Atos 10
ସତିଅର୍ ବାଟ୍ (DSO) vs NVT
1 କାଇସରିଆ ଅନି କର୍ନିଲିଅ ନାଉଁର୍ ଗଟେକ୍ ଲକ୍ ରଇଲା । ସେ, ଇଟାଲି ଅନି ଆଇବା ଗଟେକ୍ ବଡ୍ ଦଲର୍ ରମିୟ ସନିଅମନର୍, ନେତା ରଇଲା ।
1 Morava em Cesareia um oficial do exército romano chamado Cornélio, capitão do Regimento Italiano.
2 ସେ ଗଟେକ୍ ଦରମ୍ ଲକ୍ ରଇଲା । ସେ ଆରି ତାକର୍ ଗରର୍ ଲକ୍ମନ୍ ସବୁ ପର୍ମେସର୍କେ ଉପାସନା କର୍ତେ ରଇଲାଇ । ସେ ରକିଦୁକି ଜିଉଦିମନ୍କେ ବେସି ଉପ୍କାର୍ କର୍ତେ ରଇଲା । ଆରି ଜେଡେବେଲ୍ ମିସା ପର୍ମେସର୍କେ ପାର୍ତନା କର୍ତେ ରଇଲା ।
2 Era um homem devoto e temente a Deus, como era também toda a sua família. Dava aos pobres esmolas generosas e sempre orava ao Senhor.
3 ଦିନେକ୍ ଆଡ୍ବେଲାର୍ ତିନ୍ଟା ବେଲେ କର୍ନିଲିଅ ପାର୍ତନା କଲାବେଲେ, ଗଟେକ୍ ଦର୍ସନ୍ ପାଇଲା । ତେଇ ପର୍ମେସରର୍ ଦୁତ୍ ଆସି ତାକେ “କର୍ନିଲିଅ !” ବଲି ଡାକ୍ବାଟା ନିକ ସଙ୍ଗ୍ ଦେକ୍ଲା ।
3 Certa tarde, por volta das três horas, teve uma visão na qual viu um anjo de Deus vir em sua direção e dizer: “Cornélio!”.
4 ସେ ଡରିକରି ସରଗର୍ ଦୁତ୍ବାଟେ ଦେକିକରି କଇଲା, “କାଇଟା ବଲି କଇଲୁସ୍ନି ମାପ୍ରୁ ?”
4 Temeroso, Cornélio olhou fixamente para o anjo e perguntou: “Que é, senhor?”. E o anjo respondeu: “Suas orações e esmolas subiram até Deus, e ele as guarda na memória.
5 ଏବେ ସିମନ୍ ପିତର୍ ନାଉଁର୍ ଗଟେକ୍ ଲକ୍କେ ଇତି ଡାକି ଆନ୍ବାକେ, ଜପାଇ ଲକ୍ ପାଟାଆ ।
5 Agora, envie alguns homens a Jope e mande buscar Simão, também chamado Pedro.
6 ସେ ସମ୍ଦୁର୍ କଣ୍ଡି ବାସାଅଇରଇବା ସିମନ୍ ନାଉଁର୍ ଗଟେକ୍, ପସୁମନର୍ ଚାମ୍ ସଙ୍ଗ୍ କାଇକାଇଟା ତିଆର୍ କର୍ବା ଲକର୍ ଗରେ ରଇଲାନି ।”
6 Ele está hospedado com Simão, um homem que trabalha com couro e mora à beira do mar”.
7 ଏତ୍କି କାତା କଇ ସରଗର୍ ଦୁତ୍ ଉଟିଗାଲା । କର୍ନିଲିଅ ତାକର୍ ଗରର୍ ଦୁଇଟା ଗତିଦାଙ୍ଗ୍ଡାକେ ଆରି ତାକେ ସେବା କର୍ତେରଇବା ଆରି ପର୍ମେସର୍କେ ଉପାସନା କର୍ତେରଇବା ଗଟେକ୍ ସଇନକେ ଡାକାଇଲା ।
7 Assim que o anjo foi embora, Cornélio chamou dois servos de sua casa e um soldado devoto de seu grupo de auxiliares.
8 ସେ ସେମନ୍କେ ଦୁତ୍ କଇରଇବା ସବୁ କାତା ଜାନାଇ କରି ଜପାଇ ପାଟାଇଲା ।
8 Ele lhes contou o que havia acontecido e os enviou a Jope.
9 ତାର୍ ଆର୍କର୍ ଦିନେ ଆଡ୍ବେଲାଇ ସେମନ୍ ଜପାର୍ ଲଗାଲଗି ଅଇଲାବେଲେ, ପିତର୍ ପାର୍ତନା କର୍ବାକେ ମେଡ୍ଗରର୍ ଚାଉନି ଉପ୍ରେ ଜାଇ ରଇଲା ।
9 No dia seguinte, quando os mensageiros de Cornélio se aproximavam da cidade, Pedro subiu ao terraço para orar. Era cerca de meio-dia,
10 ସେ ଉପାସ୍ ସାରାଇକରି, କାଇଟାଆଲେ କାଇବାକେ ମନ୍ କଲା ଆରି କାଦି ତିଆର୍ ଅଇବା ବେଲାଇ ସେ ଗଟେକ୍ ଦର୍ସନ୍ ଦେକ୍ଲା ।
10 e ele estava com fome. Enquanto a refeição era preparada, entrou num êxtase.
11 ଏଦେ ଦେକା ! ଆକାସ୍ ଉଗାଡିଅଇଲାଟା ଆରି ଗଟେକ୍ ବଡ୍ ଚାଦର୍ ଚାରିକନେ ବାନ୍ଦିଅଇକରି ଦର୍ତନି ଉପ୍ରେ ଉତ୍ରି ଆଇବାଟା ଦେକ୍ଲା ।
11 Viu o céu aberto e algo semelhante a um grande lençol ser baixado por suas quatro pontas.
12 ତେଇ ଜଗତେ ରଇବା ରକାମ୍ ରକାମର୍ ଗଡ୍ ସଙ୍ଗ୍ ଇଣ୍ଡ୍ବା ପସୁ, ରାଙ୍ଗ୍ବା ଜନ୍ତ୍ ଆରି ଉଡ୍ବା ଚଡଇମନ୍ !
12 No lençol havia toda espécie de animais, répteis e aves.
13 ଆରି ସେ ଗଟେକ୍ କାତା ଅଇବା ସବଦ୍ ସୁନ୍ଲା, “ପିତର୍ ! ଉଟ୍ ସେମନ୍କେ ମାରିକରି କାଆ !”
13 Então uma voz lhe disse: “Levante-se, Pedro; mate e coma”.
14 ମାତର୍ ପିତର୍ କଇଲା, “ନାଇ ମାପ୍ରୁ, ଆମର୍ ଜିଉଦି ନିୟମ୍ ଇସାବେ ଅସୁକଲ୍ ବଲି କଇବା କାଇ ମାଉଁସ୍ ମିସା କାଇନାଇ ।”
14 “De modo nenhum, Senhor!”, respondeu Pedro. “Jamais comi coisa alguma que fosse considerada impura e imprópria.”
15 ସେ ସବଦ୍ ଆରି କଇଲା “ପର୍ମେସର୍ ଜନ୍ଟା ସୁକଲ୍ କଲାଆଚେ ସେଟା ନିଚ୍ବାର୍ ନାଇ ।”
15 Mas a voz falou novamente: “Não chame de impuro o que Deus purificou”.
16 ଏନ୍ତାରି ତିନ୍ତର୍ ଅଇଲା ପଚେ ଚାଦର୍ ସରଗ୍ ବାଟେ ଚଗାଇ ଦାରି ଗାଲାଇ ।
16 A mesma visão se repetiu três vezes. Então, subitamente, o lençol foi recolhido ao céu.
17 ପିତର୍ ଜନ୍ ଦର୍ସନ୍ ପାଇରଇଲା, ତାର୍ ଅରତ୍ କାଇଟା, ସେଟା ବାବି କାନାବାନା ଅଇଗାଲା । ଟିକ୍ ସେନ୍ତି ଅଇଲାବେଲେ, ଏଦେ ଦେକା ! କର୍ନିଲିଅ ପାଟାଇଲା ଲକ୍ମନ୍ ସିମନ୍କେ କଜି କଜି ଆସି, ତାର୍ ଗରର୍ ବାଟ୍ଡିଆଗଡି ଲଗେ ଟିଆଅଇଲାଇ ।
17 Pedro ficou perplexo, pensando em qual seria o significado da visão. Nesse momento, os homens que Cornélio tinha enviado encontraram a casa de Simão. Eles se aproximaram do portão
18 ସେମନ୍ ଡାକିକରି ପାଚାର୍ଲାଇ, “ସିମନ୍ ପିତର୍, ନାଉଁର୍ ଗତିଆ ଲକ୍ ଇତି ଆଚେ କି ?”
18 e perguntaram se estava hospedado ali Simão, também chamado Pedro.
19 ପିତର୍ ସେ ଦର୍ସନ୍ ବିସଇ ଚିନ୍ତା କର୍ତେ ରଇଲାବେଲେ ଆତ୍ମା ତାକେ କଇଲା, “ସୁନ୍ ! ତକେ ତିନ୍ ଲକ୍ କଜ୍ଲାଇନି ।”
19 Enquanto Pedro ainda refletia sobre a visão, o Espírito lhe disse: “Três homens vieram procurá-lo.
20 “ଉଟ୍, ତଲେ ଜାଆ । ଏ ଲକ୍ମନର୍ ସଙ୍ଗ୍ ଜିବାକେ ନିଚ୍ନାଇ, କାଇକେବଇଲେ ମୁଇ ସେମନ୍କେ ପାଟାଇଆଚି ।”
20 Levante-se, desça e vá encontrar-se com eles. Não hesite em acompanhá-los, pois eu os enviei”.
21 ତେଇଅନି ପିତର୍ ସେ ଲକ୍ମନର୍ ଲଗେଜାଇ କଇଲା, “ତମେ ଜାକେ କଜ୍ଲାସ୍ନି, ସେ ଲକ୍ ମୁଇ, ତମେ କାଇକେ ଆସି ଆଚାସ୍ ?”
21 Pedro desceu e disse aos homens: “Eu sou quem vocês procuram. Por que vieram?”.
22 ସେମନ୍ କଇଲାଇ, “କର୍ନିଲିଅ ନାଉଁର୍ ରମିୟ ସଇନମନର୍ ନେତା ଆମ୍କେ ପାଟାଇଆଚେ । ଜେ କି ଗଟେକ୍ ଦରମ୍ ଲକ୍ ଆରି ପର୍ମେସର୍କେ ନାମ୍ସି । ଗୁଲାଇ ଜିଉଦି ଲକ୍ମନ୍ ତାକେ ନାମ୍ବାଇ । ତୁଇ କଇବାଟା ସୁନ୍ବାକେ, ସେ ତକେ ତାର୍ ଗରେ ଡାକାଇଆଚେ । ଏନ୍ତାରି କର୍ବାକେ ପର୍ମେସର୍ ପାଟାଇଲା ଦୁତ୍ ତାକେ ତିଆର୍ଲା ଆଚେ ।”
22 Eles responderam: “Cornélio, um oficial romano, nos enviou. Ele é um homem devoto e temente a Deus, respeitado por todos os judeus. Um santo anjo o instruiu a chamar o senhor à casa dele para que ele ouça sua mensagem”.
23 ପିତର୍ ସେମନ୍କେ ବିତ୍ରେ ଡାକିନେଇକରି ସେ ରାତି ତେଇ ରଇବାକେ ଗୁଆରି କଲା ।
23 Então Pedro convidou os homens para se hospedarem ali aquela noite. No dia seguinte, foi com eles, acompanhado de alguns irmãos de Jope.
24 ଆରି ଗଟେକ୍ ଦିନେ ସେମନ୍ ସିସେରିଆଇ କେଟ୍ଲାଇ । ତେଇ କର୍ନିଲିଅ ତାର୍ ମଇତର୍ମନ୍କେ ଆରି କୁଟୁମର୍ ଲକ୍ମନ୍କେ ରୁଣ୍ଡାଇକରି ପିତର୍କେ ଜାଗିରଇଲାଇ ।
24 Chegaram a Cesareia no dia seguinte. Cornélio os esperava e havia reunido seus parentes e amigos íntimos.
25 ପିତର୍ ଗର୍ ବିତ୍ରେ ଜିବାବେଲେ କର୍ନିଲିଅ ତାକେ ବେଟ୍ଅଇ, ତାର୍ ପାଦେ ଡାଣ୍ଡାସନ୍ ପଡି ଜୁଆର୍ କଲା ।
25 Quando Pedro chegou à casa, Cornélio veio ao seu encontro e prostrou-se diante dele, adorando-o.
26 ପିତର୍ ତାକେ ଉଟାଇକରି କଇଲା, “ଟିଆ ଅ, ମୁଇ ମିସା ତର୍ପାରା ଗଟେକ୍ ମୁନୁସ୍ସେ ।”
26 Mas Pedro o levantou e disse: “Fique de pé! Eu sou apenas um homem como você”.
27 ପିତର୍ କର୍ନିଲିଅର୍ ସଙ୍ଗ୍ କାତା ଅଇ ଅଇ ଗର୍ ବିତ୍ରେ କେଟ୍ଲା ଆରି ତେଇ ବେସିଲକ୍ ରୁଣ୍ଡିରଇବାଟା ଦେକ୍ଲା ।
27 Os dois conversaram e depois entraram na casa, onde muitos outros estavam reunidos.
28 ସେ ସେମନ୍କେ କଇଲା, “ଜିଉଦି ନ ଅଇଲା ଲକ୍ମନର୍ ସଙ୍ଗ୍ ମିସ୍ବାଟା କି ତାକର୍ ଗରେ ଜିବାଟା ଆମର୍ ଜିଉଦି ଲକ୍ମନର୍ ବିଦି ନାଇ । ସେଟା ତମେ ନିକକରି ଜାନାସ୍ । ଏଲେମିସା କନ୍ଆଲେ ଗଟେକ୍ ଲକ୍କେ ଅସୁକଲ୍ ଇସାବେ ଦେକ୍ବାର୍ ନାଇ ବଲି ପରମେସର୍ ମକେ କଇଲାଆଚେ ।
28 Pedro lhes disse: “Vocês sabem que nossas leis proíbem que um judeu entre num lar gentio como este ou se associe com os gentios. No entanto, Deus me mostrou que não devo mais considerar ninguém impuro ou impróprio.
29 ତେବେ ମକେ ଡାକାଇଲା ଦାପ୍ରେ କାଇଟା ନ ବାବିକରି ଆଇଲି । ମକେ କାଇକେ ଡାକାଇଲୁସ୍ ତେବେ ? ସେଟା ମୁଇ ଜାନ୍ବାକେ ମନ୍ କଲିନି ।”
29 Por isso, vim assim que fui chamado, sem levantar objeções. Agora digam por que vocês mandaram me buscar”.
30 କର୍ନିଲିଅ କଇଲା, ତିନ୍ଦିନ୍ ଆଗ୍ତୁ ଆଡ୍ବେଲାର୍ ତିନ୍ଟା ସମାନ୍ ଏଡ୍କି ବେଲାଇ, ମୁଇ ଗରେ ପାର୍ତନା କର୍ତେ ରଇଲି । ସେଡ୍କି ବେଲେ, ଏଦେ ଦେକା ! ଦବ୍ ପଚିଆ ପିନ୍ଦି ରଇବା ଗଟେକ୍ ଲକ୍ ମର୍ ମୁଆଟେ ଟିଆଅଇଲା, ଆରି କଇଲା,
30 Cornélio respondeu: “Quatro dias atrás, eu estava orando em casa por volta deste mesmo horário, às três da tarde. De repente, um homem vestido com roupas resplandecentes apareceu diante de mim.
31 “କର୍ନିଲିଅ ! ପର୍ମେସର୍ ତର୍ ପାର୍ତନା ସୁନ୍ଲା ଆରି ତମେ ଦୁକିରକିକେ ସାଇଜ କର୍ବାଟା ଦେକି ସାର୍ଦା ଅଇଆଚେ ।
31 Ele me disse: ‘Cornélio, Deus ouviu sua oração e se lembrou de suas esmolas.
32 ସିମନ୍ ପିତର୍ ନାଉଁର୍ ଗଟେକ୍ ଲକ୍କେ ଆନ୍ବାକେ ଜପା ନାଉଁର୍ ଜାଗାଇ, ଲକ୍ମନ୍କେ ପାଟାଆ । ସେ ସମ୍ଦୁର୍ କଣ୍ଡି ବାସାଅଇରଇବା ପସୁମନର୍ ଚାମ୍ ସଙ୍ଗ୍ କାଇକାଇଟା ତିଆର୍କରୁ ସିମନର୍ ଗରେ ଗତିଆ ଅଇଆଚେ ।
32 Agora, envie mensageiros a Jope e mande buscar Simão, também chamado Pedro. Ele está hospedado na casa de Simão, um homem que trabalha com couro e mora à beira do mar’.
33 ତେବର୍ ପାଇ, ମୁଇ ତକେ ଦାପ୍ରେ ଡାକାଇଲି, ଆରି ତମେ ମର୍ କାତା ମାନିକରି ଆସି ଆଚାସ୍ । ଏବେ ଆମେ ସବୁ ଲକ୍ ପରମେସର୍ ରଇବା ଏ ଜାଗାଇ ରୁଣ୍ଡିଆଚୁ । ମାପ୍ରୁ ତକେ ଜନ୍ଟା କଇବାକେ ଆଦେସ୍ ଦେଲା ଆଚେ, ସେଟା ସୁନ୍ବାକେ ଜାଗିଆଚୁ ।”
33 Assim, mandei buscá-lo de imediato, e foi bom que tenha vindo. Agora estamos todos aqui, esperando diante de Deus para ouvir a mensagem que o Senhor mandou que você nos trouxesse”.
34 ସିତିଅନି ପିତର୍ କଇଲା, “ଏବେ ମୁଇ ବୁଜିପାର୍ଲିନି ଜେ ପର୍ମେସର୍ କେତେଟା ଦଲ୍ମନ୍କେସେ ଡାକ୍ସି, ସେନ୍ତାରି ନଏଁ, ମାତର୍ ସବୁକେ ସମାନ୍ ଇସାବେ ଡାକ୍ସି ।
34 Então Pedro respondeu: “Vejo claramente que Deus não mostra nenhum favoritismo.
35 ଜନ୍ ଜାତିର୍ ଲକ୍ ମିସା ତାକେ ଡରିକରି, ତାର୍ ମୁଆଟେ ସତ୍କାମ୍ କଲେ, ମାପ୍ରୁ ତାକେ ଡାକ୍ସି ।
35 Em todas as nações ele aceita aqueles que o temem e fazem o que é certo.
36 ଇସ୍ରାଏଲିଅ ମନର୍ ଲଗେ ପର୍ମେସର୍ ଜନ୍ କବର୍ ପାଟାଇରଇଲା, ସେଟା ତୁଇ ଜାନିଆଚୁସ୍ । ଜିସୁ କିରିସ୍ଟ ଜେ କି ସବୁର୍ ମାପ୍ରୁ, ସେ କରିରଇବା କାମେଅନି ସବୁଲକ୍ମନ୍ ସାନ୍ତିସଙ୍ଗ୍ ମିସ୍ବାଇ, ବଲି ପର୍ମେସର୍ ଆମ୍କେ ଜାନାଇଲାଆଚେ ।
36 Esta é a mensagem de boas-novas para o povo de Israel: Há paz com Deus por meio de Jesus Cristo, que é Senhor de todos.
37 ଡୁବନ୍ ଦେଉ ଜଅନ୍ ପାପ୍ କାମ୍ କର୍ବାଟାନେଅନି ବାଉଡ୍ବା ବିସଇ ଆରି ଡୁବନ୍ ନେବା ବିସଇ କଇଲାପଚେ, ଗାଲିଲିଅନି ଆରାମ୍ କରି ଗୁଲାଇ ଜିଉଦାର୍ ସବୁବାଟେ ଜନ୍ ଗଟ୍ନାସବୁ ଗଟ୍ଲା ଆଚେ, ସେଟା ତୁଇ ଜାନୁସ୍ ।
37 Vocês sabem o que aconteceu em toda a Judeia, começando na Galileia, depois do batismo que João proclamou.
38 ନାଜରିତର୍ ଜିସୁର୍ ବିସଇ ଆରି ପରମେସର୍ ତାକେ କେନ୍ତି ସୁକଲ୍ ଆତ୍ମା ଆରି ବପୁ ପୁରାପୁରୁନ୍ ଦେଇରଇଲା, ସେଟା ଜାନୁସ୍ । ଆରି ଜାନିଆଚୁସ୍, ସେ ସବୁ ବାଟେ ଜାଇ ନିକନିକ କାମ୍ମନ୍ କରିରଇଲା । ସଇତାନର୍ ବାନ୍ଦନେ ରଇଲା ଲକ୍ମନ୍କେ ମୁକ୍ଲାଇଲା । କାଇକେବଇଲେ ପରମେସର୍ ତାର୍ ସଙ୍ଗ୍ ରଇଲା ।
38 Sabem também que Deus ungiu Jesus de Nazaré com o Espírito Santo e com poder. Então Jesus foi por toda parte fazendo o bem e curando todos os oprimidos pelo diabo, porque Deus estava com ele.
39 ଜିସୁ ଇସ୍ରାଏଲ ଦେସେ ଆରି ଜିରୁସାଲାମେ ଜେତ୍କି ସବୁ କାମ୍ମନ୍ କଲା, ଆମେ ସବୁ ଲକ୍ ତାର୍ ସାକି ଆଚୁ । ତାର୍ପଚେ ତାକେ କୁର୍ସେ କୁଟି ମାରି, ମରାଇଲାଇ ।
39 “E nós somos testemunhas de tudo que ele fez em toda a Judeia e em Jerusalém, onde o mataram. Penduraram-no numa cruz,
40 ମାତର୍ ପର୍ମେସର୍ ତାକେ ତିନ୍ଦିନ୍ ଅଇଲାକେ ମଲାତେଇଅନି ଉଟାଇ ଜିବନ୍ କରାଇ, କେତେଲକ୍କେ ଦେକାଇଦେଲା ।
40 mas Deus o ressuscitou no terceiro dia e permitiu que ele fosse visto,
41 ସବୁଲକ୍ ତାକେ ଦେକ୍ବାକେ ପର୍ମେସର୍ ଦେଏନାଇ, ଅବ୍କା ସେ ବାଚ୍ଲା ସାକିମନ୍କେସେ । ତାକେ ଆରିତରେକ୍ ଜିବନ୍ କରାଇଲାପଚେ, ତାର୍ ସଙ୍ଗ୍ କାଆ ପିଇ ଅଇରଇଲା ଲକ୍ମନ୍ ଆମେସେ ।
41 não por todo o povo, mas por nós que fomos escolhidos por Deus de antemão para sermos suas testemunhas. Nós fomos os que comemos e bebemos com ele depois que ele ressuscitou dos mortos.
42 ଲକ୍ମନର୍ ଲଗେ ସୁବ୍କବର୍ ଜାନାଇବାକେ ସେ ଆମ୍କେ ଆଦେସ୍ ଦେଲା । ବଁଚିରଇବା ଲକର୍ ଆରି ମଲା ଲକର୍ ବିଚାର୍କାରିଆ ଇସାବେ ତାକେସେ ବାଚ୍ଲା ଆଚେ, ଏ କାତାର୍ ସାକିଦେବାକେ ମିସା ସେ ଆମ୍କେ ଆଦେସ୍ ଦେଲାଆଚେ ।
42 E ele nos mandou anunciar sua mensagem em toda parte e testemunhar que Deus o designou juiz dos vivos e dos mortos.
43 ସବୁ ବବିସତ୍ବକ୍ତାମନ୍ ତାର୍ ବିସଇନେଇ, ଏ କବର୍ କଇରଇଲାଇ । ଜେ ମସିଅକେ ବିସ୍ବାସ୍ କର୍ସି, ମସିଅ କରିରଇବା କାମର୍ ଲାଗି, ପର୍ମେସର୍ ତାର୍ ପାପ୍କେମା କର୍ସି ।”
43 É a respeito dele que todos os profetas dão testemunho, dizendo que todo o que nele crer receberá o perdão de seus pecados por meio de seu nome”.
44 ପିତର୍ ସିକିଆ ଦେବା ବେଲେ ଜେତେ ଲକ୍ ସୁନ୍ତେ ରଇଲାଇ, ସେ ସବୁ ଲକର୍ ଉପ୍ରେ ସୁକଲ୍ ଆତ୍ମା ଉତ୍ରି ଡାବିଅଇଲା ।
44 Enquanto Pedro ainda falava, o Espírito Santo desceu sobre todos que ouviam a mensagem.
45 ଜିଉଦିନଇଲା ଲକ୍ମନର୍ ଉପ୍ରେ ମିସା ପରମେସରର୍ ସୁକଲ୍ ଆତ୍ମା ଡାବିଅଇବାଟା ଦେକି ଜପାଇଅନି ପିତର୍ ସଙ୍ଗ୍ ଆସିରଇବା ଜିଉଦି ବିସ୍ବାସିମନ୍ କାବାଅଇଗାଲାଇ ।
45 Os discípulos judeus que acompanhavam Pedro ficaram admirados de que o dom do Espírito Santo também fosse derramado sobre os gentios,
46 କାଇକେବଇଲେ ସେମନ୍ ପରମେସର୍କେ ଡାକ୍ପୁଟା କର୍ବାଟା, ଆରି ବିନ୍ବିନ୍ ବାସାଇ କାତାଅଇବାଟା, ଜିଉଦି ବିସ୍ବାସିମନ୍ ସୁନ୍ଲାଇ । ଜପାଇଅନି ଆସିରଇବା ଜିଉଦି ବିସ୍ବାସିମନ୍କେ ପିତର୍ କଇଲା,
46 pois os ouviram falar em outras línguas e louvar a Deus. Pedro perguntou:
47 “ପର୍ମେସର୍ ଆମ୍କେ ଜେନ୍ତି ସୁକଲ୍ଆତ୍ମା ଦେଲାଆଚେ, ସେନ୍ତାରିସେ ଏ ଲକ୍ମନ୍କେ ମିସା ଦେଲାଆଚେ । ସେମନ୍କେ ଡୁବନ୍ ନ ନିଆ ବଲି କେ ମିସା ଅଟ୍କାଇପାର୍ସି କି ?”
47 “Pode alguém se opor a que eles sejam batizados agora que, como nós, também receberam o Espírito Santo?”.
48 ସେଟାର୍ ପାଇ ପିତର୍ ସେମନ୍କେ ଜିସୁକିରିସ୍ଟର୍ ନାଉଁ ଦାରି ଡୁବନ୍ ଦେଲାପଚେ କର୍ନିଲିଅ ଆରି ତାର୍ ସଙ୍ଗ୍ ରଇବାଲକ୍ମନ୍ ତାକେ ଆରି କେତେ ଦିନ୍ ସେମନର୍ ସଙ୍ଗ୍ ରଇବାକେ ବାବୁଜିଆ କଲାଇ ।
48 Então ordenou que fossem batizados em nome de Jesus Cristo. Depois, pediram que Pedro ficasse com eles alguns dias.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 10, comparar traduções ou montar um estudo — tudo direto pelo WhatsApp.