Mateus 11
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍ (BDV) vs NAA
1 ଜିସୁ ଅଃହ୍ଣାର୍ ବାରଗଟ୍ ଚେଲାମଃନ୍କେ ବଃତାୟ୍ ସଃର୍ଲା ହଃଚେ, ଗାଲିଲିର୍ ଲକ୍ମଃନାର୍ ଗଃଳେମଃନ୍ ସିକ୍ୟା ଦେଉଁକେ ଆର୍ ନିକ କବୁର୍ ପର୍ଚାର୍ କଃରୁକେ ସେଟାଣେ ହୁଣି ଗଃଲା ।
1 Quando Jesus acabou de dar estas instruções a seus doze discípulos, saiu dali para ir ensinar e pregar nas cidades deles.
2 ସଃଡେବଃଳ୍ ବାପ୍ତିସମ୍ ଦେତା ଜହନ୍ ଜଃଇଲ୍ ଗଃରେ ରିଲା । ଆର୍ କ୍ରିସ୍ଟ ଜୁୟ୍ ସଃବୁ କାମ୍ କଃର୍ତିରିଲା ସେ ସଃବୁର୍ କବୁର୍ ହାୟ୍, ସେ ଅଃହ୍ଣାର୍ ଚେଲାମଃନ୍କେ ତାର୍ ହାକ୍ ହଃଟାୟ୍ଲା ।
2 Quando João, no cárcere, ouviu falar das obras de Cristo, mandou que seus discípulos fossem perguntar:
3 ସେମଃନ୍ ଜାୟ୍ ଜିସୁକେ ହଃଚାର୍ଲାୟ୍, “ଜୁୟ୍ ଲକ୍ ଆସେଦ୍ ବଃଲି ଜହନ୍ କୟ୍ରିଲା, ତୁୟ୍ କାୟ୍ ସେ ମାନାୟ୍ ? କି, ଅଃମିମଃନ୍ ଆରେକ୍ ବିନ୍ କାକେ ଜାଗୁନ୍ଦ୍ ?”
3 — Você é aquele que estava para vir ou devemos esperar outro?
4 ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍ ବାଉଳି ଜାହା ଆର୍ ଜାୟ୍ ଜାୟ୍ରି ସୁଣୁଲାସ୍ ଆର୍ ଦଃକୁଲାସ୍ ସେରି ସଃବୁ ଜହନ୍କେ ଜାଣାଉଆ ।
4 Então Jesus lhes respondeu:
5 କାଣାମଃନ୍ ଦଃକୁ ହାରୁଲାୟ୍, ଚଟାମଃନ୍ ଇଣ୍ଡୁ ହାରୁଲାୟ୍, ବଃଡ୍ ରଗି ଉଜ୍ ଅଃଉଁଲାୟ୍, ବଃୟ୍ରାମଃନ୍ ସୁଣୁ ହାରୁଲାୟ୍, ମଃଲା ଲକ୍ମଃନ୍ ଉଟୁଲାୟ୍ ଆର୍ ଦୁକିଦିନାରି ଲକ୍ମଃନାର୍ ତଃୟ୍ ହେଁ ନିକ କବୁର୍ ପର୍ଚାର୍ କଃରା ଅଃଉଁଲି ।
5 os cegos veem, os coxos andam, os leprosos são purificados, os surdos ouvem, os mortos são ressuscitados e aos pobres está sendo pregado o evangelho.
6 ଆର୍ ଜେ ମକ୍ ଅବିସ୍ୱାସ୍ ନଃକେରି, ବିସ୍ୱାସ୍ କଃରେଦ୍ ତାର୍ ବାୟ୍ଗ୍ ।”
6 E bem-aventurado é aquele que não achar em mim motivo de tropeço.
7 ଜହନାର୍ ଚେଲାମଃନ୍ ବାଉଳି ଜାତାବଃଳ୍ ଜିସୁ ଜହନାର୍ କଃତା ଲକ୍ମଃନ୍କେ କଃଉଁକେ ଦଃର୍ଲା, “ତୁମି କାୟ୍ରି ଦଃକୁକ୍ ସୁକ୍ଲା ବଃଟାୟ୍ ଜାୟ୍ ରିଲାସ୍, କାୟ୍ ବାଉୟେ ଜଲ୍ତା ସୁର୍ଲିନଃଳା ?
7 Quando os discípulos de João foram embora, Jesus começou a dizer ao povo a respeito de João:
8 ସେରି ନୟ୍ଲେକ୍ ତୁମିମଃନ୍ କାୟ୍ରି ଦଃକୁକେ ବାରାୟ୍ ଜାୟ୍ରିଲାସ୍ ? କାୟ୍ ମଃସ୍ଣି ବଃସ୍ତର୍ ହିନ୍ଦି ରିଲା ମାନାୟ୍କେ ? ଜୁୟ୍ ଲକ୍ମଃନ୍ ମଃସ୍ଣି ବଃସ୍ତର୍ ହିନ୍ଦ୍ତି ସେମଃନ୍ ରଃଜାର୍ ନଃଉରେ ରେତି ।
8 O que vocês foram ver? Um homem vestido de roupas finas? Os que vestem roupas finas moram nos palácios reais.
9 ସେରି ନୟ୍ଲେକ୍ କାୟ୍କଃରୁକ୍ ବାରାୟ୍ ଜାୟ୍ରିଲାସ୍ ? କାୟ୍ ଗଟେକ୍ ବାବ୍ବାଦିକେ ଦଃକୁକେ ? ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ତୁମିମଃନ୍ ବାବ୍ବାଦି ତଃୟ୍ହୁଣି ଅଃଦିକ୍ ବଃଡ୍ ଲକ୍କେ ଦଃକ୍ଲାସ୍ ।
9 Sim, o que foram ver? Um profeta? Sim, eu lhes digo, e muito mais do que um profeta.
10 ଜୁୟ୍ ଜହନାର୍ କଃତା ସାସ୍ତରେ ଲେକାଆଚେ, ‘ଇସ୍ୱର୍ କୟ୍ଲା, ମୁଁୟ୍ ମର୍ କବୁର୍ କାରିଆକ୍ ତର୍ ଆଗ୍ତୁ ହଃଟାଉଁଲେ, ସେ ଆଗ୍ତୁ ଜାୟ୍ ତର୍ ଗିନେ ବାଟ ତିଆର୍ କଃରେଦ୍ ।’
10 Este é aquele de quem está escrito:
11 ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ମାୟ୍ଜି ହେଟେହୁଣି ଜଃଲମ୍ ଅୟ୍ଲା ସଃବୁ ଲକ୍ମଃନାର୍ ବିତ୍ରେ ବାପ୍ତିସମ୍ ଦେତା ଜହନ୍ ତଃୟ୍ହୁଣି ବଃଡ୍ କେ ନାୟ୍ । ମଃତର୍ ଜେ ସଃର୍ଗ୍ ରାଇଜେ ସଃବ୍କେ ସାନ୍, ସେ ଜହନାର୍ ତଃୟ୍ହୁଣି ହେଁ ବଃଡ୍ ।
11 — Em verdade lhes digo: entre os nascidos de mulher, não apareceu ninguém maior do que João Batista; mas o menor no Reino dos Céus é maior do que ele.
12 ଆର୍ ବାପ୍ତିସମ୍ ଦେଉ ଜହନ୍ ତାର୍ କଃତା ପର୍ଚାର୍ କଃଲା ବଃଳ୍ହୁଣି ଆଜି ହଃତେକ୍ ସଃର୍ଗ୍ ରାଇଜ୍ ଉହ୍ରେ ବଃଳ୍ମାଡ୍ ଅଃଉଁଲି, ଆରେକ୍ ଅଃଦିକାର୍ କଃର୍ତା ଲକ୍ମଃନ୍ ଜଃବର୍ ବଃଳ୍ବପୁ ସଃଙ୍ଗ୍ ଅଃଦିକାର୍ କଃରୁକେ ମଃନ୍ କଃରୁଲାୟ୍ ।
12 Desde os dias de João Batista até agora, o Reino dos Céus sofre violência, e os que usam de força se apoderam dele.
13 ବଃଲେକ୍ ସଃବୁ ବାବ୍ବାଦିମଃନ୍ ଆର୍ ମସାର୍ ବିଦି ଆର୍ ଦଃର୍ମ୍ସାସ୍ତର୍ ଜହନ୍ ହଃତେକ୍ ବାବ୍ବାଣି କୟ୍ରିଲାୟ୍ ।
13 Porque todos os Profetas e a Lei profetizaram até João.
14 ଆର୍ ତୁମିମଃନ୍ ଜଦି ମାନୁକ୍ ମଃନ୍ କଃରୁଲାସ୍, ତଃବେ ଜୁୟ୍ ଏଲିୟ ଆସୁକ୍ ଆଚେ, ଏ ହଃକା ସେ ମାନାୟ୍ ।
14 E, se vocês o querem reconhecer, ele mesmo é Elias, que estava para vir.
15 ଜାର୍ ସୁଣୁକ୍ କାନ୍ ଆଚେ ସେ ସୁଣ ।”
15 Quem tem ouvidos para ouvir, ouça.
16 “ମଃତର୍ ମୁଁୟ୍ କାର୍ ସଃଙ୍ଗ୍ ଆଜିକାଲିର୍ ମାନାୟ୍ର୍ ତୁଳ୍ନା କଃରିନ୍ଦ୍ ? ଜୁୟ୍ ହିଲାମଃନ୍ ଆଟ୍ ବଃଜାରେ ବଃସି ତାକାର୍ ତାକାର୍ ବିତ୍ରେ କୁଦି କଃଉତି,
16 — Mas a que compararei esta geração? É semelhante a meninos que, sentados nas praças, gritam aos companheiros:
17 ‘ଅଃମିମଃନ୍ ତୁମାର୍ ଚଃମେ ସୁର୍ଲି ହୁକ୍ଲୁ, ତୁମିମଃନ୍ ନଃନାଚ୍ଲାସ୍, ଅଃମିମଃନ୍ ଦୁକେ ଦୁକ୍ ଗିତ୍ କୟ୍ଲୁ, ତୁମିମଃନ୍ ନଃକାନ୍ଦ୍ଲାସ୍, ଇ ଜୁଗାର୍ ଲକ୍ମଃନ୍, ସେ ହିଲାମଃନାର୍ ହର୍ ।’
17 “Nós tocamos flauta,
18 କାୟ୍ତାକ୍ବଃଲେକ୍ ଜହନ୍ ଆସି ଉହାସ୍ କଃଲା, ଅଙ୍ଗୁର୍ ରଃସ୍ ନଃକାୟ୍ଲା, ଆର୍ ଲକ୍ମଃନ୍ ତାକ୍ କୟ୍ଲାୟ୍, ‘ତାକେ ବୁତ୍ ଦଃରି ଆଚେ !’
18 — Pois veio João, que não comia nem bebia, e as pessoas dizem: “Ele tem demônio!”
19 ନଃରାର୍ ହୟ୍ସି ଆୟ୍ଲା ଆର୍ କାଉଆ ହିଉଆ ଆୟ୍ଲା, ଆର୍ ଲକ୍ମଃନ୍ କୟ୍ଲାୟ୍, ‘ଦଃକା, ଏ ଗଟେକ୍ କାଉରାହେଟା ଆର୍ ମଃଦୁଆ, ରିବ୍ନି ଆର୍ ହାହିମଃନାର୍ ସଃଙ୍ଗୁଆଳି !’ ମଃତର୍ ଇସ୍ୱରାର୍ ଗ୍ୟାନ୍ ଅଃହ୍ଣାର୍ କାମ୍ ତଃୟ୍ ସଃତ୍ ବଃଲି ଜାଣାୟ୍ଦ୍ ।”
19 Veio o Filho do Homem, comendo e bebendo, e as pessoas dizem: “Eis aí um glutão e bebedor de vinho, amigo de publicanos e pecadores!” Mas a sabedoria é justificada por suas obras.
20 ସଃଡେବଃଳ୍ ଜୁୟ୍ ଗଃଳେ ଜିସୁର୍ ଗାଦେକ୍ ସଃକ୍ତିର୍ କାମ୍ କଃରା ଅୟ୍ରିଲି, ସେ ଗଃଳ୍ମଃନ୍କେ ଜିସୁ ଲିନ୍ଦା କଃରୁକେ ଦଃର୍ଲା, କାୟ୍ତାକ୍ବଃଲେକ୍ ସେମଃନ୍ ହାହ୍ ଚାଡି ନଃରିଲାୟ୍ ।
20 Então Jesus começou a repreender as cidades nas quais ele tinha feito muitos milagres, pelo fato de não terem se arrependido:
21 “ଚି, ଦଃଣ୍ଡାର୍ ଜୟ୍ଗ୍ କରାଜିନ୍, ଚି, ଦଃଣ୍ଡାର୍ ଜୟ୍ଗ୍ ବେତ୍ସାଇଦା, କାୟ୍ତାକ୍ବଃଲେକ୍ ତୁମିମଃନାର୍ ବିତ୍ରେ ଜୁୟ୍ ଜୁୟ୍ ସଃକ୍ତିର୍ କାମ୍ କଃରା ଅୟ୍ଆଚେ, ସେରିମଃନ୍ ସଃବୁ ସର୍ ଆର୍ ସିଦନ୍ ତଃୟ୍ଁ କଃରା ଅୟ୍ରିଲେକ୍, ସେମଃନ୍ କଃଡେବଃଳ୍ ହୁଣି ବାସ୍ତା ହିନ୍ଦି ଚାରେ ବଃସି ହାହ୍ ଚାଡି ରିଲାୟ୍ହୁଣି ।
21 — Ai de você, Corazim! Ai de você, Betsaida! Porque, se em Tiro e em Sidom se tivessem operado os milagres que foram feitos em vocês, há muito que elas teriam se arrependido com pano de saco e cinza.
22 ଅୟ୍ଲେକ୍ ହେଁ ମୁଁୟ୍ ତୁମିମଃନ୍କେ କଃଉଁଲେ, ଇସ୍ୱର୍ ବିଚାର୍ କଃର୍ତା ଦିନ୍ ସର୍ ଆର୍ ସିଦନ୍ ତଃୟ୍ର୍ ଲକ୍ମଃନ୍କେ ଅଃଦିକ୍ ଦଃୟା ଦଃକାୟ୍ଦ୍ ।
22 Mas eu digo a vocês que, no Dia do Juízo, haverá menos rigor para Tiro e Sidom do que para vocês.
23 ଏ କପୁର୍ନାହୁମ୍ ତଃୟ୍ର୍ ଲକ୍ମଃନ୍, ତୁମି କାୟ୍ ନିଜେ ସଃର୍ଗେ ହଃତେକ୍ ଉଟୁକ୍ ମଃନ୍ କଃରୁଲାସ୍ ? ତୁମିକେ ନଃର୍କେ ହଃକା ଅୟ୍ଦ୍, କାୟ୍ତାକ୍ବଃଲେକ୍ ତୁମାର୍ ତଃୟ୍ ଜୁୟ୍ ଜୁୟ୍ ସଃକ୍ତିର୍ କାମ୍ କଃରା ଅୟ୍ଆଚେ, ସେରି ସଃବୁ ଜଦି ସଦମ୍ ତଃୟ୍ କଃରା ଅୟ୍ରିଲେକ୍, ସେରି ଆଜି ହଃତେକ୍ ରିଲିହୁଣି ।
23 — E você, Cafarnaum, pensa que será elevada até o céu? Será jogada no inferno! Porque, se em Sodoma se tivessem operado os milagres que foram feitos em você, ela teria permanecido até o dia de hoje.
24 ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଇସ୍ୱର୍ ବିଚାର୍ କଃର୍ତା ଦିନ୍ ତୁମାର୍ ତଃୟ୍ହୁଣି ସଦମ୍ ଦେସାର୍ ଲକ୍ମଃନ୍କେ ଅଃଦିକ୍ ଦଃୟା ଦଃକାୟ୍ଦ୍ ।”
24 Mas eu digo a vocês que, no Dia do Juízo, haverá menos rigor para a terra de Sodoma do que para você.
25 ସଃଡେବଃଳ୍ ଜିସୁ ପାର୍ତ୍ନା କଃରି କୟ୍ଲା, “ଏ ଉବା, ସଃର୍ଗ୍ ଆର୍ ହୁର୍ତିବିର୍ ମାପ୍ରୁ, ତୁୟ୍ ବୁଦି ଆର୍ ଗ୍ୟାନ୍ ରିଲା ଲକ୍ମଃନ୍କେ ଇ ସଃବୁ କଃତା ଲୁକାୟ୍କଃରି ବୁଦି ନୟ୍ଲା ଲକ୍କେ ଜାଣାୟ୍ଲିସ୍, ସେତାର୍ ଗିନେ ତକେ ଜୁଆର୍ କଃରୁଲେ ।
25 Por aquele tempo, Jesus exclamou:
26 ଅୟ୍ ଉବା, କାୟ୍ତାକ୍ବଃଲେକ୍ ଇରି ତର୍ ଆକାୟ୍ ମଃନ୍ ସଃର୍ଦାର୍ କଃତା ଅୟ୍ଲି ।”
26 Sim, ó Pai, porque assim foi do teu agrado.
27 “ମର୍ ଉବାର୍ ଅଃଦିକାରେ ରିଲା ସଃବୁ ଅଃଦିକାର୍ ମକ୍ ଦିଆ ଅୟ୍ଆଚେ, ଆର୍ ହୟ୍ସିକେ କେ ନଃଜାଣ୍ତି, ମଃତର୍ ଉବାସି ହଃକା ଜାଣିଆଚେ, ଆରେକ୍ ଉବାକ୍ କେ ନଃଜାଣ୍ତି, ମଃତର୍ ହଅ ହଃକା ଜାଣିଆଚେ, ଆର୍ ହଅ ଜୁୟ୍ମଃନ୍କ୍ ଉବାକ୍ ଜାଣାଉଁକ୍ ମଃନ୍ କଃରେଦ୍, ସେମଃନ୍ ହଃକା ଜାଣ୍ତି ।”
27 Tudo me foi entregue por meu Pai. Ninguém conhece o Filho, a não ser o Pai; e ninguém conhece o Pai, a não ser o Filho e aquele a quem o Filho o quiser revelar.
28 “ଏ ତାକ୍ଲା ଆର୍ ବଜ୍ ବୟ୍ଲା ଲକ୍ମଃନ୍, ମର୍ ତଃୟ୍ ଆସା, ମୁଁୟ୍ ତୁମିମଃନ୍କେ ବିସାଉଁକ୍ ଦଃୟ୍ନ୍ଦ୍ ।
28 — Venham a mim todos vocês que estão cansados e sobrecarregados, e eu os aliviarei.
29 ମର୍ ଜିଅଡି ଅଃହ୍ଣା ଅଃହ୍ଣାର୍ କଃନ୍ଦେ ବଃଉଆ, ଆର୍ ମର୍ ତଃୟ୍ହୁଣି ସିକା, କାୟ୍ତାକ୍ବଃଲେକ୍ ମୁଁୟ୍ ନିଜେ ଦିର୍ ଆର୍ ମଃନ୍ ସୁଦାର୍ ଅୟ୍ ଆଚି, ସେତାକ୍ ତୁମିମଃନ୍ ମର୍ ତଃୟ୍ ଜିବନ୍ ବିତ୍ରେ ବିସାଉଁ ହାରାସ୍ ।
29 Tomem sobre vocês o meu jugo e aprendam de mim, porque sou manso e humilde de coração; e vocês acharão descanso para a sua alma.
30 ଆରେକ୍ ମୁଁୟ୍ ଜୁୟ୍ ଜିଅଡି ଦଃୟ୍ନ୍ଦ୍ ସେରି ବଃଉଁକେ ନିକ ଆର୍ ଉହାସ୍ ।”
30 Porque o meu jugo é suave, e o meu fardo é leve.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Mateus 11, comparar traduções ou montar um estudo — tudo direto pelo WhatsApp.