2 Coríntios 10
ସତିଅର୍ ବାଟ୍ (DSO) vs NVI
1 ମୁଇ ପାଉଲ୍ ତମ୍କେ ବାବୁଜିଆ କଲିନି, ମୁଇ ତମର୍ ସଙ୍ଗ୍ ରଇଲାବେଲେ, ତମ୍କେ ଲାଗ୍ବାକେ ଡର୍ସି ବଲି କେତେଲକ୍ କଇଲାଇନି । ମାତର୍ ଲେକ୍ବାକେ ସାଆସ୍ ଅଇକରି ବାଦ୍ଲାପାରା ଲେକ୍ଲାନି ବଲି କଇଲାଇନି । ଆମେ କିରିସ୍ଟର୍ ସଙ୍ଗ୍ ଗାଲୁନି, ଜେ କି ବେସି ସୁଆଲ୍ ଆରି ଦରମ୍ । ସେଟା ନେଇକରି ବାବୁଜିଆ କଲିନି ।
1 Eu, Paulo, pela mansidão e pela bondade de Cristo, apelo para vocês; eu, que sou "humilde" quando estou face a face com vocês, mas "audaz" quando ausente!
2 ମୁଇ ତେନେ ଆଇଲାବେଲେ ତମର୍ ଚଲାଚଲ୍ତି ନିକ ଅଇରଅ । ଜେନ୍ତାରି କି ମୁଇ ତମ୍କେ ଲାଗ୍ବାକେ ନ ପଡେ । ମାତର୍ ଜନ୍ ଲକ୍ମନ୍ ଏ ଜଗତର୍ ଲକ୍ ପାରା ନିଜର୍ ମନ୍ କଲା ଇସାବେ ଗାଲାଇନି ବଲି ଆମର୍ ବିସଇନେଇ କଇଲାଇନି, ସେମନ୍କେ ଲାଗ୍ବାକେ ମୁଇ ନ ଡରି ।
2 Rogo-lhes que, quando estiver presente, não me obriguem a agir com audácia, tal como penso que ousarei fazer, para com alguns que acham que procedemos segundo os padrões humanos.
3 ଆମେ ଏ ଜଗତେ ବଁଚ୍ଲୁନି ଏଟା ସତ୍, ମାତର୍ ଲକ୍ମନର୍ ଗିଆନ୍ ସଙ୍ଗ୍ ଜୁଜିକରି ରଉନାଇ ।
3 Pois, embora vivamos como homens, não lutamos segundo os padrões humanos.
4 ଜନ୍ ଆତ୍ ଆତିଆର୍ ସଙ୍ଗ୍ ଆମେ ଜୁଜ୍ଲୁନି, ସେଟା ଲକ୍ମନର୍ଟାନେଅନି ଆସେନାଇ, ମାତର୍ ସେଟା ବେସି ବପୁର୍ ସଙ୍ଗ୍ ରଇବା ପର୍ମେସରର୍ ଟାନେଅନି ଆଇସି । ଏ ବପୁ ସଙ୍ଗ୍ ପର୍ମେସରର୍ ବିରୁଦେ ତାର୍ ସତ୍ରୁମନ୍ ଉଟାଇରଇବା ଡାଁଟର୍ କତି ଜାକ ଆରି ଲକ୍ମନର୍ ମନ୍ ବିତ୍ରେ ଦଦାପେଲା ଅଇବା ଚିନ୍ତା ସବୁ ଆମେ ଆରାଇପାର୍ବୁ ।
4 As armas com as quais lutamos não são humanas; pelo contrário, são poderosas em Deus para destruir fortalezas.
5 ବଡ୍ପନ୍ ଅଇବା ଲକ୍ମନ୍ ପର୍ମେସରର୍ ବିରୁଦେ ନିଜ୍କେ ଉଟାଇବାଟା ଆରି ଜେତ୍କି ସବୁ ଚିନ୍ତା ପର୍ମେସରର୍ ଗିଆନ୍ ଉପ୍ରେ ଉଟ୍ସି, ସେଟା ସବୁ ଜାକ ଆମେ ବାନ୍ଦିକରି କିରିସ୍ଟକେ ମାନତ୍ ବଲି ସର୍ପାଇବୁ ।
5 Destruímos argumentos e toda pretensão que se levanta contra o conhecimento de Deus, e levamos cativo todo pensamento, para torná-lo obediente a Cristo.
6 ତମେ କିରିସ୍ଟର୍ ଆଦେସ୍ ସବୁ ମାନ୍ଲାଟା ଦେକାଇଲା ପଚେ, ତେଇ ରଇବା ଜେତ୍କି ସବୁ ବିସ୍ବାସିମନ୍, ଜନ୍ଲକ୍ମନ୍ କି ତାର୍ ଆଦେସ୍ ମାନ୍ବାକେ ମନ୍ କରତ୍ ନାଇ, ସେମନ୍କେ ଡଣ୍ଡ୍ ଦେବାକେ ଆମେ ଜାଗ୍ରତ୍ ଅଇକରି ରଇବୁ ।
6 E estaremos prontos para punir todo ato de desobediência, uma vez completa a obediência de vocês.
7 ତମେ ଲକ୍ମନର୍ ବାଇରର୍ ବିସଇ ଦେକ୍ଲାସ୍ନି । କାଇକେବଇଲେ ତମର୍ ବିତ୍ରେ କେତେଲକ୍ ବୁଲ୍ ଚିନ୍ତାକରି ଆମେସେ କିରିସ୍ଟର୍ ସତ୍ ସେବାକରୁମନ୍ ବଲି ବାବ୍ଲାଇନି । ସେମନ୍ ଆରିତରେକ୍ ନିଜର୍ ବିସଇ ଚିନ୍ତାକରି ଦେକ୍ବାର୍ ଆଚେ । କାଇକେବଇଲେ ସେମନ୍ ଜେନ୍ତାରି ଆଚତ୍ ଆମେ ମିସା ସେନ୍ତାରି କିରିସ୍ଟର୍ ସତ୍ ଦାସ୍ ।
7 Vocês observam apenas a aparência das coisas. Se alguém está convencido de que pertence a Cristo, deveria considerar novamente consigo mesmo que, assim como ele, nós também pertencemos a Cristo.
8 ତମର୍ ଉପ୍ରେ ଆମର୍ ଅଦିକାର୍ ଆଚେ । ସେଟା ପର୍ମେସର୍ ଆମ୍କେ ଦେଇରଇଲା । ମାତର୍ ସେ ଅଦିକାରର୍ ବିସଇନେଇ ଜଦି ମୁଇ ବେସି ବଡ୍ପନ୍ ଅଇଲିଆଚି, ସେଟାର୍ପାଇ ମକେ ଲାଜ୍ ନ ଲାଗେ । ତମ୍କେ ନସ୍ଟ କର୍ବା ଅଦିକାର୍ ସେ ମକେ ଦେଏନାଇ, ମାତର୍ ଜେନ୍ତି କି ତମର୍ ବିସ୍ବାସ୍ ଡାଁଟ୍ କରାଇବି ।
8 Pois mesmo que eu tenha me orgulhado um pouco mais da autoridade que o Senhor nos deu, não me envergonho disso, pois essa autoridade é para edificá-los, e não para destruí-los.
9 ଏ ଚିଟି ଲେକିକରି ମୁଇ ତମ୍କେ ଡରାଇବାକେ ମନ୍ କରିନାଇ ।
9 Não quero que pareça que estou tentando amedrontá-los com as minhas cartas.
10 ମାତର୍ ତମ୍କେ ଲେକ୍ଲାବେଲେ ଦମ୍କାଇ କରି ଲେକ୍ଲିନି ବଲି କେତେଲକ୍ କଇଲାଇନି । ମାତର୍ ତମର୍ ସଙ୍ଗ୍ ରଇଲାବେଲେ ମୁଇ ଦୁର୍ବଲ୍ ଅଇକରି ମର୍ କଇଲା ପଦ୍ କାଇ ମୁଲିଅ ନାଇ ପାରା ରଇଲା ।
10 Pois alguns dizem: "As cartas dele são duras e fortes, mas ele pessoalmente não impressiona, e a sua palavra é desprezível".
11 ଜନ୍ ଲକ୍ମନ୍ ଏନ୍ତାରି କାତା ଅଇବାଇ, ଚିଟିଟାନେ ଆମେ ଜନ୍ ବିସଇ ଲେକିଆଚୁ, ତେଇ ଆଇଲେ, ସମାନ୍ ବିସଇସେ କର୍ବୁ ବଲି ସେମନ୍ ଜାନ୍ବାର୍ ଆଚେ ।
11 Saibam tais pessoas que aquilo que somos em cartas, quando estamos ausentes, seremos em atos, quando estivermos presentes.
12 ଜନ୍ଲକ୍ମନ୍ ଆମେ ନିଜେ ବଡ୍ଲକ୍ ବଲି ବାବିଅଇଲାଇନି, ସେମନର୍ ସଙ୍ଗ୍ ସମାନ୍ ଅଇବାକେ ଆମେ ମନ୍ କରୁନାଇ । ସେମନ୍ ସବୁର୍ଟାନେ ଅନି ଆମେ ଆକା ଜାନିଆଚୁ ବଲି ବୁଲ୍ ଚିନ୍ତା କଲାଇନି । ସେମନ୍ ସତଇସେ ବକୁଆ । ନିଜ୍କେ ନାପ୍ବାକେ, ନାପି ଅଇବାଟା ନିଜେ ତିଆର୍ କଲାଇନି । ନିଜ୍କେ ବିଚାର୍ କର୍ବାକେ ପରିକା ନିଜେ ତିଆର୍ କଲାଇନି ।
12 Não temos a pretensão de nos igualar ou de nos comparar com alguns que se recomendam a si mesmos. Quando eles se medem e se comparam consigo mesmos, agem sem entendimento.
13 ମାତର୍ ଆମେ, ଆମର୍ କାମ୍ ବିସଇନେଇ ଅଦିକ୍ ବଡ୍ପନ୍ ଅଉନାଇ । ଆମେ ଜେତ୍କି ବଡ୍ପନ୍ ଅଇବାର୍ ଆଚେ ସେତ୍କି ବଡ୍ପନ୍ ଅଇବୁ । ପର୍ମେସର୍ ଆମ୍କେ ଜେତ୍କି କାମ୍ ଦେଲାଆଚେ, ସେତ୍କି କାମେ, ଆମେ ବଡ୍ପନ୍ ଅଇବୁ । ଆରି ତମର୍ ବିତ୍ରେ ଆମେ କର୍ବା କାମ୍ ମିସା ତେଇ ମିସ୍ଲା ଆଚେ ।
13 Nós, porém, não nos gloriaremos além do limite adequado, mas limitaremos nosso orgulho à esfera de ação que Deus nos confiou, a qual alcança vocês inclusive.
14 ପର୍ମେସର୍ ଆମ୍କେ ଦେଇରଇବା କାମେ ତମେ ମିସ୍ଲାର୍ପାଇ କିରିସ୍ଟର୍ ସୁବ୍କବର୍ ନେଇକରି ଆଇଲାବେଲେ, ପର୍ମେସର୍ ଆମ୍କେ ଦେଲା କାମେଅନି ବାଇରେ ଜାଏ ନାଇ ।
14 Não estamos indo longe demais em nosso orgulho, como seria o caso se não tivéssemos chegado até vocês, pois chegamos a vocês com o evangelho de Cristo.
15 ତେବର୍ପାଇ ବିନ୍ ଲକର୍ କାମ୍ କଲାଟା ନେଇକରି ଆମେ ନିଜେ ଡାକ୍ପୁଟା ଅଉନାଇ । ସେ କାମ୍ କର୍ବାକେ ପର୍ମେସର୍ ଆମ୍କେ ଦେଏ ନାଇ । ମାତର୍ ତମର୍ ବିସ୍ବାସ୍ ଡାଟ୍ ଅ ବଲି ଆମେ ମନ୍ କଲୁନି । ଜେନ୍ତିକି ତମର୍ ଜାଗାଇ ଆମେ କର୍ବା କାମ୍ ଅଦିକ୍ ଅଦିକ୍ ଅଇସି । କାଇକେବଇଲେ ପର୍ମେସର୍ ଆମ୍କେ ଦେଇରଇବା କାମେଅନି ଅଦିକ୍ କର୍ବାକେ ଆମେ ମନ୍ କରୁନାଇ ।
15 Da mesma forma, não vamos além de nossos limites, gloriando-nos de trabalhos que outros fizeram. Nossa esperança é que, à medida que for crescendo a fé que vocês têm, nossa atuação entre vocês aumente ainda mais,
16 ସେନ୍ତାର୍ଆଲେ ଆମେ ଜାଇକରି କିରିସ୍ଟର୍ ସୁବ୍କବର୍ ତମର୍ ଜାଗାଇ ଅନି ତେନ୍କର୍ ଜାଗା ମନ୍କେ ଜାନାଇବୁ । କାଇକେବଇଲେ ଆମ୍କେ ଦେଇରଇବା କାମେସେ ଆମେ ବଡ୍ପନ୍ ଅଇବୁ ବଲି ମନ୍ କଲୁନି । ବିନ୍ ଲକ୍ କରିରଇବା କାମ୍ଟାନେ ବଡ୍ପନ୍ ନ ଅଉଁ ।
16 para que possamos pregar o evangelho nas regiões que estão além de vocês, sem nos vangloriarmos de trabalho já realizado em território de outro.
17 ସାସ୍ତର୍ କଇଲାପାରା “ଜେ ବଡ୍ପନ୍ ଅଇବାକେ ମନ୍ କଲାନି, ସେ ମାପ୍ରୁ କଲା କାମେସେ ବଡ୍ପନ୍ ଅଇବାର୍ ଆଚେ ।”
17 Contudo, "quem se gloriar, glorie-se no Senhor",
18 କାଇକେ ବଇଲେ ଗଟେକ୍ ଲକ୍ ନିଜେ ବଲ୍ ବଲାଇଅଇଲେ, ମାପ୍ରୁ ତାକେ ଅଦିକାର୍ ନ ଦେଏ । ମାତର୍ ମାପ୍ରୁ ଦେକ୍ବା ଇସାବେ ଜେ ନିକ, ସେ ତାର୍ ନିଜର୍ ଲକ୍ ଅଇସି ।
18 pois não é aprovado quem a si mesmo se recomenda, mas aquele a quem o Senhor recomenda.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Coríntios 10, comparar traduções ou montar um estudo — tudo direto pelo WhatsApp.