Atos 27
ସତିଅର୍ ବାଟ୍ (DSO) vs NVI
1 ଆମେ ଜେଡେବେଲେ ପାନି ଜାଜେ ବସି ଇଟାଲି ଜିବାକେ ଟିକ୍ କଲାଇ, ସେଡ୍କିବେଲେ କେତେଟା ବନ୍ଦି ଅଇଲା ଲକ୍କେ ଆରି ପାଉଲ୍କେ ରମିୟ ସନିଅମନର୍ ସେନାପତି ଜୁଲିୟସ୍କେ ସର୍ପି ଅଇଲାଇ ।
1 Quando ficou decidido que navegaríamos para a Itália, Paulo e alguns outros presos foram entregues a um centurião chamado Júlio, que pertencia ao Regimento Imperial.
2 ଆମେ ସବୁଲକ୍ ରମ୍ ରାଇଜର୍ ଆସିଆ ଜାଗାର୍ ଗାଡ୍କଣ୍ଡି ରଇଲା ବିନ୍ ବିନ୍ ଜାଗାଇ ଜୁ ବଲି ଆଦ୍ରାମୁଦିୟମର୍ ଗଟେକ୍ ପାନିଜାଜେ ବସି ଗାଲୁ । ଆରି ମାକିଦନିଆ ବଲି ଗଟେକ୍ ଜାଗାର୍ ଆରିସ୍ତାକସ୍ ନାଉଁର୍ ତେସ୍ଲନିକି ଲକ୍ ଆମର୍ ସଙ୍ଗ୍ ରଇଲା ।
2 Embarcamos num navio de Adramítio, que estava de partida para alguns lugares da província da Ásia, e saímos ao mar, estando conosco Aristarco, um macedônio de Tessalônica.
3 ଆର୍କର୍ ଦିନେ ଆମେ ସିଦନେ କେଟ୍ଲୁ । ଜୁଲିୟସ୍ ପାଉଲ୍କେ ବେସି ଦୟା ଦେକାଇତେରଇଲା । ପାଉଲର୍ ସଙ୍ଗାରିମନର୍ ଟାନେଅନି ତାର୍ ଦର୍କାର୍ ଅଇବା ଜିନିସ୍ମନ୍ ଟୁଲିଆଇବାକେ ତାକର୍ସଙ୍ଗ୍ ଜାଇ ମିସତ୍ ବଲି ପାଉଲ୍କେ ଆଦେସ୍ ଦେଲା ।
3 No dia seguinte, ancoramos em Sidom; e Júlio, num gesto de bondade para com Paulo, permitiu-lhe que fosse ao encontro dos seus amigos, para que estes suprissem as suas necessidades.
4 ଆମେ ତେଇଅନି କେତେଦୁର୍ ଗାଲାପଚେ ପବନ୍ ଅଇଲାଜେ ସାଇପରସ୍ ଗାଡର୍ ପାଲି ପାଲି ଗାଲୁ ।
4 Quando partimos de lá, passamos ao norte de Chipre, porque os ventos nos eram contrários.
5 ସିଲିସିଆ ଆରି ପପୁଲିଆ ନାଉଁର୍ ଦୁଇଟା ଜାଗା ଜିତିକରି ଲୁକିଆ ବଲି ମୁରା ନଅର୍ ଜାଗାଇ ଆଇଲୁ ।
5 Tendo atravessado o mar aberto ao longo da Cilícia e da Panfília, ancoramos em Mirra, na Lícia.
6 ତେଇ ସେନାପତି ଆଲେକ୍ଜାଣ୍ଡ୍ରିଆର୍ ଗଟେକ୍ ପାନି ଜାଜ୍ ଇଟାଲି ଜାଇତେରଇଲାଜେ ଆମ୍କେ ଦେକି, ସେ ଜାଜେ ବସାଇଲା ।
6 Ali, o centurião encontrou um navio alexandrino que estava de partida para a Itália e nele nos fez embarcar.
7 ପଚେ ଆମ୍କେ ବେସିଦିନ୍ ଲାଗିଗାଲା ଦିରେ ଦିରେ ଜାଇ କରି କେଡେକ୍ କସ୍ଟେ କିଦ୍ ନାଉଁର୍ ଗଟେକ୍ ଜାଗାଇ କେଟ୍ଲୁ । ତେଇ କେଟ୍ଲା ପଚେ ବେସି ପବନ୍ ଆଇଲାଜେ ଆମେ ଆରି ଆଗ୍କେ ଜାଇ ନାପାର୍ଲୁ । ତେବେ ସାଲନି ବଲି ଗଟେକ୍ ଜାଗାର୍ ମୁଆଟ୍ ବାଟେ ଜାଇ କିରିତର୍ ପାଲି ପାଲି ଗାଲୁ ।
7 Navegamos vagarosamente por muitos dias e tivemos dificuldade para chegar a Cnido. Não sendo possível prosseguir em nossa rota, devido aos ventos contrários, navegamos ao sul de Creta, defronte a Salmona.
8 ଆରି ପାଲି ପାଲି ଆସି ବଡେ କସ୍ଟେ ସୁନ୍ଦର୍ ବନ୍ଦ୍ ବଲି ଗଟେକ୍ ପାନିଜାଜ୍ମନ୍ ଲାଗ୍ବାଟାନେ ଆସି କେଟ୍ଲୁ । ସେଟା ଲାସିଆ ସଅର୍ ଲଗେ ରଇଲା ।
8 Costeamos a ilha com dificuldade e chegamos a um lugar chamado Bons Portos, perto da cidade de Laséia.
9 ସେ ଜାଗାଇ ଆମେ ବେସିଦିନ୍ ରଇଲୁ । ଜିଉଦିମନର୍ ଉପାସ୍ ମାନିଅଇବା ପରବ୍ ସାରି ଜାଇରଇଲା । ତେବେ ଗାଡ୍ ଗାଡ୍ ଜିବାଟା ବିପଦ୍ ରଇଲା । ସେଟାର୍ପାଇ ପାଉଲ୍ ସେମନ୍କେ ଜାଗ୍ରତ୍ କରାଇ କଇଲା,
9 Tínhamos perdido muito tempo, e agora a navegação se tornara perigosa, pois já havia passado o Jejum. Por isso Paulo os advertiu:
10 “ମଇତର୍ମନ୍ ଆମେ ଏ ଗାଡ୍ ଗାଡ୍ ଗାଲେ ସରି ଜାଆଜ୍ ଆରି ଜିନିସ୍ପତର୍ ଆକା କେତି ନ ଅଏ, କେଡେବେଲେ ଜାଜେ ଜିବା ଲକ୍ମନର୍ ମିସା ଦସା କେଟ୍ସି ।”
10 "Senhores, vejo que a nossa viagem será desastrosa e acarretará grande prejuízo para o navio, para a carga e também para as nossas vidas".
11 ମାତର୍ ସେନାପତି ପାଉଲର୍ କାତା ବିସ୍ବାସ୍ ନ କରି, ଜାଜ୍ ଚାଲାଉ, ଜାଜ୍ ସାଉକାରର୍ କାତା ବିସ୍ବାସ୍ କଲା ।
11 Mas o centurião, em vez de ouvir o que Paulo falava, seguiu o conselho do piloto e do dono do navio.
12 ସେ ଗାଡେ ସିତ୍ମାସେ ରଇବାଟା ବେସି କସ୍ଟ ରଇଲା । ତେବେ କେନ୍ତି କରି ମିସା କସ୍ଟେ ମସ୍ଟେ ପେନିକସ୍ ବଲି ଗଟେକ୍ ଜାଗାଇ କେଟି, ଦର୍କାର୍ ପଡ୍ଲେ ତେଇ ରଇବାକେ ଜାଜେ ଜିବା କେତେଲକ୍ମନ୍ କର୍ତେରଇଲାଇ । ପିନିକସ୍ ଅଇଲାନି କିରିତେ ଦକିଣ୍, ପଚିମ୍ ଆରି ଉତର୍ ପୁରୁବ୍ ଦିଗେ ରଇବା ଗଟେକ୍ ଜାଗାର୍ ନାଉଁ ।
12 Visto que o porto não era próprio para passar o inverno, a maioria decidiu que deveríamos continuar navegando, com a esperança de alcançar Fenice e ali passar o inverno. Este era um porto de Creta, que dava para sudoeste e noroeste.
13 ଜେଡେବେଲେ ଦକିନ୍ ଦିଗ୍ବାଟେଅନି ଅଲପ୍ ଅଲପ୍ ପବନ୍ ଆଇଲା, ସେଡେବେଲେ ଜାଜେ ବସିରଇବା ଲକ୍ମନ୍ ଏଟା ଗଟେକ୍ ସୁବ୍କବର୍ ବଲି ବାବ୍ଲାଇ । ଜାଜ୍ ଅଟ୍କାଇବା ପାର୍ଦା ଟେକିଦେକ୍ଲାଇ ଆରି କିରିତ୍ ଗାଡ୍ ପାଲି ପାଲି ଜାଜ୍ ଚାଲାଇ ଚାଲାଇ ନେବାର୍ ଦାର୍ଲାଇ ।
13 Começando a soprar suavemente o vento sul, eles pensaram que haviam obtido o que desejavam; por isso levantaram âncoras e foram navegando ao longo da costa de Creta.
14 ମାତର୍ ଚନେକ୍ ଗାଲା ପଚେ କିରତ୍ବାଟେଅନି ଉତର୍ ପୁରବ୍ ବଲି କଇବା ପବନ୍ ଆଇଲା ।
14 Pouco tempo depois, desencadeou-se da ilha um vento muito forte, chamado Nordeste.
15 ସେ ପବନ୍ ଅପର୍ବଲ୍ ଆସି ଜାଜେ ପିଟିଅଇଲା । ପବନ୍ ଆଇବା ମୁଆଟ୍ବାଟେ ଜାଜ୍ ନେବାକେ ଚେସ୍ଟା କରି କରି ନାପାରି ତାକିଗାଲୁ । ତେବେ ପବନ୍ ଜାଜ୍କେ ପାନି ଟାନେ ଉପ୍କାଇକରି ନେଅ ବଲି ଚାଡିଦେଲୁ ।
15 O navio foi arrastado pela tempestade, sem poder resistir ao vento; assim, cessamos as manobras e ficamos à deriva.
16 ଆରି କାଉଦ୍ ବଲି ଗୁଲାଇ ବାଟେ ପାନି ରଇକରି ମଜାଇ ସୁକ୍ଲା ବୁଇଁ ରଇବା ଜାଗାର୍ ଦକିଣ୍ ଦିଗ୍ବାଟେ ଗାଲାବେଲେ ଅଲପ୍ ପବନ୍ଟାନେ ଅନି ରକିଆ ପାଇଲୁ । ତେଇ ଆମେ କସ୍ଟେମସ୍ଟେ ଜାଆଜର୍ ସାନ୍ଡଙ୍ଗା କାଇ ବିପଦ୍ ନଇତେ ସଙ୍ଗଇପାର୍ଲୁ ।
16 Passando ao sul de uma pequena ilha chamada Clauda, foi com dificuldade que conseguimos recolher o barco salva-vidas.
17 ଜାଜ୍ ଚାଲାଉମନ୍ ସାନ୍ ଡଙ୍ଗା ଜାଜ୍ଉପ୍ରେ ଟେକି ନେଲାଇ ଆରି ଡର୍ ସଙ୍ଗ୍ ଡାଟ୍କରି ଜାଜର୍ ଚାରିବେଟ୍ତି ନ ବାଙ୍ଗ ବଲି ବାନ୍ଦି ଦେଲାଇ । ଜାଜ୍ ଚାଲାଉମନ୍ ଜାଜ୍କେ ଲିବିଆର୍ ପାଲି ପାଲି ବାଲିବନ୍ଦ୍ ବାଟେ ଉଟିଜାଇସି ବଲି ଜାଜେ ବାନ୍ଦି ରଇବା ଡେରା ଉତ୍ରାଇକରି ପବନେ ସେ ବଁଲି ବଁଲି ର ବଲି ଚାଡି ଦେଲାଇ ।
17 Levantando-o, lançaram mão de todos os meios para reforçar o navio com cordas; e temendo que ele encalhasse nos bancos de areia de Sirte, baixaram as velas e deixaram o navio à deriva.
18 ଚନେକ୍ ମିସା ନ ତେବି ଅପର୍ବଲ୍ ପବନ୍ ଆଇବାର୍ ଦାର୍ଲା ଜେ, ତାର୍ ଆର୍କର୍ ଦିନେ ସେମନ୍ ଜାଜେଅନି ଜିନିସ୍ ପତର୍ ପାନିତେଇ ପିଙ୍ଗ୍ବାର୍ ଦାର୍ଲାଇ ।
18 No dia seguinte, sendo violentamente castigados pela tempestade, começaram a lançar fora a carga.
19 ତାର୍ ଆର୍କର୍ ଦିନେ ସେମନ୍ ଜାଜର୍ ପାଇ ଦର୍କାର୍ ଅଇବା କେତେଟା ଜିନିସ୍ ବେଟି ପିଙ୍ଗି ଦେଲାଇ ।
19 No terceiro dia, lançaram fora, com as próprias mãos, a armação do navio.
20 ବେସି ଦିନ୍ ଅଇଗାଲା ଆମେ ବେଲର୍ ମୁକ୍ ନାଇ କି ତାରାର୍ ମୁକ୍ ଦେକୁନାଇ ସେନ୍ତି ରଇଗାଲୁ । ପବନ୍ ଚନେକ୍ ମିସା ତେବେ ନାଇ, ଅଦିକ୍ ଅଦିକ୍ ଆଇତେସେ ରଇଲା । ସାରାସାରି ଆମେ ବଁଚ୍ବାର୍ ଆସା ଚାଡି ଦେଇରଇଲୁ । ପାନି ପବନ୍ ଅଇଲାକେ ବାଙ୍ଗାଟୁଟା ଅଇଜାଇରଇବା ଜାଜ୍|alt="Ship being wrecked in a storm" src="lb00219c.tif" size="col" copy="Horace Knowles ©" ref="୨୭:୧୮"
20 Não aparecendo nem sol nem estrelas por muitos dias, e continuando a abater-se sobre nós grande tempestade, finalmente perdemos toda a esperança de salvamento.
21 ଏତେକ୍ ଦିନ୍ ଅଇଲା ସବୁ ଲକ୍ଜାକ ନ କାଇ ନ ପିଇ ରଇଲା ପଚେ ପାଉଲ୍, ଜାଜେ ଜିବା ଲକ୍ମନର୍ ମଜାଇ ଟିଆଅଇ କଇଲା, ମଇତର୍ମନ୍ ତମେ ମର୍ କାତା ଦାରି କିରତେଅନି ଜାଜ୍ ନ ଆନି ରଇଲେ ଆମ୍କେ ଏ ଦସା ନ ଆଇତା ।
21 Visto que os homens tinham passado muito tempo sem comer, Paulo levantou-se diante deles e disse: "Os senhores deviam ter aceitado o meu conselho de não partir de Creta, pois assim teriam evitado este dano e prejuízo.
22 ମାତର୍ ଏବେ ତମ୍କେ ଗୁଆରି କରି କଇଲିନି, ନ ଡରି, ବରସ୍ ଅଇରୁଆ । ତମର୍ ବିତ୍ରେଅନି କେ ମିସା ନ ମରାସ୍ । ଜାଜ୍ସେ ନସ୍ଟ ଅଇସି ।
22 Mas agora recomendo-lhes que tenham coragem, pois nenhum de vocês perderá a vida; apenas o navio será destruído.
23 କାଇକେବଇଲେ ମୁଇ ଜାର୍ ଲକ୍ ଅଇଲିଆଚି, ଆରି ଜନ୍ ପର୍ମେସର୍କେ ପାର୍ତନା କଲିନି, କାଲି ରାତି ତାର୍ ଗଟେକ୍ ସରଗର୍ ଦୁତ୍ ମକେ ଆସି କଇଲା,
23 Pois ontem à noite apareceu-me um anjo do Deus a quem pertenço e a quem adoro, dizendo-me:
24 ପାଉଲ୍ ତୁଇ ଡର୍ ନାଇ । ବାଇଦରେ ସମ୍ରାଟର୍ ମୁଆଟେ ତୁଇ ଟିଆ ଅଇସୁଆକା । ପର୍ମେସର୍ ତକେ ଜିବନ୍ ଦୁକାଇଲାଆଚେ । ଜେ କି, ତକେ ଆରି ତର୍ ସଙ୍ଗ୍ ଜାଇତେ ରଇବା ସବୁ ଲକ୍ମନ୍କେ ବଁଚାଇସି ।
24 ‘Paulo, não tenha medo. É preciso que você compareça perante César; Deus, por sua graça, deu-lhe as vidas de todos os que estão navegando com você’.
25 ତେବେ ବାଇମନ୍ ତମେ ନ ଡରି ବରସ୍ ଅଇରୁଆ । କାଇକେ ବଇଲେ ମୁଇ ପରମେସର୍କେ ବିସ୍ବାସ୍ କଲିନି, ମକେ ଜେନ୍ତି କଇଲାଆଚେ ଟିକ୍ ସେନ୍ତାରିସେ ଅଇସି ।
25 Assim, tenham ânimo, senhores! Creio em Deus que acontecerá do modo como me foi dito.
26 ମାତର୍ ଆମେ ଆଗ୍କେ ଗାଲେ ଗଟେକ୍ ଗୁଲାଇବାଟେ ପାନି ରଇକରି ମଜାଇ ରଇବା ସୁକ୍ଲା ଜାଗାଇ ପବନ୍ କେଟାଇସି ।
26 Devemos ser arrastados para alguma ilha".
27 ଏନ୍ତାରି ଆମେ ବାଉପବନ୍ ଆରାମ୍ଅଇକରି ଚଉଦ ଦିନ୍ ଚଉଦ ରାତି ମିସା ଅଇଗାଲା । ପବନ୍ ଆମ୍କେ ବୁମଦ୍ ସମ୍ଦୁରେ ଏନେ ତେନେ ନେଇତେରଇଲା । ମଜାରାତି ଅଇଲାକେ ଜାଜ୍ ଚାଲାଉମନ୍ ଗଟେକ୍ କଣ୍ଡିପାଲି ଲଗାଲଗି ଆଇଲୁ ବଲି ଅନ୍ମାନ୍ କଲାଇ ।
27 Na décima quarta noite, ainda estávamos sendo levados de um lado para outro no mar Adriático, quando, por volta da meia-noite, os marinheiros imaginaram que estávamos próximos da terra.
28 ତେବେ ସେମନ୍ ଗଟେକ୍ ବଜ୍ ଜିନିସ୍ ଡର୍ସଙ୍ଗ୍ ବାନ୍ଦିକରି ନାପିକରି ଜାନ୍ଲାଇ ଜେ, ତେଇ ସଏ କଡେ ପୁଟ୍ ପାନି ଡେଙ୍ଗ୍ ରଇଲା । ଆରି କଣ୍ଡେକ୍ ଦୁର୍ ଆଇଲାଇକେ ନବେ ପୁଟ୍ ପାନି ନାପ୍ଲାଇ ।
28 Lançando a sonda, verificaram que a profundidade era de trinta e sete metros; pouco tempo depois, lançaram novamente a sonda e encontraram vinte e sete metros.
29 ପାନି ଜାଜ୍ କନ୍ଆଲେ ଡଙ୍ଗ୍ରର୍ ପାକ୍ନାଇ ଡୁକାଇ ଅଇଜାଇସି ବଲି ଡରିକରି ସେମନ୍ ପଚ୍ବାଟେ ଚାର୍ଟା ଜାଜ୍ ଅଟ୍କାଇବାଟା ପାକାଇଲାଇ । ଆରି ଦାପ୍ରେ ସାକାଲ୍ ପାଅ ବଲି ପାର୍ତନା କଲାଇ ।
29 Temendo que fôssemos jogados contra as pedras, lançaram quatro âncoras da popa e faziam preces para que amanhecesse o dia.
30 ତାର୍ ପଚେ ଜାଜ୍ ଚାଲାଉମନ୍ ଜାଜେଅନି ଲୁଚି ପାଲାଇବାକେ ଚେସ୍ଟା କଲାଇ । ସାନ୍ ଡଙ୍ଗା ବାନ୍ଦିରଇବା ଡର୍ ବେଟି ଡଙ୍ଗା ସମ୍ଦୁରେ ଉତ୍ରାଇଲାଇ । ସେମନ୍ ଆରି କେତେଟା ଜାଜ୍ ଅଟ୍କାଇବାଟା ମୁଆଟ୍ବାଟେ ପାକାଇବୁ ବଲି ନାଡାଇଲାଇ ।
30 Tentando escapar do navio, os marinheiros baixaram o barco salva-vidas ao mar, a pretexto de lançar âncoras da proa.
31 ମାତର୍ ପାଉଲ୍, ସେନାପତି ଆରି ସନିଅମନ୍କେ କଇଲା, “ଜଦି ଜାଜ୍ ଚାଲାଉମନ୍ ଜାଜେ ନ ରଇଲେ ତମେ ମରିଜାଇସା ।”
31 Então Paulo disse ao centurião e aos soldados: "Se estes homens não ficarem no navio, vocês não poderão salvar-se".
32 ସେଟାର୍ପାଇ ସନିଅମନ୍ ଡଙ୍ଗାର୍ ଡର୍ କାଟି ଦେଲାଇ ଆରି ପାନି ଉପ୍ରେ ବଁଲି ଜାଅ ବଲି ଚାଡି ଦେଲାଇ ।
32 Com isso os soldados cortaram as cordas que prendiam o barco salva-vidas e o deixaram cair.
33 ପାଉଲ୍ କୁକ୍ଡାଡାକେ ସବୁ ଲକ୍କେ କାଆ ବଲି ବାବୁଜିଆ କଲା । ସେ କଇଲା, ଆଜିକେ ଚଉଦ ଦିନ୍ ଅଇଗାଲା କାଆସ୍ ନାଇ, ପିଆସ୍ ନାଇ, ବୁକେସେ ଆଚାସ୍ ।
33 Pouco antes do amanhecer, Paulo insistia que todos se alimentassem, dizendo: "Hoje faz catorze dias que vocês têm estado em vigília constante, sem nada comer.
34 ତେବେ ମୁଇ ତମ୍କେ କାଇଟା ଆଲେ କାଆ ବଲି ବୁଜାଇଲିନି, କାଇକେ ବଇଲେ, ବଁଚି ରଇବାର୍ ଆଲେ କାଇବାର୍ ଆଚେଆକା । ଡରା ନାଇ ! ତମ୍କେ କାଇଟା ନ ଅଏ ।
34 Agora eu os aconselho a comerem algo, pois só assim poderão sobreviver. Nenhum de vocês perderá um fio de cabelo sequer".
35 ପାଉଲ୍ ଏନ୍ତାରି କଇକରି ରୁଟି ଦାର୍ଲା ଆରି ସବୁ ଲକର୍ ମୁଆଟେ ପର୍ମେସର୍କେ ଦନିଅବାଦ୍ ଦେଇ ରୁଟି ଚିଡାଇ କାଇବାର୍ ଦାର୍ଲା ।
35 Tendo dito isso, tomou pão e deu graças a Deus diante de todos. Então o partiu e começou a comer.
36 ତେଇ ସେମନ୍ ସବୁ ଲକ୍ ସାଆସ୍ ଅଇକରି ଆରି ନିଜେ ନିଜେ କାଇବାର୍ ଦାର୍ଲାଇ ।
36 Todos se reanimaram e também comeram algo.
37 ଆମେ ସେ ଜାଜେ ସବୁ ଲକ୍ ମିସି ଦୁଇସ ସତୁରି ଚଅ ଲକ୍ ରଇଲୁ ।
37 Estavam a bordo duzentas e setenta e seis pessoas.
38 ସବୁ ଲକ୍ ପେଟ୍ ପୁର୍ତେ କାଇ ସାର୍ଲା ପଚେ ଜାଜ୍ ଉସାସ୍ ଅ ବଲି ଜାଜେ ରଇଲା ସବୁ କାଦିକଣ୍ଡା ସମ୍ଦୁରେ ପିଙ୍ଗି ଦେଲାଇ ।
38 Depois de terem comido até ficarem satisfeitos, aliviaram o peso do navio, atirando todo o trigo ao mar.
39 ସାକାଲ୍ ପାଇଲାକେ କଣ୍ଡିର୍ କନ୍ ଜାଗାଇ ଆସି କେଟ୍ଲୁଆଚୁ ବଲି ଜାଜ୍ ଚାଲାଉମନ୍ ଜାନି ନାପାର୍ଲାଇ । ମାତର୍ ସେମନ୍ ଦେକ୍ଲାଇ, ଜେ ସେଟା ଗଟେକ୍ ସମ୍ଦୁର୍ ଆରି ଗାଡ୍ ମିସ୍ଲା ବାଲିପଟା ଜାଗା । ଜଦି ପାର୍ଲେ ତେଇ ଜାଜ୍ ଲାଗାଉଁ ବଲି ଚେସ୍ଟା କଲାଇ ।
39 Quando amanheceu não reconheceram a terra, mas viram uma enseada com uma praia, para onde decidiram conduzir o navio, se fosse possível.
40 ସେଟାର୍ପାଇ ଜାଜ୍ ଅଟ୍କାଇବାକେ ବାନ୍ଦି ରଇବା ଡର୍ ସବୁ କାଟି ଦେଇ, ସେଟା ସବୁ ସମ୍ଦୁରେ ତପି ଅଇବାକେ ଚାଡି ଦେଲାଇ । ଆରି ଜାଜ୍ ସଲ୍କାଇବାକେ ବାନ୍ଦି ରଇବା ଡର୍ କୁସ୍ଲାଇଦେଇ ମୁଆଟେ ବାନ୍ଦି ଅଇରଇବା ଡେରାକେ ଟେକି ଦେଲାଇ । ସେନ୍ତା କଲାକେ ଜାଜ୍ ପବ୍ନେ ଟେଲାଇ ଟେଲାଇ ଅଇକରି କଣ୍ଡିବାଟେ ଜିବାର୍ ଦାର୍ଲା ।
40 Cortando as âncoras, deixaram-nas no mar, desatando ao mesmo tempo as cordas que prendiam os lemes. Então, alçando a vela da proa ao vento, dirigiram-se para a praia.
41 ଗାଡ୍ ଆରି ସମ୍ଦୁର୍ ମିସ୍ଲା ସାଙ୍ଗାମର୍ ବାଲିପାଟାଇ, ଜାଜ୍ ଡୁକାଇ ଅଇ ମୁଆଁଟ୍ ବାଟର୍ଟା ତଲେ ତପିଅଇ ଅଟ୍କି ଦେଲା । ଅପର୍ବଲ୍ ଲଉଡି ଆସି ଜାଜର୍ ପଚ୍ବାଟେ ଡୁକାଇ ଅଇଲାକେ ପଚ୍ ବାଟର୍ଟା ମିସା ବାଙ୍ଗି କଣ୍ଡ୍ କଣ୍ଡ୍ ଅଇଗାଲା ।
41 Mas o navio encalhou num banco de areia, onde tocou o fundo. A proa encravou-se e ficou imóvel, e a popa foi quebrada pela violência das ondas.
42 ସନିଅମନ୍ ବନ୍ଦି ଲକ୍ମନ୍କେ ପଅଁରି ପଅଁରି ଉଟିଜିବାଇ ବଲି ବାବି କରି ମାରିମରାଇବାକେ ବାବ୍ଲାଇ ।
42 Os soldados resolveram matar os presos para impedir que algum deles fugisse, jogando-se ao mar.
43 ମାତର୍ ସେନାପତି ପାଉଲର୍ ଜିବନ୍ ବଁଚାଇବି ବଲି ବାବ୍ତେ ରଇଲା । ତେବେ ସେ ସନିଅମନ୍କେ ସେନ୍ତାରି କରାନାଇ ବଲି ମନାକଲା । ଜେତ୍କି ପଅଁରି ପାର୍ବା ସବୁ ଲକ୍ମନ୍କେ ପାନିଟାନେ ଡେଗଇକରି ପଅଁରି ପଅଁରି କଣ୍ଡିତେଇ ଜିବାକେ ଆଦେସ୍ ଦେଲା ।
43 Mas o centurião queria poupar a vida de Paulo e os impediu de executar o plano. Então ordenou aos que sabiam nadar que se lançassem primeiro ao mar em direção à terra.
44 ଆରି ବାକି ଲକ୍ମନ୍କେ ଜାଜର୍ ବାଙ୍ଗ୍ଲା ପାଟା ଆରି କାଇ କାଇଟାମନ୍ ଦାରି ପଅଁରି କରି ବାରୁଆ । ବଲି କଇଲା । ଏନ୍ତାରି ଅଇ ସବୁଲକ୍ କାଇଟା ନ ଅଇତେ କଣ୍ଡି ଆସି ବାରଇଲାଇ । ସାରାସାରି ଆମେ ସବୁଲକ୍ କଣ୍ଡି କେଟ୍ଲୁ ।
44 Os outros teriam que salvar-se em tábuas ou em pedaços do navio. Dessa forma, todos chegaram a salvo em terra.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 27, comparar traduções ou montar um estudo — tudo direto pelo WhatsApp.