Colossenses 4
ସତିଅର୍ ବାଟ୍ (DSO) vs VC
1 ଏ ସାଉକାର୍ମନ୍, ତମର୍ ଦାଙ୍ଗ୍ଡାମନ୍କେ ଜତନ୍ କରା ଆରି ସେମନ୍କେ ସବୁକେ କାଇ ଅନିଆଇ ନ କରି ଚଲାଚଲ୍ତି କରା । କାଇକେବଇଲେ ସର୍ଗେ ମିସା ତମର୍ ପାଇ ଗଟେକ୍ ସାଉକାର୍ ଆଚେ ବଲି ଏତାଆ ।
1 Senhores, tratai vossos servos com justiça e igualdade. Sabeis perfeitamente que também vós tendes um Senhor no céu.
2 ପାର୍ତନା କରିଲାଗିରୁଆ । ଆରି ଜାଗ୍ରତ୍ ଅଇରୁଆ । ପର୍ମେସର୍କେ ସବୁବେଲେ ଦନିଅବାଦ୍ ଦେଇତେରୁଆ ।
2 Sede perseverantes, sede vigilantes na oração, acompanhada de ações de graças.
3 ଆମର୍ ପାଇ ମିସା ପାର୍ତନା କରା । ଜେନ୍ତିକି କିରିସ୍ଟର୍ ବିସଇଟାନେ ରଇବା ଏ ସୁବ୍କବର୍ ଆମେ ସବୁଲକ୍କେ ଜାନାଇପାର୍ବୁ । ଏ ସୁବ୍ କବର୍ ସେମନ୍ ଆଗ୍ତୁ ନାଜାନିରଇଲାଇ । ଏ ସୁବ୍କବର୍ ଜାନାଇଲାର୍ପାଇ ମୁଇ ଏବେ ବନ୍ଦିଗରେ ଆଚି ।
3 Orai também por nós. Pedi a Deus que dê livre curso à nossa palavra para que possamos anunciar o mistério de Cristo. É por causa deste mistério que estou preso.
4 ଜେନ୍ତିକି ମୁଇ ଜେତ୍କି ଲକ୍କେ ଏ ସୁବ୍କବର୍ ନିକସଙ୍ଗ୍ ଜାନାଇବି, ସେଟାର୍ପାଇ ପାର୍ତନା କରା ।
4 Possa eu fazê-lo conhecido, como é meu dever.
5 ମାପ୍ରୁ ଜିସୁକିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନର୍ତେଇ ଜାଗ୍ରତ୍ ସଙ୍ଗ୍ ଚଲାଚଲ୍ତି କରା । ତମେ ମିଲାଇରଇବା ସବୁ ବେଲା ବୁଦିର୍ ସଙ୍ଗ୍ କରା ।
5 Procedei com sabedoria no trato com os de fora. Sabei aproveitar todas as circunstâncias.
6 ସେମନ୍କେ ସନ୍ମାନ୍ ଦେଇ କାତା ଉଆ । ଜେନ୍ତିକି ତମେ କଇବା ବିସଇ ସେମନ୍ ମନ୍କର୍ବାଇ । ତେବେ ତମେ ବିସ୍ବାସ୍ କର୍ବା ବିସଇଟାନେ କାଇଆଲେ କାତା ଉଟ୍ଲେ, ତମେ ଉତର୍ ଦେଇପାର୍ସା ।
6 Que as vossas conversas sejam sempre amáveis, temperadas com sal, e sabei responder a cada um devidamente.
7 ତୁକିକ କଲସିଅ ଆଇଲାବେଲେ ମକେ କାଇକାଇଟା ଗଟ୍ଲାନି ବଲି ତମ୍କେ କଇଦେଇସି । ସେ, ମୁଇ ବେସି ଆଲାଦ୍ କର୍ବା ଗଟେକ୍ ବିସ୍ବାସି ବାଇ । ସେ ବିସ୍ବାସ୍ ସଙ୍ଗ୍ କାମ୍ କର୍ସି ଆରି ମର୍ ସଙ୍ଗ୍ ମାପ୍ରୁକେ ସେବା କର୍ସି ।
7 Quanto ao que me concerne, o caríssimo irmão Tíquico, ministro fiel e companheiro no Senhor, vos informará de tudo.
8 ଆମ୍କେ କାଇଟା ଗଟ୍ଲାନି ବଲି ତାର୍ଟାନେଅନି ଜାନ୍ସା । ଆରି ସେ ତମ୍କେ ବିସ୍ବାସ୍ କରାଇବାଟା ଡାଟ୍ କରାଇସି । ଏଟାର୍ପାଇ ତାକେ ତମର୍ଟାନେ ପାଟାଇଲିନି ।
8 Eu vo-lo envio para este fim, para que conheçais nossa situação e console os vossos corações.
9 ଅନିସିମ୍କେ ତାର୍ସଙ୍ଗ୍ ପାଟାଇଲିନି । ସେ ଆମର୍ ଆଲାଦର୍ ବେସି ବିସ୍ବାସ୍ ରଇବା ବାଇ । ସେ ତମର୍ ନଅରର୍ ଲକ୍ । ଇତି ଗଟ୍ବା ସବୁ ବିସଇ ସେମନ୍ ତମ୍କେ ଜାନାଇବାଇ ।
9 Ele vai juntamente com Onésimo, nosso caríssimo e fiel irmão, conterrâneo vosso. Ambos vos informarão de tudo o que aqui se passa.
10 ଆରିସ୍ତାକସ୍ ତାର୍ ଜୁଆର୍ ଜାନାଇଲାନି । ସେ ମର୍ ସଙ୍ଗ୍ ବନ୍ଦିଗରେ ଆଚେ । ବର୍ନବାର୍ ମେଏନାବାଇ ମାର୍କ ମିସା ଜୁଆର୍ ଜାନାଇଲାନି । ମାର୍କର୍ ବିସଇ ତମେ ସୁନିସାରାଇ ଆଚାସ୍ । ସେ ତମର୍ ଲଗେ ଆଇଲେ ତାକେ ଡାକି ନିଆ ।
10 Saúda-vos Aristarco, meu companheiro de prisão, e Marcos, primo de Barnabé, a respeito do qual já recebestes instruções. {Se este for ter convosco, acolhei-o bem.}
11 ଜୁସ୍ତ ନାଉଁଦାରି ଡାକ୍ପୁଟା ଅଇଲା ଜିୟସୁୟ ମିସା ତମ୍କେ ଜୁଆର୍ ଜାନାଇଲାନି । ଏ ତିନ୍ ଲକ୍ସେ ଇତି ରଇବା ଜିଉଦି ବିସ୍ବାସିମନ୍ । ପର୍ମେସରର୍ ରାଇଜ୍ ବିସଇତେଇ ରଇବା ସୁବ୍କବର୍ ଜାନାଇବାକେ ସେମନ୍ ମର୍ ସଙ୍ଗ୍ କାମ୍ କଲାଇନି । ସେମନ୍ ମକେ ବେସି ସାର୍ଦା କରାଇଆଚତ୍ ।
11 Também Jesus, chamado o Justo, vos saúda. São os únicos da circuncisão que trabalham comigo no Reino de Deus. Eles se têm tornado a minha consolação.
12 ଏପାପ୍ରା ତାର୍ ଜୁଆର୍ ଜାନାଇଲାନି । ସେ ମିସା ତମର୍ ନଅରର୍ ଲକ୍ । ସେ ମିସା ଗଟେକ୍ ଜିସୁକିରିସ୍ଟର୍ ଗତିଦାଙ୍ଗ୍ଡା । ସେ ତମର୍ପାଇ ସବୁବେଲେ ମନ୍ଦିଆନ୍ ଦେଇ ପାର୍ତନା କରିଲାଗିରଇସି । ଜେନ୍ତିକି ତମେ ଡାଟ୍ ଅଇ ସିଦ୍ ଅଇସା ଆରି ପର୍ମେସର୍ ତମ୍କେ କରା ବଲି ମନ୍କଲାଟା ଜାନିରଇସା ।
12 Saúda-vos Epafras, vosso concidadão, servo de Jesus Cristo. Ele não cessa de lutar por vós em suas orações, para que, numa perfeita e plena convicção, permaneçais plenamente submissos à vontade divina.
13 ଏରାପଲି ଆରି ଲାଉଦିକିଆଇ ରଇବା ବିସ୍ବାସିମନର୍ପାଇ ଆରି ତମର୍ପାଇ ମିସା ସେ ଆବଡ୍ ଅଇଲାନି ବଲି ମୁଇ ସାକି ଦେଲିନି ।
13 Posso assegurar-vos que muito trabalha por vós e pelos que estão em Laodicéia e em Hierápolis.
14 ଆମର୍ ଆଲାଦର୍ ନିଜେ ଅସଦେଉ ଲୁକ ଆରି ଦିମା ତମ୍କେ ଜୁଆର୍ ଜାନାଇଲାଇନି ।
14 Saúda-vos Lucas, o caríssimo médico, e Demas.
15 ଲାଉଦିକିଆତେଇ ରଇବା ବାଇବଇନିମନ୍କେ, ମର୍ ଜୁଆର୍ ଜାନାଇଦିଆସ୍ । ବଇନି ନୁମ୍ପାକେ ଆରି ତାର୍ ଗରେ ରୁଣ୍ଡ୍ବା ସବୁ ବିସ୍ବାସିମନ୍କେ ମିସା ମର୍ ଜୁଆର୍ ଜାନାଆ ।
15 Saudai os irmãos de Laodicéia, como também a Ninfas e a igreja que está em sua casa.
16 ତମେ ଏ ଚିଟିତେଇ ଲେକ୍ଲାଟା ସୁନିସାରାଇଲାପଚେ ଲାଉଦିକିଆଇ ରଇବା ବାଇବଇନିମନ୍କେ ମିସା ସୁନାଇଦେବାର୍ଆଚେ ଆକା ।
16 Uma vez lida esta carta entre vós, fazei com que ela o seja também na igreja dos laodicenses. E vós, lede a de Laodicéia.
17 “ମାପ୍ରୁ ତକେ ସର୍ପିଦେଲା କାମ୍ ତୁଇ କରିସାରାଇବାର୍ ଆଚେ ଆକା” ବଲି ଆର୍କିପସ୍କେ କୁଆ ।
17 Finalmente, dizei a Arquipo: Vê bem o ministério que recebeste em nome do Senhor, e desempenha-o plenamente.
18 ମୁଇ ପାଉଲ୍ ଏଟା ନିଜେ ଲେକ୍ଲିନି, “ଜୁଆର୍ ! ମୁଇ ବନ୍ଦିଗରେ ଆଚିବଲି ଏତାଆ ।” ପର୍ମେସରର୍ ଜିବନ୍ ଦୁକାଇ ଦୟା ଦେକାଇଲାଟା ତମର୍ ସଙ୍ଗ୍ ରଅ ।
18 Minha saudação, de próprio punho: PAULO. Lembrai-vos das minhas cadeias. A graça esteja convosco!
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Colossenses 4, comparar traduções ou montar um estudo — tudo direto pelo WhatsApp.