2 Coríntios 8
ସତିଅର୍ ବାଟ୍ (DSO) vs ACF
1 ଏ ମର୍ ବାଇବଇନିମନ୍, ମାସିଦନିଆର୍ ବିସ୍ବାସିମନ୍କେ ପର୍ମେସର୍ ଜିବନ୍ଦୁକାଇ ରଇଲାର୍ପାଇ ତେଇ କାଇଟା ଗଟ୍ଲା, ସେଟା ତମେ ଜାନିରୁଆ ବଲି ମୁଇ ମନ୍ କଲୁନି ।
1 Também, irmãos, vos fazemos conhecer a graça de Deus dada às igrejas da macedônia;
2 ବେସି ବଡ୍ ଦୁକ୍ କସ୍ଟ ପାଇ, ମୁର୍ଚି ରଇକରି, ତେଇ ସେମନ୍ ବେସି ସାର୍ଦା କଲାଇ । ତାକର୍ ସାର୍ଦା ଏତେକ୍ ବଡିଜାଇରଇଲା ଜେ ସେମନ୍ ଅର୍କିତ୍ ଅଇରଇଲେ ମିସା ତାକର୍ ବିସ୍ବାସି ବାଇମନର୍ ପାଇ ବେସି ବେସି ଦାନ୍ କଲାଇ ।
2 Como em muita prova de tribulação houve abundância do seu gozo, e como a sua profunda pobreza abundou em riquezas da sua generosidade.
3 ସେମନ୍ ଜେତ୍କି ଦେବାର୍ ରଇଲା, ତାର୍ତେଇଅନି ଅଦିକ୍ ଦେଲାଇ ବଲି ମୁଇ ସାକି ଦେଲିନି । ଦେବାର୍ ମନ୍ ରଇଲାକେ ନିଜର୍ ମନ୍ କଲା ଇସାବେ ଦେଲାଇ ।
3 Porque, segundo o seu poder (o que eu mesmo testifico) e ainda acima do seu poder, deram voluntariamente.
4 ଜିଉଦା ଦେସେ ରଇବା ପର୍ମେସରର୍ ଲକ୍ମନ୍କେ ସାଇଜ କର୍ବାକେ ସେମନ୍ ମିସା ମିସତ୍ ବଲି ଆମ୍କେ ବାବୁଜିଆ କଲାଇ ।
4 Pedindo-nos com muitos rogos que aceitássemos a graça e a comunicação deste serviço, que se fazia para com os santos.
5 ତାକର୍ଟାନେଅନି ଆମେ ଜେତ୍କି ଆସା କରିରଇଲୁ, ତାର୍ତେଇଅନି ଅଦିକ୍ ଦେଲାଇ । କାଇକେବଇଲେ ପର୍ତମେ ସେମନ୍ ନିଜେ ନିଜେ ମାପ୍ରୁକେ ସର୍ପି ଅଇଲାଇ । ତାର୍ପଚେ ପର୍ମେସରର୍ ମନ୍ କଲା ଇସାବେ ସେମନ୍ ଆମ୍କେ ମିସା ସର୍ପି ଅଇଲାଇ ।
5 E não somente fizeram como nós esperávamos, mas a si mesmos se deram primeiramente ao Senhor, e depois a nós, pela vontade de Deus.
6 ତେବର୍ପାଇ ତିତସ୍ ଜେ କି ତମର୍ ବିତ୍ରେ ଏ କାମ୍ ଜେନ୍ତି ଆରାମ୍ କରିରଇଲା, ସେନ୍ତାରି ଆକା ତମର୍ ଆଲାଦର୍ ଦାନ୍ ସାରାଅ ବଲି ଆମେ ତାକେ ବାବୁଜିଆ କଲୁ ।
6 De maneira que exortamos a Tito que, assim como antes tinha começado, assim também acabasse esta graça entre vós.
7 ତମେ ବେସି ବିସଇଟାନେ ପୁରାପୁରୁନ୍ ଆଚାସ୍ । ସବୁ ବିସଇଟାନେ ସାଉକାର୍ ଅଇଆଚାସ୍ । ବିସ୍ବାସେ ଡାଁଟ୍ଆଚାସ୍, ବାକିଅ ସିକାଇବାକେ ଜାନିଆଚାସ୍, ବାକିଅତେଇ ତମର୍ ଗିଆନ୍ ଜବର୍ ଆଚେ, ସଙ୍ଗର୍ ବିସ୍ବାସିମନ୍କେ ସାଇଜ କର୍ବାଟା ଆରି ଆମର୍ପାଇ ରଇବା ତମର୍ ଆଲାଦ୍ ବେସି ବଡ୍ ଆଚେ । ସେନ୍ତାରିସେ ଦାନ୍ ଦେବାଟାନେ ମିସା ଅଦିକ୍ ଅଦିକ୍ ଦିଆସ୍ ବଲି ଆମେ ମନ୍ କଲୁନି ।
7 Portanto, assim como em tudo abundais em fé, e em palavra, e em ciência, e em toda a diligência, e em vosso amor para conosco, assim também abundeis nesta graça.
8 ଏଟା ତମ୍କେ ମୁଇ ତିଆର୍ଲା ପାରା କଇନାଇ, ମାତର୍ ବିନ୍ ବିସ୍ବାସିମନ୍ ତାର୍ ବାଇମନ୍କେ କେନ୍ତି ଅଦିକ୍ ମନ୍ କରି ସାଇଜ କଲାଇନି, ସେଟା ଜାନିରଇବାକେ କଇଲିନି । ସେମନ୍ କଲାପାରା ତମେ କରିପାରାସ୍ ଆରି ସେଟା ଦେକି ତମର୍ ଆଲାଦ୍ ସତ୍ କି ମିଚ୍ ବଲି ମୁଇ ଜାନିପାର୍ବି ।
8 Não digo isto como quem manda, mas para provar, pela diligência dos outros, a sinceridade de vosso amor.
9 ଆମର୍ ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇ ଅଇଲା ବିସଇ ତମେ ଜାନିଆଚାସ୍ । ସର୍ଗେ ସେ ବେସି ସାଉକାର୍ ଅଇରଇଲେ ମିସା ସେ ନିଜେ ଅର୍କିତ୍ ଅଇଆଇଲା । ଜେନ୍ତି କି ତାର୍ଲାଗି ତମେ ସାଉକାର୍ ଅଇସା ।
9 Porque já sabeis a graça de nosso Senhor Jesus Cristo que, sendo rico, por amor de vós se fez pobre; para que pela sua pobreza enriquecêsseis.
10 ସାଇଜ କର୍ବାକେ ତମେସେ ଆଗ୍ତୁ ଅଇଲାସ୍ ଆରି ପରୁ ଅନି ଆରାମ୍ କରିଆଚାସ୍ । ଏବେ ମୁଇ ବାବ୍ଲିନି, ସେଟା ତମେ ସାରାଇଦେବାଟା ନିକ । ଉଜେ କାମ୍କର୍ବାଟାସେ ନାଇ, ମାତର୍ କାମ୍କର୍ବାକେ ମନ୍ କରି କର୍ବାକେ ତମେ ପର୍ତୁମ୍ ଆଚାସ୍ ।
10 E nisto dou o meu parecer; pois isto convém a vós que, desde o ano passado, começastes; e não foi só praticar, mas também querer.
11 ତେବେ ତମେ ସେଟା କରା, ଆରି ଦେବାଟା ସାରାଇଦିଆସ୍ । ତମେ ବେସି ସାର୍ଦା ଅଇ ମୁଲିଆଇଲାସ୍ । ସେନ୍ତାରିସେ ସାର୍ଦା ଅଇ ସାରାଇବାର୍ ଆଚେ । ଗଟେକ୍ ଗଟେକ୍ ଲକ୍ ଜେତ୍କି ଦେଇପାରାସ୍, ସେତ୍କି ଦେଇ ସାରାଇଦିଆସ୍ ।
11 Agora, porém, completai também o já começado, para que, assim como houve a prontidão de vontade, haja também o cumprimento, segundo o que tendes.
12 କାଇକେ ବଇଲେ ଜଦି ତମ୍କେ ଦାନ୍ ଦେବାକେ ମନ୍ଆଚେ, ତମର୍ ପାର୍ବା ଏତେକ୍ ଦେଲାସ୍ନି । ତମେ ଦେବାଟା ପର୍ମେସର୍ ସଙ୍ଗଇସି । କାଇକେବଇଲେ, ତମେ ନାପାର୍ବା ଏତ୍କି ଦିଆ ବଲି ମାଙ୍ଗେ ନାଇ ।
12 Porque, se há prontidão de vontade, será aceita segundo o que qualquer tem, e não segundo o que não tem.
13 ତମର୍ ବାଇମନ୍କେ ସାଇଜ କରିକରି ତମର୍ଟା ଉନା ଅଇଜାଅ ବଲି ମୁଇ ମନ୍ କରିନାଇ । ମାତର୍ ଏବେ ତମର୍ ଟାନେ ଜବର୍ ଆଚେଜେ, ଜାକେ ଲଡାଆଚେ, ତାକେ ସାଇଜ କର୍ବାଟା ଟିକ୍ ରଇସି ।
13 Mas, não digo isto para que os outros tenham alívio, e vós opressão,
14 ଏନ୍ତାରିକଲେ, ତମ୍କେ ଜେଡେବେଲେ ଲଡା ପଡ୍ସି, ଆରି ସେମନ୍କେ ଜବର୍ ରଇଲେ, ସେମନ୍ ତମ୍କେ ସାଇଜ କର୍ବାଇ । ଏନ୍ତାରି ଦୁଇ ବାଟର୍ ଲକ୍ ସମାନ୍ ଇସାବେ ପାଇବାଇ ।
14 Mas para igualdade; neste tempo presente, a vossa abundância supra a falta dos outros, para que também a sua abundância supra a vossa falta, e haja igualdade;
15 ଜେନ୍ତିକି ସାସ୍ତରେ ଲେକା ଅଇଆଚେ, ଜେ ଅଦିକ୍ କାମାଇଲା, ତାର୍ଟା ଉବ୍ରେ ନାଇ, ଆରି ଜେ ଉନା କାମାଇଲା, ତାକେ ଉନା ଅଏନାଇ ।
15 Como está escrito: O que muito colheu não teve demais; e o que pouco, não teve de menos.
16 ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି, ଜେନ୍ତି ତମ୍କେ ସାଇଜ କର୍ବାକେ ମନ୍ କଲୁ, ସେନ୍ତାରିସେ ତିତସ୍କେ ମିସା ସାଇଜ କର୍ବାକେ ମନ୍ ଦେଲା ।
16 Mas, graças a Deus, que pôs a mesma solicitude por vós no coração de Tito;
17 ଆମେ ଜେଡେବେଲେ ତିତସ୍କେ ତମର୍ଟାନେ ଜିବାକେ କଇଲୁ, ସେ ଦାପ୍ରେ ଜିବାକେ ରାଜି ଅଇଲା । ସେ ନିଜେ ମନ୍ କରି ତମର୍ଟାନେ ଜାଇ ତମ୍କେ ସାଇଜ କର୍ବି ବଇଲା ।
17 Pois aceitou a exortação, e muito diligente partiu voluntariamente para vós.
18 ତାର୍ ସଙ୍ଗ୍ ଆରି ଗଟେକ୍ ବାଇକେ ମିସା ପାଟାଇଲୁନି । ଏ ଲକ୍ ଜିସୁକିରିସ୍ଟର୍ ସୁବ୍କବର୍ ଜାନାଇଲାନିଜେ ସବୁ ବିସ୍ବାସିମନ୍ ତାକେ ସନ୍ମାନ୍ ଦେଲାଇନି ।
18 E com ele enviamos aquele irmão cujo louvor no evangelho está espalhado em todas as igrejas.
19 କାଲି ସେତ୍କିରେ ନଏଁଁ, ତମେ ଦେଇରଇବା ଆଲାଦର୍ ଦାନ୍ ଆମେ ଲଡା ରଇବା ବାଇମନର୍ ଲଗେ ନେବାବେଲେ, ଆମର୍ ସଙ୍ଗ୍ ଜିବାକେ ସବୁ ବିସ୍ବାସିମନ୍ ତାକେ ବାଚିକରି ପାଟାଇଆଚତ୍ । ଏଟା ପର୍ମେସର୍ ଡାକ୍ପୁଟା ପାଇବାକେ ଆରି ତମ୍କେ ସାଇଜ କର୍ବାକେ ଆମେ ସାର୍ଦା ଅଇକରି ଏନ୍ତାରି କଲୁନି ।
19 E não só isto, mas foi também escolhido pelas igrejas para companheiro da nossa viagem, nesta graça que por nós é ministrada para glória do mesmo Senhor, e prontidão do vosso ânimo;
20 ଆମର୍ ଲାଗି ସେବା କାମର୍ ପାଇ ତମେ ଆଲାଦ୍ ସଙ୍ଗ୍ ଦେଇ ଜମାଇରଇଲା ଏ ଡାବୁ ଜନ୍ଟାକି ଆମେ ଦାରିଗାଲୁନି, । ଏ ଡାବୁ ବିସଇନେଇ ଆମ୍କେ କେ ମିସା ନିନ୍ଦା ନ କରତ୍ । ସେଟାର୍ପାଇ ଆମେ ଜାଗ୍ରତ୍ ଅଇଆଚୁ ।
20 Evitando isto, que alguém nos vitupere por esta abundância, que por nós é ministrada;
21 କାଇକେ ବଇଲେ ଆମେ କର୍ବା କାମ୍ ସବୁ ଟିକ୍ ରଇବାର୍ ଆଚେ । ଅବ୍କା ପର୍ମେସର୍ ଦେକ୍ବା ଇସାବେସେ ନାଇ ମାତର୍ ଲକ୍ମନ୍ ଦେକ୍ବା ଇସାବେ ମିସା ଅ ।
21 Pois zelamos do que é honesto, não só diante do Senhor, mas também diante dos homens.
22 ଆମେ ଆରି ଗଟେକ୍ ବାଇକେ ମିସା ତିତସର୍ ଦଲ୍ ସଙ୍ଗ୍ ପାଟାଇଲୁନି । ଏ ବାଇକେ ଆମେ ବେସି ତର୍ ପରିକା କଲୁଆଚୁ । ଆରି ତାକେ ସାଇଜ କର୍ବାକେ ବେସି ମନ୍ ଆଚେ । ଏବେ ସେ ଅଦିକ୍ ମନ୍ କଲାନି । କାଇକେବଇଲେ ସେ ତମ୍କେ ଅଦିକ୍ ଆସା କଲାନି ।
22 Com eles enviamos também outro nosso irmão, o qual muitas vezes, e em muitas coisas, já experimentamos ser diligente, e agora muito mais diligente ainda pela muita confiança que em vós tem.
23 ଏବେ ତିତସର୍ ବିସଇ ଜାନ୍ବାର୍ ଆଲେ ସେ ତମ୍କେ ସାଇଜ କର୍ବାକେ ମର୍ ସଙ୍ଗ୍ କାମ୍ କଲାନି । ଆରି ସେ ଦୁଇଟା ବିନ୍ ବାଇମନ୍ ଇତିର୍ ବିସ୍ବାସିମନ୍ କଇଲାକେସେ ତାର୍ସଙ୍ଗ୍ ଗାଲାନି । ସେମନ୍ କର୍ବା କାମର୍ ଲାଗି କିରିସ୍ଟ ଡାକ୍ପୁଟା ଅଇସି ।
23 Quanto a Tito, é meu companheiro, e cooperador para convosco; quanto a nossos irmãos, são embaixadores das igrejas e glória de Cristo.
24 ସେମନ୍ ତେଇ କେଟ୍ଲେ ସରି ତମେ ଆଲାଦ୍ କରି ସେମନ୍କେ ଡାକିନିଆ । ଜେନ୍ତାରି କି ତମର୍ ଆଲାଦ୍ ସତ୍ ବଲି ସବୁ ବିସ୍ବାସିମନ୍ ଜାନ୍ବାଇ ଆରି ତମର୍ ବିସଇନେଇ ଆମେ ବଡ୍ପନ୍ ଅଇ ସବୁ କଇବାଟା, ସତ୍ ବଲି ଜାନ୍ବାଇ ।
24 Portanto, mostrai para com eles, e perante a face das igrejas, a prova do vosso amor, e da nossa glória acerca de vós.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Coríntios 8, comparar traduções ou montar um estudo — tudo direto pelo WhatsApp.