Apocalipse 21
ସତିଅର୍ ବାଟ୍ (DSO) vs ARIB
1 ତାର୍ପଚେ ଏଦେ ଦେକା ! ନୁଆ ସରଗ୍ ଆରି ନୁଆ ଜଗତ୍ ଦେକ୍ଲି । ପର୍ତୁମ୍ ସରଗ୍ ଆରି ପର୍ତୁମ୍ ଜଗତ୍ ଆରି ଡିସେନାଇ । ସମ୍ଦୁର୍ ମିସା ଆରି ଡିସେନାଇ ।
1 E vi um novo céu e uma nova terra. Porque já se foram o primeiro céu e a primeira terra, e o mar já não existe.
2 ଆରି ସେ ସୁକଲ୍ ନଅର୍ ଦେକ୍ଲି । ସେଟା ରଇଲା ନୁଆ ଜିରୁସାଲେମ୍ । ସର୍ଗେଅନି, ପର୍ମେସର୍ଟାନେଅନି, ସେଟା ଉତ୍ରି ଆଇତେରଇଲା । ଗଟେକ୍ ଦାଙ୍ଗ୍ଡି ଦାଙ୍ଗ୍ଡାକେ ବେଟ୍ ଅଇବାକେ ଗାଲେ କେନ୍ତାଟା ପିନ୍ଦିରଇସି, ସେନ୍ତାରି ତିଆର୍ ପିଆର୍ ଅଇରଇଲା ।
2 E vi a santa cidade, a nova Jerusalém, que descia do céu da parte de Deus, adereçada como uma noiva ataviada para o seu noivo.
3 ବସ୍ବା ଜାଗାଇଅନି ଗଟେକ୍ ବଡ୍ ସବଦ୍ କାତାଅଇବାଟା ମୁଇ ସୁନ୍ଲି “ସାରାସାରି ବେଲେ ପର୍ମେସର୍ ମୁନୁସ୍ଜାତି ସଙ୍ଗ୍ ବାସା ଅଇବାକେ ଆଇଲାଆଚେ । ସେ ତାକର୍ ସଙ୍ଗ୍ ବାସା ଅଇସି । ଆରି ସେମନ୍ ତାର୍ ଲକ୍ ଅଇବାଇ । ପର୍ମେସର୍ ନିଜେ ତାକର୍ ସଙ୍ଗ୍ ରଇସି । ଆରି ସେ ତାକର୍ ପର୍ମେସର୍ ଅଇସି ।”
3 E ouvi uma grande voz, vinda do trono, que dizia: Eis que o tabernáculo de Deus está com os homens, pois com eles habitará, e eles serão o seu povo, e Deus mesmo estará com eles.
4 ସେ ତାକର୍ ଆଁସୁ ପୁଚିଦେଇସି । କେ ଆରି ନ ମରତ୍ । କାନ୍ଦାବୁବା, ଦୁକାସୁକା ନ ରଏ । ପୁର୍ନା ବିସଇ ଆରି ନ ଡିସେ ।
4 Ele enxugará de seus olhos toda lágrima; e não haverá mais morte, nem haverá mais pranto, nem lamento, nem dor; porque já as primeiras coisas são passadas.
5 ତାର୍ପଚେ ଜେ ବସ୍ବା ଜାଗାଇ ବସିରଇଲା, ସେ କଇଲା “ମୁଇ ଏବେ ସବୁ ବିସଇ ନୁଆ କଲିନି ।” ସେ ମକେ ଆରି କଇଲା “ଏଟା ଲେକିକରି ସଙ୍ଗ । କାଇକେବଇଲେ ଏ ବାକିଅ ସବୁ ସତ୍ । ଆରି ବିସ୍ବାସ୍ କରିଅଇସି ।”
5 E o que estava assentado sobre o trono disse: Eis que faço novas todas as coisas. E acrescentou: Escreve; porque estas palavras são fiéis e verdadeiras.
6 ସେ ଆରି କଇଲା ସେଟା ସାରିଗାଲା, ମୁଇ ଅଇଲିନି ଆରାମର୍ ଲକ୍ ଆରି ସାରାସାରିର୍ ଲକ୍ । ମୁଇ ସେ ଆରାମ୍ ମୁଇ ସେ ସାରାସାରି । ଜାକେ ଜଦି ସସ୍ କର୍ସି, ପାଜ୍ରାପାନି କାଇବାକେ ମୁଇ ତାକେ ଡାକିନେବି । ଏ ପାଜ୍ରାଇ ଅନି ଜନ୍ ପାନି ବାରଇସି, ସେଟା ନ ସାର୍ବା ଜିବନ୍ ଦେଇସି । ସେମନ୍କେ ସେଟା ଇନାମେ ମିଲ୍ସି ।
6 Disse-me ainda: está cumprido: Eu sou o Alfa e o Ômega, o princípio e o fim. A quem tiver sede, de graça lhe darei a beber da fonte da água da vida.
7 ଜନ୍ ଲକ୍ମନ୍ ଜୁଇଦ୍ କରି ଜିତ୍ବାଇ ସେମନ୍କେ ଇନାମ୍ ଦେବି, ଆରି ତାକର୍ ପର୍ମେସର୍ ଅଇବି ଆରି ସେମନ୍ ମର୍ ପିଲାଟକି ଅଇବାଇ ।
7 Aquele que vencer herdará estas coisas; e eu serei seu Deus, e ele será meu filho.
8 ମାତର୍ ଜେ ମର୍ସଙ୍ଗ୍ ଆଇବାକେ ଡର୍ବାଇ, ଆରି ବିସ୍ବାସ୍ ନ କରତ୍, ଜାର୍ ଚଲାଚଲ୍ତି କାରାପ୍, ଜେ କି ନର୍ମାରୁମନ୍ ଆଚତ୍, ଜନ୍ ଲକ୍ମନ୍ କାରାପ୍ ରିତିନିତି ଅବିଆସ୍ କର୍ବାଇ, ଜନ୍ଲକ୍ମନ୍ ମଁତର୍ ଜଁତର୍ କର୍ବାଇ ଆରି ଜନ୍ ଲକ୍ମନ୍ ମିଚ୍ ଦେବ୍ତାମନ୍କେ ଜୁଆର୍ କର୍ବାଇ, ଆରି ଜେତ୍କି ସବୁ ମିଚୁଆମନ୍ ରଇବାଇ, ତାକର୍ ସେସର୍ ବେଲା ଏନ୍ତାରି ଅଇସି । ସେମନ୍କେ ଲାଗ୍ତେରଇବା ଗନ୍ଦ୍ଟାନେ ପିଙ୍ଗା ଅଇସି । ସେଟା ଅଇଲାନି ପଚର୍ ମରନ୍ ।
8 Mas, quanto aos medrosos, e aos incrédulos, e aos abomináveis, e aos homicidas, e aos adúlteros, e aos feiticeiros, e aos idólatras, e a todos os mentirosos, a sua parte será no lago ardente de fogo e enxofre, que é a segunda morte.
9 ସାତ୍ଟା ଦୁତ୍ମନର୍ ବିତ୍ରେ ଗଟେକ୍ ଦୁତ୍, ଜାର୍ ଆତେ ସାତ୍ଟା ମର୍ଡି ରଇବା ଗିନା ରଇଲା, ସେ ମକେ ଆସି କଇଲା ଆଉ ମୁଇ ତକେ କନିଆ ଦାଙ୍ଗ୍ଡିକେ ଦେକାଇବି । ସେ ଅଇଲାନି ମେଣ୍ଡାପିଲାର୍ ମାଇଜି ।
9 E veio um dos sete anjos que tinham as sete taças cheias das sete últimas pragas, e falou comigo, dizendo: Vem, mostrar-te-ei a noiva, a esposa do Cordeiro.
10 ସୁକଲ୍ ଆତ୍ମା ମକେ ଦାର୍ଲା, ଦୁତ୍ ମକେ ଗଟେକ୍ ଉଁଚ୍ ଡଙ୍ଗର୍ ଟିପେ ଦାରିଗାଲା । ସେ ମକେ ସୁକଲ୍ ନଅର୍ ଜିରୁସାଲେମ୍ ପର୍ମେସର୍ ଟାନେଅନି, ସର୍ଗେଅନି ଉତ୍ରି ଆଇବାଟା ଦେକାଇଲା ।
10 E levou-me em espírito a um grande e alto monte, e mostrou-me a santa cidade de Jerusalém, que descia do céu da parte de Deus,
11 ସେ ନଅର୍ ପର୍ମେସରର୍ ମଇମାସଙ୍ଗ୍ ଜକ୍ମକି ଜାଇତେରଇଲା । ଗଟେକ୍ ବେସି ଦାମ୍ ରଇବା ଜାସ୍ପର୍ ନାଉଁର୍ ଇରାପାକ୍ନା ପାରା ଜକ୍ମକି ଜାଇତେରଇଲା । ସେ ପାକ୍ନାଇ ଦେକ୍ଲେ ଏବାଟେ ଅନି ସେବାଟର୍ଟା ସବୁ ଡିସ୍ତେରଇଲା ।
11 tendo a glória de Deus; e o seu brilho era semelhante a uma pedra preciosíssima, como se fosse jaspe cristalino;
12 ସେ ନଅରେ ଗଟେକ୍ ବେସି ଉଁଚର୍ କତି ରଇଲା । ତେଇ ବାର୍ଟା ଗେଟ୍ ରଇଲା ଆରି ବାର୍ଟା ଦୁତ୍ମନ୍ ସେ ଗେଟ୍ମନର୍ ଦେକାରକା କର୍ତେରଇଲାଇ । ଇସ୍ରାଏଲ୍ ଲକ୍ମନର୍ ବାର୍ଟା ବଁସର୍ ନାଉଁମନ୍ ସେ ଗେଟେ ଲେକାଅଇରଇଲା ।
12 e tinha um grande e alto muro com doze portas, e nas portas doze anjos, e nomes escritos sobre elas, que são os nomes das doze tribos dos filhos de Israel.
13 ସବୁ ଦିଗେ ତିନ୍ଟାଲାକା କାପାଟ୍ ରଇଲା, ଉତର୍ ଦିଗେ ତିନ୍ଟା କାପାଟ୍ ଦକିନ୍ଦିଗେ ତିନ୍ଟା କାପାଟ୍ ଆରି ପଚିମ୍ଦିଗେ ତିନ୍ଟା କାପାଟ୍ ରଇଲା ।
13 Ao oriente havia três portas, ao norte três portas, ao sul três portas, e ao ocidente três portas.
14 ବାର୍ଟା ମୁଲ୍ ପାକ୍ନାଇ ସେ ନଗରର୍ କତି ଉଟାଇରଇଲାଇ । ଆରି ସେ ପାକ୍ନା ଉପ୍ରେ ମେଣ୍ଡାପିଲାର୍ ବାର୍ଟା ପେରିତ୍ ମନର୍ ନାଉଁ ଲେକା ଅଇରଇଲା ।
14 O muro da cidade tinha doze fundamentos, e neles estavam os nomes dos doze apóstolos do Cordeiro.
15 ଜନ୍ ଦୁତ୍ ମର୍ସଙ୍ଗ୍ କାତା ଅଇତେ ରଇଲା, ତାର୍ ଆତେ ନଗର୍କେ, ତାର୍ କାପାଟ୍ ମନ୍କେ ଆରି କତିମନ୍କେ ନାପ୍ବା, ସୁନାର୍ ନାପ୍ବା ଡାଙ୍ଗ୍ ରଇଲା ।
15 E aquele que falava comigo tinha por medida uma cana de ouro, para medir a cidade, as suas portas e o seu muro.
16 ସେ ନଅର୍ ପୁରାପୁରୁନ୍ ଚାରିକନିଆ ରଇଲା । ତାର୍ ଲମ୍ ଆରି ଅସାର୍ ସମାନ୍ ରଇଲା । ଦୁତ୍ ତାର୍ ନାପ୍ବା ଡାଙ୍ଗ୍ ସଙ୍ଗ୍ ନଅର୍ ନାପ୍ଲା । ସେ ନାପ୍ବା ଇସାବେ ସେଟା ଦୁଇଅଜାର୍ ଚାର୍ସ କିଲମିଟର୍ ଲମ୍ ରଇଲା । ତାର୍ ଲମ୍ ଅସାର୍ ଆରି ଉଁଚ୍ ସମାନ୍ ରଇଲା ।
16 A cidade era quadrangular; e o seu comprimento era igual à sua largura. E mediu a cidade com a cana e tinha ela doze mil estádios; e o seu cumprimento, largura e altura eram iguais.
17 ଦୁତ୍ କତି ମିସା ନାପ୍ଲା । ସେଟା ୬୦ ମିଟର୍ ଉଁଚ୍ ରଇଲା ।
17 Também mediu o seu muro, e era de cento e quarenta e quatro côvados, segundo a medida de homem, isto é, de anjo.
18 ଜାସ୍ପର୍ ନାଉଁର୍ ଗଟେକ୍ ବେସି ଦାମର୍ ଇରା ପାକ୍ନା ସଙ୍ଗ୍ କତି ତିଆର୍ ଅଇରଇଲା । ଅସ୍ଲି ସୁନା ସଙ୍ଗ୍ ନଅର୍ ତିଆର୍ ଅଇରଇଲା । ଆରି କାଁଚ୍ପାରା ସବୁ ଡିସ୍ତେରଇଲା ।
18 O muro era construído de jaspe, e a cidade era de ouro puro, semelhante a vidro límpido.
19 ସେ ନଅରର୍ କତିର୍ ମୁଲ୍ ପାକ୍ନାମନ୍ ବିନ୍ ବିନ୍ ରକାମର୍ ଇରାପାକ୍ନାମନର୍ ସଙ୍ଗ୍ ସୁନ୍ଦର୍ କରିରଇଲାଇ । ପର୍ତୁମ୍ ମୁଲ୍ ପାକ୍ନା ରଇଲା, ଇସ୍ପର୍ । ତାର୍ପଚର୍ ସପାୟର୍, ତାର୍ ପଚର୍ ଆଗାଟେ । ତାର୍ ପଚର୍ ଏମରଲ୍ ।
19 Os fundamentos do muro da cidade estavam adornados de toda espécie de pedras preciosas. O primeiro fundamento era de jaspe; o segundo, de safira; o terceiro, de calcedônia; o quarto, de esmeralda;
20 ତାର୍ ପଚର୍ ଅନିକ୍ । ତାର୍ ପଚର୍ କର୍ନିଲିଅନ୍ । ତାର୍ ପଚର୍ ଅଲ୍ଦି ରଙ୍ଗର୍ କାଟ୍, ତାର୍ ପଚର୍ ବେରିଲ୍, ତାର୍ପଚର୍ ତପାଜ୍, ତାର୍ ପଚର୍ ଚାଲ୍କେଦନି, ତାର୍ ପଚର୍ ତର୍କଇ, ଆରି ସାରାସାରି ଆମେତି ।
20 o quinto, de sardônica; o sexto, de sárdio; o sétimo, de crisólito; o oitavo, de berilo; o nono, de topázio; o décimo, de crisópraso; o undécimo, de jacinto; o duodécimo, de ametista.
21 ବାର୍ଟା ମୁକ୍ତାଇ ବାର୍ଟା କାପାଟ୍ ତିଆର୍ ଅଇରଇଲା । ଗଟେକ୍ ଗଟେକ୍ କାପାଟ୍ ଗଟେକ୍ ଗଟେକ୍ ମୁକ୍ତାଇଅନି ତିଆର୍ ଅଇରଇଲା । ନଅରର୍ ବାଟ୍ ଅସ୍ଲି ସୁନାସଙ୍ଗ୍ ତିଆର୍ ଅଇରଇଲା । କାଁଚ୍ପାରା, ଏନେ ଅନି ଦେକ୍ଲେ ତେନର୍ଟାମନ୍ ଡିସ୍ତେରଇଲା ।
21 As doze portas eram doze pérolas: cada uma das portas era de uma só pérola; e a praça da cidade era de ouro puro, transparente como vidro.
22 ସେ ନଅରେ ମୁଇ ଗଟେକ୍ ମିସା ମନ୍ଦିର୍ ଦେକିନାଇ । କାଇକେବଇଲେ, ତାର୍ ମନ୍ଦିର୍ ରଇଲା ମାପ୍ରୁ ପର୍ମେସର୍ । ଜେ କି ସବୁର୍ ଉପ୍ରେ ଆଚେ, ଆରି ମେଣ୍ଡାପିଲା ।
22 Nela não vi santuário, porque o seu santuário é o Senhor Deus Todo-Poderoso, e o Cordeiro.
23 ସେ ନଅର୍ ଉପ୍ରେ ଉଜଲ୍ ଦେବାକେ ବେଲ୍ କି ଜନ୍ ଦର୍କାର୍ ନ ରଇଲା । କାଇକେବଇଲେ, ପର୍ମେସରର୍ ମଇମା ତେଇ ଉଜଲ୍ ଦେଇତେରଇଲା ଆରି ମେଣ୍ଡାପିଲା ତେଇର୍ ବତି ରଇଲା ।
23 A cidade não necessita nem do sol, nem da lua, para que nela resplandeçam, porém a glória de Deus a tem alumiado, e o Cordeiro é a sua lâmpada.
24 ସେ ଉଜଲେ ଜଗତର୍ ଲକ୍ମନ୍ ଇଣ୍ଡିଜିବାଇ ଆରି ରାଜାମନ୍ ତାକର୍ ଦନ୍ ସଁପତି ତେଇ ଆନି ସର୍ପି ଦେବାଇ ।
24 As nações andarão à sua luz; e os reis da terra trarão para ela a sua glória.
25 ସେ ନଅରର୍ କାପାଟ୍ମନ୍ ସବୁବେଲେ ଉଗ୍ଡା ରଇସି । ସେଟା କେବେ ମିସା ଡାବିଅଇ ନ ରଏ । କାଇକେବଇଲେ ତେଇ କେବେ ରାତି ନ ଅଏ ।
25 As suas portas não se fecharão de dia, e noite ali não haverá;
26 ରାଇଜ୍ ମନର୍ ଡାକ୍ପୁଟା ଆରି ଦନ୍ ସଁପତି ସେ ନଅରେ ଆନ୍ବାଇ ।
26 e a ela trarão a glória e a honra das nações.
27 ମାତର୍ ଅସୁକଲ୍ ରଇବା କାଇ ବିସଇ ମିସା ସେ ନଅରେ ନ ପୁରେ । ଲାଜ୍ ଅଇବା କାମ୍ମନ୍ କର୍ବା ଲକ୍ କି ମିଚ୍ କଇବା ଲକ୍ କେ ମିସା ତେଇ ପୁରି ନାପାରତ୍ । ମେଣ୍ଡାପିଲାର୍ ବଇଲଗେ ଜାର୍ ନାଉଁ ଲେକାଅଇଆଚେ, ସେମନ୍ସେ, ସେ ନଅରେ ଜାଇପାରତ୍ ।
27 E não entrará nela coisa alguma impura, nem o que pratica abominação ou mentira; mas somente os que estão inscritos no livro da vida do Cordeiro.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Apocalipse 21, comparar traduções ou montar um estudo — tudo direto pelo WhatsApp.