Apocalipse 12
ସତିଅର୍ ବାଟ୍ (DSO) vs VC
1 ତାର୍ପଚେ ବାଦ୍ଲେ ଗଟେକ୍ କାବାଅଇଜିବା ଚିନ୍ ଡିସ୍ଲା । ଆରି ଏଦେ ଦେକା ! ଜନ୍ ବିତ୍ରେ ଗଟେକ୍ ମାଇଜି ଟିଆଅଇରଇବାଟା ଡିସ୍ଲା । ତାର୍ ଲୁଗା ବେଲ୍ପାରା ଜକ୍ଜକି ଜାଇତେରଇଲା ।
1 Apareceu em seguida um grande sinal no céu: uma Mulher revestida do sol, a lua debaixo dos seus pés e na cabeça uma coroa de doze estrelas.
2 ସେ ମାଇଜି ବାର୍ଟା ତାରା ରଇବା ମୁକୁଟ୍ ପିନ୍ଦିରଇଲା । ସେ ନିକ ଅଇବା ବେଲା ଲଗେ କେଟିରଇଲା । ଆରି ଦୁକାସୁକାର୍ଲାଗି କାନ୍ଦ୍ତେରଇଲା ।
2 Estava grávida e gritava de dores, sentindo as angústias de dar à luz.
3 ଆରି ବାଦ୍ଲେ କେବେ ଦେକି ନ ରଇବା ବିନ୍ ରକାମ୍ ଚିନ୍ ଡିସ୍ଲା । ଆରି ଏଦେ ଦେକା ! ସାତ୍ଟା ମୁଣ୍ଡ୍ ଆରି ଦସ୍ଟା ସିଙ୍ଗ୍ ରଇବା ଗଟେକ୍ ବଡେଟା ଅଇ ରଙ୍ଗ୍ ରଇଲା ଅସୁର୍ ସାଁପ୍ ଡିସ୍ଲା । ତାର୍ ସାତ୍ଟା ମୁଣ୍ଡେ ସାତ୍ଟା ମୁକୁଟ୍ ରଇଲା ।
3 Depois apareceu outro sinal no céu: um grande Dragão vermelho, com sete cabeças e dez chifres, e nas cabeças sete coroas.
4 ବାଦ୍ଲେ ରଇବା ତିନ୍ ବାଗେଅନି ଗଟେକ୍ ବାଗର୍ ତାରାମନ୍କେ ତାର୍ ଲେଞ୍ଜ୍ ଜିକିନେଇକରି ଦର୍ତନିଟାନେ ପିଙ୍ଗିଦେଲା । ସେ ମାଇଜି ନିକ ଅଇଲାଦାପ୍ରେ ତାର୍ ପିଲାକେ କାଇବି ବଲି ମାଇଜିର୍ ମୁଆଟେ ଟିଆଅଇଲା ।
4 Varria com sua cauda uma terça parte das estrelas do céu, e as atirou à terra. Esse Dragão deteve-se diante da Mulher que estava para dar à luz, a fim de que, quando ela desse à luz, lhe devorasse o filho.
5 ତାର୍ପଚେ ସେ ମାଇଜି ଗଟେକ୍ ପିଲାକେ ଜନମ୍ ଦେଲା । ସେ ପିଲା ଜଗତର୍ ସବୁ ରାଇଜ୍ ଗଟେକ୍ ଲୁଆର୍ ଡାଙ୍ଗ୍ସଙ୍ଗ୍ ସାସନ୍ କର୍ସି । ମାତର୍ ଚାଡାଇକରି ପର୍ମେସର୍ ବସ୍ବା ଜାଗାଇ ନିଆଅଇଲା ।
5 Ela deu à luz um Filho, um menino, aquele que deve reger todas as nações pagãs com cetro de ferro. Mas seu Filho foi arrebatado para junto de Deus e do seu trono.
6 ପର୍ମେସର୍ ତାର୍ପାଇ ତିଆର୍ କରି ସଙ୍ଗଇରଇବା ମରୁବୁଇଁ ବାଟେ ସେ ମାଇଜି ପାଲାଇଲା । ତେଇ ୧,୨୬୦ ଦିନ୍ ଜାକ ତାକେ ଜତନ୍ ନିଆଅଇସି ।
6 A Mulher fugiu então para o deserto, onde Deus lhe tinha preparado um retiro para aí ser sustentada por mil duzentos e sessenta dias.
7 ତାର୍ପଚେ ସରଗ୍ପୁରେ ଗଟେକ୍ ଜୁଇଦ୍ ଆରାମ୍ ଅଇଲା । ମିକାଏଲ୍ ଆରି ତାର୍ଦୁତ୍ମନ୍ ସେ ଅସୁର୍ ଆରି ତାର୍ ଦୁତ୍ମନର୍ ସଙ୍ଗ୍ ଜୁଇଦ୍ କଲାଇ ।
7 Houve uma batalha no céu. Miguel e seus anjos tiveram de combater o Dragão. O Dragão e seus anjos travaram combate,
8 ସେମନ୍ ସେ ଅସୁର୍କେ ଆରାଇଲାଇ । ତାକେ ଆରି ତାର୍ ଦୁତ୍ମନ୍କେ ସର୍ଗେ ରଇବାକେ ଆଦେସ୍ ନ ରଇଲା ।
8 mas não prevaleceram. E já não houve lugar no céu para eles.
9 ସେ ଅସୁର୍ ସାଁପ୍କେ ବାଇରେ ବେଟି ପିଙ୍ଗିଦେଲାଇ । ସେ ଅସୁର୍ସାଁପ୍ ଦିଆବଲ୍ ବଲି ଡାକ୍ବା ସାଁପ୍ ରଇଲା । ଜେ କି ଗୁଲାଇ ଜଗତ୍ ନାଡାଇରଇଲା । ତାର୍ ଦୁତ୍ମନ୍କେ ଆରି ତାକେ ମିସ୍ତେ ଦର୍ତନି ଉପ୍ରେ ପିଙ୍ଗିଦେଲାଇ ।
9 Foi então precipitado o grande Dragão, a primitiva Serpente, chamado Demônio e Satanás, o sedutor do mundo inteiro. Foi precipitado na terra, e com ele os seus anjos.
10 ତାର୍ପଚେ ସର୍ଗେ ଗଟେକ୍ ଜବର୍ ସବଦ୍ ଅଇବାଟା ମୁଇ ସୁନ୍ଲି । ସେ ସବଦ୍ କଲା “ଏବେ ଲକ୍ମନର୍ପାଇ ଅଇରଇବା ପର୍ମେସରର୍ ମୁକ୍ତି ସିଦ୍ ଅଇଲାଆଚେ । ରାଜା ଇସାବେ ତାର୍ ବପୁ ସେ ଦେକାଇଆଚେ । ତାର୍ ମସିଅ, ତାର୍ ଅଦିକାର୍ ଦେକାଇଲା ଆଚେ ।” କାଇକେବଇଲେ, ଜେ କି ପର୍ମେସରର୍ ମୁଆଟେ ଟିଆଅଇ ଆମର୍ ବାଇବଇନିମନ୍କେ ଦସ୍ ଦେଇତେରଇଲା, ତାକେ ସର୍ଗେଅନି ବାର୍କରାଇ ଦେଲାଆଚେ ।
10 Eu ouvi no céu uma voz forte que dizia: Agora chegou a salvação, o poder e a realeza de nosso Deus, assim como a autoridade de seu Cristo, porque foi precipitado o acusador de nossos irmãos, que os acusava, dia e noite, diante do nosso Deus.
11 ମେଣ୍ଡାପିଲାର୍ ବନିର୍ଲାଗି ଆରି ସେମନ୍ ଜାନାଇରଇବା ସତର୍ ଲାଗି ଆମର୍ ବାଇବଇନିମନ୍ ତାର୍ସଙ୍ଗ୍ ଜୁଇଦ୍ କରି ଜିତ୍ଲାଇ । ସେମନ୍ ମରିଜିବାଜାକ ଜାନିରଇଲେ ମିସା ବିସ୍ବାସ୍ କର୍ତେରଇଲାଇ ।
11 Mas estes venceram-no por causa do sangue do Cordeiro e de seu eloqüente testemunho. Desprezaram a vida até aceitar a morte.
12 ତେବର୍ପାଇ, ତମେ ସର୍ଗେ ରଇବା ଜେତ୍କି ଲକ୍ ସାର୍ଦା ଉଆ । ମାତର୍ ଦର୍ତନିତେଇ ଆରି ସମ୍ଦୁରେ ରଇବା ଲକ୍ମନ୍ ତମର୍ପାଇ କେଡେ ଇନସ୍ତାର୍ ଦିନ୍ ଆଇସି । କାଇକେବଇଲେ ତମର୍ ବିତ୍ରେ ସଇତାନ୍ ଉତ୍ରି ଆଇଲାଆଚେ । ସେ ବେସି ରିସାଅଇଆଚେ । କାଇକେବଇଲେ ସେ ଏବେ ବେଲା ଚନେକ୍ସେ ଆଚେବଲି ଜାନିଆଚେ ।
12 Por isso alegrai-vos, ó céus, e todos que aí habitais. Mas, ó terra e mar, cuidado! Porque o Demônio desceu para vós, cheio de grande ira, sabendo que pouco tempo lhe resta.
13 ଅସୁର୍ସାଁପ୍ ମକେ ଦର୍ତନିଲଗେ ପିଙ୍ଗିଦେଲାଇ ବଲି ଜାନିକରି ପିଲାକେ ଜନମ୍କରିରଇବା ମାଇଜିର୍ ପଚ୍ ପଚ୍ ଜିବାର୍ଦାର୍ଲା ।
13 O Dragão, vendo que fora precipitado na terra, perseguiu a Mulher que dera à luz o Menino.
14 ମରୁବାଲି ବୁଏଁ ତାର୍ ଜାଗାଇ କେଟ୍ବାକେ ଗଟେକ୍ ବଡ୍ ଗିଦର୍ ଦୁଇଟା ଡେନା ତାକେ ଦିଆଅଇଲା । ତେଇ ଅସୁର୍ ସାଁପ୍ ତାକେ ନ ମିଲାଇକରି କାଇଟା ନ କଲାପାରା ତିନ୍ ବରସ୍ ଅଦା ଦିନ୍ ତାର୍ ଜତନ୍ ନିଆଅଇସି ।
14 Mas à Mulher foram dadas duas asas de grande águia, a fim de voar para o deserto, para o lugar de seu retiro, onde é alimentada por um tempo, dois tempos e a metade de um tempo, fora do alcance da cabeça da Serpente.
15 ତାର୍ପଚେ ସେ ଅସୁର୍ସାଁପ୍ ତାର୍ ଟଣ୍ଡେଅନି ବନିଆ ଅଇଜିବା ଏତ୍କି ପାନି ବାର୍କରାଇଲା । ଜେନ୍ତାରି କି ସେ ପାନି ସେ ମାଇଜିକେ ବଁଙ୍ଗ୍ଲାଇ ନେଇସି ।
15 A Serpente vomitou contra a Mulher um rio de água, para fazê-la submergir.
16 ମାତର୍ ଦର୍ତନି ସେ ମାଇଜିକେ ସାଇଜ କଲା । ଅସୁର୍ସାଁପର୍ ଟଣ୍ଡେଅନି ଆଇଲାପାନି ତାର୍ ନିଜର୍ ଟଣ୍ଡ୍ପାଡିକରି ଗିଲିଦେଲା ।
16 A terra, porém, acudiu à Mulher, abrindo a boca para engolir o rio que o Dragão vomitara.
17 ସେଟାର୍ପାଇ ସେ ଅସୁର୍ସାଁପ୍ ବେସି ରିସାଅଇଗାଲା । ଆରି ସେ ମାଇଜିର୍ ବାକିରଇବା ନାତିତିତି ମନର୍ ସଙ୍ଗ୍ ଜୁଇଦ୍ କର୍ବାର୍ ଆଇଲା । ସେମନ୍ ପର୍ମେସରର୍ ଆଦେସ୍ ମାନିକରି ଜିସୁ ଜାନାଇରଇବା ସତ୍ ଦାରିରଇବାଇ ।
17 Este, então, se irritou contra a Mulher e foi fazer guerra ao resto de sua descendência, aos que guardam os mandamentos de Deus e têm o testemunho de Jesus.
18 ଆରି ସେ ଅସୁର୍ସାଁପ୍ ସମ୍ଦୁରର୍ ବାଲିଉପ୍ରେ ଜାଇ ଟିଆ ଅଇଲା ।
18 E ele se estabeleceu na praia.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Apocalipse 12, comparar traduções ou montar um estudo — tudo direto pelo WhatsApp.