମାନ୍ ସେଡ୍କି ଦାପ୍ରେ କୁକ୍ଡା ଡାକ୍ଲା ।
27 Mas Pedro negou-o outra vez, e imediatamente o galo cantou.
28 ତାର୍ ପଚେ ଜିସୁକେ କାୟାପାର୍ ଗରେଅନି ରମିୟ ସର୍କାର୍ ପିଲାତର୍ତେଇ ଦାରିଗାଲାଇ । ସେଟା କୁକ୍ଡା ଡାକେ ଅଇରଇଲା । ଆରି ଜିସୁକେ ନିନ୍ଦା କର୍ବା ଲକ୍ମନ୍ ନିଜ୍କେ ଅସୁକଲ୍ ଅଇବାର୍ ଅଇସି ବଲିକରି ବିତ୍ରେ ଜାଅତ୍ନାଇ । କାଇକେ ବଇଲେ ନିସ୍ତାର୍ ପରବର୍ ବଜିର୍ ପାଇ ବଲି ସେମନ୍ ଅସୁକଲ୍ ଅଇବାକେ ମନ୍ ନ କର୍ତେରଇଲାଇ ।
28 Da casa de Caifás conduziram Jesus ao pretório. Era de manhã cedo. Mas os judeus não entraram no pretório, para não se contaminarem e poderem comer a Páscoa.
29 ତେବେ ରମିୟ ସର୍କାର୍ ପିଲାତ୍, ବାଇରେ ଆସିପାଚାର୍ଲା, “ଏ ଲକର୍ ବିରୁଦେ ତମର୍ କାଇ ଦାବି ଆନିଆଚାସ୍ ?”
29 Saiu, por isso, Pilatos para ter com eles, e perguntou: Que acusação trazeis contra este homem?
30 ସେ ଲକ୍ମନ୍ ପିଲାତ୍କେ କଇଲାଇ, “ଏ ଲକ୍ ଜଦି ବୁଲ୍ କାମ୍ କରି ନ ରଇଲେ, ଆମେ ତମର୍ ଲଗେ ନ ଆନ୍ତୁ ।”
30 Responderam-lhe: Se este não fosse malfeitor, não o teríamos entregue a ti.
31 ସେଡ୍କି ବେଲା ପିଲାତ୍ ସେମନ୍କେ କଇଲା, “ତମେ ତାକେ ଦାରିଜାଇକରି ତମର୍ ନିୟମ୍ ଇସାବେ ବିଚାର୍ କରା ।” ଜିଉଦି ନେତାମନ୍ କଇଲାଇ, “ଗଟେକ୍ ଲକ୍କେ ମରନ୍ ଡଣ୍ଡ୍ ଦେବାଟା ରମିୟ ସର୍କାର୍କେ ସେ ଆଚେ । ଜିଉଦି ଲକ୍ମନ୍ କାକେମିସା ମରନ୍ ଡଣ୍ଡ୍ ଦେବାକେ ଆମର୍ ଅଦିକାର୍ ନାଇ ।”
31 Disse, então, Pilatos: Tomai-o e julgai-o vós mesmos segundo a vossa lei. Responderam-lhe os judeus: Não nos é permitido matar ninguém.
32 ଜିସୁ କେନ୍ତାରି ଅଇ ମର୍ବାକେ ଗାଲାନି ସେ ବିସଇ ନେଇକରି ଜନ୍ କାତା କଇରଇଲା ସେ କାତା ସିଦ୍ଅଇବାକେ ଏନ୍ତି ଅଇଲା ।
32 Assim se cumpria a palavra com a qual Jesus indicou de que gênero de morte havia de morrer {Mt 20,19}.
33 ପିଲାତ୍ ଆରି ତରେକ୍ ମେଡ୍ ବିତ୍ରେ ବାଉଡି ଜାଇକରି, ଜିସୁକେ ଡାକି ପାଚାର୍ଲା, “ତୁଇ କାଇ ଜିଉଦି ମନର୍ ରାଜା କି ?”
33 Pilatos entrou no pretório, chamou Jesus e perguntou-lhe: És tu o rei dos judeus?
34 ଜିସୁ ତାକେ କଇଲା, “ତୁଇ କାଇ ଏଟା ନିଜର୍ଟାନେଅନିସେ କଇଲୁସ୍ନି, କି ବିନ୍ ଲକ୍ମନ୍ ତକେ କଇଲାଜେ କଇଲୁସ୍ନି ?”
34 Jesus respondeu: Dizes isso por ti mesmo, ou foram outros que to disseram de mim?
35 ପିଲାତ୍ ପର୍ସନ୍ କଲା, “ମୁଇ ଗଟେକ୍ ଜିଉଦି ଲକ୍ ବଲି ବାବ୍ଲୁସ୍ନି କି ? ତର୍ ନିଜର୍ ଲକ୍ମନ୍ ଆରି ମୁକିଅ ପୁଜାରିମନ୍ ତକେ ମର୍ଟାନେ ସର୍ପି ଦେଇ ଆଚତ୍ । ତୁଇ କାଇ ବୁଲ୍ କରିଆଚୁସ୍ ?”
35 Disse Pilatos: Acaso sou eu judeu? A tua nação e os sumos sacerdotes entregaram-te a mim. Que fizeste?
36 ଜିସୁ କଇଲା “ମର୍ ରାଇଜ୍ ଏ ଦୁନିଆର୍ ରାଇଜ୍ପାରା ନଏଁ । ଜଦି ମର୍ ରାଇଜ୍ ଏ ଦୁନିଆର୍ ରାଇଜ୍ ପାରା ଅଇତା, ସେନ୍ତାର୍ଆଲେ ମର୍ ସିସ୍ମନ୍ ମର୍ବାଟେ ଅଇ ଜୁଇଦ୍ କର୍ତାଇ । ଆରି ମକେ ଜିଉଦି ନେତାମନର୍ ଟାନେ ସର୍ପି ନ ଦେଇତାଇ । ମାତର୍ ମର୍ ରାଇଜ୍ ଏ ଦୁନିଆର୍ ରାଇଜ୍ପାରା ନଏଁ ।”
36 Respondeu Jesus: O meu Reino não é deste mundo. Se o meu Reino fosse deste mundo, os meus súditos certamente teriam pelejado para que eu não fosse entregue aos judeus. Mas o meu Reino não é deste mundo.
37 ସେବେଲେ ପିଲାତ୍ ତାକେ ପାଚାର୍ଲା, “ଏନ୍ତି ବଇଲେ ତୁଇ କାଇ ଗଟେକ୍ ରାଜା ନଉଁସ୍ କି ?” ଜିସୁ କଇଲା, “ତୁଇସେ ମକେ ରାଜା ବଲି କଇଲୁସ୍ନି । ମୁଇ ସତ୍ ବାଟେ ସାକି ଦେବାକେ ଆକା ଜନମ୍ କରି, ଏ ଦୁନିଆଇ ଆସିଆଚି । ଜନ୍ଲକ୍ମନ୍ ସତ୍ କଜ୍ଲାଇନି, ସେମନ୍ସେ ମର୍ କାତା ସୁନ୍ବାଇ ।”
37 Perguntou-lhe então Pilatos: És, portanto, rei? Respondeu Jesus: Sim, eu sou rei. É para dar testemunho da verdade que nasci e vim ao mundo. Todo o que é da verdade ouve a minha voz.
38 ପିଲାତ୍ ଜିସୁକେ କଇଲା “ଏନ୍ତି ବଇଲେ ସତ୍ ବିସଇ କାଇଟା ?” ପଚେ ସେ ଡାଣ୍ଡେ ବାରଇ କରି ଜିଉଦି ନେତାମନ୍କେ କଇଲା, “ଏ ଲକର୍ଟାନେ ଡଣ୍ଡ୍ ଦେବା ଏତ୍କି କାଇ ଦସ୍ ଦେକିନାଇ ।
38 Disse-lhe Pilatos: Que é a verdade?... Falando isso, saiu de novo, foi ter com os judeus e disse-lhes: Não acho nele crime algum.
39 “ତମର୍ ରିତିନିତି ଇସାବେ ନିସ୍ତାର୍ ପରବ୍ ବେଲେ ଗଟେକ୍ ବନ୍ଦି ଲକ୍କେ, ମୁଇ ମୁକ୍ଲାଇବାର୍ ଆଚେ । ତେବର୍ ପାଇ ତମର୍ ଜିଉଦିମନର୍ ରାଜା ଜିସୁକେ ମୁଇ ମୁକ୍ଲାଇ ଦେବି । ଏଟା ତମେ ମନ୍କଲାସ୍ନି କି ?”
39 Mas é costume entre vós que pela Páscoa vos solte um preso. Quereis, pois, que vos solte o rei dos judeus?
40 ମାତର୍ ଲକ୍ମନ୍ ଆଉଲିଅଇକରି କଇଲାଇ, “ନାଇ ଏ ଲକ୍କେ ନାଇ, ମାତର୍ ବାର୍ବାକେ ମୁକ୍ଲାଇ ଦିଆସ୍ ।” ଏ ବାରବ୍ବା ଗଟେକ୍ ଡାକୁ ଲକ୍ ରଇଲା ।
40 Então todos gritaram novamente e disseram: Não! A este não! Mas a Barrabás! {Barrabás era um salteador.}
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar João 18, comparar traduções ou montar um estudo — tudo direto pelo WhatsApp.