Apocalipse 2
ସତିଅର୍ ବାଟ୍ (DSO) vs NTLH
1 ସେ କଇଲା, ଏପିସସ୍ ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ଏ କବର୍ ମର୍ଟାନେଅନି ପାଟାଇଲିନି । ସାତ୍ଟା ତାରାକେ ମୁଇ ମର୍ ଉଜାବାଟେ ଦାରିରଇବି । ସାତ୍ଟା ସୁନାର୍ ବତିଡାଣ୍ଡି ମଜାଇ ଇଣ୍ଡ୍ତେରଇବି ।
1 — Ao anjo da igreja de Éfeso escreva o seguinte:
2 ମୁଇ ତମର୍ ଚଲାଚଲ୍ତି ଜାନି । ତମେ ଆବଡ୍ ଅଇ ପାଇଟି କର୍ବାଟା ଆରି ଦୁକ୍ କସ୍ଟ ଆଇଲେ ମିସା ମୁର୍ଚି କରି ରଇବାଟା ମୁଇ ଜାନି । କରାପ୍ ଲକର୍ କାମ୍ ତମ୍କେ ସାର୍ଦା ନ କରାଏ ବଲି ମୁଇ ଜାନି । ଜନ୍ ଲକ୍ମନ୍ ଆମେ ପେରିତ୍ସିସ୍ ବଲି ନାଡାଇଲାଇନି, ସେମନ୍ ସତ୍ କି ମିଚ୍ ବଲି ତମେ ପରିକା କରିଆଚାସ୍ । ସେମନ୍ ମିଚ୍ କଇଲାଇନି ବଲି ତମେ ଜାନିଆଚାସ୍ ।
2 Eu sei o que vocês têm feito. Sei que trabalharam muito e aguentaram o sofrimento com paciência. Sei que vocês não podem suportar pessoas más e sei que puseram à prova os que dizem que são
3 ଦୁକ୍ କସ୍ଟ ଆଇଲେ ମିସା ମର୍ ଲାଗି ମୁର୍ଚିକରି ରଇଲାସ୍ନି । ଆରି ବିସ୍ବାସ୍ ଚାଡାସ୍ନାଇ ।
3 Vocês aguentaram a situação com paciência e sofreram por minha causa, sem desanimarem.
4 ମାତର୍ ତମର୍ ଚଲାଚଲ୍ତିତେଇ ମକେ ଗଟେକ୍ ବିସଇ ବଲ୍ ନ ଲାଗେ । ସେଟା ଅଇଲାନି ଆଗେ ତମେ ମକେ ଜେନ୍ତି ଆଲାଦ୍ କର୍ତେରଇଲାସ୍, ଏବେ ସେନ୍ତାରି କରାସ୍ ନାଇ ।
4 Porém tenho uma coisa contra vocês: é que agora vocês não me amam como me amavam no princípio.
5 ମର୍ପାଇ ରଇବା ଡାଟ୍ ଆଲାଦ୍ ମନେ ଏତାଆ । ପାପେଅନି ବାଉଡା । ଆରି ଆଗ୍ତୁ କର୍ତେରଇବା ନିକ କାମ୍ମନ୍ କରା । କାଇକେବଇଲେ ତମେ ପାପେଅନି ନ ବାଅଡ୍ଲେ, ମୁଇ ତମର୍ଟାନେ ଆଇବି ଆରି ତମର୍ ବତିଡାଣ୍ଡି ଗଟେକ୍ ଜାଗାଇଅନି ଆରି ଗଟେକ୍ ଜାଗାଇ ଗୁଚାଇଦେବି ।
5 Lembrem do quanto vocês caíram! Arrependam-se dos seus pecados e façam o que faziam no princípio. Se não se arrependerem, eu virei e tirarei o candelabro de vocês do seu lugar.
6 ମାତର୍ ତମର୍ ଗଟେକ୍ ବିସଇ ମକେ ନିକ ଲାଗ୍ସି । ତମେ ନିକଲାତିଅର୍ ଲକ୍ମନ୍ କର୍ବା କାମ୍ ଗିନ୍ କର୍ସା । ଜନ୍ଟାକି ମୁଇମିସା ବେସି ଗିନ୍ କର୍ବି ।
6 Mas vocês têm a seu favor isto: odeiam o que os nicolaítas fazem, como eu também odeio.
7 ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ଦିଆନ୍ ଦେଇକରି ସୁନା । ଜେ ଜିତ୍ସି, ତାକେ ମୁଇ ପର୍ମେସରର୍ ବାଡେ ପଲିରଇବା ଜିବନ୍ ଗଚର୍ ପଲ୍ କାଇବାକେ ଦେବି ।
7 “Portanto, se vocês têm ouvidos para ouvir, então ouçam o que o Espírito de Deus diz às igrejas.
8 ସୁମର୍ନା ମଣ୍ଡଲିକେ ଦେକାରକା କର୍ତେରଇବା ଦୁତ୍କେ ଲେକା । ଏ କବର୍ ମର୍ଟାନେଅନି ପାଟାଇଲିନି । ଆରାମେଅନି ସବୁ ବିସଇ କର୍ବା ଲକ୍ ମୁଇ ଆରି ସାରାଇବା ଲକ୍ ମିସା ମୁଇସେ । ମୁଇ ମରିରଇଲି ଆରି ଜିବନ୍ ଅଇକରି ଉଟ୍ଲି ।
8 — Ao anjo da igreja de Esmirna escreva o seguinte:
9 ତମର୍ ଦୁକ୍କସ୍ଟ ମୁଇ ଜାନି । ତମେ ଅର୍କିତ୍ ବଲି ମୁଇ ଜାନି । ମାତର୍ ସତଇସେ ତମେ ସାଉକାର୍ ଲକ୍ । ଜିଉଦିମନ୍ ତମର୍ କାରାପ୍ ବିସଇ କଇଲାଇନି ବଲି ମୁଇ ଜାନି । ମାତର୍ ସେମନ୍ ଆମେ ଜିଉଦି ବଲି କଇଲେମିସା ସତ୍ସେ ସେମନ୍ ପର୍ମେସରର୍ ଲକ୍ ନଅତ୍ । ମାତର୍ ସଇତାନ୍ ଦଲର୍ ଲକ୍ ।
9 Eu sei o que vocês estão sofrendo. Sei que são pobres, mas, de fato, são ricos. Sei como aqueles que afirmam que são judeus, mas não são , falam mal de vocês. Eles são um grupo que pertence a Satanás.
10 ତମେ ଜେତ୍କି ଦୁକ୍ କସ୍ଟ ମୁର୍ଚିକରି ରଇବାକେ ଗାଲାସ୍ନି, ସେ ବିସଇ ଚିନ୍ତା କରି ଡରାନାଇ । ସୁନା ତମ୍କେ ସଇତାନ୍ ବନ୍ଦିଗରେ ପାକାଇକରି ପରିକା କର୍ସି, ଦସ୍ଦିନ୍ ଜାକ ତମେ କସ୍ଟେ ରଇସା । ମାତର୍ ମର୍ବାକେ ପଡ୍ଲେ ମିସା ମକେ ବିସ୍ବାସ୍ କରି ରୁଆ । ଆରି ଇନାମ୍ ଇସାବେ ତମ୍କେ ନ ସାର୍ବା ଜିବନ୍ ଦେବି ।
10 Não tenham medo do que vocês vão sofrer. Escutem! O Diabo vai pôr na prisão alguns de vocês para que sejam provados e sofram durante dez dias . Sejam fiéis, mesmo que tenham de morrer; e, como prêmio da vitória, eu lhes darei a vida.
11 ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ ଦିଆନ୍ ଦେଇ ସୁନା । ଜନ୍ ଲକ୍ କାରାପ୍କେ ଆରାଇକରି ଜିତ୍ସି, ପଚର୍ ମରନେ ସେମନ୍ ଡଣ୍ଡ୍ ନ ପାଅତ୍ ।
11 “Portanto, se vocês têm ouvidos para ouvir, então ouçam o que o Espírito de Deus diz às igrejas.
12 ପର୍ଗାମ ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ଏ କବର୍ ମର୍ଟାନେଅନି ପାଟାଇଲିନି । ଦୁଇବାଟେ ଦାର୍ ରଇବା ଲାଗନ୍ କାଣ୍ଡା ମର୍ଟାନେ ଆଚେ ।
12 — Ao anjo da igreja de Pérgamo escreva o seguinte:
13 ତମେ ଜନ୍ ନଅରେ ରଇଲାସ୍ନି, ସେଟା ସଇତାନର୍ ସାସନର୍ ଜାଗା ବଲି ମୁଇ ଜାନି । ମାତର୍ ସେନ୍ତାର୍ ଅଇଲେମିସା, ତମେ ମକେ ବିସ୍ବାସ୍ କଲାସ୍ନି । ବିସ୍ବାସେ ମର୍କାମ୍ କର୍ବା ଦାଙ୍ଗ୍ଡା ଆନ୍ତିପା ମର୍ ବିସଇ ସାକି ଦେଲାକେ ମରାଇରଇଲାଇ । ତମେ ରଇବା ସଇତାନର୍ ନଅରେ ତାକେ ମରାଇରଇଲେ ମିସା ତମେ ବିସ୍ବାସ୍ ଚାଡାସ୍ନାଇ ।
13 Eu sei que vocês moram aí onde está o trono de Satanás . Vocês são fiéis e não abandonaram a fé que têm em mim, até mesmo quando Antipas, minha testemunha fiel, foi morto aí em Pérgamo, onde Satanás mora.
14 ମାତର୍ ତମର୍ ଚଲାଚଲ୍ତିଟାନେ କେତଟା ବିସଇ ମର୍ ମନ୍କେ ଜାଏନାଇ । କାଇକେବଇଲେ ତମର୍ ବିତ୍ରେ କେତେକ୍ ଲକ୍ ବାଲାମର୍ ସିକିଆ ମାନ୍ଲାସ୍ନି । ଇସ୍ରାଏଲର୍ ଲକ୍ମନ୍କେ ପାପ୍ବାଟେ ଡାକିନେବାକେ, ସେ ବାଲାକ୍କେ ସିକାଇରଇଲା । ସେମନ୍କେ ମୁର୍ତିମନ୍କେ ସର୍ପି ଦେଇରଇବା କାଦି କାଇବାକେ ଆରି ବେସିଆ କାମ୍ କର୍ବାକେ ସେ ସିକାଇତେରଇଲା ।
14 Mas tenho algumas coisas contra vocês: há entre vocês alguns que seguem o ensinamento de Balaão, que mostrou a Balaque como fazer com que o povo de Israel pecasse, dizendo que os israelitas deviam comer alimentos oferecidos aos ídolos e cometer imoralidades.
15 ସେନ୍ତାରିସେ ତମର୍ ବିତ୍ରେ କେତେଲକ୍ ନିକଲାତିୟମନର୍ ସିକିଆ ମିସା ମାନ୍ଲାସ୍ନି ।
15 Assim também estão entre vocês alguns que seguem os ensinamentos dos nicolaítas .
16 ଏବେ ତମର୍ ପାପେଅନି ବାଉଡା । ନଇଲେ ମୁଇ ତମର୍ଟାନେ ଦାପ୍ରେ ଆଇବି । ଆରି ମର୍ ଟଣ୍ଡେଅନି ବାରଇବା କାଣ୍ଡା ସଙ୍ଗ୍ ମୁଇ ସେ ଲକ୍ମନର୍ ବିରୁଦେ ଜୁଇଦ୍ କର୍ବି ।
16 Arrependam-se! Se não, eu logo irei até aí e, com a espada que sai da minha boca, lutarei contra essa gente.
17 ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ଦିଆନ୍ ଦେଇ ସୁନା । ଜେ ଜିତ୍ସି, ସେମନ୍କେ ଲୁଚାଇକରି ସଙ୍ଗଇରଇବା ମାନା ଦେବି । ନୁଆ ନାଉଁ ଲେକିରଇବା ଗଟେକ୍ ଦବ୍ ପାକ୍ନା ମିସା ସେମନ୍କେ ଦେବି ।
17 “Portanto, se vocês têm ouvidos para ouvir, então ouçam o que o Espírito de Deus diz às igrejas.
18 ତିଆଟିରା ମଣ୍ଡଲିକେ ଦେକାରକା କର୍ବା ଦୁତ୍କେ ଲେକା । ପର୍ମେସରର୍ ପଅ ମୁଇ ଏ କବର୍ ମର୍ଟାନେଅନି ପାଟାଇଲିନି । ମର୍ ଆଁକି ଜଇପାରା ଜଗ୍ଜଗି ଗାଲାନି ଆରି ପାଦ୍ ରେତିରଇବା ପିତଲ୍ପାରା ଆଚେ ।
18 — Ao anjo da igreja de Tiatira escreva o seguinte:
19 ତମର୍ ଚଲାଚଲ୍ତି ମୁଇ ଜାନି । ତମର୍ ଆଲାଦ୍, ସତ୍ ସଙ୍ଗ୍ କାମ୍ କର୍ବାଟା, ସେବା କର୍ବାଟା ଆରି ମୁର୍ଚିକରି ରଇବାଟା ମୁଇ ଜାନି । ଆଗ୍ତୁର୍ ଟାନେଅନି ଏବେ ଅଦିକ୍ ନିକ କଲାସ୍ନି ବଲି ମୁଇ ଜାନି ।
19 Eu sei o que vocês estão fazendo. Sei que têm amor, são fiéis, trabalham e aguentam o sofrimento com paciência. Eu sei que vocês estão fazendo mais agora do que no princípio.
20 ମାତର୍ ତମର୍ ଚଲାଚଲ୍ତିତେଇ ଗଟେକ୍ ବିସଇ ମର୍ ମନ୍କେ ଜାଏନାଇ । ସେ ଜେଜେବଲ୍ ନାଉଁର୍ ମାଇଜିକେ ତମର୍ ଦଲେ ମିସାଇଲାସ୍ । ମୁଇ ନିଜେ ପର୍ମେସରର୍ ଦୁତ୍ ବଲାଇଅଇଲାନି । ମର୍ ଗତିଦାଙ୍ଗ୍ଡାମନ୍କେ ସେ ବେସିଆ କାମ୍ କର୍ବାକେ ସିକାଇଲାନି । ମୁର୍ତିମନ୍କେ ସର୍ପିଦେଇରଇବା କାଦି ମିସା କାଇବାକେ କଇଲାନି ।
20 Porém tenho contra vocês uma coisa: é que toleram Jezabel , aquela mulher que diz que é
21 ପର୍ମେସର୍ ଟାନେ ବାଉଡ ବଲି ମୁଇ ତାକେ ଜାଗ୍ଲି, ମାତର୍ ତାର୍ ବେସିଆ କାମ୍ କର୍ବାକେ ସେ ମନ୍ କଲା ।
21 Eu lhe dei tempo para abandonar os seus pecados, porém ela não quer deixar a imoralidade.
22 ତେବର୍ପାଇ ମୁଇ ତାକେ ବଡ୍ ବେମାର୍ ଦାରାଇବି । ଜେନ୍ତାରି କି ସେ ସଇଲାତେଇଅନି ଉଟିନାପାରେ । ତାର୍ ସଙ୍ଗ୍ ଜେତ୍କି ଲକ୍ମନ୍ ପାପ୍ କରିରଇଲାଇ, ମୁଇ ସେମନ୍କେ ବେସି ଦୁକ୍ କସ୍ଟ ଦେବି । ତାର୍ କରାପ୍ ଚଲାଚଲ୍ତିଟାନେ ମିସିରଇବା ଜେତ୍କି ଲକ୍ମନ୍ ନ ବାଉଡ୍ଲେ, ଏ ସବୁଜାକ ମୁଇ ଏବେସେ କର୍ବି ।
22 Portanto, eu a jogarei numa cama, onde ela e os que com ela cometem adultério sofrerão horrivelmente. Farei isso agora, a não ser que eles se arrependam das coisas más que fizeram junto com ela.
23 ତାର୍ବାଟେ ଜାଇତେରଇବା ସବୁ ଲକ୍ମନ୍କେ ମୁଇ ମରାଇବି । ସେନ୍ତାରି ସବୁ ଲକର୍ ଚିନ୍ତା ଆରି ମନ୍ ଜାନ୍ବା ଲକ୍ ମୁଇସେ ବଲି ସବୁ ମଣ୍ଡଲି ଜାନ୍ବାଇ । ତମେ କରିରଇବା କାମ୍ ଇସାବେ ମୁଇ ତମ୍କେ ବାଉଡାଇବି ।
23 Matarei os seguidores dela, e então todas as igrejas saberão que eu sou aquele que conhece os pensamentos e os desejos de todos. Eu pagarei a cada um de vocês de acordo com o que tiver feito.
24 ମାତର୍ ତିଆଟିଆଇ ରଇବା, ତମେ ବାକି ଲକ୍ମନ୍ ଏ କରାପ୍ ସିକିଆ ମାନାସ୍ନାଇ । ସଇତାନର୍ ଟିକିନିକି ସିକିଆ ବଲି ଲକ୍ମନ୍ ମାନ୍ବା ସିକିଆ ତମେ ମାନାସ୍ନାଇ । ତେବର୍ପାଇ ତମେ ମାନ୍ବାକେ ବେସି ଆଦେସ୍ ମୁଇ ନ ଦେଇ ।
24 “Porém aí em Tiatira o resto de vocês não seguiu esse mau ensinamento. Vocês não aprenderam o que alguns chamam de ‘os segredos profundos de Satanás’ . Afirmo que não porei mais nenhuma carga sobre vocês.
25 ମାତର୍ ମୁଇ ଆଇବା ଜାକ ତମେ ବିସ୍ବାସ୍ କଲାଟା ଡାଟ୍ ସଙ୍ଗ୍ ଦାରିରୁଆ ।
25 Mas, até que eu venha, guardem bem aquilo que vocês têm.
26 ଜେତ୍କି ଲକ୍ ଜିତିକରି ସାରାସାରି ଜାକ ରଇବାଇ, ମୁଇ ମର୍ ବାବାର୍ଟାନେଅନି ପାଇରଇବା ସମାନ୍ ଅଦିକାର୍ ସେମନ୍କେ ଦେବି ।
26 — ausente —
27 ରାଇଜ୍ମନ୍କେ ଲୁଆର୍ ଡାଙ୍ଗ୍ସଙ୍ଗ୍ ସାସନ୍ କରି ମାଟିର୍ ଆଣ୍ଡିପାରା ବାଙ୍ଗାଇବାକେ ମୁଇ ଅଦିକାର୍ ଦେବି ।
27 — ausente —
28 ଆରି ମୁଇ ସେମନ୍କେ ସାକ୍ଲିଆ ବେଲର୍ ତାରା ଦେବି ।
28 — ausente —
29 ଆତ୍ମା ମଣ୍ଡଲିମନ୍କେ କଇବାଟା ମନ୍ ଦିଆନ୍ ଦେଇ ସୁନା ।
29 “Portanto, se vocês têm ouvidos para ouvir, então ouçam o que o Espírito de Deus diz às igrejas.”
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Apocalipse 2, comparar traduções ou montar um estudo — tudo direto pelo WhatsApp.