1 Coríntios 1
ସତିଅର୍ ବାଟ୍ (DSO) vs NVI
1 ମୁଇ ପାଉଲ୍ ଆରି ଆମର୍ ସଙ୍ଗର୍ ବିସ୍ବାସି ସସ୍ତିନା ଜୁଆର୍ ଜାନାଇଲୁନି । ପର୍ମେସରର୍ ମନ୍ କଲା ଇସାବେ କିରିସ୍ଟ ଜିସୁର୍ ପେରିତ୍ ଅଇବାକେ ମକେ ବାଚିଆଚେ ।
1 Paulo, chamado para ser apóstolo de Cristo Jesus pela vontade de Deus, e o irmão Sóstenes,
2 କରନ୍ତିୟ ନଅରେ ରଇବା ପର୍ମେସରର୍ ମଣ୍ଡ୍ଲିର୍ ଲକ୍ମନ୍କେ ଲେକ୍ଲୁନି । ପର୍ମେସର୍ ତମ୍କେ ଜିସୁକିରିସ୍ଟ ସଙ୍ଗ୍ ମିସାଇ, ତାର୍ ନିଜର୍ ଲକ୍ କଲାଆଚେ । ଆରି ମାପ୍ରୁ ଜିସୁକିରିସ୍ଟକେ ଉପାସନା କର୍ବା, ସବୁ ଜାଗାଇ ରଇବା ଲକର୍ ସଙ୍ଗ୍ ତମ୍କେ ସୁକଲ୍ ଅଇବାକେ ବାଚିଆଚେ । ସେ ଆମର୍ ମାପ୍ରୁ ଆରି ତାକର୍ ମିସା ।
2 à igreja de Deus que está em Corinto, aos santificados em Cristo Jesus e chamados para serem santos, juntamente com todos os que, em toda parte, invocam o nome de nosso Senhor Jesus Cristo, Senhor deles e nosso:
3 ଆମର୍ ବାବା ପର୍ମେସର୍ ଆରି ଜିସୁ କିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
3 A vocês, graça e paz da parte de Deus nosso Pai e do Senhor Jesus Cristo.
4 କିରିସ୍ଟ ଜିସୁର୍ଟାନେ ପର୍ମେସରର୍ ଜେନ୍ତି ଜିବନ୍ ଦୁକାଇରଇଲା, ସେ ଜିବନ୍ ଦୁକାନିର୍ ଲାଗି, ମୁଇ ସବୁବେଲେ ତମର୍ ବିସଇନେଇ ପର୍ମେସର୍କେ ଦନିଅବାଦ୍ ଦେଲିନି ।
4 Sempre dou graças a meu Deus por vocês, por causa da graça que lhes foi dada por ele em Cristo Jesus.
5 କାଇକେବଇଲେ ତମେ କିରିସ୍ଟ ସଙ୍ଗ୍ ମିସିକରି ଆଚାସ୍ ବଲି ପର୍ମେସର୍ ତମ୍କେ ଲଡାକେ ଅଇବା ସବୁ ବିସଇ, ତମର୍ କାତା ଅଇବା ବପୁ ଆରି ସବୁ ରକାମର୍ ଗିଆନ୍ ଦେଇଆଚେ ।
5 Pois nele vocês foram enriquecidos em tudo, em toda palavra e em todo conhecimento,
6 କିରିସ୍ଟର୍ ବିସଇନେଇ ତମ୍କେ ଜନ୍ କବର୍ କଇରଇଲୁ, ସେଟା ଟିକ୍ ଆକା ବଲି ଜାନା ପଡ୍ଲାନି ।
6 porque o testemunho de Cristo foi confirmado entre vocês,
7 ତେବେ ତମେ ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ଏ ଜଗତେ ବାଉଡି ଆଇବାଟା ଜାଗିରଇବାକେ ସବୁ ରକାମର୍ ଆତ୍ମାର୍ ଦାନ୍ ମିଲାଇ ଆଚାସ୍ ।
7 de modo que não lhes falta nenhum dom espiritual, enquanto vocês aguardam que o nosso Senhor Jesus Cristo seja revelado.
8 ଜେନ୍ତିକି ଆମର୍ ମାପ୍ରୁ ଜିସୁ ଆଇବା ଦିନେ ତମ୍କେ କାଇ ମିସା ନିନ୍ଦା ନ ଅ । ଏଟାର୍ପାଇ ମାପ୍ରୁ ତମ୍କେ ସାରାସାରି ଜାକ ମିସା ତବିର୍ କରି ସଙ୍ଗଇସି ।
8 Ele os manterá firmes até o fim, de modo que vocês serão irrepreensíveis no dia de nosso Senhor Jesus Cristo.
9 ଜନ୍ ପର୍ମେସରର୍ ଲାଗି ତମେ ତାର୍ ପଅ ଜିସୁ କିରିସ୍ଟ, ଆମର୍ ମାପ୍ରୁର୍ସଙ୍ଗ୍ ମିସିବିଡି ରଇବାକେ ବାଚିଅଇ ଆଚାସ୍, ସେ ସେନ୍ତି କର୍ସି ଆକା ବଲି ଡାଟ୍ ସଙ୍ଗ୍ ବିସ୍ବାସ୍ କଲାସ୍ନି ।
9 Fiel é Deus, o qual os chamou à comunhão com seu Filho Jesus Cristo, nosso Senhor.
10 ଏ ମର୍ ବାଇବଇନିମନ୍, ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ନାଉଁ ଦାରି ମୁଇ ତମ୍କେ ବାବୁଜିଆ କଲିନି, ଜେନ୍ତିକି ତମେ ସବୁଲକ୍ ଗଟେକ୍ କାତାଇ ରାଜି ଉଆ, ଆରି ତମର୍ ତମର୍ ବିତ୍ରେ ବେଗ୍ଲା ବେଗ୍ଲି ଉଆନାଇ । ମାତର୍ ତମେ ଗଟେକ୍ ଦଲ୍, ଗଟେକ୍ ମନ୍ ଆରି ଗଟେକ୍ କାତାଇ ରାଜି ଉଆ ।
10 Irmãos, em nome de nosso Senhor Jesus Cristo suplico a todos vocês que concordem uns com os outros no que falam, para que não haja divisões entre vocês, e, sim, que todos estejam unidos num só pensamento e num só parecer.
11 ତମର୍ ତମର୍ ବିତ୍ରେ ଲାଗାଜଡା ଆଚେ ବଲି ମୁଇ କିଲିୟର୍ କୁଟୁମେ ଅନି ସୁନିଆଚି ।
11 Meus irmãos, fui informado por alguns da casa de Cloe de que há divisões entre vocês.
12 ମୁଇ ବାବ୍ଲିନି, ତମର୍ ବିତ୍ରେ କେତେଲକ୍ କଇବାଇ, ଆମେ ପାଉଲର୍ ବାଟେ ଜିବାଲକ୍, କେତେଲକ୍ ଆପଲର୍ ବାଟେ ଜିବାଲକ୍, କେତେଲକ୍ କେପାର୍ ବାଟେ ଜିବା ଲକ୍, ଆରି କେତେଲକ୍ ଆମେ କିରିସ୍ଟର୍ ବାଟେ ଜିବା ଲକ୍ ।
12 Com isso quero dizer que cada um de vocês afirma: "Eu sou de Paulo"; "eu de Apolo"; "eu de Pedro"; e "eu de Cristo".
13 କିରିସ୍ଟକେ ମୁକା ମୁକା କରି ବାଗ୍ ବାଗ୍ କଲାପାରା ଦଲ୍ ଅଇଆଚାସ୍ । ମୁଇ ପାଉଲ୍, ତମର୍ ପାଇ କୁର୍ସେ ମରିରଇଲି କି ? କି ତମେ ପାଉଲର୍ ନାଉଁ ଦାରି ଡୁବନ୍ ନେଇରଇଲାସ୍ ?
13 Acaso Cristo está dividido? Foi Paulo crucificado em favor de vocês? Foram vocês batizados em nome de Paulo?
14 ସେଟାର୍ପାଇ କିରିସ୍ପ ଆରି ଗାଅକେ ଚାଡ୍ଲେ ତମର୍ ବିତ୍ରେ ଆରି କାକେ ମିସା ଡୁବନ୍ ଦେଇ ନାଇ ବଲି ମୁଇ ପର୍ମେସର୍କେ ଦନିଅବାଦ୍ ଦେଲିନି ।
14 Dou graças a Deus por não ter batizado nenhum de vocês, exceto Crispo e Gaio;
15 ତମେ ମର୍ ନାଉଁ ଦାରି ଡୁବନ୍ ନେଇଆଚାସ୍ ବଲି କେଡେବେଲେ କେ ମିସା କଇଦେବାଇ ।
15 de modo que ninguém pode dizer que foi batizado em meu nome.
16 ଉଁ ତିପାନ୍କେ ଆରି ତାର୍ କୁଟୁମର୍ ଲକ୍କେ ମିସା ଡୁବନ୍ ଦେଇରଇଲି । ଆରି କାକେ ଡୁବନ୍ ଦେଲିଆଚି କି ନାଇ ବଲି ମକେ ଏତ୍ ଆସେ ନାଇ ।
16 ( Batizei também os da casa de Estéfanas; além destes, não me lembro se batizei alguém mais. )
17 କାଇକେବଇଲେ କିରିସ୍ଟ ମକେ ଡୁବନ୍ ଦେବାକେ ପାଟାଏ ନାଇ, ନିମାନ୍ କବର୍ ଜାନାଇବାକେ ପାଟାଇଲା ଆଚେ । ଜଦି ଲକ୍ମନର୍ ଗିଆନ୍ ଇସାବେ ସେଟା ମୁଇ କର୍ତି, ସେନ୍ତାର୍ ଆଲେ କିରିସ୍ଟର୍ କୁର୍ସର୍ କବରର୍ ବପୁ ଉନା ଅଇତା ।
17 Pois Cristo não me enviou para batizar, mas para pregar o evangelho, não com palavras de sabedoria humana, para que a cruz de Cristo não seja esvaziada. Cristo, Sabedoria e Poder de Deus
18 କୁରୁପ୍ନାସ୍ ଅଇଜାଇତେରଇବା ଲକ୍ମନର୍ପାଇ, କୁରୁସେ ଅଇଲା କିରିସ୍ଟର୍ ମରନର୍ କାତା, କାଇ ମୁଲିଅ ନାଇ । ମାତର୍, ଆମର୍ପାଇ ସେଟା ପର୍ମେସରର୍ ବପୁ । ଆମେ ମୁକ୍ତି ପାଇତେରଇବା ଲକ୍ମନ୍ ।
18 Pois a mensagem da cruz é loucura para os que estão perecendo, mas para nós, que estamos sendo salvos, é o poder de Deus.
19 ତେବେ ଦରମ୍ ସାସ୍ତରେ ଏନ୍ତି ଲେକାଆଚେ,
19 Pois está escrito: "Destruirei a sabedoria dos sábios e rejeitarei a inteligência dos inteligentes".
20 ତେବେ ଗିଆନ୍ ରଇବା ଲକ୍ମନର୍ ବିସଇ କାଇଟା କଇଅଇସି ? ସାସ୍ତର୍ ସିକାଉମନର୍ ବିସଇ କାଇଟା କଇ ଅଇସି ? ଆରି ଏ ଜୁଗର୍ ଦଦାପେଲା ଅଇବା ଲକ୍ମନର୍ ବିସଇ କାଇଟା କଇଅଇସି ? ପର୍ମେସର୍ ଏ ଜଗତର୍ ଗିଆନ୍ ରଇବା ଲକ୍ମନ୍କେ କାଇ ଲଡାକେ ନ ଆଇବାଟା ବଲି କଏ ନାଇ କି ?
20 Onde está o sábio? Onde está o erudito? Onde está o questionador desta era? Acaso não tornou Deus louca a sabedoria deste mundo?
21 ଏ ଜଗତର୍ ଲକ୍ମନ୍ ତାକର୍ ଚାଲାକିସଙ୍ଗ୍ ପର୍ମେସର୍କେ ନ ଜାନତ୍ ବଲି, ସେ ନିଜର୍ ଗିଆନ୍ ଇସାବେ ଟିକ୍କଲା । ଆମେ ଜାନାଇବା ବିସଇ ଜନ୍ଟା କି କାଇ ମୁଲିଅ ନାଇ ବଲି ଲକ୍ମନ୍ କଇବାଇ, ସେଟା ବିସ୍ବାସ୍ କର୍ବା ଲକ୍ମନ୍କେ ମୁକ୍ତି ଦେବାକେ ପର୍ମେସର୍ ସାର୍ଦା ଅଇଲା ।
21 Visto que, na sabedoria de Deus, o mundo não o conheceu por meio da sabedoria humana, agradou a Deus salvar aqueles que crêem por meio da loucura da pregação.
22 ଜିଉଦିମନ୍ କାବା ଅଇଜିବା ଚିନ୍ ପାଇ ଦାବି କଲାଇନି । ଗିରିକ୍ମନ୍ ଗିଆନ୍ କଜ୍ଲାଇନି ।
22 Os judeus pedem sinais miraculosos, e os gregos procuram sabedoria;
23 ମାତର୍ ଆମେ କୁରୁସ୍ ଉପ୍ରେ ଚଗାଇ ଅଇରଇବା କିରିସ୍ଟର୍ ବିସଇ ଜାନାଇଲୁନି । ଏ କାତା ସୁନ୍ଲେ ଜିଉଦିମନ୍ ରିସା ଅଇଗାଲାଇନି ଆରି ଜିଉଦି ନଇଲା ଲକ୍ମନ୍ ସେ କାତାର୍ କାଇ ମୁଲିଅ ନାଇ ବଲି ବାବ୍ଲାଇନି ।
23 nós, porém, pregamos a Cristo crucificado, o qual, de fato, é escândalo para os judeus e loucura para os gentios
24 ମାତର୍ ଜିଉଦି ଅଅତ୍, କି ଜିଉଦି ନଇଲା ଲକ୍ ଅଅତ୍, ଜନ୍ ଲକ୍ମନ୍ ବାଚି ଅଇଆଚତ୍, ସେମନର୍ ପାଇ କିରିସ୍ଟ ପର୍ମେସରର୍ ବପୁ ଆରି ପର୍ମେସରର୍ ଗିଆନ୍ ପାରା ଆଚେ ।
24 mas para os que foram chamados, tanto judeus como gregos, Cristo é o poder de Deus e a sabedoria de Deus.
25 ତେବେ ଜନ୍ଟା ପର୍ମେସରର୍ ବକୁଆ ବିସଇ ସେଟା ମୁନୁସର୍ ଗିଆନେ ଅନି ଅଦିକ୍ ଆଚେ, ଆରି ଜନ୍ଟା ପର୍ମେସରର୍ ଦୁର୍ବଲ୍ ବିସଇ, ସେଟା ମୁନୁସର୍ ବପୁଟାନେଅନି ଅଦିକ୍ ବପୁ ।
25 Porque a loucura de Deus é mais sábia que a sabedoria humana, e a fraqueza de Deus é mais forte que a força do homem.
26 ଏ ବାଇବଇନିମନ୍, ପର୍ମେସର୍ ତମ୍କେ ବାଚ୍ଲା ବେଲେ ତମେ କେନ୍ତାର୍ ରଇଲାସ୍ ବାବିଦେକା । ଜଗତର୍ ବିଦି ଇସାବେ ବେସିଲକ୍ ଗିଆନି ନ ରଇଲାସ୍ । ବେସିଲକ୍ ନେତା ନ ରଇଲାସ୍ ଆରି ବଡ୍ ଗରେ ଜନମ୍ ନ ଅଇରଇଲାସ୍ ।
26 Irmãos, pensem no que vocês eram quando foram chamados. Poucos eram sábios segundo os padrões humanos; poucos eram poderosos; poucos eram de nobre nascimento.
27 ପର୍ମେସର୍ ଗିଆନି ଲକ୍ମନ୍କେ ଲାଜ୍ କରାଇବାକେ ଜଗତର୍ ଦୁର୍ବଲ୍ ଲକ୍ମନ୍କେ ବାଚ୍ଲା, ଜେନ୍ତିକି ଜଗତେ ଗିଆନି ରଇବା ଲକ୍ମନ୍ ଆରି ବପୁ ରଇବା ଲକ୍ମନ୍ ଲାଜ୍ ଅଇଜିବାଇ ।
27 Mas Deus escolheu as coisas loucas do mundo para envergonhar os sábios, e escolheu as coisas fracas do mundo para envergonhar as fortes.
28 ତେବର୍ ପାଇ, ପର୍ମେସର୍ ଏ ଜଗତର୍ କାଇ ଲଡାକେ ନ ଆସେ ବଲି କଇବା ଲକ୍ମନ୍କେ, ଆରି ସବୁବେଲେ ତଲେ ରଇ ଲକ୍ମନ୍ ଗିନ୍ କର୍ତେରଇବା ଲକ୍କେ ବାଚ୍ଲାଆଚେ ।
28 Ele escolheu as coisas insignificantes do mundo, as desprezadas e as que nada são, para reduzir a nada as que são,
29 ଜେନ୍ତାର୍ କି ଜଗତ୍ ବିତ୍ରେ ଜନ୍ ଲକ୍ମନ୍ ବଡ୍ ବଲି ନାମାଇ ଅଇବାଇ, ସେମନ୍ କାଇ ଲଡାକେ ନ ଆସତ୍ ଆରି ପର୍ମେସରର୍ ମୁଆଟେ କେ ମିସା ବଡ୍ପନ୍ ଅଇ ନ କଅତ୍ ।
29 para que ninguém se vanglorie diante dele.
30 ମାତର୍ ପର୍ମେସର୍ ତମ୍କେ କିରିସ୍ଟ ଜିସୁର୍ ସଙ୍ଗ୍ ମିସାଇଆଚେ ଆରି ସେ କିରିସ୍ଟକେସେ ଆମର୍ପାଇ ଗିଆନ୍ ପାରା କରିଆଚେ । ତାର୍ଲାଗି ଆମେ ପର୍ମେସର୍ ସଙ୍ଗ୍ ସତ୍ ମିସାବିଡା ଅଇଲାଟା ଆରିତରେକ୍ ଜଡିଅଇଲାଆଚେ । ଆମେ ଦରମ୍ ଆରି ସୁକଲ୍ ଲକ୍ ଅଇ ପାପେ ଅନି ମୁକ୍ତି ପାଇଆଚୁ ।
30 É, porém, por iniciativa dele que vocês estão em Cristo Jesus, o qual se tornou sabedoria de Deus para nós, isto é, justiça, santidade e redenção,
31 ମାତର୍ ଜେନ୍ତି ଦରମ୍ ସାସ୍ତରେ ଲେକା ଅଇଆଚେ, ଜେ ଜଦି ବଡ୍ପନ୍ ଅଇସି, ତେବେ ସେ ମାପ୍ରୁ କଲା କାମ୍ ତେଇ ବଡ୍ପନ୍ ଅ ।
31 para que, como está escrito: "Quem se gloriar, glorie-se no Senhor".
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Coríntios 1, comparar traduções ou montar um estudo — tudo direto pelo WhatsApp.