2 Coríntios 6
ସତିଅର୍ ବାଟ୍ (DSO) vs ACF
1 ତେବେ ପର୍ମେସରର୍ ଏ କାମେ, ଆମେ କାମ୍କରୁମନ୍ ଅଇଲୁଆଚୁ ଜେ, ତମ୍କେ ଆମେ ବାବୁଜିଆ କଲୁନି । ତମେ ତାର୍ ଜିବନ୍ ଦୁକାଇଲାଟା ମିଲାଇ ଆଚାସ୍ । ସେଟା ଚୁଚାଇ ନ ଅ ।
1 E nós, cooperando também com ele, vos exortamos a que não recebais a graça de Deus em vão
2 ପର୍ମେସର୍ କଇବାଟା ସୁନା ।
2 (Porque diz:Ouvi-te em tempo aceitável e socorri-te no dia da salvação;eis aqui agora o tempo aceitável, eis aqui agora o dia da salvação).
3 ଜେନ୍ତିକି ଆମର୍ ସେବା କାମେ ଲକ୍ମନ୍ ଆମ୍କେ ଦସ୍ ନ ଦାରତ୍ ବଲି ଆମେ ମନ୍ କରୁନାଇ । ସେଟାର୍ପାଇ କିରିସ୍ଟର୍ ପଚେ ଜିବା ଲକ୍ମନ୍କେ ଆମ୍କେ ଆଗ୍ଟୁ ନାଇ ।
3 Não dando nós escândalo em coisa alguma, para que o nosso ministério não seja censurado;
4 ତାର୍ ବାଦୁଲେ ଆମେ ଜାଇଟା କଲେ ମିସା ପର୍ମେସରର୍ ସେବାକାରିଆ ଇସାବେ କଲୁନି । ଜେନ୍ତିକି, କିରିସ୍ଟର୍ ଲାଗି ଉଡାସୁନ୍ବା ଟାନେ, ଦୁକ୍ କସ୍ଟ ଟାନେ, ଆମେ ସାଆସ୍ ଅଇ ମୁର୍ଚିକରି ଆଚୁ ।
4 Antes, como ministros de Deus, tornando-nos recomendáveis em tudo; na muita paciência, nas aflições, nas necessidades, nas angústias,
5 ଆମେ କର୍ଡା ମାଡ୍ କାଇ ବନ୍ଦି ଗରେ ରଇଆଚୁ, ମାନ୍ଦା ଲକର୍ଟାନେ ଅନି କେଦାଇଅଇଆଚୁ, ବେସି ଆବଡ୍ କାମ୍ କରି ଆଚୁ, ନ ସଇକରି ରଇଲୁଆଚୁ, ଦିନ୍ ଦିନ୍ ଦାରି ନ କାଇ ନ ପିଇ କରି ରଇଆଚୁ ।
5 Nos açoites, nas prisões, nos tumultos, nos trabalhos, nas vigílias, nos jejuns,
6 ଆମର୍ ସୁକଲ୍ କାମେ, ଆମର୍ ଗିଆନେ, ଆମର୍ ମୁର୍ଚି ରଇବାଟାନେ, ଆମର୍ ଦୟା ଦେକାଇବାଟାନେ, ସୁକଲ୍ଆତ୍ମାଟାନେ, ଆମର୍ ସତ୍ ଆଲାଦ୍ଟାନେ, ଆମେ ପର୍ମେସରର୍ ସେବା କାରିଆ ବଲିକରି ଜାନାଇ ଅଇଲୁନି ।
6 Na pureza, na ciência, na longanimidade, na benignidade, no Espírito Santo, no amor não fingido,
7 ଆମେ ସିକାଇବା ବାକିଅ ସତ୍ ବାକିଅ । ଆରି ଆମର୍ ସଙ୍ଗ୍ ପର୍ମେସରର୍ ବପୁ ଆଚେ । ପର୍ମେସର୍ ଦେକ୍ବା ଇସାବେ, ଆମର୍ ଦରମ୍ ବଲାଇ ଅଇବାଟା ଗଟେକ୍ ଆତ୍ଆତିଆର୍ ପାରା । ଆମର୍ ସତ୍ରୁମନର୍ ବିରୁଦେ ଜୁଜ୍ବାକେ ଆରି ନିଜ୍କେ ରକିଆ ପାଇବାକେ, ସେଟା ବାଇଲୁନି ।
7 Na palavra da verdade, no poder de Deus, pelas armas da justiça, à direita e à esquerda,
8 କେବେ କେବେ ଆମ୍କେ ସନ୍ମାନ୍ ମିଲ୍ଲାନି । ମାତର୍ କେବେ କେବେ ତଲେ ପାକାଇଲାଇନି । କେବେ କେବେ ନିକ ଲକ୍ ବଲାଇଅଇଲୁନି । ମାତର୍ କେବେ କେବେ ଆମେ ନିନ୍ଦା ପାଇଲୁନି ।
8 Por honra e por desonra, por infâmia e por boa fama; como enganadores, e sendo verdadeiros;
9 ଆମେ ମିଚୁଆ ବଲାଇଅଇଲୁନି । ମାତର୍ ସତ୍ କାତା କଇଲୁନି । ନାଜାନ୍ତେ ରଇଲେ ମିସା ସବୁଲକ୍ ଜାନି ଆଚତ୍ । ମଲା ସମାନ୍ ରଇଲୁ, ମାତର୍ ଆଜିକେ ଜାକ ବଁଚିଆଚୁ । ଡଣ୍ଡ୍ ପାଇଲୁ ମିସା ମରୁନାଇ ।
9 Como desconhecidos, mas sendo bem conhecidos; como morrendo, e eis que vivemos; como castigados, e não mortos;
10 ବେସି ଦୁକେ ରଇଲେ ମିସା ସାର୍ଦା ସଙ୍ଗ୍ ଆଚୁ । ଆମେ ଅର୍କିତ୍ ପାରା ଅଇରଇଲେ ମିସା, ବିନ୍ ଲକ୍ମନ୍କେ ସାଉକାର୍ କରାଇଆଚୁ । ଆମେ କାଇଟା ନ ରଇବା ଲକର୍ ପାରା ଆଚୁ, ମାତର୍ ସବୁଜାକ ଆମର୍ଟା ।
10 Como contristados, mas sempre alegres; como pobres, mas enriquecendo a muitos; como nada tendo, e possuindo tudo.
11 ଏ କରନ୍ତିଏ ରଇବା ଆମର୍ ମଇତର୍ମନ୍, କାଇ କପଟ୍ ନ କରି, ଆମର୍ ମନେ ଜାଇଟା ରଇଲା, ସେଟା ସବୁ ତମର୍ ମୁଆଟେ କଇଲୁଆଚୁ । ଆମେ ତମ୍କେ ବେସି ଆଲାଦ୍ କଲୁନି ।
11 Ó coríntios, a nossa boca está aberta para vós, o nosso coração está dilatado.
12 ତମର୍ପାଇ ବଲିକରି ଆମର୍ ଆଲାଦ୍ ଉନା ଅଏ ନାଇ । ମାତର୍ ଆମର୍ ପାଇ ରଇବା ତମର୍ ଆଲାଦ୍ ଉନା ଅଇଆଚେ ।
12 Não estais estreitados em nós; mas estais estreitados nos vossos próprios afetos.
13 ନିଜର୍ ପିଲାମନ୍କେ କଇଲା ପାରା ତମ୍କେ କଇଲିନି, ଆମେ ଜେନ୍ତାରି କି ତମ୍କେ ଆଲାଦ୍ କଲୁନି, ସେନ୍ତାରିସେ ତମେ ଆମ୍କେ ଆଲାଦ୍ କରା ।
13 Ora, em recompensa disto, (falo como a filhos) dilatai-vos também vós.
14 ତମେ ବିସ୍ବାସ୍ ନ କର୍ବା ଲକ୍ମନର୍ ସଙ୍ଗ୍ ମିସିକରି କାମ୍ କରାନାଇ । ସେ କାମ୍ କେବେମିସା ନ ଅଏ । କାଇକେବଇଲେ ସତ୍ ଆରି ମିଚ୍ ମିସାଇ ନ ଅଏ । ଉଜଲ୍ ଆରି ଆନ୍ଦାର୍ ନ ମିସତ୍ ।
14 Não vos prendais a um jugo desigual com os infiéis; porque, que sociedade tem a justiça com a injustiça? E que comunhão tem a luz com as trevas?
15 କିରିସ୍ଟ ଆରି ସଇତାନ୍ କାଇ ବିସଇଟାନେ ମିସା ରାଜି ନ ଅଅତ୍ । ଗଟେକ୍ ବିସ୍ବାସ୍ କର୍ବା ଲକ୍ ଆରି ଗଟେକ୍ ବିସ୍ବାସ୍ ନ କର୍ବା ଲକ୍, ଗଟେକ୍ ଟାନେ ମିସିକରି ନ ରଅତ୍ ।
15 E que concórdia há entre Cristo e Belial? Ou que parte tem o fiel com o infiel?
16 ପର୍ମେସରର୍ ମନ୍ଦିରେ ପୁତ୍ଲା ପୁଜା କର୍ବାର୍ ନ ଅଏ । ଆମେ ପର୍ମେସରର୍ ମନ୍ଦିର୍ ପାରା । କାଇକେବଇଲେ ଜିବନ୍ ରଇବା ପର୍ମେସର୍ ଆମର୍ ବିତ୍ରେ ବାସା ଅଇଆଚେ । ସେ ନିଜେ କଇଲାଆଚେ
16 E que consenso tem o templo de Deus com os ídolos? Porque vós sois o templo do Deus vivente, como Deus disse: Neles habitarei, e entre eles andarei; e eu serei o seu Deus e eles serão o meu povo.
17 ତେବେ ମାପ୍ରୁ କଇଲାନି,
17 Por isso saí do meio deles, e apartai-vos, diz o Senhor;E não toqueis nada imundo,E eu vos receberei;
18 ମୁଇ ତମର୍ ବାବା ଅଇବି ଆରି,
18 E eu serei para vós Pai,E vós sereis para mim filhos e filhas, Diz o Senhor Todo-Poderoso.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Coríntios 6, comparar traduções ou montar um estudo — tudo direto pelo WhatsApp.