Atos 19
ସତିଅର୍ ବାଟ୍ (DSO) vs VC
1 ଆପଲ୍ କରନ୍ତିଏ ରଇଲାବେଲେ, ପାଉଲ୍ ସେ ରାଇଜର୍ ଉପର୍ ବାଗେ ବୁଲି ସାରାଇ, ଏପିସିଏ କେଟ୍ଲା । ତେଇ ସେ କେତେଟା ସିସ୍ମନ୍କେ ବେଟ୍ ଅଇଲା ।
1 Enquanto Apolo estava em Corinto, Paulo atravessou as províncias superiores e chegou a Éfeso, onde achou alguns discípulos e indagou deles:
2 ସେମନ୍କେ ପାଚାର୍ଲା “ତମେ ବିସ୍ବାସି ଅଇବା ବେଲାଇ ସୁକଲ୍ ଆତ୍ମା ପାଇରଇଲାସ୍ କି ?”
2 Recebestes o Espírito Santo, quando abraçastes a fé? Responderam-lhe: Não, nem sequer ouvimos dizer que há um Espírito Santo!
3 ପାଉଲ୍ ପାଚାର୍ଲା, “ସେନ୍ତି ଆଲେ ତମେ କେନ୍ତାରି ଡୁବନ୍ ନେଇ ଆଚାସ୍ ?”
3 Então em que batismo fostes batizados?, perguntou Paulo. Disseram: No batismo de João.
4 ପାଉଲ୍ କଇଲା, “ଜନ୍ ଲକ୍ମନ୍ ପାପେଅନି ବାଉଡି ରଇଲାଇ, ଜଅନର୍ ଡୁବନ୍ ସେମନର୍ ପାଇ ଟିକ୍ ରଇଲା । ମାତର୍ ତାର୍ପଚେ ଜେ ଆଇବାର୍ ରଇଲା, ଜନ୍ଟା କି, ଜିସୁ, ତାର୍ ଲଗେ ବିସ୍ବାସ୍ କର୍ବାକେ, ଜଅନ୍ ଇସ୍ରାଏଲ୍ ଲକ୍ମନ୍କେ କଇରଇଲା ।”
4 Paulo então replicou: João só dava um batismo de penitência, dizendo ao povo que cresse naquele que havia de vir depois dele, isto é, em Jesus.
5 ଏଟା ସୁନି ସେମନ୍ ମାପ୍ରୁ ଜିସୁର୍ ନାଉଁ ଦାରି ଡୁବନ୍ ନେଲାଇ ।
5 Ouvindo isso, foram batizados em nome do Senhor Jesus.
6 ପାଉଲ୍ ସେମନର୍ ଉପ୍ରେ ଆତ୍ ଚିଇଲା ଆରି ସୁକଲ୍ ଆତ୍ମା ତାକର୍ଟାନେ ଉତର୍ଲା । ସେମନ୍ ବିନ୍ ବିନ୍ ବାସାଇ କାତା କଇଲାଇ ଆରି ପରମେସରର୍ ସୁବ୍ କବର୍ ଜାନାଇଲାଇ ।
6 E quando Paulo lhes impôs as mãos, o Espírito Santo desceu sobre eles, e falavam em línguas estranhas e profetizavam.
7 ସେମନ୍ ମୁନୁସ୍ ପିଲା ବାର ଲକ୍ ରଇଲାଇ ।
7 Eram ao todo uns doze homens.
8 ତାର୍ ପଚେ ପାଉଲ୍ ତିନ୍ ମାସ୍ ଜାକ ନ ଡର୍ତେ ପାର୍ତନା ଗରେ କାତାବାର୍ କରି ପରମେସରର୍ ରାଇଜ୍ ବିସଇ ସେମନର୍ ମନେ ବିସ୍ବାସ୍ ଜନ୍ମାଇବାକେ ଚେସ୍ଟା କଲା ।
8 Paulo entrou na sinagoga e falou com desassombro por três meses, disputando e persuadindo-os acerca do Reino de Deus.
9 ମାତର୍ ସେମନର୍ ବିତ୍ରେଅନି କେତେକ୍ ଲକର୍ ମନ୍ ଡାଟ୍ ରଇଲା । ସେମନ୍ ବିସ୍ବାସ୍ କରତ୍ନାଇ । ଦଲର୍ ସବୁ ଲକର୍ ମୁଆଟେ ସେମନ୍ ମାପ୍ରୁର୍ ବାଟ୍ ବିସଇନେଇ, ତିପୁଲ୍ କାତା କଇଲାଇ । ସେଟାର୍ପାଇ ପାଉଲ୍ ସେମନ୍କେ ଚାଡି, ବିସ୍ବାସିମନ୍କେ ନେଇ, ସବୁ ଦିନ୍ ଟିରାନସ୍ ନାଉଁର୍ ଗରେ ନିଆଇ କର୍ବାର୍ ଦାର୍ଲାଇ ।
9 Mas, como alguns se endurecessem e não cressem, desacreditando a sua doutrina diante da multidão, apartou-se deles e reuniu à parte os discípulos, onde os ensinava diariamente na escola de um certo Tirano.
10 ଏଟା ଦୁଇ ବରସ୍ ଦାରି ଚାଲ୍ଲା । ରମ୍ ଦେସର୍ ଆସିଆ ଦେସେ ବାସା କରିରଇବା ବେସି ଜିଉଦି ଆରି ଗିରିକ୍ ଲକ୍ ମିସା ମାପ୍ରୁର୍ ବାକିଅ ସୁନ୍ଲାଇ ।
10 Isto durou dois anos, de tal maneira que todos os habitantes da Ásia, judeus e gentios, puderam ouvir a palavra do Senhor.
11 ପର୍ମେସର୍ ପାଉଲର୍ତେଇଅନି ବେସି ବଡ୍ ବଡ୍ କାବାଅଇଜିବା କାମ୍ମନ୍ କଲା ।
11 Deus fazia milagres extraordinários por intermédio de Paulo, de modo que lenços e outros panos que tinham tocado o seu corpo eram levados aos enfermos;
12 ଏନ୍ତି କି ପାଉଲ୍ ପୁଚିଅଇବା ଉର୍ମାଲ୍ ଆରି ବସ୍ତର୍ ରଗିମନର୍ ଲଗେ ନେଲେ, ସେମନ୍ ନିମାନ୍ ଅଇତେ ରଇଲାଇ । ସେମନର୍ ଗାଗ୍ଡେଅନି କାରାପ୍ ଆତ୍ମାମନ୍ ସବୁ ବାରଇଜାଇତେ ରଇଲାଇ ।
12 e afastavam-se deles as doenças e retiravam-se os espíritos malignos.
13 କେତେଟା ଏନେତେନେ ବୁଲ୍ବା ଡୁମା ଚାଡାଇବା ଜିଉଦିମନ୍ ମିସା, ଜିସୁର୍ ନାଉଁ ଦାରି ଡୁମା ଚାଡାଇବାକେ ଚେସ୍ଟା କଲାଇ । ସେମନ୍ କାରାପ୍ ଆତ୍ମାମନ୍କେ କଇତେ ରଇଲାଇ, “ପାଉଲ୍ ଜାନାଇବା ଜିସୁର୍ ନାଉଁ ଦାରି ତକେ ଆଦେସ୍ ଦେଲିନି ।”
13 Alguns judeus exorcistas que percorriam vários lugares inventaram invocar o nome do Senhor Jesus sobre os que se achavam possessos dos espíritos malignos, com as palavras: Esconjuro-vos por Jesus, a quem Paulo prega.
14 ଏସ୍କେବା ନାଉଁର୍ ଗଟେକ୍ ଜିଉଦି, ବଡ୍ ପୁଜାରିର୍ ସାତ୍ଟା ପିଲାମନ୍, ଏ ରକାମ୍ କର୍ତେ ରଇଲାଇ ।
14 Assim procediam os sete filhos de um judeu chamado Cevas, sumo sacerdote.
15 ମାତର୍ କାରାପ୍ ଆତ୍ମା ସେମନ୍କେ କଇଲା, “ମୁଇ ଜିସୁକେ ଜାନି ଆରି ପାଉଲ୍କେ ଚିନ୍ଲି ଆଚି, ମାତର୍ ତମେ କେ ?”
15 Mas o espírito maligno replicou-lhes: Conheço Jesus e sei quem é Paulo. Mas vós, quem sois?
16 କାରାପ୍ ଆତ୍ମା ଦାରିରଇଲା ଲକ୍, ସେମନ୍କେ ଦାରି ଚାବ୍କାତର୍ କରି ପାକାଇଲା । ସେମନର୍ ଲୁଗାପଚିଆ ଚିରି ଡୁମ୍ଣ୍ଡା କରିଦେଲା । ସେମନ୍ କଣ୍ଡିଆ ବଣ୍ଡିଆ ଅଇ ତାର୍ ଗରେଅନି ବାରଇ ପାଲାଇଲାଇ ।
16 Nisto o homem possuído do espírito maligno, saltando sobre eles, apoderou-se de dois deles e subjugou-os de tal maneira, que tiveram que fugir daquela casa feridos e com as roupas estraçalhadas.
17 ଏପିସେ ବାସାଅଇରଇବା ଜିଉଦି ବିସ୍ବାସିମନ୍ ଆରି ଗିରିକ୍ ଲକ୍ମନ୍, ଏ ବିସଇ ସୁନି ଡରିଗାଲାଇ ଆରି ତେଇ ମାପ୍ରୁ ଜିସୁର୍ ନାଉଁ ଅଦିକ୍ ଡାକ୍ପୁଟା ଅଇଲା ।
17 Este caso tornou-se {em breve} conhecido de todos os judeus e gregos de Éfeso, e encheu-os de temor e engrandeceram o nome do Senhor Jesus.
18 ବିସ୍ବାସିମନର୍ ବିତ୍ରେଅନି ବେସି ଲକ୍ ସବୁର୍ ମୁଆଟେ ନିଜେ କଲା କାରାପ୍ କାମ୍ ମାନ୍ଲାଇ ।
18 Muitos dos que haviam acreditado vinham confessar e declarar as suas obras.
19 ପାଙ୍ଗନ୍ ବିଦିଆ ଅବିଆସ୍ କର୍ତେରଇବା ବେସି ଲକ୍ମନ୍ ତାକର୍ ବଇମନ୍ ଆନି ଟୁଲିଆଇକରି ସବୁ ଲକର୍ ମୁଆଟେ ପଡାଇ ଦେଲାଇ । ସବୁ ମିସିକରି ସେମନର୍ ବଇର୍ ଦାମ୍ ପଚାସ୍ ଅଜାର୍ ରୁପାଟାଙ୍ଗା ଏତ୍କି ରଇଲା ।
19 Muitos também, que tinham exercido artes mágicas, ajuntaram os seus livros e queimaram-nos diante de todos. Calculou-se o seu valor, e achou-se que montava a cinqüenta mil moedas de prata.
20 ଏନ୍ତିବାବ୍ରେ ପରମେସରର୍ ବାକିଅ ଅଦିକ୍ ଅଦିକ୍ ଗୁଲାଇବାଟେ ଉଡ୍ରା ଅଇଜାଇ ଅଦିକ୍ ବପୁ ଅଇବାର୍ ଦାର୍ଲା ।
20 Foi assim que o poder do Senhor fez crescer a palavra e a tornou sempre mais eficaz.
21 ଏ ସବୁ ଗଟ୍ନା ପଚେ ପାଉଲ୍ ମାସିଦନିଆ ଆରି ଆକାୟା ବାଟ୍ ଦେଇ ଜିରୁସାଲମେ ଜିବାକେ ଟିକ୍ କଲା । ସେ କଇଲା, “ତେଇ ଗାଲା ପଚେ, ମୁଇ ରମ୍ ଦେସେ ମିସା ଜିବାର୍ ଆଚେ ।”
21 Concluídas essas coisas, Paulo resolveu ir a Jerusalém, depois de atravessar a Macedônia e a Acaia. Depois de eu ter estado lá, disse ele, é necessário que veja também Roma.
22 ସେଟାର୍ପାଇ ସେ ତାର୍ ଦୁଇଟା ସଙ୍ଗାରି, ତିମତି ଆରି ଏରାସ୍ତସ୍କେ ମାସିଦନିଆଇ ପାଟାଇଲା, ମାତର୍ ସେ ନିଜେ ଆସିଆ ଦେସେ ଆରି କେତେ ଦିନ୍ ରଇଲା ।
22 Enviou à Macedônia dois dos seus auxiliares, Timóteo e Erasto, mas ele mesmo se demorou ainda por algum tempo na Ásia.
23 ଏତ୍କି ବିତ୍ରେ ମାପ୍ରୁ ଦେକାଇରଇବା ବାଟ୍ ବିସଇ ନେଇ, ଗଟେକ୍ ବେସି ବଡ୍ ଗଣ୍ଡ୍ଗଲ୍ ଅଇବାଟା ଉବଜ୍ଲା ।
23 Por esse tempo, ocorreu um grande alvoroço a respeito do Evangelho.
24 ଦିମିତିରିୟ ନାଉଁର୍ ଗଟେକ୍ ରୁପାର୍ ପୁତ୍ଲା ତିଆର୍ କରୁ, ଆର୍ତେମି ଦେବିର୍ ମନ୍ଦିରେ ପୁତ୍ଲା ତିଆର୍ କର୍ତେ ରଇଲା । ଏନ୍ତାରି ବେବାର୍କରି ପୁତ୍ଲା ତିଆର୍ କରୁମନ୍, ବେସି ଲାବ୍ ପାଇତେ ରଇଲାଇ ।
24 Um ourives, chamado Demétrio, que fazia de prata templozinhos de Ártemis, dava muito a ganhar aos artífices.
25 ସେଟାର୍ପାଇ ସେ ତାର୍ ସଙ୍ଗର୍ ବେବାରିମନ୍କେ ରୁଣ୍ଡାଇକରି କଇଲା, “ଆଗିଆମନ୍, ଏ ବେବାର୍ ଆମ୍କେ ସାଉକାର୍ କଲାଆଚେ ବଲି ସବୁ ଲକ୍ ଜାନାସ୍ ।
25 Convocou-os, juntamente com os demais operários do mesmo ramo, e disse: Conheceis o lucro que nos resulta desta indústria.
26 ଏବେ, ଏ ଲକ୍ ପାଉଲ୍ କାଇଟା କଲାନି, ସେଟା ତମେ ନିଜେ ଦେକିପାର୍ଲାସ୍ନି ଆରି ସୁନି ପାର୍ଲାସ୍ନି । ସେ କଇଲାନି, ଲକର୍ ଆତେ ତିଆର୍ କଲା ଦେବ୍ତା ସବୁ ବିଲ୍କୁଲ୍ ଦେବ୍ତା ନଅତ୍ । ସେ ଇତି ଏପିସେ ଆରି ସବୁ ଆସିଆ ଦେସେ ବେସି ଲକ୍ମନ୍କେ ଏ ବିସଇ କଇ ଉସ୍କାଇଲାନି ।
26 Ora, estais vendo e ouvindo que não só em Éfeso, mas quase em toda a Ásia, esse Paulo tem persuadido e desencaminhado muita gente, dizendo que não são deuses os ídolos que são feitos por mãos de homens.
27 ସେଟାର୍ପାଇ ଆମର୍ ବେବାର୍ ବୁଡିଜିବାର୍ ଉପ୍ରେ ଆଚେ । କାଲି ସେତ୍କି ନଏଁ, ଜନ୍ ଦେବି ଆସିଆଇ ଆରି ଗୁଲାଇ ଜଗତେ ସବୁର୍ଟାନେଅନି ପୁଜାପାଇସି, ସେ ଡାକ୍ପୁଟା ଆର୍ତେମି ଦେବି, ମନ୍ଦିରର୍ ଡାକ୍ପୁଟା ଆରି ନ ରଏ, ଆରି ଆର୍ତେମି ଦେବିର୍ ମର୍ଜିତା ନସ୍ଟ ଅଇସି ।”
27 Daí não somente há perigo de que essa nossa corporação caia em descrédito, como também que o templo da grande Ártemis seja desconsiderado, e até mesmo seja despojada de sua majestade aquela que toda a Ásia e o mundo inteiro adoram.
28 ଲକ୍ମନ୍ ଏ କାତା ସୁନି ରିସା ଅଇଗାଲାଇ ଆରି ଆଉଲିଅଇ କଇଲାଇ, “ଏପିସିୟର୍ ଆର୍ତେମି ବଡ୍ଦେବିର୍ ଡାକ୍ପୁଟା ଅ !”
28 Estas palavras encheram-nos de ira e puseram-se a gritar: Viva a Ártemis dos efésios!
29 ଏ ଗଣ୍ଡ୍ଗଲ୍ ଅଇଲାଟା ଗୁଲାଇ ନଅରେ କେଟିଗାଲା । ଲକ୍ମନ୍ ପାଉଲ୍ ସଙ୍ଗ୍ ରଇବା ମାକିଦନିଆର୍ ଗାୟ ଆରି ଆରିସ୍ତାକସ୍, ଦୁଇଲକ୍କେ ଦାରି, ଦାପ୍ରେ ଜୁଇଦ୍ ବାଟେ ପାଲାଇଲାଇ ।
29 A cidade alvoroçou-se e todos correram ao teatro levando consigo Caio e Aristarco, macedônios e companheiros de Paulo.
30 ତେଇ ପାଉଲ୍ ଏକ୍ଲାସେ ଲକ୍ମନର୍ ବିତ୍ରେ ଜିବାକେ ମନ୍କଲା । ମାତର୍ ବିସ୍ବାସିମନ୍ ତାକେ ବିତ୍ରେ ଜିବାକେ ଚାଡତ୍ନାଇ ।
30 Paulo queria apresentar-se ao povo, mas os discípulos não o deixaram.
31 ଆସିଆ ରାଇଜର୍ କେତେଟା ମୁକିଅ ସାସନ୍ କାରିଆମନ୍ ମିସା ପାଉଲର୍ ମଇତର୍ ରଇଲାଇଜେ, ପାଉଲ୍କେ ଜୁଇଦ୍ ପଡିଆଇ ନ ଜାଅ ବଲି, କବର୍ ପାଟାଇଲାଇ ।
31 Até alguns dos asiarcas, que eram seus amigos, enviaram-lhe recado, pedindo que não se aventurasse a ir ao teatro.
32 ଏତ୍କି ବିତ୍ରେ ରୁଣ୍ଡିରଇବା ସବୁ ଲକ୍ ରିସା ଅଇଜାଇରଇଲାଇ । ଲକ୍ମନ୍ ଦଲ୍ଦଲ୍ ଅଇକରି ଏକାତା, ସେ କାତା କଇକଇ କରି ଆଉଲିଅଇ ଜାଇତେ ରଇଲାଇ । ମାତର୍ ସେମନର୍ ବିତ୍ରେଅନି କେତେକ୍ ଲକ୍, କାଇକେ ରୁଣ୍ଡିଆଚତ୍ ବଲି ନାଜାନିରଇଲାଇ ।
32 Todos gritavam ao mesmo tempo. A assembléia era uma grande confusão e a maioria nem sabia por que se achavam ali reunidos.
33 ସେମନର୍ ବିତ୍ରେଅନି କେତେକ୍ ଲକ୍ ଏଟାର୍ପାଇ ଆଲେକ୍ଜାଣ୍ଡାର୍କେ ଦାଇ କଲାଇ । କାଇକେବଇଲେ ଜିଉଦି ଲକ୍ମନ୍, ଆଗ୍ତୁ ତାକେ ଟିଆ କରାଇରଇଲା । ଆଲେକ୍ଜାଣ୍ଡାର୍ ଲକ୍ମନ୍କେ ଆତ୍ଟେକି ଚିମ୍ରାଇଅଇ ରଇବାକେ କଇଲା ଆରି ତାର୍ ବାସନ୍ଟାନେ ବିସ୍ବାସିମନର୍ ବାଟେ ଅଇକରି ବୁଜାଇବାକେ ଚେସ୍ଟା କଲା ।
33 Então fizeram sair do meio da turba Alexandre, que os judeus empurravam para a frente. Alexandre, fazendo sinal com a mão, queria dar satisfação ao povo.
34 ମାତର୍ ସେ ଗଟେକ୍ ଜିଉଦିଲକ୍ ବଲି ଜାନିକରି ଲକ୍ମନ୍ ଏକାତରେକ୍ ଆଉଲିଅଇକରି “ଆର୍ତେମି ଦେବିର୍ ଜୟ ଜୟ ଅ !” ବଲି ଦୁଇ ଗଁଟା ଜାକ ଆଉଲି ଅଇ ରଇଲାଇ ।
34 Mas quando perceberam que ele era judeu, todos a uma voz gritaram pelo espaço de quase duas horas: Viva a Ártemis dos efésios!
35 ପଚେ ନଅରର୍ ଅଦିକାରେ ରଇବା ଗଟେକ୍ କାମ୍କରୁ, ଲକ୍ମନ୍କେ ବୁଜା ସୁଜା କରି ଚିମ୍ରା କଲା ଆରି କଇଲା, “ଏ ଏପିସିୟର୍ ବାଇମନ୍, ଏପିସିସ୍ ନଅରେ ବଡ୍ଦେବି ଆର୍ତେମିର୍ ମନ୍ଦିର୍ ଆରି ଆକାସେଅନି କସ୍ରି ଆଇଲା ସୁକଲ୍ ପାକ୍ନା ରକିଆ କର୍ବା ଦାଇତ୍, ଏପିସିୟ ନଅରେ ରଇବା ଲକ୍ମନର୍ ।
35 Então o escrivão da cidade {veio} para apaziguar a multidão e disse: Efésios, que homem há que não saiba que a cidade de Éfeso cultua a grande Ártemis, e que a sua estátua caiu dos céus?
36 କେ ମିସା ଏଟା ନଏଁ ବଲି କଇନାପାରତ୍ । ସେଟାର୍ ପାଇ ତମେ ସବୁ ଲକ୍ ଚିମ୍ରାଇ ଉଆ । କାଇକାମ୍ ମିସା ବକୁଆପାରା କରାନାଇ ।
36 Se isso é incontestável, convém que vos sossegueis e nada façais inconsideradamente.
37 ଏ ଲକ୍ମନ୍ ମନ୍ଦିରେଅନି କାଇଟା ଚରି କରତ୍ ନାଇ, କି ଆମର୍ ଦେବିର୍ ବିରଦେ, କାଇମିସା କାରାପ୍ କାତା କଅତ୍ ନାଇ, ଏଲେମିସା ତମେ ଏମନ୍କେ ଦାରି ଆନିଆଚାସ୍ ।
37 Estes homens, que aqui trouxestes, não são sacrílegos nem blasfemadores da vossa deusa.
38 ଜଦି ଦିମିତିରିୟ ଆରି ତେଇର୍ ପୁତ୍ଲା ତିଆର୍କରୁମନ୍କେ, କାର୍ ବିରଦେ ଦାବାକର୍ବାଟା ଆଚେ, ସେଟା ବିଚାର୍ କର୍ବାକେ ଆମର୍ ଲକ୍ମନ୍ ଆଚତ୍ । ଆରି ବିଚାର୍ ଅଇବା ଗଟେକ୍ ଦିନ୍ ଆଚେ । ତେଇ ସେ ଦାବା ବିସଇ କଇପାରାସ୍ ।
38 Mas, se Demétrio e os outros artífices têm alguma queixa contra alguém, os tribunais estão abertos e aí estão os magistrados: institua-se um processo contra eles.
39 ଜଦି ଆର୍ତେଇଅନି ଆରି ଅଦିକ୍ କାଇଟା ଜାନ୍ବାକେ ମନ୍ କଲାସ୍ନି, ତେବେ ଲକ୍ମନ୍ ଟିକ୍କଲା ନିୟମର୍ ସବାଇ, ସେଟା ଟିକ୍ କରାଅଇସି ।
39 Se tendes reclamação a fazer, a assembléia legal decidirá.
40 ଆଜି ଜାଇଟା ଗଟ୍ଲା ଆଚେ, ତେଇ ଗଣ୍ଡ୍ଗଲ୍ କର୍ବା ଆରି ଦାବା କର୍ବା ବିସଇ ଆମର୍ ବିରଦେ କାତା ଉଟିପାରେ । ଏ ଗଣ୍ଡ୍ଗଲର୍ କାଇମିସା କାରନ୍ ଦେକାଇ ନାପାରୁ ।”
40 Do que se deu hoje, até corremos risco de sermos acusados de rebelião, porque não há motivo algum que nos permita justificar este concurso.
41 ଏ ସବୁ କାତା କଇ ସେ ଲକ୍ମନ୍କେ ଚିମ୍ରା କରାଇ ସବା ସେସ୍ କଲା ।
41 A estas palavras, dissolveu-se a aglomeração.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 19, comparar traduções ou montar um estudo — tudo direto pelo WhatsApp.