Colossenses 1
ସତିଅର୍ ବାଟ୍ (DSO) vs NVI
1 ଏ ଚିଟି ମୁଇ ପାଉଲ୍ ଆରି ବିସ୍ବାସର୍ ଲାଗି ଆମର୍ ବାଇଅଇରଇବା ତିମତି ମିସି ଲେକ୍ଲୁନି । ପର୍ମେସର୍ ମକେ ବାଚ୍ଲାର୍ପାଇ ମୁଇ ଜିସୁକିରିସ୍ଟର୍ ଗଟେକ୍ ପେରିତ୍ ଅଇଆଚି ।
1 Paulo, apóstolo de Cristo Jesus pela vontade de Deus, e o irmão Timóteo,
2 କଲସି ନଅରେ ରଇବା ପର୍ମେସରର୍ ଲକ୍ମନ୍ ତମ୍କେ, ମୁଇ ଏ ଚିଟି ଲେକି ପାଟାଇଲିନି । ତମେ ଆମର୍ ବିସ୍ବାସ୍ ରଇବା ବାଇବଇନିମନ୍ ଆରି କିରିସ୍ଟର୍ ସଙ୍ଗ୍ ମିସିଆଚାସ୍ ।
2 aos santos e fiéis irmãos em Cristo que estão em Colossos: A vocês, graça e paz da parte de Deus nosso Pai e do Senhor Jesus Cristo.
3 ଆମେ ତମର୍ପାଇ ପାର୍ତନା କଲାବେଲେ ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବାବା ପର୍ମେସର୍କେ ଦନିଅବାଦ୍ ଦେଲୁନି ।
3 Sempre agradecemos a Deus, o Pai de nosso Senhor Jesus Cristo, quando oramos por vocês,
4 କାଇକେବଇଲେ ମାପ୍ରୁ ଜିସୁକିରିସ୍ଟର୍ ତେଇ ରଇବା ତମର୍ ବିସ୍ବାସ୍ ଆରି ପର୍ମେସରର୍ ଲକ୍ମନର୍ ପାଇ ରଇବା ତମର୍ ଆଲାଦର୍ ବିସଇ ଆମେ ସୁନିଆଚୁ ।
4 pois temos ouvido falar da fé que vocês têm em Cristo Jesus e do amor por todos os santos,
5 ତମେ ପର୍ତୁମ୍ ସୁବ୍ କବରର୍ ବିସଇ ସୁନ୍ଲାବେଲେ, ସୁବ୍କବରେ ରଇବା ଆସାକର୍ବା ବିସଇ ଜାନିରଇଲାସ୍ । ତେବର୍ପାଇ ତମେ ବିସ୍ବାସ୍ କରି ପର୍ମେସରର୍ ଲକ୍ମନ୍କେ ଆଲାଦ୍ କର୍ତେ ରଇଲାସ୍ । ତମର୍ପାଇ ସର୍ଗେ ତିଆର୍ ଅଇରଇବା ପୁରୁସ୍କାର୍ ଆସାକରି ଏନ୍ତାରି କଲାସ୍ ।
5 por causa da esperança que lhes está reservada nos céus, a respeito da qual vocês ouviram por meio da palavra da verdade, o evangelho
6 ଗୁଲାଇ ଜଗତର୍ କେତେକ୍ କେତେକ୍ ଲକ୍ମନ୍ ଏ ସୁବ୍କବର୍ ବିସ୍ବାସ୍କରି ତାକର୍ ମନ୍ ବାଦ୍ଲାଇଲାଇନି । ତମେ ସୁବ୍କବର୍ ସୁନ୍ଲା ପର୍ତୁମ୍ ଦିନେଅନି ତମର୍ ବିତ୍ରେ ମିସା ଏନ୍ତାରିସେ ଅଇରଇଲା ଆରି ପର୍ମେସର୍ ଜିବନ୍ ଦୁକାଇଲା ସତ୍ ବିସଇ ତମେ ପୁରାପୁରୁନ୍ ଜାନିରଇଲାସ୍ ।
6 que chegou até vocês. Por todo o mundo este evangelho vai frutificando e crescendo, como também ocorre entre vocês, desde o dia em que o ouviram e entenderam a graça de Deus em toda a sua verdade.
7 ପର୍ମେସର୍ ତାର୍ ଜିବନ୍ ଦୁକାଇ ଦୟା ଦେକାଇଲା ବିସଇ ଆମର୍ ଆଲାଦର୍ ଗତିଦାଙ୍ଗ୍ଡା ଏପାପରାସ୍ ତମ୍କେ ସିକାଇରଇଲା । ଆମର୍ ବାଦୁଲେ ସେ ବିସ୍ବାସ୍ ରଇକରି କିରିସ୍ଟକେ ସେବାକଲାନି ।
7 Vocês o aprenderam de Epafras, nosso amado cooperador, fiel ministro de Cristo para conosco,
8 ପର୍ମେସର୍ ଲକ୍ମନ୍କେ ଆଲାଦ୍ କର୍ବାକେ ତମ୍କେ ସୁକଲ୍ଆତ୍ମା କେନ୍ତାରି ସାଇଜ କଲାଆଚେ ବଲି ଏପାପରସ୍ ଆମ୍କେ ଜାନାଇଆଚେ ।
8 que também nos falou do amor que vocês têm no Espírito.
9 ଆମେ ତମର୍ ବିସଇର୍ ଏ ନିକ କବର୍ ସୁନିକରି, ତମର୍ପାଇ ପାର୍ତନା କରିଲାଗିଆଚୁ । ତାର୍ ସୁକଲ୍ଆତ୍ମାଇଅନି ପାଇରଇବା ଗିଆନ୍ ଆରି ବୁଜ୍ବା ବପୁସଙ୍ଗ୍ ସେ ମନ୍କଲାଟା ତମେ ପୁରାପୁରୁନ୍ ଜାନିପାର୍ସା ବଲି ଆମେ ମାପ୍ରୁକେ ଗୁଆରି କଲୁନି ।
9 Por essa razão, desde o dia em que o ouvimos, não deixamos de orar por vocês e de pedir que sejam cheios do pleno conhecimento da vontade de Deus, com toda a sabedoria e entendimento espiritual.
10 ତେବର୍ପାଇ ତମେ ତାକେ ସାର୍ଦା କରାଇଲାପାରା ଚଲାଚଲ୍ତିକରି ସେ ମନ୍କଲାପାରା ଜିଉନାକାଉନା କର୍ସା । ବିନ୍ ଲକ୍ମନ୍କେ ସାଇଜ କରିଲାଗିରଇସା ଆରି ପର୍ମେସରର୍ ବିସଇ ଜାନ୍ବାକେ ଅଦିକ୍ ଅଦିକ୍ ବଡିଆଇସା ।
10 E isso para que vocês vivam de maneira digna do Senhor e em tudo possam agradá-lo, frutificando em toda boa obra, crescendo no conhecimento de Deus e
11 ତାର୍ ବଡ୍ ବପୁସଙ୍ଗ୍ ନିଜେ ବପୁଅଇ ତମେ ସାର୍ଦାସଙ୍ଗ୍ ମୁର୍ଚିକରି ରଇପାର୍ସା ।
11 sendo fortalecidos com todo o poder, de acordo com a força da sua glória, para que tenham toda a perseverança e paciência com alegria,
12 ବାବା ପର୍ମେସର୍ ଉଜଲର୍ ରାଇଜେ ତାର୍ ଲକ୍ମନର୍ ପାଇ ଜାଇଟା ଟୁଲିଆଇ ଆଚେ, ତେଇ ମିସ୍ବାକେ ସେ ତମ୍କେ ବାଚ୍ଲା ଆଚେ । ସେଟାର୍ପାଇ ସାର୍ଦା ସଙ୍ଗ୍ ତାକେ ଦନିଅବାଦ୍ ଦେଇସା ।
12 dando graças ao Pai, que nos tornou dignos de participar da herança dos santos no reino da luz.
13 ସେ ଆମ୍କେ ଆନ୍ଦାରର୍ ବପୁତେଇଅନି ମୁକ୍ଲାଇକରି ତାର୍ ଆଲାଦର୍ ପଅର୍ ରାଇଜେ ଡାକିଆନିଆଚେ ।
13 Pois ele nos resgatou do domínio das trevas e nos transportou para o Reino do seu Filho amado,
14 ତାର୍ ପଅର୍ଲାଗି ସେ ଆମ୍କେ ମୁକ୍ଲାଇକରି ଆମର୍ ସବୁ ପାପ୍ କେମା କରିଦେଲାଆଚେ ।
14 em quem temos a redenção, a saber, o perdão dos pecados.
15 କିରିସ୍ଟ ନ ଡିସ୍ବା ପର୍ମେସରର୍ ସମାନ୍ ବାନିମୁର୍ତି ଆଚେ । ତିଆର୍ କରିରଇବା ସବୁର୍ ଉପ୍ରେ, ପର୍ତୁମ୍ ଜନମ୍ ଅଇଲା ପଅ ଇସାବେ, ତାର୍ ଅଦିକାର୍ ଆଚେ ।
15 Ele é a imagem do Deus invisível, o primogênito de toda a criação,
16 କାଇକେବଇଲେ ପର୍ମେସର୍ ତାର୍ଟାନେଅନି ସବୁ ବିସଇ ତିଆର୍କଲା ଆଚେ । ଜଗତେ ରଇବାଟା ସବୁଜାକ, ସର୍ଗେ ରଇବାଟା ସବୁଜାକ, ଡିସ୍ବାଟା ଆରି ନ ଡିସ୍ବାଟା, ବପୁରଇ ସାସନ୍ କର୍ବା ଦୁତ୍ମନ୍ ଆରି ଆତ୍ମା ରଇବାଟାମନ୍ । କିରିସ୍ଟର୍ତେଇଅନି ସବୁ ବିସଇ ତିଆର୍ କରିରଇଲା ଆରି ତାର୍ଲାଗିସେ ସବୁ ବଁଚିଆଚତ୍ ।
16 pois nele foram criadas todas as coisas nos céus e na terra, as visíveis e as invisíveis, sejam tronos ou soberanias, poderes ou autoridades; todas as coisas foram criadas por ele e para ele.
17 କାଇଟା ତିଆର୍ ନ ଅଇତେ ସେ ରଇଲା, ଆରି ତାର୍ଟାନେ ସବୁ ବିସଇ ମିସିକରି ଚାଲ୍ତେରଇସି ।
17 Ele é antes de todas as coisas, e nele tudo subsiste.
18 ମଣ୍ଡଲି ଅଇଲାନି ତାର୍ ଗାଗଡ୍ ଆରି ସେ ମଣ୍ଡଲିର୍ ମୁଣ୍ଡ୍ । ମୁଣ୍ଡ୍ ଗାଗଡ୍କେ ସାସନ୍ କଲାପାରା, ସେ ମଣ୍ଡଲିକେ ସାସନ୍ କଲାନି । ତାକେସେ ପର୍ମେସର୍ ମରନେଅନି ପର୍ତୁମ୍ ଉଟାଇରଇଲା । ଜେନ୍ତିକି କିରିସ୍ଟ ସବୁର୍ ଉପ୍ରେ ସାସନ୍ କର୍ସି ।
18 Ele é a cabeça do corpo, que é a igreja; é o princípio e o primogênito dentre os mortos, para que em tudo tenha a supremacia.
19 କାଇକେବଇଲେ ପର୍ମେସର୍ ତାର୍ ପଅକେ ତାର୍ ପୁରାପୁରୁନ୍ ଗୁନ୍ଚଲନ୍ସଙ୍ଗ୍ ରଅ ବଲି ଟିକ୍ କରିରଇଲା ।
19 Pois foi do agrado de Deus que nele habitasse toda a plenitude,
20 ଆରି କିରିସ୍ଟର୍ଟାନେଅନି ସେ ତିଆର୍ କରିରଇବା ସବୁଜାକ, ତାର୍ଟାନେ ବାଉଡାଇ ଆନ୍ବି ବଲି ଟିକ୍ କରିରଇଲା । ଦର୍ତନିଟାନେ ରଇବାଟା ଅ କି ସର୍ଗେ ରଇବାଟା ଅ । ତାର୍ ପଅ କୁରୁସ୍କାଟେ ମରି ବନି ଜରାଇଲାର୍ପାଇ ସବୁ ବିସଇ ତାର୍ଟାନେ ସାନ୍ତିଅଇ ରଇସି ।
20 e por meio dele reconciliasse consigo todas as coisas, tanto as que estão na terra quanto as que estão no céu, estabelecendo a paz pelo seu sangue derramado na cruz.
21 ଗଟେକ୍ ବେଲାଇ ତମେ ପର୍ମେସରର୍ ଟାନେଅନି ବେଗ୍ଲି ରଇଲାସ୍ । ତମେ କରିରଇବା ଆରି ମନେ ବାବିରଇବା କାରାପ୍ ବିସଇର୍ ଲାଗି ତାର୍ ସତ୍ରୁ ଅଇରଇଲାସ୍ ।
21 Antes vocês estavam separados de Deus e, em suas mentes, eram inimigos por causa do mau procedimento de vocês.
22 ମାତର୍ ଏବେ କିରିସ୍ଟ ନର୍ ରୁପ୍ ନେଇ ମଲାର୍ ପାଇ ସେ ତମ୍କେ ତାର୍ ମୁଆଟେ ସାନ୍ତି ସଙ୍ଗ୍ ଆଇବାକେ ଟିକ୍ କଲାଆଚେ । ତମେ ତାର୍ ମୁଆଟେ ଟିଆଅଇଲାବେଲେ ତମ୍କେ ପୁରାପୁରୁନ୍ ସୁକଲ୍ ଇସାବେ କାଇ ପାପ୍ ନ କରି, କାଇ ନିନ୍ଦା ନ ରଇଲା ଲକର୍ପାରା ସେ ଦେକ୍ସି ।
22 Mas agora ele os reconciliou pelo corpo físico de Cristo, mediante a morte, para apresentá-los diante dele santos, inculpáveis e livres de qualquer acusação,
23 ତମେ ବିସ୍ବାସ୍ କରିଲାଗିରଇଲେ, ତମର୍ ବିସ୍ବାସ୍ ଡାଟ୍ ରଇସି । ସୁବ୍ କବର୍ଟାନେ ମାପ୍ରୁ ଜନ୍ ଆସା ଦେବି ବଲି କାତା ଦେଇଆଚେ, ସେ ଆସା ପାଇବାଟାନେଅନି ତମ୍କେ କେ ମିସା ନ ତେବାଅତ୍ । ଏ କବର୍ ତମେ ଆଗ୍ତୁ ସୁନିସାରାଇଆଚାସ୍ । ଆରି ଜଗତର୍ ଗୁଲାଇଲକ୍କେ ଜାନାଇଅଇଆଚେ । ଏ ସୁବ୍ କବର୍ ଜାନାଇବାକେ ମୁଇ ପାଉଲ୍ ଗଟେକ୍ ଗତିଦାଙ୍ଗ୍ଡା ଅଇଲିଆଚି ।
23 desde que continuem alicerçados e firmes na fé, sem se afastarem da esperança do evangelho, que vocês ouviram e que tem sido proclamado a todos os que estão debaixo do céu. Esse é o evangelho do qual eu, Paulo, me tornei ministro.
24 ଏବେ ମୁଇ ସାର୍ଦାଅଇଆଚି । କାଇକେବଇଲେ ଜେତ୍କି ଦୁକ୍କସ୍ଟ ମୁଇ ମୁର୍ଚିକରିଆଚି, ସେଟା ତମର୍ ନିକପାଇ । ତାର୍ ବାଦୁଲେ ରଇକରି ଜେତ୍କି ଦୁକ୍କସ୍ଟ ମକେ ମୁରଚ୍ବାକେ କିରିସ୍ଟ ମନ୍ କଲାନି, ସେଟା ସବୁ ସାର୍ଦାସଙ୍ଗ୍ କଲିନି । ତାର୍ ଗାଗଡ୍ ପାରା ରଇବା ତାର୍ ମଣ୍ଡଲିର୍ ନିକପାଇ ମୁଇ ସେଟା କଲିନି ।
24 Agora me alegro em meus sofrimentos por vocês, e completo no meu corpo o que resta das aflições de Cristo, em favor do seu corpo, que é a igreja.
25 ପର୍ମେସର୍ ମକେ ମଣ୍ଡଲିର୍ ଗତିଦାଙ୍ଗ୍ଡା କରିଆଚେ । ତମ୍କେ ସାଇଜ କର୍ବାକେ ସେ ମକେ ବାଚିଆଚେ । ତାର୍ କବର୍ ତମ୍କେ ପୁରାପୁରୁନ୍ ଜାନାଇବାଟା ଅଇଲାନି ମର୍ କାମ୍ ।
25 Dela me tornei ministro de acordo com a responsabilidade por Deus a mim atribuída de apresentar-lhes plenamente a palavra de Deus,
26 ପୁର୍ବେ ବଁଚିରଇବା ସବୁଲକର୍ ଟାନେଅନି ଏ ବିସଇ ଲୁଚାଇକରି ସଙ୍ଗଇରଇଲା । ମାତର୍ ଏବେ ସେଟା ତାର୍ ଲକ୍ମନ୍କେ ସେ ଜାନାଇଆଚେ ।
26 o mistério que esteve oculto durante épocas e gerações, mas que agora foi manifestado a seus santos.
27 ଜିଉଦି ନ ଅଇଲା ଲକ୍ମନର୍ ପାଇ ସେ ଟିକ୍ କରିରଇବା ମଇମାସଙ୍ଗର୍ ଜଜ୍ନା ତାର୍ ଲକ୍ମନ୍କେ ଜାନାଇବାକେ ପର୍ମେସର୍ ଟିକ୍କଲା । ସେ ଲୁଚିରଇବା ବିସଇ ଅଇଲାନି, ଜିଉଦି ନଇଲା ଲକ୍ମନର୍ଟାନେମିସା କିରିସ୍ଟ ରଇସି । ଆରି ସେ କାତା ଦେଇରଇବା ସବୁ ରକାମର୍ ମଇମା ତମେମିସା ପାଇସା ବଲି ଜାନିରୁଆ ।
27 A eles quis Deus dar a conhecer entre os gentios a gloriosa riqueza deste mistério, que é Cristo em vocês, a esperança da glória.
28 କିରିସ୍ଟର୍ ବିସଇ ରଇବା ଏ କବର୍ ଆମେ ସବୁକେ ଜାନାଇଲୁନି । ଆମେ ସବୁକେ ଜାଗ୍ରତ୍ କରାଇ, ସେ ଆମ୍କେ ଦେଇରଇବା ଗିଆନ୍ ସଙ୍ଗ୍ ସିକାଇଲୁନି । ଜେନ୍ତାରିକି ସେମନ୍ ତାର୍ ମୁଆଟେ ଟିଆଅଇଲାବେଲେ କିରିସ୍ଟର୍ସଙ୍ଗ୍ ମିସିରଇଲା ସବୁଲକ୍ ପୁରାପୁରୁନ୍ ସିଦ୍ ଅଇରଇବାଇ ।
28 Nós o proclamamos, advertindo e ensinando a cada um com toda a sabedoria, a fim de que apresentemos todo homem perfeito em Cristo.
29 ଏ କାମ୍ ମୁଇ ପୁରାପୁରୁନ୍ କର୍ବାକେ ମକେ କିରିସ୍ଟ ଦେଇରଇବା ବଡ୍ ବପୁସଙ୍ଗ୍ ଆବଡ୍ ଅଇ କଲିନି ।
29 Para isso eu me esforço, lutando conforme a sua força, que atua poderosamente em mim.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Colossenses 1, comparar traduções ou montar um estudo — tudo direto pelo WhatsApp.