1 João 3
ସତିଅର୍ ବାଟ୍ (DSO) vs NVI
1 ଅଲପ୍ ବାବିଦେକାପନି, ବାବା ପର୍ମେସର୍ ଆମ୍କେ କେଡେକ୍ ଆଲାଦ୍ କଲାନି । ତାର୍ ଏତେକ୍ ଆଲାଦର୍ ଲାଗି ଆମେ ତାର୍ ପିଲାଜିଲା ବଲାଇ ଅଇଲୁନି । ଆରି ସତଇସେ ଆମେ ତାର୍ ଅଇଆଚୁ ବଲି ଏ ଜଗତର୍ ଲକ୍ ବୁଜତ୍ନାଇ । କାଇକେବଇଲେ ଆମର୍ ବାବା ପର୍ମେସର୍କେ ସେମନ୍ ନାଜାନତ୍ ।
1 Vejam como é grande o amor que o Pai nos concedeu: que fôssemos chamados filhos de Deus, o que de fato somos! Por isso o mundo não nos conhece, porque não o conheceu.
2 ଏ ମର୍ ଆଲାଦର୍ ମଇତର୍ମନ୍, ଏବେ ଆମେ ପର୍ମେସରର୍ ପିଲାଜିଲା ଅଇଆଚୁ । ପଚ୍କେ ଆମେ କେନ୍ତାର୍ ଅଇରଇବୁ ବଲି ଏବେଜାକ ନାଜାନୁ । ମାତର୍ ଜେଡେବେଲେ କିରିସ୍ଟ ଏଜଗତେ ବାଉଡି ଆଇସି, ସେବେଲେ ସେ ଜେନ୍ତାରି ଆଚେ, ସେନ୍ତାରି ତାକେ ଆମେ ଦେକ୍ବୁ । ଆମେ ମିସା ତାର୍ପାରା ଅଇଜିବୁ । ଏଟା ସତ୍ ।
2 Amados, agora somos filhos de Deus, e ainda não se manifestou o que havemos de ser, mas sabemos que, quando ele se manifestar, seremos semelhantes a ele, pois o veremos como ele é.
3 ଜେତ୍କି ଲକ୍ କିରିସ୍ଟର୍ ପାରା ଅଇବୁ ବଲି ଆସା କଲାସ୍ନି, ନିଜେ ପାପ୍ କାମ୍ ଚାଡି ସୁକଲ୍ ରଇବାର୍ ଆଚେ । ଜେନ୍ତାରିକି କିରିସ୍ଟ କେବେ ପାପ୍ ନ କରେ ।
3 Todo aquele que nele tem esta esperança purifica-se a si mesmo, assim como ele é puro.
4 ଜେ ପାପ୍ କର୍ସି, ସେ ପର୍ମେସରର୍ ନିୟମ୍ ବିରୁଦେ ଗାଲାନି । କାଇକେବଇଲେ ନିୟମ୍ ନ ମାନ୍ବାଟା ଆକା ପାପ୍ ।
4 Todo aquele que pratica o pecado transgride a Lei; de fato, o pecado é a transgressão da Lei.
5 ଆମର୍ ପାପର୍ ଡଣ୍ଡ୍ ନେବାର୍ପାଇ କିରିସ୍ଟ ଏ ଜଗତେ ଆଇଲା, ସେଟା ତମେ ଜାନାସ୍ । ଆରି ସେ କାଇ ପାପ୍କାମ୍ ନ କରେ ।
5 Vocês sabem que ele se manifestou para tirar os nossos pecados, e nele não há pecado.
6 ତେବେ ଜଦି ଗଟେକ୍ ଲକ୍ କିରିସ୍ଟର୍ ସଙ୍ଗ୍ ମିସିରଇଲେ, ସେ ଆରି ପାପ୍ କର୍ବାର୍ ନାଇ । ମାତର୍ ଗଟେକ୍ ଲକ୍ ଜଦି ପାପ୍ କରିଲାଗିରଇସି, ସେ କିରିସ୍ଟକେ ଦେକେନାଇ କି ନାଜାନେ ମିସା ।
6 Todo aquele que nele permanece não está no pecado. Todo aquele que está no pecado não o viu nem o conheceu.
7 ଏ ପିଲାଟକିମନ୍, ତମେ କାର୍ଟାନେଅନି ମିସା ନାଡାଇ ନ ଅଇବାକେ ଜାଗ୍ରତ୍ ଅଇରୁଆ । ପର୍ମେସର୍ ଦେକ୍ବା ଇସାବେ ଜନ୍ ଲକ୍ ଦରମ୍ କାମ୍ କର୍ବାଇ, ସେମନ୍କେସେ ଦରମ୍ ଲକ୍ ବଲି ଡାକ୍ସି । ସେନ୍ତାରି ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ ଦରମ୍ । ଜେନ୍ତାରିକି କିରିସ୍ଟ ଦରମ୍ ରଇଲା ।
7 Filhinhos, não deixem que ninguém os engane. Aquele que pratica a justiça é justo, assim como ele é justo.
8 ମାତର୍ ପାପ୍କରି ଲାଗିରଇବା ଲକ୍ମନ୍ ସଇତାନର୍ । କାଇକେବଇଲେ କାଇଟା ତିଆର୍ ନଅଇବା ଆଗ୍ତୁ ସଇତାନ୍ ପାପ୍ କରିଆଇଲାନି । ସଇତାନ୍ କରିରଇବା କାମ୍ କୁରୁପ୍ନାସ୍ କର୍ବାକେ ପର୍ମେସରର୍ ପଅ ଏ ଜଗତେ ଆଇଲା ।
8 Aquele que pratica o pecado é do diabo, porque o diabo vem pecando desde o princípio. Para isso o Filho de Deus se manifestou: para destruir as obras do diabo.
9 ପର୍ମେସରର୍ ପିଲା ଅଇରଇବା କେ ମିସା ପାପ୍କରିଲାଗି ରଇବାର୍ ନାଇ । କାଇକେବଇଲେ ପର୍ମେସରର୍ ଗୁନ୍ଚଲନ୍ ତାକର୍ ବିତ୍ରେ ଆଚେ । ସେମନ୍ ପର୍ମେସରର୍ ପିଲାଜିଲା ଅଇଲାଇକେ, ପାପ୍କରିଲାଗି ନ ରଅତ୍ ।
9 Todo aquele que é nascido de Deus não pratica o pecado, porque a semente de Deus permanece nele; ele não pode estar no pecado, porque é nascido de Deus.
10 କେ କେ ସଇତାନର୍ ପିଲାମନ୍ ଆରି କେ କେ ପର୍ମେସରର୍ ପିଲାମନ୍ ବଲି ଆମେ ଜାନୁ । ଜନ୍ ଲକ୍ମନ୍ ପର୍ମେସର୍ ଦେକ୍ବା ଇସାବେ ସତ୍ କାମ୍ ନ କରତ୍ । ଜନ୍ ଲକ୍ମନ୍ ମିସିବିଡିକରି ରଇବା ବିସ୍ବାସି ବାଇବଇନିମନ୍କେ ଆଲାଦ୍ ନ କରତ୍, ସେମନ୍ ତାର୍ ପିଲାଜିଲା ନ ଅଅତ୍ ।
10 Desta forma sabemos quem são os filhos de Deus e quem são os filhos do diabo: quem não pratica a justiça não procede de Deus; e também quem não ama seu irmão.
11 ଏ କବର୍ ତମେ ଆଗ୍ତୁଅନି ସୁନିଆସିଆଚାସ୍ । ସେଟା ଅଇଲାନି, ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ଆଚେ ।
11 Esta é a mensagem que vocês ouviram desde o princípio: que nos amemos uns aos outros.
12 ଆମେ କୟିନର୍ପାରା ଅଇବାର୍ ନାଇ । ସେ ଗଟେକ୍ ସଇତାନର୍ ଲକ୍ ରଇଲା । ଜେକି ଜେତ୍କି କାରାପ୍ କାମ୍ କରାଇସି । ସେ ତାର୍ ସାନ୍ବାଇକେ ମିସା ମରାଇଲା । ସେ କାଇକେ ସେନ୍ତାରି କଲା ? କାଇକେବଇଲେ, ତାର୍ ନିଜର୍ ଜେତ୍କି କାମ୍ କାରାପ୍ ରଇଲା, ତାର୍ ବାଇ ଏବଲର୍ କାମ୍ମନ୍ ସେତ୍କି ଦରମ୍ ରଇଲା ।
12 Não sejamos como Caim, que pertencia ao Maligno e matou seu irmão. E por que o matou? Porque suas obras eram más e as de seu irmão eram justas.
13 ତେବର୍ପାଇ ଏ ମର୍ ବାଇବଇନିମନ୍, ଏଜଗତର୍ ଲକ୍ମନ୍ ତମ୍କେ ଗିନ୍ କଲେ, କାବା ଅଇବାର୍ନାଇ ।
13 Meus irmãos, não se admirem se o mundo os odeia.
14 ଆମେ କିରିସ୍ଟ ବିସ୍ବାସି ବାଇବଇନିମନ୍କେ ଆଲାଦ୍ କର୍ବାର୍ ଲାଗି ଏଟା ଜାନ୍ଲୁନି । ଜେ ଆଲାଦ୍ ନ କରେ, ସେ ଏବେ ମିସା ମରନର୍ ସାସନର୍ ତଲେଆଚେ ।
14 Sabemos que já passamos da morte para a vida porque amamos nossos irmãos. Quem não ama permanece na morte.
15 କେ ଜଦି ବିନ୍ ବିସ୍ବାସି ବାଇବଇନିମନ୍କେ ଗିନ୍ କର୍ସି, ନର୍ମାର୍ବା ଲକର୍ ସମାନ୍ । ଗଟେକ୍ ନର୍ମାରୁ ଲଗେ ପର୍ମେସରର୍ ନ ସାର୍ବା ଜିବନ୍ ନ ରଏ । ଏଟା ତମେ ଜାନିଆଚାସ୍ ।
15 Quem odeia seu irmão é assassino, e vocês sabem que nenhum assassino tem vida eterna em si mesmo.
16 ଏଟାର୍ଲାଗି ଆଲାଦ୍ କାଇଟା ଆମେ ଜାନ୍ଲୁନି । କିରିସ୍ଟ ଆମର୍ପାଇ ତାର୍ ନିଜର୍ ଜିବନ୍ ଦେଲା । ସେନ୍ତାରିସେ ଆମେମିସା ଆମର୍ ମିସିବିଡିରଇବା ବିସ୍ବାସି ବାଇବଇନି ମନର୍ଲାଗି ମର୍ବାକେ ତିଆର୍ ଅଇବାର୍ଆଚେ ।
16 Nisto conhecemos o que é o amor: Jesus Cristo deu a sua vida por nós, e devemos dar a nossa vida por nossos irmãos.
17 ଜଦି କାକେମିସା ବଁଚ୍ବାକେ ତାର୍ ଲଡାକେ ଲାଗ୍ବାଟା ସବୁ ବିସଇଆଚେ, ଆରି ତାର୍ ବିସ୍ବାସି ବାଇକେ ଲଡାଆଚେ ବଲି ସେ ଜାନେ, ମାତର୍ ତାର୍ପାଇ ଜିବନ୍ ଦୁକାଏ ନାଇ, ସେ ମୁଇ ପର୍ମେସର୍କେ ଆଲାଦ୍ କଲିନି ବଲି କଇନାପାରେ ।
17 Se alguém tiver recursos materiais e, vendo seu irmão em necessidade, não se compadecer dele, como pode permanecer nele o amor de Deus?
18 ଆଲାଦର୍ ପିଲାମନ୍, ଆମର୍ ଆଲାଦ୍ ଅବ୍କା କୁଆବଲାଇ ରଇବାର୍ ନାଇ । ଆମେ ସତ୍ସଙ୍ଗ୍ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ଆଚେ । ଜେନ୍ତାରିକି ପର୍ମେସର୍ ସତ୍ସଙ୍ଗ୍ ଆମ୍କେ ଆଲାଦ୍ କର୍ସି ।
18 Filhinhos, não amemos de palavra nem de boca, mas em ação e em verdade.
19 ଆମେ ସବୁ ସେନ୍ତାରି ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କଲେ, ପର୍ମେସରର୍ ଲକ୍ବଲି ଜାନ୍ବୁ ଆକା । ଜନ୍ଟା ସତ୍ ଆରି ଜନ୍ଟା ଟିକ୍, ସେ ତାର୍ ଲକ୍ମନ୍କେ ଦେକାଇସି । ଆରି ଆମେ ପର୍ମେସର୍କେ ପାର୍ତନା କଲାବେଲେ ନ ଡରୁ ।
19 Assim saberemos que somos da verdade; e tranqüilizaremos o nosso coração diante dele
20 ଆମର୍ ବିବେକ୍ ଜଦି ଆମ୍କେ ପାପିବଲି ଦସ୍ ଦେଲେ, ଆମେ ସାନ୍ତିସଙ୍ଗ୍ ରଇବୁ । କାଇକେବଇଲେ ଆମର୍ ବିବେକ୍ ଟାନେଅନି ଆମେ ଜାନ୍ବାତେଇଅନି ପର୍ମେସର୍ ଅଦିକ୍ ଜାନେ । ଆରି ଆମେ କର୍ବା ସବୁ କାମ୍ ସେ ଜାନେ ।
20 quando o nosso coração nos condenar. Porque Deus é maior do que o nosso coração e sabe todas as coisas.
21 ଏ ଆଲାଦର୍ ମଇତର୍ମନ୍, ଆମର୍ ବିବେକ୍ ଜଦି ଆମ୍କେ ଦସି ବଲି ନ ଜାନାଇଲେ, ଆମେ ପର୍ମେସର୍କେ ପାର୍ତନା କଲାବେଲେ ନ ଡରୁ ।
21 Amados, se o nosso coração não nos condenar, temos confiança diante de Deus
22 ଆମେ ତାକେ ଜେତ୍କି ମାଙ୍ଗ୍ଲୁନି, ସେଟା ସବୁ ପର୍ମେସର୍ ଆମ୍କେ ଦେଇସି । କାଇକେବଇଲେ ସେ ତିଆର୍ଲାଟା ସବୁ ଆମେ କଲୁନି ।
22 e recebemos dele tudo o que pedimos, porque obedecemos aos seus mandamentos e fazemos o que lhe agrada.
23 ଆରି ଏଟା ଅଇଲାନି ତାର୍ ଆଦେସ୍ । ତାର୍ ପଅ ଜିସୁକିରିସ୍ଟକେ ବିସ୍ବାସ୍ କର୍ବାର୍ ଆରି ଜିସୁ ତିଆର୍ଲାପାରା ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଆଲାଦ୍ କର୍ବାର୍ ।
23 E este é o seu mandamento: que creiamos no nome de seu Filho Jesus Cristo e que nos amemos uns aos outros, como ele nos ordenou.
24 ଜେତ୍କି ଲକ୍ ତାର୍ ଆଦେସ୍ ମାନ୍ବାଇ, ସେମନ୍ ସବୁ ପର୍ମେସରର୍ ସଙ୍ଗ୍ ମିସ୍ଲାଇ ଆଚତ୍ । ଆରି ସେ ମିସା ସେନ୍ତାରିସେ । ସେ ଆମର୍ ବତିରେ ଆଚେ ବଲି ଏନ୍ତାରି ଆମେ ଜାନ୍ଲୁନି । ଜନ୍ ସୁକଲ୍ଆତ୍ମା ପର୍ମେସର୍ ଆମର୍ ବିତ୍ରେ ରଇବାକେ ଦେଲାର୍ପାଇ ।
24 Os que obedecem aos seus mandamentos permanecem nele, e ele neles. Deste modo sabemos que ele permanece em nós: pelo Espírito que nos deu.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 João 3, comparar traduções ou montar um estudo — tudo direto pelo WhatsApp.