2 Coríntios 1
ସତିଅର୍ ବାଟ୍ (DSO) vs ARIB
1 ମୁଇ ପାଉଲ୍, ପର୍ମେସରର୍ ମନ୍ କଲା ଇସାବେ କିରିସ୍ଟ ଜିସୁର୍ ଗଟେକ୍ ପେରିତ୍ ସିସ୍ ବାଚାଇଅଇଲିଆଚି ।
1 Paulo, apóstolo de Cristo Jesus pela vontade de Deus, e o irmão Timóteo, à igreja de Deus que está em Corinto, com todos os santos que estão em toda a Acaia:
2 ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁର୍ ଟାନେଅନି ଜିବନ୍ ଦୁକାଇଲାଟା ଆରି ସାନ୍ତି ତମ୍କେ ଅ ।
2 Graça a vós, e paz da parte de Deus nosso Pai, e do Senhor Jesus Cristo.
3 ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ବାବା ପର୍ମେସର୍କେ ଦନିଅବାଦ୍ ଦେଉଁ । ସେ ଆମର୍ ଦୟାକାରିଆ ବାବା ଆରି ଜାର୍ ଟାନେଅନି କି ଆମ୍କେ ସବୁ ବିସଇର୍ ସାଇଜ ଆଇସି ।
3 Bendito seja o Deus e Pai de nosso Senhor Jesus Cristo, o Pai das misericórdias e Deus de toda a consolação,
4 ସେ ଆମ୍କେ ସବୁ ଦୁକ୍ କସ୍ଟ ଆଇଲେ ସାଇଜ କର୍ସି । ସେନ୍ତାରିସେ ବିନ୍ ବିନ୍ ରକାମର୍ କସ୍ଟ ପାଇତେରଇବା ଲକ୍ମନ୍କେ ଆମେ ଜେନ୍ତି ଦୁକ୍ ସାରାଇବୁ । ପର୍ମେସର୍ ଟାନେଅନି ଜନ୍ ସାଇଜ ଆମେ ପାଇଲୁଆଚୁ, ସେ ସାଇଜର୍ ଲାଗି, ଆମେ ମିସା ବିନ୍ ଲକ୍କେ ସାଇଜ କର୍ବୁ ।
4 que nos consola em toda a nossa tribulação, para que também possamos consolar os que estiverem em alguma tribulação, pela consolação com que nós mesmos somos consolados por Deus.
5 କାଇକେବଇଲେ ଜେନ୍ତିକି କିରିସ୍ଟର୍ତେଇ ମିସ୍ଲାର୍ପାଇ ଆମର୍ ଦୁକ୍, କସ୍ଟ ଅଦିକ୍ ଅଦିକ୍ ଅଇଆଚେ, ସେନ୍ତାରିସେ କିରିସ୍ଟର୍ ଲାଗି ଆମର୍ ଦୁକ୍ ସାରାଇବାଟା ମିସା ଅଦିକ୍ ଅଦିକ୍ ଅଇଲାନି ।
5 Porque, como as aflições de Cristo transbordam para conosco, assim também por meio de Cristo transborda a nossa consolação.
6 ମାତର୍ ଆମ୍କେ ଦୁକ୍ କସ୍ଟ ଅଇଲେ, ସେଟା ତମର୍ ଦୁକ୍ ସାରାଇବାକେ ଆରି ନ ସାର୍ବା ଜିବନ୍ ପାଇବାକେ । ସେନ୍ତାରିସେ ଜେଡେବେଲେ ଆମେ ପର୍ମେସରର୍ ଟାନେଅନି ସାଇଜ ମିଲାଇବୁ, ସେଟା ତମର୍ପାଇ ମିସା ସାଇଜ ମିଲ୍ଲା ପାରା । ଏନ୍ତାରି ସେ ତମର୍ ବିସ୍ବାସ୍ କର୍ବାଟା ଡାଟ୍ କରାଇସି, ଜେନ୍ତିକି ଆମେ ଦୁକ୍କସ୍ଟ ଆଇଲେ ମିସା ମୁର୍ଚି କରି ଆଚୁ, ସେନ୍ତାରି ଦୁକ୍ କସ୍ଟ ଆଇଲେ ତମେ ମିସା ମୁର୍ଚି କରି ରଇପାରାସ୍ ।
6 Mas, se somos atribulados, é para vossa consolação e salvação; ou, se somos consolados, para vossa consolação é a qual se opera suportando com paciência as mesmas aflições que nós também padecemos;
7 ଏଟାର୍ଲାଗି ତମର୍ଟାନେ ଆସା କର୍ବାଟା ଡାଁଟ୍ ଅଇଲାଆଚେ । କାଇକେବଇଲେ, ଆମେ ଜାନିଆଚୁ, ଆମ୍କେ ଦୁକ୍ କସ୍ଟ ଆଇଲେ ମିସା ମୁର୍ଚିକରି ଆଚୁ, ତମେ ମିସା ସେନ୍ତାରି ମୁର୍ଚିକରି ଆଚାସ୍ । ଜେନ୍ତାରି କି ପର୍ମେସର୍ ଟାନେଅନି ଆମେ ସାଇଜ ମିଲାଇଆଚୁ । ସେନ୍ତାରିସେ ତମେ ମିସା ସାଇଜ ମିଲାଇଆଚାସ୍ ।
7 e a nossa esperança acerca de vós é firme, sabendo que, como sois participantes das aflições, assim o sereis também da consolação.
8 କାଇକେ ବଇଲେ, ଏ ବାଇବଇନିମନ୍, ଆସିଆ ରାଇଜେ ଆମ୍କେ ଅଇରଇବା ବଡ୍ ଦୁକ୍ କସ୍ଟ ବିସଇ ତମେ ଜାନିରୁଆ ବଲି ଆମେ ମନ୍ କଲୁନି । ମୁର୍ଚି ନାପାର୍ଲା ବଡ୍ ପରିକା ଆଇଲା । ଏନ୍ତାରି କି ଆମେ ଆରି ନ ରଇକରି ମରିଜିବାର୍ ଅଇସିବେ ବଲି ବାବ୍ତେରଇଲୁ ।
8 Porque não queremos, irmãos, que ignoreis a tribulação que nos sobreveio na Ásia, pois que fomos sobremaneira oprimidos acima das nossas forças, de modo tal que até da vida desesperamos;
9 ଉଁ, ଆମ୍କେ ମରନ୍ ଆସି ଡାବିଅଇରଇଲା । ମାତର୍ ନିଜର୍ ନିଜର୍ ଉପ୍ରେ ଆସା ନ କରି, ଜନ୍ ପର୍ମେସର୍ ମଲା ଲକ୍ମନ୍କେ ଉଟାଇସି, ତାର୍ ଉପ୍ରେ ଆସା କର୍ବାକେ ଏ ସବୁ ଅଇଲା ।
9 portanto já em nós mesmos tínhamos a sentença de morte, para que não confiássemos em nós, mas em Deus, que ressuscita os mortos;
10 ସେ ଆମ୍କେ ମରନ୍ଟାନେ ଅନି ବଁଚାଇଲା । ସେଟାର୍ପାଇ ଆମେ ରକିଆ ପାଇଲୁ । ମରନ୍ ରଇଲା ଆକା, ମାତର୍ ମରୁନାଇ । ଆରି ସେ ଆମ୍କେ ସାଇଜ କର୍ତେରଇସି ଆକା ବଲି ଜାନିଆଚୁ । ଆମ୍କେ ବଡ୍ ଆସା ଆଚେ ଜେ, ସେ ଆମ୍କେ ସାଇଜ କର୍ବାଟା କେବେ ନ ତେବାଏ ।
10 o qual nos livrou de tão horrível morte, e livrará; em quem esperamos que também ainda nos livrará,
11 ତମେ ଆମର୍ ପାଇ ପାର୍ତନା କରି ଆମ୍କେ ସାଇଜ କର୍ବାର୍ ଆଚେ । ସେନ୍ତାର୍ କଲେ ପର୍ମେସର୍ ସବୁ ପାର୍ତନାଇ ମାଙ୍ଗ୍ଲାଟା ପାଟାଇସି । ଆରି ବେସି ଲକ୍ ପର୍ମେସର୍କେ ଦନିଅବାଦ୍ ଦେବାଇ । କାଇକେବଇଲେ ସେ ଆମ୍କେ ଆସିର୍ବାଦ୍ କଲାଆଚେ ।
11 ajudando-nos também vós com orações por nós, para que, pela mercê que por muitas pessoas nos foi feita, por muitas também sejam dadas graças a nosso respeito.
12 ବାଇମନ୍ ଆମେ ବଡ୍ପନ୍ ଅଇକରି କଇବା ଗଟେକ୍ କାତା ଆଚେ । ସେଟା ଆମେ ସତ୍ ବଲି ଜାନ୍ଲୁନି ଆରି ସେଟା ଅଇଲାନି, । ସବୁଲକର୍ଟାନେ ଆରି, ତମର୍ଟାନେ ମିସା ଆମର୍ ଚଲାଚଲ୍ତି ସୁକଲ୍ ଆରି ଦରମ୍ ଆଚେ । ଏଟା ଆମର୍ ବିବେକ୍ ସାକି ଦେଲାନି । ଲକ୍ମନର୍ ଗିଆନ୍ ଇସାବେ ଆମେ କରୁନାଇ, ମାତର୍ ପର୍ମେସରର୍ ଜିବନ୍ ଦୁକାଇଲା ବପୁର୍ ସଙ୍ଗ୍ ଏ ସବୁଜାକ କଲୁନି ।
12 Porque a nossa glória é esta: o testemunho da nossa consciência, de que em santidade e sinceridade de Deus, não em sabedoria carnal, mas na graça de Deus, temos vivido no mundo, e mormente em relação a vós.
13 କାଇକେ ବଇଲେ, ଆମେ ଚିଟି ପାଟାଇଲା ବେଲେ ତମେ ଜାଇଜାଇଟା ପଡିକରି ବୁଜିପାରାସ୍, ସେଟାସେ ଲେକି ପାଟାଇଲୁନି ।
13 Pois outra coisa não vos escrevemos, senão as que ledes, ou mesmo reconheceis; e espero que também até o fim as reconhecereis;
14 ଏବେ ଆମେ ଜାଇଟା କଲୁନି, ସେ ବିସଇ ତମେ ଅଲପ୍ ଅଲପ୍ ବୁଜ୍ଲାସ୍ନି । ମାତର୍ ମୁଇ ଆସା କଲିନି, ସେଟା ତମେ ପୁରାପୁରୁନ୍ ବୁଜି ପାର୍ସା । ଜେନ୍ତାରି କି, ଆମର୍ ମାପ୍ରୁ ଜିସୁ ବାଉଡ୍ଲା ଦିନେ, ତମେ ଆମର୍ ଲାଗି ସାର୍ଦା କର୍ସା, ସେନ୍ତାରିସେ ଆମେ ମିସା ତମର୍ଲାଗି ସାର୍ଦା କର୍ବୁ ।
14 como também já em parte nos reconhecestes, que somos a vossa glória, assim vós sereis a nossa no dia do Senhor Jesus.
15 ଏଟା ସବୁ ତମେ ବୁଜି ପାର୍ସା, ସେଟା ଜାନିକରି ମୁଇ ତମର୍ଟାନେ ବୁଲିଆଇବି ବଲି ମନ୍କଲି । ଜେନ୍ତାରି କି ମୁଇ ତମ୍କେ ଦୁଇତର୍ ସାଇଜ କରିପାର୍ବି ।
15 E nesta confiança quis primeiro ir ter convosco, para que recebêsseis um segundo benefício;
16 କାଇକେବଇଲେ ମୁଇ ମାକିଦନିଆଇ ଜିବାବାଟେ ତମର୍ଟାନେ ଆସି ରଇବି ବଲି ମନ୍କଲି । ଆରି ମୁଇ ଗରେ ବାଅଡ୍ବାବେଲେ ଆରିତରେକ୍ ତମର୍ଟାନେ ତେବ୍ବି ବଲି ମନ୍ କଲି । କାଇକେବଇଲେ ମୁଇ ଜେବେ ଜିଉଦା ଦେସେ ଜିବାକେ ବାରଇବି, ସେ ବେଲେ ତମେ ମକେ ସାଇଜ କରି ପାରାସ୍ ।
16 e por vós passar à Macedônia, e da Macedônia voltar a vós, e ser por vosso intermédio encaminhado à Judéia.
17 ତେବେ ମୁଇ ଏନ୍ତାରି ମନ୍ କଲାକେ ମକେ ତମେ ଦୁଇ ମନିଆ ଲକ୍ ବଲି ବାବ୍ଲାସ୍ନି କାଇକି । ନିଜର୍ ମନ୍ କଲା ଇସାବେ ଚିନ୍ତା କର୍ବା ଗଟେକ୍ ଲକର୍ପାରା ତମେ ମକେ ବାବ୍ଲାସ୍ କାଇକି । ମୁଇ ଆଇବି ବଲି କଇଲେ ମିସା ତମର୍ ମନେ ସେ ନ ଆସେ, ବଲି ବାବ୍ଲାସ୍ କାଇକି ।
17 Ora, deliberando isto, usei porventura de leviandade? ou o que delibero, faço-o segundo a carne, para que haja comigo o sim, sim e o não?
18 ଜଦି ପର୍ମେସର୍ କଇବାଟା ସତ୍, ସେନ୍ତାର୍ ଆଲେ ମୁଇ କଇବାଟା ମିସା ସତ୍ ସେ । ଏକାବେଲେ ଉଁ ଆରି ନାଇ ବଲି, ନ କଇ ।
18 Antes, como Deus é fiel, a nossa palavra a vós não é sim e não,
19 ମୁଇ, ସିଲାନ୍ ଆରି ତିମତି, ପର୍ମେସରର୍ ପଅ ଜେ କି କିରିସ୍ଟ ଜିସୁ, ତାର୍ ବିସଇନେଇ ତମ୍କେ ଜାନାଇରଇଲୁ । ସେ ଉଁ ଆରି ନାଇ, ବଲି କଇବା ଦୁଇ ମନିଆ ଲକ୍ ନଏଁ ।
19 porque o Filho de Deus, Cristo Jesus, que entre vós foi pregado por nós, isto é, por mim, Silvano e Timóteo, não foi sim e não; mas nele houve sim.
20 ତାର୍ଲାଗି ପର୍ମେସର୍ ଉଁ ବଲି, କଇରଇବାଟା, ସବୁଜାକ ପୁରାପୁରୁନ୍ କର୍ସି । ସେଟାର୍ପାଇ ଜିସୁକିରିସ୍ଟକେ ଆମେ ଆମେନ୍ ବଲି, କଇବାଟା ପର୍ମେସରର୍ ମଇମା ପାଇ ଅଇସି ।
20 Pois, tantas quantas forem as promessas de Deus, nele está o sim; portanto é por ele o amém, para glória de Deus por nosso intermédio.
21 ତମ୍କେ ଆରି ଆମ୍କେ ଜିସୁକିରିସ୍ଟତେଇ ମିସିରଇବାକେ ଆଇବା ଡାଟ୍ ବିସ୍ବାସ୍ ଆନ୍ବାଟା, ପର୍ମେସର୍ ସେ । ଆରି ସେ ଆମ୍କେ ବାଚ୍ଲା ଆଚେ ।
21 Mas aquele que nos confirma convosco em Cristo, e nos ungiu, é Deus,
22 ଆମେ ତାର୍ଟା ବଲି ଜାନ୍ବାକେ ସେ ଆମ୍କେ ତାର୍ ଚିନ୍ ମାର୍ଲା ଆଚେ ଆରି ସୁକଲ୍ଆତ୍ମା ଆମର୍ ବିତ୍ରେ ଦାନ୍ କଲା ଆଚେ । ପର୍ମେସର୍ ଆମର୍ପାଇ ଜେତ୍କି ବିସଇ ସଙ୍ଗଇଆଚେ, ସେ ଆତ୍ମାର୍ ଲାଗି ଆମେ ସେଟା ସବୁ ପାଇବୁ ବଲି ଜାନ୍ଲୁନି ।
22 o qual também nos selou e nos deu como penhor o Espírito em nossos corações.
23 ଜଦି ମୁଇ କଇବାଟା ସତ୍ ନାଇ, ସେନ୍ତାର୍ଆଲେ ପର୍ମେସର୍ ମକେ ଡଣ୍ଡ୍ ଦେଅ । ମୁଇ କରନ୍ତିଅତେଇ ବୁଲି ଆଇବାକେ କାଇକେ ଅଏ ନାଇ ବଲି ସେ ଜାନେ । ମୁଇ ତେଇ ଆଇଲେ, ତମର୍ ଚଲାଚଲ୍ତିର୍ ବୁଲ୍ଟିକ୍ ଦେକ୍ଲେ, ତମେ ଦୁକ୍ କର୍ତାସ୍ ।
23 Ora, tomo a Deus por testemunha sobre a minha alma de que é para vos poupar que não fui mais a Corinto;
24 ତମେ କନ୍ଟା ମାନ୍ବାର୍ ଆଚେ, କନ୍ଟା ନାଇ, ସେଟା ଆଦେସ୍ ଦେବାକେ ଆମେ ମନ୍ କରୁନାଇ । କାଇକେବଇଲେ, ତମର୍ ବିସ୍ବାସ୍ ଡାଟ୍ ଅଇଗାଲା ଆଚେ । ତମର୍ ସଙ୍ଗ୍ ମିସିକରି କାମ୍ କର୍ବାକେ ଆମେ ମନ୍ କଲୁନି । ଜେନ୍ତାରିକି ତମେ ସାର୍ଦା ଅଇସା ।
24 não que tenhamos domínio sobre a vossa fé, mas somos cooperadores de vosso gozo; pois pela fé estais firmados.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Coríntios 1, comparar traduções ou montar um estudo — tudo direto pelo WhatsApp.