Atos 17
ସତିଅର୍ ବାଟ୍ (DSO) vs VC
1 ପାଉଲ୍ ଆରି ସିଲା ଅମ୍ପିପଲି ଆରି ଆପଲନିଆ ବାଟ୍ଦେଇ ତେସ୍ଲନି ଜାଗାଇ କେଟ୍ଲାଇ । ତେଇ ଜିଉଦିମନର୍ ଗଟେକ୍ ପାର୍ତନା ଗର୍ ରଇଲା ।
1 Passaram por Anfípolis e Apolônia e chegaram a Tessalônica, onde havia uma sinagoga de judeus.
2 ପାଉଲ୍ ତାର୍ ରିତିନିତି ଇସାବେ, ପାର୍ତନା ଗରେ ଗାଲା । ତେଇ ସେ ଲାଗି ଲାଗି ତିନ୍ଟା ବିସ୍ରାମ୍ବାରେ ଲକ୍ମନର୍ ସଙ୍ଗ୍ କାତାବାର୍ତା କଲା ।
2 Paulo dirigiu-se a eles, segundo o seu costume, e por três sábados disputou com eles.
3 ଦରମ୍ ସାସ୍ତର୍ ପଡିକରି ବୁଜାଇଲା ଜେ, ମସିଅ ଦୁକ୍ ପାଇବାର୍ ରଇଲା ଆରି ପର୍ମେସର୍ ତାକେ ମଲାତେଇଅନି ଉଟାଇବାର୍ ରଇଲା । ପାଉଲ୍ କଇଲା, “ଜନ୍ ଜିସୁର୍ ବିସଇ ମୁଇ ଜାନାଇଲି, ସେ ଅଇଲାନି ମସିଅ ।”
3 Explicava e demonstrava, à base das Escrituras, que era necessário que Cristo padecesse e ressurgisse dos mortos. E este Cristo é Jesus que eu vos anuncio.
4 ସେମନର୍ ବିତ୍ରେଅନି କେତେ ଲକ୍ ଏଟା ବିସ୍ବାସ୍ କଲାଇ । ପାଉଲ୍ ଆରି ସିଲାର୍ ସଙ୍ଗ୍ ମିସ୍ଲାଇ । ସେନ୍ତି ଡାକ୍ପୁଟା ରଇବା ମାଇଜିମନ୍ ଆରି ପରମେସର୍କେ ପାର୍ତନା କର୍ବା ଗିରିକ୍ ମନର୍ ଗଟେକ୍ ବଡ୍ ଦଲ୍ ମିସା ସେମନର୍ ସଙ୍ଗ୍ ମିସ୍ଲାଇ ।
4 Alguns deles creram e associaram-se a Paulo e Silas, como também uma grande multidão de prosélitos gentios, e não poucas mulheres de destaque.
5 ମାତର୍ କେତେଟା ଜିଉଦିମନ୍ ପାଉଲ୍ ଆରି ସିଲାକେ କୁଟ୍ କରି, କାଇ କାମ୍ ନ କର୍ବା ଅଲ୍ସିଆ ଲକ୍ମନ୍କେ ଏକ୍ଜୁଟ୍ କଲାଇ, ଆରି ଟୁଲିଆଇ, ଗୁଲାଇ ଗଡ୍ ଜାକର୍ ଲକ୍କେ ଉସ୍କାଇ ରିସା କରାଇଲାଇ । ସେମନ୍ ପାଉଲ୍ ଆରି ସିଲାକେ କଜି ଆନ୍ବାକେ ଗଟେକ୍ ଜେସନ୍ ନାଉଁର୍ ଗରେ ଜାଇ, ତାର୍ ଗର୍ ଚପିପାକାଇଲାଇ ।
5 Os judeus, tomados de inveja, ajuntaram alguns homens da plebe e com esta gente amotinaram a cidade. Assaltaram a casa de Jasão, procurando-os para os entregar ao povo.
6 ମାତର୍ ତେଇ ପାଉଲ୍ ଆରି ସିଲା ଡିସତ୍ ନାଇଜେ, ସେମନ୍ ଜେସନ୍ ଆରି ବିନ୍ କେତେଟା ବିସ୍ବାସି ବାଇମନ୍କେ, ଗଡର୍ ନେତାମନର୍ ଲଗେ ଜିକିନେଇ ଆଉଲିଅଇ କଇଲାଇ, “ଏ ଲକ୍ମନ୍ ଚାରିବେଟ୍ତି ଗଣ୍ଡ୍ଗଲ୍ କଲାଇନି ! ଏବେ ଆମର୍ ଗଡେ ମିସା ଆଇଲାଇ ଆଚତ୍
6 Mas como não os achassem, arrastaram Jasão e alguns irmãos à presença dos magistrados, clamando: Estes homens amotinam todo o mundo. Estão agora aqui! E Jasão os acolheu!
7 ଆରି ଏସନ୍ ସେମନ୍କେ ତାର୍ ଗରେ ରକିରଇଲା । ଜିସୁ ନାଉଁ ଦାରି ଆରି ଗଟେକ୍ ରାଜା ଆଚେ ବଲି କଇକରି ସେମନ୍ ଆମର୍ ବଡ୍ ସାସନ୍କାରିଆର୍ ନିୟମ୍ ବାଙ୍ଗ୍ଲାଇନି ।”
7 Todos eles contrariam os decretos de César, proclamando outro rei: Jesus.
8 ଏ କାତା କଇ ସେମନ୍, ଲକ୍ମନ୍କେ ଆରି ସାସନ୍କାରିଆର୍ ବିରଦେ ଆଉଲି ଅଇକରି ବେସି ରିସା କରାଇଲାଇ ଆରି ଗଣ୍ଡ୍ଗଲ୍ କରାଇଲାଇ ।
8 Assim excitavam o povo e os magistrados.
9 ସାସନ୍ କରୁମନ୍ ଜେସନ୍ ଆରି ବିସ୍ବାସିମନର୍ତେଇଅନି ଚାଡ୍ବାକେ, ଜେତ୍କି ଡାବୁ ବାନ୍ଦ୍ବାକେ ରଇଲା, ଲାଁଚ୍ ନେଇକରି ସେମନ୍କେ ଜାମିଲେ ଚାଡିଦେଲାଇ ।
9 E só depois de receberem uma caução de Jasão e dos outros é que os deixaram ir.
10 ରାତି ଅଇଲା ଦାପ୍ରେ, ବିସ୍ବାସି ବାଇମନ୍ ପାଉଲ୍ ଆରି ସିଲାକେ ବେରିଆ ନାଉଁର୍ ଜାଗାଇ ପାଟାଇଦେଲାଇ । ସେମନ୍ ତେଇ କେଟି, ଜିଉଦି ଲକ୍ମନର୍ ପାର୍ତନା ଗରେ ଗାଲାଇ ।
10 Logo que se fez noite, os irmãos enviaram Paulo e Silas para Beréia. Quando ali chegaram, entraram na sinagoga dos judeus.
11 ତେସଲନିର୍ ଜିଉଦିମନର୍ ଟାନେଅନି ବେରିଆର୍ ଜିଉଦିମନ୍ କୁଲାକୁଲି ମନ୍ ରଇବା ଲକ୍ ରଇଲାଇ । ସେମନ୍ ଅଦିକ୍ ମନ୍ଦିଆନ୍ ଦେଇ ସିସ୍ମନର୍ ସିକିଆ ସୁନ୍ଲାଇ । ଆରି ପାଉଲ୍ କଇଲା କାତା, ସତ୍ କି ନାଇ ବଲି ଜାନ୍ବାକେ ସବୁ ଦିନ୍ ଦରମ୍ ସାସ୍ତର୍ ପଡ୍ତେରଇଲାଇ ।
11 Estes eram mais nobres do que os de Tessalônica e receberam a palavra com ansioso desejo, indagando todos os dias, nas Escrituras, se essas coisas eram de fato assim.
12 ସେମନର୍ ବିତ୍ରେଅନି ବେସି ଲକ୍ ବିସ୍ବାସ୍ କଲାଇ । ବେସି ସାଉକାର୍ ଅଇ ସନ୍ମାନ୍ ପାଇବା ଗିରିକ୍ ମାଇଜି ଆରି ଗିରିକ୍ ଲକ୍ମନ୍ ମିସା ବିସ୍ବାସିମନର୍ ସଙ୍ଗ୍ ମିସ୍ଲାଇ ।
12 Muitos deles creram, como também muitas mulheres gregas da aristocracia, e não poucos homens.
13 ମାତର୍ ଜେଡେବଲ୍ ତେସ୍ଲନିର୍ ଜିଉଦିମନ୍ ସୁନ୍ଲାଇ ଜେ ବେରିଆତେଇ ମିସା ପାଉଲ୍ ପରମେସରର୍ ବାକିଅ ଜାନାଇଲାନି, ସେମନ୍ ତେଇ ଆସି ପାଉଲର୍ ବିରଦେ ଗଣ୍ଡ୍ଗଲ୍ କର୍ବାକେ ଲକ୍ମନ୍କେ ଉସ୍କାଇଲାଇ ।
13 Mas os judeus de Tessalônica, sabendo que também em Beréia tinha sido pregada por Paulo a palavra de Deus, foram para lá agitar e sublevar o povo.
14 ସେ ଦାପ୍ରେ ବିସ୍ବାସି ବାଇମନ୍ ପାଉଲ୍କେ ସମ୍ଦୁର୍ ପାଲିବାଟେ ପାଟାଇଦେଲାଇ, ମାତର୍ ସିଲା ଆରି ତିମତି ଦୁଇ ଲକ୍ ବେରିଆଇ ରଇଲାଇ ।
14 Então os irmãos fizeram que Paulo se retirasse e fosse até o mar, ao passo que Silas e Timóteo ficaram ali.
15 ପାଉଲ୍କେ ଡାକିନେବା ଲକ୍ମନ୍, ତାର୍ ସଙ୍ଗ୍ ଆତେନସ୍ ଜାକ ଗାଲାଇ । ତେଇଅନି ସେମନ୍ ବେରିଆଇ ବାଉଡି ଆସି, ସିଲା ଆରି ତିମତିକେ କଇଲାଇ, “ତମ୍କେ ପାଉଲ୍ ବେଗି ମିସ୍ବାକେ କବର୍ ପାଟାଇ ଆଦେସ୍ ଦେଲାଆଚେ ।”
15 Os que conduziam Paulo levaram-no até Atenas. De lá voltaram e transmitiram para Silas e Timóteo a ordem de que fossem ter com ele o mais cedo possível.
16 ସିଲା ଆରି ତିମତିକେ ଆତେନେସ୍ତେଇ ଜାଗି ରଇଲା ବେଲେ, ଗଡ୍ଜାକର୍ ଲକ୍ ପୁଜା କର୍ବା ଦେବ୍ତାମନର୍ ମୁର୍ତିମନ୍ ଦେକି, ପାଉଲର୍ ମନ୍ ବେସି ଉଡୁକ୍ଦୁଡୁକ୍ ଅଇଗାଲା ।
16 Enquanto Paulo os esperava em Atenas, à vista da cidade entregue à idolatria, o seu coração enchia-se de amargura.
17 ସେଟାର୍ପାଇ ସେ ଜିଉଦିମନର୍ ପାର୍ତନା ଗରେ ସେମନର୍ ସଙ୍ଗ୍, ଆରି ପରମେସର୍କେ ପାର୍ତନା କର୍ବା ଜିଉଦି ନଇଲା ଲକ୍ମନର୍ ସଙ୍ଗ୍, ଏ ବିସଇ ସବୁ ଦିନ୍ ଆଲ୍ଚନା କର୍ବାର୍ ଦାର୍ଲା । ଆଟେବାଟେ ଜିବାଆଇବା କର୍ବା ଲକ୍ମନର୍ ସଙ୍ଗ୍ ସେ ବିସଇ ଆଲ୍ଚନା କଲା ।
17 Disputava na sinagoga com os judeus e prosélitos, e todos os dias, na praça, com os que ali se encontravam.
18 କେତେଟା ଏପିକିଉରିଆନ୍ ଆରି ଟଇକ୍ ସିକିଆ ଦେବା ଗୁରୁମନର୍ ସଙ୍ଗ୍ ଦଦାପେଲା ଅଇଲାଇ । ସେମନର୍ ବିତ୍ରେଅନି କେତେ ଲକ୍ କଇଲାଇ, “ଏ ବକୁଆ ବଡ୍ପନିଆ, କାଇଟା କଇବାକେ ଚେସ୍ଟା କଲାନି ?”
18 Alguns filósofos epicureus e estóicos conversaram com ele. Diziam uns: Que quer dizer esse tagarela? Outros: Parece que é pregador de novos deuses. Pois lhes anunciava Jesus e a Ressurreição.
19 ସେଟାର୍ପାଇ ସେମନ୍ ପାଉଲ୍କେ ଦାରି ସେ ନଅରର୍ ବିଚାର୍ କର୍ବା ଜାଗା, ଜନ୍ଟା କି ଏରିଅପାଗସ୍ ତେଇ ଆନ୍ଲାଇ । ଆରି ତେଇ କଇଲାଇ, “ତୁଇ ଜନ୍ ନୁଆ ସିକିଆ ବିସଇ କଇଲୁସ୍ନି, ସେ ବିସଇ ଆମେ ଜାନ୍ବାକେ ମନ୍ କଲୁନି ।”
19 Tomaram-no consigo e levaram-no ao Areópago, e lhe perguntaram: Podemos saber que nova doutrina é essa que pregas?
20 ତୁଇ କଇବା କେତେଟା କାତା ଆମେ ଆଗ୍ତୁ କେବେ ସୁନି ନ ରଇଲୁ । ଆମେ ତାର୍ ଅରତ୍ ଜାନ୍ବାକେ ମନ୍ କଲୁନି ।
20 Pois o que nos trazes aos ouvidos nos parece muito estranho. Queremos saber o que vem a ser isso.
21 କାଇକେବଇଲେ ଆତେନେସର୍ ଲକ୍ ଆରି ତେଇ ରଇବା ବିନ୍ ଦେସର୍ ଲକ୍ମନ୍ ନୁଆ ବିସଇ ସୁନ୍ବାକେ ଆରି କଇବାକେ ବଲ୍ପାଇତେ ରଇଲାଇ । ତେଇ ସେମନ୍ ବେସି ବେଲା ଦେଇତେ ରଇଲାଇ ।
21 Ora {como se sabe}, todos os atenienses e os forasteiros que ali se fixaram não se ocupavam de outra coisa senão a de dizer ou de ouvir as últimas novidades.
22 ପାଉଲ୍ ସେ ଗଡର୍ ସବା ମୁଆଟେ ଟିଆ ଅଇ କଇଲା, ଆତେନିଅର୍ ଲକ୍ମନ୍, ତମେ ସବୁ ଦରମ୍ ଲକ୍ ବଲି ଜାନାପଡ୍ଲାନି ।
22 Paulo, em pé no meio do Areópago, disse: Homens de Atenas, em tudo vos vejo muitíssimo religiosos.
23 କାଇକେବଇଲେ, ମୁଇ ତମର୍ ନଅରେ ବୁଲି ଦେକ୍ଲା ବେଲେ, ତମର୍ ପୁଜା କର୍ବା ଜାଗାମନ୍ ଦେକ୍ଲି । ତେଇ ଗଟେକ୍ ବେଦି ରଇଲା । ଗଟେକ୍ ନ ଜାନ୍ଲା ଦେବ୍ତାକେ, ଲେକାରଇଲାଟା ମିସା ଦେକ୍ଲି । ତମେ ଜାକେ ନାଜାନି ପୁଜାକଲାସ୍ନି । ଏବେ ତାର୍ ବିସଇ ତମ୍କେ ଜାନାଇଲିନି ।
23 Percorrendo a cidade e considerando os monumentos do vosso culto, encontrei também um altar com esta inscrição: A um Deus desconhecido. O que adorais sem o conhecer, eu vo-lo anuncio!
24 ପରମେସର୍ ଦୁନିଆ ଆରି ତେଇ ରଇଲା ସବୁ ବିସଇ ତିଆର୍ କଲା । ସେ ସରଗ୍ ଆରି ଜଗତର୍ ମାପ୍ରୁ । ଲକ୍ମନ୍ ତିଆର୍ କଲା ମନ୍ଦିରେ ରଇବାକେ ମନ୍ ନ କରେ ।
24 O Deus, que fez o mundo e tudo o que nele há, é o Senhor do céu e da terra, e não habita em templos feitos por mãos humanas.
25 ଆମେ ତାର୍ ପାଇ କାମ୍ କରି ତାକେ ଦେଇପାର୍ବୁ ପାରା କାଇଟା ମିସା ସେ ମନ୍ କରେ ନାଇ । କାଇକେବଇଲେ ସେ ସବୁକେ ଜିବନ୍, ପବନ୍ ଆରି ସବୁ ଦର୍କାର୍ ରଇଲାଟା ଦେଲାଆଚେ ।
25 Nem é servido por mãos de homens, como se necessitasse de alguma coisa, porque é ele quem dá a todos a vida, a respiração e todas as coisas.
26 ଗଟେକ୍ ଲକ୍ଅନି ସେ ସବୁ ମୁନୁସ୍ ଜାତିକେ ତିଆର୍ କଲା । ଆରି ତାର୍ ଆଦେସ୍ ଇସାବେ ସେମନ୍ ଦୁନିଆର୍ ବିନ୍ ବିନ୍ ଜାଗାଇ ବାସା ଅଇଲାଇ ଆଚତ୍, ସେଟା ପୁର୍ବେଅନି ପରମେସର୍ ଟିକ୍ କଲାଆଚେ ।
26 Ele fez nascer de um só homem todo o gênero humano, para que habitasse sobre toda a face da terra. Fixou aos povos os tempos e os limites da sua habitação.
27 ତାକର୍ ଆଦେସ୍ ରଇଲା ଜେ ସବୁ ଲକ୍ ତାକେ କଜି କରି ବେଟ୍ ଅଅତ୍ । ମାତର୍ ସତଇସେ ପର୍ମେସର୍ କାର୍ଟାନେଅନି ମିସା ଦୁରିକେ ନାଇ ।
27 Tudo isso para que procurem a Deus e se esforcem por encontrá-lo como que às apalpadelas, pois na verdade ele não está longe de cada um de nós.
28 ଏ ବିସଇ କେକି ଗଟେକ୍ ଲକ୍ କଇଲା ଆଚେ,
28 Porque é nele que temos a vida, o movimento e o ser, como até alguns dos vossos poetas disseram: Nós somos também de sua raça...
29 ଆମେ ପର୍ମେସରର୍ ପିଲାଜିଲା ଅଇଲାର୍ ପାଇ ମୁନୁସ୍ ତିଆର୍ କଲା ସୁନା, ରୁପା ନଇଲେ ପାକ୍ନା ସଙ୍ଗ୍ ତିଆର୍ କଲା ପୁତ୍ଲା, ପରମେସର୍ ରୁପ୍ ବଲି ବାବି ନାପାରୁ ।
29 Se, pois, somos da raça de Deus, não devemos pensar que a divindade é semelhante ao ouro, à prata ou à pedra lavrada por arte e gênio dos homens.
30 ଲକ୍ମନ୍ ପରମେସର୍କେ ଜାନି ନ ରଇଲା ବେଲେ, ସେ ଦସ୍ ଦାରି ନ ରଇଲା, ମାତର୍ ଏବେ ସବୁ ଜାଗାର୍ ସବୁ ଲକ୍ମନ୍କେ, ସେମନର୍ ପାପ୍ ବାଟେଅନି ବାଅଡ୍ବାକେ ଆଦେସ୍ ଦେଲାନି ।
30 Deus, porém, não levando em conta os tempos da ignorância, convida agora a todos os homens de todos os lugares a se arrependerem.
31 ସେ ଗଟେକ୍ ଦିନ୍ ଟିକ୍ କଲା ଆଚେ । ସେ ଦିନେ, ସେ ବାଚିରଇବା ଲକର୍ ସଙ୍ଗ୍ ଗୁଲାଇ ଦୁନିଆର୍ ବିଚାର୍ କର୍ସି । ସେ ଲକ୍ ମଲାଟାନେଅନି ଉଟି ଏ କାତା ସତ୍ ବଲି, ସବୁକେ ଜାନାଇଲା ଆଚେ ।
31 Porquanto fixou o dia em que há de julgar o mundo com justiça, pelo ministério de um homem que para isso destinou. Para todos deu como garantia disso o fato de tê-lo ressuscitado dentre os mortos.
32 ପାଉଲର୍ଟାନେ, ମଲାଟାନେଅନି ଉଟ୍ଲା ବିସଇ ସୁନି ସେମନର୍ ବିତ୍ରେଅନି କେତେ ଲକ୍ ତାକେ କିଜାଇଲାଇ, ମାତର୍ ବିନ୍ ଲକ୍ମନ୍ କଇଲାଇ, “ତମର୍ତେଇଅନି ଆମେ ଆରିତରେକ୍ ଏ ବିସଇ ସୁନ୍ବାକେ ମନ୍ କଲୁନି ।”
32 Quando o ouviram falar de ressurreição dos mortos, uns zombavam e outros diziam: A respeito disso te ouviremos outra vez.
33 ପାଉଲ୍ ସେ ଦିନର୍ ସବାଇ ଅନି ଉଟି ବାରିଗାଲା ।
33 Assim saiu Paulo do meio deles.
34 ଡାୟନିସିଅସ୍ ନାଉଁର୍ ସବାର୍ ଗଟେକ୍ ମେମର୍, ଦାମାରି ନାଉଁର୍ ଗଟେକ୍ ମାଇଜି ଆରି କେତେଟା ଲକ୍, ବିସ୍ବାସ୍ କରି ତାର୍ ସଙ୍ଗ୍ ମିସ୍ଲାଇ ।
34 Todavia, alguns homens aderiram a ele e creram: entre eles, Dionísio, o areopagita, e uma mulher chamada Dâmaris; e com eles ainda outros.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 17, comparar traduções ou montar um estudo — tudo direto pelo WhatsApp.