1 Pedro 4
ସତିଅର୍ ବାଟ୍ (DSO) vs VC
1 କିରିସ୍ଟ ନିଜର୍ ଗାଗ୍ଡେ ଦୁକ୍କସ୍ଟ ମୁର୍ଚିକରି ଜେନ୍ତାରି ଚିନ୍ତା କର୍ତେ ରଇଲା, ତମେମିସା ସେନ୍ତାରି ଚିନ୍ତାକରି ଡାଟ୍ ଉଆ । କାଇକେବଇଲେ ଜେ ଗାଗ୍ଡେ ଦୁକ୍କସ୍ଟ ମୁରଚ୍ସି, ସେ ଆରି ପାପ୍ କର୍ବାକେ ମନ୍ ନ କରେ ।
1 Assim, pois, como Cristo padeceu na carne, armai-vos também vós deste mesmo pensamento: quem padeceu na carne rompeu com o pecado,
2 ତେବର୍ପାଇ ତମର୍ ମନ୍କେ ଜାଗରତ୍ କରା । ଜେନ୍ତାରିକି, ଏବେ ଅନି ତମର୍ ମରନ୍ ଜାକ, ପର୍ମେସର୍ ମନ୍ କଲା ଇସାବେ ଚଲାଚଲ୍ତି କର୍ସା । ତମର୍ ପାପର୍ ଗୁନ୍ ଚଲନ୍ ଇସାବେ କରାନାଇ ।
2 a fim de que, no tempo que lhe resta para o corpo, já não viva segundo as paixões humanas, mas segundo a vontade de Deus.
3 କାଇକେବଇଲେ ପର୍ମେସର୍କେ ନାଜାନ୍ଲା ଲକ୍ ଜନ୍ଟା କର୍ବାକେ ମନ୍ କର୍ବାଇ, ସେନ୍ତାରି ତମେମିସା କର୍ତେ ରଇଲାସ୍ । ଆରି ସେନ୍ତାରି କରି କରି ଚୁଚାଇ ଚୁଚାଇ ଦିନ୍ ଗାଲା । ତମର୍ ଗାଗଡର୍ ପାପେରଇବା ଗୁନ୍ଚଲନ୍ ଇସାବେ ଲାଜର୍ ବିସଇ, ପାଦ୍ରା କାମ୍ କର୍ବାକେ ମନ୍ କର୍ବା ବିସଇ, ମାତିରଇବା ବିସଇ, କରାପ୍ ବିସଇଟାନେ ମଜାମଜ୍ଲିସ୍ କର୍ବା ବିସଇ ଆରି ପର୍ମେସର୍ ଗିନ୍କର୍ବା ପୁତ୍ଲା ପୁଜା କର୍ବାଟାମନ୍ କର୍ତେରଇଲାସ୍ ।
3 Baste-vos que no tempo passado tenhais vivido segundo os caprichos dos pagãos, em luxúrias, concupiscências, embriaguez, orgias, bebedeiras e criminosas idolatrias.
4 ମାତର୍ ଏବେ, ବିସ୍ବାସ୍ ନ କଲା ଲକ୍ମନ୍ କାବାଅଇଗାଲାଇନି ଆରି ତମ୍କେ ନିନ୍ଦାର୍ କାତା କଇଲାଇନି । କାଇକେବଇଲେ ସେମନ୍ କରିରଇବା କାରାପ୍ ମଜାମଜ୍ଲିସ୍ ବିସଇତେଇ ତମେ ମିସାସ୍ ନାଇ ।
4 Estranham eles agora que já não vos lanceis com eles nos mesmos desregramentos de libertinagem, e por isso vos cobrem de calúnias.
5 ମାତର୍ ସେମନ୍ ନିଜେ ପର୍ମେସର୍କେ ଇସାବ୍ ଦେବାକେ ପଡ୍ସି । ସେ ବଁଚିରଇବା ଆରି ମରିରଇବା ସବୁକେ ବିଚାର୍ କର୍ବାକେ ଜାଗିଆଚେ ।
5 Eles darão conta àquele que está pronto para julgar os vivos e os mortos.
6 ସେଟାର୍ପାଇ ସୁବ୍କବର୍ ମରିରଇବା ଲକ୍ମନ୍କେ ମିସା ଜାନାଇରଇଲାଇ । କାଇକେବଇଲେ ସବୁଲକ୍ମନ୍ ପାଇବା ଡଣ୍ଡ୍ ସେମନ୍ ପାଇରଇକରି ମରିରଇଲେ ମିସା ତାକର୍ ଆତ୍ମା ପର୍ମେସରର୍ ପାରା ବଁଚ୍ବାକେ ସୁବ୍ କବର୍ ଜାନାଇରଇଲାଇ ।
6 Pois para isto foi o Evangelho pregado também aos mortos; para que, embora sejam condenados em sua humanidade de carne, vivam segundo Deus quanto ao espírito.
7 ମାତର୍ ସବୁ ବିସଇ ସାର୍ବା ବେଲା ଲଗେ କେଟ୍ଲାବେ । ତେବର୍ପାଇ ନିଜେ ଜାଗରତ୍ ରୁଆ ଏନ୍ତାରି କଲେ ତମେ ନିକସଙ୍ଗ୍ ପାର୍ତନା କରିପାରାସ୍ ।
7 O fim de todas as coisas está próximo. Sede, portanto, prudentes e vigiai na oração.
8 ସବୁର୍ଟାନେଅନି ମୁକିଅ ବିସଇ ଅଇଲାନି ତମର୍ ତମର୍ ବିତ୍ରେ ଆଲାଦ୍ କରାକରି ଅଇବାଟା । କାଇକେବଇଲେ, ସେନ୍ତାରି ଆଲାଦ୍ କଲେ, ତମର୍ ତମର୍ ପାପ୍ ବିସଇ ଚିନ୍ତା ନ କରି ମୁର୍ଚିକରି କେମା ଦିଆଦିଇ ଅଇସା ।
8 Antes de tudo, mantende entre vós uma ardente caridade, porque a caridade cobre a multidão dos pecados {Pr 10,12}.
9 ତମର୍ ବିତ୍ରେ ମୁର୍ମୁରା ନଅଇ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଗତିଆ କରି ଡାକାଡାକି ଉଆ ।
9 Exercei a hospitalidade uns para com os outros, sem murmuração.
10 ତାକେ ବିସ୍ବାସ୍ କର୍ବା ସବୁଲକ୍କେ ପର୍ମେସର୍ ବିନ୍ ବିନ୍ ଦାନ୍ ସର୍ପିଦେଲା ଆଚେ । ଗଟେକ୍ ବିସ୍ବାସ୍ ରଇବା ଗତିଦାଙ୍ଗ୍ଡା ପାରା ସେ ଦେଇରଇବା ଦାନ୍ ବିନ୍ ଲକର୍ ମଙ୍ଗଲ୍ ଅଇବାକେ ଦିଆସ୍ ।
10 Como bons dispensadores das diversas graças de Deus, cada um de vós ponha à disposição dos outros o dom que recebeu:
11 ଜନ୍ ଲକ୍ମନ୍ କବର୍ ଜାନାଇଲାଇନି, ଆମେ ପର୍ମେସରର୍ କବର୍ ଜାନାଇଲୁନି, ବଲି ଜାଗ୍ରତ୍ ରଇବାର୍ ଆଚେ । ଜନ୍ ଲକ୍ମନ୍ ତାକର୍ ବାଇବଇନିମନ୍କେ ସେବା କଲାଇନି, ଆମେ ପର୍ମେସର୍ ବପୁ ଦେଲାକେସେ, ସେବାକଲୁନି ବଲି ଏତାଅତ୍ । ତମେ କରିରଇବା ସବୁ କାମେ ଜିସୁକିରିସ୍ଟର୍ଟାନେଅନି ପର୍ମେସର୍ ଡାକ୍ପୁଟା ପାଅ । ସେ ଆକା କାଲ୍ କାଲ୍ ଜୁଗ୍ ଜୁଗ୍ ମଇମା ଆରି ବପୁ ପାଇସି । ଆମେନ୍ !
11 a palavra, para anunciar as mensagens de Deus; um ministério, para exercê-lo com uma força divina, a fim de que em todas as coisas Deus seja glorificado por Jesus Cristo. A ele seja dada a glória e o poder por toda a eternidade! Amém.
12 ଏ ମର୍ ମଇତର୍ମନ୍, ତମେ ବେସି ଦୁକ୍ କସ୍ଟ ମୁର୍ଚିକରି ରଇବାବେଲେ କାବାଅଇଜିବାର୍ ନାଇ । ନ ଅଇବା ବିସଇ ମକେ କେନ୍ତାରି ଗଟ୍ଲାନି ବଲି ବାବ୍ବାର୍ ନାଇ ।
12 Caríssimos, não vos perturbeis no fogo da provação, como se vos acontecesse alguma coisa extraordinária.
13 ତାର୍ ବାଦୁଲେ, କିରିସ୍ଟ ଦୁକ୍ କସ୍ଟ ମୁର୍ଚିକରି ରଇଲାର୍ ପାରା ତମ୍କେ ମୁରଚ୍ବାକେ ଆଇଲେ, ସାର୍ଦା ଉଆ । ଜନ୍ ଦିନେ ସେ ତାର୍ ଡାକ୍ପୁଟା ଦେକାଇସି, ସେ ଦିନେ ତମେ ଅଦିକ୍ ସାର୍ଦା ଅଇସା ।
13 Pelo contrário, alegrai-vos em ser participantes dos sofrimentos de Cristo, para que vos possais alegrar e exultar no dia em que for manifestada sua glória.
14 କିରିସ୍ଟର୍ ସିସ୍ ଅଇଲାର୍ ପାଇ ଲକ୍ମନ୍ ତମ୍କେ ନିନ୍ଦା କଲେ, ତମେ କେଡେକ୍ କରମର୍ ଲକ୍ ! କାଇକେବଇଲେ ବେସି ମଇମା ରଇବା ପର୍ମେସରର୍ ଆତ୍ମା ତମର୍ଟାନେ ଆଚେ ବଲି ଜାନିପାର୍ସା ।
14 Se fordes ultrajados pelo nome de Cristo, bem-aventurados sois vós, porque o Espírito de glória, o Espírito de Deus repousa sobre vós.
15 ତମର୍ ବିତ୍ରେ ଜଦି କେ ମିସା ନର୍ ମାର୍ଲାର୍ ପାଇ ନଇଲେ ଚର୍ ଅଇଲାର୍ ପାଇ କି ନିୟମ୍ ନ ମାନ୍ଲାର୍ପାଇ କି ବିନ୍ ଲକର୍ ବିସଇତେଇ ମୁଣ୍ଡ୍ ପୁରାଇଲାର୍ପାଇ ଦୁକ୍ କସ୍ଟ ପାଆନାଇ ।
15 Que ninguém de vós sofra como homicida, ou ladrão, ou difamador, ou cobiçador do alheio.
16 ମାତର୍ କିରିସ୍ଟକେ ବିସ୍ବାସ୍କରି ଜଦି ଦୁକ୍ କସ୍ଟ ପାଇଲେ ଲାଜ୍ ନ ଅଇ ପର୍ମେସର୍କେ ଡାକ୍ପୁଟା କରା । କାଇକେବଇଲେ ତମ୍କେ କିରିସ୍ଟର୍ ଲକ୍ ଇସାବେ ଲେକାଅଇଲା ଆଚେ ।
16 Se, porém, padecer como cristão, não se envergonhe; pelo contrário, glorifique a Deus por ter este nome.
17 କାଇକେବଇଲେ ପର୍ମେସର୍ ସବୁ ଲକ୍କେ ବିଚାର୍ କର୍ବାଦିନ୍ ଲଗେ କେଟ୍ଲା ଆଚେ । ଆରି ସେ ତାର୍ ନିଜର୍ ଲକ୍କେ ପର୍ତୁମ୍ ବିଚାର୍ କର୍ସି । ଜଦି ସେଟା ଆମର୍ ସଙ୍ଗ୍ ଆରାମ୍ ଅଇଲେ, ତାର୍ ସୁବ୍ କବର୍ ଚାଡିଦେଲା ଲକ୍ମନର୍ ଦସା କେନ୍ତାର୍ ଅଇସି ?
17 Porque vem o momento em que se começará o julgamento pela casa de Deus. Ora, se ele começa por nós, qual será a sorte daqueles que são infiéis ao Evangelho de Deus?
18 ଦରମ୍ ସାସ୍ତରେ ଲେକାଅଇଲାପାରା,
18 E, se o justo se salva com dificuldade, que será do ímpio e do pecador?
19 ତେବର୍ପାଇ ପର୍ମେସର୍ ମନ୍ କଲାକେ ତମେ ଜଦି ଦୁକ୍ କସ୍ଟ ମୁର୍ଚିକରି ଆଚାସ୍, ସେନ୍ତାର୍ ଆଲେ ନିକ କାମ୍ କର୍ବାକେ ଲାଗିରୁଆ ଆରି ନିଜେ ତାକେ ସର୍ପିଉଆ । ସେ କାତା ଦେଇରଇଲାଟା ସିଦ୍ କର୍ସିଆକା ।
19 Assim também aqueles que sofrem segundo a vontade de Deus encomendem as suas almas ao Criador fiel, praticando o bem.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Pedro 4, comparar traduções ou montar um estudo — tudo direto pelo WhatsApp.