1 Coríntios 4
ସତିଅର୍ ବାଟ୍ (DSO) vs VC
1 ତେବେ ତମେ ଆମ୍କେ କିରିସ୍ଟର୍ ସେବା କରୁମନ୍ ବଲି ନାମ୍ବାର୍ ଆଚେ । ଆରି ପର୍ମେସର୍ ଆମ୍କେ ଟିକିନିକି ସତ୍ ବିସଇର୍ ବାଣ୍ଡାର୍ଗରିଆର୍ ଦାଇତ୍ ଦେଲାଆଚେ ।
1 Que os homens nos considerem, pois, como simples operários de Cristo e administradores dos mistérios de Deus.
2 ଆରି ସେନ୍ତାରି ଦାଇତ୍ ନେଇରଇବା ସେବାକରୁମନ୍ ସତ୍ ବାବେ କାମ୍ କର୍ବାର୍ ଆଚେ ।
2 Ora, o que se exige dos administradores é que sejam fiéis.
3 ମାତର୍ ତମର୍ ବିତ୍ରେ କେତେକ୍ ଲକ୍ କି, ବିନ୍ ଲକ୍ କେ ମିସା ମର୍ କାମ୍ ଦେକି ମକେ ବିଚାର୍ନା କଲେ, ମକେ କାଇଟା ନଏଁ । ମୁଇ ନିଜେ ମର୍ ବିଚାର୍ନା ନ କରି ।
3 A mim pouco se me dá ser julgado por vós ou por tribunal humano, pois nem eu me julgo a mim mesmo.
4 କାଇକେବଇଲେ ମୁଇ ନିଜର୍ ବିରୁଦେ କାଇ ଦସ୍ କଲାଟା ମର୍ ମନ୍ ନାଜାନେ । ଅଇଲେ ମିସା ମୁଇ ଇତି କାଇ ଦସ୍ ନ କଲା ଲକ୍ ବଲି କଇନଏ । ମାତର୍ ଜେ ମକେ ବିଚାର୍ କର୍ସି, ସେ ମାପ୍ରୁ ।
4 De nada me acusa a consciência; contudo, nem por isso sou justificado. Meu juiz é o Senhor.
5 ସେଟାର୍ପାଇ ତମେ କାକେ ମିସା କାଇ ବିସଇ ନେଇ ବିଚାର୍ କରାନାଇ । କାଇକେବଇଲେ ବିଚାର୍ନା କର୍ବାକେ ବେଲା ଅଏ ନାଇତା । ମାପ୍ରୁ ବିଚାର୍ନା କର୍ବାକେ ଆଇବାଜାକ ଜାଗା । ମାପ୍ରୁ ଆଇଲେ ଆକା ସାରାସାରି ବିଚାର୍ନା ଅଇସି । ସେ ଆନ୍ଦାର୍ ବିତ୍ରେ ଲୁଚ୍ତେ ରଇଲା ସବୁ ବିସଇ ଉଜଲେ ଦେକାଇ ଦେଇସି । ଆରି ଲକ୍ମନର୍ ମନ୍ ବିତ୍ରର୍ କାତା ସବୁ ଦେକାଇ ଦେଇସି । ସେଡ୍କି ବେଲେ ସବୁଲକ୍ ପର୍ମେସରର୍ ଟାନେଅନି ଲାଡ୍ ପାଇବାଇ ।
5 Por isso, não julgueis antes do tempo; esperai que venha o Senhor. Ele porá às claras o que se acha escondido nas trevas. Ele manifestará as intenções dos corações. Então cada um receberá de Deus o louvor que merece.
6 ଏ ବାଇବଇନିମନ୍, ମୁଇ ଏ ସବୁ କାତା ତମେ ସିକା ବଲି, ମର୍ ବିସଇ ଆରି ଆପଲର୍ ବିସଇ ଉଦାଅରନ୍ ଦେଇ କଇଲି । ଜେନ୍ତିକି ସାସ୍ତରେ ଲେକାଅଇଲାଟାନର୍ ଅରତ୍ ତମେ ସିକ୍ସା । ସାସ୍ତରେ ଜେତ୍କି ସବୁ ଲେକା ଅଇଲାଆଚେ, ତାର୍ଟାନେଅନି ଅଦିକ୍ କରାନାଇ । ସେନ୍ତାରି କଲେ କାକେ ମିସା ନେଇକରି ବଡ୍ପନ୍ ନ ଉଆସ୍, ଆରି କାକେ ମିସା ଇନ୍ ନ କରାସ୍ ।
6 Se apliquei tudo isso a mim e a Apolo foi por vossa causa, para que, por meio de nós, aprendais a não ultrapassar o que está escrito e para que vos não ensoberbeçais tomando partido a favor de um e com prejuízo de outrem.
7 କାଇକେବଇଲେ ବିନ୍ ଲକର୍ଟାନେଅନି କେ ତମ୍କେ ବଡ୍ କରତ୍ ନାଇ । ଆରି ଜନ୍ ଗୁଣ୍ ତମେ ଦାନ୍ ଇସାବେ ମିଲାଇଆଚାସ୍ ସେଟା ପର୍ମେସର୍ ଦେଲାଆଚେ । ତେବେ ତମର୍ ନିଜର୍ଟା ବଲି ବଡ୍ପନ୍ ଅଇ କଇ ନାପାରାସ୍ ।
7 O que há de superior em ti? Que é que possuis que não tenhas recebido? E, se o recebeste, por que te glorias, como se o não tivesses recebido?
8 ତମ୍କେ ଦର୍କାର୍ ରଇଲା ସବୁ ବିସଇ ମିଲାଇ ଆଚାସ୍ କି ? ତମେ କାଇ ସାଉକାର୍ ଅଇସାରି ଆଚାସ୍ କି ? ଗଟେକ୍ ଗଟେକ୍ ରାଜା ଅଇଜାଇଆଚାସ୍ କି ? ଏଲେ ମିସା ଆମେ ଅଇ ନାପାର୍ଲୁନି । ସତଇସେ ତମେ ରାଜାଅଇତାସ୍ କି ? ସେନ୍ତାର୍ଆଲେ, ଆମେ ମିସା ତମର୍ ସଙ୍ଗ୍ ରଇ କାମ୍ କର୍ତୁ ।
8 Já estais fartos! Já estais ricos! Sem nós, sois reis! Praza a Deus que reineis, de fato, para que também nós reinemos convosco!
9 ମାତର୍ ମୁଇ ବାବ୍ଲିନି ପର୍ମେସର୍ ଆମର୍ ପାରା ପେରିତ୍ମନ୍କେ ଦାଡିର୍ ସାରାସାରି ଜାଗା ଦେଲାଆଚେ । ଜଗତର୍ ସବୁ ଲକ୍ ଆରି ସର୍ଗର୍ ଦୁତ୍ମନ୍ ଦେକ୍ତେ ରଇବାବେଲେ ଆମେ, ବନ୍ଦି ଅଇଲା ଲକ୍ମନ୍କେ ମରାଇବାକେ ନେଲାପାରା ଆଚୁ ।
9 Porque, ao que parece, Deus nos tem posto a nós, apóstolos, na última classe dos homens, por assim dizer sentenciados à morte, visto que fomos entregues em espetáculo ao mundo, aos anjos e aos homens.
10 ଆମେ କିରିସ୍ଟର୍ ଲାଗି ବକୁଆ ଲକ୍, ମାତର୍ ତମେ କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ବୁଦିରଇବା ଲକ୍ । ଆମେ ଦୁର୍ବଲ୍, ମାତର୍ ତମେ ବପୁରଇବା ଲକ୍, ତମ୍କେ ଲକ୍ମନ୍ ସନ୍ମାନ୍ ଦେଲାଇନି, ମାତର୍ ଆମ୍କେ ସନ୍ମାନ୍ ମିଲେନାଇ ।
10 Nós, estultos por causa de Cristo; e vós, sábios em Cristo! Nós, fracos; e vós, fortes! Vós, honrados; e nós, desprezados!
11 ଏବେ ଜାକ ମିସା ଆମ୍କେ ପେଟ୍ପୁର୍ତେ କାଇବାପିଇବାକେ ମିଲେନାଇ । ପିନ୍ଦ୍ବାକେ ବେସି ପୁର୍ନା ବସ୍ତର୍ ଆଚେ । ଲକ୍ମନ୍ ଆମ୍କେ ମାର୍ଲାଇନି ଆରି ରଇବାକେ ଜାଗା ନଇଲାର୍ ପାଇ ଏନେତେନେ ଅଇ ବୁଲ୍ଲୁନି ।
11 Até esta hora padecemos fome, sede e nudez. Somos esbofeteados, somos errantes,
12 ଆବଡ୍ କାମ୍ କରି ଆମେ ଦିନ୍କେ ଦିନ୍ ଜୁଲିସୁକି ଗାଲୁନି । କେ ଆମ୍କେ ସାଇପ୍ ଦେଲେ ତାକେ ଆମେ ଆସିର୍ବାଦ୍ କଲୁନି, ଆରି ଉଡା ସୁନିକରି ମିସା ମୁର୍ଚି କରି ରଇଲୁନି ।
12 fatigamo-nos, trabalhando com as nossas próprias mãos. Insultados, abençoamos; perseguidos, suportamos; caluniados, consolamos!
13 ନିନ୍ଦା ପାଇଲେ, ଆଲାଦର୍ କାତା କଇଲୁନି । ଆମେ ଏବେ ଜାକ ମିସା ଜଗତର୍ କାଚ୍ରା ପାରା ଅଇଆଚୁ । ଲକ୍ମନ୍ ଆମ୍କେ ଆଣ୍ଡି ଦଇରଇବା ମୁର୍କି ପାନିପାରା ଦେକ୍ଲାଇନି ।
13 Chegamos a ser como que o lixo do mundo, a escória de todos até agora...
14 ମୁଇ ତମ୍କେ ଲାଜ୍ କରାଇବାକେ ଏ ସବୁ ବିସଇ ଲେକିନାଇ, ମାତର୍ ତମ୍କେ ମର୍ ଆଲାଦର୍ ପିଲାଟକି ବଲି ଏତାଇ କରି ଚେତ୍ନା ଦେବାକେ, ଏ ସବୁ ଲେକ୍ଲିନି ।
14 Não vos escrevo estas coisas para vos envergonhar, mas admoesto-vos como meus filhos muitos amados.
15 କାଇକେବଇଲେ ତମର୍ଟାନେ କିରିସ୍ଟର୍ ବିସଇ ସିକାଇବାକେ କେତେକ୍ କେତେକ୍ ଗୁରୁ ରଇଲେ ମିସା, ବାବା ଇସାବେ ତମ୍କେ ବେସି ଲକ୍ ନାଇ । କିରିସ୍ଟ ଜିସୁର୍ତେଇ ମିସ୍ଲାର୍ ପାଇ ମୁଇ ତମର୍ ବାବା ଅଇଗାଲି । କାଇକେବଇଲେ ମୁଇ ତମ୍କେ ଜିସୁକିରିସ୍ଟର୍ ସୁବ୍କବର୍ କଇରଇଲି ।
15 Com efeito, ainda que tivésseis dez mil mestres em Cristo, não tendes muitos pais; ora, fui eu que vos gerei em Cristo Jesus pelo Evangelho.
16 ତେବେ ମୁଇ ତମ୍କେ ବାବୁଜିଆ କରି କଇଲିନି, ମୁଇ ଜାଇଟା କଲିନି ତମେ ମିସା ସେନ୍ତାରି କରା ।
16 Por isso, vos conjuro a que sejais meus imitadores.
17 ସେଟାର୍ପାଇ ମୁଇ ତିମତିକେ ତମର୍ ଲଗେ ପାଟାଇ ଆଚି । ମୁଇ ତାକେ ଆଲାଦ୍ କଲିନି । ସେ ମର୍ ନିଜର୍ ପିଲା ପାରା ଆରି ମାପ୍ରୁର୍ ସେବାକାମେ ସବୁ ନିକସଙ୍ଗ୍ କର୍ସି । ଜେଡ୍କିବେଲେ ସେ ତମର୍ଟାନେ ଆଇସି, କିରିସ୍ଟର୍ତେଇ ମିସ୍ଲାର୍ ପାଇ ବଲି ମୁଇ କେନ୍ତି ଚଲାଚଲ୍ତି କଲିନି, ସେ ବିସଇନେଇ ସେ ତମ୍କେ କଇସି । ସେ ସମାନ୍ ବିସଇ, ସବୁ ମଣ୍ଡଲିର୍ ବିସ୍ବାସିମନ୍କେ ମୁଇ ସିକାଇଲିନି ।
17 Para isso é que vos enviei Timóteo, meu filho muito amado e fiel no Senhor. Ele vos recordará as minhas normas de conduta, tais como as ensino por toda parte, em todas as igrejas.
18 ସେ କରନ୍ତିଅତେଇ ଆରି କେବେ ନ ଆସେ, ବଲିକରି ତମର୍ ବିତ୍ରର୍ କେତେ ଲକ୍ ବଡ୍ପନ୍ ଅଇଆଚାସ୍ ।
18 Alguns, presumindo que eu não mais iria ter convosco, encheram-se de orgulho.
19 ମାତର୍ ଜଦି ମାପ୍ରୁ ମନ୍ କଲେ ମୁଇ ଦାପ୍ରେ ତମର୍ଟାନେ ଆଇବି । ଏ ବଡ୍ପନିଆ ଲକ୍ମନ୍ କାଇ କାତା ଅଇଲାଇନି ବଲି ମୁଇ ନିଜେ ଜାନ୍ବି ଆରି ତାକର୍ ବପୁ ପରମେସରର୍ଟାନେଅନି କି ନାଇ, ସେଟା ଜାନ୍ବି ।
19 Mas brevemente irei ter convosco, se Deus quiser, e tomarei conhecimento não do que esses orgulhosos falam, mas do que são capazes.
20 ପରମେସରର୍ ରାଇଜ୍, ଅବ୍କା କାତା ଅଇବା ବିସଇ ନଏଁ, ମାତର୍ ବପୁର୍ ସଙ୍ଗ୍ ରଇବା ବିସଇ ।
20 Porque o Reino de Deus não consiste em palavras, mas em atos.
21 ମୁଇ ଆଇଲାବେଲେ ତମ୍କେ କେନ୍ତି ଚଲାଚଲ୍ତି ଦେକାଇବାର୍ ଆଚେ ? ମୁଇ ବେତ୍ଡାଙ୍ଗ୍ ଦାରି ତମର୍ ଲଗେ ଆଇବାର୍ କି, ଆଲାଦ୍ ଆରି ସାନ୍ତିର୍ ମନ୍ ଦାରି ଆଇବି ?
21 Que preferis? Que eu vá visitar-vos com a vara, ou com caridade e espírito de mansidão?
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Coríntios 4, comparar traduções ou montar um estudo — tudo direto pelo WhatsApp.