João 17
ସତିଅର୍ ବାଟ୍ (DSO) vs BKJ
1 ଜିସୁ ଏ ସବୁ କାତା କଇସାରାଇଲା ପଚେ, ସରଗ୍ ବାଟେ ଦେକି କଇଲା, “ଏ ସରଗର୍ ବାବା, ଏବେ ବେଲା କେଟ୍ଲା ଆଚେ । ତମର୍ ପିଲା ମକେ ଡାକ୍ପୁଟା କରା । ଜେନ୍ତିକି ତମର୍ ପିଲା ମୁଇ ତମ୍କେ ଡାକ୍ପୁଟା କର୍ବି ।
1 Essas palavras Jesus falou, e levantou seus olhos ao céu, e disse: Pai, é chegada a hora; glorifica a teu Filho, para que também o teu Filho te glorifique;
2 ତମେ ମକେ ସବୁ ମୁନୁସ୍ ଜାତି ଉପ୍ରେ ଅଦିକାର୍ ଦେଇଆଚାସ୍ । ଆରି ଜନ୍ଲକ୍ମନ୍କେ ମକେ ସର୍ପି ଦେଇଆଚାସ୍, ସେମନ୍କେ ମୁଇ ନ ସାର୍ବା ଜିବନ୍ ଦେବି ।
2 assim como lhe deste poder sobre toda carne, para que ele dê vida eterna a tantos quantos lhe tens dado.
3 ତମେସେ ଗଟେକ୍ ପର୍ମେସର୍, ତମ୍କେ ଆରି ତମେ ପାଟାଇରଇବା ଜିସୁ କିରିସ୍ଟକେ ଜାନ୍ବାଟା ଅଇଲାନି ନ ସାର୍ବା ଜିବନ୍ ।
3 E esta é a vida eterna: Que eles te conheçam, o único Deus verdadeiro, e Jesus Cristo, a quem enviaste.
4 ତମେ ମକେ ଜନ୍ କାମ୍ମନ୍ କର୍ବାକେ ଦେଇଆଚାସ୍, ସେଟା ମୁଇ ସାରାଇ କରି, ଏ ଦୁନିଆଇ ତମ୍କେ ଡାକ୍ପୁଟା କରିଆଚି ।
4 Eu glorifiquei-te na terra; eu completei a obra que me deste para fazer.
5 ଏ ବାବା, ଏ ଦୁନିଆ ତିଆର୍ ନ ଅଇତେ, ତମର୍ ସଙ୍ଗ୍ ରଇଲାବେଲେ, ମର୍ ଜନ୍ ଡାକ୍ପୁଟା ରଇଲା, ଏବେ ତମେ ରଇତେ ଆକା, ମକେ ଡାକ୍ପୁଟା କର୍ ।
5 E agora, ó Pai, glorifica-me contigo mesmo, com aquela glória que eu tinha contigo antes que o mundo existisse.
6 “ଏ ଜଗତର୍ ଜନ୍ ଲକ୍ମନ୍କେ ତମେ ମକେ ସର୍ପି ଦେଇରଇଲାସ୍, ସେମନର୍ ଲଗେ ମୁଇ ତମ୍କେ ଜାନାଇଆଚି । ସେମନ୍ ତମର୍ ଅଇରଇଲାଇ, ଆରି ମକେ ସେମନ୍କେ ସର୍ପିଦେଲୁସ୍ । ସେମନ୍ ତମର୍ ବାକିଅ ମାନ୍ଲାଇନି ।
6 Eu tenho manifestado o teu nome aos homens que do mundo tu me deste. Eles foram teus, e tu deste a mim; e eles guardaram a tua palavra.
7 ତମେ ମକେ ଜନ୍ ଜନ୍ଟା ସର୍ପି ଦେଇ ଆଚାସ୍, ସେଟାମନ୍ ସବୁ ତର୍ଟାନେଅନି ଆକା ଅଇଲାଆଚେ, ବଲି ଏବେ ସେମନ୍ ବୁଜିଆଚତ୍ ।
7 Agora eles sabem que todas as coisas que me tens dado provêm de ti.
8 ତମେ ମକେ ଦେଇରଇବା କବର୍ ମୁଇ ସେମନ୍କେ ସୁନାଇଆଚି, ସେମନ୍ ସେଟା ମାନି ଆଚତ୍ । ମୁଇ ତମର୍ଟାନେଅନି ଆସିଆଚି ଆରି ତମେ ମକେ ପାଟାଇଆଚାସ୍, ସେମନ୍ ଏ କାତା ସତ୍ ବଲି ଜାନିକରି ବିସ୍ବାସ୍ କଲାଇ ଆଚତ୍ ।”
8 Porque eu lhes dei as palavras que tu me deste, e eles as receberam, e verdadeiramente souberam que eu saí de ti, e eles creram que tu me enviaste.
9 ମୁଇ ସେମନର୍ଲାଗି ପାର୍ତନା କଲିନି, ଦୁନିଆର୍ ଲକ୍ମନର୍ ପାଇ ପାର୍ତନା କରିନାଇ । ମାତର୍ ତମେ ମକେ ଜନ୍ ଲକ୍ମନ୍କେ ଦେଇଆଚାସ୍, ସେ ଲକ୍ମନର୍ ପାଇ ପାର୍ତନା କଲିନି । କାଇକେ ବଇଲେ ସେମନ୍ ତମର୍ ଲକ୍ମନ୍ ।
9 Eu oro por eles; eu não oro pelo mundo, mas por aqueles que tu me deste, porque eles são teus.
10 ଜେତ୍କି ମର୍ଟା, ସେ ସବୁ ତମର୍ଟା । ଆରି ଜେତ୍କି ତମର୍ଟା ସେ ସବୁ ମର୍ଟା । ଆକର୍ଲାଗି ଆକା ମର୍ ଡାକ୍ପୁଟା ଅଇଆଚେ ।
10 E todos os meus são teus, e os teus são meus; e eu sou glorificado neles.
11 ଏବେ ମୁଇ ତମର୍ ଲଗେ ଆଇଲିନି, ମୁଇ ଏ ଦୁନିଆଇ ରଇନାଇ । ମାତର୍ ଏମନ୍ ରଇଲାଇନି । ସୁକଲ୍ ରଇବା ବାବା ! ତମେ ଜନ୍ ଲକ୍ମନ୍କେ ମକେ ସର୍ପି ଦେଇଆଚୁସ୍, ତମେ ଦେଇରଇବା ନାଉଁର୍ ବପୁର୍ ଲାଗି ସେମନ୍କେ ରକିଆ କରା । ଜେନ୍ତାରି ତମେ ଆରି ମୁଇ ଗଟେକ୍ । ସେନ୍ତାରିସେ ସେମନ୍ ଗଟେକ୍ ଅଇରଇବାକେ ସାଇଜ କରା ।
11 E agora eu não estou mais no mundo; mas eles estão no mundo, e eu vou para ti. Pai santo, guarda em teu próprio nome aqueles que tu me deste, para que eles sejam um, assim como nós somos.
12 ମୁଇ ସେମନର୍ ସଙ୍ଗ୍ ରଇଲା ବେଲେ ତମର୍ ନାଉଁର୍ ବପୁସଙ୍ଗ୍ ସେମନ୍କେ ରକିଆ କରିରଇଲି । ଜେନ୍ତି କି ସେମନ୍ କାଲ୍କାଲ୍ ଜୁଗ୍ଜୁଗ୍ ପର୍ମେସରର୍ଟାନେ ଅନି ବିନେ ଅଇ ନସ୍ଟ ନ ଅଅତ୍ । ଗଟେକ୍ ଲକ୍କେ ଚାଡି ସବୁଲକ୍କେ ରକିଆ କରିଆଚି । ସେ ଗଟେକ୍ ଲକ୍ ନସ୍ଟ ଅଇସି ଆକା । ଜେନ୍ତିକି ଦରମ୍ ସାସ୍ତରେ ଲେକା ଅଇଲାଟା ସିଦ୍ ଅଇବାର୍ ରଇଲା ।
12 Enquanto eu estava com eles no mundo, eu guardava-os em teu nome. Tenho guardado aqueles que tu me deste, e nenhum deles se perdeu, senão o filho da perdição, para que a escritura pudesse se cumprir.
13 ଏବେ ମୁଇ ତମର୍ ଲଗେ ଆଇଲିନି । ଏ ଦୁନିଆଇ ରଇଲା ବେଲେ ସେମନ୍କେ, ସେମନର୍ ମନେ ରଇବା ମର୍ ସାର୍ଦା ପୁରାପୁରୁନ୍ ଅଇବାକେ, ଏ ବିସଇ କଇରଇଲି ।
13 E agora eu vou para ti, e estas coisas eu falo no mundo, para que eles tenham a minha alegria consumada em si mesmos.
14 ମୁଇ ସେମନ୍କେ ତମର୍ ବାକିଅ ସୁନାଇଆଚି । ତେବର୍ପାଇ ଏ ଦୁନିଆ ସେମନ୍କେ ଗିନ୍ କଲାନି । କାଇକେ ବଇଲେ ମୁଇ ଜେନ୍ତି ଏ ଦୁନିଆଇ ଅନି ଜାତ୍ ଅଇଲାଟା ନଇ, ସେନ୍ତି ସେମନ୍ ମିସା ଏ ଦୁନିଆର୍ ନଅତ୍ ।
14 Eu dei-lhes a tua palavra, e o mundo os odiou, porque eles não são do mundo, assim como eu não sou do mundo.
15 ତମେ ସେମନ୍କେ ଏ ଦୁନିଆଇଅନି ଦାରିଜା ବଲି ମୁଇ ପାର୍ତନା କରିନାଇ । ମାତର୍ ସଇତାନର୍ ପାନ୍ଦେ ଅନି ରକିଆ କରା ବଲି ଗୁଆରି କଲିନି ।
15 Eu não oro para que tu os tires do mundo, mas que tu os guardes do mal.
16 ମୁଇ ଜେନ୍ତିକି ଏ ଦୁନିଆର୍ ନଇ, ସେନ୍ତି ସେମନ୍ ମିସା ଏ ଦୁନିଆର୍ ନଅତ୍ ।
16 Eles não são do mundo, assim como eu não sou do mundo.
17 ତମର୍ ସତ୍ସଙ୍ଗ୍ ସେମନ୍କେ ସୁକଲ୍ କରା, ତମର୍ ବାକିଅ ତା ସତ୍ ।
17 Santifica-os pela tua verdade; tua palavra é a verdade.
18 ତମେ ମକେ ଜେନ୍ତି ଏ ଦୁନିଆଇ ପାଟାଇ ଆଚାସ୍, ସେନ୍ତାରି ମୁଇ ମିସା ସେମନ୍କେ ଏ ଦୁନିଆଇ ପାଟାଇଲିନି ।
18 Assim como tu me enviaste ao mundo, também eu os enviei ao mundo.
19 ଜେନ୍ତିକି ସେମନ୍ ତମର୍ଟାନେ ସର୍ପି ଅଇବାଇ । ସେଟାର୍ପାଇ ମୁଇ ନିଜ୍କେ ତମର୍ତେଇ ସୁକଲ୍ ଅଇଲିନି ।
19 E por causa deles eu santifico a mim mesmo, para que também eles sejam santificados pela verdade.
20 “ମୁଇ ଅବ୍କା ଏ ସିସ୍ମନର୍ ଲାଗିସେ ପାର୍ତନା କରିନାଇ, ମାତର୍ ଏ ଲକ୍ମନ୍ ଜାନାଇବା କାତାଇଅନି ଜନ୍ ଲକ୍ମନ୍ ମକେ ବିସ୍ବାସ୍ କର୍ବାଇ, ସେ ଲକ୍ମନର୍ ପାଇ ମିସା ପାର୍ତନା କଲିନି ।
20 E oro não somente por estes, mas também por aqueles que, pela sua palavra, hão de crer em mim;
21 ଏ ବାବା ତମେ ଜେନ୍ତାରି ମର୍ଟାନେ ମିସି ଗଟେକ୍ ଅଇଆଚାସ୍, ଆରି ମୁଇ ତମର୍ଟାନେ ମିସିକରି ଗଟେକ୍ ଅଇଆଚି । ସେନ୍ତାରିସେ ସେମନ୍ ମିସା ସେମନର୍ ବିତ୍ରେ ମିସିକରି ଗଟେକ୍ ଅଇ ରଇବାକେ ମୁଇ ପାର୍ତନା କଲିନି । ଜେନ୍ତିକି ତମେସେ ମକେ ପାଟାଇ ଆଚାସ୍ ବଲି ଏ ଦୁନିଆ ବିସ୍ବାସ୍ କର ।
21 para que todos sejam um, como tu, ó Pai, estás em mim, e eu em ti; que também eles sejam um em nós; para que o mundo creia que tu me enviaste.
22 ଜେନ୍ତି ତମର୍ ଡାକ୍ପୁଟା ମକେ ଦେଇଆଚାସ୍, ସେନ୍ତି ସେଟା ମୁଇ ସେମନ୍କେ ଦେଇଆଚି । ତେବେ ଆମେ ଗଟେକ୍ ଅଇରଇଲାପାରା, ସେମନ୍ମିସା ସେମନର୍ ବିତ୍ରେ ଗଟେକ୍ ଅଇରଇବାଇ ।
22 E dei-lhes a glória que tu me deste, para que sejam um, como nós somos um;
23 ତମେ ଜେନ୍ତି ମର୍ଟାନେ ଆଚାସ୍, ସେନ୍ତି ମୁଇ ମିସା ତାକର୍ ଟାନେ ରଇବି । ସେନ୍ତି ରଇଲେ ଆକା ସେମନ୍ ପୁରାପୁରୁନ୍ ଗଟେକ୍ ଅଇ ରଇବାଇ । ଏନ୍ତି ଅଇଲେ ଦୁନିଆ ଜାନ୍ସି ଜେ, ତମେ ମକେ ପାଟାଇ ଆଚାସ୍, ଆରି ମକେ ଜେନ୍ତି ଆଲାଦ୍ କଲାସ୍ନି, ସେମନ୍କେ ମିସା ସେନ୍ତିସେ ଆଲାଦ୍ କଲାସ୍ନି ।”
23 eu neles, e tu em mim, para que eles possam ser perfeitos em unidade; e para que o mundo conheça que tu me enviaste, e que os amaste, assim como me amaste.
24 ଏ ବାବା, ତମେ ମକେ ଜନ୍ ଲକ୍ମନ୍କେ ଦେଇଆଚାସ୍, ମୁଇ ଜନ୍ ଜାଗାଇ ରଇବି, ସେମନ୍ ମିସା ମର୍ ସଙ୍ଗ୍ ରଅତ୍ ବଲି ମନ୍ କଲିନି । ତେବେ ମକେ ଦେଇରଇବା ଡାକ୍ପୁଟା ସେମନ୍ ଦେକ୍ବାଇ । କାଇକେ ବଇଲେ ତମେ ଏ ଦୁନିଆ ତିଆର୍ କର୍ବା ଆଗ୍ତୁସେ ମକେ ଆଲାଦ୍ କରିଆଚାସ୍ ।
24 Pai, eu desejo que onde eu estou, estejam comigo também aqueles que me tens dado, para que eles vejam a minha glória, a qual tu me deste; porque tu me amaste antes da fundação do mundo.
25 ଏ ଦରମର୍ ବାବା, ଏ ଦୁନିଆ ତମ୍କେ ନାଜାନେ, ମାତର୍ ମୁଇ ତମ୍କେ ଜାନିଆଚି । ଆରି ତମେସେ ମକେ ପାଟାଇଆଚାସ୍ ବଲି ସିସ୍ମନ୍ ଜାନିଆଚତ୍ ।
25 Ó Pai justo, o mundo não te conheceu; mas eu te conheci, e estes conheceram que tu me enviaste.
26 ମୁଇ ସେମନ୍କେ ତମର୍ ବିସଇ ଜାନାଇ ଆଚି, ଆରି ସବୁ ବେଲେ ଜାନାଇତେରଇବି । ତେବେ ମର୍ଲାଗି ସେମନ୍ ତମର୍ ଆଲାଦ୍ ଏତାଇବାଇ ଆରି ମୁଇ ସେମନର୍ ମନ୍ ବିତ୍ରେ ରଇବି ।
26 E eu lhes tenho declarado o teu nome, e declararei: que o amor com que tu me amastes, possa estar neles, e eu neles.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar João 17, comparar traduções ou montar um estudo — tudo direto pelo WhatsApp.