Hebreus 12
ସତିଅର୍ ବାଟ୍ (DSO) vs VC
1 ଏବେ ଆମେ ସବୁ ଆରାଜିତାଟାନେ ପାଲାଇବା ଲକ୍ମନର୍ପାରା ଆଚୁ । ଆମର୍ ଚାରିବେଟ୍ତି ଗଟେକ୍ ବଡ୍ ଦଲର୍ ସାକିମନ୍ ଦେକ୍ଲାଇନି । ତେବର୍ପାଇ ଜନ୍ଟାମନ୍ ଆମ୍କେ ବାଦା ଦେଲାନି, ଆରି ଜନ୍ ପାପ୍ମନ୍ ଆମ୍କେ ପଚ୍କେ ଜିକ୍ଲାନି, ସେଟା ସବୁ ବେଟି ପିଙ୍ଗିଦେବାର୍ । ଜନ୍ ଆରାଜିତା ଅଇ ପାଲାଇବାଟା ପର୍ମେସର୍ ଆମର୍ ମୁଆଟେ ସଙ୍ଗଇଆଚେ, ତେଇ ଆମେ ମୁର୍ଚିକରି ପାଲାଇ ସାରାଇଦେଉଁ ।
1 Desse modo, cercados como estamos de uma tal nuvem de testemunhas, desvencilhemo-nos das cadeias do pecado. Corramos com perseverança ao combate proposto, com o olhar fixo no autor e consumador de nossa fé, Jesus.
2 ଆମର୍ ଆଁକି ଜିସୁର୍ଟାନେ ସଙ୍ଗଉ । ତାକେ ଆମେ ଆରାମେ ଅନି ସାରାସାରି ଜାକ ବିସ୍ବାସ୍ କରିଆଚୁ । ଜନ୍ ସାର୍ଦା ତାର୍ ମୁଆଟେ ସଙ୍ଗଇରଇଲା, ସେ ସାର୍ଦାର୍ଲାଗି ରଇବା ଦୁକ୍କସ୍ଟ ମୁର୍ଚି କରି ରଇଲା । ଆରି ତେଇ ମର୍ବା ଲାଜର୍ ବିସଇ ମନେ ଦାରେନାଇ । ପର୍ମେସର୍ ଆଜି ଜନ୍ ଜାଗାଇ ବସ୍ଲାଆଚେ, ତାର୍ ଉଜାବାଟେ ସେ ମିସା ବସ୍ଲାଆଚେ ।
2 Em vez de gozo que se lhe oferecera, ele suportou a cruz e está sentado à direita do trono de Deus.
3 ବାବିଦେକା, ସେ କେତେକ୍ ଦୁକ୍ କସ୍ଟ ପାଇଆଚେ । ସେ ପାପିମନର୍ ଟାନେଅନି କେତେକ୍ ଉଡା ସୁନିଆଚେ । ଜେନ୍ତାର୍କି ଆସା ନ କରି ଚାଡି ଦିଆସ୍ ନାଇ ।
3 Considerai, pois, atentamente aquele que sofreu tantas contrariedades dos pecadores, e não vos deixeis abater pelo desânimo.
4 କାଇକେବଇଲେ ପାପର୍ ବିରୁଦେ ଆଇବା ଜୁଇଦେ ବନି ଜର୍ବା ଏତ୍କି ତମେ କରାସ୍ ନାଇତା ।
4 Ainda não tendes resistido até o sangue, na luta contra o pecado.
5 ପର୍ମେସରର୍ ସାସ୍ତରେ ଲେକା ଅଇଲାଟା ତମେ ପାସ୍ରିଗାଲାସ୍ କି ? ସେ ତାର୍ ପିଲାଜିଲାମନ୍କେ ମନ୍ ସାର୍ଦା କରାଇ ଏନ୍ତାରି କଇରଇଲା । ସେ କଇଲା,
5 Estais esquecidos da palavra de animação que vos é dirigida como a filhos: Filho meu, não desprezes a correção do Senhor. Não desanimes, quando repreendido por ele;
6 କାଇକେବଇଲେ ମାପ୍ରୁ ଜେତ୍କି ଲକ୍କେ ଆଲାଦ୍ କର୍ସି, ସେତ୍କି ଲକ୍କେ ସେ ସାସନ୍ କର୍ସି ।
6 pois o Senhor corrige a quem ama e castiga todo aquele que reconhece por seu filho {Pr 3,11s}.
7 ତେବର୍ପାଇ ତମର୍ ଦୁକ୍କସ୍ଟ ସବୁ ତମର୍ ବାବାର୍ତେଇଅନି ମିଲିରଇବା ଡଣ୍ଡ୍ ପାରା ବଲି ବାବ୍ବାର୍ ଆଚେ । ପର୍ମେସର୍ ତମ୍କେ ତାର୍ ପିଲା ଜିଲା ବଲି ଏଜ୍ଲାନି । ଏଟା ତମର୍ ଦୁକ୍କସ୍ଟ ପାଇବାତେଇଅନି ଜାନାପଡ୍ସି । କାଇକେବଇଲେ, ତାର୍ ପିଲାକେ ଡଣ୍ଡ୍ ନ ଦେଲା ବାବା କେ ଆଚେ ?
7 Estais sendo provados para a vossa correção: é Deus que vos trata como filhos. Ora, qual é o filho a quem seu pai não corrige?
8 ତେବର୍ପାଇ ତାର୍ ସବୁ ପିଲାଜିଲାପାରା ପର୍ମେସର୍ ଜଦି ତମ୍କେ ଡଣ୍ଡ୍ ନ ଦେଏ, ତାର୍ ଅରତ୍ ଅଇଲାନି ସତଇସେ ତମେ ତାର୍ ପିଲାଜିଲା ନୁଆସ୍, ମାତର୍ ଉପ୍କା ପିଲାଜିଲା ।
8 Mas se permanecêsseis sem a correção que é comum a todos, seríeis bastardos e não filhos legítimos.
9 ଆମ୍କେ ଜନମ୍ ଦେଲା ବାବାମନ୍ ଡଣ୍ଡ୍ ଦେଇରଇଲାଇ ଆରି ସେଟାର୍ପାଇ ଆମେ ସେମନ୍କେ ମାନିଅ କର୍ତେରଇଲୁ । ସେନ୍ତାର୍ଆଲେ ସର୍ଗେ ରଇବା ଆମର୍ ବାବାକେ ଆମେ କେତେକ୍ ଅଦିକ୍ ନିଜ୍କେ ସର୍ପିଅଇ ବଁଚ୍ବୁ ?
9 Aliás, temos na terra nossos pais que nos corrigem e, no entanto, os olhamos com respeito. Com quanto mais razão nos havemos de submeter ao Pai de nossas almas, o qual nos dará a vida?
10 ଆମର୍ ବାବାମନ୍ ସେମନ୍ ଟକ୍ ବଲି ବାବ୍ବା ଇସାବେ, ଚନେକର୍ପାଇ ରଇବା ଏ ଜିବନେ ଆମ୍କେ ଡଣ୍ଡ୍ ଦେଇରଇଲାଇ । ମାତର୍ ଜେଡେବେଲେ ପର୍ମେସର୍ ଆମ୍କେ ଡଣ୍ଡ୍ ଦେଇସି, ଆମର୍ ନିକପାଇ ଦେଇସି । ଜେନ୍ତାରିକି ଆମେମିସା ତାର୍ପାରା ସୁକଲ୍ ଅଇବୁ ।
10 Os primeiros nos educaram para pouco tempo, segundo a sua própria conveniência, ao passo que este o faz para nosso bem, para nos comunicar sua santidade.
11 ଜେଡେବେଲେ ଡଣ୍ଡ୍ ପାଇବୁ, ଆମେ ସାର୍ଦା ନ ଅଉଁ, ମାତର୍ ଦୁକ୍ ଅଇବୁ । ସେଟା ସତ୍, ମାତର୍ ସେ ଡଣ୍ଡ୍ ପାଇଲାତେଇଅନି କାଇକାଇଟା ସିକ୍ଲା ପଚେ, ସେଟା ନିକ ବଲି ବାବ୍ବୁ । କାଇକେବଇଲେ ସେଟା ଆମ୍କେ ସାନ୍ତିସଙ୍ଗ୍ ରଇବା ମନ୍ ଆରି ଗଟେକ୍ ଦରମ୍ ଚଲାଚଲ୍ତି କର୍ବାକେ ସାଇଜ କର୍ସି ।
11 E verdade que toda correção parece, de momento, antes motivo de pesar que de alegria. Mais tarde, porém, granjeia aos que por ela se exercitaram o melhor fruto de justiça e de paz.
12 ତେବର୍ପାଇ ଅଦୁଆ ଅଇରଇବା ଆତ୍ ଉଟାଆ ଆରି ଲୁଡ୍ଗୁଡି ଜାଇତେରଇବା ମାଣ୍ଡିମନ୍ ଡାଁଟ୍କରା ।
12 Levantai, pois, vossas mãos fatigadas e vossos joelhos trêmulos {Is 35,3}.
13 ସଲକ୍ ବାଟେ ଇଣ୍ଡିଜା । ସେନ୍ତାର୍କଲେ ତମର୍ ନ ଆଇବା ପାଦ୍ ନିକଅଇ ଡାଁଟ୍ ଅଇସି ।
13 Dirigi os vossos passos pelo caminho certo. Os que claudicam tornem ao bom caminho e não se desviem.
14 ସବୁ ଲକର୍ ସଙ୍ଗ୍ ସୁସାରେ ଆରି ସୁକଲ୍ ସଙ୍ଗ୍ ରଇବାକେ ଚେସ୍ଟା କରା, ଆରିକେ ସୁକଲ୍ ନ ଅଇକରି ମାପ୍ରୁକେ ଦେକି ନାପାରତ୍ ।
14 Procurai a paz com todos e ao mesmo tempo a santidade, sem a qual ninguém pode ver o Senhor.
15 ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଜାଗ୍ରତ୍ କରାଆ । ଜେନ୍ତାରି କି ପର୍ମେସର୍ ଜିବନ୍ ଦୁକାଇକରି ଦୟା ଦେକାଇଲାଟାନେଅନି କେ ପଚ୍କେ ନ ଜାଅତ୍ । କାଇକେବଇଲେ ସେନ୍ତାରି ଲକ୍ ପିତା ପଲ୍ ଦାର୍ବା ଗଟେକ୍ ଗଚ୍ ପାରା ରଇସି ଆରି ବେସି ଲକ୍କେ ତାର୍ ବିସ୍ ସଙ୍ଗ୍ ଅଇରାନ୍ କର୍ସି ।
15 Estai alerta para que ninguém deixe passar a graça de Deus, e para que não desponte nenhuma planta amarga, capaz de estragar e contaminar a massa inteira.
16 ଜାଗର୍ତା ରୁଆ, ତମର୍ ବିତ୍ରେ କେ ମିସା ବେସିଆ କାମ୍ କରାନାଇ । ପର୍ମେସର୍କେ ବିସ୍ବାସ୍ ନ କରି ରଇବା ଏସ୍ଅ ପାରା ନ ଉଆ । ସେ ଗଟେକ୍ କାଦିର୍ପାଇ ପର୍ମେସର୍ ସେ ପାଇସି ବଲି କାତା ଦେଇରଇବା ବଡ୍ ପିଲାର୍ ଅଦିକାର୍ ପାଲ୍ଟାଇଲା ।
16 Que não haja entre vós ninguém sensual nem profanador como Esaú, que, por um prato de comida, vendeu o seu direito de primogenitura.
17 ଆମେ ଜାନିଆଚୁ ଜେ ସେ ସେନ୍ତାରି କଲାପଚେ, କରିରଇବା କାମର୍ ପାଇ ଦୁକ୍ କଲା । କାଇକେବଇଲେ ବାବାର୍ ବଡ୍ ପଅ ଇସାବେ ତାର୍ ବାବାର୍ ଆସିର୍ବାଦ୍ ପାଇବାକେ ବେସି ମନ୍ କଲା । ମାତର୍ ତାର୍ ସଙ୍ଗ୍ କାନ୍ଦିକରି ବାବୁଜିଆ କଲାମିସା, ସେ ମିଲାଇ ନାପାର୍ଲା କି କରିରଇବା କାମ୍ ମିସା ବାଦ୍ଲେ ନାଇ ।
17 E sabeis que, desejando ele em seguida receber a bênção do herdeiro, lhe foi recusada. E não bastaram todas as súplicas e lágrimas para que seu pai mudasse de sentimento...
18 ଇସ୍ରାଏଲର୍ ଲକ୍ମନ୍ ପର୍ମେସରର୍ ଲଗେ ଆଇଲାପାରା ତମେ ଆସାସ୍ ନାଇ । ସେମନ୍ ଜନ୍ଟା ଦେକ୍ଲାଇ, ସେଟା ଜାନିପାର୍ଲାଇ । ସିନୟ ପର୍ବତେ ରଇବା ଜଇ ଦେକ୍ଲାଇ । ବେସି ଆନ୍ଦାର୍ ଅଇଲାଟା ଆରି ଜବର୍ ପବନ୍ ଆଇଲାଟା ତେଇ ରଇକରି ଜାନିପାର୍ଲାଇ ।
18 Em verdade, não vos aproximastes de uma montanha palpável, invadida por fogo violento, nuvem, trevas, tempestade,
19 ମଇରି ପୁକ୍ବାଟା ଆରି ସବଦ୍ ଅଇବାଟା ସୁନ୍ଲାଇ । ସେ ସବଦ୍ ସୁନ୍ଲାକେ ଲକ୍ମନ୍ ଆରି ନ ସୁନୁ ବଲି ବାବୁଜିଆ କଲାଇ ।
19 som da trombeta e aquela voz tão terrível que os que a ouviram suplicaram que ela não lhes falasse mais.
20 କାଇକେବଇଲେ ତେଇ ଦେଇରଇବା ଆଦେସ୍କେ ସେମନ୍ ବେସି ଡର୍ଲାଇ । “ଗଟେକ୍ ପସୁ ମିସା ସେ ପର୍ବତେ ପାଦ୍ ମାଣ୍ଡ୍ଲେ ତାକେ ପାକ୍ନା ସଙ୍ଗ୍ ମାରି ମରାଇବାର୍ ଆଚେ ।” ବଲି ଆଦେସ୍ ରଇଲା ।
20 Estavam verdadeiramente aterrados por esta ordem: Todo aquele que tocar a montanha, mesmo que seja um animal, será apedrejado {Ex 19,12}.
21 ଜନ୍ଟା ଦେକିଅଇଲା ଆରି ସୁନି ଅଇଲା, ସେଟା ବେସି ଡର୍ ଲାଗ୍ବାଟା ରଇଲା । ଜେନ୍ତାରି କି ମସା ମିସା କଇଲା, “ସତଇସେ ମୁଇମିସା ତର୍ତରି କରି ଡର୍ଲିନି ।”
21 E tão terrível era o espetáculo, que Moisés exclamou: Eu tremo de pavor {Dt 9,19}.
22 ମାତର୍ ଏବେ ଆମେ ସିଅନ୍ ପର୍ବତେ ଆସିଆଚୁ । ସେଟା ଅଇଲାନି ସର୍ଗେ ରଇବା ଜିରୁସାଲେମ୍ । ଜିବନ୍ ରଇବା ପର୍ମେସରର୍ ନଅରେ ଆଇଲୁ ଆଚୁ । ଜନ୍ଟାନେ କି ଅଜାର୍ ଅଜାର୍ ଦୁତ୍ମନ୍ ଆଚତ୍ ।
22 Vós, ao contrário, vos aproximastes da montanha de Sião, da cidade do Deus vivo, da Jerusalém celestial, das miríades de anjos,
23 ପର୍ମେସରର୍ ପଣୁଆ ପିଲାମନ୍ ସାର୍ଦାସଙ୍ଗ୍ ରୁଣ୍ଡିରଇବା ଜାଗାଇ ଆମେ ଆଇଲୁଆଚୁ । ତାକର୍ ନାଉଁମନ୍ ସର୍ଗେ ଲେକାଅଇଲା ଆଚେ । ଆମେ ପର୍ମେସରର୍ ଲଗେ ଆଇଲୁ ଆଚୁ । ସେ ସବୁକେ ବିଚାର୍ କର୍ସି । ସେ ସିଦ୍ କରିରଇବା ଦରମ୍ଲକର୍ ଆତ୍ମାମନର୍ଟାନେ ଆଇଲୁ ଆଚୁ ।
23 da assembléia festiva dos primeiros inscritos no livro dos céus, e de Deus, juiz universal, e das almas dos justos que chegaram à perfeição,
24 ଆରି ନୁଆ ରାଜିନାମା ତିଆର୍ କରିରଇବା ଜିସୁକିରିସ୍ଟର୍ ଲଗେ ଆଇଲୁଆଚୁ । ସେ ତାର୍ ବନି ଜରାଇରଇଲା । ସେଟା ଏବଲର୍ ବନିତେଇଅନି ନିକ ଆଚେ ।
24 enfim, de Jesus, o mediador da Nova Aliança, e do sangue da aspersão, que fala com mais eloqüência que o sangue de Abel.
25 ଜନ୍ଟା ତମ୍କେ ପର୍ମେସର୍ କଇଲାନି, ନ ସୁନ୍ଲା ଲକର୍ପାରା ଉଆ ନାଇ । କାଇକେବଇଲେ ପର୍ମେସରର୍ କାତା ନ ମାନ୍ଲାକେ ଆମର୍ ଆନିଦାଦିମନ୍ ସିନୟ ପର୍ବତେ ଡଣ୍ଡ୍ ପାଇରଇଲାଇ । ଜନ୍ ଲକ୍ ଆମ୍କେ ସର୍ଗେଅନି କଇଲାନି, ସେ କାତା ଆମେ ନ ସୁନିକରି ଏଲାକଲେ, କେତେକ୍ ଅଦିକ୍ ଡଣ୍ଡ୍ ପାଇବୁ ?
25 Guardai-vos, pois, de recusar ouvir aquele que fala. Porque, se não escaparam do castigo aqueles que dele se desviaram, quando lhes falava na terra, muito menos escaparemos nós, se o repelirmos, quando nos fala desde o céu.
26 କାଇକେବଇଲେ, ସିନୟ ପର୍ବତେ ପର୍ମେସର୍ କାତା ଅଇଲାବେଲେ, ଦର୍ତନି ଚୁଲ୍ବୁଲିଗାଲା । ମାତର୍ ସେ ଏବେ କାତା ଦେଇ କଇଲା ଆଚେ, “ମୁଇ ଆରିତରେକ୍ ଦର୍ତନିକେ ଚୁଲ୍ବୁଲାଇବି । ଅବ୍କା ଦର୍ତନିସେ ନଏଁ, ଆକାସେ ରଇବା ସବୁଜାକକେ ମିସା କର୍ବି ।”
26 Depois de ter outrora abalado a terra pela sua voz, ele hoje nos faz esta solene declaração: Ainda uma vez por todas moverei, não só a terra, mas também o céu {Ag 2,6}.
27 ଜେଡେବେଲେ ସେ ଆରିତରେକ୍ ବଲି କଇରଇଲା, ତାର୍ ଅରତ୍ ଅଇଲାନି ତିଆର୍ କରିରଇବା ସବୁଜାକ ଚୁଲ୍ବୁଲାଇ କରି ସବୁଜାକ ଦାରିଜାଇସି । ଜେନ୍ତାରି କି ନ ଚୁଲ୍ବୁଲ୍ବାଟାସେ ରଇସି ।
27 As palavras ainda uma vez indicam o desaparecimento do que é caduco, do que foi criado, para que só subsista o que é imutável.
28 ସେଟାର୍ପାଇ ଆମେ ପର୍ମେସର୍କେ ଦନିଅବାଦ୍ ଦେଉଁ । କାଇକେବଇଲେ ସେ ଆମ୍କେ ସାସନ୍ କଲାନି । ଆରି ତାର୍ ରାଇଜ୍ ନ ଚୁଲ୍ବୁଲେ । ତାକେ ସାର୍ଦା କରାଇବାକେ ଡରିକରି ସନ୍ମାନ୍ ସଙ୍ଗ୍ ଉପାସନା କରୁ ।
28 sim, possuindo nós um reino inabalável, dediquemos a Deus um reconhecimento que lhe torne agradável o nosso culto com temor e respeito.
29 କାଇକେବଇଲେ ଆମର୍ ପର୍ମେସର୍ ସବୁକେ ପଡାଇକରି କୁରୁପ୍ନାସ୍ କର୍ବା ଜଇପାରା ଆଚେ ।
29 Porque nosso Deus é um fogo devorador {Dt 4,24}.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Hebreus 12, comparar traduções ou montar um estudo — tudo direto pelo WhatsApp.