Atos 7
ସତିଅର୍ ବାଟ୍ (DSO) vs ARC
1 ବଡ୍ ପୁଜାରି ତିପାନ୍କେ ପାଚାର୍ଲା, “ତର୍ ବିରୁଦେ କଇବା ଏ ସବୁ କାତା ସତ୍ କି ?”
1 E disse o sumo sacerdote: Porventura, é isto assim?
2 ତିପାନ୍ କଇଲା, “ଇତି ରଇବା ମର୍ ବାଇମନ୍ ଆରି ବାବାମନ୍ ଅଲପ୍ ସୁନା, ଆମର୍ ଆନିଦାଦି ଅବ୍ରାଆମ୍ ଆରନେ ବାସା ଅଇବାକେ ଜିବା ଆଗ୍ତୁ ମଇମା କର୍ବା ପର୍ମେସର୍ ମେସପଟାମିଆଇ ଦେକାଇଅଇଲା ।”
2 E ele disse: Varões irmãos e pais, ouvi. O Deus da glória apareceu a Abraão, nosso pai, estando na Mesopotâmia, antes de habitar em Harã,
3 ଆରି ତାକେ କଇଲା, 'ତମର୍ ଦେସ୍ ଆରି ତମର୍ କୁଟୁମ୍କେ ଚାଡିକରି ମୁଇ ଜନ୍ ଦେସ୍ ଦେକାଇବି, ସେ ଦେସେ ଜା ।
3 e disse-lhe: Sai da tua terra e dentre a tua parentela e dirige-te à terra que eu te mostrar.
4 ତେବର୍ପାଇ ସେ ତାର୍ ଦେସ୍ ଚାଡିକରି ଆରାନ୍ ନାଉଁର୍ ଗଟେକ୍ ଦେସେ ବାସା ଅଇବାକେ ଗାଲା । ଅବ୍ରାଆମର୍ ବାବା ମଲା ପଚେ, ପର୍ମେସର୍ ତାକେ, ତମେ ରଇବା ଏ ଦେସେ ଆନ୍ଲା ।
4 Então, saiu da terra dos caldeus e habitou em Harã. E dali, depois que seu pai faleceu, Deus o trouxe para esta terra em que habitais agora.
5 ସେବେଲେ ପର୍ମେସର୍ ଅବ୍ରାଆମ୍କେ ଏ ଦେସେ କାଇ ଅଦିକାର୍ କି ପାଦେକ୍ ଜମି ମିସା ଦେଇ ନ ରଇଲା । ମାତର୍ ତାକେ ଏ ଦେସ୍ ପଚେ ଦେବାକେ ପର୍ମେସର୍ କାତାଦେଇରଇଲା । ଆରି ସେଟା ତାର୍ ନାତିତିତି ମନର୍ ପାଇ ଅଇସି ବଲି ସପତ୍ କଲା । ପର୍ମେସର୍ ଏ କାତା ଦେଇରଇଲା ବେଲେ ଅବ୍ରାଆମ୍କେ ପିଲାଟକି ନ ଅଇରଇଲା ।
5 E não lhe deu nela herança, nem ainda o espaço de um pé; mas prometeu que lhe daria a posse dela e, depois dele, à sua descendência, não tendo ele filho.
6 ସେବେଲେ ପର୍ମେସର୍ ଅବ୍ରାଆମ୍କେ ଏନ୍ତିବଲି କଇରଇଲା, “ତମର୍ ନାତିତିତିମନ୍ ବିନ୍ ଦେସେ ଚାଲିସ୍ ବରସ୍ ଜାକ ଗତି ଅଇକରି ରଇବାଇ । ସେ ଦେସର୍ ଲକ୍ ସେମନ୍କେ କରାପ୍ ଚଲାଚଲ୍ତି ଦେକାଇବାଇ ।
6 E falou Deus assim: Que a sua descendência seria peregrina em terra alheia, e a sujeitariam à escravidão e a maltratariam por quatrocentos anos.
7 ମାତର୍ ସେମନ୍ ଜନ୍ ଲକ୍ମନର୍ ସେବା କର୍ବାଇ, ମୁଇ ସେ ଲକ୍ମନ୍କେ ବିଚାର୍ କର୍ବି । ପଚେ ତମର୍ ନାତିତିତିମନ୍ ସେ ଦେସେଅନି ବାରଇ ଆଇବାଇ ଆରି ଏ ଜାଗାଇ ମର୍ ଉପାସନା କର୍ବାଇ ।”
7 E eu julgarei a nação que os tiver escravizado, disse Deus. E, depois disto, sairão e me servirão neste lugar.
8 ତାର୍ପଚେ ପର୍ମେସର୍ ଅବ୍ରାଆମର୍ ସଙ୍ଗ୍ କାତାଦେଇ ରଇବା ରାଜିନାମାର୍ ଚିନ୍ ଇସାବେ ସୁନତ୍ କର୍ବା ବିଦି ତିଆର୍ କଲା । ଇସାକ୍ ଜନମ୍ ଅଇ ଆଟ୍ଦିନ୍ ପଚେ ଅବ୍ରାଆମ୍ ତାକେ ସୁନତ୍ କଲା । ପଚେ ଇସାକ୍ ତାର୍ ପଅ ଜାକୁବ୍କେ ସେନ୍ତାରି କଲା । ସେନ୍ତାରିସେ ଜାକୁବ୍ ତାର୍ ବାର୍ଟା ପଅମନ୍କେ ସୁନତ୍ କଲା, ଜନ୍ ଲକ୍ମନ୍ କି ଆମର୍ ଡାକ୍ପୁଟା ସଙ୍ଗ୍ ରଇବା ଆନିଦାଦିମନ୍ ।
8 E deu-lhe o pacto da circuncisão; e, assim, gerou a Isaque e o circuncidou ao oitavo dia; e Isaque, a Jacó; e Jacó, aos doze patriarcas.
9 “ଜାକୁବର୍ ପଅମନ୍ ତାକର୍ ସାନ୍ ବାଇ ଜସେପ୍କେ ଇଁସା ଅଇକରି, ମିସର୍ ଦେସର୍ ବେବାରିମନ୍କେ ବିକିଦେଲାଇ । ମାତର୍ ପର୍ମେସର୍ ଜସେପର୍ ସଙ୍ଗ୍ ରଇଲା ।
9 E os patriarcas, movidos de inveja, venderam a José para o Egito; mas Deus era com ele.
10 ଆରି ସବୁ ଦୁକ୍ କସ୍ଟତେଇଅନି ତାକେ ରକିଆ କଲା । ଜେଡେବେଲେ ଜସେପ୍ ମିସର୍ ରାଜାର୍ ମୁଆଟେ ଟିଆଅଇଲା, ପର୍ମେସର୍ ତାକେ ଗିଆନ୍ ଦେଲା । ଆରି ସବୁଲକ୍ ମନ୍କଲାପାରା ଚଲାଚଲ୍ତି ଦେଲା । ପାର ରାଜା ଜସେପ୍କେ ସେ ଦେସର୍ ସାସନ୍କାରିଆ ଆରି ତାର୍ କୁଟୁମର୍ ସବୁ ଦେକାରକା କର୍ବା ଦାଇତ୍ ସର୍ପି ଦେଲା ।
10 E livrou-o de todas as suas tribulações e lhe deu graça e sabedoria ante Faraó, rei do Egito, que o constituiu governador sobre o Egito e toda a sua casa.
11 ଜସେପ୍ ସାସନ୍କାରିଆ ରଇଲାବେଲେ ମିସର୍ ଆରି କିଣାନ୍ ଦେସେ ମର୍ଡି ଅଇଲା ଜେ ଲକ୍ମନ୍ ବେସି ଅଇରାନ୍ ଅଇଗାଲାଇ । ସେବେଲେ ଆମର୍ ଆନିଦାଦିମନ୍କେ କାଇଟା ମିସା କାଇବାଟା ମିଲେନାଇ ।
11 Sobreveio, então, a todo o país do Egito e de Canaã fome e grande tribulação; e nossos pais não achavam alimentos.
12 ମିସର୍ ଦେସେ ଦାନ୍ ମିଲ୍ସି, ବଲି ସୁନି ଜାକୁବ୍ ପର୍ତୁମ୍ତର୍ ତାର୍ ପିଲାମନ୍କେ କାଦି ଗେନ୍ବାକେ ପାଟାଇଲା । ଜେକି ଆମର୍ ଆନିଦାଦିମନ୍ ଅଇବାଇ ।
12 Mas, tendo ouvido Jacó que no Egito havia trigo, enviou ali nossos pais, a primeira vez.
13 ତେଇ ସେମନ୍ ପଚର୍ ପାଲି ଗାଲାବେଲେ ଜସେପ୍ ତାର୍ ନିଜର୍ ବାଇମନ୍କେ ଚିନାଇ ଅଇଲା ଆରି ମିସରର୍ ରାଜା ପାର ଜସେପର୍ କୁଟୁମ୍କେ ଜାନ୍ଲା ।
13 E, na segunda vez, foi José conhecido por seus irmãos, e a sua linhagem foi manifesta a Faraó.
14 ତାର୍ ପଚେ ଜସେପ୍ ତାର୍ ବାବା ଜାକୁବ୍ ଆରି ତାର୍ କୁଟୁମର୍ ସବୁକେ ମିସାଇ ସତୁରି ପାଁଚ୍ ଲକ୍କେ ମିସରେ ଆଇବାକେ କବର୍ ପାଟାଇଲା ।
14 E José mandou chamar a Jacó, seu pai, e a toda sua parentela, que era de setenta e cinco almas.
15 ଜାକୁବ୍ ମିସର୍ ଦେସେ ଗାଲା, ତେଇ ସେ, ତାର୍ ପଅମନର୍ ମରନ୍ ଅଇଲା ।
15 E Jacó desceu ao Egito e morreu, ele e nossos pais;
16 ସେମନର୍ ମଲା ଗାଗଡ୍ ସେକିମେ ନେଲାଇ । ଆରି ଅବ୍ରାଆମ୍ କେତେକ୍ ଡାବୁଦେଇ ଆମ୍ ନାଉଁର୍ ଗଟେକ୍ କୁଟୁମେ ଅନି ଗେନ୍ଲା ମସ୍ନେ ନେଇ ସେମନ୍କେ ସଙ୍ଗଇଲାଇ ।”
16 e foram transportados para Siquém e depositados na sepultura que Abraão comprara por certa soma de dinheiro aos filhos de Hamor, pai de Siquém.
17 ପର୍ମେସର୍ ଅବ୍ରାଆମ୍ ଜନ୍ ସପତ୍ ଦେଇ ରଇଲା ସେଟା ସିଦ୍ଅଇଲା । ମିସର୍ଦେସେ ଆମର୍ ଜାତିର୍ ଲକ୍ମନ୍ ବେସି ବଡି ଗାଲାଇ ।
17 Aproximando-se, porém, o tempo da promessa que Deus tinha feito a Abraão, o povo cresceu e se multiplicou no Egito;
18 ସାରାସାରି, ଜସେପର୍ ବିସଇ ଜାନି ନ ରଇବା ଗଟେକ୍ ରାଜା, ମିସର୍ ଦେସ୍ ସାସନ୍ କଲା ।
18 até que se levantou outro rei, que não conhecia a José.
19 ସେ ଆମର୍ ଆନିଦାଦିମନ୍କେ ବେସି ନାଡାଇଲା । ଆରି ବେସି ଅଇରାନ୍ କଲା । ସେମନର୍ କଅଁଲା ପିଲାମନ୍କେ ନିପାତ୍ କରି ବାଇରେ ପିଙ୍ଗି ଦେବାକେ ଆଦେସ୍ ଦେଲା ।
19 Esse, usando de astúcia contra a nossa linhagem, maltratou nossos pais, ao ponto de os fazer enjeitar as suas crianças, para que não se multiplicassem.
20 ସେ ବେଲାଇ ମସା ଜନମ୍ ଅଇଲା । ସେ ଗଟେକ୍ ବେସି ସୁନ୍ଦର୍ ପିଲା ରଇଲା । ତାକେ ତିନ୍ ମାସ୍ ଜାକ ଗରେସେ ପସ୍ଲାଇ ।
20 Nesse tempo, nasceu Moisés, e era mui formoso, e foi criado três meses em casa de seu pai.
21 ଆରି ଜେଡେବେଲେ ବାଇରେ ଲୁଚାଇଦେଲାଇ, ପାର ରାଜାର୍ କନିଆ ତାକେ ମିଲାଇକରି ନିଜର୍ ପିଲାପାରା ପସ୍ପାଲ୍ କଲା ।
21 E, sendo enjeitado, tomou-o a filha de Faraó e o criou como seu filho.
22 ମିସର୍ ଦେସେ ଜେତ୍କି ଗିଆନ୍ ରଇଲା, ସେ ସବୁ ଗିଆନ୍ ମସାକେ ସିକାଇଲାଇ । ସେ ବଡିକରି ତାର୍ କାତାବାର୍ତା ଆରି କାମର୍ ଲାଗି ଗଟେକ୍ ଡାକ୍ପୁଟା ଲକ୍ ବଲାଇଅଇଲା ।
22 E Moisés foi instruído em toda a ciência dos egípcios e era poderoso em suas palavras e obras.
23 ଜେଡେବେଲେ ମସାକେ ଚାଲିସ୍ ବରସ୍ ଅଇଲା, ସେ ତାର୍ ଇସ୍ରାଏଲର୍ ବାଇମନ୍ କାମ୍ କର୍ବା ଜାଗା ଦେକ୍ବାକେ ମନ୍କଲା ।
23 E, quando completou a idade de quarenta anos, veio-lhe ao coração ir visitar seus irmãos, os filhos de Israel.
24 ଇସ୍ରାଏଲିଅ ମନର୍ ବିତ୍ରେଅନି ଗଟେକ୍କେ ମିସରିୟର୍ ଗଟେକ୍ ଲକ୍ ସାଦ୍ବାନ୍ଦ୍ କର୍ବାଟା ଦେକି ମସା ତାକେ ରକିଆ କଲା । ଆରି ସେ କର୍ବାଟା ସୁଜାଇବି ବଲି ମିସରିଅକେ ସେ ମରାଇଲା ।
24 E, vendo maltratado um deles, o defendeu e vingou o ofendido, matando o egípcio.
25 ମସା ବାବିରଇଲା, ସେମନ୍କେ ମୁକ୍ଲାଇବାକେ ପର୍ମେସର୍ ତାକେ ବାଚ୍ଲାଆଚେ ବଲି ତାର୍ ନିଜର୍ ବାଇମନ୍ ଏତାଇବାଇ । ମାତର୍ ସେମନ୍ ସେଟା ବୁଜତ୍ନାଇ ।
25 E ele cuidava que seus irmãos entenderiam que Deus lhes havia de dar a liberdade pela sua mão; mas eles não entenderam.
26 ତାର୍ ଆର୍କର୍ ଦିନେ ଦୁଇଟା ଇସ୍ରାଏଲିଅ ମନ୍ ମାରାମାରି ଅଇତେରଇବାଟା ଦେକ୍ଲା । ଆରି ସେମନ୍ ମିସତ୍ ବଲି ବୁଜାଇବାକେ ଚେସ୍ଟା କଲା । ସେ କଇଲା, “ସୁନା ତମେ ଦୁଇ ଲକ୍ତା ଇସ୍ରାଏଲର୍ ବାଇବାଇ ଅଇସା । କାଇକେ ଏନ୍ତାରି ମାରାମାରି ଅଇଲାସ୍ନି ?”
26 E, no dia seguinte, pelejando eles, foi por eles visto e quis levá-los à paz, dizendo: Varões, sois irmãos; por que vos agravais um ao outro?
27 ମାତର୍ ଜନ୍ ଲକ୍ ଆରିଗଟେକ୍ ଲକ୍କେ କାରାପ୍ କାତା କଇ ଲାଗ୍ତେରଇଲା, ସେ ମସାକେ ଏଡାଇଦେଇ କଇଲା, “ଆମ୍କେ ସାସନ୍ କର୍ବାକେ ଆରି ଆମ୍କେ ବିଚାର୍ କର୍ବା ଅଦିକାର୍, କେ ତକେ ଦେଇଆଚେ ?
27 E o que ofendia o seu próximo o repeliu, dizendo: Quem te constituiu príncipe e juiz sobre nós?
28 କାଲି ଜେନ୍ତି ଗଟେକ୍ ମିସରିୟକେ ମରାଇଲୁସ୍, ସେନ୍ତି ମକେ ମିସା ମରାଇବାକେ ମନ୍ କଲୁସ୍ନି କି ?”
28 Queres tu matar-me, como ontem mataste o egípcio?
29 ଏଟା ସୁନିକରି ମସା ମିସର୍ଦେସେଅନି ଉଟିପାଲାଇଲା ଆରି ମିଦିଅନ୍ ଦେସେ ଜାଇ ବାସାକଲା । ତେଇ କେତେ ବରସ୍ ରଇକରି ଆରି ତାର୍ ଦୁଇଟା ପିଲା ଜନମ୍ ଅଇଲାଇ ।
29 E a esta palavra fugiu Moisés e esteve como estrangeiro na terra de Midiã, onde gerou dois filhos.
30 “ଚାଲିସ୍ ବରସ୍ ରଇଲା ପଚେ, ମରୁବାଲି ରଇବା ଜାଗାର୍ ସିନୟ ନାଉଁର୍ ପର୍ବତେ ଗଟେକ୍ ଜଇ ଲାଗ୍ବା ବୁଟାର୍ ମଜାଇ ପର୍ମେସରର୍ ଗଟେକ୍ ଦୁତ୍, ମସାକେ ଦେକାଇ ଅଇଲା ।”
30 E, completados quarenta anos, apareceu-lhe o anjo do Senhor, no deserto do monte Sinai, numa chama de fogo de um sarçal.
31 ମସା ଏଟା ଦେକି ବେସି କାବା ଅଇଗାଲା, ଆରି କଣ୍ଡେକ୍ ନିକକରି ଦେକ୍ବି ବଲି ବୁଟା ଲଗେ ଗାଲା । ମାତର୍ ତେଇ ସେ ମାପ୍ରୁର୍ କାତା ସୁନ୍ଲା ।
31 Então, Moisés, quando viu isto, se maravilhou da visão; e, aproximando-se para observar, foi-lhe dirigida a voz do Senhor,
32 “ମୁଇ ତମର୍ ଆନିଦାଦି ଅବ୍ରାଆମ୍, ଇସାକ୍ ଆରି ଜାକୁବର୍ ପର୍ମେସର୍ ।” ମସା ଡରିକରି ତର୍ତର୍ ଗଜ୍ଗଜ୍ ଅଇ ଦେକ୍ବାର୍ ନାପାର୍ଲା ।
32 dizendo: Eu sou o Deus de teus pais, o Deus de Abraão, e o Deus de Isaque, e o Deus de Jacó. E Moisés, todo trêmulo, não ousava olhar.
33 ମାପ୍ରୁ ତାକେ କଇଲା, “ତୁଇ ପିନ୍ଦିରଇବା ପାଣ୍ଡଇ ବେଟ୍ । କାଇକେବଇଲେ ତୁଇ ଜନ୍ ଜାଗାଇ ଟିଆଅଇଆଚୁସ୍, ସେଟା ସୁକ୍ଲା ଜାଗା ।
33 E disse-lhe o Senhor: Tira as sandálias dos pés, porque o lugar em que estás é terra santa.
34 ମିସର୍ ଦେସେ ମର୍ ଲକ୍ମନ୍ କସ୍ଟ ଅଇବାଟା ଦେକିଆଚି । ମୁଇ ସେମନର୍ କାନ୍ଦାବୁବା ସୁନିଆଚି ଆରି ସେମନ୍କେ ମୁକ୍ଲାଇ ଆନ୍ବାକେ ଉତ୍ରି ଆଇଲିଆଚି । ଏବେ ଆଉ, ମୁଇ ତକେ ମିସର୍ ଦେସେ ପାଟାଇବି ।”
34 Tenho visto atentamente a aflição do meu povo que está no Egito, e ouvi os seus gemidos, e desci a livrá-los. Agora, pois, vem, e enviar-te-ei ao Egito.
35 ମସାକେ ଇସ୍ରାଏଲର୍ ଲକ୍ମନ୍ ନିଚ୍ତେରଇଲାଇ । ସେମନ୍ ପାଚାରି ରଇଲାଇ, “ଆମ୍କେ ସାସନ୍ କର୍ବାକେ ଆରି ଆମ୍କେ ବିଚାର୍ କର୍ବାକେ କେ ଅଦିକାର୍ ଦେଇଆଚେ ?” ମାତର୍ ପର୍ମେସର୍ ଆକା ନିଜେ ମସାକେ ସେ ଲକ୍ମନର୍ ଉପ୍ରେ ସାସନ୍ କର୍ବାକେ ଆରି ସେମନ୍କେ ମୁକ୍ଲାଇ ଆନ୍ବାକେ ପାଟାଇରଇଲା । ଜଇଲାଗ୍ବା ବୁଟାଇ ଦର୍ସନ୍ ଇସାବେ ଦେକାଇଅଇଲା ।
35 A este Moisés, ao qual haviam negado, dizendo: Quem te constituiu príncipe e juiz? A este enviou Deus como príncipe e libertador, pela mão do anjo que lhe aparecera no sarçal.
36 ମିସର୍ ଦେସେ, ଲଇତ୍ ସାଗରେ ଆରି ଚାଲିସ୍ ବରସ୍ ମରୁବାଲି ବୁଏଁ କେତେକ୍ କେତେକ୍ କାବା ଅଇଜିବା କାମ୍ମନ୍ ଆରି ଚିନ୍ମନ୍ କଲା ।
36 Foi este que os conduziu para fora, fazendo prodígios e sinais na terra do Egito, no mar Vermelho e no deserto, por quarenta anos.
37 ମସା ନିଜେ ଇସ୍ରାଏଲର୍ ଲକ୍ମନ୍କେ କଇରଇଲା, “ମକେ ଜେନ୍ତି ପର୍ମେସର୍ ପାଟାଇଲା । ସେନ୍ତାରିସେ ତମର୍ ବାଇମନର୍ ଲଗେ ଗଟେକ୍ ବବିସତ୍ବକ୍ତାକେ ପାଟାଇସି, ସେ ତମର୍ ନିଜର୍ ଲକ୍ମନର୍ ଟାନେଅନିସେ ଅଇସି ।”
37 Este é aquele Moisés que disse aos filhos de Israel: O Senhor, vosso Deus, vos levantará dentre vossos irmãos um profeta como eu; a ele ouvireis.
38 “ଇସ୍ରାଏଲିଅ ଲକ୍ମନ୍ ମରୁବାଲି ବୁଏଁ ରଇଲାବେଲେ ସେ ସେମନର୍ ସଙ୍ଗ୍ ରଇଲା । ସିନୟ ପର୍ବତେ ଆମର୍ ଆନିଦାଦିମନର୍ ସଙ୍ଗ୍ ଦୁତ୍ କାତା ଅଇଲାବେଲେ ସେ ରଇଲା । ଆରି ସେ ପର୍ମେସର୍ଟାନେଅନି ଜିବନ୍ ଦେବା ବାକିଅ ମିଲାଇକରି ଆମ୍କେ ଜାନାଇଲା ।”
38 Este é o que esteve entre a congregação no deserto, com o anjo que lhe falava no monte Sinai, e com nossos pais, o qual recebeu as palavras de vida para no-las dar.
39 “ମାତର୍ ଆମର୍ ପୁର୍ବର୍ ଆନିଦାଦିମନ୍ ମସାର୍ କାତା ସୁନତ୍ ନାଇ । ମିସର୍ ଦେସେ ବାଉଡି ଜୁ ବଲି ମନ୍କଲାଇ ।”
39 Ao qual nossos pais não quiseram obedecer, antes o rejeitaram e, em seu coração, se tornaram ao Egito,
40 ସେଟାର୍ପାଇ ସେମନ୍ ଆରଣ୍କେ କଇଲାଇ, “ଆମ୍କେ ମିସର୍ ଦେସେଅନି ବାର୍କରାଇ ଆନ୍ଲା ମସା କେନେ ଗାଲାଆଲେ, ଆମେ ନାଜାନୁ । ଏବେ ଆମ୍କେ ବାଟ୍ ଦେକାଇ ନେବାକେ କେତେଟା ପୁତ୍ଲା ବନାଇ ଦେ । ସେମନ୍ ଆମର୍ ଦେବ୍ତା ଅଇ ବାଟ୍ଦେକାଇବାଇ ।”
40 dizendo a Arão: Faze-nos deuses que vão adiante de nós; porque a esse Moisés, que nos tirou da terra do Egito, não sabemos o que lhe aconteceu.
41 ସେବେଲେ ସେମନ୍ ତେଇ ଗଟେକ୍ ବାଚାପିଲା ପାରା ଡିସ୍ବା ପୁତ୍ଲା ତିଆର୍କଲାଇ । ଆରି ତାର୍ଲାଗି ପୁଜାକରୁ ବଲି ଚଗାଇଲାଇ । ଆରି ନିଜେ ତିଆର୍ କରିରଇବା ସେ ମୁର୍ତିକେ ସନ୍ମାନ୍ ଦେବାକେ ଗଟେକ୍ ବଜି କଲାଇ ।
41 E, naqueles dias, fizeram o bezerro, e ofereceram sacrifícios ao ídolo, e se alegraram nas obras das suas mãos.
42 ସେଟାର୍ପାଇ ପର୍ମେସର୍ ସେମନ୍କେ ଦେକେନାଇ ଆରି ସେମନ୍କେ, ଆକାସର୍ ତାରାମନ୍ ପୁଜା କରତ୍ ବଲି ଚାଡିଦେଲା । ଏ ବିସଇ ବବିସତ୍ବକ୍ତାର୍ ବଇଟାନେ ଲେକା ଆଚେ,
42 Mas Deus se afastou e os abandonou a que servissem ao exército do céu, como está escrito no livro dos profetas: Porventura, me oferecestes vítimas e sacrifícios no deserto por quarenta anos, ó casa de Israel?
43 ମଲେକ୍ ପୁତ୍ଲାକେ ପର୍ମେସର୍ ବଲି ତାର୍ ତମୁ ଗଟେକ୍ ଜାଗାଇଅନି ଆରିଗଟେକ୍ ଜାଗାଇ ବଇନେଲାସ୍ ।
43 Antes, tomastes o tabernáculo de Moloque e a estrela do vosso deus Renfã, figuras que vós fizestes para as adorar. Transportar-vos-ei, pois, para além de Babilônia.
44 ତିପାନ୍ ଆରି କଇଲା, “ମରୁବାଲିବୁଏଁ ଆମର୍ ଆନିଦାଦିମନ୍ ରଇଲାବେଲେ ପର୍ମେସର୍ ସେମନ୍କେ ଲେକି ଦେଇରଇବା ନିୟମ୍ ମନ୍ ବିତ୍ରେ ରଇଲା । ସେଟା ପର୍ମେସର୍ ମସାକେ ଜେନ୍ତି ତମୁ ତିଆର୍ କର୍ବାକେ କଇରଇଲା, ଆରି ତାକେ ଜନ୍ କାମ୍ ଦେକାଇ ରଇଲା, ଏଟା ସେନ୍ତାରିସେ ତିଆର୍ ଅଇରଇଲା ।”
44 Estava entre nossos pais no deserto o tabernáculo do Testemunho (como ordenara aquele que disse a Moisés que o fizesse segundo o modelo que tinha visto),
45 “ପଚେ ଆମର୍ ଆନିଦାଦିମନ୍ ସେମନର୍ ଆନିଦାଦିମନର୍ ଟାନେଅନି ମିଲାଇକରି ସେ ତୁମ୍ ଜିଅସୁଅ ସଙ୍ଗ୍ ବଇ ଦାରିଗାଲାଇ । ଆରି ପର୍ମେସର୍ ବାର୍କରାଇ କେଦି ରଇବା ବିନ୍ ଜାତିମନର୍ ଦେସ୍, ସେମନ୍ ଅଦିକାର୍ କଲାଇ । ଦାଉଦର୍ ସାସନ୍ ବେଲେ ଜାକ ସେ ତମୁ ତେଇସେ ରଇଲା ।
45 o qual nossos pais, recebendo-o também, o levaram com Josué, quando entraram na posse das nações que Deus lançou para fora da presença de nossos pais, até aos dias de Davi,
46 ଦାଉଦ୍ ପର୍ମେସରର୍ ମନ୍କେ ଜାଇରଇଲାଜେ ଜାକୁବର୍ ପର୍ମେସରର୍ ପାଇ ଗଟେକ୍ ମନ୍ଦିର୍ ତିଆର୍ କର୍ବି ବଲି ତାର୍ ଆଦେସ୍ ପାଇବାକେ ମନ୍ କର୍ତେ ରଇଲା ।
46 que achou graça diante de Deus e pediu que pudesse achar tabernáculo para o Deus de Jacó.
47 ପଚେ ସେ ମନ୍ଦିର୍ ଦାଉଦର୍ ପଅ ସଲ୍ମନ୍ ତିଆର୍ କର ବଲି ମନ୍କଲା ।”
47 E Salomão lhe edificou casa;
48 ଅଇଲେ ମିସା ସବୁର୍ ଉପ୍ରର୍ ପର୍ମେସର୍ ଲକ୍ମନ୍ ତିଆର୍ କଲା ଗରେ ବାସା ନ କରେ । ଏ ବିସଇ ବବିସତ୍ବକ୍ତା ଲେକ୍ଲା ଆଚେ,
48 mas o Altíssimo não habita em templos feitos por mãos de homens, como diz o profeta:
49 ମାପ୍ରୁ କଇଲାନି, ସରଗ୍ ମର୍ ବସ୍ବା ଜାଗା
49 O céu é o meu trono, e a terra, o estrado dos meus pés. Que casa me edificareis, diz o Senhor, ou qual é o lugar do meu repouso?
50 “ମୁଇ ନିଜେ କାଇ ଏ ସବୁ ବିସଇ ତିଆର୍ କରି ନାଇ କି ?”
50 Porventura, não fez a minha mão todas estas coisas?
51 ତିପାନ୍ ଆରି କଇଲା, “ତମେ ବିଲ୍କୁଲ୍ କାତା ନ ମାନ୍ବା ଲକ୍ମନ୍ ।” ତମର୍ ମନ୍ ଡାଟ୍ ଅଇଗାଲା ଆଚେ । ମାପ୍ରୁର୍ ବାକିଅର୍ପାଇ ପୁରାପୁରୁନ୍ ବଇରା ଅଇଆଚାସ୍ । ତମେ ସମାନ୍ ତମର୍ ଆନିଦାଦିମନର୍ ପାରା । ସବୁବେଲେ ସୁକଲ୍ ଆତ୍ମାକେ ବିରୁଦ୍ କଲାସ୍ନି ।
51 Homens de dura cerviz e incircuncisos de coração e ouvido, vós sempre resistis ao Espírito Santo; assim, vós sois como vossos pais.
52 ତମର୍ ଆନିଦାଦିମନ୍ ବବିସତ୍ବକ୍ତାମନ୍କେ ନ ସାଦିକରି ଚାଡିରଇଲାଇ କି ? ମସିଅ ଆଇସି ବଲି କେତେ କେତେ ବରସ୍ ଆଗ୍ତୁ ଜାନାଇବା ପର୍ମେସରର୍ କାତାଜାନାଉମନ୍କେ ମରାଇଲାଇ । ଏବେ ତମେ ତାକେ ବିସ୍ବାସେ ବିସ୍ ଦେଲାପାରା କରି ମରାଇଆଚାସ୍ ।
52 A qual dos profetas não perseguiram vossos pais? Até mataram os que anteriormente anunciaram a vinda do Justo, do qual vós agora fostes traidores e homicidas;
53 ତମେ ସରଗର୍ ଦୁତ୍ମନ୍ ଜାନାଇରଇବା ରିତିନିତି ଦାରିଆଚାସ୍ । ମାତର୍ ସେଟା ମାନାସ୍ ନାଇ ।
53 vós que recebestes a lei por ordenação dos anjos e não a guardastes.
54 ବଡ୍ ସବାର୍ ଲକ୍ମନ୍ ତିପାନ୍ କାତା ଅଇବାଟା ସୁନିକରି ବେସି ରିସା ଅଇଗାଲାଇ ଆରି ରିସାର୍ ମାଡେ ଦାତ୍ କାତ୍ରି ଅଇଲାଇ ।
54 E, ouvindo eles isto, enfureciam-se em seu coração e rangiam os dentes contra ele.
55 ମାତର୍ ତିପାନ୍ ସୁକଲ୍ ଆତ୍ମାଇ ପୁରାପୁରୁନ୍ ଅଇ ସରଗ୍ ବାଟେ ମୁ କଲା । ଆରି ପର୍ମେସରର୍ ମଇମା ଆରି ଜିସୁ ତାର୍ ଉଜାବାଟେ ଟିଆଅଇରଇବାଟା ଦେକ୍ଲା ।
55 Mas ele, estando cheio do Espírito Santo e fixando os olhos no céu, viu a glória de Deus e Jesus, que estava à direita de Deus,
56 ତିପାନ୍ କଇଲା, “ଏଦେ ଦେକା ! ସରଗ୍ ଉଗାଡି ଅଇବାଟା ଆରି ନର୍ପିଲା ପର୍ମେସରର୍ ଉଜାବାଟେ ଟିଆ ଅଇରଇବାଟା ଦେକ୍ଲିନି ।”
56 e disse: Eis que vejo os céus abertos e o Filho do Homem, que está em pé à mão direita de Deus.
57 ବଡ୍ ସବାର୍ ଲକ୍ମନ୍ ସେ କାତା ସୁନିକରି ଆତ୍ ସଙ୍ଗ୍ କାନେ ଚୁଟିଅଇଦେଲାଇ, ଆରି ବେସି ଆଉଲିଅଇଲାଇ । ତାର୍ପଚେ ସବୁଲକ୍ ଗଟେକ୍ ଅଇକରି ତିପାନର୍ ବାଟେ ଉଦ୍ଲି ଆଇଲାଇ ।
57 Mas eles gritaram com grande voz, taparam os ouvidos e arremeteram unânimes contra ele.
58 ତାକେ ନଅରର୍ ବାଇରେ ଜିକିନେଇକରି ତାର୍ ଉପ୍ରେ ପାକ୍ନା ସଙ୍ଗ୍ ମାର୍ବାର୍ ଦାର୍ଲାଇ । ସାକି ଦେଉମନ୍ ତିପାନ୍ ପିନ୍ଦିରଇଲା ବସ୍ତର୍ ସାଉଲ୍ ନାଉଁର୍ ଗଟେକ୍ ଦାଙ୍ଗ୍ଡାକେ ଜିମାଦେଇ ଚାଡି ଜାଇରଇଲାଇ ।
58 E, expulsando-o da cidade, o apedrejavam. E as testemunhas depuseram as suas vestes aos pés de um jovem chamado Saulo.
59 ସେମନ୍ ତିପାନର୍ ଉପ୍ରେ ପାକ୍ନା ମାର୍ବା ବେଲେ ସେ ମାପ୍ରୁକେ ପାର୍ତନା କରି କଇଲା, “ମାପ୍ରୁ ଜିସୁ, ମର୍ ଆତ୍ମାକେ ସଙ୍ଗୁଆ !”
59 E apedrejaram a Estêvão, que em invocação dizia: Senhor Jesus, recebe o meu espírito.
60 ତିପାନ୍ ମାଣ୍ଡିକୁଟା ଦେଇ ଆକ୍ମାରି କଇଲା, “ମାପ୍ରୁ, ଏମନର୍ ବିରଦେ ଏ ପାପ୍ ଆରି ଏତାଆ ନାଇ କି ଡଣ୍ଡ୍ ଦିଆସ୍ନାଇ ।” ଏତ୍କି କଇଲା ଦାପ୍ରେ ତାର୍ ଜିବନ୍ ଚାଡିଗାଲା ।
60 E, pondo-se de joelhos, clamou com grande voz: Senhor, não lhes imputes este pecado. E, tendo dito isto, adormeceu.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 7, comparar traduções ou montar um estudo — tudo direto pelo WhatsApp.