Gálatas 1
Bodo Parja: BOPO Bible (BDV_TWF) vs VC
1 ମୁୟ୍ଁ ପାଉଲ୍ ଗଟେକ୍ ପେରିତ୍ । ମାନାୟ୍ ହୁଣି ନାୟ୍ କି ମାନାୟ୍ର୍ ଦଃୟ୍କଃରି ନାୟ୍, ମଃତର୍ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ଆର୍ ଜୁୟ୍ ଇସ୍ୱର୍ ଉବା ତାକେ ମଃଲା ଲକ୍ମଃନାର୍ ତଃୟ୍ହୁଣି ଉଟାୟ୍ଲା ତାର୍ ତଃୟ୍ହୁଣି ହାୟ୍ ଆଚି ।
1 Paulo apóstolo - não da parte de homens, nem por meio de algum homem, mas por Jesus Cristo e por Deus Pai que o ressuscitou dos mortos -
2 ଆର୍ ମର୍ ସଃଙ୍ଗେ ରିଲା ସଃବୁ ବିସ୍ୱାସି ବାୟ୍ମଃନ୍ ଗାଲାତି ମଣ୍ଡ୍ଳିର୍ ବାୟ୍ବେଣିମଃନ୍କେ ଜୁଆର୍ ଜାଣାଉଁଲୁ ।
2 e todos os irmãos que estão comigo, às igrejas da Galácia:
3 ଅଃମିମଃନାର୍ ଇସ୍ୱର୍ ଉବା ଆର୍ ମାପ୍ରୁ ଜିସୁ କ୍ରିସ୍ଟ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତୁମିମଃନ୍କେ ଅଃଉଅ ।
3 a vós, graça e paz da parte de Deus, nosso Pai, e da parte do Senhor Jesus Cristo,
4 ସେ ଅଃମାର୍ ଇସ୍ୱର୍ ଉବାର୍ ଇଚା ହଃର୍କାରେ ଇ ଅଃବାର୍ ଜଃଗତେ ହୁଣି ଅଃମିମଃନ୍କ୍ ମୁକ୍ଳାଉଁକ୍ ଅଃମିମଃନାର୍ ହାହାର୍ ଗିନେ ଅଃହ୍ଣାକ୍ ଦିଲା ।
4 que se entregou por nossos pecados, para nos libertar da perversidade do mundo presente, segundo a vontade de Deus, nosso Pai,
5 ଜୁଗେଜୁଗେ ଇସ୍ୱରାର୍ ଜଃଜ୍ମାନ୍ ଅଃଉଅ, ଆମେନ୍ ।
5 a quem seja dada a glória pelos séculos dos séculos. Amém.
6 କ୍ରିସ୍ଟର୍ ଦଃୟାୟ୍ ଜେ ତୁମିମଃନ୍କେ କୁଦ୍ଲା, ତାର୍ ତଃୟ୍ହୁଣି ଜେ ଅଃଡେକ୍ ବେଗି ମଃନ୍ବାଦ୍ଲାୟ୍ ବିନ୍ ନିକ କବୁର୍ ତଃୟ୍ ଟାଣି ଅୟ୍ ଆଚାସ୍ ମଃନ୍ ଦଃୟ୍ ଆଚାସ୍, ଇତାକ୍ ମୁୟ୍ଁ କାବା ଅଃଉଁଲେ ।
6 Estou admirado de que tão depressa passeis daquele que vos chamou à graça de Cristo para um evangelho diferente.
7 ସେରି “ବିନ୍ ନିକ କବୁର୍ ହେଁ ନାୟ୍,” ମଃତର୍ କଃତେକ୍ ତୁମିମଃନ୍କେ ବୁଲ୍କାଉଁଲାୟ୍ ତିର୍ ନଃକେରୁଲାୟ୍ । ଆର୍ କ୍ରିସ୍ଟର୍ ନିକ କବୁର୍କେ କଃରାବ୍ କଃରୁକେ ମଃନ୍ କଃରୁଲାୟ୍ ।
7 De fato, não há dois {evangelhos}: há apenas pessoas que semeiam a confusão entre vós e querem perturbar o Evangelho de Cristo.
8 ମଃତର୍ ଜୁୟ୍ ନିକ କବୁର୍ ଅଃମିମଃନ୍ ତୁମାର ତଃୟ୍ ପର୍ଚାର୍ କଃରି ଆଚୁ, ଜଦି ଅଃମିମଃନ୍ କି ସଃର୍ଗ୍ଦୁତ୍ ଅୟ୍ଲେକ୍ ହେଁ ଜେହେଁ ତାର୍ ତଃୟ୍ହୁଣି ବିନ୍ ନିକ କବୁର୍ ପର୍ଚାର୍ କଃରେଦ୍ ତଃବେ ସେ ସାଇପ୍ହାଅ
8 Mas, ainda que alguém - nós ou um anjo baixado do céu - vos anunciasse um evangelho diferente do que vos temos anunciado, que ele seja anátema.
9 ଜଃନ୍କଃରି ଅଃମିମଃନ୍ ହୁର୍ବେ କୟ୍ ଆଚୁ, ସେନ୍ହର୍ ମୁୟ୍ଁ ଅଃବେ ଆରେକ୍ କଃଉଁଲେ । ଜୁୟ୍ ନିକ କବୁର୍ ତୁମିମଃନ୍ ଦଃରିରିଲାସ୍ ତାର୍ ତଃୟ୍ହୁଣି ଜଦି କୁୟ୍ଲକ୍ ତୁମାର୍ ତଃୟ୍ ବିନ୍ ନିକ କବୁର୍ ପର୍ଚାର୍ କଃରେଦ୍ ତଃବେ ସେ ସାଇପ୍ ହାଅ ।
9 Repito aqui o que acabamos de dizer: se alguém pregar doutrina diferente da que recebestes, seja ele excomungado!
10 ମୁୟ୍ଁ କି ଅଃବେ ମାନାୟ୍ ମଃନ୍କାର୍ କି ଇସ୍ୱରାର୍ ଲାଡାର୍ ଅଃଉଁକେ ଜଃତୁନ୍ କଃରୁଲେ ? ଆର୍ ମାନାୟ୍ମଃନ୍କେ କାୟ୍ ସଃନ୍ମତ୍ କଃରୁକେ ଉପାୟ୍ କଃରୁଲେ, ଜଦି ମୁୟ୍ଁ ଅଃବେ ହେଁ ମାନାୟ୍ମଃନ୍କେ ସଃନ୍ମତ୍ କଃର୍ତି ରିଲେହୁଣି ତଃବେ ମୁୟ୍ଁ କ୍ରିସ୍ଟର୍ ଗତିଦଃଙ୍ଗ୍ଳା ନୟ୍ଲେହୁଣି ।
10 É, porventura, o favor dos homens que eu procuro, ou o de Deus? Por acaso tenho interesse em agradar aos homens? Se quisesse ainda agradar aos homens, não seria servo de Cristo.
11 କାୟ୍ତାକ୍ବଃଲେକ୍ ଏ ବାୟ୍ବେଣିମଃନ୍ ଜୁୟ୍ ନିକ କବୁର୍ ମର୍ ତଃୟ୍ହୁଣି ପର୍ଚାର୍ ଅୟ୍ଆଚେ, ସେ କଃତାକ୍ ତୁମିମଃନ୍କେ ଜାଣାୟ୍ ଆଚି, ସେରି ମାନାୟ୍ର୍ ଇଚାୟ୍ ନାୟ୍ ।
11 Asseguro-vos, irmãos, que o Evangelho pregado por mim não tem nada de humano.
12 ବଃଲେକ୍ ମୁୟ୍ଁ ସେରି ମାନାୟ୍ ତଃୟ୍ହୁଣି ହାୟ୍ ନଃକେରି କି ସିକି ନଃକେରି ମଃତର୍ ଜିସୁ କ୍ରିସ୍ଟର୍ ତଃୟ୍ହୁଣି ହାୟ୍ ଆଚି ।
12 Não o recebi nem o aprendi de homem algum, mas mediante uma revelação de Jesus Cristo.
13 ହୁର୍ବେ ଜିଉଦି ଦଃର୍ମକେ ମର୍ ଚାଲ୍ଚାଲ୍ତି କଃତାୟ୍ ତୁମିମଃନ୍ ତ ସୁଣି ଆଚାସ୍, ମୁୟ୍ଁ ଇସ୍ୱରାର୍ ମଣ୍ଡ୍ଳିକେ ଦୁକ୍କଃସ୍ଟ ଦେତିରିଲେ, ଆର୍ ତାକେ ନସ୍ଟ୍ କଃରୁକେ ଦଃକ୍ତିରିଲେ ।
13 Certamente ouvistes falar de como outrora eu vivia no judaísmo, com que excesso perseguia a Igreja de Deus e a assolava;
14 ଆର୍ ଅଃମାର୍ ଦାଦି ମଃନ୍କାର୍ ଅୟ୍ ଆସ୍ତା ରିତିବିଦି ଗିନେ ବଃଳେ ସଃର୍ଦା ଅୟ୍ ମର୍ ସଃଙ୍ଗାର୍ ବଃୟ୍ସାର୍ ନିଜ୍ ଜାତିର୍ ଲକ୍ମଃନ୍କାର୍ ବିତ୍ରେ ଅଃଦିକ୍ ଦଃର୍ମେ ଜାତିରିଲେ ।
14 avantajava-me no judaísmo a muitos dos meus companheiros de idade e nação, extremamente zeloso das tradições de meus pais.
15 ମଃତର୍ ଜୁୟ୍ ଇସ୍ୱର୍ ମର୍ ଆୟାର୍ ହେଟେ ହୁଣି ମକେ ବାଚିରିଲା, ଆର୍ ଅଃହ୍ଣାର୍ ଦଃୟାୟ୍ ତାକେ ସେବାକଃରୁକେ ମକେ କୁଦିରିଲା ।
15 Mas, quando aprouve àquele que me reservou desde o seio de minha mãe e me chamou pela sua graça,
16 ସେ ଜଃଡ୍ବଃଳ୍ ଅଃହ୍ଣାର୍ ହୟ୍ସିକ୍ ମର୍ ତଃୟ୍ ଜାଣାଉଁକ୍ ମଃନ୍ କଃଲା, ଜଃନ୍କଃରି ମୁୟ୍ଁ ଅଜିଉଦି ବିତ୍ରେ ତାକେ ପର୍ଚାର୍ କଃରିନ୍ଦ୍, ସଃଡେବଃଳ୍ ମୁୟ୍ଁ ମାନାୟ୍ ସଃଙ୍ଗ୍ କଃତାବାର୍ତା କଃରୁକେ ଜାୟ୍ ନଃରିଲେ ।
16 para revelar seu Filho em minha pessoa, a fim de que eu o tornasse conhecido entre os gentios, imediatamente, sem consultar a ninguém,
17 କି ମର୍ ହୁର୍ବେ ବାଚ୍ଲା ପେରିତ୍ ମଃନ୍କାର୍ ହାକ୍ ଜିରୁସାଲମ୍କେ ନଃଜାୟ୍ଁ ତଃତ୍କାଣ୍ ଆରବ୍କେ ବାରୟ୍ଗଃଲେ, ଆରେକ୍ ମୁୟ୍ଁ ଦମେସକ୍କେ ବାଉଳି ଆୟ୍ଲେ ।
17 sem ir a Jerusalém para ver os que eram apóstolos antes de mim, parti para a Arábia; de lá regressei a Damasco.
18 ତାର୍ ହଃଚେ ତିନି ବଃର୍ସ୍ ଗଃଲାକେ ମୁୟ୍ଁ କେପା ସଃଙ୍ଗ୍ ବେଟ୍ ଅଃଉଁକ୍ ଜିରୁସାଲମ୍କେ ଗଃଲେ; ଆର୍ ତାର୍ ସଃଙ୍ଗ୍ ହଃନ୍ଦ୍ର ଦିନ୍ ରିଲେ ।
18 Três anos depois subi a Jerusalém para conhecer Cefas, e fiquei com ele quinze dias.
19 ମଃତର୍ ମାପ୍ରୁର୍ ବାୟ୍ସି ଜାକୁବ୍କେ ଚାଡି ପେରିତ୍ ମଃନାର୍ ବିନ୍ କାକେ ନଃଦେକ୍ଲେ ।
19 Dos outros apóstolos não vi mais nenhum, a não ser Tiago, irmão do Senhor.
20 ମୁୟ୍ଁ ଜୁୟ୍ସଃବୁ କଃତା ତୁମିମଃନ୍କେ ଲେକୁଲେ ସେରି ସଃତ୍, ଦଃକା ଇସ୍ୱର୍ ଜାଣୁଲା, ମୁୟ୍ଁ ମିଚ୍ ନଃକୟ୍ଁ ।
20 Isto que vos escrevo - Deus me é testemunha -, não o estou inventando.
21 ହଃଚେ ମୁୟ୍ଁ ସିରିଆ ଆର୍ କିଲିକିଆକେ ଗଃଲେ ।
21 Em seguida, fui para as regiões da Síria e da Cilícia.
22 ଜିଉଦା ରାଜିର୍ କ୍ରିସ୍ଟର୍ ମଣ୍ଡ୍ଳିମଃନାର୍ ହାକ୍ ମୁୟ୍ଁ ନିଜ୍କେ ଜାଣାୟ୍ ନଃରିଲେ ।
22 Eu era ainda pessoalmente desconhecido das comunidades cristãs da Judéia;
23 ସେମଃନ୍ ଅଃବ୍କା ସୁଣ୍ତିରିଲାୟ୍, ଜୁୟ୍ ଲକ୍ ହୁର୍ବେ ଅଃମିମଃନ୍କ୍ କଃସ୍ଟ୍ ଦେତିରିଲା, ଗଟ୍ଦିନ୍ ଜୁୟ୍ ବିସ୍ୱାସ୍କେ ନଃସ୍ଟ୍କଃରୁକ୍ ଦଃର୍ତିରିଲା, ସେରି ଅଃବେ ପର୍ଚାର୍ କଃରୁଲା ।
23 tinham elas apenas ouvido dizer: Aquele que antes nos perseguia, agora prega a fé que outrora combatia.
24 ଆର୍ ସେତାକ୍ ସେମଃନ୍ ମର୍ ଗିନେ ଇସ୍ୱରାର୍ ଗୁଣ୍ କଃଉତି ରିଲାୟ୍ ।
24 E glorificavam a Deus por minha causa.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Gálatas 1, comparar traduções ou montar um estudo — tudo direto pelo WhatsApp.