Romanos 16
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍ (BDV) vs BKJ
1 କେଙ୍କେରିଆ ମଣ୍ଡ୍ଳିର୍ ଗଟ୍ ସେବାକାରିଣି ବେଣି ପବିକେ ତୁମିମଃନାର୍ ହାକ୍ ହଃଟାଉଁଲେ ।
1 Recomendo-vos Febe, nossa irmã, que é serva da igreja que está em Cencreia,
2 ମାପ୍ରୁର୍ ନାଉଁଏ ତାକେ ଦଃରି ଇସ୍ୱରାର୍ ଲକ୍ ହର୍ ବେବାର୍ କଃରା । ତାର୍ ଲଳା ହଃର୍କାରେ ତାକେ ଉହ୍କାର୍ କଃରା । ମର୍ ଆର୍ ଅଃନେକ୍ ଲକାର୍ ସେ ଗଟେକ୍ ଉହ୍କାରି ଲକ୍ ।
2 para que a recebais no Senhor, como convém aos santos, e para que a ajudeis em qualquer coisa que ela de vós necessitar; porque ela tem sido ajudadora de muitos, e também de mim.
3 କ୍ରିସ୍ଟ ଜିସୁର୍ ସେବା କାମେ ମର୍ ସଃଙ୍ଗ୍ କାମ୍ କଃର୍ତା ପ୍ରିସ୍କିଲା ଆର୍ ଆକିଲାକେ ମର୍ ଜୁଆର୍ ଜାଣାଉଆ;
3 Saudai a Priscila e a Áquila, meus colaboradores em Jesus Cristo,
4 ସେମଃନ୍ ମର୍ ହାୟ୍ଁ ନିଜାର୍ ନିଜାର୍ ଜିବନ୍କେ ବିପ୍ଦେ ହଃକାୟ୍ ଆଚ୍ତି । ମୁୟ୍ଁ ହଃକା ସେମଃନ୍କେ ଦନ୍ୟବାଦ୍ ଦେଉଁଲେ ସେରି ନାୟ୍ ମଃତର୍ ସଃବୁ ଅଜିଉଦି ମଣ୍ଡ୍ଳି ସେମଃନ୍କେ ଦନ୍ୟବାଦ୍ ଦେଉଁଲାୟ୍ ।
4 os quais pela minha vida expuseram seus próprios pescoços; o que não só eu lhes agradeço, mas também todas as igrejas dos gentios.
5 ସେମଃନାର୍ ଗଃରେ ଗଟେତଃୟ୍ ଅଃଉତା; ମଣ୍ଡ୍ଳିର୍ ସଃବୁଲକେ ହେଁ ମର୍ ଜୁଆର୍ ଜାଣାଉଁଲେ ।
5 Saudai também a igreja que está em sua casa. Saudai meu amado Epêneto, que é as primícias da Acaia em Cristo.
6 ତୁମିମଃନାର୍ ବଃଲ୍ ହାୟ୍ଁ ବେସି କଃସ୍ଟ୍ କଃରି କାମ୍ କଃରିରିଲା ମରିୟମ୍କେ ମର୍ ଜୁଆର୍ ।
6 Saudai a Maria, que trabalhou muito por nós.
7 ଆନ୍ଦ୍ରନିକ ଆର୍ ଜୁନିୟାକେ ମର୍ ଜୁଆର୍ । ଇ ଦୁୟ୍ ଲକ୍ ଜିଉଦି ମର୍ ସଃଙ୍ଗ୍ ବନ୍ଦି ଗଃରେ ରିଲାୟ୍ । ମର୍ ତଃୟ୍ହୁଣି ହୁର୍ବେ ସେମଃନ୍ କ୍ରିସ୍ଟର ବିସ୍ୱାସି ଅୟ୍ରିଲାୟ୍ ଆର୍ ପେରିତ୍ ଚେଲାମଃନାର୍ ବିତ୍ରେ ସେମଃନ୍ ଜାଣାସୁଣା ।
7 Saudai a Andrônico e a Júnia, meus parentes e meus companheiros na prisão que são notáveis entre os apóstolos e que também estão em Cristo antes de mim.
8 ମାପ୍ରୁର୍ତଃୟ୍ ମର୍ ଲାଡାର୍ ଆମ୍ପିଲିଆକେ ଜୁଆର୍ ଜାଣାଉଆ ।
8 Saudai a Amplíato, meu amado no Senhor.
9 କ୍ରିସ୍ଟର ସେବାୟ୍ ଅଃମାର୍ ସଃଙ୍ଗ୍ କାମ୍ କଃରୁ ଉର୍ବାନ୍କେ ଆର୍ ମର୍ ଲାଡାର୍ ଆରିସ୍ତାକେ ଜୁଆର୍ ଜାଣାଉଆ ।
9 Saudai a Urbano, nosso colaborador em Cristo, e a Estáquis, meu amado.
10 କ୍ରିସ୍ଟର୍ ବିସ୍ୱାସି ଆପେଲାକେ ଜୁଆର୍ ଜାଣାଉଆ । ଆରିସ୍ତବୁଲାର୍ କୁଟୁମାର୍ ଲକମଃନ୍କେ ଜୁଆର୍ ଜାଣାଉଆ ।
10 Saudai a Apeles, aprovado em Cristo. Saudai aos da família de Aristóbulo.
11 ମର୍ ସଃଙ୍ଗାର୍ ଜିଉଦି ହେରଦିଆକେ ଜୁଆର୍ ଜାଣାଉଆ । ନାର୍କିସାର୍ ଗଃରେ ଜୁୟ୍ ଲକ୍ମଃନ୍ ମାପ୍ରୁର୍ ତଃୟ୍ ଆଚ୍ତି ସେମଃନ୍କେ ଜୁଆର୍ ଜାଣାଉଆ ।
11 Saudai a Herodião, meu parente. Saudai aos da família de Narciso, que estão no Senhor.
12 ମାପ୍ରୁର୍ ସେବାକାମ୍ କଃରୁଲା କ୍ରୁପେଣା ଆର୍ କ୍ରୁପସ୍କେ ଜୁଆର୍ ଜାଣାଉଆ । ଲାଡାର୍ ପର୍ସିସ୍କେ ଜୁଆର୍ ଜାଣାଉଆ, ସେ ମାପ୍ରୁର୍ କାମେ ବେସି କାମ୍ କଃରିଆଚେ ।
12 Saudai a Trifena e a Trifosa, as quais trabalham no Senhor. Saudai à amada Pérside, a qual muito trabalhou no Senhor.
13 ମାପ୍ରୁର୍ ବାଚ୍ଲାର୍ ରୁପକେ ଆର୍ ତାର୍ ଆୟ୍ସିକ୍ ଜୁଆର୍ ଜାଣାଉଆ, ସେ ହେଁ ମର୍ ଆୟା ହର୍ ।
13 Saudai a Rufo, escolhido no Senhor, e à sua e minha mãe.
14 ଅସୁଙ୍କ୍ରିତ୍, ପ୍ଳେଗନ୍, ହର୍ମିସ୍, ପାତ୍ରବା, ହର୍ମାସ୍, ଆର୍ ସେମଃନାର୍ ସଃଙ୍ଗେ ରିଲା ବିସ୍ୱାସି ବାୟ୍ବେଣିମଃନ୍କେ ଜୁଆର୍ ଜାଣାଉଆ ।
14 Saudai a Asíncrito, a Flegonte, a Hermas, a Pátrobas, a Hermes, e aos irmãos que estão com eles.
15 ସେମଃନାର୍ ସଃଙ୍ଗେ ରେଉଁଲା ବାୟ୍ବେଣିମଃନ୍କେ, ପିଲଲଗ୍ ଆର୍ ଜୁଲିଆ, ନିରୁସ୍ ଆର୍ ତାର୍ ବେଣ୍ସି; ଆରେକ୍ ଅଲୁମ୍ପା ଆର୍ ସେମଃନାର୍ ସଃଙ୍ଗେ ରିଲା ସଃବୁ ସାଦୁମଃନ୍କେ ମର୍ ଜୁଆର୍ ଜାଣାଉଆ ।
15 Saudai a Filólogo e a Júlia, a Nereu e a sua irmã, e a Olimpas, e a todos os santos que estão com eles.
16 ପବିତ୍ର ଲାଡେ ସଃବ୍କେ ଜୁଆର୍ କଃରା । କ୍ରିସ୍ଟର୍ ସଃବୁ ମଣ୍ଡ୍ଳି ତୁମିମଃନ୍କେ ଜୁଆର୍ ଜାଣାଉଁଲାୟ୍ ।
16 Saudai-vos uns aos outros com beijo santo. As igrejas de Cristo vos saúdam.
17 ଏ ବାୟ୍ବେଣିମଃନ୍, ତୁମିମଃନ୍ ଜୁୟ୍ ସିକ୍ୟା ହାୟ୍ ଆଚାସ୍, ସେତିର୍ ଉଲ୍ଟା ଜୁୟ୍ ଲକ୍ମଃନ୍ ବାଗ୍କଃରି ଆର୍ ବାଦା ଗଃଟାଉତି, ସେମଃନ୍କେ ଚିନିକଃରି ସେମଃନାର୍ ତଃୟ୍ହୁଣି ଅଃଲ୍ଗା ରେତାର୍ ଗିନେ ମୁୟ୍ଁ ତୁମିକେ ଗଃଉଆରି କଃରୁଲେ ।
17 E suplico-vos, irmãos, que observeis os que causam divisões e ofensas contra a doutrina que aprendestes; afastai-vos deles.
18 ବଃଲେକ୍ ଇରଃକମ୍ ଲକ୍ମଃନ୍ ଅଃମାର୍ ମାପ୍ରୁ କ୍ରିସ୍ଟ ଜିସୁର୍ ସେବାକାରି ନାୟ୍, ମଃତର୍ ନିଜାର୍ ନିଜାର୍ ସେବାକାରି, ଆରେକ୍ ସୁନ୍ଦୁର୍ କଃତା କୟ୍ ସାଦାସିଦା ଲକ୍ମଃନାର୍ ମଃନ୍କେ ବୁଲ୍କାଉତି ।
18 Porque os tais não servem ao nosso Senhor Jesus Cristo, mas ao seu próprio ventre; e, com boas palavras e lisonjas, enganam os corações dos ingênuos.
19 ବଃଲେକ୍ ତୁମିମଃନାର୍ ନିକ ବେବାର୍ ସଃବୁ ଲକାର୍ ବିତ୍ରେ ଉର୍ଜି ଅୟ୍ଆଚେ; ତଃବେ ମୁୟ୍ଁ ତୁମାର୍ ଗିନେ ସଃର୍ଦା କଃରୁଲେ, ମଃତର୍ ତୁମିମଃନ୍ ଜଃନ୍କଃରି ସଃତ୍ କଃତାୟ୍ ଗିଆନି ଆର୍ ମିଚ୍ କଃତାୟ୍ ନିର୍ଦସି ଅଃଉଆ, ଇରି ମର୍ ଇଚା ।
19 Porque a vossa obediência veio a ser conhecida a todos os homens. Alegro-me, pois, em vosso nome; mas eu ainda quero que sejais sábios no que é bom, e ingênuos para o mal.
20 ଆର୍ ସୁସ୍ତା ଦେତା ଇସ୍ୱର୍ ସୟ୍ତାନ୍କେ ବେଗି ତୁମିମଃନାର୍ ହାଦ୍ ତଃଳେ କଃରେଦ୍ । ଅଃମିମଃନାର୍ ମାପ୍ରୁ ଜିସୁକ୍ରିସ୍ଟର୍ ଦଃୟା ତୁମିମଃନାର୍ ସଃଙ୍ଗେ ରେଅ ।
20 E o Deus de paz esmagará em breve a Satanás debaixo de vossos pés. A graça de nosso Senhor Jesus Cristo seja convosco. Amém.
21 ମର୍ ସଃଙ୍ଗ୍ କାମ୍କଃରୁ ତିମତି ଆର୍ ମର୍ ସଃଙ୍ଗାର୍ ଜିଉଦି ବାୟ୍ମଃନ୍ ଲୁକିୟ, ଜାସନ୍ ଆର୍ ସସିପାତ୍ର ତୁମିମଃନ୍କେ ଜୁଆର୍ ଜାଣାଉଁଲାୟ୍ ।
21 Timóteo, meu colaborador, e Lúcio, e Jasom, e Sosípatro, meus parentes, vos saúdam.
22 ମୁୟ୍ଁ ତର୍ତିୟ ପାଉଲ କୟ୍ଲା ହଃର୍କାରେ ଇ ଚିଟି ଲେକୁ ମାପ୍ରୁ ନାଉଁଏ ମୁୟ୍ଁ ତୁମିମଃନ୍କେ ଜୁଆର୍ ଜାଣାଉଁଲେ ।
22 Eu, Tércio, que escrevi esta carta, vos saúdo no Senhor.
23 ମର୍ ଆର୍ ସଃବୁ ମଣ୍ଡ୍ଳିମଃନାର୍ ବଲ୍ ମଃନ୍ଦ୍ ବୁଜୁ ଗାୟ, ଜାର୍ ଗଃରେ ପାର୍ତ୍ନା କଃରୁମଃନ୍ ଗଟ୍ତଃୟ୍ ରୁଣ୍ଡ୍ତି ଆର୍ ଇ ଗଃଳାର୍ ଡାବୁ ସଃଙ୍ଗାଉ ଏରାସ୍ଟ, ଆର୍ ବାୟ୍ କାର୍ତ ହେଁ ତୁମିମଃନ୍କେ ଜୁଆର୍ ଜାଣାଉଁଲାୟ୍ ।
23 Gaio, meu anfitrião e de toda a igreja, vos saúda. Erasto, tesoureiro da cidade, vos saúda, e o irmão Quarto.
24 ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ତୁମିମଃନାର୍ ସଃବ୍କାର୍ ସଃଙ୍ଗେ ରେଉଅ । ଆରେକ୍
24 A graça de nosso Senhor Jesus Cristo seja com todos vós. Amém.
25 ଆସା, ଇସ୍ୱର୍କେ ଜଃଜ୍ମାନ୍ କଃରୁଆଁ । ମୁୟ୍ଁ ପର୍ଚାର୍ କଃରୁଲା ଜିସୁ କ୍ରିସ୍ଟର୍ ବିସୟେ ନିକ କବୁର୍ ଆର୍ ଜୁଗ୍ ଜୁଗ୍ ଦଃରି ଗୁପ୍ତ୍ ଆଚ୍ତା ସଃତ୍ ହଃର୍କାରେ ତୁମିମଃନାର୍ ବିସ୍ୱାସ୍କେ ଅଃଟୁଆ ରଃକୁକେ ଇସ୍ୱରାର୍ ସଃକ୍ତି ଆଚେ ।
25 Ora, àquele que é poderoso para vos estabelecer segundo o meu evangelho e a pregação de Jesus Cristo, conforme a revelação do mistério, que foi mantido em segredo desde o início do mundo,
26 ସେ ବିତ୍ରି କଃତାର୍ ସଃତ୍ ସଃବୁ ବାବ୍ବାଦିମଃନାର୍ ସାସ୍ତରେ ଜାଣାହଃଳି ଆଚେ ଆର୍ ସେରି ଅଃବେ ଆରୁମ୍ ଆର୍ ସେସ୍ ନୟ୍ଲାର୍ ମାପ୍ରୁ ଇସ୍ୱର୍ ଦଃୟ୍ ସବୁ ଜାତି ବିତ୍ରେ ପର୍ଚାର୍ ଅଃଉଁଲି । ଇତାର୍ ଗିନେ ସଃବୁ ଲକ୍ ବିସ୍ୱାସ୍ କଃରି ଇସ୍ୱରାର୍ ବଲ୍ ମାନୁ ଅଃଉଁ ହାର୍ତି ।
26 mas que agora se tornou manifesto, e pelas escrituras dos profetas, segundo o mandamento do Deus eterno, feito conhecido a todas as nações para obediência da fé,
27 ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟ୍ ଜୁଗେଜୁଗେ ସେ ଗଟେକ୍ ବଃଲି ଗ୍ୟାନି ଇସ୍ୱରାର୍ ଜଃଜ୍ମାନ୍ ଅଃଉଅ । ଆମେନ୍ ।
27 ao Deus único e sábio, seja a glória por Jesus Cristo para sempre. Amém (Escrito aos romanos de Corinto, e enviado por Febe, serva da igreja em Cencreia).
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Romanos 16, comparar traduções ou montar um estudo — tudo direto pelo WhatsApp.