Efésios 6
ସତିଅର୍ ବାଟ୍ (DSO) vs BKJ
1 ଏ ମର୍ ପିଲାଟକିମନ୍, ତମେ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ଆୟା ବାବାର୍ କାତା ମାନିକରି ରୁଆ । ତମେ ଏନ୍ତାରି କର୍ବାର୍ ଆଚେଆକା ।
1 Filhos, obedecei a vossos pais no Senhor, porque isto é justo.
2 ଏନ୍ତାରି ଲେକା ଅଇଲାଆଚେ, ନିଜର୍ ଆୟା ବାବାକେ ସନ୍ମାନ୍ ଦିଆସ୍ । ଜେନ୍ତାରି କି ତମର୍ପାଇ ସବୁ ବିସଇ ମଙ୍ଗଲ୍ ରଇସି । ଆରି ତମେ ସାର୍ଦା ଅଇ ବେସି ଦିନ୍ ଜାକ ଏ ଜଗତେ ବଁଚିରଇସା ।
2 Honra a teu pai e a tua mãe, (que é o primeiro mandamento com promessa),
3 ଏଟା ଅଇଲାନି ପର୍ମେସରର୍ ପର୍ତୁମ୍ ଆଦେସ୍ ଜନ୍ଟା କି ସେ ଗଟେକ୍ ଦେଇରଇବା କାତା ମିସା ତେଇ ମିସାଇଆଚେ ।
3 para que te vá bem, e vivas muito tempo sobre a terra.
4 ଏ ବାବାମନ୍, ପିଲାମନ୍କେ ରିସା କରାଆ ନାଇ । ତାର୍ ବାଦୁଲେ ସେମନ୍କେ ମାପ୍ରୁର୍ ବାକିଅ ଇସାବେ ସିକାଇକରି ବଡାଆ ।
4 E vós, pais, não provoqueis a ira a vossos filhos, mas criai-os na disciplina e admoestação do Senhor.
5 ଏ ଗତିଦାଙ୍ଗ୍ଡାମନ୍, ଏ ଜଗତେ ରଇବା ସାଉକାର୍ମନର୍ କାତା ମାନିକରି ରୁଆ । ସେମନ୍କେ ସନ୍ମାନ୍ ଦେଇ, ପୁରାପୁରୁନ୍ ମନ୍ ସଙ୍ଗ୍ ନାମିକରି ରୁଆ । ଜେନ୍ତାରି କି ତମେ କିରିସ୍ଟକେ ନାମିକରି ରଇସା ।
5 Servos, obedecei àqueles que são os vossos senhores segundo a carne, com temor e tremor, na sinceridade de vosso coração, como a Cristo;
6 ଅବ୍କା ସେମନର୍ ମୁଆଟେ ବଲ୍ ବଲାଇ ଅଇବାକେ ନାଇ, କି ସେମନ୍ ଦେକ୍ଲାବେଲେସେ ନାଇ । ମାତର୍ କିରିସ୍ଟର୍ ଗତିଦାଙ୍ଗ୍ଡା ପାରା, ପର୍ମେସର୍ ମନ୍କଲାଟା ପୁରାପୁରୁନ୍ ମନ୍ ଦିଆନ୍ ଦେଇ କରା ।
6 não servindo à vista, como para agradar aos homens, mas como servos de Cristo, fazendo a vontade de Deus de coração;
7 ତମ୍କେ ଦାଇତ୍ ଦେଇରଇବା ସବୁ କାମ୍ ସାର୍ଦା ସଙ୍ଗ୍ କରା । ଜେନ୍ତାରିକି ତମେ ଅବ୍କା ଲକ୍ମନର୍ ପାଇ କାମ୍ ନ କରି ମାପ୍ରୁର୍ ସେବା କଲା ପାରା କରା ।
7 servindo de boa vontade como ao Senhor e não como aos homens;
8 କାଇକେବଇଲେ ତମେ ନିକ କାମ୍ କଲେ, ମାପ୍ରୁ ତମ୍କେ ପୁରୁସ୍କାର୍ ଦେଇସି । ତମେ ଗତିଦାଙ୍ଗ୍ଡା ଅଇରୁଆ କି ମୁକଲ୍ଲା ଲକ୍ ଅଇରୁଆ ।
8 sabendo que toda a boa coisa que cada um fizer, o mesmo ele receberá do Senhor, seja ele servo, seja livre.
9 ଏ ସାଉକାର୍ମନ୍, ସେନ୍ତାରିସେ ତମର୍ ଦାଙ୍ଗ୍ଡାମନ୍କେ ନିକସଙ୍ଗ୍ ଦେକାରକା କରା । ସେମନ୍କେ ଦାକାପୁକା ଦିଆସ୍ ନାଇ । ତମର୍ ମନେ ରଅ, ତାକର୍ ଆରି ତମର୍ ସାଉକାର୍ ସର୍ଗେ ଆଚେ । ଆରି ସେ ସାନ୍ ବଡ୍ ନ ବାବି ଦେକାରକା କର୍ସି ।
9 E vós, senhores, fazei as mesmas coisas para com eles, deixando as ameaças, sabendo também que o Senhor deles e vosso está no céu, e não há acepção de pessoas com ele.
10 ସାରାସାରି ପଚେ, ମାପ୍ରୁର୍ ଟାନେ ମିସିକରି ତାର୍ ବପୁପାଇକରି ଡାଟ୍ଅଇରୁଆ । ରମ୍ ରାଇଜର୍ ସଇନ|alt="Roman soldier" src="lb00196c.tif" size="col" copy="Horace Knowles ©" ref="୬:୧୦"
10 E finalmente, meus irmãos, sede fortes no Senhor e na força do seu poder.
11 ପର୍ମେସର୍ ତମ୍କେ ଦେଇରଇବା ଜୁଇଦର୍ ସବୁ ରକାମ୍ ଆତ୍ ଆତିଆର୍ ସାଜାଡିକରି ରୁଆ । ଜେନ୍ତାରିକି ତମ୍କେ ସଇତାନ୍ ନାଡାଇବା ବେଲେ ତାକେ ବିରଦ୍ କରିପାରାସ୍ ।
11 Revesti-vos de toda a armadura de Deus, para que possais estar firmes contra as astutas ciladas do diabo.
12 କାଇକେବଇଲେ ଆମେ ଜଗତର୍ ଲକ୍ମନର୍ ବିରୁଦେ ଜୁଇଦ୍ କରୁନାଇ । ମାତର୍ କାରାପ୍ ଆତ୍ମାମନ୍କେ, ଆନ୍ଦାରେ ରଇବା ଜଗତର୍ ସାସନ୍କାରିଆମନ୍କେ, ଆରି ସର୍ଗେ କାରାପ୍ ବପୁ ପାଇରଇବା ଆତ୍ମାମନର୍ ବିରୁଦେ ଜୁଇଦ୍ କଲୁନି ।
12 Porque não lutamos contra carne e sangue, mas contra os principados, contra as potestades, contra os governantes das trevas deste mundo, contra a maldade espiritual em regiões celestiais.
13 ତେବର୍ପାଇ ପର୍ମେସର୍ ଦେଇରଇବା ସବୁରକାମ୍ ଜୁଜ୍ବା ଆତ୍ ଆତିଆର୍ ଗଟେକ୍ ସନିଅ ପିନ୍ଦ୍ଲାପାରା ପନ୍ଦିକରି ସାଜାଡା । ସେନ୍ତାର୍ ରଇଲେ ସଇତାନ୍ ଆରି ତାର୍ କାରାପ୍ ଆତ୍ମାମନ୍ ତମ୍କେ ଜୁଜ୍ଲାବେଲେ ସେମନ୍କେ ତମେ ବିରଦ୍ କରି ପାରାସ୍ । ଜୁଇଦର୍ପାଇ ସବୁ ରକାମ୍ଟା ସାଜାଡି ରଇଲେ ତମେ ପଚେ ନ ଗୁଚିକରି ଟିଆଅଇ ପାର୍ସା ।
13 Portanto, tomai toda a armadura de Deus, para que possais resistir no dia mau e, havendo feito tudo, ficar firmes.
14 ତେବେ ଜୁଇଦର୍ପାଇ ତମେ ଏନ୍ତାରି ଜାଗ୍ରତ୍ ଉଆ । ଜେନ୍ତାରି କି, ପର୍ମେସରର୍ ସତ୍ ଆଁଟାବେଡା, ଆଁଟାଇ ବାନ୍ଦିଅଇ, ତାର୍ ଦରମର୍ ସାଞ୍ଜୁ ଜଗାଡି ଅଇ,
14 Portanto, estai firmes, tendo cingidos os vossos lombos com a verdade, e vestida a couraça da justiça,
15 ସୁବ୍କବରେଅନି ଆଇବା ସାନ୍ତିର୍ ପାଣ୍ଡଇ ପିନ୍ଦି ସାଜାଡି ଉଆ ।
15 e calçados os vossos pés na preparação do evangelho da paz;
16 ଏ ସବୁର୍ ଉପ୍ରେ ବିସ୍ବାସର୍ ତେବାଇବା ଡାଲ୍ ଦାରିରୁଆ । ଏ ଡାଲ୍ସଙ୍ଗ୍ ସଇତାନ୍ ତମର୍ ମୁଆଟେ ବିନ୍ଦ୍ବା ଜଇର୍ କାଣ୍ଡ୍ ଅଟ୍କାଇ ପାର୍ସା ।
16 tomando, sobre tudo, o escudo da fé, com o qual podereis apagar todos os dardos inflamados do maligno.
17 ଆରି ମାପ୍ରୁ ଦେଇରଇବା ମୁକ୍ତି, ଗଟେକ୍ ଟପିପାରା ମୁଣ୍ଡ୍ ରକିଆ କର୍ବାକେ ପିନ୍ଦିରୁଆ । ସୁକଲ୍ଆତ୍ମା ଦେଇରଇବା କାଣ୍ଡା ଦାରିରୁଆ । ସେ କାଣ୍ଡା ଅଇଲାନି ପର୍ମେସରର୍ ବାକିଅ ।
17 E tomai o capacete da salvação, e a espada do Espírito, que é a palavra de Deus.
18 ସୁକଲ୍ଆତ୍ମା ଚେତ୍ନା ଦେଲା ଇସାବେ ପାର୍ତନା କରା । ସବୁ ରକାମର୍ ପାର୍ତନା ଆରି ଗୁଆରିସଙ୍ଗ୍ ପାର୍ତନା କରା । ଏଟାର୍ଲାଗି ଜାଗ୍ରତ୍ ଅଇରୁଆ । ପର୍ମେସରର୍ ଲକ୍ମନର୍ପାଇ ପାର୍ତନା କରିଲାଗିରୁଆ ।
18 Orando em todo tempo com toda oração e súplica no Espírito, e vigiando nisso com toda perseverança e súplica por todos os santos,
19 ମର୍ପାଇ ମିସା ପାର୍ତନା କରା । ଜେନ୍ତିକି ମୁଇ କାତା ଅଇବାବେଲେ ପର୍ମେସର୍ ମକେ ଟିକ୍ ବାକିଅ ଦେଅ । ସେନ୍ତାର୍ କଲେ, ସୁବ୍ କବରର୍ ଲୁଚିରଇବା ବିସଇ ମୁଇ କାକେ ନ ଡରିକରି ଲକ୍ମନ୍କେ ଜାନାଇ ପାର୍ବି ।
19 e por mim; que a palavra me seja dada, para que eu possa abrir a minha boca ousadamente, para fazer conhecido o mistério do evangelho,
20 ଏବେ ମୁଇ ବନ୍ଦି ଅଇ ରଇଲେ ମିସା କିରିସ୍ଟର୍ ସୁବ୍କବର୍ ଜାନାଇବାପାଇ ଗଟେକ୍ ରାଜାର୍ ଦୁତ୍ ପାରା ଅଇଲିଆଚି । ସୁବ୍କବର୍ ଟିକ୍ ସଙ୍ଗ୍, ନ ଡରିକରି ଜାନାଇବାକେ ପର୍ମେସର୍ ମକେ ବପୁ ଦେଅ ବଲି ପାର୍ତନା କରା ।
20 pelo qual sou embaixador em cadeias; para que possa falar dele ousadamente, como me convém falar.
21 ତକିକସ୍ ଜେ କି ଆମର୍ ଆଲାଦର୍ ବାଇ, । ସେ ମାପ୍ରୁକେ ବିସ୍ବାସ୍ ସଙ୍ଗ୍ ସେବା କଲାନି । ମୁଇ କେନ୍ତି ଆଚି ଆରି କାଇଟା କଲିନି, ସେ ସବୁ ବିସଇ ତମ୍କେ କଇଦେଇସି ।
21 Ora, para que vós também possais saber das coisas acerca de mim e o que faço, Tíquico, irmão amado e fiel ministro do Senhor, vos fará saber todas as coisas,
22 ଆମ୍କେ ଗଟ୍ବା ବିସଇ ସବୁ ତମେ ଜାନିରୁଆ ବଲିକରି ମୁଇ ତାକେ ତମର୍ଟାନେ ପାଟାଇଲିନି । ଆରି ସେ ତମ୍କେ ସାର୍ଦା କରାଇସି ।
22 o qual vos enviei para o mesmo propósito, para que conheçais as coisas a nosso respeito, e para que ele console os vossos corações.
23 ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ସବୁ ବିସ୍ବାସି ବାଇମନ୍କେ ସାନ୍ତି ଦେଅ । କିରିସ୍ଟକେ ବିସ୍ବାସ୍ କରି ତମର୍ ବିତ୍ରେ ଆଲାଦ୍ କରାକରି ଅଇବାକେ ସେମନ୍ ତମ୍କେ ସାଇଜ କରତ୍ ।
23 Paz seja com os irmãos e amor com fé, da parte de Deus o Pai e da do Senhor Jesus Cristo.
24 ଆମର୍ ମାପ୍ରୁ ଜିସୁ କିରିସ୍ଟକେ ଜେତ୍କି ଲକ୍ ଆଲାଦ୍ କଲାଇନି, ସେମନ୍କେ ପର୍ମେସର୍ ତାର୍ ଜିବନ୍ ଦୁକାଇଲାଟା ଆରି ନ ସାର୍ବା ଆଲାଦ୍ ଦେଅ ।
24 A graça seja com todos os que amam a nosso Senhor Jesus Cristo em sinceridade. Amém.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Efésios 6, comparar traduções ou montar um estudo — tudo direto pelo WhatsApp.