Hebreus 7
ସତିଅର୍ ବାଟ୍ (DSO) vs ARIB
1 ଏ ମଲ୍କିସେଦକ୍ ସାଲେମ୍ ରାଇଜର୍ ରାଜା ରଇଲା । ସେ ସବୁର୍ଟାନେଅନି ଉପ୍ରେ ରଇବା ପର୍ମେସରର୍ ପୁଜାରି ରଇଲା । ଚାର୍ଟା ରାଜାମନ୍କେ ଜୁଇଦେ ଆରାଇକରି ବାଉଡ୍ଲାବେଲେ ମଲ୍କିସେଦକ୍ ଅବ୍ରାଆମ୍କେ ବେଟ୍ ଅଇବାର୍ ଗାଲା ଆରି ତାକେ ଆସିର୍ବାଦ୍ କଲା । ସେଡ୍କିବେଲେ ଜୁଇଦେ ଜିତିକରି ତେଇର୍ ଜେତ୍କି କାଇକାଇଟା ନେଇକରି, ନିଜର୍ଟା କରିରଇଲା, ତେଇଅନି ଦସ୍ବାଗେ ଅନି ଗଟେକ୍ବାଗ୍ ଅବ୍ରାଆମ୍ ତାକେ ଦେଲା ।
1 Porque este Melquisedeque, rei de Salém, sacerdote do Deus Altíssimo, que saiu ao encontro de Abraão quando este regressava da matança dos reis, e o abençoou,
2 ମଲ୍କିସେଦକ୍ ନାଉଁର୍ ଅରତ୍ ଅଇଲାନି, ଦରମ୍ସଙ୍ଗ୍ ରଇବା ରାଜା । ଆରି ସାନ୍ତିର୍ ରାଜା ମିସା । କାଇକେବଇଲେ ସାଲେମ୍ ନାଉଁର୍ ଅରତ୍ ଅଇଲାନି ସାନ୍ତି ।
2 a quem também Abraão separou o dízimo de tudo {sendo primeiramente, por interpretação do seu nome, rei de justiça, e depois também rei de Salém, que é rei de paz;
3 ମଲ୍କିସେଦକର୍ ଆୟା ବାବା, ଆନିଦାଦିମନର୍ ବିସଇନେଇ କାଇଟା ଲେକା ଅଏନାଇ । ସେନ୍ତାରିସେ ତାର୍ ଜନମ୍ ମରନ୍ ବିସଇ ମିସା କାଇଟା ନାଇ । ସେଟାର୍ ପାଇ ସେ ପର୍ମେସରର୍ ପଅ ପାରା । ସେ ସବୁଦିନର୍ପାଇ ପୁଜାରି ଅଇରଇସି ।
3 sem pai, sem mãe, sem genealogia, não tendo princípio de dias nem fim de vida, mas feito semelhante ao Filho de Deus}, permanece sacerdote para sempre.
4 ମଲ୍କିସେଦକ୍ କେଡେବଡ୍ ଲକ୍ ରଇଲାବଲି ଆମେ ଏତାଇଦେକୁ । ପର୍ତମେ ଆମେ ଜିଉଦିମନର୍ ଡାକ୍ପୁଟା ପାଇରଇବା ଆନିଦାଦି ଅବ୍ରାଆମ୍ ମିସା ଜୁଇଦ୍କରି ତେଇଅନି ମିଲାଇ ଆନିରଇବା କାଇକାଇଟା ଦସ୍ ବାଗେଅନି ଗଟେକ୍ବାଗ୍ ତାକେ ଦେଇରଇଲା ।
4 Considerai, pois, quão grande era este, a quem até o patriarca Abraão deu o dízimo dentre os melhores despojos.
5 ମସାର୍ ନିୟମ୍ ଇସାବେ ଜିଉଦିମନ୍କେ ଏନ୍ତାରି ଗଟେକ୍ ନିୟମ୍ ଆଚେ । ଲେବି ବଁସର୍ ଜେତ୍କି ନାତି ତିତିମନ୍ ପୁଜାରିଅଇବାଇ । ତାକର୍ ସଙ୍ଗେ ରଇବା ଜିଉଦିମନ୍ କାମାଇ ଆନ୍ବା ଚାସେଅନି ଦସ୍ବାଗେଅନି ଗଟେକ୍ ବାଗ୍ ନେବାଇ । ସେମନ୍ ସବୁ ଅବ୍ରାଆମର୍ ନାତିତିତି ଅଇରଇଲେ ମିସା ଏନ୍ତାରି କର୍ତେରଇଲାଇ ।
5 E os que dentre os filhos de Levi recebem o sacerdócio têm ordem, segundo a lei, de tomar os dízimos do povo, isto é, de seus irmãos, ainda que estes também tenham saído dos lombos de Abraão;
6 ମାତର୍ ମଲ୍କିସେଦକ୍ ଲେବିର୍ ନାତିତିତି ନ ଅଇରଇଲେ ମିସା, ସେ ଅବ୍ରାମର୍ଟାନେଅନି ଦସ୍ବାଗେଅନି ବାଗେକ୍ ନେଇତେରଇଲା । ସେବେଲେ ମଲ୍କିସେଦକ୍ ଅବ୍ରାଆମ୍କେ ଆସିର୍ବାଦ୍ କରି ରଇଲା । ଅବ୍ରାଆମ୍କେସେ ପର୍ମେସରର୍ ସବୁକାତା ଦେଇରଇଲା ।
6 mas aquele cuja genealogia não é contada entre eles, tomou dízimos de Abraão, e abençoou ao que tinha as promessas.
7 ଆମେସବୁ ଜାନିଆଚୁ, ଜନ୍ ଲକ୍କେ ଆସିର୍ବାଦ୍ କର୍ବାକେ ଅଦିକାର୍ ଆଚେ, ସେ ଆସିର୍ବାଦ୍ ପାଇବା ଲକର୍ଟାନେଅନି ବଡ୍ ।
7 Ora, sem contradição alguma, o menor é abençoado pelo maior.
8 ଲେବିର୍ ଜେତ୍କି ନାତିତିତିମନ୍, ଦସ୍ବାଗେ ଅନି ଗଟେକ୍ ବାଗ୍ ନେଇରଇଲାଇ, ସେମନ୍ ସବୁଲକ୍ ଜାକ ଗଟେକ୍ ଦିନ୍ ମର୍ବାଇ । ମାତର୍ ମଲ୍କିସେଦକର୍ ମରନ୍ ବିସଇ ସାସ୍ତରେ କନ୍ତି ମିସା ଲେକା ଅଏନାଇ । ତାର୍ ବାଦୁଲେ ତେଇ ଲେକାଅଇଲା ଆଚେ, ତାର୍ ପୁଜାରି ପଦ୍ ନ ବାଦ୍ଲିକରି ସବୁ ଦିନର୍ପାଇ ରଇସି ।
8 E aqui certamente recebem dízimos homens que morrem; ali, porém, os recebe aquele de quem se testifica que vive.
9 ଲେବିର୍ ଜେତ୍କି ସବୁ ନାତିତିତିମନ୍ ଦସ୍ବାଗେ ଅନି ଗଟେକ୍ ବାଗ୍ ନେଇତେ ରଇଲାଇ, ସେମନ୍ ଅବ୍ରାଆମର୍ ସଙ୍ଗ୍ ମିସିକରି ମଲ୍କିସେଦକ୍କେ ଦସ୍ବାଗେଅନି ଗଟେକ୍ ବାଗ୍ ଦେଲାବଲି ଆମେ କଇଅଇସି ।
9 E, por assim dizer, por meio de Abraão, até Levi, que recebe dízimos, pagou dízimos,
10 କାଇକେବଇଲେ ଜେଡେବଲ୍ ମଲ୍କିସେଦକ୍ ଅବ୍ରାମ୍କେ ବେଟ୍ ଅଇଲା, ସେ ଲେବି ଜନମ୍ ନ ଅଇରଇଲା, ମାତର୍ ସେ ଅବ୍ରାଆମର୍ ଗାଗ୍ଡେ ରଇଲା । କାଇକେବଇଲେ ଅବ୍ରାଆମ୍ ତାର୍ ଆନିଦାଦି ରଇଲା ।
10 porquanto ele estava ainda nos lombos de seu pai quando Melquisedeque saiu ao encontro deste.
11 ଲେବିର୍ ନାତିତିତି ପୁଜାରି ଇସାବେ ବାଚ୍ଲାର୍ପାଇ ପର୍ମେସର୍ ତାର୍ ନିୟମ୍ ଜିଉଦିମନ୍କେ ଦେଇରଇଲା । ମାତର୍ ଲେବି ବଁସର୍ ପୁଜାରିମନ୍ ଜଦି ସିଦ୍ଲକ୍ ଅଇରଇତାଇ ଆଲେ, ଆରି ଗଟେକ୍ ପୁଜାରି ଆଇବାକେ ଦର୍କାର୍ ନ ରଇଲା । ସେନ୍ତାର୍ ଏ ପୁଜାରି ଆରଣ୍ ଜେ କି ଲେବିର୍ ନାତିତିତି ରଇଲା, ତାର୍ ପୁଜାରିପଦ୍ ନ ଦାରି ମଲ୍କିସେଦକର ପୁଜାରି ପଦ୍ ଦାରି ଆଇସି ।
11 De sorte que, se a perfeição fosse pelo sacerdócio levítico {pois sob este o povo recebeu a lei}, que necessidade havia ainda de que outro sacerdote se levantasse, segundo a ordem de Melquisedeque, e que não fosse contado segundo a ordem de Arão?
12 ଜନ୍ ପୁଜାରି ଲକ୍ମନର୍ ବାଦୁଲେ ପର୍ମେସରର୍ ମୁଆଟେ ଟିଆ ଅଇସି, ତାର୍ ପୁଜାରି ପଦ୍ ବାଦ୍ଲାଇଲେ ଜନ୍ ନିୟମ୍ ମାନିଆଇଲାଇନି, ସେଟାମିସା ବାଦଲ୍ବାର୍ ଆଚେ ।
12 Pois, mudando-se o sacerdócio, necessariamente se faz também mudança da lei.
13 ଏ ସବୁ ବିସଇ ବାଦ୍ଲିଗାଲା ଆଚେବଲି ଆମେ ଜାନୁ । କାଇକେବଇଲେ ଆମର୍ ମାପ୍ରୁ ଜିସୁ ଜାର୍ ବିସଇନେଇ ଏ ସବୁ କାତା କଇଲୁନି, ସେ ଲେବି ବଁସର୍ ନାତିତିତି ନ ରଇଲା । ଜିଉଦା ବଁସେଅନି ଏବେଜାକ କେ ପୁଜାରି ବାବେ ସେବା କରତ୍ ନାଇ ।
13 Porque aquele, de quem estas coisas se dizem, pertence a outra tribo, da qual ninguém ainda serviu ao altar,
14 ଜିଉଦା ତାର୍ ଆନିଦାଦି ରଇଲା । ମସା ଦେଇରଇବା କାତାଇ ମିସା ଜିଉଦାର୍ ନାତିତିତିମନ୍ ପୁଜାରି ଅଇବା ବିସଇ କାଇଟା କଏ ନାଇ ।
14 visto ser manifesto que nosso Senhor procedeu de Judá, tribo da qual Moisés nada falou acerca de sacerdotes.
15 ଇତିଅନି ନିମାନ୍ ଜାନାପଡ୍ଲାନି ଜେ, ଆଗର୍ ରକାମ୍ ପୁଜାରି ଆରି ସେମନ୍ ମାନିଆଇତେରଇବା ନିୟମ୍ ଏବେ ବାଦ୍ଲାଇକରି ଗଟେକ୍ ନୁଆ ରକାମ୍ ପୁଜାରି ବାରଇଆଚେ । ସେ ମଲ୍କିସେଦକର୍ ପୁଜାରି ପଦ୍ ଦାରି ଆଇବାଟା ।
15 E ainda muito mais manifesto é isto, se à semelhança de Melquisedeque se levanta outro sacerdote,
16 ଆରି ସେ ମୁନୁସ୍ମନର୍ ନିୟମ୍ ଆରି ରିତିନିତି ଇସାବେ ପୁଜାରି କରେନାଇ, ମାତର୍ କେବେ ନ ସାର୍ବା ଗଟେକ୍ ବପୁର୍ ଜିବନ୍ ଲାଗି କଲାଆଚେ । ମଲ୍କିସେଦକର୍ ପାରା ଗଟେକ୍ ବିନ୍ ପୁଜାରି ବାରଇଲା ।
16 que não foi feito conforme a lei de um mandamento carnal, mas segundo o poder duma vida indissolúvel.
17 କାଇକେବଇଲେ ତାର୍ ବିସଇରେ ସାସ୍ତର୍ କଇଲାନି, “ମଲ୍କିସେଦକର୍ ପୁଜାରି ପଦ୍ପାରା ତୁଇ ପୁଜାରି ଅଇ ଆଚୁସ୍ ।”
17 Porque dele assim se testifica: Tu és sacerdote para sempre, segundo a ordem de Melquisedeque.
18 ପୁର୍ନା ନିୟମ୍ ବାଦ୍ଲାଇଲା । କାଇକେବଇଲେ, ସେଟା ଲକ୍ମନ୍କେ ପର୍ମେସରର୍ ଲଗେ ଆନ୍ବାକେ ବପୁ ନ ରଇଲା ଆରି ବେକାର୍ ରଇଲା ।
18 Pois, com efeito, o mandamento anterior é ab-rogado por causa da sua fraqueza e inutilidade
19 କାଇକେବଇଲେ ମସାର୍ ନିୟମ୍ କାଇଟା ମିସା ପୁରାପୁରୁନ୍ ସିଦ୍କରି ନାପାର୍ଲା । ମାତର୍ ଏବେ ଆମ୍କେ ଗଟେକ୍ ବପୁର୍ ଆସା ମିଲ୍ଲା ଆଚେ । ଜାର୍ଲାଗି ଆମେ ପରମେସରର୍ ଲଗେ ଅଇବାକେ ଆସିପାର୍ଲୁନି ।
19 {pois a lei nenhuma coisa aperfeiçoou}, e desta sorte é introduzida uma melhor esperança, pela qual nos aproximamos de Deus.
20 ଆରି ଆମର୍ ପାଇ ପରମେସରର୍ କାତାଦେଇ ରଇବାଟା ମିସା ଆଚେ । ବିନ୍ ଲକର୍ ନାତିତିତିମନ୍ ପୁଜାରି ପଦେ ରଇଲାବେଲେ ସେ ଏନ୍ତି କାଇମିସା ସପତ୍ କରି ନ ରଇଲା ।
20 E visto como não foi sem prestar juramento {porque, na verdade, aqueles, sem juramento, foram feitos sacerdotes,
21 ମାତର୍ କିରିସ୍ଟ ପୁଜାରି ଅଇବାବେଲେ ପରମେସର୍ ତାକେ ସପତ୍ କରି କଇରଇଲା,
21 mas este com juramento daquele que lhe disse: Jurou o Senhor, e não se arrependerá: Tu és sacerdote para sempre},
22 କାଇକେବଇଲେ ପର୍ମେସର୍ ଜନ୍ ସପତ୍ ତାକେ ଦେଇରଇଲା, ତାର୍ ନୁଆ ରାଜିନାମା ପୁରାପୁରୁନ୍ ଅଇସିଆକା ବଲି ଜିସୁ ଡାଁଟ୍ ସଙ୍ଗ୍ କଇଲାନି ।
22 de tanto melhor pacto Jesus foi feito fiador.
23 ଜିସୁର୍ ପୁଜାରି ପଦ୍ ଆରି ଲେବି ବଁସର୍ କେତେକ୍ କେତେକ୍ ପୁଜାରି ପଦ୍ ଦାରିରଇବା ବେସି ପୁଜାରିମନର୍ ବିତ୍ରେ ଏନ୍ତାରି ବିନ୍ ରଇଲା । ସେମନ୍ ସବୁ ତାକର୍ ପୁଜାରିପଦ୍ କରିଲାଗି ରଅତ୍ ନାଇ । କାଇକେବଇଲେ ସେମନ୍ ସବୁଲକ୍ ମରିଗାଲାଇ ।
23 E, na verdade, aqueles foram feitos sacerdotes em grande número, porque pela morte foram impedidos de permanecer,
24 ମାତର୍ ଜିସୁ କେବେ ନ ମରେ । ଆରି ପୁଜାରି ଇସାବେ ରଇବା ତାର୍ କାମ୍ ଆରି କାକେ ମିସା ଦିଆ ନ ଅଏ ।
24 mas este, porque permanece para sempre, tem o seu sacerdócio perpétuo.
25 ସେଟାର୍ ପାଇ ଜନ୍ ଲକ୍ମନ୍ ତାକେ ବିସ୍ବାସ୍ କରି ଲଗେ ଆଇବାଇ, ସେମନ୍କେ ସବୁବେଲର୍ପାଇ ରକିଆ କରିପାର୍ସି । କାଇକେ ବଇଲେ ସେମନର୍ ପାଇ ପରମେସରର୍ ମୁଆଟେ ଗୁଆରି କର୍ବାକେ ସେ ଜୁଗ୍ ଜୁଗର୍ ପାଇ ଜିବନ୍ ଅଇକରି ଆଚେ ।
25 Portanto, pode também salvar perfeitamente os que por ele se chegam a Deus, porquanto vive sempre para interceder por eles.
26 ତେବର୍ପାଇ ଜିସୁ ଅଇଲାନି ଆମର୍ ବଡ୍ ପୁଜାରି । ସେ ଆମର୍ପାଇ ସମାନ୍ ଆଚେ । କାଇକେବଇଲେ ସେ ସୁକଲ୍, ତାର୍ଟାନେ କାଇ ବୁଲ୍, କି ପାପ୍ ନାଇ । ଆମର୍ ପାପିମନର୍ଟାନେଅନି ସେ ପୁରାପୁରୁନ୍ ବିନ୍ଆଚେ । ଆରି ପର୍ମେସର୍ ତାକେ ସରଗ୍ ଜେତ୍କି ଜାଇ ଉଟାଇଆଚେ ।
26 Porque nos convinha tal sumo sacerdote, santo, inocente, imaculado, separado dos pecadores, e feito mais sublime que os céus;
27 ବିନ୍ ବଡ୍ ପୁଜାରି ମନ୍ ସବୁଦିନ୍ ପର୍ମେସରର୍ଟାନେ ଦିନ୍କେ ବଲି ଦେବାର୍ ଆଚେ । ତାର୍ପଚେ ସେମନ୍ ଲକ୍ମନର୍ ପାପର୍ପାଇ ମିସା ବଲି ଦେବାର୍ ଆଚେ । ମାତର୍ ଜିସୁ ଏନ୍ତାରି ନାଇ । ସେ ସବୁଲକର୍ ପାଇ ମିସ୍ତେ ଗଟେକ୍ତର୍ସେ ବଲି ଅଇଲା ଆଚେ । ତାର୍ ସେ ମରନ୍ ସବୁଦିନର୍ପାଇ ଅଇସି ।
27 que não necessita, como os sumos sacerdotes, de oferecer cada dia sacrifícios, primeiramente por seus próprios pecados, e depois pelos do povo; porque isto fez ele, uma vez por todas, quando se ofereceu a si mesmo.
28 କାଇକେବଇଲେ ମସାର୍ ନିୟମ୍ ଇସାବେ, ଜନ୍ଲକ୍ ବଡ୍ ପୁଜାରି ପଦ୍ପାଇରଇସି, ସେମନ୍କେ ମିସା ପାପ୍ ରଇସି । ମାତର୍ ଜନ୍ଟା ପର୍ମେସର୍ ଗଟେକ୍ ସପତ୍ କରି କାତା ଦେଇରଇଲା, ସେଟା ନିୟମ୍ ପଚେ ଆଇଲା । ଜନ୍ ଲକ୍ ବାଚାଇଅଇରଇଲା, ତାର୍ ପଅ ରଇଲା । ସେ ସବୁଦିନର୍ପାଇ କାଇ ପାପ୍ ନ ରଇବା ପୁଜାରି ଅଇଆଚେ ।
28 Porque a lei constitui sumos sacerdotes a homens que têm fraquezas, mas a palavra do juramento, que veio depois da lei, constitui ao Filho, para sempre aperfeiçoado.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Hebreus 7, comparar traduções ou montar um estudo — tudo direto pelo WhatsApp.