Apocalipse 1
ସତିଅର୍ ବାଟ୍ (DSO) vs ARC
1 ଜାଇ ଜାଇଟା ଦାପ୍ରେ ଗଟ୍ବାକେ ଗାଲାନି, ପର୍ମେସର୍ ଜିସୁ କିରିସ୍ଟକେ ଜାନାଇ ରଇବା ବିସଇ ଏ ବଇଟାନେ ଲେକାଅଇ ଆଚେ । ସେ ସବୁ ବିସଇ ତାର୍ ଦାଙ୍ଗ୍ଡାମନ୍କେ ଜାନାଇବାକେ ପର୍ମେସର୍ ତାକେ ଜାନାଇଲା । ତେବର୍ପାଇ ମୁଇ ଜଅନ୍ ଜେ କି ତାର୍ ସିସ୍ ଅଇଲିଆଚି, ମକେ ଜାନାଇବାକେ କିରିସ୍ଟ ତାର୍ ଦୁତ୍କେ ପାଟାଇଲାଆଚେ ।
1 Revelação de Jesus Cristo, a qual Deus lhe deu para mostrar aos seus servos as coisas que brevemente devem acontecer; e pelo seu anjo as enviou e as notificou a João, seu servo,
2 ଆରି ମକେ ଜେତ୍କି ବିସଇ ଦେକାଇରଇଲା, ମୁଇ ସେଟାମନ୍ ସବୁ ଲେକିଆଚି । ଆରି ଏ ସବୁ ଜିସୁ କିରିସ୍ଟ ଜାନାଇରଇବା ପର୍ମେସରର୍ ସତ୍ ବାକିଅ ବଲି ମୁଇ ଡାଟ୍ ସଙ୍ଗ୍ କଇଲିନି ।
2 o qual testificou da palavra de Deus, e do testemunho de Jesus Cristo, e de tudo o que tem visto.
3 ଏ ବଇ ପଡିକରି ତେଇ ଲେକାଅଇରଇବା ଆଗ୍କେ ଗଟ୍ବା କାତାମନ୍ ବୁଜିକରି ମାନ୍ବା ଲକ୍ମନ୍ କେଡେକ୍ କରମର୍ ଲକ୍ମନ୍ ! କାଇକେବଇଲେ ଏ ସବୁ ବିସଇ ଗଟ୍ବା ବେଲା କେଟ୍ଲା ।
3 Bem-aventurado aquele que lê, e os que ouvem as palavras desta profecia, e guardam as coisas que nela estão escritas; porque o tempo está próximo.
4 ମୁଇ ଜଅନ୍ ଆସିଆ ରାଇଜେ ରଇବା ସାତ୍ଟା ମଣ୍ଡଲିକେ ଲେକ୍ଲିନି । ପର୍ମେସର୍ ଟାନେଅନି ଆସିରଇବା ଜିବନ୍ ଦୁକାଇଲାଟା ଆରି ସାନ୍ତି ତମ୍କେ ମିଲ । ସେ ଏବେ ଆଚେ । ଆଗ୍ତୁ ମିସା ରଇଲା ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ରଇସି । ସେ ବସିରଇବା ଜାଗାର୍ ମୁଆଟର୍ ସାତ୍ଟା ଆତ୍ମାମନର୍ ଟାନେଅନି
4 João, às sete igrejas que estão na Ásia: Graça e paz seja convosco da parte daquele que é, e que era, e que há de vir, e da dos sete Espíritos que estão diante do seu trono;
5 ଆରି ଜିସୁକିରିସ୍ଟ ଟାନେଅନି । ସେ ଆକା ପର୍ମେସରର୍ ବିସଇର୍ ସତ୍ ସାକି ଦେଇପାର୍ସି । ମଲା ଲକ୍ମନର୍ଟାନେଅନି ତାକେସେ ପର୍ତୁମ୍ ଉଟାଇରଇଲା । ଏ ଜଗତର୍ ସାସନ୍କାରିଆମନର୍ ଉପ୍ରେ ରଇବା ସାସନ୍କାରିଆ । ସେ ଆମ୍କେ ଆଲାଦ୍ କଲାନି । ଆମର୍ପାଇ ଗଟେକ୍ ବଲି ଇସାବେ ମଲାକେ ଆମର୍ ପାପେଅନି ସେ ଆମ୍କେ ମୁକ୍ଲାଇଆଚେ ।
5 e da parte de Jesus Cristo, que é a fiel testemunha, o primogênito dos mortos e o príncipe dos reis da terra. Àquele que nos ama, e em seu sangue nos lavou dos nossos pecados,
6 ତାର୍ ବାବା ପର୍ମେସର୍କେ ସେବା କର୍ବାପାଇ ସେ ଆମ୍କେ ଗଟେକ୍ ରାଜାର୍ କୁଟୁମେ ପୁଜାରି କଲାଆଚେ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ବପୁ ଆରି ମଇମା ପାଅ । ଆମେନ୍ ।
6 e nos fez reis e sacerdotes para Deus e seu Pai, a ele, glória e poder para todo o sempre. Amém!
7 ଏଦେ ଦେକା ! ସେ ମେଗ୍ମାଲାଇ ବସି ଆଇଲାନି । ଗୁଲାଇ ଲକ୍ମନ୍ ତାକେ ଦେକ୍ବାଇ । ତାକେ କୁରୁସ୍କାଟେ କୁଟି ମାରିରଇବା ଲକ୍ମନ୍ ମିସା ଦେକ୍ବାଇ । ଏ ଜଗତେ ରଇବା ସବୁ ଲକ୍ମନ୍ ତାର୍ଲାଗି ଦୁକ୍ କର୍ବାଇ । ସେଟା ସେନ୍ତାରିସେ ଅଇସି । ଆମେନ୍ !
7 Eis que vem com as nuvens, e todo olho o verá, até os mesmos que o traspassaram; e todas as tribos da terra se lamentarão sobre ele. Sim! Amém!
8 ମାପ୍ରୁ ପର୍ମେସର୍ ସବୁର୍ଟାନେଅନି ଅଦିକ୍ ବପୁର୍ଟା । ସେ ଏବେ ମିସା ଆଚେ । ସେ ଆଗ୍ତୁ ରଇଲା । ଆରି କାଲ୍ କାଲ୍ ଜୁଗ୍ ଜୁଗ୍ ରଇସି । ସେ କଇଲାଆଚେ “ଆରାମେଅନି ସବୁ ବିସଇ କର୍ବା ଲକ୍ ମୁଇ, ଆରି ସାରାଇବା ଲକ୍ ମିସା ମୁଇସେ ।”
8 Eu sou o Alfa e o Ômega, o Princípio e o Fim, diz o Senhor, que é, e que era, e que há de vir, o Todo-Poderoso.
9 “ମୁଇ ଜଅନ୍, ତମର୍ ବିସ୍ବାସର୍ ଲାଗି ବାଇ ଅଇଲିଆଚି । ଜିସୁର୍ ସଙ୍ଗ୍ ଆମେ ମିସିଆଚୁକେ, ତାର୍ ରାଇଜେ ରଇବା ଲକ୍ମନର୍ପାଇ ଆସିରଇବା ସବୁ ଦୁକ୍ କସ୍ଟଟାନେ ମୁଇ ତମର୍ ସଙ୍ଗ୍ ମୁର୍ଚିକରି ଆଚି । ଚାରିବେଟ୍ତି ସମ୍ଦୁର୍ ରଇକରି ମଜାଇ ରଇବା ପାତ୍ମସ୍ ବଲି ଗଟେକ୍ ରାଇଜେ ମକେ ନେଇରଇଲା । ମୁଇ ପର୍ମେସରର୍ କାତା ଆରି ଜିସୁ ଦେଇରଇବା ସିକିଆ ଜାନାଇରଇଲିଜେ, ମକେ ସେନ୍ତାରି କଲା ।
9 Eu, João, que também sou vosso irmão e companheiro na aflição, e no Reino, e na paciência de Jesus Cristo, estava na ilha chamada Patmos, por causa da palavra de Deus e pelo testemunho de Jesus Cristo.
10 ଆମେ ମିସିକରି ତାକେ ଆରାଦନା କର୍ବା ମାପ୍ରୁର୍ ଦିନେ, ତାର୍ ଆତ୍ମା ମକେ ଦାରିରଇଲା । ଆରି ଜବର୍ ଅଇତେ ମଇରି ବାଜ୍ଲା ପାରା ମର୍ ପଚ୍ବାଟେ ସୁନ୍ଲି ।
10 Eu fui arrebatado em espírito, no dia do Senhor, e ouvi detrás de mim uma grande voz, como de trombeta,
11 ତୁଇ ଦେକ୍ଲାଟା ବଇଟାନେ ଲେକ୍ ଆରି ଏପିସିୟ, ସୁର୍ନା, ପର୍ଗାମା, ତିଆଟିରା, ସାର୍ଦି, ପିଲାଦେଲ୍ପିଆ ଆରି ଲାଉଦିକିଆଇ ମଣ୍ଡ୍ଲିତେଇ ପାଟାଆ ବଲି ସେ ସବଦ୍ ସୁନ୍ଲି ।” ଏସିଆର୍ ସାତ୍ଟା ମଣ୍ଡଲି|alt="Map of seven churches in Asia" src="hk00378c.tif" size="span" copy="Horace Knowles ©" ref="୧:୧୧"
11 que dizia: O que vês, escreve-o num livro e envia-
12 ସେ ସବଦ୍ ସୁନ୍ଲାକେ, କେ କାତାଅଇଲାନି, ଦେକ୍ବି ବଲି ପାସଲ୍ଲି ଆରି ସାତ୍ଟା ସୁନାର୍ ବତି ଡାଣ୍ଡି ଦେକ୍ଲି ।
12 E virei-me para ver quem falava comigo. E, virando-me, vi sete castiçais de ouro;
13 ତାର୍ ମଜାଇ ନର୍ ପାରା ଡିସ୍ତେରଇବା ଗଟେକ୍ ଲକ୍କେ ଦେକ୍ଲି । ତାର୍ ପାଦ୍ଜାକ ଅଇବା ଗଟେକ୍ ଡେଙ୍ଗ୍ ଲୁଗା ପିନ୍ଦିରଇଲା । ତାର୍ ବୁକ୍ତଲେ ଗଟେକ୍ ସୁନାର୍ ବେଲ୍ଟୁ ବାନ୍ଦି ରଇଲା ।
13 e, no meio dos sete castiçais, um semelhante ao Filho do Homem, vestido até aos pés de uma veste comprida e cingido pelo peito com um cinto de ouro.
14 ତାର୍ ମୁଣ୍ଡର୍ ଚେଣ୍ଡି ଦଇଲା ଚାଉଲ୍ ଆରି ଦୁଦ୍ପାରା ଦବ୍ ରଇଲା । ଆରି ତାର୍ ଆଁକି ଲାଗ୍ତେ ରଇବା ଜଇ ପାରା ଗଜ୍ଗଜି ଜାଇତେ ରଇଲା ।
14 E a sua cabeça e cabelos eram brancos como lã branca, como a neve, e os olhos, como chama de fogo;
15 ତାର୍ ପାଦର୍ ରେଡି ପିତଲ୍ ପାରା ଜଗ୍ଜଗି ଜାଇତେରଇଲା, ଜନ୍ଟାକି ଜଇଟାନେ ପରିଚଲ୍ ଅଇ ସୁନ୍ଦର୍ କରି ରେତ୍ଲାପାରା । ଆରି ତାର୍ ସବଦ୍ ଅଦର୍ତେରଇବା ଜର୍ନା ପାନିର୍ ସବଦ୍ପାରା ଜବର୍ ସବଦ୍ ଅଇତେରଇଲା ।
15 e os seus pés, semelhantes a latão reluzente, como se tivesse sido refinado numa fornalha; e a sua voz, como a voz de muitas águas.
16 ସେ ତାର୍ ଉଜା ବାଟର୍ ଆତେ ସାତ୍ଟା ତାରା ଦାରି ରଇଲା, ଆରି ତାର୍ ଟଣ୍ଡେ ଅନି ଦୁଇବାଟେ ଦାର୍ ରଇବା ତିପ୍ତିପା କାଣ୍ଡା ବାରଇତେ ରଇଲା । ଆରି ତାର୍ ମୁଁ ମୁଇଦାନିଆର୍ ବେଲ୍ପାରା ଜଲ୍କି ଜାଇତେ ରଇଲା ।
16 E ele tinha na sua destra sete estrelas; e da sua boca saía uma aguda espada de dois fios; e o seu rosto era como o sol, quando na sua força resplandece.
17 ତାକେ ଦେକିକରି ମୁଇ ମଲାପାରା ଅଇକରି ତାର୍ ପାଦ୍ତଲେ ଅଦ୍ରି ଗାଲି । ତାର୍ ପଚେ ସେ ମର୍ ଉପ୍ରେ ତାର୍ ଉଜା ଆତ୍ ସଙ୍ଗଇ କରି କଇଲା, ଡର୍ନାଇ, ମୁଇସେ ଆରାମ୍ ମୁଇସେ ସେସ୍ ।
17 E eu, quando o vi, caí a seus pés como morto; e ele pôs sobre mim a sua destra, dizendo-me: Não temas; eu sou o Primeiro e o Último
18 ମୁଇସେ ଜିବନ୍ ରଇବା ଲକ୍ । କାଇକେବଇଲେ ମୁଇ ମରିରଇଲି ମିସା ଦେକା କାଲ୍ କାଲ୍ ଜୁଗ୍ ଜୁଗ୍ ବଁଚିକରି ଆଚି । ମର୍ ଆତେ ମରନର୍ ଆରି ପାତାଲର୍ କୁଚିକାଡି ଆଚେ । ମରିରଇବା ସବୁ ଲକ୍ମନର୍ ଉପ୍ରେ ଆରି ମଲାଲକ୍ମନ୍କେ କନ୍ତି ପାଟାଇବାର୍, ସେଟା ମର୍ ଅଦିକାର୍ଆଚେ ।
18 e o que vive; fui morto, mas eis aqui estou vivo para todo o sempre. Amém! E tenho as chaves da morte e do inferno.
19 ତେବର୍ ପାଇ ତମେ ଏବେ ଜାଇଜାଇଟା ଦେକି ଆଚାସ୍ ଆରି ଜାଇଜାଇଟା ଏବେ ଗଟ୍ଲାନି ଆରି ପଚ୍କେ ଗଟ୍ସି, ସେଟା ସବୁ ଲେକିକରି ସଙ୍ଗୁଆ ।
19 Escreve as coisas que tens visto, e as que são, e as que depois destas hão de acontecer:
20 ମର୍ ଉଜାବାଟେ ରଇବା ସାତ୍ଟା ତାରା ଆରି, ସାତ୍ଟା ସୁନାର୍ ବତି ଡାଣ୍ଡିର୍ ଅରତ୍ ମୁଇ ତମ୍କେ କଇଦେବି । ସେ ସାତ୍ଟା ବତିଡାଣ୍ଡି ଅଇଲାନି ସାତ୍ଟା ମଣ୍ଡଲି । ସାତ୍ଟା ତାର୍ମନ୍ ଅଇଲାଇନି, ସାତ୍ଟା ମଣ୍ଡଲିର୍ ଦାଇତ୍ ନେବା ଦୁତ୍ମନ୍ ।
20 O mistério das sete estrelas, que viste na minha destra, e dos sete castiçais de ouro. As sete estrelas são os anjos das sete igrejas, e os sete castiçais, que viste, são as sete igrejas.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Apocalipse 1, comparar traduções ou montar um estudo — tudo direto pelo WhatsApp.