Apocalipse 17
ସତିଅର୍ ବାଟ୍ (DSO) vs VC
1 ତାର୍ପଚେ ସାତ୍ଟା ଗିନାଦାରିରଇବା ସାତ୍ଟା ଦୁତ୍ମନର୍ ବିତ୍ରେ ଅନି ଗଟେକ୍ ଦୁତ୍ ମକେ ଆସିକରି କଇଲା, “ଇତି ଆଉ ।” ସେ ଡାକ୍ପୁଟାର୍ ବେସିଆ କେନ୍ତାରି ଡଣ୍ଡ୍ ପାଇସି, ସେଟା ମୁଇ ତକେ ଦେକାଇବି । ବେସି ଗାଡ୍ମନ୍ ମିସିରଇବା ଜାଗାଇ ସେ ନଅର୍ ତିଆର୍ ଅଇଲାଆଚେ ।
1 Veio, então, um dos sete Anjos que tinham as sete taças e falou comigo: Vem, e eu te mostrarei a condenação da grande meretriz, que se assenta à beira das muitas águas,
2 ଜଗତର୍ ରାଜାମନ୍ ତାର୍ ସଙ୍ଗ୍ ବେସିଆ କାମ୍ କଲାଇ । ଜଗତର୍ ଲକ୍ମନ୍ ତାର୍ ମଦ୍ କାଇକରି ମାତ୍ଲାଇ । ତାର୍ ଅରତ୍ ଅଇଲାନି, ତାକର୍ କାରାପ୍ ଚଲାଚଲ୍ତିକେ ସେମନ୍ ମାନ୍ଲାଇ ।
2 com a qual se contaminaram os reis da terra. Ela inebriou os habitantes da terra com o vinho da sua luxúria.
3 ମକେ ଆତ୍ମା ଦାରିଦେଲା ଆରି ଦୁତ୍ ମକେ ମରୁବାଲି ବୁଏଁ ଡାକିନେଲା । ଆରି ଏଦେ ଦେକା ! ତେଇ ରଙ୍ଗ୍ ପସୁର୍ ଉପ୍ରେ ଗଟେକ୍ ମାଇଜି ବସିରଇବାଟା ମୁଇ ଦେକ୍ଲି । ତାକେ ସାତ୍ଟା ମୁଣ୍ଡ୍ ଆରି ଦସ୍ଟା ସିଙ୍ଗ୍ ରଇଲା । ପର୍ମେସର୍କେ ନିନ୍ଦାକର୍ବା ନାଉଁ ସେ ପସୁର୍ ଉପ୍ରେ ଲେକାଅଇରଇଲା ।
3 Transportou-me, então, em espírito ao deserto. Eu vi uma mulher assentada em cima de uma fera escarlate, cheia de nomes blasfematórios, com sete cabeças e dez chifres.
4 ସେ ମାଇଜି ରଙ୍ଗ୍ ଆରି ଜାମ୍କଲି ରଙ୍ଗର୍ ବସ୍ତର୍ ପିନ୍ଦିରଇଲା । ସେ ବେସି ସୁନାବାନା, ଆରି ବେସି ଦାମ୍ ଦେଇରଇବା ଇରାନିଲା ପିନ୍ଦିରଇଲା । ତାର୍ ଆତେ ସୁନାର୍ ଗିନା ଦାରିରଇଲା । ସେ କରିରଇବା ବେସିଆ କାମ୍ମନ୍ ଆରି କାରାପ୍ କାମ୍ମନ୍ ସେ ଗିନାଇ ବର୍ତିଅଇରଇଲା ।
4 A mulher estava vestida de púrpura e escarlate, adornada de ouro, pedras preciosas e pérolas. Tinha na mão uma taça de ouro, cheia de abominação e de imundície de sua prostituição.
5 ତାର୍ କାପାଲେ ଲେକିରଇବା ନାଉଁ କେ ନାଜାନ୍ବା ଗଟେକ୍ ଅରତ୍ ରଇଲା । “ଏ ଡାକ୍ପୁଟାର୍ ବାବିଲନ୍ !” ଜଗତେ କରିରଇବା ସବୁ ବେସିଆ କାମର୍ ଆରି କରାପ୍ କାମର୍ ଆୟା ତୁଇସେ ।
5 Na sua fronte estava escrito um nome simbólico: Babilônia, a Grande, a mãe da prostituição e das abominações da terra.
6 ଆରି ସେ ମାଇଜି ପର୍ମେସରର୍ ଲକ୍ମନର୍ ବନି କାଇ ମାତିରଇବାଟା ମୁଇ ଦେକ୍ଲି । ଜିସୁକେ ବିସ୍ବାସ୍ କରି ସାଦ୍ବାନ୍ଦ୍ ଅଇ ମରିଜାଇରଇବା ଲକ୍ମନର୍ ବନି କାଇକରି ମିସା ସେ ମାତିରଇଲା । ମୁଇ ତାକେ ଦେକିକରି କାବା ଅଇଗାଲି ।
6 Vi que a mulher estava ébria do sangue dos santos e do sangue dos mártires de Jesus; e esta visão encheu-me de espanto.
7 ଦୁତ୍ ମକେ ପାଚାର୍ଲା, “କାଇକେ ତୁଇ କାବା ଅଇଗାଲୁସ୍ ? ଏ ମାଇଜିର୍ ଆରି ତାକେ ଦାରିରଇବା ପସୁର୍ କେ ନାଜାନି ରଇବା ଅରତ୍ ମୁଇ ତକେ କଇଦେବି ।” ସେ ପସୁକେ ସାତ୍ଟା ମୁଣ୍ଡ୍ ଆରି ଦସ୍ଟା ସିଙ୍ଗ୍ ରଇଲା ।
7 Mas o anjo me disse: Por que te admiras? Eu mesmo te vou dizer o simbolismo da mulher e da Fera de sete cabeças e dez chifres que a carrega.
8 ଆଗ୍ତୁ ତରେକ୍ ସେ ପସୁ ବଁଚିରଇଲା । ମାତର୍ ଏବେ ଆରି ସେ ନ ବଁଚେ । ପାତାଲେଅନି ସେଟା ବାରଇ ଆଇସି । ତାକେ ଆରି ତରେକ୍ ସେ ଡଣ୍ଡ୍ ପାଇବା ଜାଗାଇ ନିଆଅଇସି । ଜଗତେରଇବା ଲକ୍ମନ୍, ସବୁ ତିଆର୍ ନ ଅଇବା ଆଗ୍ତୁ, ଜାର୍ ନାଉଁ ଜିବନ୍ରଇବା ବଇଟାନେ ଲେକାଅତ୍ନାଇ, ସେମନ୍ ସେ ପସୁକେ ଦେକି କାବାଅଇଜିବାଇ । କାଇକେବଇଲେ ସେ ଆଗ୍ତୁ ବଁଚିରଇଲା, ଏବେ ଆରି ସେଟା ବଁଚିରଏନାଇ । ମାତର୍ ସେଟା ଆରିତରେକ୍ ଆଇସି ।
8 A Fera que tu viste era, mas já não é; ela deve subir do abismo, mas irá à perdição. Admirar-se-ão os habitantes da terra, cujos nomes não estão escritos no livro da vida, desde o começo do mundo, vendo reaparecer a Fera que era e já não é mais.
9 “ଗଟେକ୍ ଗିଆନ୍ ରଇବା ଆରି ଚିନ୍ତା କର୍ବା ଲକ୍ସେ ଏଟା ବୁଜିପାର୍ସି । ସେ ସାତ୍ଟା ମୁଣ୍ଡର୍ ଅରତ୍ ଅଇଲାନି, ସେ ମାଇଜି ବସ୍ବା ସାତ୍ଟା କୁପ୍ଲି । ସେଟା ଅଇଲାନି ସାତ୍ଟା ରାଜାମନ୍ ମିସା ।
9 Aqui se requer uma inteligência penetrante. As sete cabeças são sete montanhas sobre as quais se assenta a mulher.
10 ସେ ସାତ୍ଟା ରାଜାମନର୍ ବିତ୍ରେ ଅନି ପାଁଚଟା ରାଜା ବୁଡିଗାଲାଇ । ଗଟେକ୍ ଏବେ ମିସା ସାସନ୍ କଲାନି । ସାରାସାରିଟା ଏବେଜାକ ଆସେନାଇତା । ସେ ଆଇଲେ ଚନେକର୍ପାଇ ସାସନ୍ କର୍ବାର୍ଆଚେ ।
10 São também sete reis: cinco já caíram, um subsiste, o outro ainda não veio; e quando vier, deve permanecer pouco tempo.
11 ଆରି ଜନ୍ ପସୁ ଜେ କି ଆଗ୍ତୁ ବଁଚିରଇଲା, ଆରି ଏବେ ସେ ବଁଚେନାଇ, ସେ ଅଇଲାନି ଆଟ୍ ଲମର୍ ରାଜା । ସାତ୍ଟା ରାଜାମନର୍ ବିତ୍ରେଅନି ସେ ଗଟେକ୍ । ଆରି ସେ ମିସା ବୁଡିଜାଇସି ।”
11 Quanto à Fera que era e já não é, ela mesma é um oitavo {rei}. Todavia, é um dos sete e caminha para a perdição.
12 ଜନ୍ ଦସ୍ଟା ସିଙ୍ଗ୍ ତୁଇ ଦେକିରଇଲୁସ୍, ସେଟା ଅଇଲାନି ଦସ୍ଟା ରାଜା । ସେମନ୍ ଏବେଜାକ ରାଇଜେ ସାସନ୍ କରତ୍ ନାଇତା । ମାତର୍ ପସୁସଙ୍ଗ୍ ରାଜା ଇସାବେ ଗଟେକ୍ ଗଁଟା ସାସନ୍ କର୍ବାକେ ଅଦିକାର୍ ଦିଆଅଇସି ।
12 Os dez chifres que viste são dez reis que ainda não receberam o reino, mas que receberão por um momento poder real com a Fera.
13 ଏ ସବୁ ଦସ୍ଟା ରାଜାମନ୍କେ ଗଟେକ୍ ଆକା ଆଦେସ୍ ଆଚେ । ତାକର୍ ସବୁ ବପୁ ଆରି ଅଦିକାର୍ ପସୁକେ ଦେବାଇ ।
13 Eles têm o mesmo pensamento: transmitir à Fera a sua força e o seu poder.
14 ସେମନ୍ ମେଣ୍ଡାପିଲାର୍ ବିରୁଦେ ଜୁଇଦ୍ କର୍ବାଇ । ମାତର୍ ମେଣ୍ଡାପିଲା ସେମନ୍କେ ଆରାଇସି । କାଇକେବଇଲେ ସେ ସବୁ ମାପ୍ରୁମନର୍ ଟାନେଅନି ଉଚେ ରଇବା ମାପ୍ରୁ । ଆରି ରାଜା ମନର୍ଟାନେ ଅନି ଉପ୍ରେ ରଇବା ରାଜା । ତାର୍ ଜେତ୍କି ସିସ୍ମନ୍କେ ସେ ଡାକିକରି ବାଚ୍ଲାଆଚେ, ଆରି ତାକେ ସତ୍ ସଙ୍ଗ୍ ନାମ୍ବାଇ, ସେମନର୍ ସଙ୍ଗ୍ ସେ ଜୁଇଦ୍ କର୍ସି ।
14 Combaterão contra o Cordeiro, mas o Cordeiro os vencerá, porque é Senhor dos senhores e Rei dos reis. Aqueles que estão com ele são os chamados, os escolhidos, os fiéis.
15 ଦୁତ୍ ଏନ୍ତାରି ମିସା ମକେ କଇଲା, ତୁଇ ଜନ୍ ପାନି ଉପ୍ରେ ବେସିଆ ବସିରଇବାଟା ଦେକ୍ଲୁସ୍, ସେଟା ଅଇଲାନି ଏ ଜଗତର୍ ରାଇଜ୍ମନ୍, ଲକ୍ମନ୍, ଜାତିମନ୍ ଆରି ବାସାମନ୍ ।
15 O anjo me disse: As águas que viste, à beira das quais a Prostituta se assenta, são povos e multidões, nações e línguas.
16 ତୁଇ ଦେକିରଇବା ଦସ୍ଟା ସିଙ୍ଗ୍ ଆରି ସେ ପସୁ, ବେସିଆକେ ଗିନ୍ କର୍ବାଇ । ତାର୍ଟାନେ ରଇବାଟା ସବୁ ଚାଡାଇନେଇ ଡୁମ୍ଣ୍ଡା କର୍ବାଇ । ତାର୍ ମାଉଁସ୍ କାଇକରି ତାକେ ଜଇଟାନେ ପଡାଇଦେବାଇ ।
16 Os dez chifres que viste, assim como a Fera, odiarão a Prostituta. Hão de despojá-la e desnudá-la. Hão de comer-lhe as carnes e a queimarão ao fogo.
17 କାଇକେବଇଲେ ପର୍ମେସର୍ ତାର୍ ଜଜ୍ନା ପୁରାପୁରନ୍ କର୍ବାକେ ସେମନର୍ ମନ୍କେ ଏ କାତାଦେଇ ପାଟାଇଆଚେ । ସେମନ୍ ଗଟେକ୍ ଅଇ କାମ୍ କର୍ବାଇ । ପର୍ମେସରର୍ ବାକିଅ ସିଦ୍ ଅଇବାଜାକ ତାର୍ ରାଇଜର୍ ସାସନ୍ କର୍ବା ବପୁ, ପସୁକେ ଦେଲାଆଚେ ।
17 Porque Deus lhes incutiu o desejo de executarem os seus desígnios, de concordarem em ceder sua soberania à Fera, até que se cumpram as palavras de Deus.
18 ଆରି ଜନ୍ ମାଇଜିକେ ତୁଇ ଦେକ୍ଲୁସ୍, ସେ ଅଇଲାନି, ଜଗତର୍ ରାଜାମନ୍କେ ସାସନ୍ କର୍ବା ସେ ବଡ୍ ନଅର୍ ।
18 A mulher que viste é a grande cidade, aquela que reina sobre os reis da terra.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Apocalipse 17, comparar traduções ou montar um estudo — tudo direto pelo WhatsApp.