Hebreus 5
ସତିଅର୍ ବାଟ୍ (DSO) vs VC
1 ଜିଉଦିମନର୍ ଜେତ୍କି ବଡ୍ ପୁଜାରିମନ୍ ତାକର୍ ନିଜର୍ ଲକ୍ମନର୍ତେଇଅନି ବାଚାଇଅଇବାଇ । ତାକର୍ବାଟେଅନି ପାପ୍ କେମା କର୍ବା ବଲି ଆରି ସର୍ପିଦେବା ବଲି, ଦେଇକରି ପର୍ମେସର୍କେ ସେବା କର୍ବାଇ ।
1 Em verdade, todo pontífice é escolhido entre os homens e constituído a favor dos homens como mediador nas coisas que dizem respeito a Deus, para oferecer dons e sacrifícios pelos pecados.
2 ଜେଡେବେଲେ ତାର୍ ସଙ୍ଗାରିମନ୍ ନାଜାନିକରି ରଇବାଇ, ଆରି ବୁଲ୍ କାମ୍ କରିରଇବାଇ, ସେ ସେମନର୍ ସଙ୍ଗ୍ ଦୟାଦରମ୍ ଦେକାଇକରି ରଇପାର୍ସି । କାଇକେବଇଲେ ତାର୍ ଜିବନେ ମିସା ବେସି ବୁଲ୍ ରଇସି ।
2 Sabe compadecer-se dos que estão na ignorância e no erro, porque também ele está cercado de fraqueza.
3 ଆରି ତାକେ ମିସା ବେସି ବୁଲ୍ ରଇଲାକେ ସେ ଅବ୍କା ବିନ୍ ଲକର୍ ପାପର୍ ପାଇ ବଲି ଦେଲେ ନଏଁ, ମାତର୍ ନିଜର୍ ପାପର୍ଲାଗି ମିସା ବଲି ସର୍ପିଦେବାକେ ପଡ୍ସି ।
3 Por isso, ele deve oferecer sacrifícios tanto pelos próprios pecados quanto pelos pecados do povo.
4 କେ ମିସା ନିଜେ ବାଚିଅଇକରି ବଡ୍ପୁଜାରିର୍ ବେସି ସନ୍ମାନ୍ ପାଇବା ପଦ୍ ପାଇ ନାପାରେ । ମାତର୍ ଗଟେକ୍ ଲକ୍ ପର୍ମେସର୍ ଡାକ୍ଲା ଇସାବେସେ ବଡ୍ ପୁଜାରିର୍ ପଦ୍ ପାଇଅଇସି । ଜେନ୍ତାରି କି କେତେ କେତେ ବରସ୍ ପୁର୍ବେ ଆରଣ୍କେ ବାଚିରଇଲା ।
4 Ninguém se apropria desta honra, senão somente aquele que é chamado por Deus, como Aarão.
5 ସେନ୍ତାରିସେ କିରିସ୍ଟ ବଡ୍ ପୁଜାରିର୍ ସନ୍ମାନ୍ ପାଇବାକେ ନିଜ୍କେ ବଡ୍ କରେ ନାଇ । ମାତର୍ ପର୍ମେସର୍ସେ ତାକେ ବାଚ୍ଲା । ତାର୍ ବାଦୁଲେ ସେ ତାକେ କଇଲା,
5 Assim também Cristo não se atribuiu a si mesmo a glória de ser pontífice. Esta lhe foi dada por aquele que lhe disse: Tu és meu Filho, eu hoje te gerei {Sl 2,7},
6 ଆରି ଗଟେକ୍ ଜାଗାଇ ମିସା ସେ କଇଲା,
6 como também diz em outra passagem: Tu és sacerdote eternamente, segundo a ordem de Melquisedec {Sl 109,4}.
7 ଜିସୁ ଏ ଜଗତେ ରଇଲାବେଲେ, ସେ ଆକ୍ମାରି କାନ୍ଦିକରି ଆରି ଆଁସୁ ଜରାଇକରି କାନ୍ଦି ପର୍ମେସର୍କେ ପାର୍ତନା କରିଲାଗିରଇଲା । ମରନେଅନି ତାକେ ରକିଆ କର୍ବାକେ ପର୍ମେସର୍କେ ବପୁଆଚେ ବଲି ସେ ଜାନିକରି ଏନ୍ତାରି କଲା । ସେ ନିଜେ ଦୟାଦରମ୍ ଦେକାଇଲାକେ ଆରି ପର୍ମେସରର୍ କାତା ମାନ୍ଲାକେ, ପର୍ମେସର୍ ତାର୍ ପାର୍ତନା ସୁନ୍ଲା ।
7 Nos dias de sua vida mortal, dirigiu preces e súplicas, entre clamores e lágrimas, àquele que o podia salvar da morte, e foi atendido pela sua piedade.
8 ଜିସୁ ପର୍ମେସରର୍ ପଅ ଅଇରଇଲେ ମିସା, ସେ ଦୁକ୍ କସ୍ଟ ପାଇରଇଲାର୍ ଲାଗି, ତାର୍ କାତା ମାନ୍ବାକେ ସିକ୍ଲା ।
8 Embora fosse Filho de Deus, aprendeu a obediência por meio dos sofrimentos que teve.
9 ସେ ପର୍ମେସରର୍ କାତା ମାନ୍ଲାକେ ପୁରାପୁରୁନ୍ ସିଦ୍ ଅଇଲା । ତାକେ ବିସ୍ବାସ୍ କର୍ବା ଲକ୍ମନ୍କେ କେବେ ନ ସାର୍ବା ମୁକ୍ତି ଦେବା ଲକ୍ ଅଇଲା ।
9 E uma vez chegado ao seu termo, tornou-se autor da salvação eterna para todos os que lhe obedecem,
10 ସେଟାର୍ ପାଇ ତାକେ ପର୍ମେସର୍ ମଲ୍କିସେଦକ୍ ପୁଜାରିର୍ ପାରା ବଡ୍ ପୁଜାରି କରି ବାଚ୍ଲା ।
10 porque Deus o proclamou sacerdote segundo a ordem de Melquisedec.
11 ଏ ବିସଇ ଆରି ଅଦିକ୍ ତମ୍କେ ଜାନାଇବି ବଲି ମୁଇ ମନ୍ କଲିନି । ମାତର୍ ତମେ ଦାପ୍ରେ ବୁଜି ନାପାରାସ୍କେ ବୁଜାଇବାକେ କସ୍ଟ ଆଚେ ।
11 Teríamos muita coisa a dizer sobre isso, e coisas bem difíceis de explicar, dada a vossa lentidão em compreender...
12 ତମେ ବିସ୍ବାସ୍ କରି ବେସିଦିନ୍ ଅଇଗାଲା ଆଚେ ।
12 A julgar pelo tempo, já devíeis ser mestres! Contudo, ainda necessitais que vos ensinem os primeiros rudimentos da palavra de Deus; e vos tornastes tais, que precisais de leite em vez de alimento sólido!
13 ଜେ ଦୁଦ୍ କାଇବାର୍ ଆଚେ, ସେ ଏବେ ମିସା ପିଲାସେ । ସେନ୍ତାରି ଲକ୍ମନ୍ ଟିକ୍ ଆରି ବୁଲ୍ ଚଲାଚଲ୍ତି କର୍ବାଟା ଚିନି ନାପାର୍ଲାଇନି ।
13 Ora, quem se alimenta de leite não é capaz de compreender uma doutrina profunda, porque é ainda criança.
14 ଚାବି ଚାବି କାଇବା କାଦି ବଡ୍ ଲକ୍ମନର୍ପାଇ । ସେମନ୍ ନିକ ଆରି କାରାପ୍ ଚିନ୍ବାକେ, ନିଜ୍କେ ଅବିଆସ୍ କରାଇ ଆଚତ୍ ।
14 Mas o alimento sólido é para os adultos, para aqueles que a experiência já exercitou na distinção do bem e do mal.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Hebreus 5, comparar traduções ou montar um estudo — tudo direto pelo WhatsApp.