Atos 1
ସତିଅର୍ ବାଟ୍ (DSO) vs VC
1 ସାର୍ଦାର୍ ତିଅପିଲ୍, ମର୍ ପର୍ତୁମ୍ ଲେକିରଇବା ଲୁକ୍ବଇଟାନେ ଆରାମେଅନି, ପର୍ମେସର୍ ତାକେ ସର୍ଗେ ନେବା ଦିନ୍ ଜାକ, ଜିସୁ କରିରଇବା ଆରି ସିକାଇରଇବା ସବୁ ବିସଇ ଲେକିରଇଲି ।
1 Em minha primeira narração, ó Teófilo, contei toda a seqüência das ações e dos ensinamentos de Jesus,
2 ତାର୍ ଆଗ୍ତୁ ସୁକଲ୍ଆତ୍ମାର୍ ବପୁସଙ୍ଗ୍ ସେ ବାଚିରଇବା ପେରିତ୍ମନ୍କେ କେତେଟା ଆଦେସ୍ ଦେଇରଇଲା ।
2 desde o princípio até o dia em que, depois de ter dado pelo Espírito Santo suas instruções aos apóstolos que escolhera, foi arrebatado {ao céu}.
3 ସେ ଦୁକ୍ କସ୍ଟ ଅଇଲାପଚେ, ସେମନ୍କେ ନିଜେ ବେସି ତର୍ ଦେକାଇଅଇଲା । ଚାଲିସ୍ ଦିନ୍ଜାକ ବିନ୍ ବିନ୍ ବେଲାଇ ଦେକାଇଅଇଲା । ମଲାତେଇଅନି ଉଟ୍ଲାଟା ସତ୍ସଙ୍ଗ୍ ଜାନାଇଲା । ସେମନ୍ ତାକେ ଦେକ୍ଲାଇ, ଆରି ସେ ସେମନର୍ସଙ୍ଗ୍ ପର୍ମେସରର୍ ରାଇଜ୍ ବିସଇନେଇ କାତା ଅଇଲା ।
3 E a eles se manifestou vivo depois de sua Paixão, com muitas provas, aparecendo-lhes durante quarenta dias e falando das coisas do Reino de Deus.
4 ତରେକ୍ ସେମନର୍ସଙ୍ଗ୍ ମିସିକରି କାଇବା ବେଲେ, ସେ ଏ ଆଦେସ୍ ଦେଲା, “ଜିରୁସାଲମ୍ ଚାଡାନାଇ । ମାତର୍ ଜନ୍ଟା ମର୍ ସରଗର୍ ବାବା, ଇନାମେ ଦେବିବଲି କଇଆଚେ, ସେଟା ନ ମିଲ୍ବା ଜାକ ଜାଗିରୁଆ ।
4 E comendo com eles, ordenou-lhes que não se afastassem de Jerusalém, mas que esperassem o cumprimento da promessa de seu Pai, que ouvistes, disse ele, da minha boca;
5 କାଇକେବଇଲେ ଜଅନ୍ ପାନିତେଇ ଡୁବନ୍ ଦେଇରଇଲା, ମାତର୍ କେତେ ଦିନ୍ ବିତ୍ରେ ପର୍ମେସର୍ ତମ୍କେ ସୁକଲ୍ ଆତ୍ମାଇ ଡୁବନ୍ ଦେଇସି ।”
5 porque João batizou na água, mas vós sereis batizados no Espírito Santo daqui há poucos dias.
6 ଦିନେକ୍ ପେରିତ୍ ସିସ୍ମନ୍ ଗଟେକ୍ତେଇ ରୁଣ୍ଡିରଇଲା ବେଲେ ଜିସୁକେ ପାଚାର୍ଲାଇ, “ମାପ୍ରୁ, ତମେ କାଇ ଏବେ ଇସ୍ରାଏଲର୍ ଲକ୍ମନ୍କେ ତାକର୍ ରାଇଜ୍ ଆରିତରେକ୍ ବାଉଡାଇ ଦେଇସୁ କି ?”
6 Assim reunidos, eles o interrogavam: Senhor, é porventura agora que ides instaurar o reino de Israel?
7 ଜିସୁ ସେମନ୍କେ କଇଲା, “ମର୍ ବାବା ତାର୍ ନିଜର୍ ଅଦିକାର୍ସଙ୍ଗ୍ ବେଲାଗଡି ଟିକ୍କରି ସଙ୍ଗଇ ଆଚେ । ଏ ସବୁ କେବେ ଗଟ୍ସି, ସେଟା ତମର୍ ଜାନ୍ବା ଦର୍କାର୍ ନାଇ ।
7 Respondeu-lhes ele: Não vos pertence a vós saber os tempos nem os momentos que o Pai fixou em seu poder,
8 ମାତର୍ ସୁକଲ୍ ଆତ୍ମା ତମର୍ ଉପ୍ରେ ଉତର୍ଲେ, ତମେ ପୁରାପୁରୁନ୍ ବପୁ ଅଇସା ଆରି ଜିରୁସାଲମ୍, ଜିଉଦାର୍ ସବୁଟାନେ, ସମିରଣ୍ ଆରି ଜଗତର୍ ସାରାସାରି ଜାକ ମର୍ ନାଉଁ ଦାରି ସାକି ଅଇସା ।”
8 mas descerá sobre vós o Espírito Santo e vos dará força; e sereis minhas testemunhas em Jerusalém, em toda a Judéia e Samaria e até os confins do mundo.
9 ଏତ୍କି କାତା ସେମନ୍କେ କଇସାରାଇଲା ପଚେ, ସେମନ୍ ଜିସୁକେ ସର୍ଗେ ନେବାଟା ଦେକ୍ଲାଇ । ଗଟେକ୍ ଚେଲ୍କା ବାଦଲ୍ ଆସି ଡାବିଅଇଲାକେ ସେ ବାନା ଅଇଗାଲା । ଆରି ସେମନ୍ ତାକେ ଦେକି ନାପାର୍ଲାଇ ।
9 Dizendo isso elevou-se da {terra} à vista deles e uma nuvem o ocultou aos seus olhos..
10 ସେ ସର୍ଗେ ଗାଲାପଚେ ମିସା ସେମନ୍ ଆଁକି ମରାଇକରି ଉପ୍ରେ ସେ ଦେକ୍ତେ ରଇଲାଇ । ସେଡ୍କିବେଲେ ଏଦେ ଦେକା ! ଦବ୍ ପଚିଆ ପିନ୍ଦ୍ଲା ଦୁଇ ଲକ୍, ସେମନର୍ ମୁଆଟେ ଆସି ଟିଆଅଇଲାଇ ।
10 Enquanto o acompanhavam com seus olhares, vendo-o afastar-se para o céu, eis que lhes apareceram dois homens vestidos de branco, que lhes disseram:
11 ଆରି କଇଲାଇ “ଏ ଗାଲିଲିର୍ ଲକ୍ମନ୍, ତମେ କାଇକେ ଇତି ଟିଆଅଇ ଆକାସେ ଦେକ୍ଲାସ୍ନି ? ଏ ଜିସୁକେ ପର୍ମେସର୍ ତମର୍ଟାନେଅନି ସର୍ଗେ ନେଲା ଆଚେ । ସେ ସର୍ଗେ ଜେନ୍ତି ଜାଇରଇଲା, ସେନ୍ତାରିସେ ଦର୍ତନିତେଇ ଆଇବାଟା ଦେକ୍ସା ।”
11 Homens da Galiléia, por que ficais aí a olhar para o céu? Esse Jesus que acaba de vos ser arrebatado para o céu voltará do mesmo modo que o vistes subir para o céu.
12 ତାର୍ପଚେ ପେରିତ୍ ସିସ୍ମନ୍ ଜିତ୍ ପର୍ବତେଅନି ଜିରୁସାଲାମ୍ ବାଉଡି ଗାଲାଇ । ସେ ପର୍ବତ୍, ଜିରୁସାଲମ୍ ନଅରେଅନି ଗଟେକ୍ କିଲମିଟର୍ ଦୁର୍ ରଇଲା ।
12 Voltaram eles então para Jerusalém do monte chamado das Oliveiras, que fica perto de Jerusalém, distante uma jornada de sábado.
13 ଜିରୁସାଲେମ୍ ନଅରେ ଜାଇକରି ସେମନ୍ ରଇବା ବାକ୍ରାଇ ପୁର୍ଲାଇ । ପିତର୍, ଜଅନ୍, ଜାକୁବ୍ ଆରି ତାର୍ ବାଇ ଆନ୍ଦ୍ରିୟ, ପିଲିପ୍, ତମା, ବାର୍ତଲମି, ମାତିଉ, ଆଲ୍ପିର୍ ପିଲା ଜାକୁବ୍, ଦେସ୍ ଆଲାଦ୍କର୍ବା ସିମନ୍ ଆରି ଜାକୁବର୍ ପିଲା ଜିଉଦା, ଏମନ୍ ରଇଲା ତେଇର୍ ପେରିତ୍ ସିସ୍ମନ୍ ।
13 Tendo entrado no cenáculo, subiram ao quarto de cima, onde costumavam permanecer. Eram eles: Pedro e João, Tiago, André, Filipe, Tomé, Bartolomeu, Mateus, Tiago, filho de Alfeu, Simão, o Zelador, e Judas, irmão de Tiago.
14 ସେମନ୍ ତର୍କେତର୍ ଗଟେକ୍ ଦଲ୍ ଇସାବେ ପାର୍ତନା କର୍ବାକେ ରୁଣ୍ଡ୍ତେ ରଇଲାଇ । ଆରି ସେମନର୍ସଙ୍ଗ୍ ଜିସୁର୍ ଆୟା ମରିୟମ୍, ବିନ୍ ମାଇଜିମନ୍ ଆରି ଜିସୁର୍ ବାଇମନ୍ ମିସା ମିସ୍ତେରଇଲାଇ ।
14 Todos eles perseveravam unanimemente na oração, juntamente com as mulheres, entre elas Maria, mãe de Jesus, e os irmãos dele.
15 କେତେ ଦିନ୍ ଗାଲାପଚେ ପାକାପାକି ସଏ କଡେ ଲକ୍ ବିସ୍ବାସି ବାଇମନ୍ ରଇଲା ଗଟେକ୍ ସବାଇ, ପିତର୍ ଲକ୍ମନର୍ ମୁଆଟେ ଉଟି ଟିଆଅଇ କଇଲା,
15 Num daqueles dias, levantou-se Pedro no meio de seus irmãos, na assembléia reunida que constava de umas cento e vinte pessoas, e disse:
16 “ଏ ମର୍ ବାଇବଇନିମନ୍, ଜନ୍ ଇସ୍କାରିୟତ୍ ଜିଉଦା ଜିସୁକେ ଦାରାଇଦେବାକେ ସତ୍ରୁମନ୍କେ ବାଟ୍ ଦେକାଇ ଆନିରଇଲା, ତାର୍ ବିସଇ, ଦାଉଦ୍ ସୁକଲ୍ଆତ୍ମାଇ ପୁରୁନ୍ଅଇ ବବିସତ୍କାତା ସୁନାଇ ରଇଲା । ଦରମ୍ ସାସ୍ତରର୍ କାତା ସିଦ୍ ଅଇବାକେ ଏଟା ଗଟ୍ବାର୍ ରଇଲା ।
16 Irmãos, convinha que se cumprisse o que o Espírito Santo predisse na escritura pela boca de Davi, acerca de Judas, que foi o guia daqueles que prenderam Jesus.
17 ଏଲେମିସା ସେ ଆମର୍ ଦଲର୍ ଲକ୍ ରଇଲା । ଆରି ଆମର୍ ସଙ୍ଗ୍ କାମ୍ କର୍ବାକେ ବାଚାଇଅଇ ରଇଲା ।”
17 Ele era um dos nossos e teve parte no nosso ministério.
18 ଜିଉଦା କରିରଇବା କରାପ୍ କାମେଅନି ମିଲାଇଲା ଡାବୁକେ ଗଟେକ୍ ଜମି ଗେନାଅଇରଇଲା । ଆରି ସେ ଜମିତେଇ, ଉମ୍ତାଡିଅଇ ଅଦ୍ରି ମଲା । ତାର୍ ପେଟ୍ ଚିରିଅଇ ଆଁତି ବାରଇଗାଲା ।
18 Este homem adquirira um campo com o salário de seu crime. Depois, tombando para a frente, arrebentou-se pelo meio, e todas as suas entranhas se derramaram.
19 ଜିରୁସାଲମ୍ ନଅରେ ବାସାଅଇରଇବା ସବୁ ଲକ୍ମନ୍ ଏ ସବୁ ବିସଇ ସୁନ୍ଲାଇ । ସେମନର୍ ବାସାଇ ସେ ଜମିର୍ ନାଉଁ ଆକେଲ୍ଦାମା ତାର୍ ଅରତ୍ ଅଇଲାନି ବନିର୍ ପଦା ବଲି ନାଉଁ ଦେଲାଇ ଆଚତ୍ ।
19 {Tornou-se este fato conhecido dos habitantes de Jerusalém, de modo que aquele campo foi chamado na língua deles Hacéldama, isto é, Campo de Sangue.}
20 ଗିତ୍ସଙ୍ଗିତା ବଇଟାନେ ଏ ବିସଇ ଲେକା ଅଇଲା ଆଚେ,
20 Pois está escrito no livro dos Salmos: Fique deserta a sua habitação, e não haja quem nela habite; e ainda mais: Que outro receba o seu cargo {Sl 68,26; 108,8}.
21 “ସେଟାର୍ ପାଇ, ଜିସୁମାପ୍ରୁ ଆମର୍ ସଙ୍ଗ୍ ଗାଲାବେଲେ ଜେ ଆମର୍ ଦଲେ ସବୁବେଲେ ରଇଲା, ସେନ୍ତାରି ଗଟେକ୍ ଲକ୍କେ ବାଚ୍ବାର୍ ଆଚେ ।
21 Convém que destes homens que têm estado em nossa companhia todo o tempo em que o Senhor Jesus viveu entre nós,
22 ଜନ୍ ଲକ୍କେ ଆମେ ବାଚ୍ବୁ, ପର୍ମେସର୍ ଜିସୁକେ ଜେନ୍ତି ଜିବନ୍ କରି ଉଟାଇଲା, ସେ ବିସଇ ଆମର୍ସଙ୍ଗ୍ ସେ ସାକି ଅଇବାର୍ଆଚେ । ଜଅନ୍ ଜିସୁକେ ଡୁବନ୍ଦେଲା ବେଲେଅନି, ପର୍ମେସର୍ ଆମର୍ଟାନେଅନି ତାକେ ସର୍ଗେ ନେବା ଜାକ, ସେ ଲକ୍ ଆମର୍ ଦଲେ ରଇବାର୍ ଆଚେ ।”
22 a começar do batismo de João até o dia em que do nosso meio foi arrebatado, um deles se torne conosco testemunha de sua Ressurreição.
23 ସେମନ୍ ଦୁଇ ଲକର୍ ନାଉଁ ଦେଲାଇ । ଜସେପ୍ ଜେକି ବର୍ସବା ଆରି ଜୁସ୍ତକ୍ ବଲି ମିସା କଇବାଇ ଆରି ମତିୟ ।
23 Propuseram dois: José, chamado Barsabás, que tinha por sobrenome Justo, e Matias.
24 ଆରି ସେମନ୍ ପାର୍ତନା କଲାଇ, “ମାପ୍ରୁ ତମେତା ସବୁ ଲକର୍ ମନର୍ କାତା ଜାନାସ୍ । ଜିଉଦା ଜନ୍ ଜାଗାଇ ରଇବାର୍ରଇଲା, ଟିକ୍ ତେଇ ଉଟିଗାଲା । ପଚେ ତାର୍ ଜାଗାଇ ତମେ ବାଚିରଇବା ଲକ୍, ଏ ଦୁଇ ଲକର୍ ବିତ୍ରେ ଅନି କେ ଅଇରଇସି ?
24 E oraram nestes termos: Ó Senhor, que conheces os corações de todos, mostra-nos qual destes dois escolheste
25 ଜେ ପେରିତ୍ ସିସ୍କାମ୍ କରିପାର୍ସି, ତାକେ ଆମ୍କେ ଜାନାଆ ।”
25 para tomar neste ministério e apostolado o lugar de Judas que se transviou, para ir para o seu próprio lugar.
26 ତାର୍ପଚେ ଦୁଇ ଲକର୍ଟାନେଅନି ଗଟେକ୍ ଲକ୍କେ ବାଚ୍ବାକେ କେଡ୍ପୁଟାଇଲାଇ । କେଡ୍ପୁଟାଇଲାକେ ମତିୟସର୍ ନାଉଁ ପୁଟ୍ଲା । ସେନ୍ତାରି, ଏଗାର୍ଟା ସିସ୍ମନର୍ ଦଲେ ସେ ମିସ୍ଲା ।
26 Deitaram sorte e caiu a sorte em Matias, que foi incorporado aos onze apóstolos.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 1, comparar traduções ou montar um estudo — tudo direto pelo WhatsApp.