Atos 9
ସତିଅର୍ ବାଟ୍ (DSO) vs ACF
1 ସେ ସବୁ ଗଟ୍ବା ବେଲେ, ସାଉଲ୍ ମାପ୍ରୁର୍ ସିସ୍ମନ୍କେ ମରାଇଦେବି ବଲି ଦମ୍କାଇତେ ରଇଲା । ସେ ବଡ୍ ପୁଜାରିର୍ ଲଗେ ଗାଲା ।
1 E Saulo, respirando ainda ameaças e mortes contra os discípulos do Senhor, dirigiu-se ao sumo sacerdote.
2 ଜାଇକରି ଦାମାସ୍କାସେ ଜିଉଦିମନର୍ ପାର୍ତନା ଗରେ ଦେବାକେ ଅଦିକାରର୍ ଚିଟି ମାଙ୍ଗ୍ଲା । ଦାମାସ୍କାସେ ଜନ୍ ମାଇଜି ଆରି ମୁନୁସ୍ମନ୍ ମାପ୍ରୁର୍ ବାଟେ ଆଇଲାଇ ଆଚତ୍, ସେମନ୍କେ ବନ୍ଦିକରି ଡଣ୍ଡ୍ ଦେବାକେ, ଜିରୁସାଲମର୍ ଜିଉଦି ନେତାମନର୍ଟାନେ ଆନିଅଇସି । ବାନ୍ଦିକରି ଜିରୁସାଲମେ ଆନ୍ବାକେ ସାଉଲ୍କେ ଏ ଚିଟି ଅଦିକାର୍ ଦେଲା ।
2 E pediu-lhe cartas para Damasco, para as sinagogas, a fim de que, se encontrasse alguns deste Caminho, quer homens quer mulheres, os conduzisse presos a Jerusalém.
3 ସାଉଲ୍ ଦାମାସ୍କସ୍ ନଅର୍ ଲଗାଲଗି ଅଇବା ବେଲେ, ଅଟାତ୍ ବାଦ୍ଲେଅନି ଗଟେକ୍ ଉଜଲ୍ ସାଉଲର୍ ଚାରିବେଡ୍ତି ଜଗ୍ଜଗି ଗାଲା ।
3 E, indo no caminho, aconteceu que, chegando perto de Damasco, subitamente o cercou um resplendor de luz do céu.
4 ତେଇ ସେ ତଲେ ଅଦ୍ରି ଗାଲା ଆରି ଗଟେକ୍ କଇବା କାତା ସୁନ୍ଲା “ଏ ସାଉଲ୍ ତୁଇ ମକେ କାଇକେ ସାଦ୍ଲୁସ୍ନି ?”
4 E, caindo em terra, ouviu uma voz que lhe dizia: Saulo, Saulo, por que me persegues?
5 ସେ କଇଲା, “ତମେ କେ ମାପ୍ରୁ ?”
5 E ele disse: Quem és, Senhor? E disse o Senhor: Eu sou Jesus, a quem tu persegues. Duro é para ti recalcitrar contra os aguilhões.
6 ଏବେ ଉଟ୍, ନଅରେ ଜା, କାଇଟା କର୍ବାକେ ଅଇସି, ତେଇ ତକେ ଜାନାଇବି ।”
6 E ele, tremendo e atônito, disse: Senhor, que queres que eu faça? E disse-lhe o Senhor: Levanta-te, e entra na cidade, e lá te será dito o que te convém fazer.
7 ସାଉଲର୍ ସଙ୍ଗ୍ ଜିବା ଲକ୍ମନ୍ କାବାଅଇଜାଇ ତେବିଦେଲାଇ, ତାକର୍ ଟଣ୍ଡେଅନି ପଦେକ୍ କାତା ବାରଏ ନାଇ । କଇବା ସବଦ୍ ସେମନ୍ ସୁନ୍ଲାଇ, ମାତର୍ କାକେ ଦେକି ନାପାର୍ଲାଇ ।
7 E os homens, que iam com ele, pararam espantados, ouvindo a voz, mas não vendo ninguém.
8 ସାଉଲ୍ ଉଟି ଆଁକି ଦେକ୍ଲା ମାତର୍ ତାକେ କାଇଟା ଡିସେ ନାଇ । ତେବେ ତାର୍ ସଙ୍ଗର୍ ଲକ୍ମନ୍ ଆତେ ଦାରି ଦାମାସ୍କସ୍ ଡାକିନେଲାଇ ।
8 E Saulo levantou-se da terra, e, abrindo os olhos, não via a ninguém. E, guiando-o pela mão, o conduziram a Damasco.
9 ତିନ୍ଦିନ୍ ଜାକ ସେ କାଇଟା ଦେକି ନାପାର୍ଲା ଆରି ତିନ୍ଦିନ୍ ଜାକ କାଏ ନାଇ କି ପିଏ ନାଇ ।
9 E esteve três dias sem ver, e não comeu nem bebeu.
10 ଦାମାସ୍କସେ ଅନନିୟ ନାଉଁର୍ ଗଟେକ୍ ବିସ୍ବାସି ଲକ୍ ରଇଲା, ସେ ମାପ୍ରରୁ ଦର୍ସନ୍ ପାଇଲା, ମାପ୍ରୁ ତାକେ କଇଲା, “ଅନନିୟ !”
10 E havia em Damasco um certo discípulo chamado Ananias; e disse-lhe o Senhor em visão: Ananias! E ele respondeu: Eis-me aqui, Senhor.
11 ମାପ୍ରୁ କଇଲା, “ତିଆର୍ ଅ । ସଲକ୍ ନାଉଁର୍ ବାଟ୍ଦାରି ଜିଉଦାର୍ ଗରେ ଜା । ତେଇ ତାର୍ସସେଅନି ଆସି ରଇବା ସାଉଲ୍ ନାଉଁର୍ ଗଟେକ୍ ଲକ୍କେ କଜ୍ । ସେ ପାର୍ତନା କଲାନି ।
11 E disse-lhe o Senhor: Levanta-te, e vai à rua chamada Direita, e pergunta em casa de Judas por um homem de Tarso chamado Saulo; pois eis que ele está orando;
12 ସେ ଦର୍ସନ୍ ଦେକ୍ଲାବେଲେ ଅନନିୟ ବଲି ଗଟେକ୍ ଲକ୍ ତାର୍ ଗରେ ପୁର୍ବାଟା ସେ ଦେକିଆଚେ, ତୁଇ ଜା ଆରି ସେ ଜେନ୍ତିକି ଆରିତରେକ୍ ଦେକିପାର୍ସି ତାର୍ ଉପ୍ରେ ଆତ୍ ସଙ୍ଗ ।”
12 E numa visão ele viu que entrava um homem chamado Ananias, e punha sobre ele a mão, para que tornasse a ver.
13 ମାତର୍ ଅନନିୟ କଇଲା, “ମାପ୍ରୁ ଏ ଲକ୍ ଜିରୁସାଲାମେ ତମର୍ ଲକ୍ମନ୍କେ ଜେତ୍କି ପାପ୍ କାମ୍ କଲା ଆଚେ, ସେ ବିସଇ କେତେ କେତେ ଲକ୍ ମକେ ଜାନାଇ ଆଚତ୍ ।
13 E respondeu Ananias: Senhor, a muitos ouvi acerca deste homem, quantos males tem feito aos teus santos em Jerusalém;
14 ଆରି ସେ ଲକ୍ ମୁକିଅ ପୁଜାରିମନର୍ ଟାନେଅନି ଅଦିକାର୍ କାଗଜ୍ ନେଇକରି ଦାମାସ୍କାସେ, ତମ୍କେ ପାର୍ତନା କର୍ବା ଲକ୍ମନ୍କେ ଦାରି ନେବାକେ ଆସିଆଚେ ।”
14 E aqui tem poder dos principais dos sacerdotes para prender a todos os que invocam o teu nome.
15 ମାପ୍ରୁ ତାକେ କଇଲା, “ଜାଆ ଜିଉଦି ନ ଅଇଲା ଲକ୍ମନ୍, ତାକର୍ ରାଜାମନ୍ ଆରି ଇସ୍ରାଏଲର୍ ଲକ୍ମନ୍କେ, ମର୍ ନାଉଁ ଜାନାଇବାକେ ଆରି ମର୍ ସେବା କର୍ବାକେ ମୁଇ ତାକେ ବାଚ୍ଲି ଆଚି ।
15 Disse-lhe, porém, o Senhor: Vai, porque este é para mim um vaso escolhido, para levar o meu nome diante dos gentios, e dos reis e dos filhos de Israel.
16 ସେ ମର୍ ପାଇ ଜେତ୍କି ସବୁ କସ୍ଟ ମୁରଚ୍ବାର୍ ଆଚେ, ମୁଇ ନିଜେ ତାକେ ଜାନାଇବି ।”
16 E eu lhe mostrarei quanto deve padecer pelo meu nome.
17 ଅନନିୟ ଗାଲା ଆରି ସାଉଲ୍ ରଇବା ଗରେ କେଟ୍ଲା । ସାଉଲ୍କେ ବେଟ୍ଅଇ ତାର୍ ଉପ୍ରେ ଆତ୍ ସଙ୍ଗଇ ତାକେ କଇଲା, “ଏ ବାଇ ସାଉଲ୍, ଇତି ତର୍ଟାନେ ଆଇବାକେ ମାପ୍ରୁ ଜିସୁ ମକେ ପାଟାଇଆଚେ । ତୁଇ ଇତି ଆଇବା ବାଟେ ସେସେ ତକେ ଦେକାଇଅଇଲା । ତୁଇ ଜେନ୍ତିକି ଆରି ତରେକ୍ ଦେକି ପାରୁସ୍ ଆରି ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇପାରୁସ୍ । ସେଟାର୍ପାଇ ପର୍ମେସର୍ ମକେ ପାଟାଇଆଚେ ।”
17 E Ananias foi, e entrou na casa e, impondo-lhe as mãos, disse: Irmão Saulo, o Senhor Jesus, que te apareceu no caminho por onde vinhas, me enviou, para que tornes a ver e sejas cheio do Espírito Santo.
18 ଅନନିୟ ଏ କାତା କଇଲା ଦାପ୍ରେ ଏଦେ ଦେକା ! ସାଉଲର୍ ଆଁକିଅନି ମାଚ୍ କସ୍ଲି ପାରାଟା କୁସ୍ଲି ଅଦର୍ଲା । ସେ ଆରି ତରେକ୍ ଦେକି ପାର୍ଲା । ସେ ଉଟ୍ଲା ଆରି ଅନନିୟ ତାକେ ଡୁବନ୍ କଲା ।
18 E logo lhe caíram dos olhos como que umas escamas, e recuperou a vista; e, levantando-se, foi batizado.
19 ଆରି କାଆପିଆ ଅଇ ବପୁ ଅଇଲା । ସାଉଲ୍ ଜିସୁକେ ବିସ୍ବାସ୍ କର୍ବା ଲକ୍ମନର୍ ସଙ୍ଗ୍ ଦାମାସ୍କସେ କେତେ ଦିନ୍ ରଇଲା ।
19 E, tendo comido, ficou confortado. E esteve Saulo alguns dias com os discípulos que estavam em Damasco.
20 ସେ ସିଦା ପାର୍ତନା କର୍ବା ଗର୍ମନ୍କେ ଜାଇ ଜିସୁସେ ପର୍ମେସରର୍ ପଅ ବଲି ଜାନାଇବାର୍ ଦାର୍ଲା ।
20 E logo nas sinagogas pregava a Cristo, que este é o Filho de Deus.
21 ଜନ୍ ଲକ୍ମନ୍ ତାର୍ କାତା ସୁନ୍ଲାଇ, କାବାଅଇଜାଇକରି ପାଚାର୍ଲାଇ, “ଜିରୁସାଲମେ ଜିସୁକେ ବିସ୍ବାସ୍ କରି ପାର୍ତନା କର୍ବା ଲକ୍ମନ୍କେ ଜନ୍ଲକ୍ ମରାଇତେ ରଇଲା, ଏ କାଇ ସେ ଲକ୍ ନଏଁ କି ? ସେମନ୍କେ ମୁକିଅ ପୁଜାରିମନର୍ ଲଗେ ଦାରିନେବାକେ ସେ କାଇ ଇତି ଆସି ନ ରଇଲା କି ?”
21 E todos os que o ouviam estavam atônitos, e diziam: Não é este o que em Jerusalém perseguia os que invocavam este nome, e para isso veio aqui, para os levar presos aos principais dos sacerdotes?
22 ମାତର୍ ସାଉଲ୍ ଦରମ୍ ସାସ୍ତରେ ଅନି, ଜିସୁ ଆକା ମସିଅ ବଲି ସତ୍ ଦେକାଇଲା । ଏ ବିସଇଟାନେ ତାର୍ କଇବା କାତା ଏତେ ବପୁ ରଇଲା ଜେ, ଦାମାସ୍କସେ ବାସାଅଇ ରଇବା ଜିଉଦିମନ୍ ତାର୍ କଇବା କାତାର୍ ଗଟେକ୍ ମିସା ଉତର୍ ଦେଇନାପାର୍ଲାଇ ।
22 Saulo, porém, se esforçava muito mais, e confundia os judeus que habitavam em Damasco, provando que aquele era o Cristo.
23 କେତେଦିନ୍ ଗାଲା ପଚେ ଜିଉଦିମନ୍ ଗଟେକ୍ ଅଇକରି ସାଉଲ୍କେ ମରାଇବାକେ ପାଚ୍ନା କଲାଇ ।
23 E, tendo passado muitos dias, os judeus tomaram conselho entre si para o matar.
24 ମାତର୍ ସାଉଲ୍ ସେମନର୍ କୁଟ୍ କାତା ଜାନ୍ଲା । ସାଉଲ୍କେ ମରାଇବାକେ ସେମନ୍ ଦିନ୍ ରାତି ନଅରର୍ ସବୁ ଦୁଆର୍ମନ୍କେ ଜାଗ୍ଲାଇ ।
24 Mas as suas ciladas vieram ao conhecimento de Saulo; e como eles guardavam as portas, tanto de dia como de noite, para poderem tirar-lhe a vida,
25 ମାତର୍ ଦିନେକ୍, ରାତିବେଲେ ସାଉଲର୍ ସିସ୍ମନ୍ ତାକେ ଡାଲାଇ ସାଜାଡି ନଅରର୍ ଚାରିବେଟ୍ତି ରଇବା ପାଚୁରିର୍ କାଣା ବାଟେ ତଲେ ଉତ୍ରାଇଦେଲାଇ ।
25 Tomando-o de noite os discípulos o desceram, dentro de um cesto, pelo muro.
26 ସାଉଲ୍ ଜିରୁସାଲାମେ ଜାଇ ସିସ୍ମନର୍ ସଙ୍ଗ୍ ମିସ୍ବାକେ ଚେସ୍ଟା କଲା । ମାତର୍ ସେମନ୍ ସାଉଲ୍କେ ଗଟେକ୍ ସିସ୍ ବଲି ମୁଲ୍କେ ବିସ୍ବାସ୍ କରତ୍ ନାଇ । ସବୁ ଲକ୍ ତାକେ ଡର୍ତେ ରଇଲାଇ ।
26 E, quando Saulo chegou a Jerusalém, procurava ajuntar-se aos discípulos, mas todos o temiam, não crendo que fosse discípulo.
27 ମାତର୍ ପଚେ, ବର୍ନବା ତାକେ ପେରିତ୍ ସିସ୍ମନର୍ ଲଗେ ନେଲା । ଦାମାସ୍କସର୍ ବାଟେ କେନ୍ତି ସାଉଲ୍ ମାପ୍ରୁର୍ ଦର୍ସନ୍ ପାଇରଇଲା, ଆରି ମାପ୍ରୁ ତାକେ କାତା କଇରଇଲା, ଏ ସବୁ ବିସଇ ସେମନ୍କେ ବୁଜାଇକରି କଇଲା । ଦାମାସ୍କସେ ସାଉଲ୍ ନ ଡର୍ତେ କେନ୍ତାରି ଜିସୁର୍ ନାଉଁ ଦାରି ତାର୍ ବାକିଅ ଜାନାଇରଇଲା, ସେମନ୍କେ ଟିକି ନିକି ବୁଜାଇ କରି କଇଲା ।
27 Então Barnabé, tomando-o consigo, o trouxe aos apóstolos, e lhes contou como no caminho ele vira ao Senhor e lhe falara, e como em Damasco falara ousadamente no nome de Jesus.
28 ଆରି ସାଉଲ୍, ପେରିତ୍ ସିସ୍ମନର୍ ସଙ୍ଗ୍ ରଇଲା ଆରି ଜିରୁସାଲମର୍ ଗୁଲାଇବାଟେ ଜାଇ, ନ ଡର୍ତେ ମାପ୍ରୁର୍ ବାକିଅ ଜାନାଇଲା ।
28 E andava com eles em Jerusalém, entrando e saindo,
29 ସାଉଲ୍ ଏ ସବୁ ବିସଇ ଗିରିକ୍ ବାସା କଇବା ଜିଉଦିମନର୍ ସଙ୍ଗ୍ ଦଦାପେଲା ଅଇଲା । ମାତର୍ ସେମନ୍ ସାଉଲ୍କେ ମରାଇବାକେ ଚେସ୍ଟା କଲାଇ ।
29 E falava ousadamente no nome do Senhor Jesus. Falava e disputava também contra os gregos, mas eles procuravam matá-lo.
30 ବିସ୍ବାସି ବାଇମନ୍ ଏ କାତା ଜାନିକରି ସାଉଲ୍କେ କାଇସରିଆ ନାଉଁର୍ ଗଟେକ୍ ଜାଗାଇ ଦାରିଗାଲାଇ । ଆରି ତେଇଅନି ତାକେ ତାର୍ସିସ୍ ବଲି ବିନ୍ ଗଟେକ୍ ଜାଗାଇ ପାଟାଇ ଦେଲାଇ ।
30 Sabendo-o, porém, os irmãos, o acompanharam até Cesaréia, e o enviaram a Tarso.
31 ଜିଉଦା, ଗାଲିଲି ଆରି ସମିରଣେ ରଇବା ମଣ୍ଡଲିମନର୍ ପାଇ ସେବେଲା ଗଟେକ୍ ସାନ୍ତିର୍ ବେଲା ରଇଲା । ସୁକଲ୍ ଆତ୍ମା ସେମନର୍ ସଙ୍ଗ୍ ରଇଲା ଜେ ଲକ୍ମନ୍ ଦିନ୍କେଦିନ୍ ଅଦିକ୍ ଅଦିକ୍ ଅଇ ଡାଟ୍ ଅଇଲାଇ । ଜିସୁକେ ବିସ୍ବାସ୍କର୍ବା ଲକ୍ମନ୍, ମାପ୍ରୁକେ ଡରିକରି ଆରି ମାନିକରି ଜିଇତେ ରଇଲାଇ ।
31 Assim, pois, as igrejas em toda a Judéia, e Galiléia e Samaria tinham paz, e eram edificadas; e se multiplicavam, andando no temor do Senhor e consolação do Espírito Santo.
32 ପିତର୍ ବିନ୍ ବିନ୍ ଜାଗାଇ ବୁଲି ବୁଲି ତରେକ୍ ଲୁଦାଇ ବାସାଅଇରଇବା, ମାପ୍ରୁର୍ ଲକ୍ମନର୍ ସଙ୍ଗ୍ ମିସ୍ବାକେ ଗାଲା ।
32 E aconteceu que, passando Pedro por toda a parte, veio também aos santos que habitavam em Lida.
33 ତେଇ ଏନିୟ ନାଉଁର୍ ଗଟେକ୍ ଲକ୍କେ ସେ ବେଟ୍ ଅଇଲା, ଏନିୟକେ ଚେରେଙ୍ଗ୍ ବାତ୍ ଦାରି ଆଟ୍ ବରସ୍ ଅଇଜାଇରଇଲା । ସଇଲାଟାନେଅନି ଉଟି ନାପାର୍ତେ ରଇଲା ।
33 E achou ali certo homem, chamado Enéias, jazendo numa cama havia oito anos, o qual era paralítico.
34 ପିତର୍ ତାକେ କଇଲା, “ଏନିୟ ଜିସୁ ମାପ୍ରୁ ତକେ ନିକ କରିଆଚେ । ଉଟ୍ ଆରି ତର୍ ଅଚ୍ନା ସାଜାଡ୍ ।”
34 E disse-lhe Pedro: Enéias, Jesus Cristo te dá saúde; levanta-te e faze a tua cama. E logo se levantou.
35 କଇଲା ଦାପ୍ରେ ଏନିୟ ଉଟି ଟିଆଅଇଲା । ଏଟା ଦେକି କରି ଲୁଦା ଆରି ସାରନେ ବାସା ଅଇରଇବା ସବୁ ଲକ୍ମନ୍ ମାପ୍ରୁର୍ ବାଟେ ଆଇବାକେ ମନ୍ କଲାଇ ।
35 E viram-no todos os que habitavam em Lida e Sarona, os quais se converteram ao Senhor.
36 ଜପାଇ, ଟାବିତା ନାଉଁର୍ ଗଟେକ୍ ବିସ୍ବାସି ମାଇଜି ବାସା ଅଇରଇଲା । ତାର୍ ଗିରିକ୍ ନାଉଁ, ଦାର୍କାସ୍ । ତାର୍ ଅରତ୍ କଟ୍ରା । ସେ ସବୁବେଲା ସତ୍ କାମ୍ କରି, ରଗି ଦୁକିମନର୍ ସେବା କର୍ତେ ରଇଲା । ସେବେଲେ ସେ ରଗ୍ବେମାର୍ ଅଇ ମରିଗାଲା ।
36 E havia em Jope uma discípula chamada Tabita, que traduzido se diz Dorcas. Esta estava cheia de boas obras e esmolas que fazia.
37 ତାର୍ ଲକ୍ବାକ୍ମନ୍ ଟାବିତାର୍ ମଲାମଡ୍ ପାନିଦୁଆଇଲାଇ ଆରି ଲୁଗା ସଙ୍ଗ୍ ଗୁଡିଆଇ ଉପର୍ ତାଲାର୍ ବାକ୍ରାଇ ସୁଆଇଦେଲାଇ ।
37 E aconteceu naqueles dias que, enfermando ela, morreu; e, tendo-a lavado, a depositaram num quarto alto.
38 ଜପା ଜାଗା ଲୁଦାଇଅନି ଦୁରିକେ ନ ରଇଲା । ପିତର୍ ଲୁଦାଇ ଆଚେ ବଲି ସୁନିକରି ଜପାଇ ରଇବା ବିସ୍ବାସିମନ୍ ଦୁଇ ଲକ୍କେ ପିତରର୍ ଲଗେ କଇ ପାଟାଇଲାଇ । “ଅଲସମ୍ ନ କରି, ଦାପେ ଆମର୍ ଲଗେ ଚନେକ୍ ଆସା ।”
38 E, como Lida era perto de Jope, ouvindo os discípulos que Pedro estava ali, lhe mandaram dois homens, rogando-lhe que não se demorasse em vir ter com eles.
39 ପିତର୍ ତିଆର୍ ଅଇକରି ସେମନର୍ ସଙ୍ଗ୍ ଗାଲା । ତେଇ ସେ କେଟ୍ଲା ଦାପ୍ରେ ଲକ୍ମନ୍ ତାକେ ଉପର୍ ତାଲାର୍ ବାକ୍ରାଇ ଡାକି ନେଲାଇ । ରାଣ୍ଡି ମାଇଜିମନ୍ ଚାରିବେଡ୍ତି ଅଇକରି କାନ୍ଦି କାନ୍ଦି ଦାର୍କାସ୍ ଜିବନ୍ ରଇଲାବେଲେ ସିଲାଇ ରଇବା ବସ୍ତର୍ ଆରି ଲୁଗାମନ୍ ସବୁ ପିତର୍କେ ଦେକାଇଲାଇ ।
39 E, levantando-se Pedro, foi com eles; e quando chegou o levaram ao quarto alto, e todas as viúvas o rodearam, chorando e mostrando as túnicas e roupas que Dorcas fizera quando estava com elas.
40 ପିତର୍ ବାକ୍ରାଇଅନି ସବୁକେ ବାର୍କରାଇ ଦେଲା ଆରି ମାଣ୍ଡିକୁଟା ଦେଇ ପାର୍ତନା କଲା । ତାର୍ପଚେ ଦର୍କାସର୍ ମଲା ଗାଗଡର୍ବାଟେ ଦେକିକରି କଇଲା, “ଟାବିତା ଉଟ୍ !” ଏଦେ ଦେକା ! ଦର୍କାସ୍ ଆଁକି ଦେକ୍ଲା ଆରି ପିତର୍କେ ଦେକି ଉଟିକରି ବସ୍ଲା ।
40 Mas Pedro, fazendo sair a todos, pôs-se de joelhos e orou: e, voltando-se para o corpo, disse: Tabita, levanta-te. E ela abriu os olhos, e, vendo a Pedro, assentou-se.
41 ପିତର୍ ଆତ୍ ଲାମାଇ ତାକେ ଉଟାଇଲା । ତାର୍ ପଚେ ତେଇ ରୁଣ୍ଡି ରଇଲା ସବୁ ବିସ୍ବାସି ଆରି ରାଣ୍ଡି ମାଇଜିମନ୍କେ ଡାକି ଦର୍କାସ୍କେ ସର୍ପିଦେଲା ।
41 E ele, dando-lhe a mão, a levantou e, chamando os santos e as viúvas, apresentou-lha viva.
42 ଏ କବର୍ ଜପାର୍ ଗୁଲାଇ ବାଟର୍ ଲକ୍ ସୁନ୍ଲାଇ ଆରି କେତେ କେତେ ଲକ୍ମନ୍ ମାପ୍ରୁକେ ବିସ୍ବାସ୍ କଲାଇ ।
42 E foi isto notório por toda a Jope, e muitos creram no Senhor.
43 ପିତର୍ ବେସି ଦିନ୍ ଜପାଇ ସିମନ୍ ନାଉଁର୍ ଗଟେକ୍ ଲକ୍, ଜେକି ପସୁମନର୍ ଚାମ୍ ସଙ୍ଗ୍ କାଇକାଇ ଜିନିସ୍ମନ୍ ତିଆର୍ କରି ବଁଚ୍ତେ ରଇଲା, ତାର୍ ଗରେ ରଇଲା ।
43 E ficou muitos dias em Jope, com um certo Simão curtidor.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 9, comparar traduções ou montar um estudo — tudo direto pelo WhatsApp.