1 João 1
ସତିଅର୍ ବାଟ୍ (DSO) vs AAI
1 ଜାକେ ଜିବନର୍ ବାକିଅ ବଲି କଇଲାଇନି, ତାର୍ ବିସଇ ତମ୍କେ ଲେକ୍ଲୁନି । କାଇଟା ତିଆର୍ ନ ଅଇତେ ପୁର୍ବେଅନି ସେ ରଇଲା । ତାର୍ ବାକିଅ ଆମେ ସୁନିଆଚୁ । ସେ କରିରଇବା କାମ୍ମନ୍ ଆମେ ଆଁକି ସଙ୍ଗ୍ ନିକ ଦେକି ଆଚୁ । ଆରି ଆମେ ତାକେ ଆତ୍ ସଙ୍ଗ୍ ଚିଇଲୁ ଆଚୁ ।
1 Yawas ana tur anamaim ma’am na tit a’itin, matai yan a’itin biyan abutubun naatu eo fanan anowar.
2 ଏ ଲକ୍ ସତ୍ ଜିବନ୍ ଦେଇସି । ପର୍ମେସର୍ ଏ ଲକ୍କେ ସବୁକେ ଦେକାଇଲା । ଆରି ଆମେ ଦେକ୍ଲୁ ଆରି ତାର୍ ସତ୍ ବିସଇ ତମ୍କେ କଇଲୁନି । ସେ ଦେଇରଇବା ନ ସାର୍ବା ଜିବନର୍ ବିସଇ ତମ୍କେ ଜାନାଇଲୁନି । ପୁର୍ବେଅନି ସେ ଆମର୍ ବାବା ପର୍ମେସରର୍ ସଙ୍ଗ୍ ରଇଲା । ମାତର୍ ପର୍ମେସର୍ ତାର୍ ବିସଇ ଆମ୍କେ ଜାନାଇଲାଆଚେ ।
2 Iti yawas na birerereb i aki a’itin, imih aorereb kwa a tur ao’owen, iti yawas wanatowan i Tamat God hairi hima’am na aki isai irerereb.
3 ତେବର୍ପାଇ ଏ ଲକ୍, ଜାର୍ ବିସଇ ଆମେ ଦେକିଆଚୁ ଆରି ସୁନିଆଚୁ, ତାର୍ ବିସଇ ଆକା ଆମେ ତମ୍କେ କଇଲୁନି । ଜେନ୍ତାରିକି ତମେ ମିସା ଆମର୍ ସଙ୍ଗ୍ ମିସିବିଡି ରଇସା । କାଇକେବଇଲେ ଆମେ ବାବା ପର୍ମେସରର୍ ସଙ୍ଗ୍ ଆରି ତାର୍ ପଅ ଜିସୁ କିରିସ୍ଟର୍ ସଙ୍ଗ୍ ମିସିବିଡି ଆଚୁ ।
3 Abisa a’itin anonowar, i ao’orereb kwa auman kwananowar, saise aki Tamat Natun Jesu Keriso bairi abita’ayomaim kwanarun kwanikofani tanita’ay.
4 ଆମର୍ ସାର୍ଦା ଜେନ୍ତାର୍ ପୁରାପୁରୁନ୍ ଅଇସି, ତେବର୍ ପାଇ ଏ ସବୁ ବିସଇ ତମ୍କେ ଲେକ୍ଲୁନି ।
4 Iti tur akikirum saise aki ai yasisir nan yomanin na’asa’ub.
5 ମାତର୍ ଜନ୍ ବିସଇ ଜିସୁକିରିସ୍ଟ ଆମ୍କେ କଇଲା, ଆରି ଜାଇଟା ତମ୍କେ ଆମେ ଜାନାଇ ଆଚୁ, ସେଟା ଅଇଲାନି ପର୍ମେସରର୍ ଉଜଲ୍ । ଆରି ତାର୍ଟାନେ ମୁଲ୍କେ ଆନ୍ଦାର୍ ନାଇ ।
5 Tur God Natun biyanane anonowar i iti ao’orereb kwananowar. God i marakaw, i biyanamaim men kafai’imo gugumin ta ema’ama’amih.
6 ତେବର୍ପାଇ ଆମେ ପର୍ମେସରର୍ ସଙ୍ଗ୍ ମିସିବିଡି ଆଚୁ ବଲି କଇକରି କାରାପ୍ କାମ୍ କରି ଆନ୍ଦାରେସେ ରଇବୁ ବଇଲେ, ଆମେ କଇବାଟା ମିଚ୍ । ଆରି ସତ୍ ବିସଇ ଆମେ ଚାଡିଦେଇଆଚୁ ବଲି ଆମର୍ ଚଲାଚଲ୍ତିଟାନେ ଜାନାପଡ୍ଲାନି ।
6 Awatamaim ta’orereb it i God bairi tabita’ay, baise ata yawasamaim i gugumin wanawanan tama’am, it i baifuwenayah naatu men turobe’emaim tama’am.
7 ମାତର୍ ଆମେ ସତ୍ କାମ୍ କରି ଉଜଲେ ରଇବୁ ଜେନ୍ତାରି କି ପର୍ମେସର୍ ସବୁବେଲେ ଉଜଲେଆଚେ । ସେନ୍ତାର୍ ଆଲେ ଆମେ ଗଟେକ୍ ଲକ୍ ଆରି ଗଟେକ୍ ଲକର୍ ସଙ୍ଗ୍ ମିସିବିଡି ଆଚୁ । ଆରି ପର୍ମେସରର୍ ପଅ ଜିସୁର୍ ବନି ଆମର୍ ସବୁ ପାପ୍କେ ଦଇଦେଇସି ।
7 Baise i marakawinamaim ema’am na’atube it marakawinamaim tanama’am, boro taituwat bairi tanita’ay gewas, naatu i Natun Jesu Keriso ana rara’amaim ata bowabow kakafih etei boro nakusouwen.
8 ଆମେ କେବେମିସା ପାପ୍ କରୁନାଇ ବଲି କଇଲେ, ଆମେ ନିଜେସେ ନାଡାଇଅଇଲୁନି । ଆରି ସତ୍ ବିସଇ ଆମେ ନାଜାନ୍ଲୁନି ।
8 It aurit bowabow kakafih en tanarouw tanayayaub, i taiyuwit tabifufuwit naatu wanawanat men turobe ema’am.
9 ଜଦି ଆମେ ବୁଲ୍ କରିଆଚୁ ବଲି ପର୍ମେସର୍କେ ନ ଲୁଚାଇତେ କଇଲେ, ସେ ଆମର୍ ସବୁ ପାପ୍ କେମା କର୍ସି । ଆରି ସବୁ କାରାପ୍ କାମେଅନି ଆମ୍କେ ସୁକଲ୍ କର୍ସି ।
9 Baise God matanamaim ata bowabow kakafih tana’e’en i boro ana omatanen nakaif gewasin nasinaf, ata kakafih boro nanotawiyen naatu ata sinaf kakafihine boro nakusouwit. Tanabat kikin men au’uf tanabat|alt="may have confidence and not stink away" src="BA03015.tif" size="col" loc="1Jn 1.9" copy="Illustration is used by permission of Louise Bass." ref="1.9"
10 ଜଦି ଆମେ କେବେ ମିସା ପାପ୍ କରୁନାଇ ବଲି କଇଲେ, ପର୍ମେସର୍ ସତ୍ଟା ନଏଁ ବଲି କଇଲୁନି । ଆରି ତାର୍ ବାକିଅ ମାନିକରି ରଉନାଇ ।
10 Baise it aurit bowabow kakafih en tanarouw tanao’o na’at, nati i tasinaf God baifufuwenayan emamatar. Naatu i ana tur wanawanatamaim ana efan men ema’am.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 João 1, comparar traduções ou montar um estudo — tudo direto pelo WhatsApp.