Atos 21
ସତିଅର୍ ବାଟ୍ (DSO) vs ARIB
1 ସେମନ୍କେ ପାଟାଇଦେଇକରି ଆମେ ତେଇଅନି ଜାଜେ ଚଗି ସିଦା କସ୍ ନାଉଁର୍ ଜାଗାଇ କେଟ୍ଲୁ । ତାର୍ ଆର୍କର୍ ଦିନେ ରଦେ କେଟ୍ଲୁ, ସମ୍ଦୁର୍ ପାଲି ପାଲି ଜାଇ ପାତାରା ନାଉଁର୍ ଜାଗାଇ ଗାଲୁ ।
1 E assim aconteceu que, separando-nos deles, navegamos e, correndo em direitura, chegamos a Cós, e no dia seguinte a Rodes, e dali a Pátara.
2 ତେଇଅନି ପିନିସିଆଇ ଜାଇତେ ରଇବା ଗଟେକ୍ ଜାଜେ ଚଗି ଜିବାର୍ ଦାର୍ଲୁ ।
2 Achando um navio que seguia para a Fenícia, embarcamos e partimos.
3 ତାର୍ପଚେ ଡିସ୍ତେରଇବା ସାଇପରସ୍ ନାଉଁର୍ ଗଟେକ୍ ଜାଗାଇ କେଟ୍ଲୁ । ତେଇଅନି ତାର୍ ଦକିଣ୍ଦିଗ୍ ବାଟେ ଜାଇ ସିରିଆଇ କେଟ୍ଲୁ । ଆମେ ଟାୟର୍ ନାଉଁର୍ ଗଟେକ୍ ଜାଗାଇ, ପାନିଜାଜେଅନି ଉତର୍ଲୁ, କାଇକେ ବଇଲେ, ଏ ଜାଜେଅନି ଦିନ୍ସୁମନ୍ ଉତ୍ରାଇବାର୍ ରଇଲା ।
3 E quando avistamos Chipre, deixando-a á esquerda, navegamos para a Síria e chegamos a Tiro, pois o navio havia de ser descarregado ali.
4 ତେଇ ଆମେ କେତେଟା ବିସ୍ବାସିମନର୍ ସଙ୍ଗ୍ ବେଟ୍ ଅଇ ସେମନର୍ ସଙ୍ଗ୍ ଗଟେକ୍ ଆଟ୍ ରଇଲୁ, ସୁକଲ୍ଆତ୍ମାର୍ ଚାଲ୍ନା ପାଇକରି ସେମନ୍, ଜିରୁସାଲମେ ଜିବାକେ ପାଉଲ୍କେ ମନା କଲାଇ ।
4 Havendo achado os discípulos, demoramo-nos ali sete dias; e eles pelo Espírito diziam a Paulo que não subisse a Jerusalém.
5 ମାତର୍ ସେମନର୍ ସଙ୍ଗ୍ ଗଟେକ୍ ଆଟ୍ ରଇଲା ପଚେ, ଆମେ ସେମନ୍କେ ଚାଡିକରି ଆମର୍ ବାଟେ ଉଟି ଆଇଲୁ । ଆମ୍କେ ପାଟାଇ ଦେବାକେ ସେମନ୍ ନିଜର୍ ନିଜର୍ ପିଲା ମାଇଜି ସଙ୍ଗ୍ ଗଡ୍ ବାଇରେ ରଇବା, ସମ୍ଦୁର୍ କଣ୍ଡିଜାକ ଆଇଲାଇ । ତେଇ ଆମେ ସବୁ ଲକ୍ ମାଣ୍ଡିକୁଟା ଦେଇ ପାର୍ତନା କଲୁ ।
5 Depois de passarmos ali aqueles dias, saímos e seguimos a nossa viagem, acompanhando-nos todos, com suas mulheres e filhos, até fora da cidade; e, postos de joelhos na praia, oramos,
6 ତାର୍ପଚେ ଆମେ ସେମନର୍ ସଙ୍ଗ୍, ଜୁଆର୍ବେଟ୍ ଅଇ ଜାଜେ ଚଗ୍ଲୁ, ସେମନ୍ ଗରେ ବାଉଡି ଗାଲାଇ ।
6 e despedindo-nos uns dos outros, embarcamos, e eles voltaram para casa.
7 ଆମେ ଟାୟରେଅନି ପାନିଜାଜେ ବାରଇ ପତ୍ଲମା ନାଉଁର୍ ଜାଗାଇ କେଟ୍ଲୁ, ତେଇ ବିସ୍ବାସି ବାଇମନର୍ ସଙ୍ଗ୍ ଜୁଆର୍ବେଟ୍ ଅଇ ଗଟେକ୍ ଦିନ୍ ରଇଲୁ ।
7 Concluída a nossa viagem de Tiro, chegamos a Ptolemaida; e, havendo saudado os irmãos, passamos um dia com eles.
8 ଆର୍କର୍ ଦିନେ ଆମେ ସେ ଜାଗା ଚାଡି, ସିସେରିଆ ନାଉଁର୍ ଜାଗାଇ କେଟ୍ଲୁ, ତେଇ ମାପ୍ରୁର୍ କାତା ଜାନାଇବା, ପିଲିପର୍ ଗରେ ରଇଲୁ, ଜିରୁସାଲମେ ସେବା କର୍ବାକେ ବାଚାଇଅଇରଇବା ସାତ୍ ଲକର୍ ବିତ୍ରେଅନି, ପିଲିପ୍ ଗଟେକ୍ ଲକ୍ ରଇଲା ।
8 Partindo no dia seguinte, fomos a Cesaréia; e entrando em casa de Felipe, o evangelista, que era um dos sete, ficamos com ele.
9 ପିଲିପର୍ ଚାର୍ଟା ଦାଙ୍ଗ୍ଡି ଟକିମନ୍ ବିବା ନ ଅଇକରି ରଇଲାଇ, ସେମନ୍ ପରମେସର୍ କଇଲା କାତା ଜାନାଇତେ ରଇଲାଇ ।
9 Tinha este quatro filhas virgens que profetizavam.
10 ଆମେ ସେ ଜାଗାଇ ବେସି ଦିନ୍ ରଇଲା ପଚେ, ଜିଉଦା ରାଇଜେଅନି ଆଗାବ୍ ନାଉଁର ଗଟେକ୍ ବବିସତ୍ବକ୍ତା ତେଇ ଆଇଲା ।
10 Demorando-nos ali por muitos dias, desceu da Judéia um profeta, de nome Ágabo;
11 ସେ ଆମର୍ ଲଗେ ଆସି ପାଉଲର୍ ଆଟାବେଡା ନେଲା, ତେଇ ସେ ନିଜର୍ ଆତ୍ ଗଡ୍ ବାନ୍ଦି କରି କଇଲା, “ସୁକଲ୍ଆତ୍ମା ମକେ ଜାନାଇଲା ଆଚେ ଜେ, ଏ ଆଟାବେଡାର୍ ସାଉକାର୍କେ ଜିରୁସାଲାମର୍ ଜିଉଦିମନ୍, ଏନ୍ତି ବାନ୍ଦି ଜିଉଦିନଇଲା ଲକ୍ମନ୍କେ ସର୍ପିଦେବାଇ ।”
11 e vindo ter conosco, tomou a cinta de Paulo e, ligando os seus próprios pés e mãos, disse: Isto diz o Espírito Santo: Assim os judeus ligarão em Jerusalém o homem a quem pertence esta cinta, e o entregarão nas mãos dos gentios.
12 ଏଟା ସୁନି ଆମେ ଆରି ସେ ଜାଗାଇ ରଇଲା ବିନ୍ଲକ୍ମନ୍, ପାଉଲ୍କେ “ ଜିରୁସାଲାମେ ନ ଜାଆ” ବଲି ବାବୁଜିଆ କଲୁ ।
12 Quando ouvimos isto, rogamos-lhe, tanto nós como os daquele lugar, que não subisse a Jerusalém.
13 ମାତର୍ ପାଉଲ୍ କଇଲା, “ତମେ ଏଟା କାଇଟା କଲାସ୍ନି, କାଇକେ ଏନ୍ତି କାନ୍ଦାବୁବା ଅଇ ମର୍ ମନ୍ କିଲ୍ବିଲ୍ କଲାସ୍ନି ? ଜିରୁସାଲାମ୍ ଅବ୍କା ବାନ୍ଦାଇ ଅଇବାକେସେ ନାଇ, ମାତର୍ ମୁଇ ମାପ୍ରୁ ଜିସୁର୍ ପାଇ ମର୍ବାକେ ମିସା ରାଜି ଆଚି ।”
13 Então Paulo respondeu: Que fazeis chorando e magoando-me o coração? Porque eu estou pronto não só a ser ligado, mas ainda a morrer em Jerusalém pelo nome do Senhor Jesus.
14 ଆମେ ତାକେ ବୁଜାଇ ନାପାରି, ତେଇଅନି ଚିମ୍ରାଇ ଅଇ କଇଲୁ “ମାପ୍ରୁ ମନ୍ କଲାଟା ପୁରାପୁରୁନ୍ ଅ ।”
14 E, como não se deixasse persuadir, dissemos: Faça-se a vontade do Senhor; e calamo-nos.
15 ତେଇ କେତେଦିନ୍ ରଇକରି, ଆମର୍ ଦିନ୍ସୁପତର୍ ସାଜାଡି ଜିରୁସାଲମେ ଜିବାକେ ବାରଇଲୁ ।
15 Depois destes dias, havendo feito os preparativos, fomos subindo a Jerusalém.
16 ସିସେରିଆର୍ କେତେଟା ସିସ୍ମନ୍, ଆରି ସାଇପରସର୍ ମନାସନ୍ ନାଉଁର୍ ବିସ୍ବାସି ମିସା ଆମର୍ ସଙ୍ଗ୍ ଆଇଲା । ମନାସନର୍ ଗରେ ଆମେ ରଇବାକେ ଟିକ୍ ଅଇରଇଲା ।
16 E foram também conosco alguns discípulos de Cesaréia, levando consigo um certo Mnáson, cíprio, discípulo antigo, com quem nos havíamos de hospedar.
17 ଜିରୁସାଲମର୍ ବିସ୍ବାସି ବାଇମନ୍ ଆମ୍କେ ସାର୍ଦାସଙ୍ଗ୍ ଗତିଆ କଲାଇ ।
17 E chegando nós a Jerusalém, os irmãos nos receberam alegremente.
18 ତାର୍ ଆର୍କର୍ ଦିନେ ପାଉଲ୍ ଆମର୍ ସଙ୍ଗ୍ ଜାକୁବ୍କେ ଦେକ୍ବାକେ ଗାଲା, ମଣ୍ଡଲିର୍ ସବୁ ପାର୍ଚିନ୍ମନ୍ ତେଇ ରୁଣ୍ଡି ରଇଲାଇ ।
18 No dia seguinte Paulo foi em nossa companhia ter com Tiago, e compareceram todos os anciãos.
19 ପାଉଲ୍ ସେମନ୍କେ ଜୁଆର୍ବେଟ୍ ଅଇ ତାକର୍ କାମେଅନି, ପରମେସର୍ ଜିଉଦିନଇଲା ଲକ୍ମନର୍ ବିତ୍ରେ ଜାଇଟା କରିରଇଲା ତାର୍ ଗଟେକ୍ ଟିକିନିକିର୍ ତାଲିକା ଦେଲା ।
19 E, havendo-os saudado, contou-lhes uma por uma as coisas que por seu ministério Deus fizera entre os gentios.
20 ତାର୍ କାତା ସୁନ୍ଲାପଚେ ସେମନ୍ ସବୁ ଲକ୍ ପରମେସରର୍ ଡାକ୍ପୁଟା କଲାଇ । ତାର୍ପଚେ କଇଲାଇ, “ବାଇ ପାଉଲ୍, ତମେ ଦେକ୍ଲାସ୍ନି, କେନ୍ତି, ଏବେ ଅଜାର୍ ଅଜାର୍ ଜିଉଦିମନ୍ ମାପ୍ରୁ ଜିସୁକେ ମାନ୍ଲାଇନି ଆରି ସେମନ୍ ରିତିନିତି ମିସା ମାନ୍ଲାଇନି ।
20 Ouvindo eles isto, glorificaram a Deus, e disseram-lhe: Bem vês, irmãos, quantos milhares há entre os judeus que têm crido, e todos são zelosos da lei.
21 ସେମନ୍ କବର୍ ପାଇଆଚତ୍ ଜେ, ତମେ ଜିଉଦିନଇଲା ଦେସେ ବାସା ଅଇରଇଲା, ଜିଉଦିମନ୍କେ ମସାର୍ ରିତିନିତି ଚାଡିଦେବାକେ, ସେମନର୍ ପିଲାମନ୍କେ ସୁନତ୍ ନ କର୍ବାକେ ଆରି ଜିଉଦି ରିତିନିତି ନ ମାନ୍ବାକେ ସିକିଆ ଦେଲାସ୍ନି ।
21 Têm sido informados a teu respeito que ensinas todos os judeus que estão entre os gentios a se apartarem de Moisés, dizendo que não circuncidem seus filhos, nem andem segundo os costumes da lei.
22 ତମେ ଇତି କେଟିଆଚାସ୍ ବଲି ସେମନ୍ ସତ୍ସେ ସୁନ୍ବାଇ । ସେନ୍ତି ଆଲେ କାଇଟା କରିଅଇସି ?
22 Que se há de fazer, pois? Certamente saberão que és chegado.
23 ଆମେ ମନ୍କଲୁନି ତମେ ଗଟେକ୍ କାମ୍ କରା ବଲି । ଇତି ରଇଲା ଚାରିଲକ୍ ଗଟେକ୍ ମାନତ୍ କଲାଇଆଚତ୍ ।
23 Faze, pois, o que te vamos dizer: Temos quatro homens que fizeram voto;
24 ସେମନର୍ ସଙ୍ଗ୍ ଜାଆ । ସୁକଲ୍ ଅଇବା ବିଦି ମାନ୍ବାତେଇ ସେମନର୍ ସଙ୍ଗ୍ ମିସା ଆରି ସେମନର୍ କର୍ଚା ଦେ । ତାର୍ପଚେ ସେମନ୍ ନିଜର୍ ନିଜର୍ ମୁଣ୍ଡ୍ କୁରାଇ ଅଅତ୍ । ଇତିଅନି ଜାନାପଡ୍ସି ଜେ, ତମର୍ ବିସଇ ବାରଇରଇବା କାଇମିସା କବର୍ ସତ୍ ନଏଁ, ମାତର୍ ତମେ ମସାର୍ ରିତିନିତି ଇସାବେ ଜିବନ୍ ଜିଇଲାସ୍ନି ।
24 toma estes contigo, e santifica-te com eles, e faze por eles as despesas para que rapem a cabeça; e saberão todos que é falso aquilo de que têm sido informados a teu respeito, mas que também tu mesmo andas corretamente, guardando a lei.
25 ମାତର୍ ଜିଉଦି ନ ଅଇଲା ଲକ୍ମନ୍ ବିସ୍ବାସି ଅଇଆଚତ୍ । ସେମନ୍କେ ଗଟେକ୍ ଚିଟି ଲେକି ଉପ୍ଦେସ୍ ଦେଲୁଆଚୁ ଜେ, ଆମର୍ କଇଲା କାତା ଇସାବେ, ସେମନ୍ ପୁତ୍ଲାମନ୍କେ ବିରୁକଲା କାଦି ନ କାଅତ୍, ବନି ନ କାଅତ୍, ଟଟ୍ରି ପିଚ୍କି ମରାଇରଇବା ପସୁର୍ ମାଉଁସ୍ ନ କାଅତ୍ ଆରି ବିନ୍ ମାଇଜିମନର୍ ସଙ୍ଗ୍ ପାପ୍ କାମ୍ କର୍ବାଟାନେଅନି ଦୁରିକେ ରଅତ୍ ।”
25 Todavia, quanto aos gentios que têm crido já escrevemos, dando o parecer que se abstenham do que é sacrificado a os ídolos, do sangue, do sufocado e da prostituição.
26 ତାର୍ ପର୍ଦିନେ ପାଉଲ୍ ସେ ଚାର୍ ଲକର୍ ସଙ୍ଗ୍ ସୁକଲ୍ ଅଇବା ବିଦି ମାନ୍ଲା । ତାର୍ ପଚେ ସେ ମନ୍ଦିରେ ଜାଇ ସୁକଲ୍ ଅଇବା କାମ୍ କେବେ ସାର୍ସି, ଆରି କେଡେବଲ୍ ବିରୁ କର୍ବାଟା ଅଇସି, ସେଟା ଜାନାଇଦେଲା ।
26 Então Paulo, no dia seguinte, tomando consigo aqueles homens, purificou-se com eles e entrou no templo, notificando o cumprimento dos dias da purificação, quando seria feita a favor de cada um deles a respectiva oferta.
27 ଏ ସୁକଲ୍ ଅଇବା କାମର୍ ସାତ୍ ଦିନ୍ ଗାଲା ପଚେ, ଆସିଆ ରାଇଜର୍ କେତେଟା ଜିଉଦିମନ୍ ପାଉଲ୍କେ ମନ୍ଦିରେ ଦେକ୍ଲାଇ, ସେମନ୍ ତେଇ ରୁଣ୍ଡ୍ଲା ଲକ୍ମନ୍କେ ଉସ୍କାଇକରି ପାଉଲ୍କେ ଦାର୍ଲାଇ ।
27 Mas quando os sete dias estavam quase a terminar, os judeus da Ásia, tendo-o visto no templo, alvoroçaram todo o povo e agarraram-no,
28 ସେମନ୍ ଆଉଲି ଅଇକରି କଇଲାଇ, “ଏ ଇସ୍ରାଏଲର୍ ବାଇମନ୍ ଆମ୍କେ ସାଇଜ କରା ! ଏ ଲକ୍ ଚାରିବାଟେ ଜାଇକରି ଇସ୍ରାଏଲ୍ ମନର୍ ବିରଦେ, ମସାର୍ ନିୟମ୍ ଆରି ଏ ମନ୍ଦିର୍ ବିରଦେ, ସିକିଆ ଦେଲାନି । ଏବେ କେତେଟା ଗିରିକ୍ ଲକ୍ମନ୍କେ ମନ୍ଦିର୍ ବିତ୍ରେ ଆନି, ଏ ସୁକଲ୍ ଜାଗା ଅସୁକଲ୍ କଲା ଆଚେ ।”
28 clamando: Varões israelitas, acudi; este é o homem que por toda parte ensina a todos contra o povo, contra a lei, e contra este lugar; e ainda, além disso, introduziu gregos no templo, e tem profanado este santo lugar.
29 ସେମନ୍ ଗଡ୍ ବିତ୍ରେ ଏପିସସର୍ ତର୍ପିମ୍କେ ପାଉଲ୍ ସଙ୍ଗ୍ ଦେକି ରଇଲାର୍ ପାଇ ବାବ୍ଲାଇ ଜେ, ପାଉଲ୍ ତାକେ ମନ୍ଦିରେ ନେଲା ଆଚେ ବଲି ।
29 Antes tinham visto com ele na cidade a Trófimo de Éfeso, e pensavam que Paulo o introduzira no templo.
30 ଗଡର୍ ଗୁଲାଇ ବାଟେ ରିସାର୍ କିଲ୍ବିଲ୍ ଡାବିଅଇଗାଲା । ଲକ୍ମନ୍ ପାଉଲ୍କେ ମନ୍ଦିର୍ ବାଇରେ ଅର୍ଗଡି ଆନ୍ଲାଇ, ଆରି ମନ୍ଦିରର୍ କାପାଟ୍ମନ୍ ଡାବିଦେଲାଇ ।
30 Alvoroçou-se toda a cidade, e houve ajuntamento do povo; e agarrando a Paulo, arrastaram-no para fora do templo, e logo as portas se fecharam.
31 ରିସାଅଇଲା ଲକ୍ମନ୍ ପାଉଲ୍କେ ମରାଇବାକେ ଚେସ୍ଟା କଲାଇ, ମାତର୍ ସମାନ୍ ସେ ବେଲାଇ “ ଜିରୁସାଲାମେ ଗଣ୍ଡ୍ଗଲ୍ ଚାଲ୍ଲା ଆଚେ ।” ବଲି ରମିୟ ସନିଅମନର୍ କବର୍ ସୁନ୍ଲାଇ ।
31 E, procurando eles matá-lo, chegou ao comandante da corte o aviso de que Jerusalém estava toda em confusão;
32 ସେ କେତେଟା ସେନାପତି କେତେଟା ସନିଅମନ୍କେ ଦାରି ଦାପ୍ରେ, ଗଟ୍ନା ଗଟ୍ଲା ଜାଗାଇ ଆସି କେଟ୍ଲା । ଲକ୍ମନ୍ ସନିଅ ଆରି ସେନାପତିକେ ଦେକିକରି ପାଉଲ୍କେ ମାର୍ବାଟା ଚାଡିଦେଲାଇ ।
32 o qual, tomando logo consigo soldados e centuriões, correu para eles; e quando viram o comandante e os soldados, cessaram de espancar a Paulo.
33 ସେନାପତି ପାଉଲ୍କେ ବନ୍ଦିକରି, ତାକେ ଦୁଇଟା ସିକ୍ଲିତେଇ ବାନ୍ଦ୍ବାକେ ଆଦେସ୍ ଦେଲା, ତାର୍ ପଚେ ସେ ପାଚାର୍ଲା, “ଏ ଲକ୍ କେ ? ଆରି ସେ କାଇଟା କଲା ଆଚେ ?”
33 Então aproximando-se o comandante, prendeu-o e mandou que fosse acorrentado com duas cadeias, e perguntou quem era e o que tinha feito.
34 ଲକ୍ମନର୍ ମାନ୍ଦାଇଅନି କେ କେତେ ରକାମ୍ କାତା କଇ ଆଉଲିଅଇଲାଇ । ଏନ୍ତି କିରମାର୍ ଅଇଲା ଜେ, ସନିଅମନର୍ ମୁକିଆ, ସତ୍ସେ, ଏ ଗଟ୍ନା କାଇକେ ଅଇଲା ବଲି ବୁଜିନାପାର୍ଲା । ସେଟାର୍ପାଇ ସେ ପାଉଲ୍କେ ଗଡ୍ବିତ୍ରେ ଦାରିଜିବାକେ ସନିଅମନ୍କେ ଆଦେସ୍ ଦେଲା ।
34 E na multidão uns gritavam de um modo, outros de outro; mas, não podendo por causa do alvoroço saber a verdade, mandou conduzi-lo à fortaleza.
35 ସନିଅମନ୍ ପାଉଲ୍କେ ଦାରି ଚଗ୍ବା ପାଉଚେ କେଟ୍ଲା ଦାପ୍ରେ, ତାର୍ ଚାରିବେଡ୍ତି ରଇଲା ଲକ୍ମନ୍ ବେସି ଆଉଲି ଅଇଲାଇକେ ସନିଅମନ୍ ତାକେ ବଇ ଦାରିଗାଲାଇ ।
35 E sucedeu que, chegando às escadas, foi ele carregado pelos soldados por causa da violência da turba.
36 ବଇନେବା ବେଲେ ଲକ୍ମନ୍ ପଚ୍ପଚ୍ ଆସି ତାକେ ମରାଆ ବଲି ଆଉଲି ଅଇତେରଇଲାଇ ।
36 Pois a multidão o seguia, clamando: Mata-o!
37 ପାଉଲ୍କେ ସନିଅମନ୍ ଗଡ୍ବିତ୍ରେ ନେବାବେଲେ ସେ ସନିଅମନର୍ ମୁକିଆକେ କଇଲା, “ମୁଇ ତମର୍ ସଙ୍ଗ୍ କାତା ଅଇପାର୍ବି କି ?”
37 Quando estava para ser introduzido na fortaleza, disse Paulo ao comandante: É-me permitido dizer-te alguma coisa? Respondeu ele: Sabes o grego?
38 ସେନ୍ତି ଆଲେ କେତେ ଦିନ୍ ଆଗେ ମିସରର୍ ଜନ୍ ଲକ୍ ଚାରି ଅଜାର୍ କାଙ୍ଗାର୍ମନର୍ ସଙ୍ଗ୍ କେଟିରଇଲା, ତମେ ସେ ଲକ୍ ନୁଆଁସ୍ !”
38 Não és porventura o egípcio que há poucos dias fez uma sedição e levou ao deserto os quatro mil sicários?
39 ପାଉଲ୍ କଇଲା, “ମୁଇ ସିଲିସିଆର୍ ତାର୍ସିସେ ଜନମ୍ କରିରଇବା ଗଟେକ୍ ଜିଉଦି, ଗଟେକ୍ ମୁକିଅ ଗଡର୍ ଲକ୍ । ଏ ଲକ୍ମନ୍କେ ବୁଜାଇ କଇବାକେ ଦୟାକରି ମକେ ଅଲପ୍ ଆଦେସ୍ ଦିଆ ।”
39 Mas Paulo lhe disse: Eu sou judeu, natural de Tarso, cidade não insignificante da Cilícia; rogo-te que me permitas falar ao povo.
40 ସେନାପତି ତାକେ ଆଦେସ୍ ଦେଲାକେ ପାଉଲ୍ ପାଉଚ୍ ଉପ୍ରେ ଟିଆଅଇ, ଲକ୍ମନ୍କେ ଚିମ୍ରା ଅଇବାକେ ଆତ୍ ସାଗିଆ କଲା । ସେମନ୍ ଚିମ୍ରା ଅଇଲାଇକେ, ପାଉଲ୍ ଇବ୍ରୁ ବାସାଇ କଇଲା ।
40 E, havendo-lho permitido o comandante, Paulo, em pé na escada, fez sinal ao povo com a mão; e, feito grande silêncio, falou em língua hebraica, dizendo:
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 21, comparar traduções ou montar um estudo — tudo direto pelo WhatsApp.