Efésios 5
ସତିଅର୍ ବାଟ୍ (DSO) vs AAI
1 ପର୍ମେସର୍କେ ବେସି ଆଲାଦ୍ କର୍ବା ତାର୍ ପିଲାମନ୍ ଅଇବାକେ, ତାର୍ପାରା ଅଇ ଗଟେକ୍ ଆଲାଦର୍ ଚଲାଚଲ୍ତି କରା ।
1 A bowabowamaim kwabowabow kwanasinaftobon God kwaniu’ur, anayabin kwa i God natunatun anababatun.
2 ଜେନ୍ତାର୍ କି କିରିସ୍ଟ ଆମ୍କେ ଆଲାଦ୍ କରି ଆମର୍ ପାଇ ମରି ରଇଲା । ଗଟେକ୍ ସୁନ୍ଦର୍ ବାସ୍ନା ଅଇବା ବଲି ପାରା ସେ ତାର୍ ଜିବନ୍ ପର୍ମେସର୍କେ ସର୍ପିଦେଲା ।
2 A yawas wanawanan taituwa isah i yabowamaim nabonawiyi kwaniyabuwih. Keriso iyabuwit taiyuwin biyan it ata bowabow kakafih isan sisibor na’atube. Naatu nati sibor yamurin i igewasin kwanekwan, imih God iyasisir gagamin maiyow.
3 ମାତର୍ ତମର୍ ବିତ୍ରେ ବେସିଆ ଇସାବେ ରଇବା ଚଲାଚଲ୍ତି, କି କାଇ ରକାମର୍ ସୁକଲ୍ ନ ଅଇବାଟା କି ଲବ୍ ଅଇବାଟା ଆଚେ, ବଲି ବିନ୍ ଲକ୍ମନ୍ ନ କଅତ୍ । କାଇକେବଇଲେ ଏଟା ସବୁ ପର୍ମେସରର୍ ସୁକଲ୍ ଲକ୍ମନ୍ କର୍ବା ଟିକ୍ ବିସଇ ନଏ ।
3 Kwa i God ana sabuw, imih men in baisesebar kwanekwan, o sinaf kwanekwan hai gubagub, o kabat wanawananamaim tama wab hitasu’ub hitao.
4 ସେନ୍ତାରିସେ ଜନ୍ଟାକି ଲଡାକେ ନ ଆଇବା ଗୁନ୍ଚଲନ୍, କି କାରାପ୍ କାତା, ଲାଜ୍ କର୍ବା କାତା କି ଟାପ୍ରା କାତା ତମର୍ଟାନେ ନ ଡିସ । ଏଟାମନ୍ ତମର୍ଟାନେ ରଇବାଟା ଟିକ୍ ନଏ । ତାର୍ବାଦୁଲେ ତମେ ପର୍ମେସର୍କେ ଦନିଅବାଦ୍ ଦେବା କାତା କୁଆ ।
4 Binanakwar kakafih, baifufuwen tur, bai’iyab kwanekwan, tur kakafih i men awamaim tama, nati sawar efanih kwa i God merarayow kwatitin.
5 ତମେ ଜାନ୍ବାର୍ ଆଚେ ଜେ, କେନ୍ତାରି ମିସା ବେସିଆ କାମ୍ କର୍ବା ଲକ୍, କି ସୁକଲ୍ ନ ଅଇଲା ଲକ୍, କି ଲବ୍ରା ଲକ୍ ପରମେସରର୍ ଆରି କିରିସ୍ଟର୍ ରାଇଜେ ରଇବା କାଇ ବିସଇ ମିଲାଇବାକେ ଅଦିକାର୍ ପାଇ ନାପାରତ୍ । ଗଟେକ୍ ଲବ୍ରା, ପୁତ୍ଲା ପୁଜା କର୍ବା ଲକର୍ ସଙ୍ଗ୍ ସମାନ୍ ।
5 Sawar etei isah i kwa kwaso’ob, orot yait ebisesebar kwanekwan, kakafih hai gubagub auman ema’am, o ebikabat, nati orot boro men Keriso naatu God ana aiwob nowanamih nab. Anayabin orot kabat mowan i turobe umataratar ana bowayan naatu iti tafaram hai sawar ekwakwafiren.
6 ବିନ୍ ଲକର୍ ଟାନେଅନି କାଇ ଲଡାକେ ନ ଆଇବା ଚୁଚା କାତା ସୁନି ନାଡାଇ ଉଆ ନାଇ । କାଇକେବଇଲେ, ଏନ୍ତାରି କରି ତାକେ ନ ନାମ୍ବା ଲକ୍ମନ୍କେ ପର୍ମେସର୍ ଡଣ୍ଡ୍ ଦେଇସି ।
6 Men yait ta baifuwen turamaim kwa nifufuwimih, anayabin sawar iti isan sabuw iyab tibifanasair God ana yaso’ar boro tafahimaim nare.
7 ତେବର୍ପାଇ ସେନ୍ତାରି ଲକ୍ମନର୍ ସଙ୍ଗ୍ ମିସା ନାଇ ।
7 Isan imih sabuw iti na’atube tisisinaf men bairi kwanita’ayomih.
8 କାଇକେବଇଲେ ଆଗ୍ତୁ ତମେ ଆନ୍ଦାରେ ରଇଲାସ୍ । ମାତର୍ ଏବେ ମାପ୍ରୁର୍ ସଙ୍ଗ୍ ମିସ୍ଲାର୍ପାଇ ଉଜଲେ ପୁରି ଆଚାସ୍ । ତେବର୍ପାଇ ଉଜଲେ ରଇବା ଲକ୍ମନର୍ପାରା ଚଲାଚଲ୍ତି କରା ।
8 Marasika kwa ayawas i nati na’atube guguminamaim kwama’am, baise boun kwa i kwana Regah ana sabuw kwamatar marakawamaim kwama’am. Imih sabuw iyab marakawamaim tema’am na’atube kwanama.
9 କାଇକେବଇଲେ, ଉଜ୍ଲେ ରଇଲେ ତେଇଅନି ସବୁ ରକାମର୍ ନିକ, ଦରମ୍, ଆରି ସତ୍ ବିସଇ ବାରଇସି ।
9 Anayabin iti marakaw kwa wanawananamaim ema’am ana ro’on i boro gewasin nakutait. Ef mutufurin nakutait, naatu turobe nakutait.
10 ପର୍ମେସର୍କେ ସାର୍ଦା କରାଇବା ବିସଇ କଜିକରି ମିଲାଆ ।
10 Kwanasinaftobon sawar abisa Regah isan ebiyasisir i kwananuwih.
11 ଆନ୍ଦାରେ ରଇବା ଲକ୍ମନ୍ କର୍ବା କାଇ ମୁଲିଅ ନ ରଇବା କାମେ ମିସାନାଇ । ସେଟାମନ୍କେ କାଇ ମୁଲିଅ ନାଇ । ତାର୍ ବାଦୁଲେ ସେନ୍ତାରି କାରାପ୍ ଅଇବା କାମ୍ ନ ଲୁଚାଇ ଦେକାଇଦିଆସ୍ ।
11 Naatu gugumin hai ro’on kakafih men kwanabow, baise kwanasinaftobon nati ro’oh kakafih i kwanabow hinatit hinirerereb.
12 ସେନ୍ତାରି ଲୁଚ୍ତେ କର୍ବା କାମର୍ ବିସଇ କାତା ଅଇବାକେ ମିସା ଲାଜ୍ ଲାଗ୍ସି ।
12 Anayabin abisa wa’iwa’iramaim hisisinaf bain tit rererebamaim o isan i biya’ohow gagamin maiyow.
13 ଏନ୍ତାରି କାମ୍ ନ ଲୁଚାଇ ବାର୍କରାଇଲେ, ତେଇର୍ ସତ୍ ବିସଇ ଲକ୍ମନ୍ ଦେକ୍ବାଇ ।
13 Baise sawar iti etei hinan marakawamaim hinatitit ana veya, boro bebeyan ni’obaiyi iti sawar i anababatun kakafih.
14 କାଇକେବଇଲେ ଉଜଲର୍ ସବୁ ବିସଇ ଉଜଲ୍ସେ । ସେଟାର୍ ପାଇ ଏନ୍ତାରି ଲେକାଅଇଲାଆଚେ,
14 Anayabin marakawamaim sawar etei bow hina hirerereb. Ana’an nati isan tur iti eo, “Inuyan kumisir, morobone kumisir! Naatu Keriso tafamaim nakusisiar.”
15 ତେବେ ତମର୍ ଚଲାଚଲ୍ତି କର୍ବାଟାନେ ଜାଗ୍ରତ୍ ରୁଆ । ବକୁଆ ଲକ୍ମନର୍ପାରା ନ ଅଇ ବୁଦିରଇବା ଲକର୍ପାରା ରୁଆ ।
15 Mata toniwa’an anot hinarerekab, kwanakaifi gewas kwanama, men koko’aw hai ma kwanama’amih,
16 ସବୁବେଲେ ନିକ କାମ୍ କର୍ବାକେ କଜ୍ତେ ରୁଆ । କାଇକେବଇଲେ ଏ ଜୁଗର୍ ଲକ୍ମନ୍ ବେସି କାରାପ୍ ଆଚତ୍ ।
16 men yait ta a veya inafafuw kwaniyimih, anayabin mar iti boun i kakafin ana veya.
17 ତେବର୍ପାଇ ବୁଦିନଇଲା ଲକ୍ ପାରା ନଅଇ ମାପ୍ରୁର୍ ମନ୍କଲାଟା କଜିକରି ମିଲାଆ ।
17 Isan imih kwa men kwanikoko’aw, baise Regah ana kok abisa sinafumih ekokok i kwanaso’ob kwanasinaf.
18 ମଦ୍ ପେଣ୍ଡମ୍ କାଇ ମାତା ନାଇ । କାଇକେବଇଲେ ସେଟା ତମ୍କେ ଡିଲା ଚାଡ୍ବା ଗରୁଗାଇର୍ ପାରା ଚଲାଚଲ୍ତି କର୍ବାକେ ଡାକିନେଇସି । ତାର୍ବାଦୁଲେ ସୁକଲ୍ଆତ୍ମା ବାନ୍ଦିନେବାକେ ସର୍ପିଉଆ ।
18 Wine men gagamin na’in kwanatom, anayabin nati sawar i yawas bai’afiyenayan, baise nati efanin Anun kakafiyin niwani ayawas nabonawiy gewas.
19 ଗିତ୍ ସଙ୍ଗିତାର୍ ଗିତ୍, ଆତ୍ମାଇ ଅନି ଆଇବା ବିନ୍ ଗିତ୍ମନ୍, ତମର୍ ବିତ୍ରେ କୁଆକୁଇ ଉଆ । ଗିତ୍ କଇକରି ନିଜେ ନିଜେ ମନ୍ବିତ୍ରେ ମାପ୍ରୁକେ ଡାକ୍ପୁଟା କରା ।
19 Naatu nati’imaim ew kwanatabor, naatu ewamaim kwanatabor taituwa hai tur kwana’owen, dinab ewamaim sika wanawanan na’in natawiniwin dogoromaim Regah kwanarutabur.
20 ଆମର୍ ମାପ୍ରୁ ଜିସୁକିରିସ୍ଟର୍ ନାଉଁଦାରି ସବୁବେଲେ ସବୁ ବିସଇର୍ପାଇ ବାବା ପର୍ମେସର୍କେ ଦନିଅବାଦ୍ ଦିଆସ୍ ।
20 Ata Regah Jesu Keriso wabinamaim sawar tutufin etei isah mar etei Tamat God merarayow kwanitin.
21 କିରିସ୍ଟର୍ପାଇ ରଇବା ତମର୍ ସନ୍ମାନର୍ ଲାଗି, ତମର୍ ତମର୍ ବିତ୍ରେ ସର୍ପାସର୍ପି ଉଆ ।
21 O taiyuw a’of babanamaim inayara’iyi, anayabin nati i o akakaf Keriso isan.
22 ଏ ମାଇଜିମନ୍ ତମେ ଜେନ୍ତାର୍ ମାପ୍ରୁକେ ସର୍ପିଅଇ ଆଚାସ୍, ସେନ୍ତାରି ତମର୍ ନିଜର୍ ନିଜର୍ ମୁନୁସ୍କେ ମିସା ସର୍ପି ଉଆ ।
22 Baibin kwanayara’iyi a’aaw babahimaim kwanama, Regah isan kwayara’iyi babanamaim kwama’am na’atube.
23 କାଇକେବଇଲେ କିରିସ୍ଟ ଜେ କି ତାର୍ ଗାଗଡ୍ପାରା ରଇବା ମଣ୍ଡଲିର୍ ନେତା ଆଚେ, ସେନ୍ତାରିସେ ମୁନୁସ୍ ମିସା ତାର୍ ମାଇଜିର୍ ନେତା ଆଚେ । କିରିସ୍ଟସେ ତାର୍ ମଣ୍ଡଲିକେ ରକିଆ କଲାଆଚେ ।
23 Anayabin orot i babin isan ebi’ukwarin, Keriso ekaleisia isan ebi’ukwarin na’atube. Naatu Keriso biyan i ekaleisia ana baiyawasenayan.
24 ତେବର୍ପାଇ ମଣ୍ଡ୍ଲି ଜେନ୍ତାର୍ କିରିସ୍ଟକେ ସର୍ପି ଅଇସି, ସେନ୍ତାରି ଏ ମାଇଜିମନ୍, ତମେ ମିସା ସବୁ ବିସଇତେଇ ତମର୍ ମନସ୍ମନର୍ ଟାନେ ସର୍ପି ଅଇବାର୍ଆଚେ ।
24 Ekaleisia yara’iy Keriso babanamaim ema’ama na’atube, kwa baibin kwanayariyi biya tutufin etei orot kwanitin.
25 ଏ ମୁନୁସ୍ମନ୍, କିରିସ୍ଟ ଜେନ୍ତାର୍ ମଣ୍ଡ୍ଲିକେ ଆଲାଦ୍ କରି, ତାକେ ସୁକଲ୍ କର୍ବାକେ ନିଜେ ସର୍ପିଅଇଲା, ସେନ୍ତାରିସେ ତମେ ମିସା ନିଜର୍ ମାଇଜିମନ୍କେ ଆଲାଦ୍କରା ।
25 Kwa orot, a’aaw baibin kwaniyabuwih gewas, anayabin Keriso ekaleisia iyabuw ana yawas i’inuw isan morob,
26 କିରିସ୍ଟ ପର୍ମେସରର୍ ବାକିଅ ସଙ୍ଗ୍ ଆରି ପାନିସଙ୍ଗ୍ ଦଇକରି ମଣ୍ଡ୍ଲିକେ ସୁକଲ୍ କଲା ।
26 saise ekaleisia taya’asair harewamaim tikifuw kakafiyin tamatar. Naatu ana turamaim takusouw
27 ମଣ୍ଡଲିକେ ତାର୍ ମୁଆଟେ ଆନ୍ଲାବେଲେ, ମଣ୍ଡଲି ଜେନ୍ତାରି କି, କାଇ ମୁର୍କି ନ ଅଇତେ, ଅସୁକଲ୍ ନଇତେ, କାଇ ଦସ୍ ନ ଅଇତେ ରଇ, ତାର୍ ବାଦୁଲେ ସୁକଲ୍ ଆରି ସିଦ୍ କାରାଇ ତାକେ ଟିଆ କରାଇସି ।
27 biyan itinin gewasin, mamarin sa’er bitan aurin kato en, naatu butukutukuwan itinin ta ta men tama. Baise kakafiyin naatu uhew bitan nanamaim tima’an nowan tamatar tama.
28 ସେନ୍ତାରିସେ ମୁନୁସ୍ମନ୍ ନିଜର୍ ଗାଗଡ୍କେ ଜତନ୍ କରି ଆଲାଦ୍ କଲାପାରା ନିଜର୍ ମାଇଜିମନ୍କେ ସେନ୍ତାରି କରା । ଜେ ନିଜର୍ ମାଇଜିକେ ଆଲାଦ୍ କର୍ସି, ସେ ନିଜ୍କେ ମିସା ଆଲାଦ୍ କର୍ସି ।
28 Ef nati na’atube kwa orot a’aaw baibin kwaniyabuwih, kwa taiyuw biya kwabiyabuw na’atube, orot yait aawan ebiyabuw i taiyuwin isan ebiyabow.
29 କେ ମିସା କେବେ ନିଜର୍ ଗାଗଡ୍କେ ଗିନ୍ ନ କରେ । ମାତର୍ ତାର୍ପାଇ ଦୁଆପୁଚା କରି କାଦି କୁଆଇସି । ଜେନ୍ତାରି କି କିରିସ୍ଟ ତାର୍ ମଣ୍ଡଲିର୍ ପାଇ ଜତନ୍ କଲାନି ।
29 Orot babin yait men ta taiyuwin biyan ebifa’ifa’imih, baise biyan ebituw naatu ekakaif gewas. Keriso ana ekaleisia isan isisinaf na’atube.
30 କାଇକେବଇଲେ ଆମେ ସବୁ ତାର୍ ଗାଗଡର୍ ବାଗ୍ ଅଇଆଚୁ ।
30 Anayabin it i Keriso biyan ana kou’ay turin.
31 ଏଟାର୍ପାଇ ଦରମ୍ ସାସ୍ତରେ ଲେକାଅଇଆଚେ ମୁନୁସ୍ ତାର୍ ନିଜର୍ ଆୟା ବାବାକେ ଚାଡି ନିଜର୍ ମାଇଜିର୍ ସଙ୍ଗ୍ ମିସି ଜାଇସି । ଆରି ସେ ଦୁଇଲକ୍ ମିସି ଗଟେକ୍ ଅଇବାଇ ।
31 “Ana’an iti isan orot boro hinah tamah nihamiyih aawan hairi hinita’imon, naatu biyah rou’ab baise hinan biyah ta’imon namatar.”
32 ଏଟା ଗଟେକ୍ ବଡ୍ ଲୁଚି ରଇବା ବିସଇ । ମାତର୍ ମୁଇ କିରିସ୍ଟ ଆରି ମଣ୍ଡଲି ବିତ୍ରେ ମିସିବିଡି ରଇବା ବିସଇ କାତା ଅଇଲିନି ।
32 Iti tur i buriburin anababatun, baise tur iti’imaim ayai ao saise Keriso naatu ekaleisia hairi hai bowabow kwataso’ob.
33 ସାରାସାରି ତମେ ଗଟେକ୍ ଗଟେକ୍ ଲକ୍ ନିଜେ ନିଜେ ଆଲାଦ୍ ଅଇଲାପାରା ନିଜର୍ ନିଜର୍ ମାଇଜିକେ ସେନ୍ତାରି କର୍ବାର୍ ଆଚେ । ଆରି ମାଇଜିମନ୍ ତାକର୍ ମୁନୁସ୍ମନ୍କେ ସନ୍ମାନ୍ ଦେବାର୍ ଆଚେ ।
33 Imih iban ao maiye, kwa oro’orot a’aaw baibin kwaniyabuwih, kwa taiyuw isa kwabiyabow na’atube, naatu kwa baibin a’aaw oro’orot kwanakakafiyih.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Efésios 5, comparar traduções ou montar um estudo — tudo direto pelo WhatsApp.