Atos 11
ସତିଅର୍ ବାଟ୍ (DSO) vs ACF
1 ଜିଉଦି ନଇଲା ଲକ୍ମନ୍ ମିସା ପର୍ମେସରର୍ ବାକିଅ ନାମି ଆଚତ୍ ବଲି ପେରିତ୍ ସିସ୍ମନ୍ ଆରି ଜିଉଦା ରାଇଜର୍ ବିନ୍ ବିସ୍ବାସି ବାଇମନ୍ ସୁନ୍ଲାଇ ।
1 E ouviram os apóstolos, e os irmãos que estavam na Judéia, que também os gentios tinham recebido a palavra de Deus.
2 ପିତର୍ କାଇସେରିଆ ଅନି ଜିରୁସାଲାମ୍ ଗାଲା । ଜିଉଦି ନଇଲା ଲକ୍ମନ୍କେ ସୁନତ୍ କରୁ ବଲି କଇବା ଲକ୍ମନ୍ ତାକେ ବାକାନିକରି କଇଲାଇ,
2 E, subindo Pedro a Jerusalém, disputavam com ele os que eram da circuncisão,
3 “ତୁଇ ଜିଉଦି ନଇଲା ଗରେ, ଅବ୍କା ଗତିଆଅଇ ଜାଉସ୍ ନାଇ, ତେଇ କାଇଲୁସ୍ ମିସା ।”
3 Dizendo: Entraste em casa de homens incircuncisos, e comeste com eles.
4 ମାତର୍ ମୁଲେଅନି କର୍ନିଲିଅକେ କାଇକାଇଟା ଗଟିରଇଲା, ସେଟା ବୁଜାଇବାକେ ପିତର୍ କଇଲା ।
4 Mas Pedro começou a fazer-lhes uma exposição por ordem, dizendo:
5 “ମୁଇ ଜପା ନାଉଁର୍ ନଅରେ ପାର୍ତନା କର୍ବା ବେଲେ ଗଟେକ୍ ଦର୍ସନ୍ ଦେକ୍ଲି । ଗଟେକ୍ ବଡେଟା ଚାଦର୍ ଚାରିକନେ ଡର୍ସଙ୍ଗ୍ ବାନ୍ଦି ଜୁଲାଇଅଇ ଆକାସେଅନି ଉତର୍ଲା ଆରି ସେଟା ମର୍ଲଗେ ଅଟକ୍ଲା ।”
5 Estando eu orando na cidade de Jope, tive, num arrebatamento dos sentidos, uma visão; via um vaso, como um grande lençol que descia do céu e vinha até junto de mim.
6 ସେ ବିତ୍ରେ, ଗରେପସ୍ବା ପସୁ, ଡଙ୍ଗ୍ରେ ରଇବା ପସୁ, ରାଙ୍ଗି ବୁଲ୍ବାଟାମନ୍ ଆରି ବିନ୍ ବିନ୍ ରକାମର୍ ଚଡଇମନ୍ ରଇଲାଟା ନିକକରି ଦେକ୍ଲି ।
6 E, pondo nele os olhos, considerei, e vi animais da terra, quadrúpedes, e feras, e répteis e aves do céu.
7 ତାର୍ପଚେ ଗଟେକ୍ କଁଟ୍ ସୁନ୍ଲି, “ପିତର୍ ! ଉଟ୍, ମାରିକରି କାଆ ।”
7 E ouvi uma voz que me dizia: Levanta-te, Pedro; mata e come.
8 ମାତର୍ ମୁଇ କଇଲି, “ନାଇ ମାପ୍ରୁ ! ମୁଲ୍କେ ନିଚି ! ଆମର୍ ଜିଉଦିମନର୍ ନିୟମ୍ ମନାକରିରଇବା ଇସାବେ, ଏବେ ଜାକ କାଇମିସା ମାଉଁସ୍ ଟଣ୍ଡେ ଚିଆଇ ନାଇତା ।”
8 Mas eu disse: De maneira nenhuma, Senhor; pois, nunca em minha boca entrou coisa alguma comum ou imunda.
9 ସର୍ଗେଅନି ଆରିତରେକ୍ ଏ କଁଟ୍ ଆଇଲା, “ପରମେସର୍ କାଇଟା ଆଲେ କାଇ ଅଇସି ବଲି କଇଲେ ସେଟା ନିଚ୍ବାର୍ ନାଇ ।”
9 Mas a voz respondeu-me do céu segunda vez: Não chames tu comum ao que Deus purificou.
10 ଏନ୍ତାରି ତିନ୍ତର୍ ଅଇଲା ପଚେ, ସେ ଜଁତ୍ମନ୍ ରଇଲାଟା ସଙ୍ଗ୍ ସେ ଚାଦର୍ ସରଗ୍ ଉପ୍ରେ ଜିକିନେଲାଇ ।
10 E sucedeu isto por três vezes; e tudo tornou a recolher-se ao céu.
11 ସମାନ୍ ବେଲାଇସେ, କର୍ନିଲିଅ ପାଟାଇଲା ତିନ୍ ଲକ୍ ସିସେରିଆଇ ଅନି ମୁଇ ରଇବା ଗରେ ଆସି କେଟ୍ଲାଇ ।
11 E eis que, na mesma hora, pararam, junto da casa em que eu estava, três homens que me foram enviados de Cesaréia.
12 ଦୁଇମନିଆ ନ ଅଇ ସେମନର୍ ସଙ୍ଗ୍ ଜିବାକେ ମକେ ସୁକଲ୍ଆତ୍ମା ଚାଲ୍ନା ଦେଲା । ଜପାରର୍ ଏ ଚଅଟା ବିସ୍ବାସି ବାଇମନ୍ ମିସା ମର୍ ସଙ୍ଗ୍ ସିସେରିଆଇ ଗାଲାଇ ଆରି ଆମେ ସବୁ ଲକ୍ କର୍ନେଲିଅର୍ ଗରେ କେଟ୍ଲୁ ।
12 E disse-me o Espírito que fosse com eles, nada duvidando; e também estes seis irmãos foram comigo, e entramos em casa daquele homem;
13 ତାର୍ ଗରେ ସେ କେନ୍ତି ସରଗ୍ ଦୁତର୍ ଦର୍ସନ୍ ପାଇରଇଲା, ସେ ବିସଇ ଆମ୍କେ ଜାନାଇଲା । ସରଗ୍ ଦୁତ୍ ତାକେ ଏନ୍ତି କଇରଇଲା, ଜପାତେଇ ରଇବା ପିତର୍କେ, ତାର୍ ଆରି ଗଟେକ୍ ନାଉଁ ଅଇଲାନି ସିମନ୍, ତାକେ ଇତି ଡାକି ଆନ୍ବାକେ ଲକ୍ ପାଟା ।
13 E contou-nos como vira em pé um anjo em sua casa, e lhe dissera: Envia homens a Jope, e manda chamar a Simão, que tem por sobrenome Pedro,
14 ସେ ଆସି ତମ୍କେ ସିକିଆ ଦେଇସି ଆରି ସିତିଅନି ତମ୍କେ ଆରି ତମର୍ ଗରର୍ ଲକ୍କେ ପର୍ମେସର୍ ରକିଆ କର୍ସି ।
14 O qual te dirá palavras com que te salves, tu e toda a tua casa.
15 ଆରି ମୁଇ ଜେଡେବଲ୍ ସିକିଆଦେବାର୍ ଆରାମ୍ କଲି, ଆଗେ ସୁକଲ୍ ଆତ୍ମା ଜେନ୍ତାରି ଆମର୍ ଉପ୍ରେ ଡାବିଅଇରଇଲା, ସେନ୍ତାରି ସେମନର୍ ଉପ୍ରେ ଡାବିଅଇଲା ।
15 E, quando comecei a falar, caiu sobre eles o Espírito Santo, como também sobre nós ao princípio.
16 ତାର୍ପଚେ ମୁଇ ମାପ୍ରୁର୍ ଏ ବାକିଅ ଏତାଇଲି, ଜଅନ୍ ତମ୍କେ ପାନି ସଙ୍ଗ୍ ଡୁବନ୍ ଦେଲା, ମାତର୍ ପର୍ମେସର୍ ତମ୍କେ ସୁକଲ୍ଆତ୍ମାଇ ଡୁବନ୍ ଦେଇସି ।
16 E lembrei-me do dito do Senhor, quando disse: João certamente batizou com água; mas vós sereis batizados com o Espírito Santo.
17 “ଏଟା ପୁରାପୁରନ୍ ସତ୍ ଜେ, ଆମେ ମାପ୍ରୁ ଜିସୁକିରିସ୍ଟକେ ବିସ୍ବାସ୍ କଲାକେ ପରମେସର୍ ଆମ୍କେ ଜନ୍ ଦାନ୍ ଦେଲାଆଚେ, ଜିଉଦିନଇଲା ଲକ୍ମନ୍କେ ମିସା ସେ ଦାନ୍ ଦେଲା ଆଚେ । ଜଦି ପର୍ମେସର୍ ମନ୍ କର୍ସି ବଇଲେ, ମୁଇ କେ ଜେ ପରମେସରର୍ ଏ କାମ୍ ଅଟ୍କାଇବି !”
17 Portanto, se Deus lhes deu o mesmo dom que a nós, quando havemos crido no Senhor Jesus Cristo, quem era então eu, para que pudesse resistir a Deus?
18 ଜିଉଦି ବିସ୍ବାସିମନ୍ ଏଟା ସୁନ୍ଲା ପଚେ ଆରି ନ ବାକାନିକରି ପର୍ମେସର୍କେ ଡାକ୍ପୁଟା କଲାଇ, “ସେନ୍ତାର୍ ଆଲେ ଜିଉଦିନଇଲା ଲକ୍ମନ୍କେ ମିସା ପାପ୍ କଲାଟା ମାନିଅଇକରି ନ ସାର୍ବା ଜିବନ୍ ପାଇବାକେ ସେ ସୁଜଗ୍ ଦେଲାଆଚେ ।”
18 E, ouvindo estas coisas, apaziguaram-se, e glorificaram a Deus, dizendo: Na verdade até aos gentios deu Deus o arrependimento para a vida.
19 ଜିରୁସାଲେମର୍ ଲକ୍ମନ୍ ତିପାନ୍କେ ମରାଇଲାପଚେ ବିସ୍ବାସିମନ୍କେ ତାଡ୍ନା ଦେଲାଇ । ତେଇଅନି କେତେଲକ୍ ଚିନ୍ବିନ୍ ଅଇଗାଲାଇ । ସେମନ୍, ପିନିସିଆ, ସାଇପରସ୍ ଆରି ଆନ୍ଟିଅକ୍ ଟାନେ ଜାଇ ଅବ୍କା ଜିଉଦିମନ୍କେସେ ସୁବ୍ କବର୍ ଜାନାଇଲାଇ ।
19 E os que foram dispersos pela perseguição que sucedeu por causa de Estêvão caminharam até à Fenícia, Chipre e Antioquia, não anunciando a ninguém a palavra, senão somente aos judeus.
20 ମାତର୍ କେତେଟା ସାଇପରସ୍ ଆରି କୁରିନିୟର୍ ବିନ୍ ବିସ୍ବାସିମନ୍, ଆନ୍ଟିଅକେ ଜାଇ ଜିଉଦି ନଇଲା ଲକ୍ମନର୍ତେଇ ଜିସୁ ମାପ୍ରୁର୍ ସୁବ୍ କବର୍ ଜାନାଇଲାଇ ।
20 E havia entre eles alguns homens chíprios e cirenenses, os quais entrando em Antioquia falaram aos gregos, anunciando o Senhor Jesus.
21 ପରମେସରର୍ ବପୁ ସେମନର୍ ସଙ୍ଗ୍ ରଇଲା ଆରି ବେସି ଲକ୍ ବିସ୍ବାସ୍ କରି ମାପ୍ରୁର୍ ବାଟେ ମନ୍ ବାଉଡାଇଲାଇ ।
21 E a mão do Senhor era com eles; e grande número creu e se converteu ao Senhor.
22 ଆନ୍ଟିୟକିଆଇ ବେସି ଲକ୍ ଜିସୁର୍ଟାନେ ବିସ୍ବାସ୍ କଲାଇନି ବଲି ଜିରୁସାଲେମର୍ ମଣ୍ଡଲିମନ୍ ସୁନ୍ଲାଇ । ଆରି ସେମନ୍ ବର୍ନବାକେ ଆନ୍ଟିୟକିଆଇ ପାଟାଇଲାଇ ।
22 E chegou a fama destas coisas aos ouvidos da igreja que estava em Jerusalém; e enviaram Barnabé a Antioquia.
23 ବର୍ନବା ତେଇ କେଟିକରି ପର୍ମେସର୍ ସେ ଲକ୍ମନ୍କେ କେନ୍ତି ଆସିର୍ବାଦ୍ କଲାଆଚେ, ସେଟା ଦେକି ସାର୍ଦା ଅଇଲା । ଆରି ମନ୍ପରାନ୍ ଦେଇକରି ମାପ୍ରୁକେ ବିସ୍ବାସ୍ କରି ଚଲାଚଲ୍ତି କର୍ବାକେ ସେମନ୍କେ ସିକିଆ ଦେଇ ସାର୍ଦା କଲା ।
23 O qual, quando chegou, e viu a graça de Deus, se alegrou, e exortou a todos a que permanecessem no Senhor, com propósito de coração;
24 ବର୍ନବା ସୁକଲ୍ଆତ୍ମାଇ ଆରି ବିସ୍ବାସେ ପୁରୁନ୍ ଅଇ ରଇବା ଗଟେକ୍ ଦରମ୍ ଲକ୍ ରଇଲା । ସେ କବର୍ ଜାନାଇଲାକେ ବେସି ଲକ୍ ମାପ୍ରୁର୍ ଲଗେ ଆଇଲାଇ ।
24 Porque era homem de bem e cheio do Espírito Santo e de fé. E muita gente se uniu ao Senhor.
25 ତାର୍ ପଚେ ବର୍ନବା ସାଉଲ୍କେ କଜ୍ବାକେ ତାର୍ସସ୍ ଜାଗାଇ ଗାଲା ।
25 E partiu Barnabé para Tarso, a buscar Saulo; e, achando-o, o conduziu para Antioquia.
26 ତେଇ ତାକେ ବେଟ୍ପାଇ ବର୍ନବା ଆନ୍ଟିଅକେ ଡାକି ଦାରିଆଇଲା । ପୁରା ଗଟେକ୍ ବରସ୍ ଜାକ ବର୍ନବା ଆରି ସାଉଲ୍ ତେଇ ମଣ୍ଡଲିର୍ ବିସ୍ବାସିମନର୍ ସଙ୍ଗ୍ ମିସି, ଲକ୍ମନ୍କେ ସିକିଆ ଦେଲାଇ । ଏ ଆନ୍ଟିଅକର୍ ବିସ୍ବାସିମନ୍କେସେ ଲକ୍ମନ୍ ସିଗ୍ ପର୍ତୁମ୍ କିରିସ୍ଟାନ୍ ବଲି କଇରଇଲାଇ ।
26 E sucedeu que todo um ano se reuniram naquela igreja, e ensinaram muita gente; e em Antioquia foram os discípulos, pela primeira vez, chamados cristãos.
27 ସେବେଲାଇ କେତେଟା ବବିସତ୍ବକ୍ତାମନ୍ ଜିରୁସାଲମେଅନି ଆନ୍ଟିଅକେ ଆଇଲାଇ ।
27 E naqueles dias desceram profetas de Jerusalém para Antioquia.
28 ସେମନର୍ ବିତ୍ରେଅନି ଆଗାବ୍ ନାଉଁର୍ ଗଟେକ୍ ଲକ୍ ଆତ୍ମାର୍ ବପୁ ସଙ୍ଗ୍ ପୁରୁନ୍ ଅଇ, ଗୁଲାଇ ଦେସେ ଗଟେକ୍ ବଡ୍ ମର୍ଡି ଅଇସି ବଲି ବବିସତ୍ କାତା ସୁନାଇ ରଇଲା । ଏଟା ବଡ୍ ସାସନ୍କାରିଆ କଲ୍ଡିୟ ରମ୍ଦେସେ ସାସନ୍ କଲାବେଲେ ଗଟି ରଇଲା ।
28 E, levantando-se um deles, por nome Ágabo, dava a entender pelo Espírito, que haveria uma grande fome em todo o mundo, e isso aconteceu no tempo de Cláudio César.
29 ଆନ୍ଟିକିଅର୍ ସିସ୍ମନ୍ ଜିଉଦାଇ ରଇଲା ବିସ୍ବାସି ବାଇମନ୍କେ ତାକର୍ ପାର୍ଲା ଏତ୍କି ଡାବୁ ପାଟାଇବାକେ ଟିକ୍ କଲାଇ ।
29 E os discípulos determinaram mandar, cada um conforme o que pudesse, socorro aos irmãos que habitavam na Judéia.
30 ସେମନ୍ ଡାବୁ ଜମାଇକରି ବର୍ନବା ଆରି ସାଉଲର୍ ଆତେ, ମଣ୍ଡଲିର୍ ପାର୍ଚିନ୍ମନର୍ ଲଗେ ପାଟାଇ ଦେଲାଇ ।
30 O que eles com efeito fizeram, enviando-o aos anciãos por mão de Barnabé e de Saulo.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 11, comparar traduções ou montar um estudo — tudo direto pelo WhatsApp.