1 Coríntios 16
ସତିଅର୍ ବାଟ୍ (DSO) vs VC
1 ଜିଉଦା ମଣ୍ଡଲିର୍ ବିସ୍ବାସିମନ୍କେ ଡାବୁ ସାଇଜ କର୍ବା ବିସଇ ମୁ ଲେକ୍ଲିନି । ମୁ ଗାଲାତିଅ ମଣ୍ଡଲିମନ୍କେ ଜାଇଟା କର୍ବାକେ ଆଦେସ୍ ଦେଲିଆଚି, ସେ ଆଦେସ୍ ଡାଁଟ୍ ସଙ୍ଗ୍ କର୍ବାର୍ଆଚେ ।
1 Quanto à coleta em benefício dos santos, segui também vós as diretrizes que eu tracei às igrejas da Galácia.
2 ତମର୍ କାମାଇବା ଇସାବେ, ସବୁ ବିସ୍ବାସିମନ୍, ବିସ୍ରାମ୍ ଦିନେ ମଣ୍ଡଲିତେଇ ରୁଣ୍ଡ୍ଲାବେଲେ ଅଲପ୍ ଅଲପ୍ ଡାବୁ ଜମାଇବାର୍ ଆଚେ । ଜେନ୍ତିକି ମୁଇ ଆଇଲାବେଲେ ଆରି ଡାବୁ ତଲ୍ବାକେ ନ ଲାଗେ ।
2 No primeiro dia da semana, cada um de vós ponha de parte o que tiver podido poupar, para que não esperem a minha chegada para fazer as coletas.
3 ମୁଇ ଆଇଲାବେଲେ ତମେ ବାଚିରଇବା ଲକ୍ମନ୍କେ ଗଟେକ୍ ଚିଟି ଲେକିଦେବି ଆରି ସେମନ୍ ଜମାଇଲା ଡାବୁ ଆରି ସେମନ୍କେ ଜାନାଇବା ଚିଟି ଦାରି, ଜିରୁସାଲାମ୍ ଜିବାଇ ।
3 Quando chegar, enviarei, com uma carta, os que tiverdes escolhido para levar a Jerusalém a vossa oferta.
4 ଜଦି ମର୍ ଜିବାକେ ଦର୍କାର୍ ଅଇସି ବଇଲେ ସେମନ୍ ମର୍ସଙ୍ଗ୍ ଜାଇପାରତ୍ ।
4 Se valer a pena que eu também vá, irão comigo.
5 ମାତର୍ ମୁଇ ଏବେ ମାକିଦନିଆଇ ଗାଲିନି । ତେଇଅନି ଜାଇ ଆଇଲେ ତମର୍ ଲଗେ ଆଇବି ।
5 Irei ter convosco, depois que tiver passado pela Macedônia; apenas passarei por lá.
6 ମୁଇ ତେଇ ତମର୍ ସଙ୍ଗ୍ କେତେକ୍ ଦିନ୍ ରଇବି । ଅଇପାରେ ସିତ୍ଦିନ୍ ସାର୍ବା ଜାକ । ତାର୍ପଚେ ଜନ୍ତି ଜିବାକେ ମନ୍ କଲିନି, ତେଇ ଜିବାକେ ତମେ ମକେ ସାଇଜ କରିପାରାସ୍ ।
6 Talvez fique convosco ou até passe todo o inverno, para que me leveis aonde eu tenho de ir.
7 କାଇକେବଇଲେ ଜିବାବେଲେ ବାଟେ ତମର୍ ସଙ୍ଗ୍ ବେଟ୍ ଅଇକରି ଚନେକ୍ସେ ରଇବାକେ ମର୍ ମନ୍ ନାଇ । ମୁଇ ଆସା କଲିନି ମାପ୍ରୁ ମନ୍ କଲେ ମୁଇ ତମର୍ ସଙ୍ଗ୍ ଏତର୍ ବେସି ଦିନ୍ ରଇବି ।
7 Desta vez, quero vos ver não somente de passagem, mas espero demorar-me algum tempo convosco, se o Senhor o permitir.
8 ମାତର୍ ମୁଇ ପେନ୍ଟିକସ୍ଟ୍ ପରବ୍ ଜାକ ଏପିସିଏ ରଇବି,
8 Ficarei em Éfeso até Pentecostes:
9 ଇତି ମର୍ ବିରଦେ ବେସିଲକ୍ ରଇଲେ ମିସା, ସପଲ୍ ଅଇବା କାମ୍ କର୍ବାକେ ମର୍ ପାଇ ଦୁଆର୍ ଉଗାଡି ଅଇଆଚେ ।
9 aí se me abriu uma grande porta à minha atividade e os adversários aí são muitos.
10 ଜଦି ତିମତି ତମର୍ଟାନେ ଆଇଲେ, ତାକେ ଗତିଆ କରି ଡାକିନିଆ । କାଇକେବଇଲେ ସେ ମିସା ମର୍ପାରା ମାପ୍ରୁର୍ କାମ୍ କଲାନି ।
10 Se Timóteo for visitar-vos, vede que esteja sem preocupação entre vós, porque trabalha exatamente como eu na obra do Senhor.
11 ସେଟାର୍ ପାଇ ତାକେ କେ ମିସା ସାନ୍ ପାରା ଦେକାନାଇ । ମାତର୍ ତାକେ ସାଇଜ କରା, ଜେନ୍ତିକି, ସେ ତମର୍ ଜାଗାଇଅନି ଗାଲାବେଲେ, ସାନ୍ତିସଙ୍ଗ୍ ଜାଇପାର୍ସି । ଆରି ସେ ମର୍ଲଗେ ବାଅଡ୍ସି । ଇତିର୍ ବାଇବଇନିମନର୍ ସଙ୍ଗ୍ ମୁଇ ତାକେ ଜାଗ୍ଲିନି ।
11 Portanto, ninguém o despreze. E preparai-lhe a viagem em paz para que venha ter comigo, porque o espero com os irmãos.
12 ବାଇ ଆପଲର୍ ବିସଇ ମୁଇ କଇଲିନି । ବିନ୍ ବିସ୍ବାସିମନର୍ ସଙ୍ଗ୍ ତମ୍କେ ବେଟ୍ ଅଇବାକେ ମୁଇ ତାକେ ବେସି ତର୍ ସାର୍ଦା କରାଇଲି, ମାତର୍ ସେ ଏବେ ଜିବାକେ ମୁଲ୍କେ ରାଜି ଅଏନାଇ । ପଚେ ସୁଜଗ୍ ମିଲ୍ଲେ ସେ ତମର୍ଟାନେ ଆଇସି ଆକା ।
12 Quanto ao nosso irmão Apolo, roguei-lhe muito fosse ter convosco com os irmãos, mas de modo algum quis ele ir agora. Contudo irá ver-vos, quando tiver oportunidade.
13 ତମେ ଜାଗ୍ରତ୍ ରଇକରି ବିସ୍ବାସେ ଡାଁଟ୍ ରୁଆ । ବପୁ ଅଇକରି ସାଆସେ ରୁଆ ।
13 Vigiai! Sede firmes na fé! Sede homens! Sede fortes!
14 ତମେ କର୍ବା ସବୁ କାମ୍ ଆଲାଦେ ସାରାଇବାର୍ ଆଚେ ।
14 Tudo o que fazeis, fazei-o na caridade.
15 ଏ ବାଇମନ୍, ତମେ ତିପାନ୍ ଆରି ତାର୍ କୁଟୁମ୍ ବିସଇ ଜାନାସ୍ । ସେମନ୍ ଆକାୟାର୍ ପର୍ତୁମ୍ ବିସ୍ବାସିମନ୍ ଆରି ପର୍ମେସରର୍ ଲକ୍ମନର୍ ସେବାଇ ନିଜେ ସର୍ପି ଅଇଲାଇ ଆଚତ୍ । ଏ ବାଇବଇନିମନ୍ ମୁଇ ତମ୍କେ ବାବୁଜିଆ କଲିନି,
15 Ainda uma recomendação, irmãos: sabeis que a família de Estéfanas são as primícias da Acaia e se consagraram ao serviço dos santos.
16 ଏନ୍ତାରି ଦାଇତ୍ ନେବା ଲକ୍ମନର୍ ତଲିଆ ରୁଆ । ଆରି ସେମନର୍ ସଙ୍ଗ୍ ସେବା କର୍ବା ଲକ୍ମନର୍ ତଲିଆ ଉଆ ।
16 Tratai essas pessoas com consideração, bem como todos aqueles que ajudam e trabalham na mesma obra.
17 ତିପାନା, ପର୍ତୁନାତ୍ ଆରି ଆକାଇ ଇତି ଆଇଲାକେ ମୁଇ ବେସି ସାର୍ଦା ଅଇଲିନି । କାଇକେବଇଲେ ତମେ ନ ରଇଲେ ମିସା ସେମନ୍ ତମର୍ ଜାଗାଇ ରଇଲା ପାରା ।
17 Eu me alegro com a vinda de Estéfanas, Fortunato e Acaico, porque eles supriram a vossa ausência,
18 ତମ୍କେ ଜେନ୍ତି ସାର୍ଦା କରାଇଲାଇ, ମକେ ମିସା ସେନ୍ତି ସାର୍ଦା କରାଇଲାଇ । ଏନ୍ତାରି ଲକ୍ମନ୍କେ ନାମ୍ବାର୍ ଆଚେ ।
18 e tranqüilizaram o meu espírito e o vosso. Tende, pois, consideração a tais homens.
19 ଆସିଆ ଦେସର୍ ମଣ୍ଡଲିମନ୍ ତମ୍କେ ଜୁଆର୍ ଜାନାଇଲାଇନି । ଆକିଲା, ପିରିସ୍କିଲା ଆରି ସେମନର୍ ଗରେ ଉପାସନା କର୍ତେରଇବା ମଣ୍ଡଲି ମାପ୍ରୁର୍ ନାଉଁ ଦାରି ତମ୍କେ ତାକର୍ ମନ୍ ବିତ୍ରେ ଅନି ଜୁଆର୍ ଜାନାଇଲାଇନି ।
19 As igrejas da Ásia vos saúdam. Áquila e Prisca, com a comunidade que se reúne em sua casa, enviam-vos muitas saudações.
20 ଇତିର୍ ବାଇବଇନିମନ୍ ସବୁ ତମ୍କେ ଜୁଆର୍ ଜାନାଇଲାଇନି । ତମର୍ ତମର୍ ବିତ୍ରେ ଆତେ ଦାରାଦାରି ଅଇ କିରିସ୍ଟର୍ ଆଲାଦେ ସାଲାମ୍ କରି ଜୁଆର୍ବେଟ୍ ଉଆ ।
20 Todos os irmãos vos saúdam. Saudai-vos uns aos outros com ósculo santo.
21 ମୁଇ ପାଉଲ୍, ଏତ୍କିସେ ଲେକି ଜୁଆର୍ ଜାନାଇଲିନି ।
21 Esta saudação escrevo-a de próprio punho: PAULO.
22 ଜଦି କେ ମାପ୍ରୁକେ ଲାଡ୍ ନ କରେ, ସେ ଅବିସାପ୍ ପାଅ । ମାରାନାତା, ଆମର୍ ମାପ୍ରୁ ଆସ ।
22 Se alguém não amar o Senhor, seja maldito! Maran atá.
23 ମାପ୍ରୁ ଜିସୁର୍ ଜିବନ୍ ଦୁକାନି ତମର୍ଟାନେ ରଅ ।
23 A graça do Senhor Jesus esteja convosco.
24 କିରିସ୍ଟ ଜିସୁକିରିସ୍ଟର୍ ସଙ୍ଗ୍ ମିସିରଇବା ସବୁକେ ମର୍ ଆଲାଦ୍ ରଅ ।
24 Eu vos amo a todos vós em Cristo Jesus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Coríntios 16, comparar traduções ou montar um estudo — tudo direto pelo WhatsApp.