João 12
ସତିଅର୍ ବାଟ୍ (DSO) vs VC
1 ଏତ୍କି ବିତ୍ରେ ଜିସୁ ନିସ୍ତାର୍ ପରବ୍ ଅଇବାକେ ଚ ଦିନର୍ ଆଗ୍ତୁ ବେତ୍ନିଆ ଗାଲା । ତେଇ ଲାଜାରର୍ ଗର୍ । ଜିସୁ ଏ ଲାଜାର୍କେସେ ମଲାଟାନେଅନି ଉଟାଇରଇଲା ।
1 Seis dias antes da Páscoa, foi Jesus a Betânia, onde vivia Lázaro, que ele ressuscitara.
2 ସେ ରାତି ତେଇ ଜିସୁର୍ପାଇ ଗଟେକ୍ ବଜି ଟିକ୍ କଲାଇ । ଆରି ମାର୍ତା ସେମନ୍କେ କୁଆପୁଚା କରାଇତେରଇଲା । ଲାଜାର୍ ଜିସୁର୍ ସଙ୍ଗ୍ ବଜିତେଇ ବସି ରଇଲା ।
2 Deram ali uma ceia em sua honra. Marta servia e Lázaro era um dos convivas.
3 ସେଡ୍କିବେଲେ ମରିୟମ୍ ଜଟାମାଉଁସ୍ ନାଉଁର୍ ବେସି ଦାମେ ତିଆର୍ ଅଇଲା ଅଦ୍ ଲିଟର୍ ବାସ୍ନା ଚିକନ୍ ଆନି ଜିସୁର୍ ପାଦେ ରକଇ ନିଜର୍ ଚେଣ୍ଡିସଙ୍ଗ୍ ପୁଚିଦେଲା । ଆରି ସେ ଚିକନର୍ ସୁନ୍ଦର୍ ବାସ୍ନା ଗୁଲାଇ ଗର୍ ଗମ୍କିଗାଲା ।
3 Tomando Maria uma libra de bálsamo de nardo puro, de grande preço, ungiu os pés de Jesus e enxugou-os com seus cabelos. A casa encheu-se do perfume do bálsamo.
4 ଜିସୁର୍ ସିସ୍ମନର୍ ବିତ୍ରେ ଅନି ଇସ୍କାରିୟତ୍ ଜିଉଦା ନାଉଁର୍ ସିସ୍, ଜେ କି ଜିସୁକେ ସତ୍ରୁମନ୍କେ ସର୍ପିଦେବାକେ ଜାଇତେ ରଇଲା, ସେ କଇଲା,
4 Mas Judas Iscariotes, um dos seus discípulos, aquele que o havia de trair, disse:
5 “ଏ ବାସ୍ନା ଚିକନ୍ ତିନ୍ ସଅ ରୁପା ଟାଙ୍ଗାକେ ବିକିକରି ସେ ଡାବୁ ଗରିବ୍ ଲକ୍ମନ୍କେ ଦେଲେ ନଇତା କି ?”
5 Por que não se vendeu este bálsamo por trezentos denários e não se deu aos pobres?
6 ଇସ୍କାରିୟତ୍ ଜିଉଦା ଗରିବ୍ ଲକ୍ମନର୍ପାଇ ଚିନ୍ତା କର୍ତେରଇଲାଜେ ଏନ୍ତି କଇଲା ବଲି ନାଇ, ମାତର୍ ସେ ଗଟେକ୍ ଚର୍ । ତାର୍ ଦାଇତେ ରଇଲା ଟାଙ୍ଗାମୁନା ଟାନେଅନି ସେ ନିଜର୍ ପାଇ କେତେକ୍ କେତେକ୍ ଲୁଚାଇ ନେଇତେରଇଲା । ଚିକନ୍ କଣ୍ଡି|alt="Alabaster jars" src="hk00142c.tif" size="col" copy="Horace Knowles ©" ref="୧୨:୩"
6 Dizia isso não porque ele se interessasse pelos pobres, mas porque era ladrão e, tendo a bolsa, furtava o que nela lançavam.
7 ମାତର୍ ଜିସୁ କଇଲା, “ତାକେ କାଇଟା ବଲି କୁଆ ନାଇ, ତାର୍ଟାନେ ଜେତ୍କି ଆଚେ, ସେଟା ଜେନ୍ତିକି ମର୍ ସମାଦି ଦିନର୍ପାଇ ସଙ୍ଗଇଆଚେ ।
7 Jesus disse: Deixai-a; ela guardou este perfume para o dia da minha sepultura.
8 ଗରିବ୍ ଲକ୍ମନ୍ ତା ସବୁବେଲେ ତମର୍ ସଙ୍ଗ୍ ରଇଲାଇନି, ମାତର୍ ମୁଇ ସବୁବେଲେ ନ ରଇ ।”
8 Pois sempre tereis convosco os pobres, mas a mim nem sempre me tereis.
9 ଏତ୍କିବିତ୍ରେ ଜିସୁ ବେତ୍ନିଆଇ ଆଚେ ବଲି ଜାନିକରି ବେସି ଜିଉଦି ଲକ୍ମନ୍ ଆଇଲାଇ । ଅବ୍କା ଜିସୁକେ ସେ ଦେକ୍ବାକେ ନାଇ, ମାତର୍ ଜନ୍ ଲାଜାର୍କେ ଜିସୁ ମଲାଟାନେଅନି ଉଟାଇରଇଲା ତାକେ ମିସା ଦେକ୍ବାର୍ ଆସିରଇଲାଇ ।
9 Uma grande multidão de judeus veio a saber que Jesus lá estava; e chegou, não somente por causa de Jesus, mas ainda para ver Lázaro, que ele ressuscitara.
10 ମାତର୍ ମୁକିଅ ପୁଜାରିମନ୍ ଲାଜାର୍କେ ମିସା ମରାଇବାକେ ଜଜ୍ନା କଲାଇ ।
10 Mas os príncipes dos sacerdotes resolveram tirar a vida também a Lázaro,
11 କାଇକେବଇଲେ ତାର୍ଲାଗି ବଲି କେତେକ୍ କେତେକ୍ ଜିଉଦି ଲକ୍ମନ୍ ନେତାମନ୍କେ ଚାଡି ଜିସୁକେ ବିସ୍ବାସ୍ କର୍ତେରଇଲାଇ ।
11 porque muitos judeus, por causa dele, se afastavam e acreditavam em Jesus.
12 ତାର୍ ଆର୍କର୍ ଦିନେ ରକିଆପାଇବା ପରବେ ଆସିରଇବା ବେସି ଲକ୍ମନ୍ ଜିସୁ ଜିରୁସାଲାମ୍ ଆଇଲାନି ବଲି ସୁନ୍ଲାଇ ।
12 No dia seguinte, uma grande multidão que tinha vindo à festa em Jerusalém ouviu dizer que Jesus se ia aproximando.
13 ସେଟାର୍ ପାଇ ସେମନ୍ କଜ୍ରିଡାଲ୍ ଦାରି ଜିସୁକେ ବେଟ୍ଅଇବାର୍ ଗାଲାଇ, ଆରି ଆଉଲିଅଇକରି କଇଲାଇ, “ଅସାନା, ଜେ ମାପ୍ରୁର୍ ନାଉଁଦାରି ଆଇଲାନି ତାର୍ ମଙ୍ଗଲ୍ ଅ, ପର୍ମେସର୍ ତାକେ ଆସିର୍ବାଦ୍ କର । ସେ ଇସ୍ରାଏଲର୍ ରାଜା ଡାକ୍ପୁଟା ପାଅ ।”
13 Saíram-lhe ao encontro com ramos de palmas, exclamando: Hosana! Bendito o que vem em nome do Senhor, o rei de Israel!
14 ଆରି ଜିସୁ ଗଟେକ୍ ଗଦ ପିଲାର୍ ଉପ୍ରେ ବସି ଆଇତେ ରଇଲା । ଜେନ୍ତିକି ସାସ୍ତରେ ଲେକାଅଇଲା ଏ ବବିସତ୍ କାତା ସିଦ୍ ଅଇଲା ।
14 Tendo Jesus encontrado um jumentinho, montou nele, segundo o que está escrito:
15 “ଏ ସିୟନ୍ ନଅରର୍ ଲକ୍ମନ୍, ତମେ ଡରାନାଇ
15 Não temas, filha de Sião, eis que vem o teu rei montado num filho de jumenta {Zc 9,9}.
16 ପର୍ତୁମ୍ ପର୍ତୁମ୍ ଜିସୁର୍ ସିସ୍ମନ୍ ଏ ବିସଇ ବୁଜି ନ ରଇଲାଇ । ମାତର୍ ଜିସୁ ଜେଡେବେଲା ମଲାଟାନେଅନି ଉଟ୍ଲା ପଚେ ଏ ସବୁଜାକ ଲେକା ଏତାଇଲାଇଜେ, ସାସ୍ତରେ ତାର୍ ବିସଇସେ ଲେକା ଅଇରଇଲା । ଆରି ସେମନ୍ ତାର୍ ପାଇ ସବୁ କାମ୍ କରିରଇଲାଇ ।
16 Os seus discípulos a princípio não compreendiam essas coisas, mas, quando Jesus foi glorificado, então se lembraram de que isto estava escrito a seu respeito e de que assim lho fizeram.
17 ଜିସୁ ଲାଜାର୍କେ ମଲାଟାନେଅନି ଉଟାଇକରି ସମାଦିଅନି ବାରଇବାକେ କଇଲାବେଲେ ଜନ୍ ଲକ୍ମନ୍ ଜିସୁର୍ ସଙ୍ଗ୍ ରଇଲାଇ, ସେମନ୍ ସେ ଗଟ୍ନା ବିସଇର୍ ସାକି ଦେବାର୍ ଦାର୍ଲାଇ ।
17 A multidão, pois, que se achava com ele, quando chamara Lázaro do sepulcro e o ressuscitara, aclamava-o.
18 ସେଟାର୍ପାଇ ଲକ୍ମନ୍ ତାକେ ବେଟ୍ଅଇବାକେ ଜାଇରଇଲାଇ । କାଇକେବଇଲେ ସେ ଆକା ଏ କାବା ଅଇବା କାମ୍ମନ୍ କଲାନି ବଲି ସେମନ୍ ସୁନିରଇଲାଇ ।
18 Por isso o povo lhe saía ao encontro, porque tinha ouvido que Jesus fizera aquele milagre.
19 ତେଇ ପାରୁସିମନ୍ ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଦେକ୍ଲାସ୍ନି କାଇକି, ଆମେ ଚେସ୍ଟା କଲାଟା ଗଟେକ୍ ମିସା ଅଏନାଇ, ଦେକାନି ଗୁଲାଇ ଦୁନିଆଜାକ ତାର୍ ପଚେ ଗାଲାନି ।”
19 Mas os fariseus disseram entre si: Vede! Nada adiantamos! Reparai que todo mundo corre após ele!
20 ନିସ୍ତାର୍ ପରବ୍ କର୍ବାକେ ଆସିରଇବା ଲକ୍ମନର୍ ବିତ୍ରେ ଗିରିକ୍ ଲକ୍ମନ୍ ମିସା କେତେଲକ୍ ରଇଲାଇ ।
20 Havia alguns gregos entre os que subiram para adorar durante a festa.
21 ସେମନ୍ ପିଲିପର୍ ଲଗେ ଆସି ତାକେ କଇଲାଇ, “ଏ ଆଗିଆଁ ଆମେ ଜିସୁକେ ଦେକ୍ବାକେ ମନ୍ କଲୁନି ।” ପିଲିପ୍ ବେତ୍ସାଇଦାର୍ ଲକ୍ ରଇଲା ।
21 Estes se aproximaram de Filipe {aquele de Betsaida da Galiléia} e rogaram-lhe: Senhor, quiséramos ver Jesus.
22 ପିଲିପ୍ ଜାଇ ଆନ୍ଦ୍ରିୟକେ ଏ କବର୍ ଜାନାଇଲାକେ ସେମନ୍ ଜାଇ ଜିସୁକେ କଇଲାଇ ।
22 Filipe foi e falou com André. Então André e Filipe o disseram ao Senhor.
23 ଜିସୁ ସେମନ୍କେ କଇଲା, “ପର୍ମେସର୍ତେଇ ଅନି ଆଇଲା ନର୍ପିଲା ମୁଇ ଡାକ୍ପୁଟା ପାଇବା ବେଲା ଆସି କେଟି ଆଚେ ।
23 Respondeu-lhes Jesus: É chegada a hora para o Filho do Homem ser glorificado.
24 ମୁଇ ତମ୍କେ ସତ୍କାତା କଇଲିନି ଜଦି ଗଅମ୍ ମୁଞ୍ଜି ବୁଏଁ ଅଦ୍ରି ନ ମର୍ବା ଜାକ ସେନ୍ତିସେ ରଇସି । ସେଟା ମଲେ ସେ ବେସି ମୁଞ୍ଜି ଦାର୍ସି ।
24 Em verdade, em verdade vos digo: se o grão de trigo, caído na terra, não morrer, fica só; se morrer, produz muito fruto.
25 ଜେ ନିଜର୍ ଜିବନ୍କେ ବେସି ଆଲାଦ୍ କର୍ସି, ସେ ସେଟା ଆରାଇସି । ଜେ ନିଜର୍ ଜିବନ୍ ଗିନ୍ କର୍ତେରଇସି, କାଲ୍ କାଲ୍ ଜୁଗ୍ ଜୁଗ୍ ଜାକ ତାର୍ ଜିବନ୍ ରକିଆ କର୍ସି ।
25 Quem ama a sua vida, perdê-la-á; mas quem odeia a sua vida neste mundo, conservá-la-á para a vida eterna.
26 ଜନ୍ ଲକ୍ ମର୍ ସେବା କର୍ବାକେ ମନ୍ କଲାନି, ସେ ମର୍ ସଙ୍ଗ୍ ଆସ । ମୁଇ ଜନ୍ ଜାଗାଇ ରଇବି, ମର୍ ସେବା କାମ୍ କର୍ବା ଲକ୍ମନ୍ମିସା ସେ ଜାଗାଇ ରଇବାଇ । ଆରି ସେ ମର୍ ଆରି ମର୍ ବାବା ପର୍ମେସରର୍ ସନ୍ମାନ୍ ପାଇସି ।”
26 Se alguém me quer servir, siga-me; e, onde eu estiver, estará ali também o meu servo. Se alguém me serve, meu Pai o honrará.
27 ଏବେ ମର୍ ଜିବନ୍ ବେସି ବାୟାବିକଲ୍ ଅଇଗାଲାନି । କାଇଟା କଇବି ? ଏ ବାବା ମକେ ଏ ଦୁକର୍ ବେଲାଇଅନି ରକିଆ କର୍ ବଲି ଗୁଆରି କର୍ବି କି ? ନାଇ ସେନ୍ତି ନ କଇ । ଦୁକ୍ କସ୍ଟ ମୁରଚ୍ବାକେ ସେ ମୁଇ ଆଇଲିଆଚି ।
27 Presentemente, a minha alma está perturbada. Mas que direi?... Pai, salva-me desta hora... Mas é exatamente para isso que vim a esta hora.
28 ଏ ବାବା ତର୍ ନାଉଁ ଡାକ୍ପୁଟା କର । ସେ ବେଲା ସର୍ଗେଅନି ଏ କାତା କଇବା ସବଦ୍ ଆଇଲା, “ମର୍ ନାଉଁ ଡାକ୍ପୁଟା କଲିଆଚି, ଆରି ତରେକ୍ ଡାକ୍ପୁଟା କର୍ବି ।”
28 Pai, glorifica o teu nome! Nisto veio do céu uma voz: Já o glorifiquei e tornarei a glorificá-lo.
29 ତେଇ ଟିଆଅଇ ରଇଲା ଲକ୍ମନ୍ ଏ ସବଦ୍ ସୁନି କରି “ଏଟା ବାଦଲ୍ ଗୁଡ୍ଗୁଡ୍ଲା” ବଲି କଇଲାଇ । ମାତର୍ ଅଦେକ୍ ଲକ୍ମନ୍, “ସର୍ଗେଅନି ଗଟେକ୍ ଦୁତ୍ ତାର୍ ସଙ୍ଗ୍ କାତା ଅଇଲାନି” ବଲି କଇଲାଇ ।
29 Ora, a multidão que ali estava, ao ouvir isso, dizia ter havido um trovão. Outros replicavam: Um anjo falou-lhe.
30 ଜିସୁ ସେ ଲକ୍ମନ୍କେ କଇଲା, “ଏ ସବଦ୍ ମର୍ ପାଇ ଅଏନାଇ, ମାତର୍ ତମର୍ ପାଇସେ ଅଇଲା ।
30 Jesus disse: Essa voz não veio por mim, mas sim por vossa causa.
31 ଏବେ ଏ ଦୁନିଆର୍ ବିଚାର୍ କର୍ବା ଦିନ୍ କେଟ୍ଲା ଆଚେ, ଏ ଦୁନିଆର୍ ସାସନ୍ କରୁକେ ମୁଇ ବାଇରେ ପିଙ୍ଗିଦେବି ।
31 Agora é o juízo deste mundo; agora será lançado fora o príncipe deste mundo.
32 ଆରି ମକେ କୁର୍ସେ ଟେକ୍ଲେ, ସବୁ ଲକ୍ମନ୍କେ ମର୍ବାଟେ ଜିକ୍ବି ” ବଲି କଇଲା ।
32 E quando eu for levantado da terra, atrairei todos os homens a mim.
33 ସେ କେନ୍ତିଅଇ ମର୍ବାକେ ଗାଲାନି, ସେଟା ଜାନାଇବାକେ ଏନ୍ତି କଇରଇଲା ।
33 Dizia, porém, isto, significando de que morte havia de morrer.
34 ସେବେଲା ସବୁ ଲକ୍ମନ୍ ତାକେ କଇଲାଇ, “ମସିଅ ସବୁ ଦିନର୍ ପାଇ ବଁଚି ରଇସି ବଲି ଆମର୍ ସାସ୍ତରେ ଲେକା ଆଚେ । ତୁଇ କେନ୍ତି ପର୍ମେସରର୍ ପିଲାକେ କୁର୍ସେ ଟେକ୍ବାଇ ବଲି କଇଲୁସ୍ନି ? ଏନ୍ତିବଇଲେ ପର୍ମେସରର୍ ଟାନେଅନି ଆଇଲା ନର୍ପିଲା କେ ତେବେ ?”
34 A multidão respondeu-lhe: Nós temos ouvido da lei que o Cristo permanece para sempre. Como dizes tu: Importa que o Filho do Homem seja levantado? Quem é esse Filho do Homem?
35 ଜିସୁ ସେମନ୍କେ କଇଲା, “ଏବେ ତମର୍ ମୁଆଟେ ଜନ୍ ଉଜଲ୍, ଉଜଲ୍ ଦେଲାନି, ସେଟା ଚନେକର୍ପାଇସେ ରଇସି । ଜନ୍ ଜାଗାଇ ଜିବାର୍ ଆଚେ, ଉଜଲ୍ ରଇତେ ଆକା ଇଣ୍ଡା । ସେନ୍ତାର୍ଆଲେ ତମ୍କେ ଆନ୍ଦାର୍ ନ ଡାବେ । ଆନ୍ଦାରେ ରଇବା ଲକ୍ କେନେ ଗାଲାନି ସେଟା ନାଜାନେ ।
35 Respondeu-lhes Jesus: Ainda por pouco tempo a luz estará em vosso meio. Andai enquanto tendes a luz, para que as trevas não vos surpreendam; e quem caminha nas trevas não sabe para onde vai.
36 ସେଟାର୍ ପାଇ ତମର୍ ଲଗେ ଉଜଲ୍ ରଇତେସେ ଉଜଲ୍ ପାରା ରଇବା ମର୍କାତା ବିସ୍ବାସ୍ କରା । ତେବେ ତମେ ଉଜଲର୍ ଲକ୍ ଅଇସା ” ବଲିକରି କଇଲା । ଜିସୁ ଏ କାତା କଇକରି ଉଟିଗାଲା ଆରି ସେମନ୍କେ ନ ଦେକାଇଅଇକରି ରଇଲା ।
36 Enquanto tendes a luz, crede na luz, e assim vos tornareis filhos da luz. Jesus disse essas coisas, retirou-se e ocultou-se longe deles.
37 ଜିସୁ ସେମନର୍ ଦେକ୍ତେ କେତେକ୍ କେତେକ୍ କାବା ଅଇଜିବା କାମ୍ମନ୍ କରିରଇଲେ ମିସା, ସେମନ୍ ତାକେ ବିସ୍ବାସ୍ କରତ୍ନାଇ ।
37 Embora tivesse feito tantos milagres na presença deles, não acreditavam nele.
38 ଜେନ୍ତାରି ଜିସାୟ ବବିସତ୍ବକ୍ତା କଇଲା କାତା ସତ୍ ଅଇଲା । ସେ ଏନ୍ତି କଇରଇଲା,
38 Assim se cumpria o oráculo do profeta Isaías: Senhor, quem creu em nossa pregação? E a quem foi revelado o braço do Senhor {Is 53,1}?
39 ସେଟାର୍ପାଇ ସେମନ୍ ବିସ୍ବାସ୍ ନ କର୍ତେରଇଲାଇ । ତେବେ ଜିସାୟ ଆରିତରେକ୍ କଇଲାଆଚେ,
39 Aliás, não podiam crer, porque outra vez disse Isaías:
40 ପର୍ମେସର୍ ଜେନ୍ତିକି ତାକର୍ ଦେକ୍ବା ଆଁକି କାଣା କରିଦେଇଆଚେ
40 Ele cegou-lhes os olhos, endureceu-lhes o coração, para que não vejam com os olhos nem entendam com o coração e se convertam e eu os sare {Is 6,10}.
41 ଜିସାୟ ବବିସତ୍ବକ୍ତା ପୁର୍ବେ ଜିସୁ ମାପ୍ରୁର୍ ଏ ସବୁ ମଇମା ଜାନିରଇଲାଜେ ଏନ୍ତି ବଲି କଇରଇଲା ।
41 Assim se exprimiu Isaías, quando teve a visão de sua glória e dele falou.
42 ଏଲେ ମିସା ଜିଉଦି ନେତାମନର୍ ବିତ୍ରେଅନି କେତେ ଲକ୍ ତାକେ ବିସ୍ବାସ୍ କଲାଇ । ମାତର୍ ସେମନ୍ ପାରୁସି ମନର୍ଲାଗି ପାର୍ତନା ଗରେ ଅନି ବାର୍କରାଇଦେବାଇ ବଲି ଡରିକରି କାତାବାର୍ତା ନ ଅଇତେ ରଇଲାଇ ।
42 Não obstante, também muitos dos chefes creram nele, mas por causa dos fariseus não o manifestavam, para não serem expulsos da sinagoga.
43 ସେମନ୍ ପର୍ମେସର୍କେ ମାନାଇବା ଟାନେଅନି ଲକ୍ମନ୍କେ ମାନାଇବାଟା ଅଦିକ୍ ନିକ ବଲି ବାବ୍ତେରଇଲାଇ ।
43 Assim preferiram a glória dos homens àquela que vem de Deus.
44 ଜିସୁ ଆଉଲିଅଇ କଇଲା, “ଜନ୍ ଲକ୍ ମକେ ବିସ୍ବାସ୍ କର୍ସି, ସେ ମକେସେ ବିସ୍ବାସ୍ କରେନାଇ, ମକେ ଜେ ପାଟାଇଲା ଆଚେ, ତାକେ ମିସା ବିସ୍ବାସ୍ କଲାନି ।”
44 Entretanto, Jesus exclamou em voz alta: Aquele que crê em mim, crê não em mim, mas naquele que me enviou;
45 ଜେ ମକେ ଦେକି ଆଚେ, ସେ ମକେ ପାଟାଉକେ ମିସା ଦେକି ଆଚେ ।
45 e aquele que me vê, vê aquele que me enviou.
46 ମୁଇ ଜଗତର୍ ଉଜଲ୍ ଅଇ ଆଇଲିଆଚି । ଜେ ମକେ ବିସ୍ବାସ୍ କର୍ସି, ସେ ଆରି ଆନ୍ଦାରେ ନ ରଏ ।
46 Eu vim como luz ao mundo; assim, todo aquele que crer em mim não ficará nas trevas.
47 ଜେ ମର୍ ବାକିଅ ସୁନି ନ ମାନେ, ମୁଇ ତାର୍ ବିଚାର୍ ନ କରି । କାଇକେବଇଲେ ମୁଇ ଜଗତର୍ ଲକ୍ମନ୍କେ ବିଚାର୍ କର୍ବାର୍ ଆସିନାଇ, ମାତର୍ ସେମନ୍କେ ରକିଆ କର୍ବାର୍ ଆସିଆଚି ।
47 Se alguém ouve as minhas palavras e não as guarda, eu não o condenarei, porque não vim para condenar o mundo, mas para salvá-lo.
48 ଜେ ମକେ ନିଚି କରି ମର୍ ବାକିଅ ନ ମାନେ, ମର୍ ଟଣ୍ଡର୍ ବାକିଅ ତାର୍ ବିଚାର୍ କାରିଆ ଅଇସି । ସାରାସାରି ଦିନେ ସେ ବାକିଅସେ ତାକେ ବିଚାର୍ କର୍ସି ।
48 Quem me despreza e não recebe as minhas palavras, tem quem o julgue; a palavra que anunciei julgá-lo-á no último dia.
49 ମୁଇ ନିଜର୍ ମନେ ଅନି କାଇଟା ମିସା କଇନାଇ, ଏ କାତା ସତ୍ । ମାତର୍ ମୁଇ କଇବାଟା ମକେ ପାଟାଇରଇବା ବାବା ଆଦେସ୍ ଦେଇଆଚେ ।
49 Em verdade, não falei por mim mesmo, mas o Pai, que me enviou, ele mesmo me prescreveu o que devo dizer e o que devo ensinar.
50 ଆରି ମୁଇ ଜାନିଆଚି, ତାର୍ ଆଦେସ୍ ନ ସାର୍ବା ଜିବନ୍ ଦେଇସି । ମର୍ ବାବା ମକେ ଜନ୍ କାତା କଇବାକେ ଆଦେସ୍ ଦେଇଆଚେ, ସେଟାସେ ମୁଇ କଇଲିନି ।
50 E sei que o seu mandamento é vida eterna. Portanto, o que digo, digo-o segundo me falou o Pai.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar João 12, comparar traduções ou montar um estudo — tudo direto pelo WhatsApp.