Hebreus 9
ସତିଅର୍ ବାଟ୍ (DSO) vs NVI
1 ପର୍ମେସରର୍ ପର୍ତୁମ୍ ରାଜିନାମାତେଇ, ତାକେ କେନ୍ତାରି ଉପାସନା କର୍ବାର୍ ଆଚେ ବଲି ନିୟମ୍ ରଇଲା । ତାକେ ଏ ଜଗତେ ଉପାସନା କର୍ବାକେ ଗଟେକ୍ ତୁମ୍ ଉଟାଇରଇଲା ।
1 Ora, a primeira aliança tinha regras para a adoração e também um tabernáculo terreno.
2 ଏ ତୁମ୍ଟାନେ ଦୁଇଟା ଜାଗା ରଇଲା । ପର୍ତୁମ୍ ଜାଗାକେ ସୁକଲ୍ ଜାଗା ବଲି ନାଉଁ ରଇଲା । ସେ ବିତ୍ରେ ବତିସଙ୍ଗଇବା କୁଦ୍ରା ଆରି ପର୍ମେସର୍କେ ସର୍ପିଦେବାକେ ରୁଟି ସଙ୍ଗଇବା ଗଟେକ୍ ଟେବୁଲ୍ ରଇଲା ।
2 Foi levantado um tabernáculo; na parte da frente, chamada Lugar Santo, estavam o candelabro, a mesa e os pães da Presença.
3 ସେ ଜାଗାଇ ପୁର୍ବା ବାଟେ ଗଟେକ୍ ପାର୍ଦା ରଇଲା । ପାର୍ଦାର୍ ପଚ୍ବାଟେ ଜନ୍ ଜାଗା ରଇଲା, ତାକେ ବଡ୍ ସୁକଲ୍ ଜାଗା ବଲି କଇତେ ରଇଲାଇ ।
3 Por trás do segundo véu havia a parte chamada Santo dos Santos,
4 ସେ ବଡ୍ ସୁକଲ୍ ଜାଗାଇ ଗଟେକ୍ ଦୁପ୍ ପଡାଇବା ସୁନାର୍ ବେଦି ଆରି ସୁନାର୍ ନିୟମ୍ ପେଡି ରଇଲା । ଏ ନିୟମ୍ ପେଡି ବିତ୍ରେ, ମାନା ରଇବା ଗଟେକ୍ ସୁନାର୍ ଆଣ୍ଡି ରଇଲା । ତେଇ ପତର୍ କଅଁଲି ରଇବା ଆରଣ୍ ଦାରି ଇଣ୍ଡ୍ବା ଡାଙ୍ଗ୍ ରଇଲା । ଆରି ପରମେସରର୍ ଆଦେସ୍ ଲେକାଅଇରଇଲା ଦୁଇ କଣ୍ଡ୍ ଚାଚଡା ପାକ୍ନା ମିସା ରଇଲା ।
4 onde se encontravam o altar de ouro para o incenso e a arca da aliança, totalmente revestida de ouro. Nessa arca estavam o vaso de ouro contendo o maná, a vara de Arão que floresceu e as tábuas da aliança.
5 ପେଡିର୍ ଡାବ୍ନା ଉପ୍ରେ ପର୍ମେସର୍ ଆଚେ ବଲି ଚିନ୍ ଇସାବେ କେରୁବିନ୍ ବଲି ଡାକ୍ବା ଦୁଇଟା ଡେନା ରଇଲା ଜଁତୁର୍ ମୁର୍ତି ରଇଲା । ତାକର୍ ଉଗାଡିଅଇରଇବା ଡେନା ପେଡିର୍ ଡାବ୍ନା ଉପ୍ରେ ଡାବିଅଇଜାଇରଇଲା । ତାର୍ ଉପ୍ରେ ବନି ଚିଚିଅଇରଇଲା । ଜେନ୍ତାରିକି ଲକ୍ମନର୍ ପାପ୍କେମା ଅଇଜିବାକେ । ମାତର୍ ଏ ଟିକିନିକି ବିସଇ ବୁଜାଇବାକେ ଲଡାନାଇ । ତମୁ ଗର୍ ବିତ୍ରେ ରଇଲାଟା|alt="Interior of tabernacle" src="bk00278c.tif" size="span" copy="Horace Knowles ©" ref="୯:୨"
5 Acima da arca estavam os querubins da Glória, que com sua sombra cobriam a tampa da arca. A respeito dessas coisas não cabe agora falar detalhadamente.
6 ତୁମ୍ ବିତ୍ରେ ଏ ସବୁ ବିସଇ ସାଜାଡିଅଇରଇଲା । ପୁଜାରିମନ୍ ସବୁଦିନ୍ ତାମୁ ଗରର୍ ବାଇରର୍ ଜାଗାଇ ପୁରି, ସେମନର୍ କାମ୍ କର୍ବାଇ ।
6 Estando tudo assim preparado, os sacerdotes entravam regularmente no Lugar Santo do tabernáculo, para exercer o seu ministério.
7 ମାତର୍ ବିତ୍ରର୍ ଜାଗାଇ ବଡ୍ ପୁଜାରିସେ ଜିବାକେ ଅଦିକାର୍ ରଇଲା । ସେ ସିତି ବର୍ସେକ୍କେ ତରେକ୍ ସେ ଜାଇତେରଇଲା । ସେ ନିଜର୍ ପାଇ ଆରି ଲକ୍ମନ୍ ନ ଜାନିକରି କରିରଇବା ପାପ୍ ପାଇ ବନି ନେଇକରି ଜଦି ନ ପୁର୍ଲେ ସେ ଜାଇନାପାର୍ତେ ରଇଲା ।
7 No entanto, somente o sumo sacerdote entrava no Santo dos Santos, apenas uma vez por ano, e nunca sem apresentar o sangue do sacrifício, que ele oferecia por si mesmo e pelos pecados que o povo havia cometido por ignorância.
8 ଏ ସବୁ ବିସଇର୍ଲାଗି ସୁକଲ୍ ଆତ୍ମା ଜାନାଇଲାନି ଜେ, ପର୍ମେସରର୍ ଅଦିକ୍ ସୁକଲ୍ ଜାଗାଇ ପୁର୍ବାକେ ଲକ୍ମନ୍କେ ଅଦିକାର୍ ନ ରଇଲା । କାଇକେବଇଲେ ସୁକଲ୍ ଜାଗା ଆରି ଅଦିକ୍ ସୁକଲ୍ ଜାଗା ବିସଇନେଇ ରଇବା ଆଗ୍ତୁର୍ ଆଦେସ୍ ସବୁ ଲକ୍ମନ୍ ମାନିଆଇତେ ରଇଲାଇ ।
8 Dessa forma, o Espírito Santo estava mostrando que ainda não havia sido manifestado o caminho para o Santo dos Santos enquanto ainda permanecia o primeiro tabernáculo.
9 ସେ ସବୁ ବିସଇ ଗଟେକ୍ ବାନା ପାରା । ଜନ୍ଟା ସବୁ ଏବର୍ ଦିନେ ସିଦ୍ ଅଇଲା ଆଚେ । କାଇକେବଇଲେ ଜନ୍ ପସୁମନ୍କେ ଉପାସନା ଇସାବେ ଲକ୍ମନ୍ ପର୍ମେସର୍କେ ସର୍ପି ଦେଇତେ ରଇଲାଇ, ସେଟା ସବୁ ଲକ୍ମନର୍ ବିବେକ୍ ଦଇ ନାପାର୍ଲା ।
9 Isso é uma ilustração para os nossos dias, indicando que as ofertas e os sacrifícios oferecidos não podiam dar ao adorador uma consciência perfeitamente limpa.
10 କାଇକେବଇଲେ ସେଟା ସବୁ ଗାଗଡର୍ ଲାଗି ରଇବା ନିୟମ୍ ରଇଲା । ଜେନ୍ତାରି କି, କାଇଟା କାଇଅଇସି, କାଇଟା ପିଇ ଅଇସି ଆରି ସେ ସବୁ ନିକ ସଙ୍ଗ୍ ଦଇବା ବିସଇ, ବାଇରେ ଦେକାଅଇବା ରିତିନିତି ସେ । ପରମେସରର୍ ନୁଆ ନିୟମ୍ ଟିକ୍ ଅଇବାଜାକ, ଏ ସବୁ କର୍ବାଟା ରଇଲା ।
10 Eram apenas prescrições que tratavam de comida e bebida e de várias cerimônias de purificação com água; essas ordenanças exteriores foram impostas até o tempo da nova ordem.
11 ମାତର୍ ଆମେ ଜେତ୍କିଲକ୍ ସବୁର୍ତେଇଅନି ବଡିଆ ବିସଇ ପାଇଆଚୁ, କିରିସ୍ଟ ଆମର୍ ବଡ୍ ପୁଜାରି ଅଇ ଆଇଲା ଆଚେ । ସେ ସେବା କର୍ବା ଜାଗାର୍ ତୁମ୍ ଲଗେ ରଇବା ଅଦିକ୍ ସୁକଲ୍ ଜାଗାଇଅନି ଅଦିକ୍ ମୁଲିଅ ରଇଲାଟା ଆରି ଅଦିକ୍ ସିଦ୍ ଆଚେ । କାଇକେବଇଲେ ସେଟା ଲକ୍ମନ୍ ତିଆର୍ କଲାଟା ନଏଁ, କି ଏ ନସିଜିବା ଜଗତର୍ଟା ମିସା ନଏଁ ।
11 Quando Cristo veio como sumo sacerdote dos benefícios agora presentes, ele adentrou o maior e mais perfeito tabernáculo, não feito pelo homem, isto é, não pertencente a esta criação.
12 କିରିସ୍ଟ ସେ ତାମୁ ବାଟେଜାଇ ଏକାତରେକ୍ ସେ ବଡ୍ ସୁକଲ୍ ଜାଗାଇ ପୁର୍ଲା । ସେ ତେଇ ପୁର୍ବା ବେଲେ ବଲି କର୍ବାକେ ଚେଲି କି ପସୁ ବନି ନେଇ ନ ଜାଇରଇଲା । ମାତର୍ ସେ ନିଜର୍ ବନି ନେଇକରି ଜନ୍ ଜନ୍ଟା କର୍ବାର୍ ରଇଲା, ସେଟା ପୁରାପୁରୁନ୍ କଲା । ଜେନ୍ତାରି କି ଆମ୍କେ ମୁକ୍ଲାଇକରି କାଲ୍ କାଲ୍ ଜୁଗ୍ଜୁଗର୍ ପାଇ ମୁକ୍ତି ଦେଲା ।
12 Não por meio de sangue de bodes e novilhos, mas pelo seu próprio sangue, ele entrou no Santo dos Santos, uma vez por todas, e obteve eterna redenção.
13 ଆଗର୍ କାଲେ ଚେଲି ଆରି ବଲଦ୍ମନର୍ ବନି ଆରି ପଡାଇଲା ବାଚିପିଲାର୍ ଚାର୍ ଚିଚ୍ବାଟା, ଏସବୁ ଅସୁକଲ୍ ଅଇରଇବା ଲକ୍ମନର୍ ଗାଗଡ୍ ଦଇବା କାମ୍କେସେ ଆଇଲା ।
13 Ora, se o sangue de bodes e touros e as cinzas de uma novilha espalhadas sobre os que estão cerimonialmente impuros os santificam de forma que se tornam exteriormente puros,
14 ଏଟା ଜଦି ଲକ୍ମନର୍ ଗାଗଡ୍ ଦଇପାର୍ଲା, ସେନ୍ତାର୍ଆଲେ କିରିସ୍ଟର୍ ବନିସଙ୍ଗ୍ ଆରି କେତେକ୍ ଅଦିକ୍ କରିଅଇସି ? ନ ସାର୍ବା ଆତ୍ମାର୍ପାଇ ସେ ନିଜେ ପରମେସରର୍ ସାଇଜ ନେଇ, କାଇ ପାପ୍ଦସ୍ ନ ଅଇତେ ବିରୁ ଇସାବେ ନିଜ୍କେ ପୁରାପୁରୁନ୍ ସର୍ପି ଦେଲାଆଚେ । ତାର୍ ବନିର୍ଲାଗି ବାନିଆ ରିତିନିତି କାମେଅନି ଜିତି କରି ଆମର୍ ବିବେକ୍ ସୁକଲ୍ ଅଇସି । ଆରି ଆମେ ସତଇସେ ଜିବନ୍ ରଇଲା ପରମେସରର୍ ସେବା କର୍ବା ଅଦିକାର୍ ପାଇଆଚୁ ।
14 quanto mais, então, o sangue de Cristo, que pelo Espírito eterno se ofereceu de forma imaculada a Deus, purificará a nossa consciência de atos que levam à morte, de modo que sirvamos ao Deus vivo!
15 ଏଟାର୍ପାଇ କିରିସ୍ଟସେ ନୁଆ ନିୟମ୍ ସାଦନ୍ କଲାଆଚେ । ଜେନ୍ତାରି କି, ଜେତ୍କି ଲକ୍ମନ୍କେ ପରମେସର୍ ଡାକିଆଚେ, ସେମନ୍ ପରମେସର୍ ସପତ୍ କରି କଇରଇବା ନ ସାର୍ବା ଆସିର୍ବାଦ୍ ପାଇବାଇ । କିରିସ୍ଟ ମଲାର୍ପାଇ ଆଗର୍ ରାଜିନାମାତେଇ କରିରଇବା ସବୁ ପାପେଅନି ସେମନ୍ ମୁକଲ୍ଲାଇ ।
15 Por essa razão, Cristo é o mediador de uma nova aliança para que os que são chamados recebam a promessa da herança eterna, visto que ele morreu como resgate pelas transgressões cometidas sob a primeira aliança.
16 ଗଟେକ୍ ଲକ୍ ଜଦି ତାର୍ ଦନ୍ ସଁପତି ବାଗ୍ ବାଟା କର୍ବା ବିସଇର୍ ଚିଟି କରିରଇସି । ସେଟା ଜାନାଇବାକେ ସେ ଲକର୍ ନାଉଁଦାରି ରାଜିନାମା ପାଆଟା ପତର୍ ରଇବାର୍ ଆଚେ । ସେ ମରିଗାଲାପଚେ ତାର୍ଟା ଜାନାପଡ୍ବାର୍ ଆଚେ ।
16 No caso de um testamento, é necessário que comprove a morte daquele que o fez;
17 କାଇକେ ବଇଲେ ବାଗ୍ବାଟା ଲେକିରଇଲା ଲକ୍ ବଁଚି ରଇଲା ଜାକ, ବାଗ୍ବାଟାର୍ କାଗଜ୍ ପତରର୍ କିଚି ମୁଲିଅ ନାଇ । ସେଟା ତାର୍ ମରିଗାଲା ପଚେ ସେ କାମ୍ ଦେଇସି ।
17 pois um testamento só é validado no caso de morte, uma vez que nunca vigora enquanto está vivo aquele que o fez.
18 ସେନ୍ତାରିସେ, ପର୍ତୁମ୍ ରାଜିନାମା ମିସା ବନି ଜରାଇଲାକେସେ ସେଟାର୍ ମୁଲିଅ ରଇଲା ।
18 Por isso, nem a primeira aliança foi sancionada sem sangue.
19 ମସା ପର୍ତୁମ୍ ନିୟମର୍ ଆଦେସ୍ ଲକ୍ମନର୍ ଲଗେ କଇଲା । ତାର୍ପଚେ ସେ ବଲଦ୍ ଆରି ଚେଲିମନର୍ ବନି ନେଇ ପାନି ସଙ୍ଗ୍ ମିସାଇଲା । ତାର୍ପଚେ ଅଲପ୍ ମେଣ୍ଡାର୍ ବାଲେ ଏସୁବ୍ ନାଉଁର୍ ଗଚର୍ କେନ୍ଦିତେଇ ଗୁଡାଇଲା । ପଚେ ସେଟା ବନିଟାନେ ବୁଡାଇ ନିୟମର୍ ବଇତେଇ ଆରି ଲକ୍ମନର୍ ଉପ୍ରେ ଚିଚ୍ଲା ।
19 Quando Moisés terminou de proclamar todos os mandamentos da Lei a todo o povo, levou sangue de novilhos e de bodes, juntamente com água, lã vermelha e ramos de hissopo, e aspergiu o próprio livro e todo o povo, dizendo:
20 ସେ କଇଲା, ଜନ୍ ନିୟମ୍ ମାନ୍ବାକେ ପରମେସର୍ ତମ୍କେ ଆଦେସ୍ ଦେଲାଆଚେ, ଏ ବନି ସେ ନିୟମ୍କେ ଚିନ୍ ମାରିଆଚେ ।
20 "Este é o sangue da aliança que Deus ordenou que vocês obedeçam".
21 ତାର୍ପଚେ ମସା ସେ ବନିନେଇ ତମୁ, ମନ୍ଦିର୍ ଆରି ପର୍ମେସର୍କେ ପାର୍ତନା କର୍ବାବେଲେ କାମେ ଆଇବା ସବୁ ଜିନିସ୍ ପତର୍ ଉପ୍ରେ ଚିଚ୍ଲା ।
21 Da mesma forma, aspergiu com o sangue o tabernáculo e todos os utensílios das suas cerimônias.
22 କାଇକେବଇଲେ ମସାର୍ ନିୟମ୍ ଇସାବେ ସବୁ ବିସଇ ସୁକଲ୍ କର୍ବାକେ, ବନି ଦର୍କାର୍ । ବନି ନ ଜରାଇଲେ ପାପ୍ କେମା ନ ଅଏ ।
22 De fato, segundo a Lei, quase todas as coisas são purificadas com sangue, e sem derramamento de sangue não há perdão.
23 ତେବର୍ପାଇ ଏ ସବୁ ବିସଇ ଜନ୍ଟା ସର୍ଗେ ରଇବା ବିସଇ ଚୁଚାଇସେ ଆଚେ । ଏଟା ସବୁ ପସୁମନର୍ ବନିସଙ୍ଗ୍ ସୁକଲ୍ କରାଇବାକେ ଦର୍କାର୍ ରଇଲା । ମାତର୍ ସରଗର୍ ବିସଇମନ୍କେ ସୁକଲ୍ କର୍ବାକେ ସର୍ପି ଅଇବାଟା ଅଦିକ୍ ନିକ ଅଇରଇବାର୍ ରଇଲା ।
23 Portanto, era necessário que as cópias das coisas que estão nos céus fossem purificadas com esses sacrifícios, mas as próprias coisas celestiais com sacrifícios superiores.
24 କାଇକେବଇଲେ ଲକ୍ମନର୍ ଆତେ ତିଆର୍ ଅଇଲା ସୁକଲ୍ ଜାଗାଇ କିରିସ୍ଟ ଜାଏନାଇ । ସେଟା ସତ୍ ଜାଗାର୍ ଚାୟାସେ ରଇଲା । ମାତର୍ ସେ ସତ୍ରେ ସର୍ଗେ ଗାଲା । ଆରି ସେ ଏବେ ତେଇ ଆଚେ । ପର୍ମେସରର୍ ମୁଆଟେ ଆମର୍ ପାଇ ଗୁଆରି କଲାନି ।
24 Pois Cristo não entrou em santuário feito por homens, uma simples representação do verdadeiro; ele entrou no próprio céu, para agora se apresentar diante de Deus em nosso favor;
25 ଜିଉଦିମନର୍ ବଡ୍ ପୁଜାରି ଜେନ୍ତିକି ବରସ୍କେ ତରେକ୍ ପସୁର୍ ବନି ନେଇ ବଡ୍ ସୁକଲ୍ ଜାଗାଇ ଜାଇସି, ସେନ୍ତାରି କିରିସ୍ଟ ନିଜ୍କେ ତର୍କେ ତର୍ ସର୍ପିଅଇକରି ତେଇ ଜାଏନାଇ ।
25 não, porém, para se oferecer repetidas vezes à semelhança do sumo sacerdote que entra no Santo dos Santos todos os anos, com sangue alheio.
26 କାଇକେବଇଲେ, ସେ ଜଦି ସେନ୍ତାରି କର୍ତା ଏ ଜଗତ୍ ତିଆର୍ ଅଇଲା ଦିନେଅନି ସେ ବେସି ତର୍ ଦୁକ୍ପାଇବାକେ ଅଇତା । ମାତର୍ ସେ ଏ ସାରାସାରି ଦିନ୍ ମନ୍କେ ତରେକ୍ସେ ଏ ଜଗତେ ଆଇଲା ଆରି ନିଜ୍କେ ସର୍ପିଦେଇକରି ସବୁ ପାପ୍ ଦାରିଗାଲା ।
26 Se assim fosse, Cristo precisaria sofrer muitas vezes, desde o começo do mundo. Mas agora ele apareceu uma vez por todas no fim dos tempos, para aniquilar o pecado mediante o sacrifício de si mesmo.
27 ଆମେ ସବୁ ଲକ୍ ତରେକ୍ ମର୍ବୁ ଆରି ତାର୍ପଚେ ପରମେସରର୍ ମୁଆଟେ ବିଚାର୍ ଦିନେ ଟିଆଅଇବୁ ।
27 Da mesma forma, como o homem está destinado a morrer uma só vez e depois disso enfrentar o juízo,
28 ସେନ୍ତାରିସେ କିରିସ୍ଟ ମିସା ସବୁ ଲକର୍ ପାପ୍ ନିଜେ ନେବାକେ ବଲି ଇସାବେ ତରେକ୍ ସେ ସର୍ପାଇ ଅଇଲା । ସେ ଆରି ତରେକ୍ ଆଇଲାବେଲେ, ଆମର୍ ପାପର୍ପାଇ ସେ ନ ଆସେ । ମାତର୍ ତାକେ ଜାଗି ରଇଲା ଲକ୍ମନ୍କେ ଉଦାର୍ କର୍ବାକେ ଆଇସି ।
28 assim também Cristo foi oferecido em sacrifício uma única vez, para tirar os pecados de muitos; e aparecerá segunda vez, não para tirar o pecado, mas para trazer salvação aos que o aguardam.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Hebreus 9, comparar traduções ou montar um estudo — tudo direto pelo WhatsApp.