Gálatas 4
ସତିଅର୍ ବାଟ୍ (DSO) vs ACF
1 କାତା ଇସାବେ କଇଅଇସି । ପିଲା ବାବାର୍ ସବୁ ଦନ୍ସଁମ୍ପତି ପାଇବାର୍ ଅଦିକାର୍ ଆଚେ, ମାତର୍ ସବୁ ଜାକ ତାର୍ ଅଇରଇଲା ପଚେ ମିସା, ବୟସ୍ ନ ଅଇବା ଜାକ ସେ ଗତିଦାଙ୍ଗ୍ଡା ଇସାବେ ଲେକା ଅଇସି ।
1 Digo, pois, que todo o tempo que o herdeiro é menino em nada difere do servo, ainda que seja senhor de tudo;
2 ବୟସ୍ ନ ଅଇବା ଜାକ, ତାର୍ ବାବା ଟିକ୍ କର୍ବା ବେଲା ନ ଅଇବା ଜାକ, ବିନ୍ ଲକ୍ମନ୍ ତାକେ ଜତନ୍ କର୍ବାଇ ଆରି ତାର୍ ସବୁ ବିସଇ ଦେକାରକା କର୍ବାଇ ।
2 Mas está debaixo de tutores e curadores até ao tempo determinado pelo pai.
3 ସେନ୍ତାରିସେ ଆମେ ମିସା ଆତ୍ମାର୍ ଇସାବେ ବୟସ୍ ନ ଅଇବା ଆଗ୍ତୁ, ଜଗତ୍କେ ସାସନ୍ କର୍ବା ନିଅମ୍, ଆରି ରିତିନିତିର୍ ଗତିଦାଙ୍ଗ୍ଡା ଅଇ ରଇଲୁ ।
3 Assim também nós, quando éramos meninos, estávamos reduzidos à servidão debaixo dos primeiros rudimentos do mundo.
4 ସାରାସାରି ଜେଡେବଲ୍ ସମାନ୍ ବେଲା କେଟ୍ଲା, ପରମେସର୍ ତାର୍ ନିଜର୍ ପଅକେ ପାଟାଇଲା । ଗଟେକ୍ ମାମୁଲି ଟକିର୍ ଗର୍ବେଅନି ଜାତ୍ ଅଇକରି ସେ ଜିଉଦି ନିଅମ୍ ମାନିକରି ଜିଇଲାଇ କାଇଲାଇ ।
4 Mas, vindo a plenitude dos tempos, Deus enviou seu Filho, nascido de mulher, nascido sob a lei,
5 ଜେନ୍ତିକି ଦର୍କାର୍ ରଇଲା ମୁଲିଅ ଦେଇ, ନିଅମର୍ ବନ୍ଦନେଅନି ଲକ୍ମନ୍କେ ମୁକ୍ଲାଇବାକେ ଆରି ସେମନ୍କେ ପରମେସରର୍ ପିଲାଜିଲା ଅଇବାକେ ବେଲା ଟିକ୍ କର୍ବାକେ, ତାର୍ ଜିବନର୍ ଆଦେସ୍ ରଇଲା ।
5 Para remir os que estavam debaixo da lei, a fim de recebermos a adoção de filhos.
6 ତମେମନ୍ ଜେ ପରମେସରର୍ ପିଲାଜିଲା, ଏଟା ଦେକାଇ ଦେବାକେ, ପରମେସର୍ ତାର୍ ପଅର୍ ଆତ୍ମା ଆମର୍ ମନ୍ ବିତ୍ରେ ପାଟାଇଲା ଆଚେ । ସେ ଆତ୍ମା ଆଉଲିଅଇ କଇଲାନି, “ବାବା ! ଏ ମର୍ ବାବା !”
6 E, porque sois filhos, Deus enviou aos vossos corações o Espírito de seu Filho, que clama: Aba, Pai.
7 ସେଟାର୍ପାଇ ତମେ ଆରି ବିକିଅଇରଇବା ଗତିଦାଙ୍ଗ୍ଡା ନୁଆସ୍, ମାତର୍ ପିଲାମନ୍ । ତମେ ତାର୍ ପିଲାଜିଲା ଅଇଲାର୍ ଲାଗି, ପରମେସର୍ ତାର୍ ପିଲାଟକିମନର୍ପାଇ ଜାଇଟା ସଙ୍ଗଇଲା ଆଚେ, ସେଟା ସବୁ ତମ୍କେ ଦାନ୍ କରିଦେଇସି ।
7 Assim que já não és mais servo, mas filho; e, se és filho, és também herdeiro de Deus por Cristo.
8 ଆଗ୍ତୁ ତମେମନ୍ ପରମେସର୍କେ ଜାନି ନ ରଇଲାସ୍, ସେଟାର୍ ପାଇ ତମେ ମିଚ୍ ଦେବିଦେବ୍ତାମନର୍ ଗତି ଅଇରଇଲାସ୍ ।
8 Mas, quando não conhecíeis a Deus, servíeis aos que por natureza não são deuses.
9 ମାତର୍ ଏବେ ତମେ ପରମେସର୍କେ ଜାନିଆଚାସ୍, ନଇଲେ ମୁଇ କଇବି ପରମେସର୍ ତମ୍କେ ଜାନିଆଚେ । ତେବେ ଏଟା କେନ୍ତି ଅଇପାରେ ଜେ, ତମ୍କେ ରକିଆ କରିନାପାରି, ବପୁ ନ ରଇ ନସିଜିବା ଦେବ୍ତାମନର୍ ଲଗେ ଆରି ତରେକ୍ ବାଉଡି ଜିବାକେ ମନ୍ କଲାସ୍ନି ? ତମେ କାଇକେ ଆରି ତରେକ୍ ସେମନର୍ ଗତିଦାଙ୍ଗ୍ଡା ଅଇବାକେ ମନ୍ କଲାସ୍ନି ?
9 Mas agora, conhecendo a Deus, ou, antes, sendo conhecidos por Deus, como tornais outra vez a esses rudimentos fracos e pobres, aos quais de novo quereis servir?
10 ଦୁକର୍ କାତା, ତମେ କେତେଟା ଦିନ୍, ମାସ୍, ପାଗ୍ ଆରି ବରସ୍କେ ବେସି ମନ୍ଦିଆନ୍ ଦେଲାସ୍ନି ।
10 Guardais dias, e meses, e tempos, e anos.
11 ମୁଇ ତମର୍ ପାଇ ବେସି ଚିନ୍ତା କଲିନି । ତମର୍ପାଇ ମର୍ ସବୁ କାମ୍ ବେକାର୍ ଅଇଲା କି ?
11 Receio de vós, que não haja trabalhado em vão para convosco.
12 ବାଇମନ୍, ମୁଇ ତମ୍କେ ଜୁଆର୍ କରି କଇଲିନି, ମୁଇ ଜେନ୍ତାର୍ କଇଲିନି, ସେନ୍ତାରି ଜିଆ । ମୁଇ ଜିଉଦି ଅଇଲେ ମିସା ତମର୍ପାରା ଜିଉଦି ନଇଲା ଲକ୍ ପାରା ଅଇକରି, ମସାର୍ ନିୟମେଅନି ମୁକ୍ଲିଆଚି । ଆରି ତମେ ମକେ କାଇମିସା ଅନିଆଇ କରାସ୍ ନାଇ ।
12 Irmãos, rogo-vos que sejais como eu, porque também eu sou como vós; nenhum mal me fizestes.
13 ମୁଇ ପର୍ତୁମ୍ ତର୍ କାଇକେ ତମର୍ ସଙ୍ଗ୍ ରଇଲି, ସେଟା ଏତାଆ । ସେଡ୍କି ବେଲେ ମକେ ଜର୍ଅଇରଲାକେ ତମ୍କେ ସୁବ୍କବର୍ ଜାନାଇରଇଲି ।
13 E vós sabeis que primeiro vos anunciei o evangelho estando em fraqueza da carne;
14 ମାତର୍ ମର୍ ଗାଗଡ୍ ନିକ ନ ରଇଲାର୍ପାଇ ତମ୍କେ ବେସି ଅସୁବିଦା ଅଇଲା । ଅଇଲେମିସା ତମେ ମକେ ଏଲା କରାସ୍ ନାଇ କି ଚାଡି ଦିଆସ୍ ନାଇ, ମାତର୍ ମକେ ଗଟେକ୍ ସରଗର୍ ଦୁତ୍ପାରା ଡାକି ରଇଲାସ୍ । କିରିସ୍ଟ ଜିସୁକେ ଜେନ୍ତି ତମେ ଡାକ୍ତାସ୍, ସେନ୍ତି ମକେ ମିସା ଡାକ୍ଲାସ୍ ।
14 E não rejeitastes, nem desprezastes isso que era uma tentação na minha carne, antes me recebestes como um anjo de Deus, como Jesus Cristo mesmo.
15 ସେବେଲା ତମେ କେତେକ୍ ସାର୍ଦା ରଇଲାସ୍ ! ମାତର୍ ଏବେ ଆମର୍ ବିତ୍ରେ ରଇବା ସେ ସାର୍ଦା କେନେ ଗାଲା ? ତମର୍ ବିସଇ ମୁଇ ଡାଟ୍ସଙ୍ଗ୍ କଇଲିନି ଜେ, ଜଦି ଅଇପାର୍ତା ଆଲେ, ତମର୍ ନିଜର୍ ନିଜର୍ ଆଁକି ବେଟି ଆନି ମକେ ଦେଇତାସ୍ !
15 Qual é, logo, a vossa bem-aventurança? Porque vos dou testemunho de que, se possível fora, arrancaríeis os vossos olhos, e mos daríeis.
16 ମାତର୍ ମୁଇ ଏବେ ସତ୍ କଇଲାର୍ ପାଇ, କାଇ ତମର୍ ସତ୍ରୁ ଅଇଗାଲି ଆଚି କି ?
16 Fiz-me acaso vosso inimigo, dizendo a verdade?
17 ସେ ବିନ୍ ଲକ୍ମନ୍ ତମର୍ ବାଟେ ବେସି ଦିଆନ୍ ଦେଲାଇନି । ମାତର୍ ସେମନର୍ ଦିଆନ୍ ଦେବାଟା ସତ୍ ଇସାବେ ନାଇ । ସେମନ୍ ଏଟା ମନ୍ କଲାଇନି, ଜେନ୍ତିକି ମର୍ବାଟେଅନି ତମ୍କେ ବିନେ କଲେ, ତମେ ତାକର୍ବାଟେ ମନ୍ କର୍ସା ।
17 Eles têm zelo por vós, não como convém; mas querem excluir-vos, para que vós tenhais zelo por eles.
18 ବିନ୍ ଲକ୍ମନ୍ ତମର୍ ବାଟେ ବେସି ଦିଆନ୍ କର୍ବାଟା ନିକ ବିସଇ । ମୁଇ ରଇଲା ବେଲେ କି ନ ରଇଲା ବେଲେ ସେମନ୍ ତମର୍ଟାନେ ଦିଆନ୍ ଦେବାଟା ନିକ ବିସଇ, ମାତର୍ ତାକର୍ ଦିଆନ୍ ଦେବାଟା ଟିକ୍ ରଇବାର୍ ଆଚେ ।
18 É bom ser zeloso, mas sempre do bem, e não somente quando estou presente convosco.
19 ଏ ମର୍ ଆଲାଦର୍ ପିଲାମନ୍, ତମର୍ ବିତ୍ରେ କିରିସ୍ଟର୍ ପାରା ଚଲାଚଲ୍ତି ଅଇ ଆଇବାକେ, ମୁଇ ଆରିତରେକ୍ ଆତ୍ଗଡ୍ ସୁକ୍ ଅଇବା ପାରା ଦୁକ୍କସ୍ଟ ପାଇଲିନି ।
19 Meus filhinhos, por quem de novo sinto as dores de parto, até que Cristo seja formado em vós;
20 ଜେନ୍ତାରିକି ମୁଇ ଏବେ ତମର୍ ଲଗେ ରଇକରି ଦାକାପୁକା ନ କରି, ବିନ୍ ଇସାବେ କାତା ଅଇବାକେ ମନ୍ କଲିନି । କାଇକେବଇଲେ ମୁଇ ତମର୍ ବିସଇନେଇ ବେସି ଚିନ୍ତା କଲିନି ।
20 Eu bem quisera agora estar presente convosco, e mudar a minha voz; porque estou perplexo a vosso respeito.
21 ମସାର୍ ରିତିନିତିର୍ ତଲେସେ ରଇବାକେ ତମେ ମନ୍ କଲାସ୍ନି କି ? ମକେ କଇଦେକାପନି, ତମେ କାଇ ରିତିନିତିଟାନର୍ ବାକିଅ ସୁନାସ୍ ନାଇ କି ?
21 Dizei-me, os que quereis estar debaixo da lei, não ouvis vós a lei?
22 ଅବ୍ରାଆମ୍କେ ଦୁଇଟା ପଅ ରଇଲାଇ । ଗଟେକ୍ ତାର୍ ଗରେ ପାଇଟି କର୍ବା କୁଲିଆର୍ନିର୍ଟା, ଆରି ଗଟେକ୍ ତାର୍ ନିଜର୍ ବିବାଇ ମାଇଜିର୍ଟା । କାଇକେବଇଲେ ଲେକା ଆଚେ,
22 Porque está escrito que Abraão teve dois filhos, um da escrava, e outro da livre.
23 ଜନ୍ଟା କୁଲିଆର୍ନିର୍ ପଅ, ସେ ମୁନୁସର୍ ମନ୍ କଲା ଇସାବେ ଜନମ୍ ଅଇଲା । ଜନ୍ଟା ବିବାଇ ମାଇଜିର୍ଟା, ପର୍ମେସର୍ କରିରଇବା ସପତ୍ ଇସାବେ ଜାତ୍ ଅଇଲାଟା ।
23 Todavia, o que era da escrava nasceu segundo a carne, mas, o que era da livre, por promessa.
24 ଏ କାତା ଗଟେକ୍ ଜଟ୍କା ଇସାବେ ଆଚେ । କାଇକେବଇଲେ ଦୁଇଟା ମାଇଜି ଦୁଇଟା ରାଜିନାମା ପାରା । ଗଟେକ୍ ରାଜିନାମା ଆରାବ୍ ଦେସେ ରଇବା ସିନଅ ପର୍ବତ୍ ଉପ୍ରେ ପର୍ମେସର୍ ମସାକେ ଦେଇରଇବା ନିୟମ୍ । ଏ ରାଜିନାମା ଆଗାର୍କେ ସମାନ୍ କରି ଅଇସି । କାଇକେବଇଲେ ଆଗାର୍ ଆରି ତାର୍ ପିଲାମନ୍ ଗତି ଅଇରଇଲାଇ । ସମାନ୍ ସେନ୍ତାରିସେ ଏ ରାଜିନାମାର୍ ପିଲାମନ୍ ସବୁଲକ୍ ଗତିଦାଙ୍ଗ୍ଡା ।
24 O que se entende por alegoria; porque estas são as duas alianças; uma, do monte Sinai, gerando filhos para a servidão, que é Agar.
25 ଆଗାର୍କେ ଆରବର୍ ସିନଅ ପର୍ବତ୍ ସଙ୍ଗ୍ ସମାନ୍ କରିଅଇସି, କନ୍ତିଅନି ନିୟମ୍ ଆଇଲାଆଚେ । ତାକେ ଏବର୍ ଜିରୁସାଲାମ୍ ସଅର୍କେ ମିସା ସମାନ୍ କରିଅଇସି । କାଇକେବଇଲେ, ଜିରୁସାଲାମେ ରଇବା ଜିଉଦିମନ୍ ମସାର୍ ନିୟମ୍ ବିସ୍ବାସ୍ କଲାଇନି । ସେ ନିୟମ୍ ବିସ୍ବାସ୍ କରି ନିୟମର୍ ଗତିଦାଙ୍ଗ୍ଡା ଅଇଆଚତ୍ ।
25 Ora, esta Agar é Sinai, um monte da Arábia, que corresponde à Jerusalém que agora existe, pois é escrava com seus filhos.
26 ମାତର୍ ଅବ୍ରାଆମର୍ ବିବାଇ ମାଇଜି ଜେ କି ଗତିଦାଙ୍ଗ୍ଡା ନଏଁ, ତାକେ ସରଗର୍ ଜିରୁସାଲାମ୍କେ ସମାନ୍ କରିଅଇସି । ସେ ଆମେ ବିସ୍ବାସ୍ କର୍ବା ସବୁ ଲକର୍ ମାଆ ।
26 Mas a Jerusalém que é de cima é livre; a qual é mãe de todos nós.
27 ଜେନ୍ତାରିକି ସାସ୍ତରେ ଲେକାଅଇଆଚେ,
27 Porque está escrito: Alegra-te, estéril, que não dás à luz; Esforça-te e clama, tu que não estás de parto; Porque os filhos da solitária são mais do que os da que tem marido.
28 ଏ ବାଇବଇନିମନ୍ ତମେ ଇସାକର୍ ପାରା ପର୍ମେସର୍ ସପତ୍ କରି ପାଟାଇରଇବା ପିଲାଜିଲା ଅଇଗାଲାସ୍ ।
28 Mas nós, irmãos, somos filhos da promessa como Isaque.
29 ସେବେଲେ ଅବ୍ରାଆମର୍ ପିଲା ଜେ କି ଗାଗଡର୍ ଇସାବେ ଜନମ୍ ଅଇରଇଲା, ତାର୍ ସାନ୍ ବାଇକେ ସାଦ୍ବାନ୍ଦ୍ କଲା । ଜେ କି ପର୍ମେସରର୍ ଆତ୍ମା ଇସାବେ ଜନମ୍ ଅଇଲା । ସେଟା ଏବେ ମିସା ଅଇଲାନି ।
29 Mas, como então aquele que era gerado segundo a carne perseguia o que o era segundo o Espírito, assim é também agora.
30 ମାତର୍ ଏ ବିସଇନେଇ ସାସ୍ତର୍ କାଇଟା କଇଲାନି ? ତେଇ ଲେକାଅଇଆଚେ, କୁଲିଆର୍ନି ଆରି ତାର୍ ପଅକେ ବାର୍କରାଇ ଦିଆସ୍ । କାଇକେବଇଲେ କୁଲିଆର୍ନିର୍ ପଅ ବିବାଇ ମାଇଜିର୍ ପଅର୍ ସଙ୍ଗ୍ ବାବାର୍ ଦନ୍ ସଁପତି ପାଇନାପାରେ ।
30 Mas que diz a Escritura? Lança fora a escrava e seu filho, porque de modo algum o filho da escrava herdará com o filho da livre.
31 ତେବେ ଏ ମର୍ ବାଇବଇନିମନ୍ ଆମେ କୁଲିଆର୍ନିର୍ ପିଲାଜିଲା ନଉଁ, ବିବାଇ ମାଇଜିର୍ ପିଲାଜିଲା ।
31 De maneira que, irmãos, somos filhos, não da escrava, mas da livre.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gálatas 4, comparar traduções ou montar um estudo — tudo direto pelo WhatsApp.