Hebreus 6
ସତିଅର୍ ବାଟ୍ (DSO) vs AAI
1 ତେବର୍ପାଇ କିରିସ୍ଟର୍ ମୁଲେଅନି ସିକିରଇବା ବିସଇ ତର୍କେ ତର୍ ନ ସିକିକରି ତାର୍ ଟିକିନିକି ବିସଇ ସିକୁ । ଜେନ୍ତିକି ଆମର୍ ବିସ୍ବାସ୍ ମିସା ଡାଁଟ୍ ଅଇସି । ଚୁଚାଇ କାମ୍ମନ୍ ଚାଡିକରି ପର୍ମେସର୍ଟାନେ ବାଉଡ୍ବା ଜନ୍ଟା କି ଆମର୍ ବିସ୍ବାସର୍ ମୁଲ୍ ପାକ୍ନା ରଇଲା, ତେଇ ଆରିତରେକ୍ ସେଟାସେ କର୍ବାର୍ ନାଇ ।
1 Isan imih Keriso isan keh gidigidihibe hibi’obaiyit i tanihamiy aunat tanan orot gagamih hai bai’obaiyen hini’obaiyit. It men iban tana’in tabir maiye bowabow kakafih hai bai’obaiyen, God baitutumin,
2 ଡୁବନ୍ ବିସଇର୍ ସିକିଆ ଦେବାଟା, ଆତ୍ ସଙ୍ଗଇକରି ପାର୍ତନା କର୍ବାଟା, ମଲା ଲକ୍ମନ୍ ଆରିତରେକ୍ ବଁଚ୍ବାଟା ଆରି ଲକ୍ମନ୍କେ ସବୁଦିନର୍ପାଇ ରଇବା ପର୍ମେସରର୍ ନ ସାର୍ବା ବିଚାର୍ନା ।
2 bapataito, uma yara’aten, morobone misir maiye, naatu wanatowan ana baibatiyen isah iban tanama moron tanan maiye’emih.
3 ଏବେ ଆମେ ଆଗ୍କେ ଜିବାକେ ପଡ୍ସି । ମାପ୍ରୁକେ ଆସାକରି ଆଗର୍ ବିସଇ ସିକୁ ।
3 Isan imih aunat tanan! Naatu sawar iti boro tanasinaf, God nakok baibasit nabitit na’at.
4 କାଇକେବଇଲେ ଜେତ୍କି ଲକ୍ ତାକର୍ ବିସ୍ବାସ୍ ଚାଡିଆଚତ୍, ସେମନର୍ ମନ୍ ପର୍ମେସରର୍ ଉଜଲ୍ସଙ୍ଗ୍ ଉଗାଡି ଅଇ ଆଚେ । ସେ ଦେଇ ରଇବା ସୁଆଦ୍ ସେମନ୍ ଚାକିଆଚତ୍ । ଆରି ସୁକଲ୍ଆତ୍ମା ପାଇଆଚତ୍ ।
4 Sabuw iyab baitumatum hikwahir tema’am boro mi’itube tanibaisih dogor baikitabir hinab maiye? Anayabin nati sabuw marasika God ana marakaw hi’itin, mar ana siwar wanawanah run bow, naatu Anun Kakafiyin auman hibai,
5 ପର୍ମେସରର୍ ବାକିଅ କେଡେକ୍ ନିକ ବଲି ସେମନ୍ ଜାନିଆଚତ୍ । ଆଇବା ଜୁଗେ ତାର୍ ଜନ୍ ବପୁ ସବୁକେ ଦେକାଇ ଅଇସି, ସେଟା ସେମନ୍ ଜାନିଆଚତ୍ ।
5 hai bowabowamaim hiso’ob God ana tur i gewasin, naatu mar enan ana fair hiso’ob.
6 ଏଟା ସବୁ ଅଇଲା ପଚେ ସେମନ୍ ତାକର୍ ବିସ୍ବାସ୍ ଆରାଇ ଆଚତ୍ । ସେଟାର୍ପାଇ ସେମନ୍କେ ଆରିତରେକ୍ ମନ୍ ବାଉଡାଇବାକେ ସଅଜ୍ ନାଇ । କାଇକେବଇଲେ ସେମନ୍ ପର୍ମେସରର୍ ପଅକେ ଆରିତରେକ୍ କୁର୍ସେ ମରାଇକରି ଗୁଲାଇ ଲକର୍ ମୁଆଟେ ଇଜତ୍ ଜିକ୍ଲାଇନି ।
6 Baise hai baitumatum hikwahir! Imih bow matabir maiye dogoroh baikitabirin isan i fokar. Anayabin nati sabuw i God Natun onaf afe’en hi’onaf maiye naatu bebeyanamaim biya’ohow tibitin.
7 ବର୍ସା ପାନି ଜମିଟାନେ ମାର୍ଲେ ସେ ପାନି ଜମି ଜିକିନେଇସି । ସେନ୍ତାରି ଜମିକେ ପର୍ମେସର୍ ଆସିର୍ବାଦ୍ କର୍ସି । ସେନ୍ତାରି ଜମିଟାନେ ଲକ୍ମନ୍କେ ଦର୍କାର୍ ଅଇବା ଚାସ୍ କରିଅଇସି ।
7 Gagub matan fufur eyar me etututub ana veya, ub i gewasih tikuboubunih teyey, naatu orot yait ekakaifen boro God ana baigegewasin nab.
8 ମାତର୍ ସେ ଜମିଟାନେ ଜଦି କାଟା ଗଚ୍ ଅଇସି, ଆରି ଲାଟାବୁଟା ଗାଜା ଅଇସି, ତେବେ ସେଟା କାଇ ଲଡାକେ ନ ଲାଗେ । ଆରି ସେଟାକେ ପର୍ମେସର୍ ଡଣ୍ଡ୍ ଦେଇସି ଆରି ସେଟାମନ୍କେ ଜଇଟାନେ ପଡାଇଦେଇସି ।
8 Baise kokor naatu ihitutu nati’imaim namamare na’at, sawar etei boro hina’af. Nati ana’itin i God eoraraf, imih ana yomaninamaim boro wairaf wan hinaya hina’afusar.
9 ଏ ଆଲାଦର୍ ମଇତର୍ମନ୍, ମୁଇ ଏନ୍ତାରି କଇତେରଇଲେ ମିସା ତମେ ସେନ୍ତାରି ନୁଆସ୍ ବଲି ମୁଇ ଜାନି । ତମେ ଆଗ୍ତୁଅନି ବିସ୍ବାସ୍ କଲାସ୍ନି ଆରି ତମର୍ ଚଲାଚଲ୍ତି ନିକ ଆଚେ । ଏ ସବୁ ତମେ ମୁକ୍ତି ପାଇରଇବା ଗଟେକ୍ ଚିନ୍ ।
9 Taitu au yabow, tur iti ao i men kwa auman akabari ao’omih, anayabin aki abitumatum, kwa i ayawas kwabaika, naatu boun nati yawasamaim ebobonawiyi.
10 କାଇକେବଇଲେ, ପର୍ମେସର୍ ଅନିଆଇ ନ କରେ । ତମେ କରିରଇବା ନିକ କାମ୍ ସେ ନ ପାସ୍ରେ । ତାର୍ପାଇ ରଇବା ତମର୍ ଆଲାଦ୍ ମିସା । ସେ ଆଲାଦ୍ ତମର୍ ବିସ୍ବାସି ବାଇବଇନିକେ ସାଇଜ କଲାର୍ ପାଇ ତମେ ଦେକାଇ ଆଚାସ୍ ।
10 Anayabin God i foun ana orot, abisa isan kwasisinaf, o yabow kwaitin ana sabuw kwabibaisih, naatu boro’ika kwama ana sabuw kwabibaisih isan boro men ninat buhuruwimih.
11 ମୁଇ ଜନ୍ଟା ମନ୍ କଲିନି, ସେଟା ଅଇଲାନି ସାରାସାରି ଜାକ ପର୍ମେସର୍ ଜନ୍ କାତା ଦେଇଆଚେ, ସେଟା ପୁରାପୁରୁନ୍ ଅଇବାଜାକ ତମର୍ ଆସା ନ ଚାଡା ।
11 Naatu aki ai kok gagamin i kwa ta’ita’imon etei kwana’abar totofar turobe’emaim kwanabow kwanan yomanin kwanatit. Saise sawar abisa isan nuhifot kwama kwabowabow boro niturobe.
12 ସେନ୍ତାରି କଲେ ଅଲସ୍ ନଅଇ ବିସ୍ବାସ୍ ଆରି ମୁର୍ଚି ରଇବା ଲକ୍ ଅଇସା । ସେନ୍ତାରି ଲକ୍ ପର୍ମେସର୍ ଜନ୍ଟା ଦେବାକେ କାତା ଦେଇଆଚେ, ସେମନ୍ ସେଟା ପାଇବାଇ ।
12 Aki men akokok kwananokow, baise a kokok baitumatumayah naatu yateh nuban hibatkikin hin abisa God eo’omatanih hibaib i kwani’u’urih.
13 ପର୍ମେସର୍ ଅବ୍ରାଆମ୍କେ କାତା ଦେଇରଇଲା ବେଲେ, ସେ ପୁରାପୁରୁନ୍ କର୍ବି ବଲି ସପତ୍ କରିରଇଲା । ତାର୍ଟାନେ ଅନି ଆରି କେ ମିସା ବଡ୍ ନ ରଇଲାକେ ନିଜର୍ ନାଉଁ ଦାରି ସପତ୍ କଲା ।
13 God Abraham eo’omatan ana veya, men yait ta wabinamaim eo baifaro’omih, baise i taiyuwin isan ana omatanen yai eobaifaro, anayabin bi yait ta gagamin ma’am boro isan tao baifaro.
14 ସେ ଅବ୍ରାଆମ୍କେ କଇଲା, “ମୁଇ ତମ୍କେ ବାଇଦରେ ଆସିର୍ବାଦ୍ କର୍ବି । ଆରି ତର୍ କୁଟୁମ୍ ଜବର୍ କର୍ବି ।”
14 God Abraham isan eo, “Ayu ao’omatani baigegewasin boro anit naatu warar gagamin na’in boro anit.”
15 ଅବ୍ରାଆମ୍ ତାର୍ କାତା ଦାରି ଜାଗିରଇଲାକେ, ପର୍ମେସର୍ ସପତ୍ କଲାଟା ସେ ମିଲାଇଲା ।
15 Abraham yatenub ma kakaif ufunamaim, God abisa Abraham eo’omatan itin.
16 ଜେଡେବେଲେ ଲକ୍ମନ୍ ପର୍ମାନ୍ ସଇତ୍ କର୍ବାଇ, ସେମନ୍ ବଡ୍ଲକ୍ମନର୍ ନାଉଁ ଦାରି ପର୍ମାନ୍ ସଇତ୍ କର୍ବାଇ । ସେନ୍ତାରି କଲେ ସେ ସପତ୍ ଲାଗିରଇବା ସବୁ ଦଦାପେଲାକେ ଚିଡାଇସି ।
16 Sabuw baifaro’omih boro orot ta gagamin wabinamaim hinao baifaro, saise abisa hio boro hinasinaf.
17 ଜନ୍ଲକ୍ମନ୍ ସେ କାତା ଦେଇରଇବାଟା ମିଲାଇବାଇ, ସେମନ୍ ଏ ସବୁ ବିସଇ ଜାନତ୍ ବଲି ସେ ମନ୍ କରିରଇଲା । ତାର୍ ମନ୍ କେବେ ନ ବାଦ୍ଲେ ବଲି ସବୁ ଲକ୍ ଜାନିରଅତ୍ । ସେଟାର୍ପାଇ ସେ ତାର୍ କାତାଦେଇ ରଇବାଟାନେ ତାର୍ ସପତ୍ ମିସା ମିସାଇଲା । ପର୍ମେସର୍ ଦେଇରଇବା କାତା ଆରି ତାର୍ ସପତ୍ ସତ୍ସେ ।
17 God abisa baitit isan eo’omatanit, boro men nihamiy, abisa sinafumih eo boro nasinaf. Anayabin bebeyanamaim eo baifaro ana omatanen yai.
18 ଏ ଦୁଇଟା ବିସଇ କେବେ ନ ବାଦ୍ଲେ । କାଇକେବଇଲେ ପର୍ମେସର୍ ମିଚ୍ ନ କଏ । ତେବର୍ପାଇ ଆମେ ମୁକ୍ତି ପାଇରଇବା ଲକ୍ମନ୍, ଆମର୍ ମନେ ବେସି ସାଆସ୍ ଦାରିଆଚୁ । ଆରି ତାର୍ଟାନେ ରଇବା ଆମର୍ ଆସା ଡାଁଟ୍ ଆଚେ ।
18 Imih sawar rou’ab tana’itah, o baifaro naatu omatanen, iti sawar rou’ab boro men nabotabir God baifuwenayan namataramih. En. Imih it iyab wanawananamaim tarun tarafafar gewasin tabaib boro koufair tanab, naatu abisa natamaim hiyai inu’in isan boro tanabukikin nuhit nafot tanama.
19 ଏ ଆସା ଆମର୍ ବିସ୍ବାସ୍ ଡାଁଟ୍ କରାଇସି । କାଇକେବଇଲେ ସେଟା ପୁରାପୁରୁନ୍ ଅଇସିଆକା । ଅମର୍ ଆସାର୍ ଲାଗି ଆମେ ପର୍ମେସରର୍ ଜାଗାଇ ପୁରିଆଚୁ । ଏଟା ଜେନ୍ତାରି ବଡ୍ ପୁଜାରି ମନ୍ଦିରର୍ ଅଦିକ୍ ସୁକଲ୍ ଜାଗାଇ ପୁର୍ସି । ଜନ୍ ଜାଗା କି ପାର୍ଦା ବିତ୍ରେ ଲୁଚିରଇସି ।
19 Imih it ata nuhifot imaim tanabukikin ata yawas isan ni’aumor tanama. Naatu Jesu mar ana Tafaror Bar wanawanan kakafiyin anababatun ana faifuw rura’ah rur isan nuhit nafot tanama.
20 ସେ ଜାଗାଇସେ ଆମର୍ ଜିସୁ ଆଗ୍ତୁ ଜାଇଆଚେ । ଆରି ସବୁଦିନର୍ପାଇ ମଲ୍କିସେଦକର୍ ପୁଜାରି ପଦ୍ ପାରା ସେ ବଡ୍ ପୁଜାରି ଅଇଲାଆଚେ ।
20 Anayabin it baibasit isan Keriso aunat i’iyon in maramaim run God nanamaim Firis Gagamin matar wanatowan ebatabat, Melkisedek firis ma’am na’atube.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Hebreus 6, comparar traduções ou montar um estudo — tudo direto pelo WhatsApp.