Atos 28
ସତିଅର୍ ବାଟ୍ (DSO) vs ARC
1 କାଇଟା ନ ଅଇ, କଣ୍ଡିପାଲି ଜାଇ ଦେକ୍ଲୁ ଜେ, ଆମେ ମେଲିତି ନାଉଁର୍ ଚାରିବେଟ୍ତି ପାନିର୍ ମଜାଇ ରଇବା ସୁକ୍ଲା ଜାଗାଇ କେଟିଆଚୁ ।
1 Havendo escapado, então, souberam que a ilha se chamava Malta.
2 ତେଇ ପୁର୍ବେଅନି ରଇବା ଲକ୍ମନ୍ ଆମ୍କେ ଆଲାଦ୍ ଦେକାଇଲାଇ, ସେବେଲେ ବର୍ସା ମାରି ସିତ୍ ଅଇତେ ରଇଲା । ସେଟାର୍ ପାଇ ସେମନ୍ ଆମ୍କେ ଜଇ ଲାଗାଇ ଗତିଆ ମାନ୍ଲାଇ ।
2 E os bárbaros usaram conosco de não pouca humanidade; porque, acendendo uma grande fogueira, nos recolheram a todos por causa da chuva que caía e por causa do frio.
3 ପାଉଲ୍ ଗଟେକ୍ ବିଡା ଦାରୁ ଜଇତେଇ ପାକାଇବା ବେଲେ ଜଇ ତାତିର୍ ଲାଗି ବିଡାଇଅନି ଗଟେକ୍ ବିସ୍ରଇବା ସାଁପ୍ ବାରଇଲା ଆରି ପାଉଲର୍ ଆତେ ଚଗି ଚାବି ଡସିରଇଲା ।
3 E, havendo Paulo ajuntado uma quantidade de vides e pondo-as no fogo, uma víbora, fugindo do calor, lhe acometeu a mão.
4 ସେ ଜାଗାର୍ ଲକ୍ମନ୍ ପାଉଲର୍ ଆତେ ଚାବିକରି ଡସି ଜୁଲ୍ତେ ରଇବା ସାଁପ୍କେ ଦେକି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଏ ବାଇଦରେ ଗଟେକ୍ ନର୍ମାରୁ ଲକ୍, ସେ ଜାଇଟା ମିସା ଅ ବେ, ସେ ସମ୍ଦୁରେ ରକିଆ ପାଇରଇଲେ ମିସା ତାର୍ କରମ୍ ତାକେ ବଁଚ୍ବାକେ ନ ଦେଏ ।”
4 E os bárbaros, vendo-lhe a víbora pendurada na mão, diziam uns aos outros: Certamente este homem é homicida, visto como, escapando do mar, a Justiça não o deixa viver.
5 ମାତର୍ ପାଉଲ୍ ତାର୍ ଆତ୍ ଜିଞ୍ଜାଡ୍ଲାକେ ସାଁପ୍ ଜଇତେଇ ଅଦର୍ଲା ଆରି ତାକେ କାଇଟା ଅଏନାଇ ।
5 Mas, sacudindo ele a víbora no fogo, não padeceu nenhum mal.
6 ଲକ୍ମନ୍ ପାଉଲର୍ ଆତ୍ ପୁଲିଜାଇସି ନଇଲେ ଅଟାତ୍ ଅଦ୍ରି ମରିଜାଇସି ବଲି ଜାଗିରଇଲାଇ, ମାତର୍ ବେସି ପର୍ ଜାଗିକରି ଦେକ୍ଲାଇ ମିସା ତାକେ କାଇଟା ଅଏ ନାଇ । ପଚେ ସେମନ୍ କାତା ପାସ୍ଲାଇକରି କଇଲାଇ “ଏ ଗଟେକ୍ ଦେବ୍ତା !”
6 E eles esperavam que viesse a inchar ou a cair morto de repente; mas tendo esperado já muito e vendo que nenhum incômodo lhe sobrevinha, mudando de parecer, diziam que era um deus.
7 ତେଇଅନି ଅଲପ୍ ଦୁରିକେ ସେ ଜାଗାର୍ ମୁକିଅ ନେତା, ତାର୍ ନାଉଁ ପବ୍ଲିଅ । ତାର୍ କେତେଟା ପଦା ରଇଲା, ସେ ଆମ୍କେ ଗତିଆ ମାନିକରି ଡାକିନେଲା । ଆରି ଆମେ ତିନ୍ ଦିନ୍ ଜାକ ତାକର୍ ଗରେ ଗତିଆ ଅଇ ରଇଲୁ ।
7 E ali, próximo daquele mesmo lugar, havia umas herdades que pertenciam ao principal da ilha, por nome Públio, o qual nos recebeu e hospedou benignamente por três dias.
8 ସେବେଲେ ପବ୍ଲିଅସର୍ ବାବା ଜର୍ ଆରି ରକତ୍ଜାଡା ଦାରାଇଅଇ ଡୁଲିରଇଲା । ପାଉଲ୍ ତାକର୍ ବାକ୍ରାଇ ଜାଇ ତାର୍ପାଇ ପାର୍ତନା କରି ତାର୍ ଉପ୍ରେ ଆତ୍ ଚିଇ ତାକେ ନିମାନ୍କଲା ।
8 Aconteceu estar de cama enfermo de febres e disenteria o pai de Públio, que Paulo foi ver, e, havendo orado, pôs as mãos sobre ele e o curou.
9 ଏ ଗଟ୍ନା ପଚେ ସେ ଜାଗାର୍ ଜେତ୍କି ରଗିମନ୍ ସବୁ ପାଉଲର୍ ଲଗେ ଆସି ନିମାନ୍ ଅଇଲାଇ ।
9 Feito, pois, isto, vieram também ter com ele os demais que na ilha tinham enfermidades e sararam,
10 ସେମନ୍ ଆମ୍କେ ବେସି ବିନ୍ ବିନ୍ ରକାମର୍ ଜିନିସ୍ ଇନାମେ ଦେଲାଇ ଆରି ଆମେ ତେଇଅନି ଜାଜେ ବସି ଜିବାବେଲେ ସେମନ୍ ଆମର୍ପାଇ ଦର୍କାର୍ ରଇଲା ସବୁ ଜିନିସ୍ ଜାଜେ ଆନି ଦେଲାଇ ।
10 os quais nos distinguiram também com muitas honras; e, havendo de navegar, nos proveram das coisas necessárias.
11 ସେ ଜାଗାଇଅନି ବାରଇବାକେ ଆମ୍କେ ତିନ୍ମାସ୍ ଲାଗ୍ଲା । ସିତ୍ଦିନ୍ ଅଇରଇଲାକେ ତବିର୍ଅଇଲା ଆଲେକ୍ଜାଣ୍ଡ୍ରିଆ ନଅରେଅନି ଆସିରଇବା ଗଟେକ୍ ଜାଜେ ଆମେ ବାରଇଲୁ । ସେ ଜାଜର୍ ନାଉଁ ରଇଲା ଜଁଲି ଦେବ୍ତା ।
11 Três meses depois, partimos num navio de Alexandria, que invernara na ilha, o qual tinha por insígnia Castor e Pólux.
12 ପର୍ତୁମ୍ ସିର୍କୁସ୍ ନାଉଁର୍ ନଅରେ କେଟି ତେଇ ତିନ୍ଦିନ୍ ରଇଲୁ ।
12 E, chegando a Siracusa, ficamos ali três dias,
13 ତେଇଅନି ଆରି ତରେକ୍ ଜିବାଟା ଆରାମ୍ କରି ଆମେ ରେଜିଅମ୍ ସଅରେ କେଟ୍ଲୁ । ତାର୍ ଆର୍କର୍ ଦିନେ ଦକିଣ୍ ଦିଗେଅନି ପବନ୍ ଆଇଲା ଆରି ଦୁଇଦିନ୍ ପଚେ ପୁତେଅଲି ସଅରେ କେଟ୍ଲୁ ।
13 donde, indo costeando, viemos a Régio; e, soprando, um dia depois, um vento do sul, chegamos no segundo dia a Putéoli,
14 ତେଇ କେତେଟା ଜିସୁକେ ବିସ୍ବାସ୍ କର୍ବା ବାଇମନ୍କେ ମିସ୍ଲୁ । ତାକର୍ ସଙ୍ଗ୍ ଗଟେକ୍ ଆଟ୍ ରଇବାକେ ସେମନ୍ ଆମ୍କେ ବାବୁଜିଆ କଲାଇ । ସାରାସାରିପଚେ ଆମେ ରମ୍ ଦେସେ ଜାଇ କେଟ୍ଲୁ ।
14 onde, achando alguns irmãos, nos rogaram que por sete dias ficássemos com eles; e depois nos dirigimos a Roma.
15 ଆମେ ଗାଲା କବର୍ ସୁନିକରି ରମ୍ ଦେସର୍ ବିସ୍ବାସି ବାଇମନ୍ ତେଇଅନି ଆପିଅ ଜାଗାର୍ ଆଟେ ଆରି ତିନ୍ସରା ନାଉଁର୍ ନଅର୍ମନ୍ ଜାକ ଆମ୍କେ ବେଟ୍ ଅଇବାକେ ଇଣ୍ଡି ଇଣ୍ଡି ଆଇଲାଇ । ସେମନ୍କେ ଦେକି ପାଉଲ୍ ପର୍ମେସର୍କେ ଦନିଅବାଦ୍ ଦେଲା ଆରି ବେସି ସାର୍ଦା ଅଇଲା ।
15 E de lá, ouvindo os irmãos novas de nós, nos saíram ao encontro à Praça de Ápio e às Três Vendas, e Paulo, vendo-os, deu graças a Deus e tomou ânimo.
16 ଆମେ ରମ୍ ଦେସେ କେଟ୍ଲା ପଚେ ପାଉଲ୍କେ ଗଟେକ୍ ସନିଅ ସଙ୍ଗ୍ ଗଟେକ୍ ଗରେ ରଇବାକେ ଆଦେସ୍ ମିଲ୍ଲା । ରମିୟ ନଅରର୍ ଗଲିକନ୍ଦି|alt="Street scene of The Roman city" src="hk00242c.tif" size="span" copy="Horace Knowles ©" ref="୨୮:୧୬"
16 E, logo que chegamos a Roma, o centurião entregou os presos ao general dos exércitos; mas a Paulo se lhe permitiu morar por sua conta, com o soldado que o guardava.
17 ତିନ୍ ଦିନ୍ ପଚେ ପାଉଲ୍ ସେ ଜାଗାର୍ ଜିଉଦି ନେତାମନ୍କେ ଗଟେକ୍ ସବା କର୍ବାକେ କବର୍ ପାଟାଇଲା । ସେମନ୍ ଆସି ରୁଣ୍ଡ୍ଲାଇକେ ପାଉଲ୍ ସେମନ୍କେ କଇଲା, “ଏ ଇସ୍ରାଏଲର୍ ବାଇମନ୍, ମୁଇ ଆମର୍ ଲକ୍ମନର୍ ବିରୁଦେ କି ଆମର୍ ଆନିଦାଦିମନର୍ ଟାନେଅନି ସିକିରଇବା ରିତିନିତି ବିରୁଦେ କିଚି କରିନାଇ, ଏଲେ ମିସା ଜିରୁସାଲାମର୍ ଜିଉଦିମନ୍ ମକେ ଦାରି ବନ୍ଦିଗରେ ପୁରାଇ ରମିଅମନ୍କେ ସର୍ପିଦେଲାଇ ।
17 E aconteceu que, três dias depois, Paulo convocou os principais dos judeus e, juntos eles, lhes disse: Varões irmãos, não havendo eu feito nada contra o povo ou contra os ritos paternos, vim, contudo, preso desde Jerusalém, entregue nas mãos dos romanos,
18 ମକେ ପାଚାର୍ ଉଚାର୍ କଲା ପଚେ ମରନ୍ ଡଣ୍ଡ୍ ପାଇବା ଏତ୍କି କାଇ ଅପ୍ରାଦ୍ କରେ ନାଇ ବଲି ଜାନ୍ଲାଇ । ପଚେ ରମିଅ ଲକ୍ମନ୍ ମକେ ମୁକ୍ଲାଇବାକେ ମନ୍ କର୍ତେ ରଇଲାଇ ।
18 os quais, havendo-me examinado, queriam soltar- me, por não haver em mim crime algum de morte.
19 ମାତର୍ ଜିଉଦି ଲକ୍ମନ୍ ମକେ ଚାଡ୍ବାକେ ରାଜି ଅଅତ୍ନାଇ । ତେବେ ମର୍ ନିଜର୍ ଲକ୍ମନର୍ ବିରୁଦେ ମର୍ କାଇ ଦାବି ନ ରଇଲା ମିସା, ମୁଇ ବଡ୍ସାସନ୍କାରିଆକେ ଗୁଆରି କର୍ବି ଆକା ବଲି ବାବ୍ଲି ।
19 Mas, opondo-se os judeus, foi-me forçoso apelar para César, não tendo, contudo, de que acusar a minha nação.
20 ସେଟାର୍ପାଇ ଏ ବିସଇ କାତାବାର୍ତା ଅଉଁ ବଲି ମୁଇ ତମ୍କେ ଡାକାଇ ଆଚି । ଇସ୍ରାଏଲର୍ ଲକ୍ମନ୍ ଏବେ ଜାକେ ଆସା କରି ଆଇଲାଇନି, ତାର୍ପାଇ ବଲିକରି ମୁଇ ଆଜି ସିକ୍ଲି ସଙ୍ଗ୍ ବାନ୍ଦାଇ ଅଇଆଚି ।”
20 Por esta causa vos chamei, para vos ver e falar; porque pela esperança de Israel estou com esta cadeia.
21 ସେମନ୍ କଇଲାଇ, “ଆମ୍କେ ଜିଉଦା ଦେସେଅନି ତମର୍ ବିସଇ କାଇ ଚିଟି ଗଟେକ୍ ମିସା ମିଲେ ନାଇ, କି ବାଇମନର୍ ବିତ୍ରେଅନି କେ ମିସା ଇତି ଆସି ତମର୍ ବିସଇର୍ ବୁଲ୍ କାତା ସୁନାଅତ୍ ନାଇ କି କଅତ୍ ମିସା ନାଇ ।
21 Então, eles lhe disseram: Nós não recebemos acerca de ti cartas algumas da Judeia, nem veio aqui algum dos irmãos que nos anunciasse ou dissesse de ti mal algum.
22 ମାତର୍ ତମେ କାଇଟା ବଲି ବିସ୍ବାସ୍ କଲାସ୍ନି, ସେଟା ତମର୍ଟାନେଅନି ଆମେ ସୁନ୍ବାକେ ମନ୍ କଲୁନି । କାଇକେବଇଲେ, ଗୁଲାଇବାଟର୍ ଲକ୍ ତମର୍ ଦଲ୍ ବିରୁଦେ କାତା ଅଇଲାଇନି ।”
22 No entanto, bem quiséramos ouvir de ti o que sentes; porque, quanto a esta seita, notório nos é que em toda parte se fala contra ela.
23 ସେମନ୍ ଗଟେକ୍ଦିନ୍ ଟିକ୍ କଲାଇ ଆରି ଟିକ୍ କଲା ଦିନେ ସେମନର୍ ବିତ୍ରେଅନି ବେସି ଲକ୍ ପାଉଲ୍ ରଇବା ଜାଗାଇ ଆଇଲାଇ । ପାଉଲ୍ ସେମନ୍କେ ସାକାଲେଅନି ସଞ୍ଜ୍ଜାକ ପରମେସର୍ ରାଇଜ୍ ବିସଇ ବୁଜାଇଦେଲା ଆରି ମସାର୍ ରିତିନିତି ଆରି ବବିସତ୍ବକ୍ତାମନ୍ ଲେକ୍ଲା ସାସ୍ତରର୍ ବାକିଅ ଦେକାଇକରି ଜିସୁର୍ ବିସଇ ବୁଜାଇଲା ।
23 E, havendo-lhe eles assinalado um dia, muitos foram ter com ele à pousada, aos quais declarava com bom testemunho o Reino de Deus e procurava persuadi-los à fé de Jesus, tanto pela lei de Moisés como pelos profetas, desde pela manhã até à tarde.
24 ତେଇ କେତେ ଲକ୍ ପାଉଲ୍ କଇଲା କାତା ବିସ୍ବାସ୍ କଲାଇ, ମାତର୍ କେତେ ଲକ୍ ବିସ୍ବାସ୍ କରତ୍ ନାଇ ।
24 E alguns criam no que se dizia, mas outros não criam.
25 ତେବେ ତାକର୍ ତାକର୍ ବିତ୍ରେ ଦଦାପେଲା ଅଇକରି ବାରଇ ଉଟିଗାଲାଇ । ପାଉଲ୍ ଗଟେକ୍ କାତା କଇଲା, ସୁକଲ୍ ଆତ୍ମା ତମର୍ ଆନିଦାଦିମନ୍କେ ଜିସାୟ ବବିସତ୍ବକ୍ତାର୍ ଡଣ୍ଡେଅନି ସତ୍ କାତା କଇରଇଲା !
25 E, como ficaram entre si discordes, se despediram, dizendo Paulo esta palavra: Bem falou o Espírito Santo a nossos pais pelo profeta Isaías,
26 ସେ କଇରଇଲା,
26 dizendo: Vai a este povo e dize: De ouvido, ouvireis e de maneira nenhuma entendereis; e, vendo, vereis e de maneira nenhuma percebereis.
27 କାଇକେ ବଇଲେ ଏ ଲକ୍ମନର୍ ମନ୍ ବେସି ଆଁଟ୍,
27 Porquanto o coração deste povo está endurecido, e com os ouvidos ouviram pesadamente e fecharam os olhos, para que nunca com os olhos vejam, nem com os ouvidos ouçam, nem do coração entendam, e se convertam, e eu os cure.
28 ସାରାସାରିପଚେ ପାଉଲ୍ କଇଲା “ତେବେ ପରମେସରର୍ ମୁକ୍ତି ଜିଉଦିନଇଲା ଲକ୍ମନର୍ ପାଇ ଆଇଲା ଆଚେ । ଏଟା ତମେ ଜାନିରୁଆ, ସେମନ୍ ମିସା ସେଟା ମାନ୍ବାଇ ।”
28 Seja-vos, pois, notório que esta salvação de Deus é enviada aos gentios, e eles a ouvirão.
29 ପାଉଲ୍ ଏ ସବୁ କାତା କଇଲାକେ, ଜିଉଦିମନ୍ ନିଜର୍ ନିଜର୍ ବିତ୍ରେ ଦଦାପେଲା ଅଇଅଇକରି ଉଟିଗାଲାଇ ।
29 E, havendo ele dito isto, partiram os judeus, tendo entre si grande contenda.
30 ପାଉଲ୍ ଗଟେକ୍ ଗର୍ ବାଡାକରି ତେଇ ଦୁଇ ବରସ୍ ଜାକ ରଇଲା ଆରି ତାକେ ଦେକ୍ବାକେ ଆଇଲା ସବୁ ଲକ୍ମନ୍କେ ତେଇ ଗତିଆ ମାନ୍ତେରଇଲା । ଜେତ୍କି ଲକ୍ ପାଉଲର୍ ଲଗେ ଆଇତେ ରଇଲାଇ ସେ ସବୁ ଲକ୍କେ ଡାକି, କାକେ ନ ଡର୍ତେ କଲା ।
30 E Paulo ficou dois anos inteiros na sua própria habitação que alugara e recebia todos quantos vinham vê-lo,
31 ଆରି ତାକେ କେ ମିସା ତେବାଅତ୍ ନାଇ । ସେ ପରମେସରର୍ ରାଇଜ୍ ବିସଇ ଜାନାଇକରି ମାପ୍ରୁ ଜିସୁକିରିସ୍ଟର୍ ବିସଇ ସିକିଆ ଦେଇତେରଇଲା ।
31 pregando o Reino de Deus e ensinando com toda a liberdade as coisas pertencentes ao Senhor Jesus Cristo, sem impedimento algum.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 28, comparar traduções ou montar um estudo — tudo direto pelo WhatsApp.