Apocalipse 8
ସତିଅର୍ ବାଟ୍ (DSO) vs ARA
1 ମେଣ୍ଡାପିଲା ଜେଡେବେଲେ ସାତ୍ ତମର୍ ସିଲ୍ ବାଙ୍ଗାଇଲା, ସେଡ୍କିବେଲେ ସର୍ଗେ ସମାନ୍ ଅଦ୍ଗଟା ଜାକ ଚିମ୍ରା ଅଇଗାଲା ।
1 Quando o Cordeiro abriu o sétimo selo, houve silêncio no céu cerca de meia hora.
2 ତାର୍ପଚେ ପର୍ମେସରର୍ ମୁଆଟେ ସାତ୍ଟା ଦୁତ୍ମନ୍କେ ଟିଆଅଇ ରଇଲାଟା ମୁଇ ଦେକ୍ଲି । ସେ ମନ୍କେ ସାତ୍ଟା ମଇରି ଦିଆଅଇ ରଇଲା ।
2 Então, vi os sete anjos que se acham em pé diante de Deus, e lhes foram dadas sete trombetas.
3 ତେଇ ଆରି ଗଟେକ୍ ଦୁତ୍ ଆସିକରି ବେଦିଲଗେ ଟିଆ ଆଇଲା । ତାର୍ ଆତେ ଗନ୍ଦ୍ରସ୍ ପଡାଇବା ଗଟେକ୍ ସୁନାର୍ ଗିନା ରଇଲା । ପର୍ମେସରର୍ ଲକ୍ମନର୍ ପାର୍ତନା ସଙ୍ଗ୍ ମିସାଇବାକେ ତାକେ ବେସି ଗନ୍ଦ୍ରସ୍ ଦିଆଅଇରଇଲା । ତାର୍ପଚେ ସେ ସେଟା ବସ୍ବା ଜାଗାର୍ ମୁଆଟେ ରଇବା ସୁନାର୍ ବେଦି ଉପ୍ରେ ସରପ୍ସି ।
3 Veio outro anjo e ficou de pé junto ao altar, com um incensário de ouro, e foi-lhe dado muito incenso para oferecê-lo com as orações de todos os santos sobre o altar de ouro que se acha diante do trono;
4 ପଡ୍ତେରଇବା ଦୁପର୍ ଦୁଆଁ ପର୍ମେସରର୍ ଲକ୍ମନର୍ ପାର୍ତନା ସଙ୍ଗ୍ ଉପ୍ରେ ଗାଲା । ପର୍ମେସରର୍ ମୁଆଟେ ଟିଆଅଇରଇବା ଦୁତ୍ ସେଟା ଦାରିରଇଲା ।
4 e da mão do anjo subiu à presença de Deus a fumaça do incenso, com as orações dos santos.
5 ତାର୍ପଚେ ସେ ଦୁତ୍ ଦୁପ୍ ପଡାଇବା ଅର୍କି ନେଇକରି ବେଦିଟାନର୍ ଜଇସଙ୍ଗ୍ ବର୍ତି କଲା । ସେଟା ସେ ଦର୍ତନି ଉପ୍ରେ ପିଙ୍ଗିଦେଲା । ତେଇ ଗୁଡ୍ଗାଡ୍ କରି ଗଡ୍ଗଡି ମାର୍ଲା ଆରି ବିଜ୍ଲି ମାରି ଦର୍ତନି ଚୁଲ୍ବୁଲ୍ଲା ।
5 E o anjo tomou o incensário, encheu-o do fogo do altar e o atirou à terra. E houve trovões, vozes, relâmpagos e terremoto.
6 ତାର୍ପଚେ ସାତ୍ଟା ମଇରି ଦାରିରଇବା ସାତ୍ଟା ଦୁତ୍ ସେଟା ପୁକ୍ବାକେ ତିଆର୍ଅଇଲାଇ ।
6 Então, os sete anjos que tinham as sete trombetas prepararam-se para tocar.
7 ପର୍ତୁମର୍ ଦୁତ୍ ତାର୍ ମଇରି ପୁକ୍ଲା ଆରି ଏଦେ ଦେକା ! କାରାପାକ୍ନା ଆରି ଜଇ ଜନ୍ଟା କି ବନି ସଙ୍ଗ୍ ମିସିରଇଲା, ସେଟା ଦର୍ତନି ଉପ୍ରେ ଡାଲିଅଇଲା । ଦର୍ତନି ତିନ୍ବାଗ୍ ଅନି ଗଟେକ୍ ବାଗ୍ ପଡିଗାଲା । ତାର୍ ସଙ୍ଗ୍ ତିନ୍ବାଗେ ଅନି ଗଟେକ୍ ବାଗର୍ ଗଚ୍ମନ୍ ଆରି ସବୁ ଗାଁସ୍ମନ୍ ମିସା ପଡିଗାଲା ।
7 O primeiro anjo tocou a trombeta, e houve saraiva e fogo de mistura com sangue, e foram atirados à terra. Foi, então, queimada a terça parte da terra, e das árvores, e também toda erva verde.
8 ତାର୍ପଚେ ଦୁଇଲମର୍ ଦୁତ୍ ମଇରି ପୁକ୍ଲା । ଆରି ଏଦେ ଦେକା ! ଗଟେକ୍ ବଡ୍ କୁପ୍ଲି, ଜନ୍ଟା ଜଇ ଲାଗ୍ତେରଇଲା, ସେଟା ସମ୍ଦୁର୍ ବିତ୍ରେ ପିଙ୍ଗା ଅଇଲା । ଆରି ସମ୍ଦୁରର୍ ପାନି ତିନ୍ବାଗେ ଅନି ଗଟେକ୍ ବାଗ୍ ବନି ଅଇଗାଲା ।
8 O segundo anjo tocou a trombeta, e uma como que grande montanha ardendo em chamas foi atirada ao mar, cuja terça parte se tornou em sangue,
9 ଆରି ସମ୍ଦୁର୍ ବିତ୍ରେ ରଇବା ତିନ୍ବାଗେଅନି ଗଟେକ୍ ବାଗ୍ ଜଁତ୍ଜିଆଦ୍ ମରିଗାଲାଇ । ଆରି ତିନ୍ବାଗେଅନି ଗଟେକ୍ ବାଗ୍ ପାନି ଜାଜ୍ ମିସା କୁରୁପ୍ନାସ୍ ଅଇଗାଲା ।
9 e morreu a terça parte da criação que tinha vida, existente no mar, e foi destruída a terça parte das embarcações.
10 ତାର୍ପଚେ ତିନ୍ ଲମରର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା ! ସେ ଦାପ୍ରେସେ ଆକାସେ ଅନି ଜଇଅଲା ପାରା ଲାଗ୍ତେରଇବା ଗଟେକ୍ ବଡ୍ ତାରା ବାଦ୍ଲେଅନି ଅଦର୍ଲା । ସେଟା ତିନ୍ବାଗେଅନି ଗଟେକ୍ ବାଗର୍ ଗାଡ୍ମନ୍କେ ଆରି ଜଲାମନର୍ ଉପ୍ରେ ଅଦର୍ଲା ।
10 O terceiro anjo tocou a trombeta, e caiu do céu sobre a terça parte dos rios, e sobre as fontes das águas uma grande estrela, ardendo como tocha.
11 ସେ ତାରାର୍ ନାଉଁ ଅଇଲାନି ଲାଗ୍ଦଣାତିକ୍ତତା । ତାରା ଅଦର୍ଲାକେ ତିନ୍ବାଗେ ଅନି ଗଟେକ୍ବାଗ୍ ପାନି ପିତା ଅଇଗାଲା । ସେ ପିତା ପାନି କାଇକରି ବେସିଲକ୍ମନ୍ ମରିଗାଲାଇ ।
11 O nome da estrela é Absinto; e a terça parte das águas se tornou em absinto, e muitos dos homens morreram por causa dessas águas, porque se tornaram amargosas.
12 ତାର୍ପଚେ ଚାର୍ ଲମରର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା ! ବେଲର୍ ତିନ୍ବାଗେଅନି ଗଟେକ୍ ବାଗ୍କେ ମାଡ୍ ଅଇଲା । ସେନ୍ତାରିସେ ଜନର୍ ତିନ୍ବାଗେଅନି ଗଟେକ୍ ବାଗ୍, ଆରି ତାରା ମନର୍ ତିନ୍ବାଗେ ଅନି ଗଟେକ୍ ବାଗ୍ ନସ୍ଟ ଅଇଗାଲା । ତେବର୍ ପାଇ ଜନ୍ ଆରି ତାରାମନର୍ ଉଜଲ୍ ଦେବାଟା ତିନ୍ବାଗେଅନି ଗଟେକ୍ ବାଗ୍ ଉନା ଅଇଗାଲା । ତାର୍ପଚେ ଦିନ୍ମିସା ତିନ୍ବାଗେ ଅନି ଗଟେକ୍ ବାଗ୍ ଆରି ରାତି ମିସା ତିନ୍ବାଗେ ଅନି ଗଟେକ୍ ବାଗ୍ ଉଜଲ୍ ନ ରଇଲା ।
12 O quarto anjo tocou a trombeta, e foi ferida a terça parte do sol, da lua e das estrelas, para que a terça parte deles escurecesse e, na sua terça parte, não brilhasse, tanto o dia como também a noite.
13 ତାର୍ପଚେ ମୁଇ ଆରି ଦେକ୍ଲି ଆରି ଏଦେ ଦେକା ! ଗଟେକ୍ ଗିଦ୍ ବେସି ଉପ୍ରେ ଉଡ୍ତେରଇଲା । ଆରି ଆଉଲି କଇତେରଇଲା, “କାଇ ଇନସ୍ତା, କାଇ ଇନସ୍ତା । ଜେଡେବେଲେ ବାକି ତିନ୍ଟା ଦୁତ୍ମନର୍ ମଇରି ଟାନେଅନି ସବଦ୍ ଆଇଲାବେଲେ, ଦର୍ତନି ଟାନେ ରଇବା ସବୁ ଲକ୍ମନର୍ ପାଇ କେତେକ୍ ଇନସ୍ତା ଅଇସି ।”
13 Então, vi e ouvi uma águia que, voando pelo meio do céu, dizia em grande voz: Ai! Ai! Ai dos que moram na terra, por causa das restantes vozes da trombeta dos três anjos que ainda têm de tocar!
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Apocalipse 8, comparar traduções ou montar um estudo — tudo direto pelo WhatsApp.