Atos 12
ସତିଅର୍ ବାଟ୍ (DSO) vs ARC
1 ଏ ବେଲାଇ, ଏରଦ୍ ରାଜା ଜିରୁସାଲେମ୍ ମଣ୍ଡଲିର୍ କେତେକ୍ ବିସ୍ବାସିମନ୍କେ ତାଡ୍ନା ଦେବାର୍ ଦାର୍ଲା ।
1 Por aquele mesmo tempo, o rei Herodes estendeu as mãos sobre alguns da igreja para os maltratar;
2 ଜଅନର୍ ବାଇ ଜାକୁବ୍କେ କାଣ୍ଡା ସଙ୍ଗ୍ ମାରି ମରାଇଲା, ଜାକୁବ୍ ଜଅନର୍ ବଡ୍ ବାଇ ରଇଲା ।
2 e matou à espada Tiago, irmão de João.
3 ଜାକୁବ୍କେ ମରାଇଲାଟା ଜିଉଦିମନ୍କେ ସାର୍ଦା କରାଇଲା । ଏଟା ଦେକି ଏରଦ୍ ପିତର୍କେ ମିସା ବନ୍ଦି କର୍ବାକେ ତିଆର୍ଲା । ଏଟା ଜିଉଦିମନ୍ କମିର୍ ନ ମିସାଇତେ ରୁଟିକର୍ବା ପରବ୍ ବେଲେ ଅଇରଇଲା ।
3 E, vendo que isso agradara aos judeus, continuou, mandando prender também a Pedro. E eram os dias dos asmos.
4 ସଇନମନ୍ ପିତର୍କେ ବାନ୍ଦିକରି ବନ୍ଦିଗରେ ପୁରାଇଲାଇ । ରକିଆ ପାଇବା ପରବର୍ ପଚେ ସବୁ ଲକର୍ ମୁଆଟେ ବିଚାର୍ନା କର୍ବି ବଲି ଏରଦ୍ ବାବି ରଇଲା । ସେଟାର୍ପାଇ ଗଟେକ୍ ଦଲେ ଚାରିଲକ୍ ଲାକା ଅଇ, ଚାରିଟା ଦଲ୍କରି ସନିଅମନ୍ ତାକେ ଜାଗିରଇଲାଇ ।
4 E, havendo-o prendido, o encerrou na prisão, entregando- o a quatro quaternos de soldados, para que o guardassem, querendo apresentá-lo ao povo depois da Páscoa.
5 ପିତର୍ ବନ୍ଦିଗରେ ରଇଲାବେଲେ ଜିରୁସାଲେମେ ରଇବା ମଣ୍ଡଲିର୍ ବିସ୍ବାସିମନ୍ ଗଟେକ୍ ଅଇକରି ତାର୍ପାଇ ପର୍ମେସର୍କେ ପାର୍ତନା କର୍ତେରଇଲାଇ ।
5 Pedro, pois, era guardado na prisão; mas a igreja fazia contínua oração por ele a Deus.
6 ଜନ୍ ଦିନେ ଏରଦ୍ ପିତର୍କେ ଲକ୍ମନର୍ ମୁଆଟେ ଆନ୍ବାକେ କାତା ଦେଇରଇଲା, ତାର୍ ଆଗ୍ତୁର୍ ରାତି ପିତର୍ ବନ୍ଦିଗରେ ଦୁଇଟା ଜାଗୁଆଲ୍ମନର୍ ମଜାଇ ସଇରଇଲା । ତାକେ ସନିଅମନର୍ ମିସ୍ତେ ଦୁଇଟା ଆତେ ଦୁଇଟା ସିକ୍ଲି ସଙ୍ଗ୍ ବାନ୍ଦିରଇଲାଇ । ଆରି ଜାଗୁଆଲ୍ମନ୍ ବନ୍ଦିଗରର୍ ଦୁଆରେ ଜାଗିରଇଲାଇ ।
6 E, quando Herodes estava para o fazer comparecer, nessa mesma noite, estava Pedro dormindo entre dois soldados, ligado com duas cadeias, e os guardas diante da porta guardavam a prisão.
7 ସେ ଦାପ୍ରେ, ଏଦେ ଦେକା ! ମାପ୍ରୁର୍ ଗଟେକ୍ ଦୁତ୍ ଆସି ପିତରର୍ ମୁଆଟେ ଟିଆଅଇଲା ଆରି ଗୁଲାଇ ବାକ୍ରା ଉଜଲ୍ ଅଇଗାଲା । ସରଗର୍ ଦୁତ୍ ପିତର୍କେ କନ୍ଦେ ଦାରି ଚୁଲ୍ବୁଲାଇଲା ଆରି ସଇଲାଟାନେଅନି ଉଟାଇକରି କଇଲା “ଦାପ୍ରେ ଉଟ୍ !” ଉଟ୍ଲା ଦାପ୍ରେ ବାନ୍ଦି ଅଇରଇଲା ସିକ୍ଲି କୁସ୍ଲିଗାଲା ।
7 E eis que sobreveio o anjo do Senhor, e resplandeceu uma luz na prisão; e, tocando a Pedro no lado, o despertou, dizendo: Levanta-te depressa! E caíram-lhe das mãos as cadeias.
8 ତାର୍ପଚେ ଦୁତ୍ କଇଲା, “ଆଁଟାଇ ତୁଆଲ୍ ବାନ୍ଦିଅ ଆରି ପାଣ୍ଡଇ ପିନ୍ଦ୍ ।” ପିତର୍ ସେନ୍ତି କଲା ପଚେ ଦୁତ୍ କଇଲା, “ଚାଦର୍ ଡାବିଅଇକରି ମର୍ ସଙ୍ଗ୍ ଆଉ ।”
8 E disse-lhe o anjo: Cinge-te e ata as tuas sandálias. E ele o fez assim. Disse-lhe mais: Lança às costas a tua capa e segue-me.
9 ପିତର୍ ଦୁତର୍ ପଚେ ପଚେ ବନ୍ଦିଗରେ ଅନି ବାରଇ ଆଇଲା । ଦୁତ୍ ଜନ୍ଟା କର୍ତେରଇଲା, ସେଟା ସତ୍ କି ନଏଁ ବଲି ଜାନି ନାପାର୍ତେରଇଲା । “ଏଟା ଗଟେକ୍ ଦର୍ସନ୍ ଦେକ୍ଲିନି ।” ବଲି ବାବ୍ତେରଇଲା ।
9 E, saindo, o seguia. E não sabia que era real o que estava sendo feito pelo anjo, mas cuidava que via alguma visão.
10 ସେମନ୍ ଜାଗୁଆଲ୍ମନ୍ ରଇବା ଦୁଇଟା ଜାଗା ଜିତିକରି ପଚେ ନଅରେ ପୁର୍ବା ଲୁଆ କାପାଟ୍ ରଇବା ଲଗେ ଆଇଲାଇ । ତାକର୍ପାଇ ଲୁଆ କାପାଟ୍ ତାର୍ମନ୍କେସେ ଉଗାଡିଅଇଗାଲା ଆରି ସେମନ୍ ବାରଇ ଉଟିଆଇଲାଇ । ସେମନ୍ ବାଟେ ଇଣ୍ଡୁ ଇଣ୍ଡୁ ଅଟାତ୍ ସରଗର୍ ଦୁତ୍ ପିତର୍କେ ଚାଡି ମାୟା ଅଇଗାଲା । ବନ୍ଦି ଗରର୍ କତିଟାନେ ସିକ୍ଲି ସଙ୍ଗଇଆଚତ୍|alt="Chains embedded in prison wall" src="hk00204c.tif" size="col" copy="Horace Knowles ©" ref="୧୨:୭"
10 E, quando passaram a primeira e a segunda guarda, chegaram à porta de ferro que dá para a cidade, a qual se lhes abriu por si mesma; e, tendo saído, percorreram uma rua, e logo o anjo se apartou dele.
11 ତାର୍ପଚେ ଜାଇଟା ଗଟିରଇଲା, ସେଡ୍କିବେଲେ ତାକେ କାଇଟା ଅଇରଇଲା, ସେଟା ପିତର୍ ଜାନିପାରି କଇଲା, “ଏଟା ସତ୍ ବଲି ମୁଇ ଜାନିଆଚି । ଏରଦର୍ ଟାନେଅନି ଆରି ଜିଉଦି ଲକ୍ମନ୍ ଜାଇଟା ଗଟ୍ସି ବଲି ଆସା କରିରଇଲାଇ, ତେଇଅନି ମକେ ରକିଆ କର୍ବାକେ ମାପ୍ରୁ ସରଗର୍ ଦୁତ୍କେ ପାଟାଇରଇଲା ।”
11 E Pedro, tornando a si, disse: Agora, sei, verdadeiramente, que o Senhor enviou o seu anjo e me livrou da mão de Herodes e de tudo o que o povo dos judeus esperava.
12 ନିଜର୍ ବିସଇ ଜାନିକରି ସେ ଜଅନ୍ ମାର୍କର୍ ଆୟା ମରିୟମର୍ ଗରେ ଗାଲା । ତେଇ ବେସି ବିସ୍ବାସିମନ୍ ରୁଣ୍ଡିକରି ପିତରର୍ ପାଇ ପାର୍ତନା କର୍ତେ ରଇଲାଇ ।
12 E, considerando ele nisso, foi à casa de Maria, mãe de João, que tinha por sobrenome Marcos, onde muitos estavam reunidos e oravam.
13 ପିତର୍ ବାଇରର୍ କାପାଟେ ଟକ୍ଟକ୍ କରି ମାର୍ଲାକେ, ରଦା ନାଉଁର୍ ଗଟେକ୍ ଗତିଦାଙ୍ଗ୍ଡି କାପାଟ୍ ଉଗାଡ୍ବାକେ ଆଇଲା ।
13 E, batendo Pedro à porta do pátio, uma menina chamada Rode saiu a escutar.
14 ପିତରର୍ କଁଟ୍ସର୍ ଜାନିପାରି ସେ ଏତେକ୍ ସାର୍ଦା ଅଇଲା ଜେ କାପାଟ୍ ନ ଉଗାଡି ବିତ୍ରେ ପାଲାଇକରି ତେଇର୍ ବିସ୍ବାସିମନ୍କେ କଇଲା, “ପିତର୍ ବାଇରେ ଟିଆଅଇଲା ଆଚେ ।”
14 E, conhecendo a voz de Pedro, de alegria não abriu a porta, mas, correndo para dentro, anunciou que Pedro estava à porta.
15 ସେମନ୍ ତାକେ କଇଲାଇ, “ତୁଇ ବାୟାଅଇଲୁସ୍ନି ! ମାତର୍ ‘ଏଟା ସତ୍ ।’ ବଲି ସେ ଡାଟ୍ ସଙ୍ଗ୍ କଇଲାଗ୍ଲାକେ, ସେମନ୍ ଏଟା ତାର୍ ଦୁତ୍ କାଇକି,” ବଲି ବାବ୍ଲାଇ ।
15 E disseram-lhe: Estás fora de ti. Mas ela afirmava que assim era. E diziam: É o seu anjo.
16 ପିତର୍ ତର୍କେ ତର୍ କାପାଟେ ମାର୍ତେ ରଇଲା । ସାରାସାରି ସେମନ୍ କାପାଟ୍ ଉଗାଡି ତାକେ ଦେକି କାବାଅଇଗାଲାଇ ।
16 Mas Pedro perseverava em bater, e, quando abriram, viram-no e se espantaram.
17 ସେ ଆତ୍ ସାଗିଆକରି ସେମନ୍କେ ଚିମ୍ରା ଅଇବାକେ କଇଲା । ଆରି ମାପ୍ରୁ କେନ୍ତି ତାକେ ବନ୍ଦି ଗରେଅନି ବାର୍କରାଇ ଆନ୍ଲା, ସେ ବିସଇ ସେମନ୍କେ କଇଲା । ତାର୍ ପଚେ ଏ ସବୁ କାତା ଜାକୁବ୍ ଆରି ବିନ୍ ସବୁ ବାଇମନ୍କେ ଜାନାଆ ବଲି କଇଲା । ପଚେ ସେ ତେଇଅନି ବିନ୍ବାଟେ ଉଟିଗାଲା ।
17 E, acenando-lhes ele com a mão para que se calassem, contou-lhes como o Senhor o tirara da prisão e disse: Anunciai isto a Tiago e aos irmãos. E, saindo, partiu para outro lugar.
18 ସାକାଲ୍ ପାଇଲାକେ “ପିତର୍ କେନେଗାଲା ?” ବଲି ଜାଗୁଆଲ୍ମନ୍ କିଲ୍ବିଲ୍ ଅଇଗାଲାଇ ।
18 E, sendo já dia, houve não pouco alvoroço entre os soldados sobre o que seria feito de Pedro.
19 ଏରଦ୍ ଏଟା ସୁନିକରି ପିତର୍କେ କଜ୍ବାକେ ତାର୍ ସନିଅମନ୍କେ ଆଦେସ୍ ଦେଲା । ମାତର୍ ସେମନ୍ ତାକେ ମିଲାଇ ନାପାର୍ଲାଇ । ତେବେ ସାରାସାରି ଜାଗୁଆଲ୍ମନ୍କେ ପାଚାର୍ଲା । କେନ୍ତି ଏଟା ଅଇଲାଟା କଇନାପାର୍ଲାକେ ସେମନ୍କେ ମରନର୍ ଡଣ୍ଡ୍ ଦେବାକେ ଆଦେସ୍ ଦେଲା ।
19 E, quando Herodes o procurou e o não achou, feita inquirição aos guardas, mandou-os justiçar. E, partindo da Judeia para Cesareia, ficou ali.
20 ସେ ବେଲାଇ ଏରଦ୍ ସର୍ ଆରି ସିଦନର୍ ଲକ୍ମନ୍କେ ବେସି ରିସା ଅଇରଇଲା । ସେଟାର୍ ପାଇ ତେଇର୍ ଲକ୍ମନ୍ ଗଟେକ୍ ଦଲ୍, ତାକେ ବେଟ୍ ଅଇବାକେ ଗାଲାଇ । ପର୍ତୁମ୍ ସେମନ୍ ରାଜା ସଇବା ଗର୍ ଦାଇତେ ରଇଲା ବାଲସ୍ଟସ୍କେ ବୁଜାଇ, ତାର୍ ସାଇଜ ପାଇଲାଇ । ତାର୍ ପଚେ ସେମନ୍ ଏରଦର୍ ଲଗେ ଜାଇ ସାନ୍ତିସଙ୍ଗ୍ ରଉଁ ବଲି କାତା ଅଇଲାଇ, କାଇକେ ବଇଲେ ଏରଦର୍ ରାଇଜେଅନି ସେମନର୍ ଦେସେ କାଇବା ଜିନିସ୍ ଜାଇତେରଇଲା ।
20 E ele estava irritado com os de Tiro e de Sidom; mas estes, vindo de comum acordo ter com ele e obtendo a amizade de Blasto, que era o camarista do rei, pediam paz, porquanto o seu país se abastecia do país do rei.
21 ଜନ୍ ଦିନେ ଏରଦର୍ ସଙ୍ଗ୍ ସେମନ୍ ବେଟ୍ ଅଇବାକେ ଟିକ୍ କରିରଇଲାଇ, ସେ ରାଜାମନ୍ ପିନ୍ଦ୍ବା ବସ୍ତର୍ ପିନ୍ଦ୍ଲା ଆରି ତାର୍ ବସ୍ବା ଜାଗାଇ ବସି ଲକ୍ମନ୍କେ ଗଟେକ୍ ବାସନ୍ ଦେଲା ।
21 E, num dia designado, vestindo Herodes as vestes reais, estava assentado no tribunal e lhes dirigiu a palavra.
22 ସୁନ୍ବା ଲକ୍ମନ୍ ଆଉଲିଅଇଲାଇ, “ଜେ କାତା ଅଇଲାନି, ସେ ଲକ୍ ନଏଁ, ମାତର୍ ପର୍ମେସର୍ !”
22 E o povo exclamava: Voz de Deus, e não de homem!
23 “ମୁଇ ପର୍ମେସର୍ ନଇ,” ବଲି କଏ ନାଇକେ ଦାପ୍ରେ ମାପ୍ରୁର୍ ଦୁତ୍ ଏରଦ୍କେ ରଗି କରାଇଲା । ସେଟାର୍ପାଇ ତାର୍ ଗୁଲାଇଗାଗଡ୍ କିଡା କାଇଲାଇ ଆରି ମରିଗାଲା ।
23 No mesmo instante, feriu-o o anjo do Senhor, porque não deu glória a Deus; e, comido de bichos, expirou.
24 ଏ ବେଲାଇ ବିସ୍ବାସିମନ୍ ପର୍ମେସରର୍ ବାକିଅ ସୁନ୍ଲାଇ ଆରି ବିସ୍ବାସ୍ କର୍ବା ଲକ୍ମନ୍ ବଡିଗାଲାଇ ।
24 E a palavra de Deus crescia e se multiplicava.
25 ଜିଉଦା ଦେସର୍ ବିସ୍ବାସିମନ୍କେ ଡାବୁ ଦେଇ ସାରାଇକରି ବର୍ନବା ଆରି ସାଉଲ୍, ଆନ୍ଟିଅକିଆଇ ଆଇଲାଇ । ଜଅନ୍ ଆରି ମାର୍କକେ ମିସା ସେମନ୍ ସଙ୍ଗ୍ ନେଇ ଜିରୁସାଲମେ ବାଅଡ୍ଲାଇ ।
25 E Barnabé e Saulo, havendo terminado aquele serviço, voltaram de Jerusalém, levando também consigo a João, que tinha por sobrenome Marcos.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 12, comparar traduções ou montar um estudo — tudo direto pelo WhatsApp.