2 Pedro 2
ସତିଅର୍ ବାଟ୍ (DSO) vs NVI
1 ପୁର୍ବେ ପର୍ମେସରର୍ ଲକ୍ମନର୍ ବିତ୍ରେ ମିଚ୍ କାତା କଇବା ବବିସତ୍ବକ୍ତାମନ୍ ମିସା ରଇଲାଇ । ସେନ୍ତାରିସେ ତମର୍ ବିତ୍ରେ ମିସା ମିଚ୍ ସିକାଉମନ୍ ରଇବାଇ । ପର୍ମେସରର୍ ବିସଇ ସେମନ୍ ମିଚ୍ଟା ସିକାଇବାଇ । ଜନ୍ ଲକ୍ମନ୍ ସେ କାତା ବିସ୍ବାସ୍ କର୍ବାଇ, ସେମନ୍ ବିନାସ୍ ଅଇଜିବାଇ । ସେମନ୍କେ ମୁକ୍ଲାଇଲା ନିଜର୍ ମୁକ୍ତିକାରିଆକେ ସେମନ୍ ଚାଡିଦେବାଇ । ସେନ୍ତାରି କଲାର୍ ପାଇ ପର୍ମେସର୍ ସେମନ୍କେ ଦାପ୍ରେ କୁରୁପ୍ନାସ୍ କର୍ସି ।
1 No passado surgiram falsos profetas no meio do povo, como também surgirão entre vocês falsos mestres. Estes introduzirão secretamente heresias destruidoras, chegando a negar o Soberano que os resgatou, trazendo sobre si mesmos repentina destruição.
2 ବିସ୍ବାସି ବଲାଇଅଇବା ବେସି ଲକ୍ମନ୍ ତାକର୍ କାରାପ୍ ଚଲାଚଲ୍ତି ଦାର୍ବାଇ ଆରି ସତ୍ ବାଟର୍ ବିସଇନେଇ କାରାପ୍ କାତା କଇ ବୁଲ୍ବାଇ ।
2 Muitos seguirão os caminhos vergonhosos desses homens e, por causa deles, será difamado o caminho da verdade.
3 ଏନ୍ତାଟା ସିକାଉମନ୍ ଲବ୍ ଅଇକରି ନିଜେ ତିଆର୍ କରିରଇବା କାତା କଇକରି ତମ୍କେ ନାଡାଇବାଇ । ସେନ୍ତାରି ଲକ୍ମନ୍କେ ଡଣ୍ଡ୍ ଦେବି ବଲି ପର୍ମେସର୍ କାତା ଦେଇରଇଲା । ଆରି ସେଟା କର୍ବାକେ ସେ ଏବେ ଜାଗିଆଚେ । ସେ ସେମନ୍କେ କୁରୁପ୍ନାସ୍ କର୍ସି ଆକା ।
3 Em sua cobiça, tais mestres os explorarão com histórias que inventaram. Há muito tempo a sua condenação paira sobre eles, e a sua destruição não tarda.
4 ପୁର୍ବେ କେତେଟା ଦୁତ୍ମନ୍ ଜେଡେବେଲେ ପାପ୍ କରିରଇଲାଇ, ପର୍ମେସର୍ ସେମନ୍କେ ଡଣ୍ଡ୍ ନ ଦେଇକରି ଚାଡିଦେଏ ନାଇ । ମାତର୍ ସେମନ୍କେ ନର୍କେ ପିଙ୍ଗିଦେଲା । ସେମନ୍କେ ବିଚାର୍ କରି ଡଣ୍ଡ୍ଦେବା ଦିନ୍ ଜାକ ସେ ସେମନ୍କେ ବନ୍ଦିକରି ଆନ୍ଦାରେ ସଙ୍ଗଇସି ।
4 Pois Deus não poupou os anjos que pecaram, mas os lançou no inferno, prendendo-os em abismos tenebrosos a fim de serem reservados para o juízo.
5 ଆଗର୍କାଲେ ବଁଚିରଇବା ଲକ୍ମନ୍ ପର୍ମେସର୍କେ ମାନିକରି ରଅତ୍ନାଇକେ, ସେ ସେମନ୍କେ ଡଣ୍ଡ୍ ନ ଦେଇକରି ଚାଡେନାଇ । ତାର୍ବାଦୁଲେ ସେମନର୍ପାଇ ବନିଆ ଆନାଇଲା । ତେଇ ସବୁଲକ୍ ବୁଡିଗାଲାଇ । ମାତର୍ ସେ ନଅ ଆରି ତାର୍ କୁଟୁମର୍ ସାତ୍ଲକ୍କେ ସେ ରକିଆ କଲା । ସେବେଲେ ନଅ ପର୍ମେସର୍ ଦେକ୍ବା ଇସାବେ ଟିକ୍ ବିସଇ କର୍ବାର୍ ଆଚେ ବଲି ଲକ୍ମନ୍କେ କଇତେରଇଲା ।
5 Ele não poupou o mundo antigo quando trouxe o dilúvio sobre aquele povo ímpio, mas preservou Noé, pregador da justiça, e mais sete pessoas.
6 ସଦମ୍ ଗମରା ନଅର୍ମନ୍କେ ରଇବା ଲକ୍ମନ୍କେ ପର୍ମେସର୍ ଦସିକରି ତାକର୍ ନଅର୍ମନ୍କେ ପଡାଇକରି କୁରୁପ୍ନାସ୍ କରିଦେଲା । ସେମନ୍ ବେସି କାରାପ୍ କାମ୍ କଲାଇଜେ ଏନ୍ତାରି କଲା । ତାକେ ନ ମାନିକରି ରଇବା ଲକ୍ମନ୍କେ ଏନ୍ତାରି ଦସା ଅଇସି ବଲି ଲକ୍ମନ୍କେ ଦେକାଇଲା ।
6 Também condenou as cidades de Sodoma e Gomorra, reduzindo-as a cinzas, tornando-as exemplo do que acontecerá aos ímpios;
7 ସେ ନଅର୍ମନ୍ ପଡାଇବା ଆଗ୍ତୁ ସେ ଲତ୍କେ ରକିଆ କଲା । ଲତ୍ ଗଟେକ୍ ନିକଲକ୍ ରଇଲା । ତାର୍ ନଅରର୍ ଲକ୍ମନ୍ କରିରଇବା ପାଦ୍ରାପାଦ୍ରି କାମ୍ ଆରି ନିୟମ୍ ନ ମାନ୍ବାଟା ଦେକି ବେସି ଦୁକ୍ କର୍ତେରଇଲା ।
7 mas livrou Ló, homem justo, que se afligia com o procedimento libertino dos que não tinham princípios morais
8 ସେନ୍ତାରି କାରାପ୍ ଲକ୍ମନର୍ ବିତ୍ରେ ଲତ୍ ନିକ ସଙ୍ଗ୍ ବଁଚିକରି ରଇଲା । ସେମନ୍ କରିରଇବା କାରାପ୍ କାମ୍ ସେ ଦେକ୍ତେରଇଲା ଆରି କଇତେରଇବା ସତ୍ ନ ରଇବା ବିସଇ, ସୁନ୍ତେରଇଲା । ସେ ଗଟେକ୍ ନିକ ଲକ୍ ରଇଲାଜେ ଏଟାମନ୍ ସୁନି ଦୁକ୍ କର୍ତେରଇଲା ।
8 ( pois, vivendo entre eles, todos os dias aquele justo se atormentava em sua alma justa por causa das maldades que via e ouvia ).
9 ସେନ୍ତାର୍ ଆଲେ ଦରମ୍ ଲକ୍ମନ୍କେ ପର୍ମେସର୍ ତାକର୍ ଦୁକ୍ କସ୍ଟ ତେଇଅନି ଆରି ଆଇବା ପରିକାଇ ଅନି ରକିଆ କର୍ସି । ଆରି କାରାପ୍ ଲକ୍ମନ୍କେ ସେ ସବୁ ଲକ୍କେ ବିଚାର୍ କର୍ବା ଦିନ୍ ଜାକ ଡଣ୍ଡ୍ଦେଇ ସଙ୍ଗଇସି ।
9 Vemos, portanto, que o Senhor sabe livrar os piedosos da provação e manter em castigo os ímpios para o dia do juízo,
10 ତାକର୍ ପାପର୍ ଗୁନ୍ଚଲନ୍ ଇସାବେ ଚଲାଚଲ୍ତିକରି ଲାଜର ବିସଇ କର୍ବା ଲକ୍ମନ୍କେ ସେ ବେସି ବଡ୍ ଡଣ୍ଡ୍ ଦେଇସି । ତାକର୍ ଉପ୍ରେ ସାସନ୍ କର୍ବାକେ ପର୍ମେସରର୍ ଜନ୍ ଅଦିକାର୍ ଆଚେ, ସେଟା ସେମନ୍ ନିଚ୍ଲାଇନି ।
10 especialmente os que seguem os desejos impuros da carne e desprezam a autoridade. Insolentes e arrogantes, tais homens não têm medo de difamar os seres celestiais;
11 ତାକର୍ଟାନେଅନି ଅଦିକ୍ ବଡ୍ରଇ ବପୁ ରଇବା ଦୁତ୍ମନ୍, ମାପ୍ରୁର୍ ମୁଆଟେ ଆକର୍ ବିସଇନେଇ ନିନ୍ଦାକାତା କଅତ୍ ନାଇ ।
11 contudo, nem os anjos, embora sendo maiores em força e poder, fazem acusações injuriosas contra aqueles seres na presença do Senhor.
12 ମାତର୍ ଏମନ୍ ଡଙ୍ଗ୍ରେ ରଇବା ପସୁମନର୍ପାରା । ତାକର୍ ଗାଗଡ୍ ଜନ୍ଟା କର୍ବାକେ ମନ୍ କର୍ସି, ସେଟାସେ କଲାଇନି । ସେନ୍ତାରି ପସୁମନ୍କେ ଲକ୍ମନ୍ ଦାରିକରି ମରାଇବାଇ । ସେମନ୍ ନାଜାନ୍ଲା ବିସଇ ନେଇକରି ନିନ୍ଦାକାତା କଇବାଇ । ସେମନ୍କେ ଲକ୍ମନ୍ ମରାଇଲା ପାରା ପର୍ମେସର୍ କୁରୁପ୍ନାସ୍ କର୍ସି ।
12 Mas eles difamam o que desconhecem e são como criaturas irracionais, guiadas pelo instinto, nascidas para serem capturadas e destruídas; serão corrompidos pela sua própria corrupção!
13 ବିନ୍ ଲକ୍ମନ୍କେ ସେମନ୍ ବେସି ଦୁକ୍ କସ୍ଟ ଦେଲାଇଆଚତ୍କେ ପର୍ମେସର୍ ମିସା ସେମନ୍କେ ଦୁକ୍ କସ୍ଟ ଦେଇସି । ନିଜର୍ ଗାଗଡ୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ସେମନ୍ କାଇଟା ମିସା କର୍ବାଇ । ସେଟା ଦିନ୍ବେଲେ ମିସା କର୍ବାଇ । ମାତର୍ ସେମନ୍ ତମର୍ ସଙ୍ଗ୍ କାଇବାକେ ବସ୍ଲାବେଲେ ମିସା ସେନ୍ତାରି ଅଇତେରଇବାଇ, ଜନ୍ଟାକି ତମ୍କେ ଇଜତ୍ ଜିକି ଲାଜ୍ କରାଇସି ।
13 Eles receberão retribuição pela injustiça que causaram. Consideram prazer entregar-se à devassidão em plena luz do dia. São nódoas e manchas, regalando-se em seus prazeres, quando participam das festas de vocês.
14 ବେସିଆ କାମ୍ କର୍ବାକେ ସବୁବେଲେ ମନ୍ କର୍ତେରଇବାଇ । ସେନ୍ତାରି କର୍ବାଟାନେଅନି ସେମନ୍ କେବେ ନ ତେବତ୍ । ମନ୍ ବିତ୍ରେ ଦୁର୍ବଲ୍ ରଇବା ଲକ୍ମନ୍କେ ନାଡାଇକରି ପାପ୍କାମ୍ କର୍ବାଟାନେ ଡାକିନେବାଇ । ସେମନ୍ ବେସି ଲବି ଅଇଆଚତ୍ । ପର୍ମେସର୍ ସେମନ୍କେ ସାଇପ୍ ଦେଲା ଆଚେ ।
14 Tendo os olhos cheios de adultério, nunca param de pecar, iludem os instáveis e têm o coração exercitado na ganância. Malditos!
15 ସଲକ୍ ବାଟ୍ ଚାଡିକରି ବାଟ୍ବାନା ଅଇଲାଇ ଆଚତ୍ । ବେଅର୍ ପଅ ବାଲାମ୍, ଜେ କି ଗଟେକ୍ ବବିସତ୍ବକ୍ତା ରଇଲା, ସେ ଜନ୍ ରକାମ୍ କାମ୍ମନ୍ କରିରଇଲା, ଏମନ୍ ମିସା ସେନ୍ତାରି କଲାଇଆଚତ୍ । ଡାବୁ ଆସାଅଇ ବାଲାମ୍ ଏନ୍ତି ରଇଲାଜେ ସେଟା ମିଲାଇବାକେ ବୁଲ୍ କାମ୍ କର୍ବାକେ ମିସା ତିଆର୍ ଅଇରଇଲା ।
15 Eles abandonaram o caminho reto e se desviaram, seguindo o caminho de Balaão, filho de Beor, que amou o salário da injustiça,
16 ମାତର୍ ସେ କରିରଇବା କାରାପ୍ କାମର୍ ଲାଗି, ପର୍ମେସର୍ ତାକେ ଦମ୍କାଇଲା । ତାର୍ ଗଦ ନର୍ଲକ୍ ପାରା କାତା ଅଇଲା ଆରି ଜନ୍ ବାୟା କାମ୍ କର୍ବାକେ ସେ ଜାଇତେରଇଲା, ସେ କାମେଅନି ତାକେ ତେବାଇଲା ।
16 mas em sua transgressão foi repreendido por uma jumenta, um animal mudo, que falou com voz humana e refreou a insensatez do profeta.
17 ଏ ଲକ୍ମନ୍ ପାନି ଆଁଟିଜାଇରଇବା ପାଜ୍ରା ପାରା । ଜବର୍ ପବନ୍ ଆସି ଉଡାଇନେବା ବାଦଲ୍ ପାରା । ପର୍ମେସର୍ ସେମନର୍ପାଇ ପୁରାପୁରୁନ୍ ଆନ୍ଦାର୍ ରଇବା ଗଟେକ୍ ଜାଗା ସଙ୍ଗଇଆଚେ ।
17 Esses homens são fontes sem água e névoas impelidas pela tempestade. A escuridão das trevas lhes está reservada,
18 ସେମନ୍ ଲକ୍ମନ୍କେ ସିକାଇବା ବେଲେ ମୁକିଅ ବିସଇପାରା ରଇସି, ମାତର୍ ତେଇ କାଇଟା ନ ରଏ । ଗାଗଡ୍ ମନ୍ କଲା ସବୁ ଗୁନ୍ଚଲନ୍ କରିଅଇସି ବଲି ସେମନ୍ ସିକାଇବାଇ । ନୁଆ ନୁଆ ନିକ ଚଲାଚଲ୍ତି କରି ଆଇତେରଇବା ଲକ୍ମନ୍କେ ସୁତ୍ରାଇକରି ନେବାଇ ।
18 pois eles, com palavras de vaidosa arrogância e provocando os desejos libertinos da carne, seduzem os que estão quase conseguindo fugir daqueles que vivem no erro.
19 ତାକର୍ ସିକିଆ ମାନିକରି ରଇଲେ ମୁକ୍ତି ମିଲ୍ସି ବଲି ସେମନ୍ କାତାଦେବାଇ । ମାତର୍ ସେମନ୍ ନିଜେ କାରାପ୍ ଚଲାଚଲ୍ତିର୍ ଗତିଦାଙ୍ଗ୍ଡା ଅଇଆଚତ୍ । ସେ କାରାପ୍ ଚଲାଚଲ୍ତି ସେମନ୍କେ କୁରୁପ୍ନାସ୍ କର୍ସି । ଜଦି ଗଟେକ୍ ଲକ୍କେ କାରାପ୍ ଅବିଆସ୍ ଦାରିଆଚେ, ସେ ତାର୍ ଗତିଦାଙ୍ଗ୍ଡା ।
19 Prometendo-lhes liberdade, eles mesmos são escravos da corrupção, pois o homem é escravo daquilo que o domina.
20 ସେନ୍ତାରି ମିଚ୍ ସିକାଉମନ୍ ଲକ୍ମନ୍କେ କୁରୁପ୍ନାସ୍ କର୍ବା କାରାପ୍ ବିସଇତେଇଅନି ରକିଆ ପାଇକରି ଆମର୍ ମୁକ୍ତିକାରିଆ ମାପ୍ରୁ ଜିସୁକିରିସ୍ଟକେ ଜାନିରଇଲାଇ । ମାତର୍ ଆରିତରେକ୍ ସେ କାରାପ୍ ବିସଇମନ୍ କର୍ବାକେ ନିଜେ ସର୍ପିଅଇଲାଇ ଆଚତ୍ । ତାକର୍ ଏବର୍ ଇନସ୍ତା ଆଗ୍ତୁର୍ ଇନସ୍ତାଇ କେତେକ୍ ଅଦିକ୍ ଆଚେ ।
20 Se, tendo escapado das contaminações do mundo por meio do conhecimento de nosso Senhor e Salvador Jesus Cristo, encontram-se novamente nelas enredados e por elas dominados, estão em pior estado do que no princípio.
21 ଦରମ୍ ଚଲାଚଲ୍ତି କର୍ବା ବାଟ୍ ସେମନ୍ କେବେ ଜାନିନରଇଲେ ତାକର୍ ପାଇ ନିକ ଅଇତା । ମାତର୍ ସେମନ୍ ଏବେ ଲକ୍ମନ୍ ସିକିଆ ପାଇରଇବା ପର୍ମେସରର୍ ନିୟମ୍ ଚାଡିଦେଇଆଚତ୍ ।
21 Teria sido melhor que não tivessem conhecido o caminho da justiça, do que, depois de o terem conhecido, voltarem as costas para o santo mandamento que lhes foi transmitido.
22 ସେମନ୍ କଲାପାରା ବିସଇ ଉପଦେସ୍ ବଇଟାନେ ଲେକା ଅଇଲାଆଚେ । କୁକୁର୍ ଜନ୍ଟା ବାତିକର୍ସି, ସେଟାସେ ଜାଇ କାଇସି, ଗୁସ୍ରିକେ ପାନି ଦୁଆଇଦେଇ ରଇଲେ ମିସା ସେ କାଦଲଗେସେ ଜାଇ ଚକ୍ଟି ଅଇସି ।
22 Confirma-se neles que é verdadeiro o provérbio: "O cão voltou ao seu vômito" e ainda: "A porca lavada voltou a revolver-se na lama".
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Pedro 2, comparar traduções ou montar um estudo — tudo direto pelo WhatsApp.