João 15
ସତିଅର୍ ବାଟ୍ (DSO) vs AAI
1 “ମୁଇ ଅଇଲିନି ସତ୍ ଅଙ୍ଗୁର୍ ମାଲ୍ ଆରି ମର୍ ବାବା ଅଇଲାନି ଚାସି ।
1 “Ayu i ai an anababatun, naatu Tamai i masaw Matuwan.
2 ମର୍ଟାନେ ରଇବା ପିଲ୍କା ମାଲେ ପଲ୍ ନ ଦାର୍ଲେ, ସେ କାଟି ପାକାଇସି । ଆରି ଜନ୍ ମାଲେ ପଲ୍ ଦାର୍ସି ସେ ମାଲ୍ ଅଦିକ୍ ପଲ୍ ଦାର୍ବାକେ ପରିଚଲ୍ କର୍ସି ।
2 Ayu famufamu ro’oro’on men ebiw gewas boro na’afuw nisaroun, naatu ro’oro’on ebiw gewas boro famufamu natobubunei saise ro’o’ro’on moumurihika niw naya.
3 ମର୍ତେଇ ଅନି ପାଇରଇବା ସିକିଆଇ ଅନି ତମେ ପରିଚଲ୍ ଅଇସାରି ଆଚାସ୍ ।
3 Kwa i marasika kwaigewasin sawar, anayabin ayu turamaim ao kwanowar sawar.
4 ତମେ ମର୍ସଙ୍ଗ୍ ମିସିକରି ରୁଆ । ସେନ୍ତି ବଇଲେ ମୁଇ ମିସା ତମର୍ ସଙ୍ଗ୍ ରଇବି । କେନ୍ଦା ଜଦି ବୁନ୍ଦ୍ସଙ୍ଗ୍ ମିସିକରି ନ ରଇଲେ ନିଜେ ପଲ୍ ନ ଦାରେ, ସେନ୍ତି ତମେ ମିସା ମର୍ତେଇ ମିସି ନ ରଇଲେ, ପଲ୍ ଦାରିନାପାରାସ୍ ।”
4 Wanawana’umaim kwanitubonen kwanama, naatu ayu kwa wanawanamaim anitubonen anama. Famen akisin men karam taiyuwin niw ro’on nayai, baise i boro ai naiwan nituw. Ef ta’imon kwa ayu wanawanau kwanitubonen boro ro’oro’o moumurihika kwanaya.
5 “ମୁଇ ଅଇଲିନି ମୁଲ୍ ଅଙ୍ଗୁର୍ ମାଲ୍, ତମେ ଅଇଲାସ୍ନି ପିଲ୍କା ମାଲ୍ । ଜେ ମର୍ତେଇ ରଇସି ଆରି ମୁଇ ଜାର୍ତେଇ ରଇବି ସେ ବେସି ପଲ୍ ଦାର୍ସି, କାଇକେ ବଇଲେ ମକେ ଚାଡିକରି ତମେ କାଇଟା କରି ନାପାରାସ୍ ।
5 “Ayu i ai, naatu kwa i ai famefamen, o yait ayu wanawana’umaim inabituwabon naatu ayu o wanawananamaim anabituwabon, i boro ro’oro’o moumurihika naya; anayabin, o akis men karam boro inasinaf namatar.
6 ଜେ ମର୍ତେଇ ନ ରଏ, ତାକେ ଗଟେକ୍ ଗର୍ଣ୍ଡି କରି ପିଙ୍ଗ୍ଲା ମାଲ୍ପାରା ବାଇରେ ପିଙ୍ଗି ଦେବାଇ ଆରି ସେଟା ସୁକି ଜାଇସି । ଏନ୍ତାରି ମାଲ୍ମନ୍କେ ଟୁଲିଆଇ ଜଇତେଇ ପିଙ୍ଗି ଦେବାଇ ଆରି ସେଟା ପଡି ଜାଇସି ।
6 O yait ta ayu airit men tanibitubonen na’at, i boun ai famefamen hituw batabat kekerer na’atube, nati boro hina’o’on wairaf wan hinaroura’aten hinikubaren hina’arat.
7 ଜଦି ତମେ ମର୍ସଙ୍ଗ୍ ମିସିକରି ରଇସା ଆରି ମର୍ ବାକିଅ ତମର୍ ମନେ ରଇସି, ତମେ ମନ୍କରି କାଇ ବିସଇ ମାଙ୍ଗ୍ସା ବଇଲେ ସେଟା ମିଲାଇସା ।
7 O yait ayu wanawana’umaim inabitubonen naatu ayu au tur o wanawanamaim nabitubonen na’at, o a kok abistan isan kufefefeyan o boro anit.
8 ତମେ ବେସି ପଲ୍ ଦାର୍ଲେ, ମର୍ ବାବା ଡାକ୍ପୁଟା ପାଇସି, ଆରି ଇତିଅନି ତମେ ମର୍ ସତ୍ ସିସ୍ମନ୍ ବଲି ଜାନ୍ବାଇ ।
8 Kwa ro’oro’o moumurihika kwanaya’ay kwa boro taiyuw kwana’inani, kwa i ayu au bai’ufununayah naatu Tamai ana gewasin boro sabuw kwani’obaiyih.
9 ମର୍ ବାବା ଜେନ୍ତି ମକେ ଆଲାଦ୍ କଲା ଆଚେ, ସେନ୍ତି ମୁଇ ମିସା ତମ୍କେ ଆଲାଦ୍ କଲିନି । ମର୍ ଆଲାଦେ ତବିର୍ ଅଇରୁଆ ।
9 Tamai ebiyabuwu na’atube; kwa abiyabuwi. Au yabowamaim kwanitubonen kwanama.
10 ମୁଇ ଜେନ୍ତି ମର୍ ବାବାର୍ ଆଦେସ୍ ମାନିକରି ତବିର୍ ଅଇଆଚି । ସେନ୍ତି ତମେ ମର୍ ଆଦେସ୍ ମାନ୍ସା ବଇଲେ ମର୍ ଆଲାଦେ ତବିର୍ ଅଇକରି ରଇସା ।”
10 Kwa ayu ou’obaiyunen tur kwanabobosiyasiyar na’at, boro ayu au yabowamaim kwanitubonen kwanama, boun ayu Tamai ana’obaiyunen tur abosiyasiyar naatu i ana yabowamaim aitubonen ama’am na’atube.
11 “ଜେନ୍ତିକି ମର୍ ସାର୍ଦା ତମର୍ ଟାନେ ରଇକରି, ସେ ସାର୍ଦା ପୁରାପୁରୁନ୍ ଅଇବାକେ ତମ୍କେ ଏ ସବୁ କାତା କଇଲିଆଚି ।
11 “Ayu a tur aowen kwanowar sawar saise au yasisir kwa wanawanamaim nama, naatu kwa mar etei yasisiramaim kwanama.
12 ମୁଇ ତମ୍କେ ଜେନ୍ତି ଆଲାଦ୍ କଲିଆଚି, ସମାନ୍ ସେନ୍ତି ତମେ ମିସା ନିଜର୍ ନିଜର୍ ବିତ୍ରେ ଆଲାଦ୍ ଅଇକରି ରୁଆ । ଏଟାସେ ମର୍ ଆଦେସ୍ ।
12 Ayu au obaiyunen tur i iti. Turanah bairi kwaniyabowbonen, ayu kwa abiyabuwi na’atube.
13 ନିଜର୍ ମଇତର୍ମନର୍ ଲାଗି ଜିବନ୍ ଦେବାଟା ଅଇଲାନି ସବୁର୍ଟାନେଅନି ବଡ୍ ଆଲାଦ୍ ।
13 Yait ta ana ofonah isah namomorob na’at, nati ebi’obaiy i ana yabow ra’at kwanekwan.
14 ମୁଇ ତମ୍କେ ଜନ୍ ଆଦେସ୍ ଦେଇଆଚି, ସେଟା ମାନ୍ସା ବଇଲେ ତମେ ମର୍ ମଇତର୍ମନ୍ ।
14 Ayu obaiyunen tur abistan sinaf isan ou’uwi, i kwanasisinaf na’at, kwa i ayu au ofonah.
15 ଏବେ ମୁଇ ତମ୍କେ ଗତିଦାଙ୍ଗ୍ଡାମନ୍ ବଲି ନ ଡାକି, କାଇକେ ବଇଲେ, ଗତିଦାଙ୍ଗ୍ଡା ତାର୍ ସାଉକାର୍ କାଇଟା କର୍ସି ସେଟା ନାଜାନେ । ମାତର୍ ମୁଇ ତମ୍କେ ମଇତର୍ ବଲି ଡାକ୍ବି, କାଇକେ ବଇଲେ ମୁଇ ବାବାର୍ତେଇ ଅନି ଜନ୍ ଜନ୍ ବିସଇ ସୁନି ଆଚି, ସେଟା ତମ୍କେ କଇଦେଲିଆଚି ।
15 Ayu boro men kafa’imo kwa isa akir anarouw ana’af, anayabin akir orot i men so’ob ana orot ukwarin abistan esisinaf. Nati efanin ayu kwa isa au ofonah arouw ao’o, anayabin ayu Tamai biyanane tur abistanawat anonowar etei’imak a tur aowen kwanowar sawar.
16 ତମେ ମକେ ବାଚାସ୍ ନାଇ, ମାତର୍ ମୁଇ ତମ୍କେ ବାଚ୍ଲି ଆଚି । ଆରି ଜାଇକରି ଅଦିକ୍ ଅଦିକ୍ ପଲ୍ ଦାର୍ବାକେ ତମ୍କେ ଦାଇତ୍ ଦେଲି । ତମର୍ ପଲ୍ ସବୁ ଦିନର୍ ପାଇ ରଇସି । ତେବେ ତମେ ମର୍ ନାଉଁ ଦାରି ବାବାକେ କାଇଟା ମାଙ୍ଗ୍ଲେ ମିସା ସେ ତମ୍କେ ଦେଇସି ।
16 Kwa men ayu kwarubinu, ayu kwa arubini naatu atarbaiyuni kwanatit kwanan kwaniw ro’oro moumurihika kwanaya–nati ro’o’ro’on boro men hinamun. Naatu abistan isan ayu wabu’umaim kwafefefeyan Tamai boro nit.
17 ତମର୍ ତମର୍ ବିତ୍ରେ ଆଲାଦ୍ କରା । ଏଟା ଅଇଲାନି ମର୍ ଆଦେସ୍ ।”
17 Iti i ayu ou’obaiyunen tur. Turanah bairi kwaniyabowbonen.
18 “ଜାନିରୁଆ, ତମ୍କେ ଜଦି ଏ ଦୁନିଆ ଗିନ୍ କର୍ସି, ତେବେ ତମ୍କେ ଗିନ୍ କର୍ବା ଆଗ୍ତୁସେ ମକେ ଗିନ୍ କଲାଆଚେ ।
18 “Kwa sabuw hinabifutuwi na’at, kwa kwanaso’ob nati ayu wan ifutuwu’ubo kwa uf ifutuw.
19 ତମେ ଜଦି ଏ ଦୁନିଆର୍ ଲକ୍ମନ୍ ଅଇରଇତାସ୍ ଆଲେ ଏ ଦୁନିଆ ତମ୍କେ ନିଜର୍ ବାବି ଆଲାଦ୍ କର୍ତା, ମାତର୍ ମୁଇ ତମ୍କେ ବାଚି ଦୁନିଆଇଅନି ବେଗ୍ଲାଇ ଦେଇଆଚି । ସେଟାର୍ ପାଇ ଏ ଦୁନିଆ ତମ୍କେ ଗିନ୍କର୍ସି ।
19 Kwa tafaram nowan kwanama’am na’at, tafaram boro niyabuwi nowan na’atube kwanamatar kwanama, kwa i men iti tafaram nowan, baise kwa tafaramane arubini abotaiti kwatit. Nati isan tafaram kwa ebifutuwi.
20 ମୁଇ ଜନ୍ଟା କଇରଇଲି ଏତାଇଦେକା, ଗତିଦାଙ୍ଗ୍ଡା ତାର୍ ସାଉକାର୍ତେଇଅନି ବଡ୍ ନଏଁ ବଲି ମୁଇ ତମ୍କେ କଇରଇଲି । ସେମନ୍ ମକେ ସାଦି ଆଚତ୍ ଆରି ତମ୍କେ ମିସା ସାଦ୍ବାଇ । ଜଦି ସେମନ୍ ମର୍ ସିକିଆ ମାନିଆଚତ୍ ବଇଲେ ତମର୍ କାତା ମିସା ମାନ୍ବାଇ ।
20 Iti tur kwa isa ao’o i a notamaim nama. ‘Orot ana bowayan i men ra’at ana orot ukwarin natabirimih.’ Kwa hinarabi hinabi’a’afiyi na’at, ayu auman hirabu tibi’afiyu. Ayu au bai’obaiyen hinabobosiyasiyar na’at, kwa auman boro hinabosiyasiyari.
21 ମାତର୍ ତମେ ମର୍ ଲକ୍ ଅଇରଇବାର୍ ଲାଗି ସେମନ୍ ତମ୍କେ ଏନ୍ତାରି କର୍ବାଇ । କାଇକେ ବଇଲେ ମକେ ଜେ ପାଟାଇଲା ଆଚେ, ସେଟା ସେମନ୍ ନାଜାନତ୍ ।
21 Ayu wabu isan, kwa isa boro iti na’atube hinamatar. anayabin i men hiso’ob yait ayu iyunu ana.
22 ଜଦି ମୁଇ ଆସି ଏ ସବୁ ବିସଇ ସେମନ୍କେ ବୁଜାଇ ନ ରଇତି ବଇଲେ, ସେମନ୍ ଦସି ନ ଅଇତାଇ, ମାତର୍ ଏ ପାପର୍ ଚଲାଚଲ୍ତି ପାଇ କାଇ ଚାଲାକି ଦେକାଇ ନାପାରତ୍ ।
22 Ayu men atan biyah atatit naatu tur gewasin men atao hitanonowar na’at, kakafin isan boro men ubar hitabaimih; baise boun boro men hai kakafin isan hinifufuwenamih.
23 ଜେ ମକେ ଗିନ୍ କର୍ସି, ସେ ମର୍ ବାବା ପର୍ମେସର୍କେ ମିସା ଗିନ୍ କର୍ସି ।
23 Yait ayu ebifutuwu Tamai auman i ebifutuw.
24 ଜଦି ମୁଇ ତାକର୍ ବିତ୍ରେ କାବା ଅଇଜିବା କାମ୍ ନ କରି ରଇଲେ, ସେମନ୍ ପାପି ବଲି ଦସି ନ ଅଇତାଇ । ମାତର୍ ସେମନ୍ ମୁଇ କଲା କାବାଅଇଜିବା କାମ୍ମନ୍ ଦେକ୍ଲାଇ ଆଚତ୍ । ଏନ୍ତି ବଇଲେ ମିସା ସେମନ୍ ମକେ ଆରି ମର୍ ବାବା ପର୍ମେସର୍କେ ଗିନ୍ କଲାଇ ଆଚତ୍ ।
24 Ayu wanawanahimaim asisinaf men yait ta sisinaf na’atube asinafumih, imih i boro men kakafin hitasinaf. Baise boun ina’inan hi’itah, naatu ayu Tamai airi’ika hikwahiri.
25 ମାତର୍ ଏସବୁ ଗଟ୍ବାର୍ ରଇଲା । କାଇକେବଇଲେ ସେଟାର୍ ଲାଗି ସେମନର୍ ସାସ୍ତରେ ଜାଇଟା ଲେକାଅଇଲା ଆଚେ, ସେଟା ସିଦ୍ ଅଇଲା । କାଇ ଦସ୍ ନ ରଇତେ ସେମନ୍ ମକେ ଗିନ୍ କଲାଇ ।
25 Baise iti mamatar, i abistanawat hai ofafaramaim hi’o hikikirum i na iturobe, Anayabin en ayu hifutuwu.
26 ସତଇସେ ସାଇଜକାରିଆ ଆତ୍ମା ଆଇସି । ସେ ବାବାର୍ତେଇ ଅନି ଆସି, ପର୍ମେସରର୍ ସବୁ ବିସଇର୍ ସତ୍ ଦେକାଇଦେଇସି । ମୁଇ ତାକେ ବାବାର୍ତେଇଅନି, ତମର୍ ଲଗେ ପାଟାଇବି । ଆରି ସେ ମର୍ ବିସଇ ତମ୍କେ କଇସି ।
26 “Ayu boro Baibaisayan aniyafar nan, nati i turobe ana Anun Kakafiyin, i boro Tamai biyanane niyafar nan kwa biya natit, naatu ayu isou boro nao rerereb.
27 ଆରି ତମେ ମିସା ମର୍ ବିସଇସେ କଇସା, କାଇକେବଇଲେ ଆରାମେଅନି ତମେ ମର୍ ସଙ୍ଗ୍ ଆଚାସ୍ ।”
27 naatu kwa auman boro ayu isou kwana’orerereb, anayabin no aneika kwa ayu bairit tama.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar João 15, comparar traduções ou montar um estudo — tudo direto pelo WhatsApp.