Apocalipse 19
ସତିଅର୍ ବାଟ୍ (DSO) vs BKJ
1 ତାର୍ପଚେ ସର୍ଗେ ଗଟେକ୍ ଜାଗାଇ ମାନ୍ଦା ଲକ୍ ଆଉଲିଅଇକରି ଏନ୍ତାରି କଇବାଟା ମୁଇ ସୁନ୍ଲି । “ପର୍ମେସର୍କେ ଜୁଆର୍ କରା । ସେ ଆମ୍କେ ମୁକ୍ତି ଦେଲାଆଚେ । ଆମର୍ ପର୍ମେସର୍କେ ଡାକ୍ପୁଟା ଆରି ବପୁ ଅ ।”
1 E depois destas coisas, eu ouvi uma grande voz de uma numerosa multidão no céu, dizendo: Aleluia! Salvação, e glória, e honra, e poder ao Senhor nosso Deus.
2 ତାର୍ ବିଚାର୍ନା ଜାକ ସତ୍ ଆରି ଅନିଆଇ ନ ଅଇତେ ଜନ୍ ବେସିଆ ମାଇଜି ଗୁଲାଇ ଜଗତ୍କେ ତାର୍ କାରାପ୍ ଚଲାଚଲ୍ତି ସଙ୍ଗ୍ ନସାଇତେରଇଲା, ସେ ତାକେ ଦସ୍ ଦେଲାଆଚେ । ତାର୍ ଦାଙ୍ଗ୍ଡାମନ୍କେ ସେ ମରାଇଲାକେ ତାକେ ସେ ଡଣ୍ଡ୍ ଦେଲାଆଚେ ।
2 Porque verdadeiros e justos são os seus juízos; porque ele julgou a grande prostituta, que corrompeu a terra com a sua fornicação, e vingou o sangue dos seus servos que estava na mão dela.
3 ସେମନ୍ ଆରିତରେକ୍ ଆଉଲିଅଇଲାଇ । “ପର୍ମେସର୍କେ ଜୁଆର୍ କରା । ସେ ବଡ୍ ନଅର୍ ଜଇଲଗେ ପଡ୍ଲାର୍ପାଇ ଉଟ୍ଲା ଦୁଆଁ କେବେ ନ ସାରେ ।”
3 E novamente eles disseram: Aleluia! E a sua fumaça subiu para sempre e sempre.
4 ୨୪ ପାର୍ଚିନ୍ମନ୍ ଆରି ଚାର୍ଟା ଜିବନ୍ ରଇବା ପସୁମନ୍ ଡାଣ୍ଡାସନ୍ ପଡି ବସ୍ବା ଜାଗାଇ ବସିରଇବା ପର୍ମେସର୍କେ ଜୁଆର୍ କଲାଇ । ଆମେନ୍ ପର୍ମେସର୍ ଡାକ୍ପୁଟା ପାଅ । ବଇଲାଇ ।
4 E os vinte e quatro anciãos, e os quatro animais, prostraram-se e adoraram a Deus, assentado sobre o trono, dizendo: Amém! Aleluia!
5 ତାର୍ପଚେ ବସ୍ବା ଜାଗାଇଅନି ଗଟେକ୍ ସବଦ୍ ଆଇଲା । ସେଟା ଏନ୍ତାରି କଇଲା, “ଆମର୍ ପର୍ମେସର୍କେ ଜୁଆର୍ କରା । ତାର୍ ଦାଙ୍ଗ୍ଡାମନ୍, ଆକେ ନାମ୍ବା ଜେତ୍କି ସବୁ ବଡ୍ସାନ୍ ଲକ୍ମନ୍ ତାକେ ଜୁଆର୍କରା ।”
5 E uma voz saiu do trono, dizendo: Louvai o nosso Deus, todos vós, seus servos, e vós que o temeis, tanto pequenos quanto grandes.
6 ତାର୍ପଚେ ଗଟେକ୍ ଜବର୍ ମାନ୍ଦା ଲକର୍ପାରା ଆରି ବେସି ସବଦ୍ କରି ଉପ୍ରେ ଅନି ଅଦର୍ତେରଇବା ଗଟେକ୍ ଜଲାପାରା ଆରି ଗୁଡ୍ଗୁଡ୍ ଅଇ ଆଇବା ଗଡ୍ଗଡି ପାରା ଗଟେକ୍ ସବଦ୍ ସୁନ୍ଲି । ସେମନ୍ ଏନ୍ତାରି କଇତେରଇଲାଇ “ପର୍ମେସର୍କେ ଜୁଆର୍ କରା । ଆମର୍ ମାପ୍ରୁ ସବୁର୍ଟାନେଅନି ବପୁର୍ଟା । ଆମର୍ ପର୍ମେସର୍ ଅଇଲାନି ମାପ୍ରୁ ।”
6 E eu ouvi como se fosse a voz de uma grande multidão, e como a voz de muitas águas, e como a voz de poderosos trovões, dizendo: Aleluia; porque o Senhor Deus onipotente reina.
7 ଆସା ଆମେ ସାର୍ଦା ସଙ୍ଗ୍ ଗିତ୍ନାଟ୍ କରୁ ଆରି ତାର୍ କାବାଅଇଜିବା କାମର୍ପାଇ ତାକେ ଡାକ୍ପୁଟା କରୁ, କାଇକେବଇଲେ ମେଣ୍ଡାପିଲାର୍ ବିବା ଅଇବା ବେଲା ଲଗେ କେଟ୍ଲାବେ । ଆରି ତାର୍ କନିଆଦାଙ୍ଗ୍ଡିକେ ବିବା ଅଇବାକେ ନିଜେ ତିଆର୍ କଲାଆଚେ ।
7 Alegremo-nos e regozijemo-nos, e demos honra a ele; porque as bodas do Cordeiro chegou, e sua esposa já se preparou.
8 ତାକେ ସୁକଲ୍ ପିର୍ପିରା ଅଇ ଜକ୍ମକିଜିବା ବସ୍ତର୍ ପିନ୍ଦ୍ବାକେ ଦିଆଅଇଆଚେ । ପିର୍ପିରା ଲୁଗା ଅଇଲାନି, ପର୍ମେସରର୍ ଲକ୍ମନର୍ ଦରମ୍ କାମ୍ ।
8 E foi-lhe concedido que se vestisse de linho fino, puro e resplandecente porque o linho fino é a justiça dos santos.
9 ତାର୍ପଚେ ଦୁତ୍ ମକେ କଇଲା, “ଏଟା ଲେକି ସଙ୍ଗଇର । ମେଣ୍ଡାପିଲାର୍ ବିବା ବଜିକେ ଜେତ୍କି ଲକ୍କେ ଡାକ୍ରା ଅଇଲାଆଚେ । ସେମନ୍ କେଡେକ୍ ନିକ କରମର୍ ଲକ୍ ।” ଆରି ଦୁତ୍ କଇଲା, “ଏଟା ପର୍ମେସରର୍ ସତ୍ ବାକିଅ ।”
9 E ele disse-me, escreve: Abençoados são aqueles que são chamados à ceia das bodas do Cordeiro. E disse-me: Estas são as verdadeiras palavras de Deus.
10 ମୁଇ ତାକେ ଜୁଆର୍ କର୍ବି ବଲି ତାର୍ ଗଡେ ଡାଣ୍ଡାସନ୍ ପଡ୍ଲି, ମାତର୍ ସେ ମକେ କଇଲା, “ନିଚୁ, ମୁଇ ଆରି ତର୍ ସଙ୍ଗର୍ ବିସ୍ବାସି ବାଇମନ୍ ଜେତ୍କି ଲକ୍ ଆମେ ସବୁ ଜିସୁ ଜାନାଇରଇବା ସତ୍ ଦାରିଆଚୁ, ଆମେ ସବୁ ଅବ୍କା ଦାଙ୍ଗ୍ଡାମନ୍, ପର୍ମେସର୍କେ ଜୁଆର୍ କରା । କାଇକେବଇଲେ ଜିସୁ ଜନ୍ ସତ୍ ଜାନାଇଆଚେ, ସେଟାସେ ବବିସତ୍ ବକ୍ତାମନ୍କେ କାତାଅଇବାକେ ବପୁଦେଲାଆଚେ ।”
10 E caí a seus pés para o adorar; e ele me disse: Atenta para que tu não faças isso; eu sou o teu conservo, e de teus irmãos, que têm o testemunho de Jesus. Adora a Deus; porque o testemunho de Jesus é o espírito de profecia.
11 ତାର୍ପଚେ ସରଗ୍ ଉଗାଡି ଅଇଲାଟା ମୁଇ ଦେକ୍ଲି । ଆରି ଏଦେ ଦେକା ! ଗଟେକ୍ ଦବ୍ ଗଡା ଆଇବାଟା ଡିସ୍ଲା । ଗଡା ଚାଲାଉର୍ ନାଉଁ ଅଇଲାନି ବିସ୍ବାସ୍ କର୍ବାଟା ଆରି ସତ୍ଟା । ସେ ଅନିଆଇ ନ କରି ତାର୍ ଜୁଇଦ୍ କର୍ସି ଆରି ଜିତ୍ସି ।
11 E eu vi o céu aberto, e eis um cavalo branco; e o que estava assentado sobre ele era chamado de Fiel e Verdadeiro; e com justiça julga e guerreia.
12 ତାର୍ ଆଁକି ଲାଗ୍ତେ ରଇବା ଜଇପାରା ରଇଲା । ଆରି ତାର୍ ମୁଣ୍ଡେ ବେସି ମୁକୁଟ୍ ପିନ୍ଦି ରଇଲା । ଜନ୍ ନାଉଁ ତାର୍ ଉପ୍ରେ ଲେକା ଅଇରଇଲା, ସେଟାକେ ଚାଡିଦେଲେ ଆରି କେ ନାଜାନିରଇଲାଇ ।
12 Seus olhos eram como chamas de fogo; e sobre a sua cabeça havia muitas coroas; e ele tem um nome escrito, que nenhum homem conhecia, senão ele mesmo.
13 ତାର୍ ବସ୍ତର୍ ବନିତେଇ ବୁଡାଇଲାପାରା ରଇଲା । ତାର୍ ନାଉଁ ରଇଲା ପର୍ମେସରର୍ ବାକିଅ ।
13 E ele estava vestido com veste banhada em sangue; e o seu nome é chamado de: A Palavra de Deus.
14 ସର୍ଗର୍ ସନିଅମନ୍ ଦବ୍ ବସ୍ତର୍ ପିନ୍ଦିକରି ଆରି ଦବ୍ଗଡାଇ ବସି ତାର୍ ପଚେ ପଚେ ଜାଇତେରଇଲାଇ ।
14 E os exércitos que estavam no céu seguiam-no sobre cavalos brancos, vestidos de linho fino, branco e limpo.
15 ତାର୍ ଟଣ୍ଡେଅନି ଗଟେକ୍ ଗଜିଆ କାଣ୍ଡା ବାରଇଲା । ସେଟାସଙ୍ଗ୍ ସେ ଏ ଜଗତର୍ ରାଇଜ୍ମନ୍କେ ଆରାଇସି । ସେ ଡାଟ୍ ସଙ୍ଗ୍ ତାକର୍ ଉପ୍ରେ ସାସନ୍ କର୍ସି । ବେସି ବପୁ ରଇବା ପର୍ମେସରର୍ ରିସା ସେମନ୍କେ ଦେକାଇସି । ସେ ତାର୍ ସତ୍ରୁମନ୍କେ ମାଣ୍ଡିକରି ରମ୍ଦିଦେଇସି । ଜେନ୍ତାରିକି ଅଙ୍ଗୁର୍ ପିଚ୍କିକରି ରସ୍ ବାର୍କରାଇସି ।
15 E de sua boca sai uma espada afiada, para que com ela castigue as nações; e ele as governará com cetro de ferro; e ele pisa o lagar do vinho da fúria e da ira do Deus Todo-Poderoso.
16 ତାର୍ ବସ୍ତରେ, ଜଙ୍ଗେ, ଏ ନାଉଁ ଲେକାଅଇରଇଲା । “ସବୁରାଜାମନର୍ ଉପ୍ରେ ରଇବା ରାଜା, ସବୁ ମାପ୍ରୁମନର୍ ଉପ୍ରେ ରଇବା ମାପ୍ରୁ ।”
16 E ele tem sobre a sua veste e sobre a sua coxa um nome escrito: REI DOS REIS, E SENHOR DOS SENHORES.
17 ତାର୍ପଚେ ଏଦେ ଦେକା ବେଲ୍ ଉପ୍ରେ ଗଟେକ୍ ଦୁତ୍ ଟିଆଅଇରଇବାଟା ମୁଇ ଦେକ୍ଲି । ଆକାସର୍ ମଜାଇ ଉଡ୍ତେରଇବା ଜେତ୍କି ସବୁ ଚଡଇମନ୍କେ ସେ ଆକ୍ମାରି କଇଲା “ଆସା ପର୍ମେସରର୍ ବଡ୍ ବଜିତେଇ ଜିବାକେ ସବୁଲକ୍ ଟୁଲ୍ଉଆ ।
17 E eu vi um anjo que estava de pé no sol, e ele gritou com alta voz, dizendo a todas as aves que voam pelo meio do céu: Vinde, e ajuntai-vos à ceia do grande Deus;
18 ଆସା ଆରି ରାଜାମନର୍, ମୁକିଆମନର୍ ଆରି ସଇନମନର୍ ମାଉଁସ୍ କାଇବାକେ ଆସା । ଗଡାମନର୍ ଆରି ତାକେ ଚାଲାଉମନର୍, ବଡ୍ ସାନ୍ ଲକ୍ମନର୍, ବନ୍ଦି ଆରି ମୁକ୍ଲି ରଇବା ଲକ୍ମନର୍ ସବୁ ଲକର୍ ମାଉଁସ୍ କାଇବାକେ ଆସା ।”
18 para que possais comer a carne de reis, e a carne de capitães, e a carne de homens poderosos, e a carne de cavalos e dos que neles se assentam; e a carne de todos os homens, tanto livres quanto escravos, tanto pequenos quanto grandes.
19 ତାର୍ପଚେ ସେ ପସୁ, ଜଗତର୍ ରାଜାମନ୍ ଆରି ତାକର୍ ସନିଅମନ୍ ଜେ ଗଡା ଚାଲାଇତେରଇଲା ଆରି ତାର୍ସନିଅମନର୍ ସଙ୍ଗ୍ ଜୁଇଦ୍ କର୍ବାକେ ରୁଣ୍ଡ୍ଲାଟା, ମୁଇ ଦେକ୍ଲି ।
19 E eu vi a besta, e os reis da terra, e os seus exércitos reunidos, para guerrearem contra aquele que está assentado sobre o cavalo, e contra o seu exército.
20 ତେଇ ପସୁକେ ବନ୍ଦିକରି ନେଲାଇ । ତାର୍ ସଙ୍ଗ୍ ଜନ୍ ମିଚ୍ କଇବା ବବିସତ୍ବକ୍ତା, ଜେ କି ତାର୍ ମୁଆଟେ କାବାଅଇଜିବା କାମ୍ମନ୍ କର୍ତେରଇଲା, ତାକେ ମିସା ବନ୍ଦିଗରେ ନେଲାଇ । ଏ କାବାଅଇଜିବା କାମ୍ମନର୍ ଲାଗି ସେ ଲକ୍ମନ୍କେ ନାଡାଇରଇଲା । ଜନ୍ ଲକ୍ମନ୍ କି ପସୁର୍ ଚିନ୍ ଗଦିଅଇକରି ତାର୍ ମୁର୍ତିକେ ଜୁଆର୍ କର୍ତେରଇଲାଇ ସେ ପସୁ ଆରି ମିଚ୍ କଇବା ବବିସତ୍ବକ୍ତା ଦୁଇଲକ୍ଜାକ ଜିବନ୍ ରଇତେ ଗନ୍ଦ୍ ଅଇତେରଇବା ଜଇର୍ ଗାଡେ ପିଙ୍ଗାଅଇଲା ।
20 E a besta foi tomada e com ele o falso profeta que operava milagres diante dele com os quais enganava os que receberam a marca da besta, e os que adoraram a sua imagem. Estes dois foram lançados vivos no lago de fogo, queimando com enxofre.
21 ଗଡା ଚାଲାଉର୍ ଟଣ୍ଡେଅନି ବାରଇ ଆଇବା କାଣ୍ଡା ସଙ୍ଗ୍ ତାକର୍ ସନିଅମନ୍ ମରିଗାଲାଇ । ସବୁ ଚଡଇମନ୍ ତାକର୍ ମାଉଁସ୍ ପେଟ୍ପୁର୍ତେ କାଇଲାଇ ।
21 E os remanescentes foram mortos com a espada daquele que está assentado sobre o cavalo, espada que saía da sua boca; e todas as aves se fartaram com a carne deles.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Apocalipse 19, comparar traduções ou montar um estudo — tudo direto pelo WhatsApp.